ପିଲାଙ୍କର ପାଠପଢାରେ ଉନ୍ନତି ଓ ଏକାଗ୍ରତା ବୃଦ୍ଧି କରିଥାଏ ଏହି ବାସ୍ତୁ ଟିପ୍ସ

ବହୁ ସମୟରେ ଏପରି ଦେଖାଯାଏ ଯେ ପିଲାମାନଙ୍କ ପାଠ ପଢାରେ ଯଥେଷ୍ଟ ମନ ଲାଗେ ନାହିଁ ବା ପାଠ ମନେ ରହେ ନାହିଁ। ଏହାର କାରଣ ଘରେ ଥିବା ବାସ୍ତୁ ଦୋଷ। ବାସ୍ତୁ ଦୋଷ କାରଣରୁ ସୃଷ୍ଟି ହେଉଥିବା ନକରାତ୍ମକ ଶକ୍ତି ପିଲାମାନଙ୍କ…
Read More...

କ୍ଷୀରର ଶୁଦ୍ଧତା ପରୀକ୍ଷା କରିବାର ଉପାୟ

ଖାଦ୍ୟଦ୍ରବ୍ୟ ବିଶୁଦ୍ଧ ହେବା ନିତ୍ୟାନ୍ତ ଆବଶ୍ୟକ। ବିଶୁଦ୍ଧ ଖାଦ୍ୟଦ୍ରବ୍ୟ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ମାତ୍ର ଖାଦ୍ୟରେ ବିଭିନ୍ନ ପ୍ରକାର ପଦାର୍ଥ ମିଶାଯାଉଥିବାରୁ ଏହାର ଶୁଦ୍ଧତା ନଷ୍ଟ…
Read More...

ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ

ଆନନ୍ଦପୁର : ଆନନ୍ଦପୁର ଅନ୍ତର୍ଗତ ଶାଳପଡ଼ା ବାଇପାସ ଛକରେ ଶୁକ୍ରବାର ବିଳମ୍ବିତ ରାତିରେ ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ ହୋଇଛି। ରାତିରେ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିଲେ। କ୍ୟାସ ବାକ୍ସ…
Read More...

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବାଲେଶ୍ୱର : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅନ୍ତର୍ଗତ ବାଉରିପଦା ପଞ୍ଚାୟତର ନିଶ୍ଚନ୍ତା ଗ୍ରାମର ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୪ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ…
Read More...

କ୍ଷୀର ଭଣ୍ଡାରରେ ତାଲା, ଧାରଣାରେ ବସିଲେ ଚାଷୀ

ବାସୁଦେବପୁର : ଭଦ୍ରକ ଜିଲା ଅନ୍ତର୍ଗତ ବାସୁଦେବପୁରରେ ଥିବା କ୍ଷୀର ଭଣ୍ଡାରରେ ଶନିବାର ଚାଷୀମାନେ ତାଲା ପକାଇଦେଇଥିବା ଜଣାପଡ଼ିଛି। କ୍ଷୀରର ମାନ ସଠିକ ନଥିବା ଦର୍ଶାଇ କର୍ତ୍ତୁପକ୍ଷ ଚାଷୀମାନଙ୍କ ଠାରୁ କ୍ଷୀର ନନେବାରୁ…
Read More...

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ପାଟଣା : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ରାଜପଥର ରେଙ୍ଗାଳବେଡ଼ା ନିକଟରେ ଶୁକ୍ରବାର ରାତିରେ ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମୁରୁସୁଆଁ ଗ୍ରାମର ସଂଗ୍ରାମ…
Read More...

ସଡ଼କ ଦୁର୍ଘଟଣାରେ ୩ ମୃତ

ଅନୁଗୁଳ / କଙ୍କଡ଼ାହାଡ : ଅନୁଗୁଳ ଜିଲା ସମଲ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ନାହିକାନାଲି ଠାରେ ଶନିବାର ଭୋର ୪ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ…
Read More...

ସୁଜି ପକୋଡ଼ା

ଆବଶ୍ୟକ ସାମଗ୍ରୀ ସୁଜି – ୨କପ ଦହି - ଆବଶ୍ୟକ ପରିମାଣରେ କଞ୍ଚାଲଙ୍କା – ୩ଟି ଅଦା - ଅଳ୍ପ କଟା ପିଆଜ – ୨ଟି କ୍ୟାପସିକମ – ୧ଟି ଧନିଆ ପତ୍ର - ଅଳ୍ପ ଲୁଣ - ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ - ଅଳ୍ପ ହଳଦୀ…
Read More...

ସକାଳର ଏହି ଘଟଣା ଦେଇଥାଏ ଶୁଭତ୍ୱର ସଙ୍କେତ

ସକାଳ ସମୟରେ ଆମ ମନ ଖୁବ ଶାନ୍ତ ରହିଥାଏ। ଏହି ସମୟରେ ଏପରି କିଛି ସଙ୍କେତ ଓ ଘଟଣା ଯାହା ଆପଣଙ୍କୁ ଶୁଭ ସଙ୍କେତ ପ୍ରଦାନ କରିଥାଏ। ଦିନଟି ମଧ୍ୟ ଖୁବ ହସଖୁସିରେ ଅତିବାହିତ ହୋଇଥାଏ। ଜାଣନ୍ତୁ ସକାଳର କେଉଁ ସଙ୍କେତ ଶୁଭ ଓ…
Read More...

ବର୍ଷା ଦିନରେ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

ବର୍ଷାଦିନର ଆରମ୍ଭ ହେବା ପରେ ଛୋଟ ବଡ଼ ବିଭିନ୍ନ ପ୍ରକାରର ରୋଗ ଓ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଆରମ୍ଭ ହେବାକୁ ଲାଗିଥାଏ। ପାଗର ପରିବର୍ତ୍ତନ ହେତୁ ଥଣ୍ଡା ଜ୍ୱର ହେବାର ସମ୍ଭାବନା ଅଧିକ ଥାଏ। ଆପଣ ଯଦି ଏହି ସମସ୍ୟା…
Read More...

ଜାଣନ୍ତୁ କେଉଁ ଭଗବାନଙ୍କୁ କେଉଁ ଫୁଲ ଅତ୍ୟନ୍ତ ପ୍ରିୟ

ପୂଜାର୍ଚ୍ଚନା ଓ ଧାର୍ମିକ ଅନୁଷ୍ଠାନରେ ଦେବାଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଫୁଲର ବିଶେଷ ମହତ୍ତ୍ୱ ରହିଛି। ଭଗବାନଙ୍କୁ ଭକ୍ତି, ଫୁଲ, ମନ୍ତ୍ରର ଜପ ବିଶେଷ ପ୍ରିୟ ଅଟେ। ମାନ୍ୟତା ଅନୁଯାୟୀ, ଦେବାଦେବୀଙ୍କୁ…
Read More...

ଜାଣନ୍ତୁ କେଉଁ କାରଣରୁ ପାଦରେ କଳାରଙ୍ଗ ସୂତା ପରିଧାନ କରାଯାଏ

ବହୁ ସମୟରେ ଆମେ ନିଜ ଆଖପାଖରେ ଏପରି କେତେକ ଲୋକଙ୍କୁ ଦେଖିଥାଉ ଯେ କି ପାଦରେ କଳା ସୂତା ପିନ୍ଧିଥାଆନ୍ତି। ଏହି କଳାସୂତାକୁ ପିନ୍ଧିବାକୁ କିଛି ଲୋକଙ୍କୁ ପସନ୍ଦ ହେଉଥିବାରୁ ସେମାନେ ଏହାକୁ ପିନ୍ଧିଥାଆନ୍ତି ବୋଲି ମଧ୍ୟ…
Read More...

ଆପଣଙ୍କୁ ମକା ଖାଇବାକୁ ପସନ୍ଦ କି? ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ମକା ଖାଇବାକୁ ସଭିଁଙ୍କୁ ବେଶ ପସନ୍ଦ। ବର୍ଷା ଦିନର ଆରମ୍ଭ ହେବା ପରେ ଦୋକାନ ବଜାରରେ ବିକ୍ରି ହେଉଥିବା ମକା ଠେଲା ଗାଡି଼ରେ ନିକଟରେ ଲୋକଙ୍କ ବେଶ ଭିଡ଼ ମଧ୍ୟ ଜମିଥାଏ। ଏହାକୁ କୋଇଲା ଆଞ୍ଚରେ ସେକିକି ହେଉ ଅଥବା ପାଣିରେ…
Read More...

ପନୀର ଫ୍ରାଙ୍କି

ଆବଶ୍ୟକ ସାମଗ୍ରୀ କୋରା ପନୀର – ୧୦୦ ଗ୍ରାମ ମଇଦା ଚକଟା - ଆବଶ୍ୟକ ପରିମାଣରେ ଚକଟା ଆଳୁ – ୨ଟି ଲୁଣ - ଆବଶ୍ୟକ ପରିମାଣରେ ଲେମ୍ବୁ ରସ – ୨ ଚାମଚ ହଳଦୀ ଗୁଣ୍ଡ - ଅଳ୍ପ ଲଙ୍କା ଗୁଣ୍ଡ - ଅଳ୍ପ ଜିରା ଗୁଣ୍ଡ -…
Read More...

ବର୍ଷାଦିନିଆ ଆବଶ୍ୟକୀୟ ଟିପ୍ସ

ବର୍ଷା ଦିନରେ ସଭିଁଙ୍କ ପାଇଁ ପୋଷାକ ଓ ଚପଲ ଏକ ଚିନ୍ତାର କାରଣ। ବିଭିନ୍ନ ସ୍ଥାନରେ ଜମୁଥିବା ପାଣି ଓ କାଦୁଅ ଆପଣଙ୍କ ଫ୍ୟାଶନକୁ ଫିକା କରି ଦେଇଥାଏ। ଏଭଳି ସମୟରେ ଆସନ୍ତୁ କିଛି ଏପରି ଟିପ୍ସ ବିଷୟରେ ଜାଣିବା ଯାହାକୁ…
Read More...

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏପରି କରନ୍ତୁ ବେସନର ବ୍ୟବହାର

ବିଭିନ୍ନ ଦାଗ, ବ୍ରଣ, ଆଖିତଳ କଳା ପଡ଼ିବା ଏହା ମୁହଁର ପ୍ରଧାନ ସମସ୍ୟା ଅଟେ। ଏହି ସବୁ କାରଣରୁ ମୁହଁର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ। କିଛି ସହଜ ଘରୋଇ ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇବା ସହ ମୁହଁ ସୁନ୍ଦର…
Read More...

ବିଶ୍ୱ ଜନସଂଖ୍ୟା ଦିବସ ପାଳନର ଉଦ୍ଦେଶ୍ୟ

ବିଶ୍ୱ ଜନସଂଖ୍ୟା ଦିବସ ଏକ ଆନ୍ତର୍ଜାତିକ ସ୍ତରରେ ଜାଗୃତ କରିବାର ଅଭିଯାନ, ଯାହା ସମ୍ପୂର୍ଣ୍ଣ ବିଶ୍ୱରେ ପାଳନ କରାଯାଏ। ଯାଦ୍ୱାରା ଲୋକଙ୍କୁ ପ୍ରତିବର୍ଷ ଜନସଂଖ୍ୟା ବୃଦ୍ଧିର ସମସ୍ୟା ବିଷୟରେ ଅବଗତ କରାଯାଇପାରିବ।…
Read More...

କାହିଁକି ପାଳନ କରାଯାଏ ବିଶ୍ୱ ଜନସଂଖ୍ୟା ଦିବସ? ଜାଣନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ପ୍ରତିବର୍ଷ ୧୧ ଜୁଲାଇକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ। ସାରା ଦୁନିଆରେ ବୃଦ୍ଧି ପାଉଥିବା ଜନସଂଖ୍ୟା ପ୍ରତି ଲୋକମାନଙ୍କୁ ଜାଗୃତ ଓ ସଚେତନ କରିବା ପାଇଁ ଏହି ଦିନର ପାଳନ କରାଯାଏ। ଏହି ଦିନ ପରିବାର…
Read More...

ସୁଆଦିଆ ଡ଼ାଲ୍‍ ଫ୍ରାଏ

ଆବଶ୍ୟକ ସାମଗ୍ରୀ ହରଡ଼ ଡ଼ାଲି – ୧କପ ବୁଟ ଡ଼ାଲି – ୧ କପ ରୁ କମ ଲୁଣ - ଆବଶ୍ୟକ ପରିମାଣରେ ଅଦାରସୁଣ ବଟା – ୨ ଚାମଚ ହଳଦୀ ଗୁଣ୍ଡ - ଅଳ୍ପ ଘିଅ - ୪ ଚାମଚ ଡ଼ାଲଚିନି ଖଣ୍ଡ - ଅଳ୍ପ ଜିରା - ଅଳ୍ପ କଟା ପିଆଜ –…
Read More...

ଏହି ଉପାୟରେ ଖାଆନ୍ତୁ ଅଣ୍ଡା ମିଳିବ ଅନେକ ଲାଭ

ଉତ୍ତମ ସ୍ୱାସ୍ଥ୍ୟ ସଭିଁଙ୍କୁ ବେଶ ପସନ୍ଦ। ମାତ୍ର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମକୁ କେତେକ ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ। ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିଯୁକ୍ତ ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ। ପୁଷ୍ଟିଯୁକ୍ତ ଖାଦ୍ୟ…
Read More...

ହାତୀ ଆକ୍ରମଣରେ ଜଣେ ମୃତ

କେନ୍ଦୁଝର : କେନ୍ଦୁଝର ଚମ୍ପୁଆ ରେଞ୍ଜରେ ମଲଦାମୁଣ୍ଡା ସାହିରେ ବୁଧବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ନାବାଳିକାଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ନାବାଳିକା ଜଣଙ୍କୁ ହାତୀ ଦଳି ଦେବାରୁ…
Read More...

ଓଲଟିଲା ତୀର୍ଥଯାତ୍ରୀ ବସ

ବାଲେଶ୍ୱର : ବାଲେଶ୍ୱର ଜିଲା ଅନ୍ତର୍ଗତ ସିମୁଳିଆ ଥାନା ନିକଟରେ ନୟନ ଜୁରୀରେ ବୁଧବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି।…
Read More...

ହରିୟାଲୀ ଚିକେନ ଟିକ୍କା

ଆବଶ୍ୟକ ସାମଗ୍ରୀ ଚିକେନ - ୨୫୦ ଗ୍ରାମ ଲଙ୍କା ଗୁଣ୍ଡ – ୧ ଚାମଚ ହଳଦୀ ଗୁଣ୍ଡ - ଅଳ୍ପ ଗରମ ମସଲା – ୨ ଚାମଚ ଆମଚୁର ପାଉଡ଼ର – ୧ ଚାମଚ ଜିରା ଗୁଣ୍ଡ – ୧ ଚାମଚ ଦହି – ୧କପ ଲୁଣ - ଆବଶ୍ୟକ ପରିମାଣରେ ଚଟଣି…
Read More...

ଉତ୍ତମ ନିଦ୍ରା ପାଇଁ ରାତିରେ ଖାଆନ୍ତୁ ଏହି ଖାଦ୍ୟ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ପରିମାଣରେ ଶୋଇବା ନିତ୍ୟାନ୍ତ ଆବଶ୍ୟକ। ମାତ୍ର କର୍ମକ୍ଷେତ୍ର ଜୀବନରେ ସମୟର ଅଭାବ ହେତୁ ଲୋକେ ସଠିକ ଭାବେ ଶୋଇ ପାରନ୍ତି ନାହିଁ। ବେଳେ ବେଳେ ଏପରି ହୋଇଥାଏ ଯେ, ସମୟ ଥିଲେ ମଧ୍ୟ…
Read More...

ଉଦ୍ୟାନକୃଷିବିଦ୍‍ ଓ ଫୁଲ ପ୍ରେମୀଙ୍କ ପାଇଁ ସ୍ୱର୍ଗୀୟ ସ୍ଥାନ

ଆପଣ ଉତ୍ତରାଖଣ୍ଡରେ ସ୍ଥିତ ଫୁଲର ଉପତ୍ୟକା ବିଷୟରେ ଜାଣିଛନ୍ତି କି ? ଏଠାକାର ସୁନ୍ଦରତାର ଆନନ୍ଦ ନେବାକୁ ଏଠାକୁ ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଏହି ସ୍ଥାନକୁ ଭ୍ରମଣ ପାଇଁ ଆସିଥାଆନ୍ତି। ଏହା ଏକ ରାଷ୍ଟ୍ରୀୟ ଉଦ୍ୟାନ…
Read More...

ରୋଷେଇ ଘର ସହ ଜଡ଼ିତ ବାସ୍ତୁ ଟିପ୍ସ

ବାସ୍ତୁ ନିୟମ ଅନୁଯାୟୀ କାର୍ଯ୍ୟ କରିବା ଦ୍ୱାରା ଗୃହରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ବାସ୍ତୁଶାସ୍ତ୍ରରେ ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ବିଭିନ୍ନ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଘରର ପତ୍ୟେକ ଭାଗ ପାଇଁ…
Read More...

ଜାଣନ୍ତୁ, କେଉଁ ଉପାୟରେ ମା’ଲକ୍ଷ୍ମୀ ଘରକୁ କରିଥାଆନ୍ତି ଆଗମନ

ବହୁ ସମୟରେ ଏପରି ଦେଖାଯାଏ ଯେ, ସଠିକ ଭାବେ ଟଙ୍କାପଇସା ରୋଜଗାର ହୋଇପାରେ ନାହିଁ ଓ ଟଙ୍କା ଆସିଲେ ମଧ୍ୟ ସଞ୍ଚୟ ହୋଇପାରେ ନାହିଁ। ଏପରି ହେଉଥିଲେ ମା’ଲକ୍ଷ୍ମୀଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରିବା ଦ୍ୱାରା ଏହି…
Read More...

ଅଧିକ ହେକୁଟି ହେଉଛି କି ? ଜାଣନ୍ତୁ ଏହାର କାରଣ

ଖାଦ୍ୟ ଖାଇବା ପରେ ପ୍ରାୟ ହେକୁଟି ଆସିଥାଏ, ଏହା ଏକ ସାଧାରଣ କଥା। ଏହା ବହୁ ଲୋକଙ୍କ ନିକଟରେ ଦେଖାଯାଏ। ପେଟ ଭଲ ଭାବେ ଭିର୍ତ୍ତି ହୋଇଗଲେ ହେକୁଟି ଆସିଥାଏ। ଖାଦ୍ୟ ଭଲ ଭାବେ ହଜମ ହେବା ଦ୍ୱାରା ହେକୁଟି ହୋଇଥାଏ ବୋଲି…
Read More...

ଅଣ୍ଡା ଭୁଜିଆ ପରଟା

ଆବଶ୍ୟକ ସାମଗ୍ରୀ ଅଟା – ୨କପ ପାଣି - ଆବଶ୍ୟକ ପରିମାଣରେ ବଟର – ୪ଚାମଚ କଟା ରସୁଣ – ୪ଟି କଟା ପିଆଜ – ୧ଟି କଟା କଞ୍ଚାଲଙ୍କା – ୨ଟି ଲୁଣ - ଆବଶ୍ୟକ ପରିମାଣରେ ହଳଦୀ - ଅଳ୍ପ କଟା ଅଦା - ଅଳ୍ପ ଲଙ୍କା…
Read More...

ଚକୋଲେଟ୍‍ ପିନଟ ବଟର ସ୍ମୁଦୀ

ଆବଶ୍ୟକ ସାମଗ୍ରୀ ବଡ଼ ଚକୋଲେଟ - ୨ଟି ପିନଟ ବଟର - ୨ଚାମଚ କୋକୋ ପାଉଡ଼ର - ୧ ଚାମଚ ଦହି - ଅଧ କପ ବାଦାମ ମିଶ୍ରିତ କ୍ଷୀର - ୩କପ କଦଳୀ - ୧ଟି ମହୁ - ଅଳ୍ପ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ କଦଳୀ, ଚକୋଲେଟ,…
Read More...

ବର୍ଷା ଦିନରେ ନିଜ ଖାଦ୍ୟରେ ସାମିଲ କରନ୍ତୁ ଏହି ଖାଦ୍ୟ

ବର୍ଷାଦିନ ଆରମ୍ଭ ହୋଇ ସାରିଲାଣି। ଏହିଦିନରେ ଅଧିକାଂଶରେ ସମୟରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥାଏ। ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ଅଧିକ ଥାଏ। ସାଧାରଣତଃ ଲୋକଙ୍କୁ ତୈଳ ଯୁକ୍ତ ଓ ବାହାରର ଖାଦ୍ୟପେୟ ଖାଇବାକୁ ବେଶ…
Read More...

ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ

ଗୃହର ସମସ୍ତ କକ୍ଷ ଗୁଡ଼ିକ ବାସ୍ତୁ ନିୟମ ଅନୁଯାୟୀ ହେବା ଆବଶ୍ୟକ। ଏତଦ ବ୍ୟତୀତ କକ୍ଷରେ କେଉଁ ସ୍ଥାନରେ କେଉଁ ବସ୍ତୁ ବାସ୍ତୁ ନିୟମ ଅନୁଯାୟୀ ରହିବ , ତାହା ଜାଣିବା ଆବଶ୍ୟକ। ଆମକୁ ଅଧିକାଂଶ ସମୟରେ ଶୟନ କକ୍ଷରେ…
Read More...

କେଉଁ ମନସ୍କାମନା ପାଇଁ କେଉଁ ଠାକୁରଙ୍କୁ କରିବେ ପୂଜାର୍ଚ୍ଚନା ….

ହିନ୍ଦୁ ଧର୍ମରେ ବହୁ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଏ। ଭଗବାନଙ୍କ ସମସ୍ତ ରୂପର ମହତ୍ତ୍ୱ ବିଭିନ୍ନ ପ୍ରକାରର ରହିଛି। ମାନ୍ୟତା ଅନୁଯାୟୀ, କୌଣସି ଭକ୍ତ ସତ୍ୟ ମନରେ ପ୍ରାର୍ଥନା କରିବା ଦ୍ୱାରା ପ୍ରଭୁ ନିଶ୍ଚୟ ତା’ର…
Read More...

ମନି ପ୍ଲାଣ୍ଟ ବୃକ୍ଷ ଘରେ ଲଗାଇବା ପରେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ

ବାସ୍ତୁ ଶାସ୍ତ୍ରରେ ଉଭୟ ସକରାତ୍ମକ ଓ ନକରାତ୍ମକ ଶକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି। ଘରର ପ୍ରତ୍ୟେକ ଦ୍ରବ୍ୟ ପାଇଁ ବାସ୍ତୁରେ ସଠିକ ଦିଗ ଓ ଏହାର ଶୁଭଫଳ ବିଷୟରେ ବର୍ଣ୍ଣନା କରାଯାଇଛି। ଘରର ସୁଖ-ସମୃଦ୍ଧି ସର୍ବଦା…
Read More...

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଜାମୁକୋଳି

ବର୍ତ୍ତମାନ ସମୟରେ ବଜାରରେ ଜାମୁକୋଳି ଯଥେଷ୍ଟ ପରିମାଣରେ ମିଳୁଛି। ସ୍ୱାଦରେ ଖଟାମିଠା ଏହି ଫଳର ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏପରି କୁହାଯାଏ ଯେ ,ପ୍ରତ୍ୟେକ ବ୍ୟକ୍ତି ଅତିକମରେ ୫-୧୦ଟି ଜାମୁକୋଳି ନିଶ୍ଚୟ…
Read More...

ପନିର ନୁଡ଼ୁଲ୍ସ

ଆବଶ୍ୟକ ସାମଗ୍ରୀ କଟା ପିଆଜ – ୧ଟି କଟା ସିମଲା ଲଙ୍କା – ୧ଟି ମଟା କଞ୍ଚା ଲଙ୍କା – ୩ଟି ମ୍ୟାଗି – ଏକ ପକେଟ କଟା ପନିର – ୧୦୦ ଗ୍ରାମ କଟା ଟମାଟୋ – ୧ଟି ତେଲ - ଆବଶ୍ୟକ ଅନୁଯାୟୀ ଲୁଣ - ଆବଶ୍ୟକ ଅନୁଯାୟୀ…
Read More...

ଆପଣଙ୍କୁ ସପିଙ୍ଗ୍‍ ପସନ୍ଦ କି , ଯାଆନ୍ତୁ ଦିଲ୍ଲୀର ଏହି ସବୁ ମାର୍କେଟ

ସପିଙ୍ଗ୍‍ କରିବା ପାଇଁ ଲୋକେ ଦେଶର ପ୍ରତ୍ୟେକ କୋଣରୁ ଦିଲ୍ଲୀ ନିଶ୍ଚୟ ଆସିଥାଆନ୍ତି। ତାହା ପୋଷାକ, ଜୋତାଚପଲ , ବ୍ୟାଗ ଅଥବା ମେକଅପ ଦ୍ରବ୍ୟ ହେଉ ଦିଲ୍ଲୀରେ ଶସ୍ତା ଓ ଉତ୍ତମ ଧରଣର ମିଳିଥାଏ। ଫ୍ୟାସନର ତାଲିକାରେ ବିଶେଷ…
Read More...

ସମ୍ପର୍କରେ ମଧୁରତା ପାଇଁ ଘରେ ଲଗାନ୍ତୁ ପେଙ୍ଗସୁଇ ପ୍ରଜାପତି

ସୁନ୍ଦର ଘର ତାହାକୁ କୁହାଯାଏ ଯେଉଁଠାରେ ହସଖୁସିର ବାତାବରଣ , ସମ୍ପର୍କରେ ମଧୁରତା ଓ ସୁଖପୂର୍ଣ୍ଣ ଭବିଷ୍ୟର କଳ୍ପନା ହୋଇଥାଏ। ଏପରି ଘରର କାମନା ସଭିଏଁ କରିଥାଆନ୍ତି। ସଭିଏଁ ଚାହିଁଥାଆନ୍ତି ଘରେ ସର୍ବଦା ହସଖୁସିର…
Read More...

ରଥଯାତ୍ରାରେ ପାଗ ଶୁଖିଲା ରହିବାର ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଛତିଶଗଡ଼ ମୁହାଁ ହେଉଥିବା ଜଣାପଡ଼ିଛି। ଫଳରେ ଆଗାମୀ ୨ ଦିନ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ କେନ୍ଦ୍ରରୁ ପକ୍ଷରୁ ସୂଚନା ମିଳିଛି।…
Read More...

ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲା ଝାଡ଼େଶ୍ୱରପୁର ବସ୍ତିରୁ ବୁଧବାର ୧୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଗୁଇନ୍ଦା ଅବକାରୀ ବିଭାଗ ଝାଡ଼େଶ୍ୱରପୁର ବସ୍ତିରେ ଚଢାଉ…
Read More...

କୋଲେଷ୍ଟ୍ରୋଲର ମାତ୍ରା ନିୟନ୍ତ୍ରଣ ପାଇଁ ସେବନ କରନ୍ତୁ ଏହି ଫଳ

କୋଲେଷ୍ଟ୍ରୋଲର ସମ୍ବନ୍ଧ ଆମ ହୃଦୟ ସହ ସିଧାସଳଖ ଜଡ଼ିତ। କୋଲେଷ୍ଟ୍ରୋଲର ସମସ୍ୟା ସୃଷ୍ଟି ହେବା ମାତ୍ରେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏହାସହ ସଠିକ ଖାଦ୍ୟପେୟର ମଧ୍ୟ ଆବଶ୍ୟକତା ରହିଛି।…
Read More...

ପଞ୍ଚାମୃତର ମହତ୍ତ୍ୱ ଓ ଏହାକୁ ଗ୍ରହଣ କରିବାର ବିଶେଷତ୍ୱ

ପଞ୍ଚାମୃତର ଅର୍ଥ ହେଉଛି ପାଞ୍ଚ ଅମୃତ ଅର୍ଥାତ ପାଞ୍ଚଟି ପବିତ୍ର ବସ୍ତୁ ଦ୍ୱାରା ଏହା ପ୍ରସ୍ତୁତ। ଏହି ମିଶ୍ରଣ କ୍ଷୀର, ଦହି, ଘିଅ, ମହୁ ଓ ଗୁଡ଼କୁ ନେଇ ପ୍ରସ୍ତୁତ କରାଯାଏ। ଯାହାକୁ ଦେବତା ମାନଙ୍କ ଭୋଜନ ବୋଲି ମଧ୍ୟ…
Read More...

ଲିପଷ୍ଟିକ୍‍ ଲଗାଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଯୁବତୀ ହୁଅନ୍ତୁ ଅଥବା ମହିଳା, ବିଭିନ୍ନ ମେକଅପ ଦ୍ରବ୍ୟ ମଧ୍ୟରୁ ଲିପଷ୍ଟିକ୍‍ର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଲିପଷ୍ଟିକ୍‍ ଲଗାଇବା ଦ୍ୱାରା ମୁହଁର ସୌନ୍ଦର୍ଯ୍ୟ ଦୁଇ ଗୁଣିତ ହୋଇଯାଏ। ମାତ୍ର ଏହାକୁ ସଠିକ ଢଙ୍ଗରେ…
Read More...

ସୁଆଦିଆ ଭୋପାଲୀ ମଟନ

ଆବଶ୍ୟକ ସାମଗ୍ରୀ ମଟନ - ୫୦୦ ଗ୍ରାମ ତେଲ - ଆବଶ୍ୟକ ପରିମାଣରେ କଟା ପିଆଜ – ୩ଟି ତେଜପତ୍ର – ୩ଟି ଗୋଟା ଜିରା, ଧନିଆ, ଡ଼ାଲଚିନି, ବଡ଼ ଅଳେଇଚ, ଗୁଜୁରାତି, ଜାଇତ୍ରି ଫଳ ଲୁଣ - ଆବଶ୍ୟକ ପରିମାଣରେ ହଳଦୀ…
Read More...

ପ୍ରକାଶ ପାଇଲା +୨ ପ୍ରଥମ ପର୍ଯ୍ୟାୟ କଟ୍‍ଅଫ୍‍

ଭୁବନେଶ୍ୱର : ଚଳିତ ବର୍ଷ +୨ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍‍ଅଫ୍‍ ମଙ୍ଗଳବାର ପ୍ରକାଶ ପାଇଛି। କଳାରେ ବିଜେବି ଜୁନିଅର କଲେଜ ଆଗରେ ଥିବା ବେଳେ ବିଜ୍ଞାନରେ ରେଭେନ୍ସା ଜୁନିୟର କଲେଜ ଆଗୁଆ…
Read More...

କୂଅରେ ପଡ଼ି ୨ ଶିଶୁ ମୃତ

ନୟାଗଡ଼ : ନୟାଗଡ଼ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଖେଳୁଥିବା ସମୟରେ କୂଅରେ ପଡ଼ି ଦୁଇଟି ଶିଶୁଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଗୋଟିଏ ପରିବାରର ଦୁଇ ଜଣ…
Read More...

ତୁଳସୀ କିସ୍ରାନୀ କୋରାପୁଟ ଓ ସୋନମ ପଲେଇ ଗଞ୍ଜାମ ଜିଲା ପରିଷଦ ସଭାପତି ନିର୍ବାଚିତ

କୋରାପୁଟ / ଗଞ୍ଜାମ : କୋରାପୁଟର ଜିଲା ପରିଷଦ ସଭାପତି ଭାବେ ମଙ୍ଗଳବାର ତୁଳସୀ କ୍ରିସାନୀ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ଜିଲା ପରିଷଦ ସଭାପତି ଥିବା ପ୍ରଭୁ ଜାନି ଲକ୍ଷ୍ମୀପୁର ବିଧାୟକ ଭାବେ ନିର୍ବାଚିତ ହେବା ପରେ…
Read More...

ଖାଆନ୍ତୁ ଏହି ପରିବା ରହିବେ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟାରୁ ଦୂରରେ

ବର୍ଷା ଦିନର ଆରମ୍ଭରେ ବଜାରରେ ବିଭିନ୍ନ ପ୍ରକାରର ପନିପରିବା ମିଳିଥାଏ। କାଙ୍କଡ଼ ମଧ୍ୟ ଅଧିକ ପରିମାଣରେ ମିଳିଥାଏ। ଏହାକୁ ଦୁନିଆର ସବୁଠାରୁ ପୁଷ୍ଟିଯୁକ୍ତ ପରିବା ବୋଲି କୁହାଯାଏ। ଏହାକୁ କାଙ୍କଡ଼, ମିଠା କଲରା ସହ ଏହାର…
Read More...

ରିଜର୍ଭ ପଡ଼ିଆରେ ଚାଲିଛି ମକଡ଼୍ରିଲ

ପୁରୀ : ଆଉ ଅଳ୍ପ ଦିନ ବାକି ରହିଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତେଣୁ ପୁରୀ ରିଜର୍ଭ ପଡ଼ିଆରେ ମଙ୍ଗଳବାର ପୁଲିସ ମକଡ଼୍ରିଲ ଚାଲିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଆସନ୍ତା ୪ରଥଯାତ୍ରାରେ ରଥଟଣା ସମୟରେ…
Read More...

ଛୁରାମାଡ଼ କରି ଟଙ୍କା ଓ ସୁନାଗହଣା ଲୁଟ ଅଭିଯୋଗ

ବ୍ରହ୍ମପୁର : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ମେଡ଼ିକାଲ ବ୍ୟାଙ୍କ କଲୋନି ନିକଟସ୍ଥ ବିଜୟବିହାର ଠାରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାତି ପ୍ରାୟ ୩ଟା ସମୟରେ କିଛି ଦୁର୍ବୃତ୍ତ ପୂର୍ବତନ…
Read More...

ଅଗ୍ନିକାଣ୍ଡରେ ୧୧ ବଖରା ଭସ୍ମୀଭୂତ

ନୟାଗଡ଼ : ନୟାଗଡ଼ ଜିଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ହରିଡ଼ାବନ୍ଧ ଗାଁରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସର୍ଟ ସର୍କିଟ କାରଣରୁ ନିଆଁ ଲାଗି ପ୍ରାୟ ୧୧ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଏହାସହ ୨ ଗାଈ…
Read More...

ପନୀର ଦୋସା

ଆବଶ୍ୟକ ସାମଗ୍ରୀ ବିରି , ମିକ୍ସ ଡ଼ାଲି ( ଚଣା, ହରଡ଼, ମୁଗ ) ସୁଜି – ୧କପ ତେଲ - ଆବଶ୍ୟକ ପରିମାଣରେ ଅରୁଆ ଚାଉଳ – ୪କପ ଚିନି – ୨ ଚାମଚ ହେଙ୍ଗୁ ସାମାନ୍ୟ ଲୁଣ – ସ୍ୱାଦନୁଯାୟୀ ପୁର ପାଇଁ ପନୀର – ୫୦…
Read More...

କେନାଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର : ବାଲେଶ୍ୱର ଜିଲା ସୋରର ସିମୁଳିଆ ଥାନା ଅନ୍ତର୍ଗତ ମୁରୁଣା ବାଙ୍ଗୁରୁପଦା କେନାଲରୁ ମଙ୍ଗଳବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବତୀଙ୍କ ବେକରେ ରଶି ଦାଗ ଥିବା ସହ ତାଙ୍କୁ କେହି ଯୋଜନାବଦ୍ଧ…
Read More...

ନବଯୌବନ ବେଶରେ ଆଜି ଦର୍ଶନ ଦେବେ ଶ୍ରୀଜିଉ

ପୁରୀ : ଜ୍ୱରରେ ପୀଡ଼ିତ ଥିବା ଶ୍ରୀଜିଉ ସୁସ୍ଥ ହୋଇଛନ୍ତି। ଅଣସର ଘରୁ ବାହାରି ଶ୍ରଦ୍ଧାଳୁଙ୍କୁ ମଙ୍ଗଳବାର ଦର୍ଶନ ଦେବେ ମହାପ୍ରଭୁ। ଦୀର୍ଘ ଦିନ ଧରି ମହାପ୍ରଭୁଙ୍କୁ ଦର୍ଶନରୁ ବଞ୍ଚିତ ଥିବା ଶ୍ରଦ୍ଧାଳୁମାନେ ଆଜି ନବଯୌବନ…
Read More...

୫ ଯାଏଁ ଲାଗି ରହିବ ବର୍ଷା, କେତେକ ସ୍ଥାନରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଉତ୍ତରପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ କାରଣରୁ ରବିବାର ଠାରୁ ଆସନ୍ତା ୫ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ୮ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା…
Read More...

୩ ଅପହୃତଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି : ମାଲାକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ କୁକୁରକୁଣ୍ଡ ଗାଁରୁ ମାଓବାଦୀ ମାନେ ୩ଜଣଙ୍କୁ ଅପହରଣ କରିନେଇଥିଲେ। ରବିବାର ୩ ଅପହୃତଙ୍କ ମଧ୍ୟରୁ ଜଣଙ୍କୁ ମାଓବାଦୀ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହାସହ ଅନ୍ୟ…
Read More...

ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ ପରଲୋକ

କଟକ : ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ ରବିବାର ହୃଦଘାତ କାରଣରୁ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବୟସ ହୋଇଥିଲା। କଟକ ଶଙ୍କରପୁର ସ୍ଥିତ ବାସଭବନରେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ…
Read More...

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

କଳାହାଣ୍ଡି : କଳାହାଣ୍ଡି ଜିଲା ଧର୍ମଗଡ଼ ଜୟପାଟଣା ଥାନା ଅନ୍ତର୍ଗତ କୁରିଗୁମ୍ମା ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ନୃଶଂସଭାବେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।…
Read More...

ଦଶମୂଳ ମୋଦକ ସେବନ କଲେ ମହାପ୍ରଭୁ

ପୁରୀ : ଜ୍ୱରରେ ପୀଡ଼ିତ ଥିବା ଶ୍ରୀଜିଉଙ୍କୁ ଶନିବାର ବିଳମ୍ବିତ ରାତିରେ ଦଶମୂଳ ମୋଦକ ଲାଗି ହୋଇଛି। ରବିବାର ଅଣସରର ଦ୍ୱାଦଶୀ ତିଥିରେ ଗଜପତି ମାହାରାଜଙ୍କୁ ଶ୍ରୀଜିଉଙ୍କ ସୁସ୍ଥ ହେବା ଖବର ଦିଆଯିବ। ଦେବସ୍ନାନ…
Read More...

ଶାହି ଅଣ୍ଡା ତରକାରୀ

ଆବଶ୍ୟକ ସାମଗ୍ରୀ ସିଝା ଅଣ୍ଡା – ୫ଟି ଗୁଜୁରାତି – ୪ଟି କଞ୍ଚା ଲଙ୍କା – ୪ଟି ଲବଙ୍ଗ – ୫ଟି ଜିରା – ୧ ଚାମଚ ରୁ ସାମାନ୍ୟ କମ ଡ଼ାଲଚିନି - ଅଳ୍ପ ଗୋଲମରିଚ - ଅଳ୍ପ ଅଦା ରସୁଣ ବଟା – ୩ ଚାମଚ ହଳଦୀ ଗୁଣ୍ଡ -…
Read More...

ରାସ୍ତାରୁ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ପାରାଦୀପ : ପାରାଦୀପ ନେହେରୁ ବଙ୍ଗଳାରେ ରବିବାର ଏକ ଅମାନୁଷିକ କାଣ୍ଡ ଦେଖିବାକୁ ମିଳିଛି। ଦୁଇ ମାନସିକ ବିକୃତଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିବା ଜଣାପଡ଼ିଛି। ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ…
Read More...

ହାତୀପଲଙ୍କ ଉପଦ୍ରବ

ଭଦ୍ରକ :ଭଦ୍ରକର ବନ୍ତ ବ୍ଲକ ଅନ୍ତର୍ଗତ ପାଟକନା ଗାଁରେ ହାତୀପଲଙ୍କ ଉପଦ୍ରବ ଦେଖାଦେଇଛି। ଶନିବାର ରାତିରେ ଗାଁରେ ପ୍ରାୟ ୩ଟି ହାତୀ ପଶି ଏକାଧିକ ଘର ଭାଙ୍ଗିଦେଇଥିବା ଜଣାପଡ଼ିଛି। ଫଳରେ ଧନସମ୍ପତ୍ତି ନଷ୍ଟ ହେବା ସହ…
Read More...

ରାସ୍ତାରେ ବୁଲେଟ ସହ ପଡ଼ିଛି ଅଧ୍ୟାପକଙ୍କ ମୃତଦେହ

ବ୍ରହ୍ମପୁର : ବ୍ରହ୍ମପୁର ରମ୍ଭା ଥାନା ବିରୁଳିଗଡ଼ ରାସ୍ତା ଉପରେ ରବିବାର ଜଣେ ଅଧ୍ୟାପକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ତାଙ୍କ ମୁହଁ ଏବଂ ଦେହରେ କ୍ଷତଚିହ୍ନ ରହିଛି। ମୃତଦେହ ନିକଟରେ ବୁଲେଟ ମଧ୍ୟ ପଡ଼ିଥିବା…
Read More...

୮ଟି ଜିଲାକୁ ଦିନ ୧୧ଟା ଯାଏଁ ସତର୍କ ସୂଚନା

ଭୁବନେଶ୍ୱର : ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ରବିବାର ଦିନ ୧୧ଟା ଯାଏଁ ୮ଟି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ,…
Read More...

ଛୁଆଙ୍କୁ ବିଷ ଦେଇ ମା’ର ଆତ୍ମହତ୍ୟା ଅଭିଯୋଗ

ମାଲକାନଗିରି : ମାଲକାନଗିରି ଜିଲା ଗୌଡ଼ଗୁଡ଼ା ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟିଛି। ନିଜ ଦୁଇ ଛୁଆଙ୍କୁ ବିଷ ଦେଇ ମା’ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୌଡ଼ଗୁଡ଼ା ଗ୍ରାମରେ ସୀତା ମାଡ଼କାମୀ ନାମକ ଜଣେ…
Read More...

ଜାଣନ୍ତୁ ବୟସ ଅନୁସାରେ ଖାଦ୍ୟ ଖାଇବାର ନିୟମ

ଜୀବନ ଧାରଣ ପାଇଁ ଖାଦ୍ୟ ଖାଇବା ଅପରିହାର୍ଯ୍ୟ। ପ୍ରତ୍ୟେକଙ୍କର ଖାଦ୍ୟ ଖାଇବାରେ ଭିନ୍ନତା ରହିଛି। ସଭିଁଏ ନିଜ ସ୍ୱାଦ ଅନୁଯାୟୀ ଖାଇଥାଆନ୍ତି। ଭୋକ ଜରିଆରେ ଆମ ଶରୀର ଆମକୁ ଖାଦ୍ୟ ଖାଇବାକୁ ନିର୍ଦ୍ଦେଶ ଦେଇଥାଏ। କେଉଁ…
Read More...

ଜାଣନ୍ତୁ , ପୂଜାରେ ସଂକଳ୍ପର ବିଶେଷତ୍ୱ ବିଷୟରେ

ଯେକୌଣସି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିବା ପୂର୍ବରୁ ସଂକଳ୍ପ କରାଯାଏ। ଏହା ପୂଜାର ଏକ ବିଶେଷ ନିୟମ ଅଟେ। ପୂଜା କରିବା ପୂର୍ବରୁ ସଂକଳ୍ପ ନ କରିବା ଦ୍ୱାରା ପୂଜାର ପୁଣ୍ୟ ଫଳ ପ୍ରାପ୍ତି ହୋଇନଥାଏ। ତେଣୁ…
Read More...

ବୁଲିବା ପାଇଁ ଯାଆନ୍ତୁ , ଐତିହାସିକ କିଲ୍ଲା ରାୟଗଡ଼

ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ମହାଡ଼ୀ ପାହାଡ଼ରେ ନିର୍ମିତ ହୋଇଛି ପ୍ରସିଦ୍ଧ ରାୟଗଡ଼ କିଲା। ଯାହା ସମୁଦ୍ର ଠାରୁ ୮୨୦ ମିଟରର ଉଚ୍ଚତାରେ ଅବସ୍ଥିତ। ଏହା ଛତ୍ରପତି ଶିବାଜୀ ମହାରାଜାଙ୍କ ଦ୍ୱାରା ନିର୍ମିିତ ସୁନ୍ଦର କିଲା…
Read More...

ବର୍ଷା ଦିନ ପାଇଁ କିଛି ଆବଶ୍ୟକୀୟ ଟିପ୍ସ୍

ଖରାର ଦିନ ଶେଷ ହୋଇ ଧିରେ ଧିରେ ବର୍ଷା ଆରମ୍ଭ ହେବାକୁ ଲାଗିଲାଣି। ବର୍ଷା ଦିନରେ ଆମକୁ ନିଜ ତ୍ୱଚା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଜାଣନ୍ତୁ ବର୍ଷା ଦିନେ କିଭଳି ନେବେ ନିଜ ତ୍ୱଚାର ଯତ୍ନ.... ମୁହଁକୁ ଭଲ…
Read More...

ପାଣି ପିଇବାର ସଠିକ ନିୟମ

ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ନିତ୍ୟାନ୍ତ ଆବଶ୍ୟକ। ସଠିକ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀରର ଅଦକାରୀ ପଦାର୍ଥ ନିଷ୍କାସିତ ହୋଇଥାଏ। ଶରୀରକୁ ସୁସ୍ଥ ଓ ଫିଟ୍‍ ରଖିବା ପାଇଁ ପାଣିର…
Read More...

ଅନେକ ସମସ୍ୟାର ସମାଧାନ କରିଥାଏ ମୋତି

ଜୀବନରେ କମ ବହୁତ ସମସ୍ୟା ସଭିଁଙ୍କର ଲାଗି ରହିଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ଦୁଃଖ ରହିଥାଏ। ମାତ୍ର ଏପରି ବହୁ ସମୟରେ ଦେଖାଯାଏ ଯେ, କେତେକ ଲୋକଙ୍କର ଦୁଃଖ ଓ ସମସ୍ୟା ସର୍ବଦା ଲାଗି ରହୁଥାଏ ତେବେ କିଛି…
Read More...

ବାଣ ଫୁଟି ୨ ଗୁରୁତର

ବଲାଙ୍ଗୀର : ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ରାଉତମୁଣ୍ଡା ଗାଁରେ ବାଣ ଫୁଟି ଭାଇଭଉଣୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତଦ୍ୱୟ ମୁନିରାମ ଛତିଆଙ୍କ ପୁଅ ଓ ଝିଅ। ଉଭୟଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ବଲାଙ୍ଗୀର : ବଲାଙ୍ଗୀର ସିନେ୍ଧକେଲା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ…
Read More...

ମକା ଚିଜ ଛଣା

ଆବଶ୍ୟକ ସାମଗ୍ରୀ ସିଝା ଆଳୁ – ୩ଟି ସିଝା ମକା – ୧କପ କୋରା ପନୀର – ୫୦ ଗ୍ରାମ କର୍ଣ୍ଣଫ୍ଲୋର – ୨ଚାମଚ କଟା କଞ୍ଚାଲଙ୍କା – ୨ଟି କଟା ଧନିଆ ପତ୍ର - ଆବଶ୍ୟକ ପରିମାଣରେ ଗୋଲମରିଚ ଗୁଣ୍ଡ – ୧ ଚାମଚରୁ ସାମାନ୍ୟ…
Read More...

ମହିଳାଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ରାଜନଗର କାଠୁଆଗଣ୍ଡ ଗାଁ ପାଖ ଲୁଣାଘେରି ବନ୍ଧ ନିକଟରୁ ଶୁକ୍ରବାର ଏକ ଅଖା ଭିତରେ ବନ୍ଧା ହୋଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେହି ଦୁର୍ବୃତ୍ତ ମହିଳା…
Read More...

ବ୍ୟାଙ୍କରୁ ଲୁଟ ଉଦ୍ୟମ ବିଫଳ

କଟକ : କଟକ ସ୍ଥିତ ମଙ୍ଗଳାବାଗ ଏସବିଆଇ ଶାଖାରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲୁଟ ଉଦ୍ୟମ କରିବା ସମୟରେ ବିଫଳ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପ୍ରାୟ ୩ଟା ସମୟରେ ଚାରିଜଣ ଦୁର୍ବୃତ୍ତ ଏକ ବାଇକରେ…
Read More...

ଶ୍ରୀଜିଉଙ୍କ ଗୁଣ୍ଡିଚା, ବାହୁଡ଼ା, ସୁନାବେଶ ଦିନ ‘ଟୋଲ ଗେଟ୍‍ ଫି’ ଛାଡ଼

ପୁରୀ : ଶ୍ରୀଜିଉଙ୍କ ଗୁଣ୍ଡିଚା, ବାହୁଡ଼ା, ସୁନାବେଶ ଦିନ ‘ଟୋଲ ଗେଟ୍‍ ଫି’ ଛାଡ଼ କରାଯିବ। କୌଣସି ଗାଡ଼ିକୁ ପିପିଲି ଟୋଲ ଗେଟରେ ଟିକସ ଦେବାକୁ ପଡ଼ିବ ନାହିଁ। ଆସନ୍ତା ଜୁଲାଇ ପହିଲାରୁ ୧୫ ଯାଏଁ ଜାତୀୟ ରାଜପଥରେ ସୁରକ୍ଷା…
Read More...

ଭିଜିଲାନ୍ସ ଜାଲରେ କିରାଣୀ

ବଲାଙ୍ଗୀର : ବଲାଙ୍ଗୀର ଡ଼ିଏଫଓ କାର୍ଯ୍ୟାଳୟ କିରାଣୀ କାଳିନ୍ଦୀ ଚରଣ ଭୂୟାଁକୁ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଭୋଇପାଲି ଓ କନହେଇମୁଣ୍ଡାର ୬ ଜଣ ଚାଷୀଙ୍କ ଠାରୁ ଗଛକଟା ଅନୁମତି…
Read More...

ଭିଜିଲାନ୍ସ ଜାଲରେ ଫାଣ୍ଡି ଅଧିକାରୀ

ଅନୁଗୁଳ : ଅନୁଗୁଳ ଜିଲା ଠାକୁରଗଡ଼ ଥାନା ଟାପଢୋଲ ଫାଣ୍ଡି ଅଧିକାରୀ ଗଜେନ୍ଦ୍ର ବେହେରା ଲାଞ୍ଚ ନେଉଥିବା ସମୟରେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନାଅନୁଯାୟୀ, ମାରପିଟ ଅଭିଯୋଗରେ ଟାପଢୋଲ…
Read More...

ଅଟକିଲା ସମଲେଶ୍ୱରୀ ଏକ୍ସପ୍ରେସ

କୋରାପୁଟ : ଯାନ୍ତ୍ରିକ ତ୍ରୁଟି କାରଣରୁ ଜଗଦଲପୁରୁ ହାୱାଡ଼ା ଯିବା ରାସ୍ତାରେ ଅଧା ବାଟରେ ଶୁକ୍ରବାର ସମଲେଶ୍ୱରୀ ଏକ୍ସପ୍ରେସ ଅଟକି ରହିଥିବା ଜଣାପଡ଼ିଛି। କୋଟପାଡ଼ ଓ କୁସୁମୀ ମଧ୍ୟରେ ସମଲେଶ୍ୱରୀ ଏକ୍ସପ୍ରେସ ଅଟିକି ରହିବା…
Read More...

ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ରଥଯାତ୍ରା ସମୀକ୍ଷା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଆଇନ…
Read More...

୩୦ ପରେ ବଢିପାରେ ବର୍ଷା ପରିମାଣ

ଭୁବନେଶ୍ୱର : ରାଜ୍ୟରେ କିଛିଦିନ ହେବା ଅସହ୍ୟ ଗରମ ପରେ ପୁଣି ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗୁରୁବାର ରାତିରୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ମଧ୍ୟ…
Read More...

ଗ୍ରିଲ୍ଡ ଚିକେନ

ଆବଶ୍ୟକ ସାମଗ୍ରୀ ଲେଗ ପିସ୍‍ ଚିକେନ - ୮ଟି ଅଦାରସୁଣ ବଟା – ୩ ଚାମଚ ହଳଦୀ ଗୁଣ୍ଡ - ଅଳ୍ପ ଚାର୍ଟ ମସଲା - ଅଳ୍ପ ବେସନ - ୨ ଚାମଚ ଲଙ୍କା ଗୁଣ୍ଡ – ୧ ଚାମଚରୁ ସାମାନ୍ୟ କମ ଗରମ ମସଲା – ୧ ଚାମଚ ଚିକେନ ମସଲା…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ

ବାରିପଦା : ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥର ଆଗରିଆ ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରେଲର ଓ ବସ ମୁହାଁମୁହିଁ ଧକ୍କା ହେବା…
Read More...

ବ୍ରିଜ ତଳକୁ ଖସିଲା ବସ; ୩ ଆହତ

ଅନୁଗୁଳ : ଅନୁଗୁଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ବନ୍ଦା ଓଭର ବ୍ରିଜରୁ ବସ ଖସି ୩ ଜଣ ଆହତ ହୋଇଛନ୍ତି। ବସ ଚାଳକ ସମେତ ଆହତ ୩ ଜଣଙ୍କୁ ଚିକିତ୍ସା ନିମନ୍ତେ ଡ଼ାକ୍ତର ଖାନାରେ…
Read More...

ବାଦାମ ଖସ ଖସ ଥଣ୍ଡାଇ

ଆବଶ୍ୟକ ସାମଗ୍ରୀ ବାଦାମ – ୧କପ ରୁ ସାମାନ୍ୟ କମ ଖୁଆ – ୪ ଚାମଚ ତରଭୂଜ ମଞ୍ଜି – ୨ ଚାମଚ ଚିନି – ୧କପ ଫୁଟା କ୍ଷୀର – ୧ ଗ୍ଲାସ ଗୋଲମରିଚ - ଅଳ୍ପ ଗୁଜୁରାତି - ଅଳ୍ପ ଶୁଖିଲା ଗୋଲାପ ପାଖୁଡ଼ା - ଅଳ୍ପ…
Read More...

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

କ୍ଷୀର ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ। କ୍ଷୀରରେ ପ୍ରାୟ ୯ଟି ପୋଷକ ତତ୍ତ୍ୱ ରହିଛି ଯାହା ଆମ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ତେଣୁ ପିଲାମାନଙ୍କୁ ପ୍ରତିଦିନ କ୍ଷୀର ପିଇବାକୁ ଦିଆଯାଇଥାଏ। ଏଥିରେ…
Read More...

ଜାଣନ୍ତୁ ଲାଲ ରେଶମୀ ସୂତା ଧାରଣର ବିଶେଷତ୍ୱ ଓ ନିୟମ

ସନାତନ ଧର୍ମରେ ବହୁ ରୀତିନୀତି ଓ ମାନ୍ୟତା ରହିଛି। ଯାହାର କେବଳ ଧାର୍ମିକ ନୁହେଁ , ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଯେକୌଣସି ଧାର୍ମିକ କାର୍ଯ୍ୟ ଲାଲ ରେଶମୀ ସୂତା (ରକ୍ଷାସୂତ୍ର)ର ବିନା ସମ୍ପୂର୍ଣ୍ଣ ହୋଇନଥାଏ। ଶୁଭ…
Read More...

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ ଏହି ଘରୋଇ ଫେସ ପ୍ୟାକ୍‍

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମହିଳା ହୁଅନ୍ତୁ ଅଥବା ଯୁବତୀ ବିଭିନ୍ନ ପ୍ରକାରର ଉପାୟ କରିଥାଆନ୍ତି, ଭିନ୍ନ ଭିନ୍ନ କ୍ରିମର ବ୍ୟବହାର କରିଥାଆନ୍ତି। ସଭିଏଁ ଇଚ୍ଛା କରିଥାଆନ୍ତି ଯେ ବୟସ ବୃଦ୍ଧି କାରଣରୁ ମୁହଁରେ…
Read More...

ଫାଷ୍ଟ୍‍ ଫୁଡ଼ ଖାଇବା ପରେ ଆପଣାନ୍ତୁ ଏହି ଉପାୟ

ଚାଇନିଜ ଖାଦ୍ୟ ହେଉ ଅଥବା ବିଭିନ୍ନ ପ୍ରକାର ଫାଷ୍ଟ୍‍ ଫୁଡ଼କୁ ଖାଇବାକୁ ସଭିଁଙ୍କୁ ବେଶ ପସନ୍ଦ। ମାତ୍ର ଏହିସବୁ ଖାଦ୍ୟ ଖାଇବା ପରେ କେଉଁ କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ, ତାହା ହୁଏତ ସଭିଏଁ ଜାଣିନଥିବେ।…
Read More...

ଏଟିଏମରୁ ଲୁଟ ଉଦ୍ୟମ ବିଫଳ

ଜୟପୁର : ଗୁରୁବାର ଜୟପୁରର ଗାନ୍ଧି ଛକରେ ଥିବା ଆଇଡ଼ିବିଆଇ ଏଟିଏମରୁ ଲୁଟ ଉଦ୍ୟମ ବିଫଳ ହୋଇଥିବା ଜଣାପଡ଼ିଛି। ସୂଚନାଅନୁଯାୟୀ, ଏଟିଏମର କ୍ୟାସ୍‍ ବକ୍ସ ଲୁଟେରା ଭାଙ୍ଗିବାକୁ ସମର୍ଥ ହୋଇପାରିନଥିଲେ। ଫଳରେ ତାଙ୍କର ଟଙ୍କା…
Read More...

ସଡ଼କ ଦୁର୍ଘଟଣାରେ ୨ମୃତ, ୧୦ ଗୁରୁତର

ରାଉରକେଲା / ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ଗୁମଲା ଜିଲା ପାଲକୋଟ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଟ୍ରେଲର ସହ ବସ ଧକ୍କା ହୋଇ ୨ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି।…
Read More...

ବ୍ୟବସାୟୀଙ୍କୁ ଆକ୍ରମଣ କରି ଦେଢ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ଅମନ୍ତପୁର ଠାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବ୍ୟବସାୟୀଙ୍କ ହାତକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଦୁର୍ବୃତ୍ତ ଦେଢ ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି।…
Read More...

ଚକୋଲେଟ କେକ୍‍

ଆବଶ୍ୟକ ସାମଗ୍ରୀ ମଇଦା - ୨କପ ଅଣ୍ଡା - ୧ଟି କ୍ଷୀର - ୧କପ ପେଷା ଚିନି - ୧କପ କଫି ପାଉଡ଼ର - ୧ଚାମଚ ଚକୋଲେଟ ସିରଫ - ୧ଚାମଚ ଭ୍ୟାନିଲାଇସେସ - ୧ଚାମଚ ବେକିଙ୍ଗ ପାଉଡ଼ର - ୧ଚାମଚ ବଟର - ଆବଶ୍ୟକ…
Read More...

ହୃଦୟସ୍ପର୍ଶୀ ବାତାବରଣ ସହ ଏଠାକାର ପ୍ରାକୃତିକ ପରିବେଶ କରିଥାଏ ମନକୁ ବିମୋହିତ

ବିଭିନ୍ନ ସ୍ଥାନକୁ ଭ୍ରମଣ ପାଇଁ ଯିବା ବହୁ ଲୋକଙ୍କ ସଉକ ଅଟେ। ବହୁ ସମୟରେ ସମୟ ଓ ଟଙ୍କା ଖର୍ଚ୍ଚର ଚିନ୍ତା ଭ୍ରମଣରେ ବାଧା ସୃଷ୍ଟି କରିଥାଏ। ମାତ୍ର ଏପରି କେତେକ ସ୍ଥାନ ରହିଛି, ଯେଉଁଠାକୁ ଆପଣ କମ ପଇସା ଖର୍ଚ୍ଚ କରି…
Read More...

ପ୍ରେରକ କଥା ; ଧନରେ ଲୋଭାସକ୍ତ ହୋଇ ଭବିଷ୍ୟତ ଚିନ୍ତା କରି ବର୍ତ୍ତମାନକୁ ନଷ୍ଟ କରନ୍ତୁ ନାହିଁ

ପୁରୁଣା ଲୋକ କଥା ଅନୁଯାୟୀ ଜଣେ ଧନୀ ବେପାରୀ ଥିଲେ। ତାଙ୍କ ନିକଟରେ ଅଜସ୍ର ଧନସମ୍ପତ୍ତି ଥିଲା। ଦିନେ ସେ ନିଜ ସମ୍ପତ୍ତିର ଆକଳନ କରିବା ପରେ ଜାଣିବାକୁ ପାଇଲେ ଯେ, ତାଙ୍କର ଯେତେ ସମ୍ପତ୍ତି ରହିଛି, ଆଗାମୀ ସାତ ପିଢି…
Read More...

ଆପଣାନ୍ତୁ ଏହି ସହଜ ଉପାୟ, ଦୂର ହେବ ନକରାତ୍ମକ ଶକ୍ତି, ମିଳିବ ଶୁଭଫଳ

ଆମ ଚାରିପାଖରେ ଥିବା ବିଭିନ୍ନ ପ୍ରକାରର ଶକ୍ତି ଆମ ଜୀବନ ଉପରେ ବହୁ ପ୍ରଭାବ ପକାଇଥାଏ। ଯଦି ଆମ ଚତୁଃପାଶ୍ୱର୍ରେ ସକରାତ୍ମକ ଶକ୍ତି ଥାଏ, ତେବେ ଶୁଭଫଳ ପ୍ରଦାନ କରିଥାଏ। ଯଦି ନକରାତ୍ମକ ଶକ୍ତି ଥାଏ,ତେବେ ଅଶୁଭ ଫଳ…
Read More...

ଖାଆନ୍ତୁ ଏହି ମିଠା ଦ୍ରବ୍ୟ ସୁସ୍ଥ ରହିବେ

ଜଳଖିଆ ହେଉ ଅଥବା ସନ୍ଧ୍ୟା ବେଳର ଖାଇବା ହେଉ ଖାଦ୍ୟପଦାର୍ଥ ମଧ୍ୟରେ ମିଠାର ଦ୍ରବ୍ୟ ଖାଦ୍ୟ ଖାଇବାର ସୁଆଦକୁ ଦୁଇ ଗୁଣିତ କରିଦେଇଥାଏ। ମାତ୍ର ନିଜର ବଦଳୁଥିବା ଜୀବନଶୈଳୀରେ ଅଧିକ ମିଠା ଜାତୀୟ ଦ୍ରବ୍ୟର ସେବନ କରିବା…
Read More...

ନିୟମିତ କରନ୍ତୁ ସୂର୍ଯ୍ୟଦେବଙ୍କ ପୂଜା, ମିଳିଥାଏ ବହୁ ଶୁଭଫଳ

ହିନ୍ଦୁ ଧର୍ମରେ ପଞ୍ଚଦେବ ଶ୍ରୀ ଗଣେଶ, ପ୍ରଭୁ ଶଙ୍କର, ଭଗବାନ ବିଷ୍ଣୁ, ଦେବୀ ଦୁର୍ଗା ଓ ସୂର୍ଯ୍ୟଦେବଙ୍କ ବିଷୟରେ ବହୁ କିଛି ତଥ୍ୟ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ କାର୍ଯ୍ୟର ଶୁଭାରମ୍ଭ କରିବା ପୂର୍ବରୁ ପଞ୍ଚଦେବଙ୍କୁ…
Read More...

ସ୍ତ୍ରୀକୁ ହାଣିବା ପରେ ସ୍ୱାମୀର ଆତ୍ମହତ୍ୟା

କେନ୍ଦୁଝର : କେନ୍ଦୁଝର ଜିଲାସ୍ଥିତ ଆନନ୍ଦପୁରର ଘସିପୁରା ଥାନା ଅନ୍ତର୍ଗତ ବାରିଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହାଣି ଗୁରୁତର ଆହତ କରିବା ପରେ ନିଜେ ଆତ୍ମହତ୍ୟା କରିଛି।…
Read More...