କୁକୁଡ଼ା ପାଇଁ ନାବାଳକକୁ ପିଟି ପିଟି ହତ୍ୟା ଅଭିଯୋଗ, ଅଭିଯୁକ୍ତ ଗିରଫ

ରାଉରକେଲା : ରାଉକେଲା ହାତୀବାରୀ ଥାନା ଅନ୍ତର୍ଗତ ଗୋପୁର ଗୁମ୍ଭାରପଡ଼ା ଗାଁରେ ସୋବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସାଧାରଣ କୁକୁଡ଼ା ପାଇଁ ଜଣେ ପଡ଼ୋଶୀ ନାବାଳକକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ…
Read More...

ଭାରରେ ବୁହା ହେଲେ ଜନନୀ

କଳାହାଣ୍ଡି : କଳାହାଣ୍ଡି ଜିଲାର ଜୟପାଟଣା ବ୍ଲକର ନାଗୁପଡ଼ା ଗ୍ରାମରେ ସୋମବାର ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। କୃଷ୍ଣ ଚନ୍ଦ୍ର ନାଏକଙ୍କ ସ୍ତ୍ରୀ ରମଣୀ ନାଏକ (୨୨) ଆଜି ସକାଳ ସମୟରେ ପ୍ରସୂତୀ ଯନ୍ତ୍ରଣା ଅନୁଭବ…
Read More...

ଚେନ ଛିନତାଇ ଉଦ୍ୟମ ପଡ଼ିଲା ମହଙ୍ଗା, ଲୁଟେରାକୁ ନିସ୍ତୁକ ମାଡ଼

କଟକ : କଟକ ଜିଲା ମାଲଗୋଦାମ ଥାନାର ଜଣେ ମହିଳା କନେଷ୍ଟବଲଙ୍କ ଠାରୁ ସୋମବାର ଜଣେ ଲୁଟେରା ଚେନ ଝାମ୍ପି ନେବାକୁ ଉଦ୍ୟମ କରିଥିଲା। ମହିଳା ଜଣକ ଯୋବ୍ରା ଥାନାକୁ ଯିବା ସମୟରେ ରାସ୍ତାରେ ଏହି ଘଟଣା ଘଟିଥିଲା। ଲୁଟେରା ଜଣକ…
Read More...

ମାଲକାନଗିରିରେ ବନ୍ୟା ପରିସ୍ଥିତି, କାଙ୍ଗୁରୁକୋଣ୍ଡା ଗାଁ ଜଳମଗ୍ନ

ମାଲକାନଗିରି : ଲଗାତର ବର୍ଷା ଫଳରେ ମାଲାକାନଗିରି ଜିଲାରେ ପ୍ରବାହିତ ନଦୀ ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୩ଟି ସ୍ଥାନରେ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଖବର…
Read More...

ମାଓ କ୍ୟାମ୍ପରେ ପୁଲିସର ଆକ୍ରମଣ, ଦୁଇ ମାଓବାଦୀଙ୍କ ମୃତ୍ୟୁ ଓ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ମାଲକାନଗିରି : ସୁକ୍‍ମା ଜିଲା ନକ୍ସଲ ପ୍ରଭାବିତ କୋଣ୍ଟା ଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏକ ଅସ୍ଥାୟୀ ମାଓ କ୍ୟାମ୍ପ ଉପରେ ସୋମବାର ପୁଲିସ ଆକ୍ରମଣ କରିଛି। ଆକ୍ରମଣରେ ଦୁଇ ମାଓବାଦୀଙ୍କ ଘଟଣାସ୍ଥଳରେ…
Read More...

ମିଥ୍ୟା ହତ୍ୟାକାଣ୍ଡରେ ଗିରଫ ବାପା-ପୁଅଙ୍କ ଘଟଣା, ଥାନା ଓଆଇସିଙ୍କ ବଦଳି

ମୟୂରଭଞ୍ଜ : ମିଥ୍ୟା ହତ୍ୟା ମାମଲାରେ ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ପୁରୁଣାବାହାଲ ଗାଁର ବାପା ଓ ପୁଅଙ୍କୁ ଗିରଫ କରିବା ଘଟଣାରେ ଥାନା ଓଆଇସିଙ୍କୁ ବଦଳି କରାଯାଇଛି। ସୂଚନା ଅନୁଯାୟୀ, ଦୀର୍ଘ ଅଢେଇ ମାସ…
Read More...

ଆଜି ଶ୍ରାବଣର ଦ୍ୱିତୀୟ ସୋମବାର, ଶୈବ ପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ୱର : ଆଜି ହେଉଛି ଶ୍ରାବଣର ମାସର ଦ୍ୱିତୀୟ ସୋମାବର। ସକାଳୁ ସକାଳୁ ରାଜ୍ୟର ବହୁ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଛି। କାଉଡ଼ିଆ ଓ ଭକ୍ତମାନଙ୍କ ସମାଗମକୁ ଦେଖି ବିଭିନ୍ନ ଶୈବପୀଠରେ ସୁରକ୍ଷା…
Read More...

ସଡ଼କ ଦୁର୍ଘଟଣାରେ ୨ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଉଜ୍ଜଳପୁର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରେହୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଦୁଇ…
Read More...

ଲଗାଣ ବର୍ଷା କାରଣରୁ ପୋଲ ଉପରେ ୩ ଫୁଟର ପାଣି, ଯୋଗାଯୋଗ ଠପ୍‍

ମାଲକାନଗିରି : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ଦୁଇ ଦିନ ହେବ ରାଜ୍ୟର ବହୁ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ମାଲାକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁଁ କାଙ୍କୋରକୋଣ୍ଡା ପୋଲ ଉପରେ ୩ ଫୁଟର ବର୍ଷା ପାଣି…
Read More...

ପୃଥକ ପୃଥକ ସ୍ଥାନରୁ ଟଙ୍କା ଓ ସୁନାଗହଣା ସହ ମନ୍ଦିରରୁ ଲୁଟ ଅଭିଯୋଗ

ବାଲେଶ୍ୱର : ରବିବାର ବାଲେଶ୍ୱର ଜିଲାର ପୃଥକ ପୃଥକ ସ୍ଥାନରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସିମୁଳିଆ ଥାନା ଈଶ୍ୱରପୁର ପଞ୍ଚାୟତ ଧୂମପୁର ଗ୍ରାମରେ ବାବା ଧବଳେଶ୍ୱର ମନ୍ଦିରରୁ ରୂପାନାଗ ଓ ସୁନା ଅଳଙ୍କାର, ହୁଣ୍ଡି ପଇସା…
Read More...

ଢାବାରେ ନାବାଳକର ମୃତ୍ୟୁ ଘଟଣା; ବାଲିଆପାଳରେ ଏଚଆରପିସିର ଟିମର ତଦନ୍ତ ଆରମ୍ଭ

ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ଇଡ଼କୋ ଛକରେ ଥିବା ଢାବାରେ ନାବାଳକର ମୃତ୍ୟୁ ଘଟଣାର ରବିବାର ଠାରୁ ଏଚଆରପିସି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଆଜି ବାଲିଆପାଳରେ ଏଚଆରପିସିର ୪ ଜଣିଆ ଟିମ ପହଞ୍ଚି ସରଜମିନ ତଦନ୍ତ…
Read More...

ଅଗଷ୍ଟ ପହିଲାରୁ ରାଜ୍ୟରେ ଅଧିକ ବର୍ଷାର ସମ୍ଭାବନା

ଭୁବନେଶ୍ୱର : ଜୁଲାଇ ୩୧ ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଅଗଷ୍ଟ ପହିଲାରୁ ରାଜ୍ୟରେ ଭଲ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ…
Read More...

ଆଜି ଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ, ବିଭିନ୍ନ ସ୍ଥାନରେ ମାଓପୋଷ୍ଟର

ମାଲକାନଗିରି : ରବିବାର ଠାରୁ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରୁଛନ୍ତି। ଅଗଷ୍ଟ ୩ ତାରିଖ ଯାଏଁ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରିବେ। ବିଭିନ୍ନ ସ୍ଥାନରେ ମାଓପୋଷ୍ଟର ଦେଖିବାକୁ ମିଳିଛି। ମାଲାକାନଗିରି,…
Read More...

ଓଲଟିଲା ଯାତ୍ରୀବାହୀ ବସ

ଅନୁଗୁଳ : ଅନୁଗୁଳ ଜିଲା ୫୫ ନମ୍ବର ଜାତୀୟ ରାଜପଥ ହଣ୍ଡପା ଥାନା ଅନ୍ତର୍ଗତ ନାକଚିଠାରେ ରବିବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ…
Read More...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଳ ରେଡ୍ଡୀଙ୍କ ପରଲୋକ

ହାଇଦ୍ରାବାଦ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଏସ.ଜୟପାଳ ରେଡ୍ଡୀଙ୍କର  ୭୭ ବୟସରେ ପରଲୋକ ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସେ ଶନିବାର ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ…
Read More...

ସେଓ ଚିପ୍ସ

ଆବଶ୍ୟକ ସାମଗ୍ରୀ ସେଓ – ୪ଟି ଡ଼ାଲଚିନି ଗୁଣ୍ଡ – ୨ ଚାମଚ ଚିନି – ୩ ଚାମଚ ତେଲ – ୧କପ ଲୁଣ - ଆବଶ୍ୟକ ପରିମାଣରେ ଗୋଲମରିଚ ଗୁଣ୍ଡ – ୧ ଚାମଚ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଏକ ପାତ୍ରରେ…
Read More...

ଖାଦ୍ୟପଦାର୍ଥ ପାଇଁ କିଛି ଆବଶ୍ୟକୀୟ ଟିପ୍ସ

ସୁସ୍ଥ ରହିବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟପଦାର୍ଥ ଖାଇବା ନିତ୍ୟାନ୍ତ ଆବଶ୍ୟକ । ବହୁ ଲୋକେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଥାଆନ୍ତି। ମାତ୍ର କିପରି ଖାଇଲେ ତାହା ଶରୀରକୁ ହିତକାରକ ହେବ, ତାହା ସଭିଁଙ୍କୁ ଜଣାନଥିବ।…
Read More...

ଏହି ଉପାୟ ଦ୍ୱାରା ବୈବାହିକ ଜୀବନକୁ କରନ୍ତୁ ସୁଖମୟ

ବିବାହର ବନ୍ଧନ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ। ଏହି ସଂପର୍କକୁ ଉଭୟ ପତି ପତ୍ନୀଙ୍କୁ ସାରା ଜୀବନ ଅତିବାହିତ କରିବାକୁ ପଡ଼ିଥାଏ। ଏକ ପବିତ୍ର ବନ୍ଧନ ଓ ବିଶ୍ୱାସ ସହ ଏହି ସଂପର୍କ ଜଡ଼ିତ ଓ ଏହାର ଡ଼ୋର ଦୁର୍ବଳ ହେଲେ…
Read More...

ଦୁର୍ବଳ ଓ ଶୁଷ୍କ କେଶ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ସହଜ ଉପାୟ

ମହିଳା ହୁଅନ୍ତୁ ଅଥବା ପୁରୁଷ ସମସ୍ତେ କେଶର ସମସ୍ୟା ପାଇଁ ଖୁବ ଚିନ୍ତିତ ଅଟନ୍ତି। ଆଜିକାଲିର ବ୍ୟସ୍ତବହୁଳତା ଜୀବନ ଓ ପ୍ରଦୂଷଣ କାରଣରୁ କେଶ ବହୁତ ଦୁର୍ବଳ, ଶୁଷ୍କ ହୋଇଯାଇଛି। ଯାହା ସଭିଁଙ୍କ ପାଇଁ ଏକ ସମସ୍ୟାର କାରଣ…
Read More...

ଶ୍ରାବଣ ଶନିବାରରେ କରନ୍ତୁ ଏହି ଉପାୟ, ମିଳିବ ଶୁଭଫଳ

ଶ୍ରାବଣ ମାସର ପ୍ରତ୍ୟେକ ଶନିବାରର ଖୁବ ବିଶେଷତ୍ୱ ରହିଛି। ଜାଣନ୍ତୁ ଶ୍ରାବଣର ଶନିବାରରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ.... ଶ୍ରାବଣର ପ୍ରତ୍ୟେକ ଶନିବାର ଦିନ ଶନିଦେବଙ୍କ ସହ ପ୍ରଭୁ ମହେଶ୍ୱରଙ୍କୁ ପୂଜା କରିବା…
Read More...

ସହର ମୁହାଁ ୪ଟି ଭାଲୁ , ନବରଙ୍ଗପୁରରେ ଲୋକେ ଆତଙ୍କିତ

ନବରଙ୍ଗପୁର : ଜଙ୍ଗଲ ନଷ୍ଟ ଓ ଖାଦ୍ୟ ଅଭାବରୁ ଏବେ ବନ୍ୟ ଜନ୍ତୁମାନେ ସହର ଓ ଜନବସତି ମୁହାଁ ହେଉଛନ୍ତି। ଏଭଳି ଏକ ଘଟଣା ନବରଙ୍ଗପୁର ସହରର ଚାଉଁରିଆଗୁଡ଼ା ଓ ଜାମାଲ କଲୋନୀରେ ଦେଖିବାକୁ ମିଳିଛି। କିଛି ଦିନ ହେଲା ୪ଟି…
Read More...

ଆହୁରି ୪୮ ଘଣ୍ଟା ବର୍ଷା ସମ୍ଭାବନା

ଭୁବନେଶ୍ୱର : ମନସୁନ ଟ୍ରପ ଲାଇନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଆହୁରି ୪୮ ଘଣ୍ଟା ବର୍ଷା ଲାଗି ରହିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଦକ୍ଷିଣ ଓ…
Read More...

ବର୍ଷା କାରଣରୁ ଧୋଇଗଲା ଅସ୍ଥାୟୀ ପୋଲ, ୬ଟି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ

ରାୟଗଡ଼ା : ଆନ୍ଧ୍ର-ଓଡ଼ିଶା ଉପକୂଳରେ ସୃଷ୍ଟୁ ଲଘୁଚାପ ଫଳରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଦକ୍ଷିଣ ଓଡ଼ିଶାରେ ଏହାର ମାତ୍ରା ଅଧିକ ରହିଥିବା ଜଣାପଡ଼ିଛି। ରାୟଗଡ଼ା ଜିଲାରେ ଗତ ୨ ଦିନ ହେବ ପ୍ରବଳ ବର୍ଷା ପ୍ରଭାବରେ…
Read More...

ବସ ଓଲଟି ୧୦ ଆହତ

ସମ୍ବଲପୁର : ସମ୍ବଲପୁର ମାନେଶ୍ୱର ଅନ୍ତର୍ଗତ ଭବାନୀପାଲିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ବସ ଓଲଟି ପଡ଼ି ୧୦ ଜଣ ଆହତ ହୋଇଛନ୍ତି। ଆହତ ୧୦ ଜଣଙ୍କ ମଧ୍ୟରୁ ୨ ଜଣ ଗୁରୁତର…
Read More...

ସ୍ୱାଦିଷ୍ଟ ପନିର ଇଟିଲି

ଆବଶ୍ୟକ ସାମଗ୍ରୀ ସୁଜି – ୨କପ ବେସନ - ୧କପ ଦହି – ୧କପ ଲୁଣ - ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ - ଅଳ୍ପ ପନିର - ଆବଶ୍ୟକ ପରିମାଣରେ ତେଲ - ଆବଶ୍ୟକ ପରିମାଣରେ କଟା କ୍ୟାପସିକମ – ୧ଟି କଟା ଗାଜର – ୧ଟି…
Read More...

ପିଆଜ ଫ୍ରାଏ ମାଛ

ଆବଶ୍ୟକ ସାମଗ୍ରୀ ମାଛ – ୫୦୦ ଗ୍ରାମ କଟା ପିଆଜ – ୨ଟି ତେଜପତ୍ର – ୨ଟି ଲବଙ୍ଗ , ଡ଼ାଲଚିନି, ଗୋଲମରିଚ – ୨ଟି ହଳଦୀ ଗୁଣ୍ଡ - ଅଳ୍ପ ଲଙ୍କା ଗୁଣ୍ଡ - ଅଳ୍ପ ଲୁଣ - ଆବଶ୍ୟକ ପରିମାଣରେ କଟା ଟମାଟୋ – ୧ଟି ଗରମ…
Read More...

ଭ୍ରମଣ ପାଇଁ ଯାଆନ୍ତୁ ମନମୁଗ୍ଧକର ସ୍ଥାନ ‘ମୁର୍ଗା ମହାଦେବ’

କେନ୍ଦୁଝର ଜିଲାରେ ଭ୍ରମଣ ପାଇଁ ବହୁ ସୁନ୍ଦର ସ୍ଥାନ ରହିଛି। ସେଭଳି କିଛି ସ୍ଥାନ ମଧ୍ୟରୁ ‘ମୁର୍ଗା ମହାଦେବ’ ବେଶ ପ୍ରସିଦ୍ଧ ସ୍ଥାନ।ଏହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ଆକର୍ଷିତ କରିଥାଏ। ଏଠାକୁ ଆସି…
Read More...

ଜାଣନ୍ତୁ କେଉଁ ଅଙ୍ଗରେ ମୋତି ଧାରଣ କଲେ କେଉଁ ସମସ୍ୟା ଦୂର ହୋଇଥାଏ

ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ହେଉ କିମ୍ବା ଜୀବନରେ ଥିବା ସମସ୍ୟା ଗୁଡ଼ିକୁ ଦୂର କରିବା ପାଇଁ ହେଉ ମହିଳାମାନେ ମୋତିରେ ନିର୍ମିତ ବିଭିନ୍ନ ଆଭୂଷଣକୁ ବ୍ୟବହାର କରିଥାଆନ୍ତି। ମାତ୍ର ଏହି ମୋତି ସହ ଜଡ଼ିତ କିଛି…
Read More...

କିଭଳି ଆରମ୍ଭ ହେଲା କାଉଡ଼ିଆ ଯାତ୍ରା, ଜାଣନ୍ତୁ ଏହାସହ ଜଡ଼ିତ କିଛି ପୌରାଣିକ କଥା

ଶ୍ରାବଣ ମାସକୁ ପ୍ରଭୁ ଶିବଙ୍କର ପ୍ରିୟ ମାସ ବୋଲି କୁହାଯାଏ। ଏହି ମାସରେ ସମସ୍ତ ଶିବାଳୟରେ ଭକ୍ତ ଓ କାଉଡ଼ିଆମାନଙ୍କ ବେଶ ଭିଡ଼ ଦେଖିବାକୁ ମିଳେ। ଏହି କାଉଡ଼ିଆ ଯାତ୍ରାର ଆରମ୍ଭ କିଭଳି ହେଲା ସେନେଇ କିଛି ପୌରାଣିକ କଥା…
Read More...

ଚା’ସହ ଜଡ଼ିତ ଆପଣଙ୍କ ବ୍ୟକ୍ତିତ୍ୱ , ଜାଣିଲେ ହେବେ ଲାଭବାନ

ନିତିଦିନ ଚା’ ପିଇବା ବହୁ ଲୋକଙ୍କ ଅଭ୍ୟାସ ଅଟେ। ଏହି କାରଣରୁ ଅଧିକାଂଶଙ୍କ ଘରେ ସକାଳ ଓ ସନ୍ଧ୍ୟାରେ ଚା’ ପ୍ରସ୍ତୁତ ହେବା ସହ ଅନେକଙ୍କ ଘରେ ସକାଳେ ଚା’ ପ୍ରସ୍ତୁତରୁ ହିଁ ଦିନଟି ଆରମ୍ଭ ହୋଇଥାଏ। ସକାଳୁ ଚା’ ପିଇବା…
Read More...

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣାନ୍ତୁ କିଛି ସହଜ ଟିପ୍ସ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ପୌଷ୍ଟିକ ଆହର ଖାଇଥାଉ। ମାତ୍ର ଏଥିପାଇଁ କେବଳ ପୁଷ୍ଟିଯୁକ୍ତ ଆହର ଖାଇବା ଆବଶ୍ୟକ ହୋଇନଥାଏ। ଠିକ ସମୟରେ ଖାଦ୍ୟ ଖାଇବା ସହ ଖାଦ୍ୟ ଠିକ ଭାବେ ହଜମ ହେବା ମଧ୍ୟ ଆବଶ୍ୟକ ଅଟେ। ଖାଦ୍ୟ ଖାଇବା…
Read More...

ଆହୁରି ୩ ଦିନ ଲାଗି ରହିବ ବର୍ଷା

ଭୁବନେଶ୍ୱର : ଆନ୍ଧ୍ର-ଓଡ଼ିଶା ଉପକୂଳରେ ସୃଷ୍ଟ ଅବପାତ ଲଘୁଚାପର ରୂପ ନେଇଛି। ଯାଦ୍ୱାରା ଗୁରୁବାର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। କାଲିଠାରୁ ମୌସୁମୀ ପୁଣି ସକ୍ରିୟ ହେବା ସହ ମନସୁନ ଟ୍ରପ ଲାଇନ…
Read More...

କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ ମାଧପୁର ଗ୍ରାମରେ କୂଅରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ମହିଳା ଜଣଙ୍କୁ କେହି ହତ୍ୟା କରି କୂଅରେ ପକାଇଦେଇଥିବା ସନ୍ଦେହ କରାଯାଉଛି।…
Read More...

ଢାବାରେ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା, ପୁଲିସକୁ ମାଡ଼ ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳର ବାଲିଆପାଳ ଥାନା ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟ ବସ୍ତା ରାସ୍ତାରେ ଥିବା ଏକ ଢାବାରୁ ଶୁକ୍ରବାର ଏକ ନାବାଳକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର…
Read More...

ଚଟପଟା ଅଣ୍ଡା ଚାର୍ଟ

ଆବଶ୍ୟକ ସାମଗ୍ରୀ ଅଣ୍ଡା – ୪ଟି କଟା ଟମାଟୋ – ୨ଟି ଲଙ୍କା ଗୁଣ୍ଡ - ଅଳ୍ପ ହଳଦୀ ଗୁଣ୍ଡ - ଅଳ୍ପ ଲୁଣ - ଆବଶ୍ୟକ ପରିମାଣରେ ତେଲ - ଆବଶ୍ୟକ ପରିମାଣରେ ବେସନ - ଅଳ୍ପ କଞ୍ଚା ଲଙ୍କା – ୨ଟି କଟା ପିଆଜ…
Read More...

ସୁସ୍ଥ ଶରୀର ପାଇଁ ହଳଦୀର ଆବଶ୍ୟକତା

ହଳଦୀ ଏକ ଏପରି ଦ୍ରବ୍ୟ ଯାହା ପ୍ରତ୍ୟେକଙ୍କ ଘରେ ମିଳିଥାଏ। ଏହାକୁ ରନ୍ଧନ କାର୍ଯ୍ୟ ଠାରୁ ଆରମ୍ଭ କରି ତ୍ୱଚା ପାଇଁ, କେତେକ ରୋଗ ଦୂର କରିବା ପାଇଁ ବ୍ୟବହାର କରାଯାଏ। ହଳଦୀ ଖାଇବା ଦ୍ୱାରା ଶରୀର ଓ ମସ୍ତିଷ୍କ ସୁସ୍ଥ…
Read More...

ଜାଣନ୍ତୁ ରାଶି ଅନୁଯାୟୀ କେଉଁ ବାରରେ କେଉଁ ଖାଦ୍ୟ ଖାଇ କାମର କରିବେ ଶୁଭାରମ୍ଭ

ନୂଆ କାର୍ଯ୍ୟର ଆରମ୍ଭ କେଉଁ ବାରରେ ଓ କିପରି ଭାବେ ଆରମ୍ଭ କରିବେ ସେଥିପ୍ରତି କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ। ଏପରି କରିବା ଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହୋଇନଥାଏ। ଏହା ସହ କାର୍ଯ୍ୟରେ ସଫଳତା ମିଳିଥାଏ।…
Read More...

ରାଶି ଅନୁଯାୟୀ କରନ୍ତୁ ଏହି ଉପାୟ ମିଳିବ ମା’ଲକ୍ଷ୍ମୀଙ୍କ ବିଶେଷ କୃପା

ଭଗବାନ ଶ୍ରୀବିଷ୍ଣୁଙ୍କ ପତ୍ନୀ ଦେବୀ ମହାଲକ୍ଷ୍ମୀ ଧନ, ସମ୍ପତ୍ତି , ବୈଭବ ତଥା ସୁଖର ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି। ପୌରାଣିକ ମତାନୁସାରେ ଦେବୀ ଲକ୍ଷ୍ମୀଙ୍କ ଜନ୍ମ ସମୁଦ୍ରମନ୍ଥନରୁ ହୋଇଛି। ସମୁଦ୍ର ଠାରୁ ଉତ୍ପନ ସମସ୍ତ…
Read More...

ସୁଆଦିଆ ତନ୍ଦୁରୀ ମ୍ୟାଗି 

ମ୍ୟାଗି – ୨ଟି  ଧନିଆ ଗୁଣ୍ଡ - ଅଳ୍ପ ଜିରା ଗୁଣ୍ଡ - ଅଳ୍ପ ହଳଦୀ ଗୁଣ୍ଡ - ଅଳ୍ପ ଲଙ୍କା ଗୁଣ୍ଡ - ଅଳ୍ପ କଟା ପିଆଜ – ୧ଟି  କଞ୍ଚା ଲଙ୍କା – ୨ଟି  ବିନସ - ଅଳ୍ପ  ମଟର ଛୁଇଁ - ଆବଶ୍ୟକ…
Read More...

ରାଜ୍ୟରେ ୨ ରୁ ୩ଦିନ ଯାଏଁ ବର୍ଷା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲାରେ ଗୁରୁବାର ଠାରୁ ମୌସୁମୀ ସକ୍ରିୟ ହେବାକୁ ଆରମ୍ଭ କରିଛି। ଓଡ଼ିଶା-ଆନ୍ଧ୍ର ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ବର୍ତ୍ତମାନ ଲଘୁଚାପର ରୂପ ନେଇଛି। ଫଳରେ ଆଜି ସକାଳ ସମୟରୁ ବର୍ଷା ଲାଗି…
Read More...

ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱର ଖଣ୍ଡଗିରି ହନୁମାନ ମନ୍ଦିର ନିକଟରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ କୌଣସି ପରିଚୟ ମିଳିପାରି ନାହିଁ। ଆଜି ସକାଳ ସମୟରେ ସ୍ଥାନୀୟ ଲୋକେ ଖଣ୍ଡଗିରି ଛକ…
Read More...

ଚାଷୀ ଆତ୍ମହତ୍ୟା ଅଭିଯୋଗ

ବରଗଡ଼ : ବରଗଡ଼ ଜିଲାରେ ପୁଣି ଏକ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସଦର ଥାନା ଅନ୍ତର୍ଗତ ପୋଢମୁଣ୍ଡା ଗ୍ରାମର ଯୁବ ଚାଷୀ ବୈଷ୍ଣବ ଭୁଏ (୨୮) ବୁଧବାର ବିଳମ୍ବିତ ରାତିରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା…
Read More...

ଡ଼ଙ୍ଗା ବୁଡ଼ି ଜଣେ ମତ୍ସ୍ୟଜୀବୀ ନିଖୋଜ

ବାଲେଶ୍ୱର : ବାଲେଶ୍ୱର କଷାଫଳ ମୁହାଣରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। କଷାଫଳ ମୁହାଣ ନିକଟରେ ଏକ ଭୁଟୁଭୁଟି ବୁଡ଼ି ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବା ବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ…
Read More...

ଚୋରକୁ ନିସ୍ତୁକ ମାଡ଼ ପରେ ପୁଲିସ ଜିମା ଦେଲେ ଗ୍ରାମବାସୀ

ନୟାଗଡ଼ : ନୟାଗଡ଼ ଜିଲା ଫତେଗଡ଼ ଥାନା ବାଇଗୁଣିଆ ଗାଁରେ ଗ୍ରାମବାସୀ ଦୁଇ ଚୋରଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ଏହାସହ ଅନ୍ୟ ଜଣେ ଚୋର ସୁଯୋଗ ପାଇ ଫେରାର ହୋଇଯାଇଛି। ଧରିଥିବା ଦୁଇ ଚୋରଙ୍କୁ ଧରି ଗ୍ରାମବାସୀ…
Read More...

ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା, ୨୪ରୁ ବୃଦ୍ଧି ପାଇବ ବର୍ଷା

ଭୁବନେଶ୍ୱର : ରାଜ୍ୟର କେତେକ ଜିଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ନେଇ ସୋମବାର ପାଣିପାଗ କେନ୍ଦ୍ର ପକ୍ଷରୁ ୫ଟା ୩୦ ଯାଏଁ ସତର୍କ ସୂଚନା ଜାରି କରାଯାଇଛି। ଜିଲା ଗୁଡ଼ିକ ହେଉଛି କେନ୍ଦୁଝର, ସୁନ୍ଦରଗଡ଼,…
Read More...

ଦୋକାନରୁ ଲୁଟ ଅଭିଯୋଗ

ବ୍ରହ୍ମପୁର : ବଡ଼ବଜାର ଥାନା ଅନ୍ତର୍ଗତ ଭାପୁର ବଜାରରେ ରବିବାର ବିଳମ୍ବିତ ଏକ ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। କିଛି ଦୁର୍ବୃତ୍ତ ଦୋକାନର ତାଲା ଭାଙ୍ଗି ଦୋକନ ଡ଼୍ରରେ ଥିବା ନଗଦ ୬୦ ହଜାର ଟଙ୍କା ସହ ବିଭିନ୍ନ…
Read More...

ଓଲଟିଲା କଣ୍ଟେନର, ୫ ଗାଈ ମୃତ

ଯାଜପୁର : ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥ ରଥିଆ ଗାଁ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇ ୫ଟି ଗୋରୁଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ…
Read More...

ଗିରଫ ହେଲେ କନିଷ୍ଠ ଯନ୍ତ୍ରୀ

କେନ୍ଦୁଝର / ପାଟଣା : କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ ବିଭୂତି ଭୂଷଣ ପ୍ରଧାନ  ସୋମବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସେ ଠିକାଦାରଙ୍କ ଠାରୁ ପି.ସି ବାବଦରେ ୭୫୦୦…
Read More...

ଆଉ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ଭବାନୀପାଟଣା / ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବାବୁପଦର ଗାଁରେ ରବିବାର ବିଳମ୍ବିତ ରାତିରେ ମାଓବାଦୀ ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ଭୀମ ଦୋରା। ସେ…
Read More...

ଶ୍ରାବଣର ପ୍ରଥମ ସୋମବାର , ଶିବାଳୟରେ ଭକ୍ତ ଓ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ୱର : ଚଳିତ ବର୍ଷ ଶ୍ରାବଣ ମାସର ଆଜି ହେଉଛି ପ୍ରଥମ ସୋମବାର। ପ୍ରଭୁ ମହାଦେବଙ୍କର ଏହା ପ୍ରିୟ ମାସ। ଶ୍ରାବଣ ମାସର ସୋମବାରରେ ଶିବଙ୍କୁ ପୂଜାର୍ଚ୍ଚନା କଲେ ଖୁବ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ…
Read More...

ପୋଲ ତଳୁ ମୃତ ଶିଶୁ କନ୍ୟା ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ଜିଲା ଖଲ୍ଲିକୋଟ- କୋଦଳା ରାସ୍ତାର ଭରସାମଥୁରା ଗାଁ ନିକଟ ପୋଲ ତଳୁ ସୋମବାର ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି। ସକାଳ ସମୟରେ ସ୍ଥାନୀୟ ଲୋକେ ପୋଲକୁ ଗାଧୋଇବାକୁ ଯାଇଥିବା ସମୟରେ ଶିଶୁ…
Read More...

ସଡ଼କ ଦୁର୍ଘଟଣାରେ କନେଷ୍ଟବଳ ଗୁରୁତର

ଭଦ୍ରକ : ଭଦ୍ରକ ବାସୁଦେବପୁର ରାସ୍ତାର ସାବରଙ୍ଗ ଫାଣ୍ଡି ଅଞ୍ଚଳରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ପାଟ୍ରୋଲିଂ କରୁଥିବା ସମୟରେ ଜଣେ ପୁଲିସ କନେଷ୍ଟବଳଙ୍କ ଉପରେ ଚୋରା କୋଇଲା ନେଇ ଯାଉଥିବା ଏକ ଟ୍ରକ ଚଢି ଯିବାରୁ…
Read More...

କଷା ଚିଙ୍ଗୁଡ଼ି

ଆବଶ୍ୟକ ସାମଗ୍ରୀଚିଙ୍ଗୁଡ଼ି – ୪୦୦ ଗ୍ରାମତେଲ - ଆବଶ୍ୟକ ପରିମାଣରେ ଲୁଣ - ଆବଶ୍ୟକ ପରିମାଣରେହଳଦୀ ଗୁଣ୍ଡ - ଅଳ୍ପଲଙ୍କା ଗୁଣ୍ଡ - ଅଳ୍ପଅଦା ରସୁଣ ବଟା – ୪ ଚାମଚକଟା ପିଆଜ – ୨ଟା ପେଷା ଟମାଟୋ – ୧ଟାଗୋଟା ଜିରା -…
Read More...

ବସ ଧକ୍କାରେ ୪ ଗୁରୁତର

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା ଉଦଳାର ରଙ୍ଗମାଟିଆ ଛକରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଅଟୋକୁ ଏକ ବସ ଧକ୍କା ଦେବାରୁ ଅଟୋ ଚାଳକ ସହ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦଳା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।…
Read More...

ଧାରଣାରେ ଡ଼ାକ୍ତର, ରୋଗୀ ସେବା ବନ୍ଦ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା ଉଦଳା ମେଡ଼ିକାଲରେ ଡ଼ାକ୍ତରଙ୍କୁ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରି ରବିବାର ମେଡ଼ିକାଲ ସମ୍ମୁଖରେ ଡ଼ାକ୍ତର ଓ ସୁରକ୍ଷାକର୍ମୀମାନେ ଧାରଣା ଦେଇଛନ୍ତି। ଫଳରେ ରୋଗୀ ସେବା ବନ୍ଦ ରହିଛି। ସୂଚନା…
Read More...

ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣା ଗ୍ରସ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣା ଗ୍ରସ୍ତ ହୋଇଛି। କଣ୍ଟେନରଟି ଏକ ଅଜଣା ଗାଡ଼ିକୁ ଧକ୍କା ଦେଇଛି। ଦୁର୍ଘଟଣା ଘଟିବା ପରେ…
Read More...

ଏହି ଉପାୟରେ ପରୀକ୍ଷା କରନ୍ତୁ ଚିନିର ଶୁଦ୍ଧତା

ଚିନି ଏକ ଏପରି ଖାଦ୍ୟଦ୍ରବ୍ୟ ଯାହା ପ୍ରତ୍ୟେକଙ୍କ ଘରେ ନିତ୍ୟ ବ୍ୟବହାର କରାଯାଏ। ଚା’ ଠାରୁ ଆରମ୍ଭ କରି ବିଭିନ୍ନ ମିଠା ଜାତୀୟ ପଦାର୍ଥ ପ୍ରସ୍ତୁତ କରିବାରେ ଚିନି ବ୍ୟବହାର କରାଯାଏ। ବର୍ତ୍ତମାନ ସମୟରେ ପ୍ରତ୍ୟେକ…
Read More...

ଗୃହର ପରିସରରେ ଥିବା ବଗିଚା ପାଇଁ କିଛି ବାସ୍ତୁ ଟିପ୍ସ

ବାସ୍ତୁ ଶାସ୍ତ୍ରରେ ଗୃହର ପରିସରରେ ଥିବା ବଗିଚାରେ ଗଛ ଲଗାଇବାର କେତେକ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି। ବାସ୍ତୁ ଅନୁଯାୟୀ, ଯଦି ବୃକ୍ଷଲତା ସଠିକ ଭାବେ ନ ଲଗାଯାଏ ତେବେ ଘରର ମୁରବିଙ୍କ ସମେତ ଅନ୍ୟ ସଦସ୍ୟଙ୍କ…
Read More...

ଶ୍ରାବଣର ଶନିବାରରେ କରନ୍ତୁ ଏହି ଉପାୟ ମିଳିବ ଶୁଭଫଳ

ଶ୍ରାବଣ ମାସର ଶନିବାର ଦିନ ଶନିଦେଙ୍କୁ ପୂଜାର୍ଚ୍ଚନା କରିବା ସହ ପ୍ରଭୁ ହନୁମାନଙ୍କ ପୂଜା କଲେ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବା ସହ ବହୁ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ କେତେକ ସହଜ ଉପାୟ ବିଷୟରେ.... ଶନିବାର…
Read More...

ନଡ଼ିଆ ଚାଉଳ ଦୋସା 

ଆବଶ୍ୟକ ସାମଗ୍ରୀ  ବତୁରା ଅରୁଆ ଚାଉଳ – ୨କପ ନଡ଼ିଆ କୋରା – ୧କପ ଲୁଣ – ସାମାନ୍ୟ ତେଲ – ସାମାନ୍ୟ ନନ୍‍ଷ୍ଟିକ ତାୱା  ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ବତୁରା ହୋଇଥିବା ଅରୁଆ ଚାଉଳ, ନଡ଼ିଆ କୋରା ,…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ରାଉରକେଲା : ଶନିବାର ସକାଳ ସମୟରେ ବ୍ରାହ୍ମଣୀ ସେତୁ ଉପରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ ସେତୁ ଉପରେ ଜଣେ ଯୁବତୀଙ୍କୁ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ଯୁବତୀ ଜଣଙ୍କ ହେଉଛନ୍ତି ଗର୍ଜନ ଅଞ୍ଚଳର ମହିମା…
Read More...

ସ୍କୁଲରେ ବିସ୍ଫୋରଣ , ୨ ଛାତ୍ର ଗୁରୁତର

ଆସିକା : ଗଞ୍ଜାମ ଜିଲା ଆସିକାର ମାଗୁରା ଗାଁସ୍କୁଲରେ ଏକ ଶନିବାର ଏକ ଅଭାନୀୟ ଘଟଣା ଘଟିଛି। ମଧ୍ୟାନ ଭୋଜନ ବେଳେ ଗାଁ ସ୍କୁଲ ଭିତରେ ବିସ୍ଫୋରଣ ହୋଇ ୨ ଛାତ୍ର ଗୁରୁତର ହୋଇଥିବା ଜଣାପଡ଼ିଛି। ୨ ଗୁରୁତର ଛାତ୍ରଙ୍କୁ ଆସିକା…
Read More...

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଶନିବାର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ରାଜ୍ୟର କିଛି ଜିଲାରେ ଝଡତୋଫାନ ସହ ବଜ୍ରପାତ ମଧ୍ୟ ହୋଇପାରେ। ଏହି ଜିଲା ଗୁଡ଼ିକ…
Read More...

ପାଟକୁରାରେ ନିର୍ବାଚନ; ସକାଳ ୯ଟା ସୁଦ୍ଧା ୧୨% ମତଦାନ

ପାଟକୁରା : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ଆରମ୍ଭ ହୋଇଛି। ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ମୋଟ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ୨ ଲକ୍ଷ ୪୪ ହଜାର ୭୪୭ ଭୋଟର ନିର୍ଦ୍ଧାରଣ କରୁଛନ୍ତି। ପ୍ରଥମେ…
Read More...

ସୁନ୍ଦର ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଆମ୍ବ ଫେସ ପ୍ୟାକ୍‍

କର୍ମବ୍ୟସ୍ତତା କାରଣରୁ ନିଜ ତ୍ୱଚାର ଯତ୍ନ ନେବା ପାଇଁ କଷ୍ଟସାଧ୍ୟ ହୋଇପଡ଼େ। ମାତ୍ର ସର୍ବଦା ସୁନ୍ଦର ଓ କୋମଳ ତ୍ୱଚା ପାଇଁ ଆମର ଇଚ୍ଛା ଥାଏ। ଏହି କାରଣରୁ ବିଭିନ୍ନ ପ୍ରକାରର କ୍ରିମ, ଫେସ ପ୍ୟାକ ଆଦିର ସଭିଏଁ ବ୍ୟବହାର…
Read More...

ଭୂମିରେ ସିଧାସଳଖ ରଖନ୍ତୁ ନାହିଁ ଏହିସବୁ ଜିନିଷ

ପୂଜାର୍ଚ୍ଚନାରେ ବ୍ୟବହାର ହେଉଥିବା ପ୍ରତ୍ୟେକ ସାମଗ୍ରୀ ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ ଅଟେ। ଶାସ୍ତ୍ର ଅନୁଯାୟୀ ଏହି ବ୍ୟବହୃତ ସାମଗ୍ରୀକୁ ସିଧାସଳଖ ଭୂମି ଉପରେ ରଖିବା ଉଚିତ ନୁହେଁ। ଅର୍ଥାତ ବିନା ଆସନରେ ଏହାକୁ ଭୂମିରେ…
Read More...

ଏପରି ପରୀକ୍ଷା କରନ୍ତୁ ମହୁର ଶୁଦ୍ଧତା

ମହୁ ଏକ ଏପରି ଦ୍ରବ୍ୟ ଯାହା ପ୍ରତ୍ୟେକ ଘରେ ଦେଖିବାକୁ ମିଳିଥାଏ। ଏହାକୁ ଖାଦ୍ୟରେ ବ୍ୟବହାର କରିବା ଠାରୁ ଆରମ୍ଭ କରି ତ୍ୱଚାରେ ଲଗାଇବା, ଥଣ୍ଡା ସମୟରେ ତୁଳସୀ ପତ୍ର ସହ ମିଶାଇ ଖାଇବା ଭଳି ବହୁ କାର୍ଯ୍ୟରେ ବ୍ୟବହାର…
Read More...

ରାଶି ଅନୁଯାୟୀ ଶ୍ରାବଣ ମାସରେ ଏପରି କରନ୍ତୁ ପ୍ରଭୁ ମହେଶ୍ୱରଙ୍କୁ ପୂଜା

ପ୍ରଭୁ ଶିବଙ୍କର ପ୍ରିୟ ମାସ ଶ୍ରାବଣ ମାସ ଆରମ୍ଭ ହୋଇସାରିଲାଣି। ଏହି ମାସରେ ପ୍ରଭୁଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ। ଭୋଳାଶଙ୍କରଙ୍କୁ ଜଳ, ବେଲ ପତ୍ର, ଦୁଦୁରା ଫୁଲ ଖୁବ ପ୍ରିୟ। ମାତ୍ର ଆପଣ ନିଜ ରାଶି…
Read More...

ସୁଆଦିଆ ମଟନ କଷା

ଆବଶ୍ୟକ ସାମଗ୍ରୀ ମଟନ - ୫୦୦ ଗ୍ରାମ ଗୋଟା ମସଲା ଗୁଜୁରାତି – ୩ଟି ଡ଼ାଲଚିନି – ୨ଟି ଲବଙ୍ଗ – ୩ଟି ତେଜପତ୍ର – ୨ଟି ଜାଇତ୍ରି – ୧ଟି ହଳଦୀ ଗୁଣ୍ଡ – ୧ ଚାମଚ ଲଙ୍କା ଗୁଣ୍ଡ – ୧ ଚାମଚ ଲୁଣ - ଆବଶ୍ୟକ…
Read More...

ପରମ୍ପରାକୁ ବିପରୀତ କରି ପିତାଙ୍କୁ ମୁଖାଗ୍ନି ଦେଲେ ଝିଅ

ଭୁବନେଶ୍ୱର : ପିତାମାତାଙ୍କ ଶେଷ ସମୟରେ ମୃତ୍ୟୁ ପରେ ତାଙ୍କୁ ମୁଖାଗ୍ନି ସହ ପ୍ରତିବର୍ଷ ପିଣ୍ଡଦାନ କରିବା, ଏହି କାରଣରୁ ବର୍ତ୍ତମାନ ସମୟରେ ମଧ୍ୟ ପୁଅକୁ ହିଁ ଗୁରୁତ୍ୱ ଦିଆଯାଏ। ମାତ୍ର ଏହି ଭାବନା ଓ ପରମ୍ପରା ବହୁ…
Read More...

ପୁଣି ଜନନୀ ଯନ୍ତ୍ରଣା, ଭାରରେ ଦେଢ କିମି ବୁହା ହେଲେ ଜନନୀ

ମାଲକାନଗିରି : ରାଜ୍ୟରେ ବାରମ୍ବାର ଜନନୀ ଯନ୍ତ୍ରଣା ଦେଖାଯାଉଛି। ମାଲକାନଗିରି ଜିଲା ମାଥିଲି ବ୍ଲକ ଧୁଙ୍ଗିଆପୁଟ ଗ୍ରାମରେ ଜଣେ ମହିଳା ଜନନୀ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ମେଡ଼ିକାଲ ନେବା ପାଇଁ…
Read More...

ଚାଷୀ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ବରକାନୀ ଗାଁରେ ଶୁକ୍ରବାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫସଲ ନଷ୍ଟ ହେବାରୁ ସେ ଜୀବନ ହାରିଥିବା ପରିବାର ଲୋକେ କହିଛନ୍ତି। ସୂଚନା ଅନୁଯାୟୀ, ଚାଷୀ ଜଣକ ୪ ଏକର…
Read More...

ଭିଜିଲାନ୍ସ ଜାଲରେ ଡ଼ିଏଫଓ

ବ୍ରହ୍ମପୁର : ଗଞ୍ଜାମ ଜିଲା ବ୍ରହ୍ମପୁର ଡ଼ିଏଫଓ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଣାପଡ଼ିଛି। ଡ଼ିଏଫଓ ଆଶିଷ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଡ଼ିଏଫଓଙ୍କ ବ୍ରହ୍ମପୁର ବାସଭବନ, କାର୍ଯ୍ୟାଳୟ, ଦିଗପହଣ୍ଡି…
Read More...

ପନୀର ପାଳଙ୍ଗ ସାଲାଡ଼

ଆବଶ୍ୟକ ସାମଗ୍ରୀ ସିଝା ପାଳଙ୍ଗଶାଗ - ଆବଶ୍ୟକ ପରିମାଣରେ ପନୀର - ଆବଶ୍ୟକ ପରିମାଣରେ ଚିଲି ସସ – ୧ ଚାମଚ ସୋୟା ସସ – ୧ ଚାମଚ ଲେମ୍ବୁ ରସ – ୧ ଚାମଚ ଟମାଟୋ ସସ – ୧ ଚାମଚ କଟା କଞ୍ଚା ଲଙ୍କା – ୨ଟି କଟା…
Read More...

ଶ୍ରାବଣ ମାସରେ ପ୍ରଭୁ ମହେଶ୍ୱରଙ୍କ ପୂଜାରେ ଏହି ଦ୍ରବ୍ୟର ବ୍ୟବହାର କରନ୍ତୁ ନାହିଁ

ପ୍ରଭୁ ଭୋଳାଶଙ୍କରଙ୍କର ପ୍ରିୟ ମାସ ଶ୍ରାବଣ ମାସ ଆରମ୍ଭ ହୋଇସାରିଲାଣି। ଏହି ମାସରେ ମହେଶ୍ୱରଙ୍କୁ ପୂଜା କଲେ ବହୁ କୃପା ଓ ପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ମାତ୍ର ଜାଣନ୍ତୁ ଶ୍ରାବଣ ମାସରେ ପ୍ରଭୁ ଶଙ୍କରଙ୍କୁ…
Read More...

ଭ୍ରମଣ ପାଇଁ ଯାଆନ୍ତୁ ଭାରତର ଶେଷ ଗାଁ ମାଣା, ଏଠାରେ ଅନୁଭବ କରିବେ ପ୍ରକୃତିର ବିସ୍ମୟ ସୁନ୍ଦର ରୂପ

ଭାରତ ଦେଶରେ ବହୁ ଗାଁ ରହିଛି। ନିଜର ସଂସ୍କୃତି ଓ ପରମ୍ପରା ପାଇଁ କେତେକ ଗାଁ ଖୁବ ପ୍ରସିଦ୍ଧ ମଧ୍ୟ। ଯେଉଁ କାରଣରୁ ସେହି ଗାଁ ମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଥାଏ। ପ୍ରକୃତିର ସୁନ୍ଦର ରୂପକୁ ଅନୁଭବ କରିବାକୁ ହେଉ…
Read More...

ହାତ ଓ ପାଦର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଟିପ୍ସ

ସଭିଏଁ ନିଜ ତ୍ୱଚାକୁ ଗୋରା ରଙ୍ଗ କରିବା ପାଇଁ ବିଶେଷ ଧ୍ୟାନ ଦେଇଥାଆନ୍ତି। ଏଥିପାଇଁ ବିଭିନ୍ନ ପ୍ରକାରର କ୍ରିମ ଓ ଅନ୍ୟ କସମେଟିକ ଦ୍ରବ୍ୟ ମଧ୍ୟ ବ୍ୟବହାର କରାଯାଏ। ବହୁ ସମୟରେ ଏପରି ଦେଖାଯାଏ ଯେ, ଆମେ ତ୍ୱଚା ପ୍ରତି…
Read More...

ନଡ଼ିଆ ତେଲର ଶୁଦ୍ଧତା ଜାଣିବାର ସହଜ ଉପାୟ

ନଡ଼ିଆ ତେଲ ଏପରି ଏକ ଦ୍ରବ୍ୟ ଯାହାକୁ ପ୍ରତ୍ୟେକଙ୍କ ଘରେ ନିୟମିତ ଭାବେ ବ୍ୟବହାର କରାଯାଏ। ଏହାକୁ ବହୁ ସ୍ଥାନରେ ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଏ। ମାତ୍ର ନଡ଼ିଆ ତେଲରେ ବର୍ତ୍ତମାନ ବିଭିନ୍ନ ପ୍ରକାରର…
Read More...

ପନୀର ପାମ୍ପଡ଼ ପଟିଆଲା

ଆବଶ୍ୟକ ସାମଗ୍ରୀ ପନୀର - ଆବଶ୍ୟକ ପରିମାଣରେ ତେଲ - ଆବଶ୍ୟକ ପରିମାଣରେ ଜିରା - ଅଳ୍ପ ଅଦା କଞ୍ଚାଲଙ୍କା ବଟା – ୧ ଚାମଚ କଟା ଗାଜର - ଅଳ୍ପ କଟା କ୍ୟାପସିକମ - ଅଳ୍ପ ବନ୍ଧା କୋବି – ୧କପ ଗ୍ରୀନ ମଟର - ଅଳ୍ପ…
Read More...

ଜଳିଗଲା ଦିଆସିଲି ବୋଝେଇ ଟ୍ରକ

ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ୧୬ ନମ୍ବର ଜାତୀୟ ରାଜପଥ ଛତାବର ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଦିଆସିଲି ବୋଝେଇ ଟ୍ରକରେ ନିଆଁ ଲାଗି ଯାଇଥିଲା। ଟ୍ରକର ଚାଳକ ଏବଂ ହେଲପର ସୁରକ୍ଷିତ ଅଛନ୍ତି ବୋଲି…
Read More...

ହାତୀ ଆକ୍ରମଣରେ ନାବାଳକ ଗୁରୁତର

କେନ୍ଦୁଝର : କେନ୍ଦୁଝର ସଦର ରେଞ୍ଜ କୁସୁମିତାର ପସିରାସାହିରେ ଗୁରୁବାର ହାତୀ ଉପଦ୍ରବ କରିବା ସହ ଦନ୍ତାହାତୀ ଆକ୍ରମଣରେ ଜଣେ ନାବାଳକ ଗୁରୁତର ହୋଇଛି। ଗୁରୁତର ନାବାଳକକୁ କଟକ ସ୍ଥାନାନ୍ତର କରାଯାଇଛି। ଏହାସହ ହାତୀ ଧାନ…
Read More...

ଘର ସମ୍ମୁଖରେ ବୀଭତ୍ସ ହତ୍ୟା ଅଭିଯୋଗ

ମୟୂରଭଞ୍ଜ : ମୟୂରଭଞ୍ଜର କରଞ୍ଜିଆ ମହୁଲଡ଼ିହା ଥାନା ଅନ୍ତର୍ଗତ ନର୍ଦା ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନର୍ଦା ଗାଁରେ ଘର ସମ୍ମୁଖରେ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାସହ…
Read More...

ଶ୍ରାବଣ ମାସରେ ଏହି କାରଣରୁ ମହିଳା ପିନ୍ଧିଥାଆନ୍ତି ସବୁଜ ରଙ୍ଗର ଚୁଡ଼ି, ଜାଣନ୍ତୁ ଭାଗ୍ୟ ସହ ଏହାର କ’ଣ ରହିଛି ସମ୍ବନ୍ଧ

ଶ୍ରାବଣ ମାସରେ ବିଶେଷ କରି ପ୍ରଭୁ ମହେଶ୍ୱରଙ୍କୁ ଆରାଧନା କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଶିବ ଭକ୍ତ ମାନଙ୍କ ପାଇଁ ଏହି ମାସର ବହୁତ ମହତ୍ତ୍ୱ ରହିଛି। ଏହି ପବିତ୍ର ମାସରେ ଚତୁଃପାଶ୍ୱର୍ ଶସ୍ୟଶ୍ୟାମଳା…
Read More...

ଗୃହରେ ରଖନ୍ତୁ ଏହି ଦ୍ରବ୍ୟ ସୁଖ, ଶାନ୍ତି, ସମୃଦ୍ଧିରେ ପୂରି ଉଠିବ ଘର

ହିନ୍ଦୁ ଧର୍ମରେ କିଛି ଏପରି ମାନ୍ୟତା ରହିଛି, ଯାହାକୁ ବହୁ ପୂର୍ବରୁ ଲୋକେ ପାଳନ କରି ଆସିଛନ୍ତି। ଲୋକଙ୍କ ବିଶ୍ୱାସଅନୁଯାୟୀ, ସେହି ନିୟମ ଗୁଡ଼ିକୁ ମାନିବା ଦ୍ୱାରା ଗୃହରେ ସୁଖ, ଶାନ୍ତି, ସମୃଦ୍ଧି ଓ ସମସ୍ତ ଉନ୍ନତି…
Read More...

ମୁମ୍ବଇ କୋଠା ଭୁଶୁଡ଼ିବା ଘଟଣା, ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ମୁମ୍ବଇ : ଅତ୍ୟଧିକ ବର୍ଷା କାରଣରୁ ମୁମ୍ବଇର ଡ଼ୋଙ୍ଗରୀ ଠାରେ ମଙ୍ଗଳବାର ଚାରି ମହଲା ବିଶିଷ୍ଟ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟାକୁ ୧୪କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। କୋଠା ତଳେ ଏବେ ମଧ୍ୟ ୪୦ ରୁ ୫୦ ଜଣ ଚାପି…
Read More...

ତ୍ୱଚା ପାଇଁ ଗ୍ରୀନ ଟିର ବ୍ୟବହାର

ଓଜନକୁ ନିୟନ୍ତ୍ରଣ ରଖିବାକୁ ହେଉ ଅଥବା ସୁସ୍ଥ ରହିବାକୁ ହେଉ ବର୍ତ୍ତମାନର ଯୁବପିଢୀଙ୍କ ନିକଟରେ ଗ୍ରୀନ ଟିର ଚାହିଦା ଖୁବ ଅଧିକ। ତେଣୁ ସକାଳୁ ଉଠିବା ପରେ ଚା’ କଫି ପିଇବା ପରିବର୍ତ୍ତେ ଗ୍ରୀନ ଟି ପିଇବାକୁ ଅଧିକ ପସନ୍ଦ…
Read More...

ଘିଅର ଶୁଦ୍ଧତା ପରୀକ୍ଷା କରିବାର ସହଜ ଉପାୟ

ଖାଦ୍ୟ ପଦାର୍ଥରେ ବିଭିନ୍ନ ପ୍ରକାରର ଦ୍ରବ୍ୟ ମିଶିବା ଦ୍ୱାରା ଏହାର ଶୁଦ୍ଧତା ନଷ୍ଟ ହୋଇଥାଏ। ଫଳରେ ସେହି ଖାଦ୍ୟଦ୍ରବ୍ୟକୁ ଆମେ ଖାଇବା ଦ୍ୱାରା ବହୁ ରୋଗ ଓ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ…
Read More...

ଚଟପଟା ଆଚାରୀ ଚିଙ୍ଗୁଡ଼ି

ଆବଶ୍ୟକ ସାମଗ୍ରୀ ଚିଙ୍ଗୁଡ଼ି – ୫୦୦ ଗ୍ରାମ କଟା ପିଆଜ – ୧ଟି ଅଦାରସୁଣ ବଟା – ୪ ଚାମଚ ଟମାଟୋ – ୧ଟି କାଜୁ ବଟା - ଅଳ୍ପ ତେଲ - ଆବଶ୍ୟକ ପରିମାଣରେ ଳବଙ୍ଗ – ୨ଟି ଗୁଜୁରାତି – ୨ଟି ଡ଼ାଲଚିନି – ୨ଟି ହଳଦୀ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ

କୋଲକତା : କୋଲକତା ହାୱଡ଼ା ଶଙ୍କରାଇଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି। ଏହାସହ ଅନ୍ୟ ୩ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ହାୱଡ଼ାର…
Read More...

୧୦ ଫୁଟିଆ ଅଜଗର ଉଦ୍ଧାର

ବାଲେଶ୍ୱର / ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କାଣ୍ଡଗରଡ଼ି ଗ୍ରାମର ଜଣଙ୍କ ଘରୁ ମଙ୍ଗଳବାର ଏକ ୧୦ ଫୁଟିଆ ଅଜଗର ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, କାଣ୍ଡଗରଡ଼ି ଗ୍ରାମର ଜୟନ୍ତ ଦାସଙ୍କ ଘରେ ଏକ…
Read More...

ପୁଲିସ ଏନକାଉଣ୍ଟରରେ ଗଞ୍ଜେଇ ମାଫିଆ ଆହତ

ଜୟପୁର : କୋରାପୁଟ ଜିଲାର ଜୟପୁର ପୁଲିସ ବୁଧବାର ଭୋର ସମୟରେ କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଏନକାଉଣ୍ଟର କରିଥିବା ଜଣାପଡ଼ିଛି। ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ହାତୀଶାଳୀ ଛକ ଏବଂ ଜୟପୁର ଟାଉନ ମଝି ରାସ୍ତାରେ…
Read More...

ପୁଲିସକୁ ଚକ୍‍ମା ଦେଇ ଖସି ପଳାଇବା ବେଳେ ପକେଟରେ ଫୁଟିଲା ବୋମା, ଲୁଟେରା ମୃତ

ଗଞ୍ଜାମ : ଗଞ୍ଜାମ ଜିଲା ଭଞ୍ଜନଗରରେ ସୋମବାର ବୋମା ଫୁଟି ଜଣେ ଲୁଟେରାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କିଛି ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ କରି ମୋଟସାଇକେଲରେ…
Read More...

ପୁଅର ଟାଙ୍ଗିଆ ଚୋଟରେ ମା’ ମୃତ

କଟକ : କଟକ ଜିଲା ଚୌଦ୍ୱାର ଗୋପୀନାଥପଡ଼ାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପୁଅ ତା’ ମା’କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି…
Read More...

ଫାଶୀ ଲଗାଇ ଆତ୍ମହତ୍ୟା ଅଭିଯୋଗ

ବାହାନଗା : ବାଲେଶ୍ୱର ଜିଲା ବାହାନଗା ବ୍ଲକ ସୋରୋ ଥାନା ଅନ୍ତର୍ଗତ ଅଞ୍ଜି ପଞ୍ଚାୟତର ପାଳ ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ପାଳ ସାହିର ସତ୍ୟବାନ ପାଳ (୫୨) ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।…
Read More...

ଷଣ୍ଢ ପଡ଼ି ଭାଙ୍ଗିଲା ଆଜବେଷ୍ଟ; ଶିଶୁ ମୃତ

ଭଦ୍ରକ / ଚାନ୍ଦବାଲି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ହଳଦିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଷଣ୍ଢ ଘରର ଆଜବେଷ୍ଟ ଉପରେ ପଡ଼ି ଆଜବେଷ୍ଟ ସହ ଭାଙ୍ଗି ତଳେ ପଡ଼ିବାରୁ ଏକ ୨ବର୍ଷ…
Read More...

ଗୋରୁ ବୋଝେଇ ଟ୍ରକ ଓଲଟି ୨୫ ଗୋରୁ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲାର ଜଳେଶ୍ୱର ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥରେ ସୋମବାର ଏକ ଗୋରୁ ବୋଝେଇ ଟ୍ରକ ଓଲଟି ୨୫ ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଟ୍ରକର ଚାଳକ ଓ ହେଲପର ଫେରାର…
Read More...

ନବଜାତ ଶିଶୁପୁତ୍ର ଉଦ୍ଧାର

ବୌଦ୍ଧ : ବୌଦ୍ଧ ଜିଲା ପୁରୁଣାକଟକ ଥାନା ଦିଗିସରାରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦିଗିସିରା ରାସ୍ତାକଡ଼ରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ,…
Read More...

ସୁଆଦିଆ ଚଣାମସଲା

ଆବଶ୍ୟକ ସାମଗ୍ରୀ ଚଣା – ୨କପ ଜିରା - ଅଳ୍ପ କଟା କଞ୍ଚାଲଙ୍କା – ୩ଟି କଟା ପିଆଜ – ୨ଟି କଟା ରସୁଣ – ୪ଟି କୋରା ଅଦା - ଅଳ୍ପ କଟା ଟମାଟୋ – ୧ଟି ହଳଦୀ ଗୁଣ୍ଡ - ଅଳ୍ପ ଲଙ୍କା ଗୁଣ୍ଡ - ଅଳ୍ପ ଜିରା ଗୁଣ୍ଡ -…
Read More...

ପାଣିରେ ବୁଡ଼ି ୨ ନାବାଳିକା ମୃତ

ଆନନ୍ଦପୁର : କେନ୍ଦୁଝର ଜିଲା ଆନନ୍ଦପୁର ସୋସ ଥାନା ଅନ୍ତର୍ଗତ ମଧୁବନ ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ହୋଇଛି। ବୁଡ଼ିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇ ବଞ୍ଚିଯିବା ଆଶାରେ…
Read More...