www.samajalive.in
Sunday, December 7, 2025
26.1 C
Bhubaneswar

ରାଶି ଅନୁଯାୟୀ ଶ୍ରାବଣ ମାସରେ ଏପରି କରନ୍ତୁ ପ୍ରଭୁ ମହେଶ୍ୱରଙ୍କୁ ପୂଜା

ପ୍ରଭୁ ଶିବଙ୍କର ପ୍ରିୟ ମାସ ଶ୍ରାବଣ ମାସ ଆରମ୍ଭ ହୋଇସାରିଲାଣି। ଏହି ମାସରେ ପ୍ରଭୁଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ। ଭୋଳାଶଙ୍କରଙ୍କୁ ଜଳ, ବେଲ ପତ୍ର, ଦୁଦୁରା ଫୁଲ ଖୁବ ପ୍ରିୟ। ମାତ୍ର ଆପଣ ନିଜ ରାଶି ଅନୁଯାୟୀ ମଧ୍ୟ ଏହି ମାସରେ ପ୍ରଭୁଙ୍କୁ ପୂଜା କରି ପାରିବେ। ଜାଣନ୍ତୁ ଏହା ବିଷୟରେ….
ମେଷ ରାଶି – ଏହି ରାଶିର ବ୍ୟକ୍ତିମାନେ ଦହିରେ ପ୍ରଭୁ ମହେଶ୍ୱରଙ୍କୁ ଅଭିଷେକ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ବୃଷ ରାଶି – ଏହି ରାଶିର ବ୍ୟକ୍ତିମାନେ ଜଳ ଓ କଞ୍ଚା କ୍ଷୀରରେ ପ୍ରଭୁଙ୍କୁ ଅଭିଷେକ କରାନ୍ତୁ। ଗାଈଙ୍କୁ ଘାସ କିମ୍ବା ରୁଟି ଖାଇବାକୁ ଦିଅନ୍ତୁ।
ମିଥୁନ ରାଶି – ଏହି ରାଶିର ବ୍ୟକ୍ତିମାନେ ଶିବ-ପାର୍ବତୀଙ୍କୁ କନିଅର ଫୁଲ ଅର୍ପଣ କରିବା ସହ ପିସ୍ତା ଓ ମହୁ ଭୋଗ କରନ୍ତୁ। ୬ଟିକିଆ ବେଲ ପତ୍ର ମଧ୍ୟ ଅର୍ପଣ କରନ୍ତୁ।
କର୍କଟ ରାଶି – ଏହି ରାଶିର ବ୍ୟକ୍ତିମାନେ ପ୍ରଭୁଙ୍କୁ କଞ୍ଚା କ୍ଷୀର, ଧଳା ଫୁଲ, ଦହି ଆଦି ଅର୍ପଣ କରନ୍ତୁ। ଖୁଆରେ ପ୍ରସ୍ତୁତ ମିଠା ଭୋଗ କରନ୍ତୁ।
ସିଂହ ରାଶି – ଏହି ରାଶିର ବ୍ୟକ୍ତିମାନେ ଥଣ୍ଡା ଜଳରେ ପ୍ରଭୁଙ୍କୁ ଅଭିଷେକ କରନ୍ତୁ। ଓଁ ନମଃ ଶିବାୟ ମନ୍ତ୍ରର ଜପ ମଧ୍ୟ କରନ୍ତୁ।
କନ୍ୟା ରାଶି – ଏହି ରାଶିର ବ୍ୟକ୍ତିମାନେ ମୁଗ ଡ଼ାଲିରେ ପ୍ରସ୍ତୁତ ମିଠାକୁ ପ୍ରଭୁଙ୍କ ନିକଟରେ ଭୋଗ ଲଗାନ୍ତୁ। ବେଲ ପତ୍ର ଓ ଫଳ ଅର୍ପଣ କରନ୍ତୁ।
ତୁଳା ରାଶି – ଏହି ରାଶିର ବ୍ୟକ୍ତିମାନେ ଶ୍ରାବଣ ମାସର ଅଷ୍ଟମୀ ଓ ଏକାଦଶୀରେ ଶିବଲିଙ୍ଗ ଉପରେ ଧଳା ବସ୍ତ୍ର ଅର୍ପଣ କରନ୍ତୁ।
ବିଛା ରାଶି – ଏହି ରାଶିର ବ୍ୟକ୍ତିମାନେ ସମ୍ପୂର୍ଣ୍ଣ ଶ୍ରାବଣ ମାସରେ ଅସହାୟଙ୍କୁ ସାହାଯ୍ୟ କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ଧନୁ ରାଶି – ଏହି ରାଶିର ବ୍ୟକ୍ତିମାନେ ଗୁରୁବାର ଦିନ ବେସନରେ ପ୍ରସ୍ତୁତ ମିଠା ପ୍ରଭୁଙ୍କ ନିକଟରେ ଭୋଗ ଲଗାନ୍ତୁ। ହଳଦିଆ ବସ୍ତ୍ର ନିଜ ମାତାଙ୍କୁ ଅର୍ପଣ କରନ୍ତୁ।
ମକର ରାଶି – ଏହି ରାଶିର ବ୍ୟକ୍ତିମାନେ ଶିବଲିଙ୍ଗଙ୍କୁ ନୀଳ ରଙ୍ଗର ଫୁଲ ଅର୍ପଣ କରିବା ସହ ପ୍ରଭୁଙ୍କ ନିକଟରେ ଦୀପ ଲଗାନ୍ତୁ।
କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତିମାନେ ଅସହାୟ ବିଦ୍ୟାର୍ଥୀମାନଙ୍କୁ ସାହାଯ୍ୟ କରିବା ଉଚିତ। ଏପରି କରିବା ଦ୍ୱାରା ପ୍ରଭୁଙ୍କ କୃପା ପ୍ରାପ୍ତି ହୋଇଥାଏ।
ମୀନ ରାଶି – ଏହି ରାଶିର ବ୍ୟକ୍ତିମାନେ ଶ୍ରାବଣ ମାସରେ ଯେକୌଣସି ଜ୍ୟୋର୍ତିଲିଙ୍ଗଙ୍କୁ ଦର୍ଶନ କରନ୍ତୁ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories