ଶ୍ରାବଣ ମାସର ଶନିବାର ଦିନ ଶନିଦେଙ୍କୁ ପୂଜାର୍ଚ୍ଚନା କରିବା ସହ ପ୍ରଭୁ ହନୁମାନଙ୍କ ପୂଜା କଲେ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବା ସହ ବହୁ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ କେତେକ ସହଜ ଉପାୟ ବିଷୟରେ….
ଶନିବାର ଦିନ ସନ୍ଧ୍ୟା ସମୟରେ ହନୁମାନଙ୍କୁ ଲାଲ ରଙ୍ଗର ଫୁଲ ଅର୍ପଣ କରନ୍ତୁ।
ଏହାପରେ ପ୍ରଭୁଙ୍କ ନିକଟରେ ହନୁମାନ ଚାଳିଶା ପାଠ କରନ୍ତୁ।
ଏହି ଦୁଇଟି ଉପାୟକୁ ଶ୍ରାବଣ ମାସର ଦ୍ୱିତୀୟ ଶନିବାର ଠାରୁ ଆରମ୍ଭ କରି ମୋଟ ୮ଟି ଶନିବାର କରନ୍ତୁ।
ସନ୍ତାନ ଜନିତ ସମସ୍ୟା ଦୂର ପାଇଁ –
ଶ୍ରାବଣ ମାସର ଶନିବାର ଦିନ ବରଗଛ ଲଗାନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ସନ୍ତାନ ଜନିତ ସମସ୍ୟା ଦୂର ହୋଇଥାଏ।
ଶ୍ରାବଣ ମାସରେ ପୂଜା ଉପାସନା କରିବା ଦ୍ୱାରା ଏହାର। ଶୁଭଫଳ ନିଶ୍ଚିତ ରୂପେ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ମାସଟି ପ୍ରଭୁ ମହାଦେବଙ୍କ ପ୍ରିୟ ମାସ ଅଟେ।
ଶ୍ରାବଣର ଶନିବାରରେ କରନ୍ତୁ ଏହି ଉପାୟ ମିଳିବ ଶୁଭଫଳ
Popular Categories



