ଆଫଗାନିସ୍ତାନକୁ ବାହାରୁ ନିୟନ୍ତ୍ରଣ କରାଯାଇପାରିବ ନାହିଁଁ: ଇମ୍ରାନ ଖାଁ

ଇସଲାମାବାଦ: ଆଫଗାନିସ୍ତାନକୁ ବାହାରୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ। ଇସଲାମାବାଦ ଏହି ଯୁଦ୍ଧବିଧ୍ୱସ୍ତ ରାଷ୍ଟ୍ରକୁ ସମର୍ଥନ ଯୋଗାଇଦେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି। ଦୁସାନବେଠାରେ…
Read More...

ଶାନ୍ତି, ସୁରକ୍ଷା ଓ ଭରସା ସବୁଠାରୁ ବଡ ଆହ୍ୱାନ ହୋଇଛି- ପ୍ରଧାନମନ୍ତ୍ରୀ ମୋଦି

ଦୁସାନବେ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଅଞ୍ଚଳ ସଂପ୍ରତି ଯେଉଁ ଆହ୍ୱାନର ସାମନା କରୁଛି ତାହା ଶାନ୍ତି, ନିରାପତ୍ତା ଏବଂ ବିଶ୍ୱାସ ଅଭାବ ଭଳି ପରିସ୍ଥିତି ସହିତ ସଂପୃକ୍ତ। ମୋ÷ଳବାଦର ବୃଦ୍ଧି ଏହିସବୁ ସମସ୍ୟା ପଛରେ…
Read More...

କୃଷି ଆଇନକୁ ବର୍ଷେ: ଦିଲ୍ଲୀରେ ଏସଏଡିର ପ୍ରତିବାଦ ଶୋଭାଯାତ୍ରା

ନୂଆଦିଲ୍ଲୀ: ଦେଶରେ ତିନିଟି କୃଷି ଆଇନ ଗୃହୀତ ହେବାର ଏକବର୍ଷ ପୂରଣ ହୋଇଛି। ଶିରୋମଣି ଅକାଳି ଦଳ (ଏସଏଡି) ଏହି ଦିନଟିକୁ କଳା ଶୁକ୍ରବାର ଭାବରେ ପାଳନ କରିବା ସହିତ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରିଥିଲା। ଦିଲ୍ଲୀରେ…
Read More...

ନିତିନ ଗଡକରିଙ୍କୁ ୟୁଟ୍ୟୁବ ମାସକୁ ଦେଉଛି ୪ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରିଙ୍କୁ ୟୁଟ୍ୟୁବରୁ ମାସକୁ ମିଳୁଛି ୪ ଲକ୍ଷ ଟଙ୍କା। ଏକଥା ନିଜେ ଗଡକରି ପ୍ରକାଶ କରିଛନ୍ତି। କୋଭିଡ ମହାମାରୀ କାରଣରୁ ତାଲାବନ୍ଦ ସମୟରେ ସେ ନିଜ…
Read More...

ଭୁବନେଶ୍ୱର ଉପ ଜିଲାପାଳ ଓ ତହସିଲ କାର୍ଯ୍ୟାଳୟ ୫ ଦିନ ବନ୍ଦ; କୋଭିଡ ଚିହ୍ନଟ ପରେ କର୍ତ୍ତୃପକ୍ଷ କାର୍ଯ୍ୟାଳୟ ବନ୍ଦକଲେ

ଭୁବନେଶ୍ୱର: ଭୁବନେଶ୍ୱର ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟରେ କେତେକ କର୍ମଚାରୀ କୋଭିଡ ସଂକ୍ରମିତ ଚିହ୍ନଟ ହେବାପରେ ଉଭୟ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଛି। ଏହି ଦୁଇ କାର୍ଯ୍ୟାଳୟରେ ୭ ଜଣ କର୍ମଚାରୀ …
Read More...

ରାଜ୍ୟରେ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ ଭଦ୍ରକ ଜିଲାରେ ଜଣେ ଲେଖାଏଁ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଏଥିସହିତ ରାଜ୍ୟରେ କରୋନା ଜନିତ…
Read More...

ତାଲିବାନକୁ ଆତଙ୍କବାଦୀ ସଂଗଠନ ଘୋଷଣା କର- ଆମେରିକୀୟ ସିନେଟରଙ୍କ ଦାବି

ୱାଶିଂଟନ: ତାଲିବାନ ଆତଙ୍କିଙ୍କ ପଟୁ ଆମେରିକୀୟଙ୍କ ଜୀବନ ଓ ସ୍ୱାର୍ଥ ପ୍ରତି ବିପଦ ରହିଛି। ସେଥିପାଇଁ ତାଲିବାନକୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରିବାକୁ ଆମେରିକା ପ୍ରଶାସନକୁ ପତ୍ର ଲେଖିଛନ୍ତି ଆମେରିକାର ଚାରିଜଣ…
Read More...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୬୭ ଓ ସ୍ଥାନୀୟ ସଂକ୍ରମିତ ୨୬୧ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ…
Read More...

ଅଯୋଧ୍ୟାରେ ରାମ ମନ୍ଦିର ମୂଳଦୁଆ କାମ ଶେଷ

ଅଯୋଧ୍ୟା: ଏଠାରେ ଭଗବାନ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ସକାଶେ ମୂଳଦୁଆ କାର୍ଯ୍ୟ ଶେଷ ହୋଇଛି। ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଗୁରୁବାର କୁହାଯାଇଛି ଯେ ମନ୍ଦିରର ମୂଳଦୁଆ କାର୍ଯ୍ୟ ଶେଷ ହୋଇଛି।…
Read More...

ଭାରତ ୬.୭% ହାରରେ ଅଭିବୃଦ୍ଧି କରିବ; ୨୦୨୨ ସୁଦ୍ଧା ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ରାଷ୍ଟ୍ର ହେବ

ନୂଆଦିଲ୍ଲୀ: ୨୦୨୨ରେ ଭାରତର ଅଭିବୃଦ୍ଧି ହାର ୬.୭% ହେବ, ଯାହା ସେହିବର୍ଷ ସମଗ୍ର ବିଶ୍ୱରେ ଦ୍ରୁତତମ ରହିବ ବୋଲି ୟୁନାଇଟେଡ ନେସନ୍ସ କନଫରେନ୍ସ ଅନ ଟ୍ରେଡ ଆଣ୍ଡ ଡେଭଲପମେଣ୍ଟ (ଅଙ୍କଟାଡ)ର ବାଣିଜ୍ୟ ଓ ବିକାଶ ରିପୋର୍ଟ…
Read More...

ନୁସରତ ଜାହାନଙ୍କ ପୁଅ ଜନ୍ମ ପ୍ରମାଣପତ୍ରରେ ରହିଛି ବାପାଙ୍କ ନାଁ

କୋଲକାତା: ବ୍ୟବସାୟୀ ନିଖିଲ ଜୈନଙ୍କ ସହିତ ବିବାହ ସମ୍ପର୍କକୁ ଅସ୍ୱୀକାର କରି ଚର୍ଚ୍ଚାକୁ ଆସିଥିବା ଲୋକପ୍ରିୟ ବେଙ୍ଗଲି ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସର ସାଂସଦ ନୁସରତ ଜାହାନ୍‍ ଗତ ଅଗଷ୍ଟ ୨୬ରେ ଏକ ପୁତ୍ର…
Read More...

ଆଫଗାନିସ୍ତାନରେ ପୁନଃ ଗୋଷ୍ଠୀବଦ୍ଧ ହେଉଛନ୍ତି ଅଲ କାଏଦା ଆତଙ୍କି

ୱାଶିଂଟନ: ତାଲିବାନ ଦ୍ୱାରା ନିୟନ୍ତ୍ରିତ ଆଫଗାନିସ୍ତାନରେ ଅଲ କାଏଦା ଆତଙ୍କିମାନେ ପୁନଃ ଗୋଷ୍ଠୀବଦ୍ଧ ହେଉଥିବା ସୂଚନା ଦେଇଛି ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ। ଆଗାମୀ ୧୨ରୁ ୧୪ ମାସ ମଧ୍ୟରେ ଅଲ କାଏଦା ଆତଙ୍କିମାନେ…
Read More...

ସମସ୍ତ ବେସାମରିକ ମହାକାଶଚାରୀଙ୍କୁ ମହାକାଶକୁ ପଠାଇଲା ସ୍ପେଶଏକ୍ସ

ନ୍ୟୁୟର୍କ: ସ୍ପେଶଏକ୍ସର ଏକ ଫାଲକନ ରକେଟ ଚାରିଜଣ ମହାକାଶ ପର୍ଯ୍ୟଟକଙ୍କୁ ନେଇ ବୁଧବାର ରାତିରେ କେନେଡି ମହାକାଶ କେନ୍ଦ୍ରରୁ ତାହାର ପ୍ରଥମ ଅଭିଯାନରେ ଯାତ୍ରା କରିଛି। ଏଥିରେ ସମସ୍ତ ବେସାମରିକ ବ୍ୟକ୍ତି ମହାକାଶକୁ…
Read More...

ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ମୃତ; ମୋଟ ମୃତ୍ୟୁ ସଂଖ୍ୟା ୮୧୧୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କଟକ ଜିଲାରେ ୨, ଯାଜପୁର ଓ ଜଗତସିଂହପୁର ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ରହିଛନ୍ତି। ଏଥିସହିତ…
Read More...

ଦେଶରେ ଦିନକରେ ୩୦,୫୭୦ କରୋନା ସଂକ୍ରମିତ; ୪୩୧ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦,୫୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୪୩୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। କେବଳ କେରଳରୁ ଗୋଟିଏ ଦିନରେ ୧୭,୬୮୧ ନୂଆ…
Read More...

ରାଜ୍ୟରେ ଆଉ ୫୮୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୩୩୬ ଓ ସ୍ଥାନୀୟ ସଂକ୍ରମିତ ୨୪୪ ଜଣ ରହିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮…
Read More...

ଏସସିଓ ବୈଠକ: ଇମ୍ରାନଙ୍କ ଉପସ୍ଥିତିରେ ଆତଙ୍କବାଦ ପ୍ରସଙ୍ଗ ଉଠାଇବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଚଳିତ ମାସ ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ସାଂଘାଇ କୋଅପରେସନ ଅର୍ଗାନାଇଜେନ (ଏସସିଓ) ବୈଠକ। ଏହି ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପସ୍ଥିତିରେ ଭାରତର ପ୍ରଧାନମନ୍ତ୍ରୀ…
Read More...

ଆଜିର ନାରୀଙ୍କ ପାଇଁ ରିଲାଏନ୍ସ ଜୁଏଲ୍ସର ବେଲା ସମ୍ଭାର

ଭୁବନେଶ୍ୱର: ରିଲାଏନ୍ସ ଜୁଏଲ୍ସ, ଏହାର ସ୍ୱତନ୍ତ୍ର ଜୁଏଲାରୀ ସମ୍ଭାର ‘ବେଲା’ ର ଏକ ନୂତନ ଡିଜାଇନ ଶୁଭାରମ୍ଭ କରିଛି ଯାହା ପ୍ରତିଟି ଦିନକୁ ସ୍ୱତନ୍ତ୍ର କରିଥାଏ। ଏହା ଆଧୁନିକ ନାରୀଙ୍କ ପାଇଁ ପ୍ରସ୍ତୁତ। ଫେସନ ଅଳଙ୍କାର…
Read More...

ଫାଇଭ ଅନ୍‍ ଫାଇଭ ୨୦୨୧ ଜାତୀୟ ଫାଇନାଲ ପାଇଁ ସ୍ପିଡ ଫୋର୍ସର ଯୋଗ୍ୟତା ଅର୍ଜନ

ଭୁବନେଶ୍ୱର : ବିଶ୍ୱସ୍ତରରେ ସୁପ୍ରତିଷ୍ଠିତ ଫାଇଭ-ଅନ୍‍-ଫାଇଭ ଫୁଟବଲ ଟୁର୍ଣ୍ଟାମେଣ୍ଟ ରେଡ ବୁଲ୍‍ ନେମାର ଜୁନିୟରସ୍‍ ଫାଇଭ ଭୁବନେଶ୍ୱର ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ସ୍ପିଡଫୋର୍ସ ବିଜୟୀ ହୋଇଛି। ଚଳିତ…
Read More...

ଦୂରସଂଚାର କମ୍ପାନୀଗୁଡିକ ପାଇଁ ରିଲିଫ ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ଋଣ ବୋଝରେ ବୁଡିଥିବା ଦୂରସଂଚାର କମ୍ପାନୀଗୁଡିକ ସକାଶେ କେନ୍ଦ୍ର କ୍ୟାବିନେଟ ବୁଧବାର ଦିନ ବହୁ ପ୍ରତୀକ୍ଷିତ ରିଲିଫ ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏଥିସହିତ ଯାନବାହନ କ୍ଷେତ୍ର ପାଇଁ ପ୍ରଡକ୍ସନ ଲାଇନ…
Read More...

୧୦ ଫୁଟ ଉଚ୍ଚର ପଥର; ତା’ ଉପରେ ଅଟକି ରହିଛି ବୋଟ୍‍

ନ୍ୟୁଜର୍ସି: ସମୁଦ୍ର ଭିତରେ ୧୦ ଫୁଟ ଉଚ୍ଚତାର ଏକ ପ୍ରଶସ୍ତ ପଥର ଖଣ୍ଡ। ତାହା ଉପରେ ଅଟକି ରହିଛି ଏକ ବୋଟ୍‍। ଏହାକୁ ଦେଖିଲେ ଯେ କେହି ଭାବିବେ ହୁଏତ ବୋଟ୍‍ କୁ କେହି ଟେକିନେଇ ସେହି ପଥର ଖଣ୍ଡ ଉପରେ ରଖିଥାଇପାରେ।…
Read More...

ସେପ୍ଟେମ୍ବର ୨୬ରେ ଡାଲହ୍ରଦ ଉପରେ ବାୟୁସେନାର ଏୟାର ସୋ

ଶ୍ରୀନଗର: ଭାରତୀୟ ବାୟୁସେନା ଚଳିତ ମାସ ୨୬ ତାରିଖରେ ଶ୍ରୀନଗରସ୍ଥିତ ଡାଲ ହ୍ରଦ ଉପରେ ଏୟାର ସୋ ଆୟୋଜନ କରିବାକୁ ଯାଉଛି। ଭାରତୀୟ ବାୟୁସେନାରେ ସାମିଲ ହେବା ନିମନ୍ତେ ଜମ୍ମୁ କାଶ୍ମୀର ଯୁବଗୋଷ୍ଠୀଙ୍କୁ ପ୍ରବର୍ତ୍ତାଇବା…
Read More...

ମଙ୍ଗଳ ଗ୍ରହରେ ଘର କରିବାକୁ ନୂଆ କସମିକ କଂକ୍ରିଟର ବିକାଶ

ନ୍ୟୁୟର୍କ: ମଙ୍ଗଳ ଗ୍ରହରେ ଭବିଷ୍ୟତରେ ବାସଗୃହ ନିର୍ମାଣ କରିବାକୁ ବୈଜ୍ଞାନିକମାନେ ଏକ ସ୍ୱତନ୍ତ୍ର ଧରଣର କସମିକ କଂକ୍ରିଟର ବିକାଶ କରିଛନ୍ତି। କାରଣ ମଙ୍ଗଳଗ୍ରହକକୁ ପୃଥିବୀରୁ ନିର୍ମାଣ ସାମଗ୍ରୀ ପରିବହନ କରିବା…
Read More...

ପାକ ସମର୍ଥିତ ଖଲିସ୍ତାନି ଆତଙ୍କି ଗୋଷ୍ଠୀ ଆମେରିକାରେ ବଳ ଜୁଟାଉଛନ୍ତି-ରିପୋର୍ଟ

ୱାଶିଂଟନ: ବିଚ୍ଛିନ୍ନାତାବାଦୀ ଖଲିସ୍ତାନୀ ଗୋଷ୍ଠୀ ପାକିସ୍ତାନ ସମର୍ଥନରେ ଆମେରିକାରେ ବଳ ଜୁଟାଉଛନ୍ତି ବୋଲି ଆମେିରକାର ଏକ ଶୀର୍ଷ ଚିନ୍ତାଶୀଳ ଗୋଷ୍ଠୀ ସତର୍କ କରାଇ ଦେଇଛି। ଭାରତ ବିରୋଧୀ ଏହି ଅସ୍ଥିରତା ସୃଷ୍ଟିକାରୀ…
Read More...

ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକଲେ ଆମେରିକୀୟ ସାଂସଦ

ୱାଶିଂଟନ: ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ପାକିସ୍ତାନ ଦୋମୁହାଁ ନୀତି ଅବଲମ୍ବନ କରୁଥିବାରୁ ଉକ୍ତ ରାଷ୍ଟ୍ର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକୀୟ ସାଂସଦ ଦାବି କରିଛନ୍ତି। କ୍ରମାଗତ ଦ୍ୱିତୀୟ…
Read More...

୨୦୨୨ ପ୍ରଥମ ତ୍ରୟମାସିକରେ ଘରୋଇ ଉଡାଣ ଆରମ୍ଭ କରିବ ଜେଟ ଏୟାରୱେଜ

ନୂଆଦିଲ୍ଲୀ: ଜେଟ ଏୟାରୱେଜ ୨୦୨୨ ବର୍ଷର ପ୍ରଥମ ତିନିମାସ ମଧ୍ୟରେ ଦେଶରେ ଘରୋଇ ରୁଟ୍‍ଗୁଡିକରେ ଉଡାଣ ଆରମ୍ଭ କରିବାକୁ ଯାଉଛି। ସୂଚନାଯୋଗ୍ୟ ଯେ ଏହି ବିମାନ ଚଳାଚଳ ସଂସ୍ଥାର ପୁନରୁଦ୍ଧାର କାର୍ଯ୍ୟ ଆଗେଇ ଚାଲିଛି ଏବଂ…
Read More...

ଭାରତ ଏବେ ଏକ ଅଗ୍ରଣୀ ପ୍ରତିରକ୍ଷା ସାମଗ୍ରୀ ରପ୍ତାନିକାରୀ ପଥରେ ଅଗ୍ରସର ହେଉଛି- ପ୍ରଧାନମନ୍ତ୍ରୀ

ଆଲିଗଡ: ସମୟ ଥିଲା, ଭାରତ ପ୍ରତିରକ୍ଷା ସାମଗ୍ରୀର ଟିକିନିଖି ପାଇଁ ବିଦେଶୀ ରାଷ୍ଟ୍ରଗୁଡିକ ଉପରେ ନିର୍ଭର କରୁଥିଲା। ଏବେ ସେ ସମୟ ଆଉ ନାହିଁ। ଦେଶରେ ଏବେ ଅତ୍ୟାଧୁନିକ ଗ୍ରେନେଡ, ମେସିନ ଗନ ଠାରୁ ଆରମ୍ଭ କରି ଲଢୁଆ…
Read More...

ଇଡି, ସିବିଆଇ ଅଧିକାରୀ ହାଜର ହେବାକୁ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତିଙ୍କ ନିର୍ଦ୍ଦେଶ

କୋଲକାତା: ପଶ୍ଚିମବଙ୍ଗର ବିଧାୟକମାନଙ୍କ ବିରୁଦ୍ଧରେ ବିଭିନ୍ନ ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିଧାନସଭା ବାଚସ୍ପତିଙ୍କର…
Read More...

କନ୍ୟାର ପାଦଛୁଇଁ ଆଶୀର୍ବାଦ ନେଲା ବର

ନୂଆଦିଲ୍ଲୀ: ଆମ ସଂସ୍କୃତିରେ ସାଧାରଣତଃ ବିବାହ ଉତ୍ସବରେ ବର ଓ କନ୍ୟା ବିବାହ ବେଦୀରେ ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଆବଦ୍ଧ ହେବାପରେ କଣେ କନ୍ୟା ପାଇଁ ତାଙ୍କର ବର ଭଗବାନ ପାଲଟି ଯାଆନ୍ତି। ଦୁହେଁ ସେଠାରେ…
Read More...

୧୦ ଦିନରେ ୧୩ ହରର୍‍ ଚଳଚ୍ଚିତ୍ର ଦେଖ, ୯୫ହଜାର ଟଙ୍କା ନିଅ

\ପ୍ୟାରିସ: ହରର୍‍ ଚଳଚ୍ଚିତ୍ର ଦେଖିବାକୁ ଅନେକ ପସନ୍ଦ କରିଥାନ୍ତି। ତେବେ କେତେକ କ୍ଷେତ୍ରରେ ଏଭଳି ଚଳଚ୍ଚିତ୍ରଗୁଡିକ ଏକାକି ରାତି ଅଧରେ ବସି ଦେଖିବାକୁ ଭୟ ଲାଗିଥାଏ। ବର୍ତ୍ତମାନ ସମୟରେ କ୍ୟାମେରା କୌଶଳ ସହିତ ସେଥିରେ…
Read More...

କୋଟିପତି ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର: ଜଣେ କୋଟିପତି ଅଙ୍ଗନବାଡି କର୍ମୀଙ୍କ ଘର ଉପରେ ମଙ୍ଗଳବାର ଦିନ ଭିଜିଲାନ୍ସ ପକ୍ଷରୁ ଚଢାଉ ଆରମ୍ଭ ହୋଇଛି। ଭୁବନେଶ୍ୱର ଉପକଣ୍ଠ କୋରଡକଣ୍ଟାଠାରେ ଅଙ୍ଗନବାଡି କେନ୍ଦ୍ରରେ ଜଣେ କର୍ମୀ ଭାବରେ କାର୍ଯ୍ୟ କରୁଥିବା…
Read More...

କାଣିଝର ଓ ବୈତରଣୀ  ବଢୁଛି, କେନ୍ଦୁଝର – ପାଟଣା ଯୋଗାଯୋଗ ବିଚ୍ଛିନ୍ନ 

ପାଟଣା (ନିପ୍ର): ତିନିଦିନ ଧରି ବର୍ଷା ଲାଗିରହିବା ଫଳରେ ବୈତରଣୀ ଓ କାଣିଝର ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ପାଟଣା ବୈତରଣୀରେ ଜଳସ୍ରୋତ ପ୍ରଖର ବେଗରେ ପ୍ରବାହିତ ହେଉଥିବା ବେଳେ କାଣିଝର ନଦୀରେ ପ୍ରବଳ ବର୍ଷା ଜଳ…
Read More...

ପେଙ୍ଗୁଇନ ଅନ୍ୟ ଗ୍ରହରୁ ଆସିଥାଇପାରନ୍ତି- ବୈଜ୍ଞାନିକ

ନ୍ୟୁୟର୍କ: ପେଙ୍ଗୁଇନମାନେ ଅନ୍ୟ ଗ୍ରହରୁ ଆସିଥାଇପାରନ୍ତି (ଆଲିଏନ) ବୋଲି ବୈଜ୍ଞାନିକମାନେ କହିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ପେଙ୍ଗୁଇନଙ୍କ ମଳରୁ ଏକପ୍ରକାର ରାସାୟନିକ ପଦାର୍ଥକୁ ସେମାନେ ଠାବ କରିଛନ୍ତି, ଯାହା…
Read More...

ତାଲିବାନି ନେତାଙ୍କୁ ଆଶ୍ରୟ ଦେବାରେ ପାକିସ୍ତାନ ସଂପୃକ୍ତ ରହିଛି: ଆଣ୍ଟୋନି ବ୍ଲିଙ୍କେନ

ୱାଶିଂଟନ: ପାକିସ୍ତାନ ତାଲିବାନ ଆତଙ୍କି ଗୋଷ୍ଠୀଙ୍କୁ ଆଶ୍ରୟ ଦେଉଥିଲା। ଏପରିକି ଏହା ହକାନି ନେଟୱର୍କର ଆତଙ୍କବାଦିଙ୍କୁ ମଧ୍ୟ ସୁରକ୍ଷା ଦେଉଥିବା କହିଛନ୍ତି ଆମେରିକାରେ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ।…
Read More...

ବର୍ଷାଜନିତ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ଖାଲୁଆ ଅଞ୍ଚଳଗୁଡିକ ଜଳପ୍ଳାବିତ ହେବା ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲାପାଳ ପୂର୍ଣ୍ଣ ପ୍ରସ୍ତୁତ ଓ…
Read More...

ଦେଶରେ ୨୪ ଘଣ୍ଟାରେ ୨୫,୪୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫,୪୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହି ସମୟ ମଧ୍ୟରେ ଦେଶରେ ୩୭,୧୨୭ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଦୈନିକ ସଂକ୍ରମଣ ହାର ୧.୭୮% ଏବଂ ସାପ୍ତାହିକ…
Read More...

ଦିନକରେ ରାଜ୍ୟରେ ଚିହ୍ନଟ ହେଲେ ୪୨୮ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୨୫୨ ଓ ସ୍ଥାନୀୟ ସଂକ୍ରମିତ ୧୭୬ ଜଣ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮…
Read More...

ଆମେ ଏବେ କରୋନାର ତୃତୀୟ ଲହର ଆରମ୍ଭ ସ୍ଥିତିରେ ରହିଛୁ: ପିଜିଆଇଏମଇଆର ନିର୍ଦ୍ଦେଶକ

ଚଣ୍ଡିଗଡ: ଭାରତ ସଂପ୍ରତି କରୋନାର ତୃତୀୟ ଲହର ଆରମ୍ଭ ସ୍ଥିତିରେ ରହିଛି। ଦେଶର ସଂଖ୍ୟାଗରିଷ୍ଠ ପିଲାଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି, ଯାହା ପ୍ରଦର୍ଶିତ କରୁଛି ଯେ ସେମାନେ ତୃତୀୟ ଲହରରେ ବିଶେଷ ପ୍ରଭାବିତ…
Read More...

ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କଟକ ଓ ପୁରୀ ଜିଲାରେ ଜଣେ ଲେଖାଏଁ କରୋନା…
Read More...

ଢେଙ୍କାନାଳ-ସମ୍ବଲପୁର ସେକ୍ସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ: ୧୨ଟି ଟ୍ରେନ ବାତିଲ

ଭୁବନେଶ୍ୱର: ଢେଙ୍କାନାଳ-ସମ୍ବଲପୁର ସେକ୍ସନରେ ରେଳପଥରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଫଳରେ ସେହି ପଥ ଦେଇ ୧୨ଟି ଟ୍ରେନର ଚଳାଚଳକୁ ବାତିଲ କରିଦିଆଯାଇଛି। ଏଥିସହିତ ୮ଟି ଟ୍ରେନର ଗତିପଥରେ ପରିବର୍ତ୍ତନ…
Read More...

ପେଗାସସ୍‍ ଗୁଇନ୍ଦାଗିରି ମାମଲା: ସତ୍ୟପାଠ ଦାଖଲ ପାଇଁ ସରକାର ମନାକଲେ

ନୂଆଦିଲ୍ଲୀ: ପେଗାସସ ଗୁଇନ୍ଦାଗିରି ପ୍ରସଙ୍ଗକୁ ନେଇ କିଛିଦିନ ପୂର୍ବରୁ ବିରୋଧୀ ଦଳଗୁଡିକ କେନ୍ଦ୍ର ସରକାରଙ୍କୁ ଘେରିବା ସହିତ ସଂସଦର ମୌସୁମୀ ଅଧିବେଶନ ଚାଲିବାକୁ ଦେଇନଥିଲେ। ତେବେ ସୁପ୍ରିମକୋର୍ଟରେ ଏହି ମାମଲାର…
Read More...

ଡ୍ରୋନ ପହଞ୍ଚାଇବ ଚିକିତ୍ସା ସାମଗ୍ରୀ

ନୂଆଦିଲ୍ଲୀ: ଦେଶରେ ଅନେକ ଦୁର୍ଗମ ଅଞ୍ଚଳ ରହିଛି, ଯେଉଁଠାକୁ ସଡ଼କ ପଥରେ ପହଞ୍ଚିବାକୁ ଦୀର୍ଘ ସମୟ ଲାଗିଥାଏ। ଆଉ ମଧ୍ୟ ଏମିତି କିଛି ସ୍ଥାନ ରହିଛି, ଯେଉଁଠାକୁ ସଡ଼କ ସଂଯୋଗ ବ୍ୟବସ୍ଥା ନାହିଁ। ଉକ୍ତ ଅଞ୍ଚଳରେ ବାସ…
Read More...

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଫିଟ୍‍ ଇଣ୍ଡିଆ ଫ୍ରିଡମ ରନ୍‍

ନୂଆଦିଲ୍ଲୀ: ଦେଶବାସୀଙ୍କ ମଧ୍ୟରେ ନିଜକୁ ସୁସ୍ଥ ଓ ଫିଟ୍‍ ରଖିବା ଦିଗରେ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଫିଟ୍‍ ଇଣ୍ଡିଆ ଫ୍ରିଡମ ରନ୍‍ ୨.୦ ଆୟୋଜିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ…
Read More...

ଦେଶରେ ୨୭,୨୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ; ୨୧୯ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭,୨୫୪ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଦିନକ ମଧ୍ୟରେ ୨୧୯ କରୋନା ଜନିତ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା…
Read More...

ତାଲିବାନ ଆତଙ୍କିଙ୍କୁ ଦୃଷ୍ଟିରେ ରଖି ଭାରତୀୟ ସେନା ପାଇବେ ନୂଆ ତାଲିମ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଆତଙ୍କି ଗୋଷ୍ଠୀ କ୍ଷମତା ଦଖଲ କରିବା ଏବଂ ସେମାନଙ୍କ ସହିତ ଅଲ କାଏଦା, ହକାନି ନେଟୱର୍କ ଭଳି ଏକାଧିକ ଆତଙ୍କି ଗୋଷ୍ଠୀ ସାମିଲ ହୋଇଥିବାରୁ ଭାରତୀୟ ସୈନ୍ୟମାନଙ୍କୁ ସଂପ୍ରତି…
Read More...

ଋାଜ୍ୟରେ ଆଉ ୪୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୪୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୭୪ ଓ ସ୍ଥାନୀୟ ସଂକ୍ରମିତ ୧୯୭ ଜଣ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮…
Read More...

କାବୁଲରେ ସମସ୍ତଙ୍କ ଆଖି ଆଗରେ ଥିଲି: ଆମେରିକା ଓ ଆଫଗାନ ସୈନ୍ୟଙ୍କ ବହୁବାର ଚଢଉରୁ ଖସିଯାଇଛି-ତାଲିବାନ ମୁଖପାତ୍ର

ଇସଲାମାବାଦ: ସେ କାବୁଲରେ ବାସ କରୁଥିଲେ। ସମସ୍ତଙ୍କ ଆଖି ଆଗରେ ଚଳପ୍ରଚଳ ହେଉଥିଲେ। ଆମେରିକା ଓ ଆଫଗାନିସ୍ତାନ ସୈନ୍ୟମାନେ ତାଙ୍କୁ ଧରିବାକୁ ବହୁବାର ଚଢଉ କରିଛନ୍ତି। କିନ୍ତୁ ସବୁଧର ସେ ଖସିଯିବାରେ ସଫଳ ହୋଇଥିଲେ ବୋଲି…
Read More...

ଉତ୍ତର କୋରିଆର ଦୂରଗାମୀ କ୍ରୁଜ କ୍ଷେପଣାସ୍ତ୍ର ପରୀକ୍ଷା

ପ୍ୟୋଙ୍ଗୟାଙ୍ଗ: ଗତ ସପ୍ତାହ ଶେଷରେ ଉତ୍ତର କୋରିଆ ଦୀର୍ଘ ଦୂରତା ଅତିକ୍ରମ କରିବାକୁ ସମର୍ଥ କ୍ରୁଜ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଦେଶର ସରକାରୀ ଗଣମାଧ୍ୟମରେ କୁହାଯାଇଛି ଯେ ଏହା ସାମରିକ ଦୃଷ୍ଟିରୁ ଯଥେଷ୍ଟ ଗୁରୁତ୍ୱ…
Read More...

ଦେଶର ଛଅଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୦୦% କୋଭିଡ ପ୍ରଥମ ପାନ ଟିକା ଦାନ

ନୂଆଦିଲ୍ଲୀ: ଦେଶର ମୋଟ ଛଅଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୦୦% କୋଭିଡ ପ୍ରଥମ ପାନ ଟିକାକରଣ ଶେଷ ହୋଇଛି। ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟରେ ଦାଦର ଓ ନଗର ହାଭେଲି ଓ ଡାମନ ଓ ଡିୟୁ, ଗୋଆ,…
Read More...

ମରୁଭୂମି ମଝିରେ ଘର: ଦାମ୍‍ ୧୨.୮ କୋଟି ଟଙ୍କା

କାଲିଫର୍ଣ୍ଣିଆ: ନିକାଞ୍ଚନ ସ୍ଥାନକୁ ପସନ୍ଦ କରୁଥିବା, ଅଧିକ ସୂର୍ଯ୍ୟକିରଣ ଆବଶ୍ୟକ କରୁଥିବା ଏବଂ ମରୁ ଅଞ୍ଚଳର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏକ ସୁଯୋଗ ଆସିଛି। ମରୁଭୂମିରେ…
Read More...

କାଶ୍ମୀରରେ ବାଦଲ ଫଟା ବର୍ଷା; ଗୋଟିଏ ପରିବାରର ୪ ମୃତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରମୂଳା ଜିଲାରେ ରବିବାର ବାଦଲ ଫଟା ବର୍ଷା ହେବାରୁ ଗୋଟିଏ ପରିବାରର ୪ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ସେମାନେ ଛେଳି ପାଳନକାରୀ (ବକରୱାଲ) ଯାଯାବର ସଂପ୍ରଦାୟର ବୋଲି ଜଣାଯାଇଛି। ଏହି ପରିବାର…
Read More...

ଶ୍ରୀନଗରରେ ପୁଲିସ ଦଳ ଉପରେ ଆତଙ୍କି ଆକ୍ରମଣ

ଶ୍ରୀନଗର: ଶ୍ରୀନଗରର ଖାନୟାରଠାରେ ଏକ ପୁଲିସ ଦଳ ଉପରକୁ ଆତଙ୍କିମାନେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ପୁଲିସ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି। ରବିବାର ଅପରାହ୍ନ ପ୍ରାୟ ୧.୩୫ରେ ଆତଙ୍କିମାନେ ଖାନୟାରଠାରେ ପୁଲିସର ଏକ…
Read More...

କେଜରିୱାଲ ଆମ୍‍ ଆଦମି ପାର୍ଟିର ରାଷ୍ଟ୍ରୀୟ ଆବାହକ ଭାବେ ପୁନଃ ନିର୍ବାଚିତ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆମ୍‍ ଆଦମି ପାର୍ଟି (ଆପ୍‍)ର ରାଷ୍ଟ୍ରୀୟ ଆବାହକ ଭାବରେ ରବିବାର ପୁନଃ ନିର୍ବାଚିତ ହୋଇଛନ୍ତି। କେଜରିୱାଲ କ୍ରମାଗତ ତୃତୀୟ ଥର ପାଇଁ ଏହି ପଦବୀକୁ ନିର୍ବାଚିତ…
Read More...

୯/୧୧ ମାନବ ଜାତି ଉପରେ ଆକ୍ରମଣ ଥିଲା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆମେରିକାରେ ୨୦୦୧ ସେପ୍ଟେମ୍ବର ୧୧ରେ ହୋଇଥିବା ଆତଙ୍କି ଆକ୍ରମଣ ସମଗ୍ର ମାନବ ଜାତି ଉପରେ ଆକ୍ରମଣ ଥିଲା। ସେହିଭଳି ଆକ୍ରମଣର ସ୍ଥାୟୀ ସମାଧାନ ଭାରତରେ ଶିକ୍ଷା ଦିଆଯାଉଥିବା ମାନବୀୟ ମୂଲ୍ୟବୋଧରେ ଦେଖିବାକୁ…
Read More...

ସୁପ୍ରିମକୋର୍ଟ ବିଚାରପତିଙ୍କ ଦ୍ୱାରା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଇ ଫାଇଲିଂ କେନ୍ଦ୍ର, ହାଇକୋର୍ଟ ରେକର୍ଡ ପ୍ରକୋଷ୍ଠ…

କଟକ: ସୁପ୍ରିମକୋର୍ଟର ବିଚାରପତି ତଥା ସୁପ୍ରିମକୋର୍ଟ ଇ-କମିଟିର ଅଧ୍ୟକ୍ଷ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ ଶନିବାର ଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକାଧିକ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ସେଥିମଧ୍ୟରେ ହାଇକୋର୍ଟ ବାର…
Read More...

ଅଭିବୃଦ୍ଧି ହାର ୯.୫% ହେବାନେଇ ଆରବିଆଇ ଆଶାବାଦୀ

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତିର ଅଭିବୃଦ୍ଧି ଘଟିବ। ଆର୍ଥିକ ବର୍ଷର ପ୍ରଥମ ତିନିମାସ ତୁଳନାରେ ଅବଶିଷ୍ଟ ତିନିଟି ତ୍ରୟମାସିକରେ ଏହି ଅଭିବୃଦ୍ଧି ହାର ତ୍ୱରାନ୍ୱିତ ହେବାନେଇ ଦୃଢ ଆଶା ପ୍ରକଟ…
Read More...

୯/୧୧ ଅନୁରୂପ ଆକ୍ରମଣ ଆଶଙ୍କାକୁ ଅସ୍ୱୀକାର କରିହେବ ନାହିଁ- ବ୍ରିଟେନ ଗୁଇନ୍ଦା ମୁଖ୍ୟ

ୱାଶିଂଟନ: ଆମେରିକାରେ ୨୦୦୧ ସେପ୍ଟେମ୍ବର ୧୧ରେ ହୋଇଥିବା ଆତଙ୍କବାଦି ଆକ୍ରମଣ ପଛର ମୁଖ୍ୟ ଷଡଯନ୍ତ୍ରକାରୀ ଖାଲିଦ ଶେଖ୍‍ ମହମ୍ମଦର ବିଚାର ଏପର୍ଯ୍ୟନ୍ତ ହୋଇନାହିଁ କିମ୍ବା ତା ପ୍ରତି ଦଣ୍ଡବିଧାନ କରାଯାଇନାହିଁ।…
Read More...

ଦେଶରେ ନୂଆ ୩୩,୩୭୬ କରୋନା ସଂକ୍ରମିତ ଚିହ୍ନଟ; ୩୦୮ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩,୩୭୬ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୪ ଘଣ୍ଟା ମଧ୍ୟରେ ୩୦୮ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ…
Read More...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୩୦ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୬୮ ଓ ସ୍ଥାନୀୟ ସଂକ୍ରମିତ ୨୬୨ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ…
Read More...

୯/୧୧ ଆମେରିକା ଆତଙ୍କବାଦି ଆକ୍ରମଣକୁ ୨୦ ବର୍ଷ ପୂରିଲା

ୱାଶିଂଟନ: ଆମେରିକାରେ ୨୦୦୧ ସେପ୍ଟେମ୍ବର ୧୧ ତାରିଖ ଦିନ ଘଟିଥିବା ଭୟାନକ ଆତଙ୍କବାଦି ଆକ୍ରମଣ (୯/୧୧)କୁ ୨୦ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଉକ୍ତ ଅଲ କାଏଦା ଆତଙ୍କି ଆକ୍ରମଣରେ…
Read More...

ଯୋଶିମଠରେ ଭୂକମ୍ପ ଅନୁଭୂତ; ତୀବତ୍ରା ରିକ୍ଟର ସ୍କେଲରେ ୪.୬

ଡେରାଡୁନ: ଉତ୍ତରାଖଣ୍ଡର ଯୋଶିମଠ ଅଞ୍ଚଳରେ ଶନିବାର ପ୍ରତ୍ୟଷରେ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ପରିମାପ କେନ୍ଦ୍ର ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଶନିବାର ଭୋର ପ୍ରାୟ ୫.୫୮ରେ ଏହି ଭୂକମ୍ପନ ହୋଇଥିଲା। ଏହାର…
Read More...

ଭୁବନେଶ୍ୱର ଓ ଝାରସୁଗୁଡା ବିମାନ ବନ୍ଦରର ଘରୋଇକରଣ କରାଯିବ

ନୂଆଦିଲ୍ଲୀ: ଦେଶରେ ଆଉ ୧୩ଟି ବିମାନ ବନ୍ଦରର ଘରୋଇକରଣ କରାଯିବ। ଏହାକୁ ଭାରତର ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଅନୁମୋଦନ କରିଛନ୍ତି। ଏହି ୧୩ଟି ବିମାନ ବନ୍ଦର ମଧ୍ୟରେ ଭୁବନେଶ୍ୱର ସମେତ ୬ଟି ବୃହତ ଓ ୭ଟି କ୍ଷୁଦ୍ର…
Read More...

ପ୍ରତିରକ୍ଷା ପ୍ରଯୁକ୍ତିରେ ଉଚ୍ଚଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ସରକାର

ଭୁବନେଶ୍ୱର: କେନ୍ଦ୍ର ସରକାର ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ ଏକାଧିକ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେହି କ୍ରମରେ ସଂପ୍ରତି ପ୍ରତିରକ୍ଷା ପ୍ରଯୁକ୍ତିରେ ଛାତ୍ରଛାତ୍ରୀ ଏବଂ…
Read More...

କୁଖ୍ୟାତ ଅପରାଧୀ ମୁଖ୍‍ତାର ଆନସାରୀ ଆଉ ବିଏସପି ପ୍ରାର୍ଥୀ ନୁହନ୍ତି- ମାୟାବତୀ

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି (ବିଏସପି) ତାହାର ଉତ୍ତର ପ୍ରଦେଶ ରାଜ୍ୟ ସଭାପତି ଭୀମ ରାଜଭରଙ୍କୁ ଆଗାମୀ ବିଧାନସଭା ନିର୍ବାଚନରେ ମାଉ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବ। ମୁଖତାର ଆନସାରିଙ୍କ ସ୍ଥାନରେ…
Read More...

ଗଣେଶ ପୂଜା ପାଇଁ ମହାରାଷ୍ଟ୍ରରେ ବଢିଲା ତୃତୀୟ ଲହର ଆଶଙ୍କା

ମୁମ୍ବଇ: କିଛିଦିନ ହେଲା ମୁମ୍ବଇ ମହାନଗରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଗଣେଶ ପୂଜା ପାଇଁ ଏଠାରେ ତୃତୀୟ ଲହର ଆସିବା ସମ୍ଭାବନା ସୃଷ୍ଟି ହୋଇଛି। ଗଣେଶ ପୂଜା ପୂର୍ବଦିନ ମୁମ୍ବଇ ମହାନଗର…
Read More...

ଆଇଟିବିପି ମହାନିର୍ଦ୍ଦେଶକଙ୍କ ଲଦାଖ ଗସ୍ତ

ଲେହ: ଭାରତର ସୀମାନ୍ତକୁ ସୁରକ୍ଷା ଦେଉଥିବା ଅର୍ଦ୍ଧ ସାମରିକ ବାହିନୀ ଇଣ୍ଡୋ ତିବତ ସୀମାନ୍ତ ପୁଲିସ (ଆଇଟିବିପି)ର ମହାନିର୍ଦ୍ଦେଶକ ସଞ୍ଜୟ ଆରୋରା ଲଦାଖର ହିମ ଶୀତଳ ଅଞ୍ଚଳକୁ ଗସ୍ତ କରିଛନ୍ତି। ଉକ୍ତ ଅଞ୍ଚଳରେ ମୁତୟନ…
Read More...

କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କଂଗ୍ରେସର ଆଉ ଗୁରୁତ୍ୱ ନାହିଁ- ଶରଦ ପୱାର

ମୁମ୍ବଇ: ମହାରାଷ୍ଟ୍ରରେ ନିଜର ସହଯୋଗୀ ରାଜନୈତିକ ଦଳ କଂଗ୍ରେସକୁ କଡା ଭାଷାରେ ସମାଲୋଚନା କରିଛନ୍ତି ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପୱାର। ଗୁରୁବାର ଦିନ ଏକ ମରାଠି ପ୍ରକାଶନ ସଂସ୍ଥା ନିକଟରେ…
Read More...

ରାଜ୍ୟରେ ୭୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୪୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୪୩୫ ଓ ସ୍ଥାନୀୟ ସଂକ୍ରମିତ ୩୧୦ ଜଣ ରହିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ…
Read More...

ବିଦ୍ୱେଷମୂଳକ ଭାଷଣ, କୋଭିଡ ଆଇନ ଉଲ୍ଲଂଘନ ପାଇଁ ଓୱାଇସିଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ

ନୂଆଦିଲ୍ଲୀ: ଅଖିଳ ଭାରତ ମଜଲିସ ଇ ଇତ୍ତେହାଦ ଉଲ୍‍ ମୁସଲିମିନ (ଏଆଇଏମଆଇଏମ) ମୁଖ୍ୟ ଆସାଦଉଦ୍ଦିନ ଓୱାଇସିଙ୍କ ବିରୁଦ୍ଧରେ ବିଦ୍ୱେଷମୂଳକ ଭାଷଣ ଦେବା ଏବଂ କୋଭିଡ-୧୯ ନିୟମର ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜ୍ଜୁ…
Read More...

ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି ଭାରତ ପାଇଁ ସିଧାସଳଖ ଚିନ୍ତାର କାରଣ- ତିରୁମୂର୍ତ୍ତି

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ସାମ୍ପ୍ରତିକ ଭୟଙ୍କର ଅସ୍ଥିର ପରିସ୍ଥିତି ଭାରତ ପାଇଁ ସିଧାସଳଖ ଚିନ୍ତାର କାରଣ ହୋଇଛି ବୋଲି ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ଟି ଏସ ତିରୁମୂର୍ତ୍ତି କହିଛନ୍ତି।…
Read More...

ଜମ୍ମୁ କାଶ୍ମୀରରେ କେନ୍ଦ୍ର ସରକାରଙ୍କ ବୃହତ ଜନସମ୍ପର୍କ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଜମ୍ମୁ କାଶ୍ମୀର ପାଇଁ ଏକ ବୃହତ ଜନସମ୍ପର୍କ କାର୍ଯ୍ୟକ୍ରମ ଶୁକ୍ରବାର ପବିତ୍ର ଗଣେଶ ଚତୁର୍ଥୀରୁ ଆରମ୍ଭ ହୋଇଛି। ଏଥିରେ କେନ୍ଦ୍ରର ୭୦ ଜଣ ମନ୍ତ୍ରୀ ବିଭିନ୍ନ ପର୍ଯ୍ୟାୟରେ…
Read More...

ଆତଙ୍କବାଦର ପ୍ରୋତ୍ସାହନ ପାଇଁ ଆଫଗାନିସ୍ତାନକୁ ବ୍ୟବହାର କରିବାକୁ ବରଦାସ୍ତ କରାଯିବ ନାହିଁ

ନୂଆଦିଲ୍ଲୀ: ଆଫଗାନିସ୍ତାନ ମାଟିକୁ କୌଣସି ପ୍ରକାର ଆତଙ୍କବାଦ ପାଇଁ କୌଣସି ବି ଉପାୟରେ ବ୍ୟବହାର କରାଯିବା ଅନୁଚିତ ଏବଂ ଏ ସମ୍ପର୍କରେ ତାଲିବାନ କରିଥିବା ତାହାର ଘୋଷଣାରେ ଅପରିବର୍ତ୍ତିତ ରହିବା ଆବଶ୍ୟକ ବୋଲି ଭାରତର…
Read More...

ଓସାମାକୁ ସୁରକ୍ଷା ଦେଇଥିବା ପାକିସ୍ତାନ ଅଲ୍‍ କାଏଦାକୁ ଆତଙ୍କ ବୋଲି କହିଲା

ନୂଆଦିଲ୍ଲୀ: ଆମେରିକାରେ ଟ୍ୱିନ ଟ୍ରେଡ ଟାୱାର ଉପରେ ସେପ୍ଟେମ୍ବର ୧୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଏହା ପଛରେ ଥିବା ମୁଖ୍ୟ ଷଡଯନ୍ତ୍ରକାରୀ ଓସାମା ବିନ ଲାଡେନକୁ ନିଜ ଦେଶରେ ସମ୍ପୂର୍ଣ୍ଣ ସୁରକ୍ଷା ଦେବା…
Read More...

ବ୍ୟାଙ୍କ ଅଫ ବରୋଦାର ବିଓବିୱର୍ଲଡ

ମୁମ୍ବଇ: ଦେଶର ବୃହତ ବ୍ୟାଙ୍କଗୁଡିକ ବର୍ଗରେ ଆଇବିଏ ବ୍ୟାଙ୍କିଙ୍ଗ ଟେକନୋଲୋଜି ୨୦୨୧ ପୁରସ୍କାର ପ୍ରଦାନ ସମାରୋହରେ ଶ୍ରେଷ୍ଠ ଟେକନୋଲୋଜି ବ୍ୟାଙ୍କ ପୁରସ୍କାର ଲାଭ କରିଥିବା ତଥା କେନ୍ଦ୍ର ସରକାରଙ୍କ ଇଲେକଟ୍ରୋନିକ୍ସ ଓ…
Read More...

ଓଡ଼ିଶାରେ ଗୋଷ୍ଠୀ ଟିକାକରଣରେ ରିଲାଏନ୍ସ ଫାଉଣ୍ଡେସନର ସହଯୋଗ

ଭୁବନେଶ୍ୱର: କୋଭିଡ୧୯ ବିରୋଧୀ ଲଢେଇରେ ନିଜର ପ୍ରୟାସ ଜାରି ରଖି ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶାରେ ଗୋଷ୍ଠୀ ଟିକାକରଣ ପ୍ରୟାସ ଆରମ୍ଭ କରିଛି। ବାଦ ପଡିଯାଇଥିବା ଜନସାଧାରଣଙ୍କ ସମେତ ଟିକା ନେବାକୁ କୁଣ୍ଠା ପ୍ରକାଶ…
Read More...

କେଏଲୟୁକୁ କ୍ଲିନ ଆଣ୍ଡ ସ୍ମାର୍ଟ କ୍ୟାମ୍ପସ ପୁରସ୍କାର

ଭଦ୍ଦେଶ୍ୱରମ (ବିଜୟୱାଡା)/ ହାଇଦ୍ରାବାଦ: ସ୍ନାତକ ଏବଂ ଉଚ୍ଚଶିକ୍ଷା ନିମନ୍ତେ ଦେଶରେ ଅନ୍ୟତମ ଅଗ୍ରଣୀ ବିଶ୍ୱବିଦ୍ୟାଳୟ କେଏଲ ଡିମ୍‍ଡ ଟୁ ବି ୟୁନିଭରସିଟିକୁ ଏଆଇସିଟିଇ ଦ୍ୱାରା ସମ୍ମାନଜନକ କ୍ଲିନ ଆଣ୍ଡ ସ୍ମାର୍ଟ…
Read More...

ମାଙ୍କଡ ଆକ୍ରମଣରେ ଭାଜପା ନେତାଙ୍କ ପତ୍ନୀ ମୃତ

କଇରାନା (ଶାମଲି): ଉତ୍ତର ପ୍ରଦେଶର ଶାମଲି ଜିଲାରେ ମାଙ୍କଡଙ୍କ ଆତଙ୍କରାଜରେ ଜନସାଧାରଣ ତ୍ରାହି ତ୍ରାହି ଡାକୁଛନ୍ତି। ପୂର୍ବରୁ ମାଙ୍କଡଙ୍କ ଆକ୍ରମଣରେ ଅନେକ ଗୁରୁତର ଭାବେ ଆହତ ହେବା ସହିତ କେତେକଙ୍କର ଜୀବନ…
Read More...

ତାଲିବାନର ଫତୱା ଜାରି: ସୁରକ୍ଷା ଓ ନ୍ୟାୟ ବିଭାଗର ବିନାନୁମତିରେ ବିରୋଧ, ବିକ୍ଷୋଭ ମନା

କାବୁଲ: ତାଲିବାନ ଆତଙ୍କି ଗୋଷ୍ଠୀ ଆଫଗାନିସ୍ତାନରେ ସରକାର ଗଠନ ଘୋଷଣା କରିବାର ଦିନକ ପରେ ନିଜର କଠୋର ଶାସନ ଆରମ୍ଭ କରିଦେଇଛନ୍ତି। ତାଲିବାନର ଆତଙ୍କରାଜ ସହିତ ପାକିସ୍ତାନୀ ଆତଙ୍କି ଗୋଷ୍ଠୀ ଏବଂ ପାକ ସୈନ୍ୟମାନେ…
Read More...

ଦେଶରେ ଦିନକରେ ୪୩,୨୬୩ ନୂଆ କରୋନା ସଂକ୍ରମିତ; ୩୩୮ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩,୨୬୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୪୦,୫୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି ସମୟ ମଧ୍ୟରେ ଆଉ ୩୩୮ ଜଣ କରୋନା ରୋଗୀଙ୍କର ମୃତ୍ୟୁ…
Read More...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୭୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୪୪୮ ଓ ସ୍ଥାନୀୟ ସଂକ୍ରମିତ ୩୨୩ ଜଣ ରହିଛନ୍ତି। ଚିହ୍ନଟ ମୋଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮…
Read More...

ଆତଙ୍କବାଦି ଅନ୍ୟତ୍ର ଆତଙ୍କି କାର୍ଯ୍ୟକଳାପ ନିମନ୍ତେ ଆଫଗାନିସ୍ତାନ ମାଟିକୁ ବ୍ୟବହାର କଲେ ତାଲିବାନ ଦାୟୀ ରହିବେ-…

ୱାଶିଂଟନ ଡିସି: ଆଫଗାନିସ୍ତାନ ମାଟିକୁ ଅନ୍ୟ କୌଣସି ରାଷ୍ଟ୍ର ବିରୋଧରେ ଆତଙ୍କବାଦି କାର୍ଯ୍ୟକଳାପ ନିମନ୍ତେ ବ୍ୟବହାର ହେବାକୁ ଦିଆଯିବ ନାହିଁ, ଏହି ପ୍ରତିଶ୍ରୁତି ତାଲିବାନ ଦେଇଛି। ଯଦି ଆତଙ୍କି ଗୋଷ୍ଠୀ ଆଫଗାନିସ୍ତାନ…
Read More...

ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଓ ମଣିପୁର ପାଇଁ ଭାଜପାର ପ୍ରଭାରୀ ନିଯୁକ୍ତ

ନୂଆଦିଲ୍ଲୀ: ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଓ ମଣିପୁର ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଭାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନଙ୍କ ସହିତ ଦଳର ଅନ୍ୟ…
Read More...

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ

ବେଜିଂ: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ତ୍ରୟୋଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମନ୍ତ୍ରଣକ୍ରମେ ଗୁରୁବାର ଦିନ ହେବାକୁ ଥିବା ଏହି ସମ୍ମିଳନୀରେ ଜିନପିଙ୍ଗ…
Read More...

ଋୁଷ-ଭାରତ ଏନଏସଏ ସ୍ତରୀୟ ଆଲୋଚନା: ଆଫଗାନିସ୍ତାନ, କୂଟନୀତି, ଆତଙ୍କବାଦ ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ: ଆଫଗାନିସ୍ତାନ ପରିସ୍ଥିତିରେ ଘଟୁଥିବା ଦ୍ରୁତ ରାଜନୈତିକ, କୂଟନୈତିକ, ସାମରିକ ପରିବର୍ତ୍ତନ ପରିପ୍ରେକ୍ଷୀରେ ରୁଷ ନିରାପତ୍ତା ପରିଷଦର ସଚିବ ନିକୋଲାଇ ପାତ୍ରୁସେଭ ଏବଂ ଭାରତର ରାଷ୍ଟ୍ରୀୟ ସୁରକ୍ଷା…
Read More...

ଚାଇନିଜ ଖାଦ୍ୟ ପ୍ରତି ବଢୁଛି ଆଦର

ଭୁବନେଶ୍ୱର: ଚାଇନିଜ ଖାଦ୍ୟର ସ୍ୱାଦ ପାରମ୍ପରିକ ଭାରତୀୟ ଖାଦ୍ୟ ଠାରୁ ଭିନ୍ନ ହୋଇଥିବା ଏବଂ ଏହାର ପ୍ରସ୍ତୁତି ସହଜ, ସରଳ ହୋଇଥିବା କାରଣରୁ ସଂପ୍ରତି ଭାରତରେ ଚାଇନିଜ ଖାଦ୍ୟର ଚାହିଦା ବୃଦ୍ଧିପାଇବାରେ ଲାଗିଛି। ନିକଟରେ…
Read More...

ସାଉଦି ଫେରନ୍ତାଙ୍କ ନିକଟରୁ ଜବତ ହେଲା ୯ କିଲୋ ସୁନା ବିସ୍କୁଟ

ନୂଆଦିଲ୍ଲୀ: ସାଉଦି ଆରବରୁ ଫେରୁଥିବା ଜଣେ ଯାତ୍ରୀଙ୍କ ନିକଟରୁ ୯ କିଲୋଗ୍ରାମ ସୁନା ବିସ୍କୁଟ ଜବତ କରାଯାଇଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀମାନେ ଏହି ସୁନା ବିସ୍କୁଟଗୁଡିକ ଜବତ କରିବାରେ ସଫଳ ହୋଇଥିଲେ।…
Read More...

ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନ ଆଉ ୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲାରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହିତ ଅନୁଗୁଳ, ବାଲେଶ୍ୱର, କେନ୍ଦୁଝର…
Read More...

ଦେଶରେ ୩୭,୮୭୫ ନୂଆ କରୋନା ସଂକ୍ରମିତ ଚିହ୍ନଟ; ୩୬୯ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭,୮୭୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହି ସମୟରେ ୩୯,୧୧୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦୈନିକ ସଂକ୍ରମଣ ହାର ୨.୧୬% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୪୯%…
Read More...

ବିଜ୍ଞାପନ ପାଉଣା ୧୦୦୦% ବୃଦ୍ଧିକଲେ ନିରଜ ଚୋପ୍ରା

ନୂଆଦିଲ୍ଲୀ: ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋ ବିଭାଗରେ ୮୭.୫୮ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ଭାରତୀୟ କ୍ରୀଡାବିତ ନିରଜ ଚୋପ୍ରା ତାଙ୍କ ବିଜ୍ଞାପନ ପାଉଣା…
Read More...

ଦିନକରେ ରାଜ୍ୟରେ ଚିହ୍ନଟ ହେଲେ ୭୬୨ ନୂଆ କୋଭିଡ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନକ ମଧ୍ୟରେ ୭୬୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୪୪୩ ଓ ସ୍ଥାନୀୟ ସଂକ୍ରମିତ ୩୧୯ ଜଣ ରହିଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮…
Read More...

ମସରତ ଆଲାମ କଠୋରପନ୍ଥୀ ହୁରିୟାତ କନଫରେନ୍ସ ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ: କଠୋରପନ୍ଥୀ ହୁରିୟାତ କନଫରେନ୍ସର ଅଧ୍ୟକ୍ଷ ଭାବରେ ମସରତ ଆଲାମ ନିଯୁକ୍ତ ହୋଇଛନ୍ତି। ଗତ ସପ୍ତାହରେ ସୟଦ ଅଲୀ ଶାହ ଗିଲାନିଙ୍କ ପରଲୋକ ପରେ ହୁରିୟାତର ଅଧ୍ୟକ୍ଷ ପଦ ଖାଲି ହୋଇଥିଲା। ଗଣମାଧ୍ୟମକୁ ଏକ ବିବୃତି…
Read More...

ବାହା ହେବାକୁ ଟସ୍‍ ପଡିଲା

ହାସନ: ଦୁଇଜଣ ଯୁବତୀ ଜଣେ ଯୁବକଙ୍କୁ ବିବାହ କରିବାକୁ ଜିଦ୍‍ ଧରି ବସିଲେ। ଏହାକୁ ନେଇ କେବଳ ଉକ୍ତ ଦୁଇ ଯୁବତୀ ନୁହନ୍ତି, ଯୁବକଙ୍କ ପରିବାର, ବନ୍ଧୁବାନ୍ଧବ ଆଦି ସମସ୍ତଙ୍କର ଚିନ୍ତା ବଢିଗଲା। ଯେତେ ବୁଝାଇଲେ ମଧ୍ୟ ଜଣେ…
Read More...

ପିଡିପି ମୁଖ୍ୟ ମେହବୁବା ମୁଫତି ଗୃହବନ୍ଦୀ!

ଶ୍ରୀନଗର: ଜମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତିଙ୍କୁ ଗୃହବନ୍ଦୀ କରାଯାଇଛି। ମଙ୍ଗଳବାର ଦିନ ନିଜେ ମୁଫତି ଏହା କହିଛନ୍ତି। ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ…
Read More...

ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ବ୍ୟାଙ୍କ ଅଫ ବରୋଦା ଏକ ନମ୍ବର

ମୁମ୍ବଇ: ଦେଶରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ବ୍ୟାଙ୍କ ଅଫ ବରୋଦା ଅଗ୍ରଣୀ ସ୍ଥାନ ଅଧିକାର କରିଛି। କେନ୍ଦ୍ର ସରକାରଙ୍କ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ଫେବ୍ରୁଆରୀ ଓ ମାର୍ଚ୍ଚ…
Read More...

ସେପ୍ଟେମ୍ବର ୨୩ରେ ଏସିଆନ୍‍ ଗ୍ରାନିଟୋର ରାଇଟ୍‍ସ ଇସ୍ୟୁ

ଅହମଦାବାଦ : ଭାରତର ଅନ୍ୟତମ ଅଗ୍ରଣୀ ଟାଇଲ ନିର୍ମାତା ଏସିଆନ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ (ଏଜିଆଇଏଲ) ଏହାର ରାଇଟ୍‍ସ ଇସ୍ୟୁ ସେପ୍ଟେମ୍ବର ୨୩, ୨୦୨୧ରେ ଆରମ୍ଭ କରିବାକୁ ଯାଉଛି। ଏହି ଇସ୍ୟୁ ଜରିଆରେ ସଂଗ୍ରହ ହେବାକୁ…
Read More...

ପଞ୍ଜଶିରରେ ତାଲିବାନି ଆକ୍ରମଣକୁ ଇରାନର ଦୃଢ ନିନ୍ଦା

ତେହରାନ: ପଞ୍ଜଶିରରେ ନର୍ଦର୍ଣ୍ଣ ରେଜିଷ୍ଟାନ୍ସ ଫ୍ରଣ୍ଟ ବିରୁଦ୍ଧରେ ତାଲିବାନ ଆତଙ୍କିଙ୍କ ଆକ୍ରମଣକୁ ଇରାନ ଦୃଢ ନିନ୍ଦା କରିଛି। ସିଆ ଅଧ୍ୟୁଷିତ ଇରାନ ଏପର୍ଯ୍ୟନ୍ତ ସୁନ୍ନି ମୁସଲମାନ ଥିବା ତାଲିବାନ ଆତଙ୍କି…
Read More...

ଚଳିତ ବର୍ଷ ମୁକେଶ ଅମ୍ବାନିକଙ୍କ ସମ୍ପତ୍ତିରେ ୧୭ ବିଲିଅନ ଡଲାର ବୃଦ୍ଧି

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ପରିମାଣ ଚଳିତ ବର୍ଷ ୧୭ ବିଲିଅନ ଡଲାର ବୃଦ୍ଧିପାଇଛି। ସୋମବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର…
Read More...

ଦେଶରେ ଦିନକରେ ୩୧,୨୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୩୧,୨୨୨ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ଦିନକରେ ୪୨,୯୪୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଦୈନିକ ସଂକ୍ରମଣ ହାର ୨.୦୫% ଏବଂ ସାପ୍ତାହିକ ସଂକ୍ରମଣ ହାର…
Read More...

ବିଷ ପିଇ ଜୀବନ ହାରିଲେ ବିଧବା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଟଭାସରୁଆ ପଞ୍ଚାୟତ ଦାସପଡା ଗ୍ରାମର ସଜନୀ ନାଏକ (୫୦) ନାମକ ଜଣେ ବିଧବା ମହିଳା ବିଷପିଇ ଆତ୍ମହତ୍ୟା କରିଛନ୍ନ୍ତି। ସେ ବିଷ ପିଇଦେବା ପରେ ତାଙ୍କୁ ଡାକ୍ତରଖାନାକୁ…
Read More...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୩୮ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୭୨ ଓ ସ୍ଥାନୀୟ ସଂକ୍ରମିତ ୨୬୬ ରହିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ…
Read More...