www.samajalive.in
Monday, December 15, 2025
26.1 C
Bhubaneswar

ବିଶ୍ୱ ଜନସଂଖ୍ୟା ଦିବସ ପାଳନର ଉଦ୍ଦେଶ୍ୟ

ବିଶ୍ୱ ଜନସଂଖ୍ୟା ଦିବସ ଏକ ଆନ୍ତର୍ଜାତିକ ସ୍ତରରେ ଜାଗୃତ କରିବାର ଅଭିଯାନ, ଯାହା ସମ୍ପୂର୍ଣ୍ଣ ବିଶ୍ୱରେ ପାଳନ କରାଯାଏ। ଯାଦ୍ୱାରା ଲୋକଙ୍କୁ ପ୍ରତିବର୍ଷ ଜନସଂଖ୍ୟା ବୃଦ୍ଧିର ସମସ୍ୟା ବିଷୟରେ ଅବଗତ କରାଯାଇପାରିବ। ଏହାସହ ସମ୍ପୂର୍ଣ୍ଣ ମନୁଷ୍ୟ ସମ୍ପ୍ରଦାୟ ଏକତ୍ରିତ ହୋଇ ଏହି ସମସ୍ୟାର ସମାଧାନ ଉପାୟ ବାହାର କରାଯାଇ ପାରିବ। ଜନସଂଖ୍ୟା ବୃଦ୍ଧିର ହେବା କାରଣରୁ ସୃଷ୍ଟି ହେଉଥିବା ସମସ୍ୟାକୁ କିପରି ରୋକା ଯାଇପାରିବ ଏହି କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବୃଦ୍ଧି ପାଉଥିବା ଜନସଂଖ୍ୟା ସାରା ବିଶ୍ୱ ପାଇଁ ବର୍ତ୍ତମାନ ଏକ ମୁଖ୍ୟ ଚିନ୍ତାର କାରଣ ପାଲଟିଛି। ଏଥିରୁ ମୁକ୍ତି ପାଇବା ଓ ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଆବଶ୍ୟକୀୟ ହେଉଥିବା ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ଏହି କାରଣରୁ ଜୁଲାଇ ୧୧ ଅର୍ଥାତ ଆଜି ବିଶ୍ୱ ଜନସଂଖ୍ୟା ଦିବସ ଦିନ ବୃଦ୍ଧି ପାଉଥିବା ଜନସଂଖ୍ୟା ପାଇଁ ଲୋକଙ୍କୁ ଜାଗୃତ କରିବା ସହ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଏ।
ଆଲେଖ୍ୟ ସସ୍ମିତା ମହାନ୍ତି

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories