www.samajalive.in
Monday, December 8, 2025
24.1 C
Bhubaneswar

ସୁଆଦିଆ ତନ୍ଦୁରୀ ମ୍ୟାଗି 

ମ୍ୟାଗି – ୨ଟି 

ଧନିଆ ଗୁଣ୍ଡ – ଅଳ୍ପ

- Advertisement -

ଜିରା ଗୁଣ୍ଡ – ଅଳ୍ପ

ହଳଦୀ ଗୁଣ୍ଡ – ଅଳ୍ପ

ଲଙ୍କା ଗୁଣ୍ଡ – ଅଳ୍ପ

କଟା ପିଆଜ – ୧ଟି 

କଞ୍ଚା ଲଙ୍କା – ୨ଟି 

ବିନସ – ଅଳ୍ପ 

ମଟର ଛୁଇଁ – ଆବଶ୍ୟକ ପରିମାଣରେ 

ଗାଜର – ଅଳ୍ପ

ଲୁଣ – ଆବଶ୍ୟକ ପରିମାଣରେ 

କଟା କ୍ୟାପସିକମ – ୧ଟି 

ତେଲ – ଆବଶ୍ୟକ ପରିମାଣରେ

ବେସନ – ଅଳ୍ପ

ଏକ ମାଟି ପାତ୍ର  

ପ୍ରସ୍ତୁତି ପ୍ରଣାଳୀ – ଗ୍ୟାସ ଲଗାଇ କଡେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ କଞ୍ଚା ଲଙ୍କା, ବିନ, ଗାଜର, ମଟର ଛୁଇଁ, ପିଆଜ,କ୍ୟାପସିକମ ପକାଇ ଭାଜନ୍ତୁ। ଅଳ୍ପ ଭାଜିବା ପରେ ଏଥିରେ ସାମାନ୍ୟ ବେସନ ପକାଇ ଭାଜନ୍ତୁ। ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ ,ଲଙ୍କା ଗୁଣ୍ଡ, ଲୁଣ ପକାଇ ଗୋଳାନ୍ତୁ। ଗୋଳାଇବା ପରେ ଏଥିରେ ପାଣି ଦିଅନ୍ତୁ। ପାଣି ଫୁଟିବା ପରେ ଏଥିରେ ମ୍ୟାଗି ପକାନ୍ତୁ। ମ୍ୟାଗି ପକାଇବା ପରେ ଏଥିରେ ମ୍ୟାଗି ମସଲା ପକାଇ ଭଲ ଭାବେ ସିଝାନ୍ତୁ। ଏବେ ଗ୍ୟାସରେ ଏକ ମାଟି ପାତ୍ରକୁ ଭଲ ଭାବେ ଗରମ କରନ୍ତୁ। ମାଟି ପାତ୍ର ଭଲ ଭାବେ ଗରମ ହେବା ପରେ ପ୍ରସ୍ତୁତ ମ୍ୟାଗିକୁ ଏହି ପାତ୍ର ମଧ୍ୟକୁ ଢାଳନ୍ତୁ। କିଛି ସମୟ ସେହି ମାଟି ପାତ୍ରରେ ମ୍ୟାଗି ରଖିବା ପରେ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories