ଜମ୍ମୁ : ଜମ୍ମୁ କାଶ୍ମୀରର ପୁଚ୍ଛ ଜିଲାର କୃଷ୍ଣା ଘାଟି, ଶାହପୁର ଏବଂ ମନକୋଟ ସେକ୍ଟରରେ ଶନିବାର ସକାଳେ ପାକିସ୍ତାନ ପକ୍ଷରୁ ଗୁଳି ବର୍ଷଣ ସହ ମୋର୍ଟାର ମାଡ ହୋଇଛି । ଖୋଦ୍ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କାଶ୍ମୀର ଗସ୍ତରେ ଥିବା ସମୟରେ ପାକିସ୍ତାନ ଅସ୍ତ୍ରବିରତି ଉଲଂଘନ କରିଛି । ଭାରତୀୟ ସେନା ପକ୍ଷରୁ ମଧ୍ୟରୁ ଏହାର କଡା ଜବାବ ଦିଆଯାଇଛି । ସୂଚନାଯୋଗ୍ୟ, ମନକୋଟ ଓ କୃଷ୍ଣା ଘାଟିରେ ଏହି ମାସରେ ଅନେକ ଥର ଗୁଳି ବର୍ଷଣ ହୋଇଛି । ଏହା ଦ୍ବାରା ସୀମାବର୍ତ୍ତୀ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ପୁଣି ଅସ୍ତ୍ରବିରତି ଉଲଂଘନ କଲା ପାକିସ୍ତାନ; କୃଷ୍ଣା ଘାଟି ସମେତ ୩ଟି ସ୍ଥାନରେ ଗୁଳି ବର୍ଷଣ
Popular Categories



