ଆପଣାନ୍ତୁ ଏହି ଉପାୟ ଦୂର ହେବ ହାଡ଼ ଜନିତ ସମସ୍ୟା

ବୟସ ଯାହା ବି ହେଉ ସଭିଁଙ୍କୁ ମଜଭୂତ ହାଡ଼,ସୁସ୍ଥ ଶରୀରର ଆବଶ୍ୟକତା ରହିଛି। ଜୀବନରେ ଖାଦ୍ୟପେୟର ଅନିୟମିତତା ହେଉ ଅଥବା ବୟସର ବୃଦ୍ଧି ହେଉ ଶରୀରରେ ମିନେରାଲ୍ସ୍‍ର ମାତ୍ରା କମିଥାଏ , କିମ୍ବା ଶେଷ ହୋଇଥାଏ। ଯାହାଫଳରେ…
Read More...

ଭିଜିଲାନ୍ସ ଜାଲରେ ସହକାରୀ ଶିକ୍ଷକ

ବ୍ରହ୍ମପୁର : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୋଉଞ୍ଜୁର ବି.ପାଳ ହାଇସ୍କୁଲର ସହକାରୀ ଶିକ୍ଷକ ସଦାନନ୍ଦ ପାଢୀ ଗୁରୁବାର ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ଜଣାପଡ଼ିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…
Read More...

ଜାଣନ୍ତୁ ସ୍ୱଭାବ ଅନୁଯାୟୀ ଆପଣଙ୍କ ଭୋଜନ କିଭଳି ହେବା ଉଚିତ

ଆମେ ଜୀବିତ ରହିବାର ଆଧାର ଭୋଜନ ଅଟେ। ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରକୁ ଶକ୍ତି ମିଳିଥାଏ। ଫଳରେ ଆମେ ଦୈନନ୍ଦୀନ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରୁ। ଭୋଜନକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଉଛି…
Read More...

ଟମାଟୋ ପପ୍‍କର୍ଣ୍ଣ

ଆବଶ୍ୟକ ସାମଗ୍ରୀ ପପକପ - ୨କପ ତେଲ – ୨ଚାମଚ ଟମାଟୋ ସସ – ୨ଚାମଚ ଗୋଲମରିଚ ଗୁଣ୍ଡ - ଅଳ୍ପ କଳା ଲୁଣ – ସାମାନ୍ୟ ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ତେଲ…
Read More...

ଭ୍ରମଣ ପାଇଁ ଯାଆନ୍ତୁ ସଂସ୍କୃତି, ପରମ୍ପରା ଓ ଲୋକନୃତ୍ୟର ସହର

କେରଳର ବହୁ ସ୍ଥାନ ପାହାଡ଼, ନଦୀ, ଝରଣା ଏବଂ ସୁନ୍ଦର ଜଙ୍ଗଲରେ ପରିପୂର୍ଣ୍ଣ। ଏଠାକାର ଶାନ୍ତ ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସଭିଁଙ୍କୁ ବେଶ ଆକର୍ଷିତ କରିଥାଏ। ତେଣୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ…
Read More...

ଗାୟତ୍ରୀ ମନ୍ତ୍ରର ଚମତ୍କାରୀ ଲାଭ

ପ୍ରାର୍ଥନା କରିବା ସମୟରେ ଗାୟତ୍ରୀ ମନ୍ତ୍ରର ଜପ କରିବା ବିଷୟରେ ସଭିଏଁ ଜାଣିଥିବେ। ବେଦରେ ଏହି ମନ୍ତ୍ରର ଚମତ୍କାରୀ ଗୁଣ ଓ ଲାଭ ବିଷୟରେ ବର୍ଣ୍ଣନା କରାଯାଇଛି। ମାତ୍ର ଏହି ମନ୍ତ୍ର ସହ ଜଡ଼ିତ ଏପରି କିଛି ତଥ୍ୟ ରହିଛି…
Read More...

ଏହି ସହଜ ଉପାୟ ଦ୍ୱାରା ଦାମ୍ପତ୍ୟ ଜୀବନରେ ଭରିଥାଏ ମଧୁରତା

ପରିବାର ସଦସ୍ୟ ହୋଇଥାଆନ୍ତୁ ଅଥବା ପତୀପତ୍ନୀ ସଭିଁଙ୍କ ମଧ୍ୟରେ ଭଲପାଇବା ରହିବା ନିତ୍ୟାନ୍ତ ଆବଶ୍ୟକ। ପରସ୍ପର ମଧ୍ୟରେ ଭଲ ପାଇବା ନଥିଲେ ଜୀବନ ମୂଲ୍ୟହୀନ ଲାଗିଥାଏ। ବିଶ୍ୱାସରେ ସ୍ଥାପିତ ହୋଇଥିବା ସଂପର୍କ ଉପରେ…
Read More...

ତ୍ୱଚାରେ କରନ୍ତୁ ପୁଦିନାପତ୍ରର ବ୍ୟବହାର , ଦୂର ହେବ ବହୁ ସମସ୍ୟା

ତ୍ୱଚାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । କାରଣ ଏହା ଆମ ଆକର୍ଷଣ ବଢାଇଥାଏ। ମାତ୍ର ବର୍ତ୍ତମାନ କର୍ମ ବ୍ୟସ୍ତତା ଓ ସମୟର ଅଭାବ ହେତୁ ସଭିଏଁ ମୁହଁର ଠିକ ଭାବେ ଯତ୍ନ ନେଇପାରିନଥାଆନ୍ତି। ଏହାସହ ଦାଗ, ବ୍ରଣ ସଭିଁଙ୍କ…
Read More...

ଧନ ବୃଦ୍ଧି ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି ଉପାୟରେ କରନ୍ତୁ ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା

ଭଗବାନ ଗଣେଶ ବୁଦ୍ଧି ଓ ଚତୁରତାର ପ୍ରଭୁ ଅଟନ୍ତି। ପ୍ରଭୁଙ୍କ ଉପାସନା କରିବା ଦ୍ୱାରା ତୀବ୍ର ବୁଦ୍ଧି ପ୍ରାପ୍ତି ହୋଇଥାଏ। ସେହିପରି ଟଙ୍କା ରୋଜଗାର କରିବା ପାଇଁ ମଧ୍ୟ ଯଧେଷ୍ଟ ବୁଦ୍ଧି ଓ ବିବେକର ଆବଶ୍ୟକତା ରହିଛି।…
Read More...

ଖାଦ୍ୟରେ ଏପରି ଲୁଣର ବ୍ୟବହାର କରୁଛନ୍ତି କି ? ସାବଧାନ

ବହୁ ସମୟରେ ଏପରି ଦେଖାଯାଏ ଖାଦ୍ୟ ଖାଇବା ସମୟରେ ବହୁ ଲୋକେ ପ୍ରସ୍ତୁତ ଖାଦ୍ୟ ଉପରେ ଲୁଣ ଛିଞ୍ଚି ଖାଇଥାଆନ୍ତି। ପ୍ରସ୍ତୁତ ହୋଇଥିବା ଖାଦ୍ୟ ଉପରେ ଲୁଣ ଛିଞ୍ଚି ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ରୋଗ ବୃଦ୍ଧି…
Read More...

ତନ୍ଦୁରୀ ଚିକେନ

ଆବଶ୍ୟକ ସାମଗ୍ରୀ ଚିକେନ - ୫୦୦ ଗ୍ରାମ ଅଦା ରସୁଣ ବଟା - ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ - ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ - ଆବଶ୍ୟକ ପରିମାଣରେ ଲୁଣ - ଆବଶ୍ୟକ ପରିମାଣରେ ତେଲ - ଆବଶ୍ୟକ ପରିମାଣରେ…
Read More...

ବ୍ରେଡ଼୍‍ ରସମଲାଇ

ଆବଶ୍ୟକ ସାମଗ୍ରୀ – ବ୍ରେଡ଼୍‍ (ପାଉଁରୁଟି) କ୍ଷୀର – ୧ ଲିଟର ପେଷା ହୋଇଥିବା ଚିନି – ୧କପ କାଜୁ ୪ରୁ ୫ଟି ପେସ୍ତା ବାଦାମ – ୪ରୁ ୫ଟି କିସ୍‍ମିସ୍‍ - ୪ରୁ ୫ଟି ଗୁଜୁରାତି ଗୁଣ୍ଡ – ୧ଚାମଚ ପ୍ରସ୍ତୁତି ପ୍ରଣାଳୀ…
Read More...

ପୁନଃ ନିଯୁକ୍ତି ଓ ବକେୟା ଦରମା ଦାବିରେ କର୍ମଚାରୀଙ୍କ ଧାରଣା

ବାସୁଦେବପୁର : ବାସୁଦେବପୁର ସ୍ଥିତ ଚାନ୍ଦୀମାଳ ଜବାହର ନବଦୋୟ ବିଦ୍ୟାଳୟର ଫାଟକ ସମ୍ମୁଖରେ ବିଦ୍ୟାଳୟର କର୍ମଚାରୀ ମହେଶ୍ୱର ଜେନା ପୁନଃ ନିଯୁକ୍ତି ଓ ବକେୟା ଦରମା ଦାବି କରି ସୋମବାର ଧାରଣା ଦେଇଛନ୍ତି। ମହେଶ୍ୱରଙ୍କ…
Read More...

ଗାନ୍ଧୀଛକ ଟୋଲ ଗେଟରୁ ଟିକସ ଆଦାୟ ଶୀଘ୍ର

ବ୍ରଜରାଜନଗର : ୪୯ ନମ୍ବର ଜାତୀୟ ରାଜପଥ ଗାନ୍ଧୀଛକ-ନୂଆଡ଼ିହି ଠାରେ ନିର୍ମାଣ ହୋଇପଡ଼ିଥିବା ଟୋଲ ଗେଟ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ଦୀର୍ଘ ଦିନରୁ ଟୋଲ ଗେଟ ନିର୍ମାଣ ସରିଥିଲେ ମଧ୍ୟ କେତେକ କାରଣରୁ…
Read More...

ରାଜଧାନୀରେ ଟ୍ରାଫିକ ଜଗିବ ଡ଼୍ରୋନ କ୍ୟାମେରା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏବେ ଡ଼୍ରୋନ କ୍ୟାମେରା ଟ୍ରାଫିକ ଜଗିବ। ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ଛକ ଯାଏଁ ଏହି କଟକଣା ଲାଗୁ ହେବ ବୋଲି ଟୁଇନ ସିଟି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ସୋମବାର…
Read More...

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଭବାନୀପାଟଣାରେ ୧୨ ଘଣ୍ଟା ଅଫିସ ବନ୍ଦ

କଳାହାଣ୍ଡି : କଳାହାଣ୍ଡିରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ସୋମବାର ଜୋର ଧରିଥିବା ଜଣାପଡ଼ିଛି। ଏହି କାରଣରୁ ଭବାନୀପାଟଣାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟା ଅଫିସ ବନ୍ଦ ଡ଼ାକରା…
Read More...

୮ଟି ଜିଲାରେ ୧ଟା ୩୦ ଯାଏଁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ୮ଟି ଜିଲାରେ ସୋମବାର ପୂର୍ବାହ୍ନ ୧୦: ୩୦ ରୁ ଅପରାହ୍ନ ୧:୩୦ ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେହି ୮ଟି…
Read More...

ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍‍ . ଆଇ ପରିଜାଙ୍କ ପରଲୋକ

କଟକ : ପୂର୍ବତନ ମୁଖ୍ୟ ଶାସନ ସଚିବ ଲଲାଟ ଇନ୍ଦୁ ପରିଜା (ଏଲ୍‍ . ଆଇ ପରିଜା)ଙ୍କ ସୋମବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। କଟକର ଏକ ଘରୋଇ ହସ୍ପିଟାଲରେ ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ…
Read More...

ଜାଣନ୍ତୁ କେଉଁ ପୁଷ୍ପ ଅର୍ପଣ କଲେ ପ୍ରସନ୍ନ ହୁଅନ୍ତି ମହାଦେବ 

ପୂଜାର୍ଚ୍ଚନା ନିମନ୍ତେ ବହୁ ଫୁଲ,ଫଳ,ନାନା ବିଧ ଅର୍ପଣ କରାଯାଇଥାଏ। ଏହା ଦ୍ୱାରା ମନୋସ୍କାମନା ପୂରଣ ହେବା ସହ  ଜୀବନରେ ବହୁ ସଫଳତା ପ୍ରାପ୍ତି ହୋଇଥାଏ। ଶାସ୍ତ୍ରରେ ଉଲ୍ଲେଖ ଥିବା କିଛି ଏପରି ପୁଷ୍ପ ଅଛି ଯାହାକୁ…
Read More...

୮ଟି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ଜିଲାରେ ସ୍ୱଳ୍ପ ଓ ଅନ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର…
Read More...

ଜାତିସଂଘ ଶାନ୍ତି ରାଷ୍ଟ୍ରଦୂତଙ୍କ ବାସଭବନରୁ ତ୍ରିରଙ୍ଗା ଓହ୍ଲାଇ ଅଡ଼ୁଆରେ ତହସିଲଦାର

ନୀଳଗିରି: ମିଳିତ ଜାତିସଂଘର ଶାନ୍ତି ରାଷ୍ଟ୍ରଦୂତଙ୍କ ବାସଭବନରୁ ତ୍ରିରଙ୍ଗା ଖୋଲି ନୀଳଗିରି ତହସିଲଦାର ଅଡ଼ୁଆରେ ପଡ଼ିଛନ୍ତି। ଚୀନ, କୋରିଆ, ଆଫ୍ରିକା, ରୁଆଣ୍ଡା ପ୍ରଭୃତି ଏକାଧିକ ଦେଶରେ ଶାନ୍ତିର ବାର୍ତ୍ତା ଦେଉଥିବା…
Read More...

ସୋ’ ରୁମ୍‍ରୁ ୯ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ଝାରସୁଗୁଡ଼ା : ଝାରସୁଗୁଡ଼ା ବାଇପାସ ବେହେରାପାଟ ଅନ୍ତର୍ଗତ ଏକ ଗଜରାଜ ହୋଣ୍ଡା ସୋ’ ରୁମ୍‍ରୁ ୯ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଦୁର୍ବୃତ୍ତ ସୋ’ ରୁମର ପଛ ଦରଜା ତାଡ଼ି କ୍ୟାସ୍‍ କାଉଣ୍ଟରରୁ…
Read More...

ଜାଣନ୍ତୁ କେଉଁ ବାରରେ କେଉଁ ଦ୍ରବ୍ୟ ଗ୍ରହଣ କଲେ ଆସେ ଦୁର୍ଭାଗ୍ୟ  

ଭିନ୍ନ ଭିନ୍ନ ଦ୍ରବ୍ୟ ଦାନ ଦେବା ଓ ଗ୍ରହଣ କରିବା ଏହା ସର୍ବଦା ଦେଖିବାକୁ ମିଳିଥାଏ। ମାତ୍ର ଏହା ଉପରେ କେତେକ ନିୟମ ରହିଛି। ଏପରି ବହୁ ଦ୍ରବ୍ୟ ଅଛି ଯାହାକୁ ବାର ଅନୁଯାୟୀ ଗ୍ରହଣ କରିବା ଉଚିତ ନୁହେଁ। ଏହା ଦ୍ୱାରା…
Read More...

ନଦୀରେ ଭାସିଯାଇ ନାବାଳିକା ନିଖୋଜ

ବ୍ରହ୍ମପୁର : ବ୍ରହ୍ମପୁର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କାଞ୍ଜିଆମା ଗାଁରେ ଏକ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ନିକଟ ଋଷିକୁଲ୍ୟା ନଦୀରେ ଭାସିଯାଇ ଜଣେ ନାବାଳିକା ନିଖୋଜ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,…
Read More...

ବିଷାକ୍ତ କୀଟ କାମୁଡ଼ାରେ ନାବାଳିକାର ମୃତ୍ୟୁ ଅଭିଯୋଗ

ବାସୁଦେବପୁର : ଭଦ୍ରକ ବାସୁଦେବପୁରର କଷିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ପାରାପୋଖରୀ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ କୀଟ କାମୁଡ଼ାରେ ଗଣେଶଙ୍କ ଝିଅ ସାବିତ୍ରୀ ବିଶ୍ୱାଳ ( ୫) ର ମୃତ୍ୟୁ ହୋଇଥିବା…
Read More...

ମଟନ ଫ୍ରାଏ

ମଟନ - ୫୦୦ଗ୍ରାମ ପେଷା - ଅଦା, ରସୁଣ,କଞ୍ଚା ଲଙ୍କା, ଧନିଆ ପତ୍ର ଲୁଣ - ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ - ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ - ଆବଶ୍ୟକ ପରିମାଣରେ କଟା ପିଆଜ – ୧ଟି ଧନିଆ ପତ୍ର - ଅଳ୍ପ…
Read More...

ଶରୀର ପାଇଁ ବେଶ ଲାଭଦାୟକ ଏହି ବ୍ୟାୟାମ 

ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ମାତ୍ର ଏହା ଜାଣି ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ନିୟମିତ ବ୍ୟାୟାମ କରିନଥାଆନ୍ତି। ବ୍ୟାୟାମ ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥିବାରୁ ଡ଼ାକ୍ତର ମଧ୍ୟ ପ୍ରତିଦିନ…
Read More...

ଛତୁ ସୁପ୍‍

କଟା ଛତୁ – ୪୦୦ ଗ୍ରାମ କଟା ପିଆଜ – ୨ଟି ପାଣି – ୨କପ ବଟର – ୩ ଚାମଚ କର୍ଣ୍ଣଫ୍ଲୋର – ୧ ଚାମଚ କ୍ଷୀର – ୧କପ ଲୁଣ - ଅଳ୍ପ ଗୋଲମରିଚ ଗୁଣ୍ଡ - ଅଳ୍ପ କଟା ଧନିଆ ପତ୍ର - ଅଳ୍ପ ପ୍ରସ୍ତୁତି ପ୍ରଣାଳୀ –…
Read More...

ଶୁଭଫଳ ପ୍ରାପ୍ତି ପାଇଁ ଗୃହରେ ରଖନ୍ତୁ ମାଟିପାତ୍ର

ଘରେ ଥିବା ମାଟି ପାତ୍ରର ବହୁ ବିଶେଷତ୍ୱ ଗୁଣ ରହିଛି। ଏହି ବିଶେଷତ୍ୱ ଗୁଣ ହିଁ ମନୁଷ୍ୟ ଭାଗ୍ୟକୁ ବଦଳାଇଥାଏ। ଶାସ୍ତ୍ର ଅନୁଯାୟୀ ମାଟିର ପାତ୍ରକୁ ଖୁବ ପବିତ୍ର କୁହାଯାଏ। ଏହି କାରଣରୁ ପୂର୍ବରୁ ସଭିଁଏ ମାଟି ପାତ୍ରରେ…
Read More...

ଅରୁଣ ଜେଟଲୀଙ୍କ ଜୀବନର କିଛି ଜଣାଅଜଣା କଥା

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ୬୭ ବର୍ଷ ବୟସରେ ଶନିବାର ପରଲୋକ ହୋଇଛି। ଗତ ୯ ତାରିଖରୁ ଅସୁସ୍ଥତା କାରଣରୁ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଥିଲେ। ତାଙ୍କ ବିୟୋଗରେ ସବୁ ମହଲରେ ଶୋକର ଛାୟା…
Read More...

ଡ଼ାଲଚିନିର ଔଷଧୀୟ ଗୁଣ

ଭାରତୀୟ ମସଲା ମାନଙ୍କରେ ବହୁ ପ୍ରକାର ଔଷଧୀୟ ଗୁଣ ରହିଛି। ବିଭିନ୍ନ ପ୍ରକାରର ମସଲାକୁ ବ୍ୟବହାର କରି ରୋଗର ନିରାକରଣ ପାଇଁ ମଧ୍ୟ ବ୍ୟବହାର କରାଯାଏ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମସଲାକୁ ବ୍ୟବହାର କରି ମୁଣ୍ଡ ବ୍ୟଥା,…
Read More...

ଗୃହରେ ଲଗାନ୍ତୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଫଟୋ , ଦୂର ହେବ ବାସ୍ତୁ ସମସ୍ୟା

ଭଗବାନ ଶ୍ରୀକୃଷ୍ଣଙ୍କ ସହ ଜଡ଼ିତ କିଛି ସହଜ ଉପାୟ ଆପଣେଇବା ଦ୍ୱାରା ଜୀବନରେ ବହୁ ବାଧାବିଘ୍ନ ଦୂର ହେବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ ସମ୍ପର୍କ ବୃଦ୍ଧି ପାଇଥାଏ। ବାସ୍ତୁ ଅନୁଯାୟୀ, ଗୃହରେ ଭଗବାନ…
Read More...

ସୁଆଦିଆ ମେଥି ପନିର

ଆବଶ୍ୟକ ସାମଗ୍ରୀ ପନିର – ୪୦୦ ଗ୍ରାମ ମେଥି ଶାଗ - ଆବଶ୍ୟକ ପରିମାଣରେ ଗରମ ମସଲା - ଅଳ୍ପ ଅଦା , ରସୁଣ , ପିଆଜ ବଟା - ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ - ଆବଶ୍ୟକ ପରିମାଣରେ ଗୁଜୁରାତି - ଆବଶ୍ୟକ ପରିମାଣରେ …
Read More...

ପୋଖରୀରେ ବୁଡ଼ି ୨ ଶିଶୁ ମୃତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଲୋକାପଡ଼ା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଖେଳୁଥିବା ସମୟରେ ପୋଖାରୀରେ ବୁଡ଼ି ୨ ଶିଶୁଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ସମ୍ପର୍କୀୟ ଭାଇ ବୋଲି…
Read More...

ଛଣା ତେଲରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି କି ? ସାବଧାନ

ବିଭିନ୍ନ ସମୟରେ ଘରେ ଛଣାଛଣି ଖାଦ୍ୟ ପ୍ରସ୍ତୁତ କରିବା ପରେ ତେଲ ବଳିଯାଏ। ଆମେ ସେହି ତେଲକୁ ରଖି ତା’କୁ ପୁର୍ନବାର ରୋଷେଇରେ ବ୍ୟବହାର କରୁ। ତେଲର ଏପରି ବ୍ୟବହାର ସ୍ୱାସ୍ଥ୍ୟ ପକ୍ଷେ ଖୁବ କ୍ଷତିକାରକ। ଏହା କର୍କଟ ଭଳି…
Read More...

ହସ୍ତ ଆଙ୍ଗୁଠିରୁ ଜାଣନ୍ତୁ ଆପଣଙ୍କ ଜୀବନ ସାଥି ବିଷୟରେ  

ସୁଖ ଓ ଶାନ୍ତିରେ ଜୀବନ ଅତିବାହିତ କରିବାକୁ ସଭିଏଁ ଇଚ୍ଛା କରିଥାଆନ୍ତି। ଯଦି ଜୀବନ ସାଥି ସର୍ବଗୁଣ ସମ୍ପନ୍ନ ହୋଇଥିବେ ତେବେ ଆପଣ ସାରା ଜୀବନ ସୁଖ ଓ ଶାନ୍ତିରେ ଅତିବାହିତ କରିପାରିବେ। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ,…
Read More...

ମିଲ୍କ କେକ୍‍

ଆବଶ୍ୟକ ସାମଗ୍ରୀ ମଇଦା - ଆବଶ୍ୟକ ଅନୁଯାୟୀ କ୍ଷୀର - ଆବଶ୍ୟକ ଅନୁଯାୟୀ ବେକିଙ୍ଗ ପାଉଡ଼ର - ଅଳ୍ପ କ୍ଷୀର ସର - ଆବଶ୍ୟକ ପରିମାଣରେ ଅଣ୍ଡା – ୨ଟି ଚିନିଗୁଣ୍ଡ - ଆବଶ୍ୟକ ପରିମାଣରେ କାଜୁ - ଅଳ୍ପ ଆଲମଣ୍ଡ…
Read More...

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ଜଗତସିଂହପୁର : ଜଗତସିଂହପୁର ଜିଲା ମୁଖ୍ୟ  ଚିକିତ୍ସାଳୟର ପ୍ରସୂତି ବିଭାଗରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଛି। ଭାଗ୍ୟବଶତଃ ଏଥିରେ କୌଣସି ଜୀବନହାନି ହୋଇନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଜିଲା…
Read More...

ଲଗାଣ ବର୍ଷା ପାଇଁ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ; ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ

କାଲିମେଳା : ମାଲକାନଗିରି ଜିଲାରେ ବୁଧବାର ବିଳମ୍ବିତ ରାତିଠାରୁ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ…
Read More...

ବୋଲେରୋ ଚୋରକୁ ଧରିବା ଦାବିରେ ରାସ୍ତାରୋକ

ବାଲେଶ୍ୱର : ବାଲେଶ୍ୱର ଜିଲା କଷାଫଳ ଥାନା ଅନ୍ତର୍ଗତ ପରିଖି ଛକରେ ବୋଲେରୋ ଚୋରକୁ ଗିରଫ ଦାବିରେ ଗୁରୁବାର ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ସୂଚନା ଅନୁଯାୟୀ, କିଛି ଦିନ ତଳେ ପରିଖି ଅଞ୍ଚଳରେ  ଜଣେ ବ୍ୟକ୍ତିଙ୍କ…
Read More...

ବେସନ ବର୍‍ଫି

ଆବଶ୍ୟକ ସାମଗ୍ରୀ ବେସନ - ୨୦୦ ଗ୍ରାମ ପେଷା ଚିନି - ଆବଶ୍ୟକ ପରିମାଣରେ କାଜୁ , ପେସ୍ତା ବାଦାମ - ଆବଶ୍ୟକ ପରିମାଣରେ ଘିଅ - ୧କପ ଗୁଜୁରାତି ଗୁଣ୍ଡ – ୧ ଚାମଚ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଗ୍ୟାସ ଲଗାଇ…
Read More...

ଏପରି ଲଗାନ୍ତୁ ଗୃହରେ ଦର୍ପଣ ଦୂର ହେବ ଆର୍ଥିକ ସମସ୍ୟା

ବାସ୍ତୁଶାସ୍ତ୍ର ଅନୁଯାୟୀ ବିଭିନ୍ନ ଉପାୟ ଆପଣେଇ ଲୋକେ ନିଜ ଗୃହର ବାସ୍ତୁ ସମସ୍ୟା ଦୂର କରିଥାଆନ୍ତି। ବିଭିନ୍ନ ଉପାୟ ଦ୍ୱାରା ଘରର ଅନ୍ୟ ସମସ୍ୟା ମଧ୍ୟ ଦୂର କରିଥାଆନ୍ତି। ବାସ୍ତୁ ଶାସ୍ତ୍ରରେ ଦର୍ପଣର ବହୁ ମହତ୍ତ୍ୱ…
Read More...

ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ଉଦାହରଣ ‘କାନଗ୍ରା’

ଚାଉଳ,ଚା ଆଦି ପାଇଁ ପ୍ରସିଦ୍ଧ ଥିବା କାନଗ୍ରା ବହୁତ ସୁନ୍ଦର ଓ ମନୋରମ ସ୍ଥାନ ଅଟେ। ୨ରୁ ୩ ଦିନ ମଧ୍ୟରେ ଏହି ସ୍ଥାନକୁ ଯାଇ ସମସ୍ତ ଭଲ ସ୍ଥାନ ବୁଲି ପାରିବେ। ଏହା ହିମାଚଳ ପ୍ରଦେଶରରେ ଅବସ୍ଥିତ। ଏଠାରେ ଖୁବ ଉଚ୍ଚ ଉଚ୍ଚ…
Read More...

ମାଇଗ୍ରେନ ଯନ୍ତ୍ରଣା ଆପଣଙ୍କ ପାଇଁ ସମସ୍ୟା ପାଲଟିଛି କି ? କରନ୍ତୁ ଅଦାର ବ୍ୟବହାର

ବର୍ତ୍ତମାନର ସମୟରେ ମାଇଗ୍ରେନ ( ଅର୍ଦ୍ଧ କପାଳୀ) ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ମାଇଗ୍ରେନରେ ମୁଣ୍ଡବିନ୍ଧା ବ୍ୟତୀତ ଦୃଷ୍ଟି ଶକ୍ତି ଦୁର୍ବଳ, ଚିଡ଼ଚିଡ଼ାପଣ, ବ୍ୟସ୍ତ ଲାଗିବା, ଯନ୍ତ୍ରଣା  ହେବା ଭଳି ବହୁ…
Read More...

ଜାଣନ୍ତୁ କିଭଳି ବାସ୍ତୁ ଦୋଷକୁ ଦୂର କରନ୍ତି ଗୋମାତା

ହିନ୍ଦୁ ଧର୍ମରେ ଗାଈର ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି। ପୁରାଣ ଅନୁଯାୟୀ ଗାଈଙ୍କ ମଧ୍ୟରେ ସମସ୍ତ ଦେବାଦେବୀଙ୍କ ବାସ ରହିଛି। ହିନ୍ଦୁ ମାନଙ୍କ ପାଇଁ ଗୋମାତା ସବୁଠାରୁ ପବିତ୍ର ଅଟନ୍ତି। ମାନ୍ୟତା ରହିଛି ଯେଉଁ ସ୍ଥାନରେ…
Read More...

ସଡ଼କ ଦୁର୍ଘଟଣାରେ ୨ ମୃତ

ବାଲୁଗାଁ : ଖୋର୍ଦ୍ଧା ଜିଲା ବାଲୁଗାଁ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବେଲପଡ଼ା ଛକରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବେଲପଡ଼ା ଛକରେ ରାସ୍ତା ଉପରେ ଏକ ଟ୍ରକ ଠିଆ…
Read More...

ଯୁବତୀଙ୍କ ଗଳା କାଟି ଦୁର୍ବୃତ୍ତ ଫେରାର, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଢେଙ୍କାନାଳ : ଢେଙ୍କାନାଳ କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଭଦଳିଆସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଭଦଳିଆସାହିରେ ଜଣେ ଯୁବତୀଙ୍କୁ ଆକ୍ରମଣ କରି ଗଳା କାଟି ଦୁର୍ବୃତ୍ତ ଫେରାର…
Read More...

ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେବ। ରାହୁରେଖା ଲାଗି ଏକ ଗୁପ୍ତ ନୀତି ହୋଇଥିବାରୁ ୫ ଘଣ୍ଟା ପାଇଁ ଶ୍ରୀଜୀଉଙ୍କ…
Read More...

ସୁଆଦିଆ ଚିଙ୍ଗୁଡ଼ି କଟଲେଟ୍‍

ଆବଶ୍ୟକ ସାମଗ୍ରୀ ଚିଙ୍ଗୁଡ଼ି – ୫ଟି ଅଣ୍ଡା – ୨ଟି ବେସନ - ୧କପ ପାଉରୁଟିର ମାଟିଆ ଭାଗ – ୧କପ ରସୁଣ ବଟା – ୨ଚାମଚ ପିଆଜ ବଟା – ୨ ଚାମଚ ଲଙ୍କା ଗୁଣ୍ଡ – ୧ ଚାମଚ ହଳଦୀ ଗୁଣ୍ଡ - ଅଳ୍ପ ଗରମ ମସଲା – ୧ଚାମଚ…
Read More...

ଆପଣ ଖାଇବା ପ୍ରେମୀ କି ? ତେବେ ଆପଣାନ୍ତୁ ଏହି ଉପାୟ ପେଟ ଜନିତ ସମସ୍ୟାରୁ ମିଳିବ ମୁକ୍ତି

ପାଟିର ସ୍ୱାଦ ପାଇଁ ହେଉ ଅଥବା ନିଜ ପସନ୍ଦ ଅନୁଯାୟୀ ହେଉ, ବହୁ ସମୟରେ ଏପରି ଦେଖାଯାଏ ଖାଦ୍ୟ ଖାଇବାର କିଛି ସମୟ ପରେ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ପ୍ରାୟତଃ ମସଲାଯୁକ୍ତ ଓ ବାହାରର ତେଲ ଛଣା ଖାଦ୍ୟ ଖାଇବା ପରେ…
Read More...

ରାବିଡ଼ି ମାଲପୁଆ

ଆବଶ୍ୟକ ସାମଗ୍ରୀ କ୍ଷୀର – ୨ ଲିଟର ଖୁଆ – ୩୦୦ ଗ୍ରାମ ମଇଦା – ୨୦୦ ଗ୍ରାମ ଚିନି – ୩୦୦ ଗ୍ରାମ ଘିଅ - ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ରରେ କ୍ଷୀରକୁ ଅଳ୍ପ ସମୟ ଫୁଟାଇ…
Read More...

କଲେଜ ଭିତରେ ଛାତ୍ରଙ୍କୁ ପିଟିଲେ ଅଣଛାତ୍ର ଛାତ୍ର , ୩ ଗୁରୁତର

ବାଲେଶ୍ୱର : ବାଲେଶ୍ୱରର ସୋର ୟୁଏନ କଲେଜରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କଲେଜ ମଧ୍ୟରେ ଅଣଛାତ୍ର ପ୍ରବେଶ କରିବା ପରେ କଲେଜରେ ଉତ୍ତେଜନା ସୃଷ୍ଟି ହେବା ସହ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ମାଡ଼ପିଟ…
Read More...

ଲୁଟ ପରେ ଧରାପଡ଼ିଲେ ଦୁର୍ବୃତ୍ତ

ବାଲେଶ୍ୱର / ସୋର : ସୋର ଥାନା ସମ୍ମୁଖରେ ଥିବା ଏକ ଟ୍ରକରୁ ରବିବାର ବିଳମ୍ବିତ ରାତିରେ ୩ ଜଣ ଦୁର୍ବୃତ୍ତ ଲୁଟ କରି ଧରାପଡ଼ିଛନ୍ତି। ଟ୍ରକରୁ ପ୍ରାୟ ୫୨୦୦ ଟଙ୍କା ଓ ଦୁଇଟି ମୋବାଇଲ ଲୁଟ କରି ଦୁର୍ବୃତ୍ତମାନେ ଏକ ବୁଦା…
Read More...

ମଦ ଯୋଗୁଁ ବଚସା, ଯୁବକଙ୍କୁ ହତ୍ୟା ଅଭିଯୋଗ

ଝାରସୁଗୁଡ଼ା  : ଝାରସୁଗୁଡ଼ା ଜିଲା ତାଳପଟିଆ ଥାନା ଅନ୍ତର୍ଗତ ଦୁର୍ଲଗା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି।  ପଞ୍ଚାୟତ କାର୍ଯ୍ୟାଳୟ ଛାତ ଉପରୁ ଦୁଇଜଣ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ଧକ୍କା ଦେଇ ହତ୍ୟା…
Read More...

ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର : ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ସୋମବାର ଅସିତ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୪୩ ତମ ମୁଖ୍ୟ ଶାସନ ସଚିବ ଭାବେ ପୂର୍ବତନ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢଙ୍କ ଠାରୁ ଦାୟିତ୍ୱ ଗ୍ରହଣ…
Read More...

ଚୋରା ମଦ ପିଇ ଯୁବକର ମୃତ୍ୟୁ ଅଭିଯୋଗ

ବାସୁଦେବପୁର : ଭଦ୍ରକର ବାସୁଦେବପୁର କଶିଆ ସାମୁଦ୍ରିିକ ଥାନା ଅନ୍ତର୍ଗତ ପାରାପେଖରୀ ଗାଁରେ ସୋମବାର ଚୋରା ମଦ ପିଇ ଜଣେ ଯୁବକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯୁବକ ଜଣଙ୍କ ହେଉଛନ୍ତି ନାରାୟଣ ନାୟକ ( ୪୦)। ଘଟଣାକୁ…
Read More...

ଜଳକା ନଦୀରେ ଜଳସ୍ତର ବୃଦ୍ଧି, ବିପଦ ସଙ୍କେତ ଟପିଲା

ବାଲେଶ୍ୱର : ଲଗାଣ ବର୍ଷା ଫଳରେ ସୋମବାର ଉତ୍ତର ଓଡ଼ିଶାର ବାଲେଶ୍ୱର ମଥାନି ନିକଟରେ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଥିବା ଜଣାପଡ଼ିଛି। ଜଳକାର ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଏବେ ଜଳ…
Read More...

ସ୍ୱାସ୍ଥ୍ୟ ପାଇଁ କେଉଁ ପ୍ରକାର ଲୁଣ ଲାଭଦାୟକ

ଖାଦ୍ୟରେ ଯେତେ ପ୍ରକାରର ମସଲା ପକାଇଲେ ମଧ୍ୟ ଲୁଣ ବିନା ଖାଦ୍ୟଦ୍ରବ୍ୟ ସ୍ୱାଦହୀନ ଅଟେ। ତେଣୁ ସମସ୍ତ ପ୍ରକାରର ଖାଦ୍ୟଦ୍ରବ୍ୟରେ ଲୁଣ ପକାଇବା ଅପରିହାର୍ଯ୍ୟ ଅଟେ। ଏତଦ ବ୍ୟତୀତ ଭିନ୍ନ ପ୍ରକାରର ଲୁଣ ଶରୀର ପାଇଁ କିଭଳି…
Read More...

ଟମାଟୋ ଅଣ୍ଡାପୁର ଆମଲେଟ୍‍

ଆବଶ୍ୟକ ସାମଗ୍ରୀ ଅଣ୍ଡା – ୪ଟି ଗୋଟା ଟମାଟୋ – ୪ଟି ତେଲ - ଆବଶ୍ୟକ ପରିମାଣରେ ଲୁଣ - ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ - ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ - ଆବଶ୍ୟକ ପରିମାଣରେ କଟା ରସୁଣ - ଅଳ୍ପ କଟା…
Read More...

ଜାଣନ୍ତୁ କେଉଁ କାରଣରୁ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥାଏ ସମସ୍ୟା

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଶୟନ କକ୍ଷରେ ଥିବା କେତେକ ଜିନିଷ ବୈବାହିକ ଜୀବନରେ ସୃଷ୍ଟି ହେଉଥିବାର ସମସ୍ୟାର ଏକ ପ୍ରଧାନ କାରଣ। ଶୟନ କକ୍ଷରେ ଥିବା ଆକ୍ୱାରିୟମ ଓ କିଛି ବିଶେଷ ଚିତ୍ର ଯୋଗୁଁ ଦାମ୍ପତ୍ୟ ଜୀବନରେ ସମସ୍ୟା…
Read More...

ଇଚ୍ଛା ନଦୀରେ ବନ୍ୟା ସ୍ଥିତି

ସୁନ୍ଦରଗଡ଼ : ଲେଫ୍ରିପଡ଼ା ଇଚ୍ଛା ନଦୀରେ ଜଳସ୍ତର ବୃଦ୍ଧି ପାଇ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଫଳରେ ସୁରୁଗୁଡ଼ା ଗାଁ ପାଣି ପଶି ଯାଇଛି। ପାଣି ପଶିଯିବା କାରଣରୁ ଗ୍ରାମବାସୀ ବିଭିନ୍ନ ଅସୁବିଧାର…
Read More...

ହୀରାକୁଦ ଡ଼୍ୟାମର ଆଉ ୨ଟି ଗେଟ୍‍ ଖୋଲିଲା

ସମ୍ବଲପୁର : ହୀରାକୁଦ ଡ଼୍ୟାମର ଆଉ ୨ଟି ଗେଟ୍‍ ରବିବାର ଖୋଲିଲା। ବର୍ତ୍ତମାନ ୭ଟି ଗେଟ୍‍ ଦେଇ ଜଳ ନିଷ୍କାସନ ହେଉଛି। ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି ୧,୫୧,୨୫୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସେକେଣ୍ଡ ପ୍ରତି…
Read More...

ପୃଥକ ସଡ଼କ ଦୁର୍ଘଟଣାରେ ୨ ମୃତ

କେନ୍ଦ୍ରାପଡ଼ା / କଟକ : ପୃଥକ ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରବିବାର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। କେନ୍ଦ୍ରାପଡ଼ା ୫୩ ନମ୍ବର ଜାତୀୟ ରାଜପଥ ପାରାଦୀପ-ଚଣ୍ଡିଖୋଲ ରାସ୍ତାର…
Read More...

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

କଳାହାଣ୍ଡି : କଳାହାଣ୍ଡି ଜିଲାର କୋକସରା ଗାଁ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁ ନିକଟ ବିଲରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ପୁଲିସ…
Read More...

ବୃଦ୍ଧି ପାଉଛି ଜଳକା ନଦୀର ଜଳସ୍ତର

ଜଳେଶ୍ୱର : ବସ୍ତା ବ୍ଲକ ମଥାନୀ ଠାରେ ରବିବାର ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଛି। ସକାଳ ୧୦ଟା ସୁଦ୍ଧା ଜଳସ୍ତର ୫.୨୮ ମିଟର ଥିବା ବେଳେ ବିପଦ ସଙ୍କେତ ୫.୫୦ ମିଟର। ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ସ୍ଥାନୀୟଲୋକେ…
Read More...

ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଧିରେ ଧିରେ ଲଘୁଚାପର ରୂପ ନେଉଛି। ଏହାର ପ୍ରଭାବରେ ଉତ୍ତର, ଉପକୂଳ ସମେତ ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବରଗଡ଼, ଝାରସୁଗୁଡ଼ା,…
Read More...

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଏହି ପରିବା ଓ ଫଳ

ସବୁଜ ପନିପରିବାରେ ବହୁ ପୋଷ୍ଟିକ ତତ୍ତ୍ୱ ରହିଛି। ମାତ୍ର ଲାଲ ରଙ୍ଗର ପରିବା ଓ ଫଳରେ ମଧ୍ୟ ବହୁ ପ୍ରକାରର ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ। ଲାଲ ରଙ୍ଗର ପ୍ରତ୍ୟେକ ପନିପରିବା ଓ…
Read More...

ଚା’ରେ ମିଶାଇ ପିଅନ୍ତୁ ଏହି ଜିନିଷ ରହିବେ ସୁସ୍ଥବାନ

କର୍ମବ୍ୟସ୍ତତା ଜୀବନରେ ସଭିଏଁ ନିଜ ସ୍ୱାସ୍ଥ୍ୟ ପ୍ରତି ସଠିକ ଭାବେ ଧ୍ୟାନ ଦେଇପାରୁନାହାନ୍ତି। ଏପରି ମଧ୍ୟ ବହୁଲୋକେ ଅଛନ୍ତି ଯେଉଁମାନଙ୍କୁ କଫି ଅପେକ୍ଷା ଚା’ ପିଇବା ଅତ୍ୟନ୍ତ ପସନ୍ଦ। ମାତ୍ର ଏପରି କେତେକ ଦ୍ରବ୍ୟ…
Read More...

ସୁଖମୟ ଜୀବନ ପାଇଁ କିଛି ଆବଶ୍ୟକୀୟ ବାସ୍ତୁ ଟିପ୍ସ

ବାସ୍ତୁ ଶାସ୍ତ୍ର ଅନୁଯାୟୀ କିଛି ଏପରି ଜିନିଷ ଅଛି ଯାହା ଘରେ ଥିଲେ ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଫଳରେ ବ୍ୟକ୍ତିର ଜୀବନରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ କେଉଁ ଜିନିଷ ଘରେ ଥିଲେ ନକରାତ୍ମକ…
Read More...

ଶନିଦେବଙ୍କୁ ପ୍ରସନ୍ନ କରିବାର ସହଜ ଉପାୟ

ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ମନୁଷ୍ୟର ଭଲ ଓ ଖରାପ କର୍ମ ଅନୁଯାୟୀ ସେ ଫଳ ପ୍ରଦାନ କରିଥାଆନ୍ତି। ଜାଣନ୍ତୁ ଏ ବିଷୟରେ.... ଜାତକରେ ଶନିଙ୍କ ସ୍ଥିତି ଖରାପ ଥିଲେ - କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହେ।…
Read More...

ଗୋରା ରଙ୍ଗ ପାଇଁ ଇଚ୍ଛୁକ କି? ଆପଣାନ୍ତୁ ସହଜ ଉପାୟ

ସଭିଁଙ୍କର ଇଚ୍ଛା ଥାଏ ଯେ, ସେମାନେ ସୁନ୍ଦର ଦେଖାଯାଆନ୍ତୁ। ଏହି କାରଣରୁ ସେମାନଙ୍କ ସମ୍ପୂର୍ଣ୍ଣ ଧ୍ୟାନ ନିଜ ତ୍ୱଚାକୁ ସୁନ୍ଦର କରିବା ପାଇଁ ଚେଷ୍ଟା କରିଥାଆନ୍ତି। ଫେସିଆଲ, ଫେସ ପ୍ୟାକ, ବିଭିନ୍ନ ବିୟୁଟି ଦ୍ରବ୍ୟର…
Read More...

ପୋଲ ସର୍ଭେ ବେଳେ ନଦୀକୁ ଖସି ଯୁବକ ନିଖୋଜ

ମାଲକାନଗିରି : ମାଲକାନଗିରି ଜିଲାର ପଙ୍ଗାମ ପୋଲ ସର୍ଭେ କରିବା ବେଳେ ଶନିବାର ନଦୀକୁ ଖସି ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ୩ ଯୁବକ ଜାତୀୟ ରାଜପଥ ଉପରେ ରହିଥିବା ଉକ୍ତ ପୋଲର ସର୍ଭେ କାର୍ଯ୍ୟ କରୁଥିବା ସମୟରେ…
Read More...

ଯୁବକଙ୍କ ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅନ୍ତର୍ଗତ ବଳା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁ ନିକଟସ୍ଥ ଏକ ଉଦ୍ୟାନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଜଣଙ୍କୁ କେହି…
Read More...

ମସଲା ଆଳୁ ପୁରୀ

ଆବଶ୍ୟକ ସାମଗ୍ରୀ ଅଟା – ୩୦୦ ଗ୍ରାମ ତେଲ - ଆବଶ୍ୟକ ଅନୁଯାୟୀ ସୁଜି – ୩ ଚାମଚ ହଳଦୀ ଗୁଣ୍ଡ - ଆବଶ୍ୟକ ଅନୁଯାୟୀ ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ ଲୁଣ - ଆବଶ୍ୟକ ଅନୁଯାୟୀ ଜିରା ଗୁଣ୍ଡ - ଆବଶ୍ୟକ ଅନୁଯାୟୀ…
Read More...

ଭ୍ରମଣ ପାଇଁ ଯାଆନ୍ତୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ‘ଉଦୟପୁର’

ଯଦି ଆପଣ ଭ୍ରମଣ ପାଇଁ ଯୋଜନା କରୁଛନ୍ତି ତେବେ ଏହି ଝରଣା ନାମରେ ପ୍ରସିଦ୍ଧି ଲାଭ କରିଥିବା ସହରକୁ ବୁଲିବାକୁ ଯାଇପାରିବେ। ଏଠାରେ ଆପଣଙ୍କୁ ଏପରି ବହୁ ସ୍ଥାନ ମିଳିବ ,ଯେଉଁଠାରେ ଆପଣ କମ ସମୟରେ ଅଧିକ ମଜାମସ୍ତି…
Read More...

ହଟ୍‍ ଚକୋଲେଟ୍‍ ଡ଼୍ରିଙ୍କସ୍‍

ଆବଶ୍ୟକ ସାମଗ୍ରୀ କ୍ଷୀର – ୧ଗ୍ଲାସରୁ ଅଧିକ କୋକୋ ପାଉଡ଼ର – ୧୦ ଗ୍ରାମ ଚକୋଲେଟ୍‍ ସସ୍‍ - ଆବଶ୍ୟକ ପରିମାଣରେ ଭ୍ୟାନିଲାସେନ୍ସ - ଅଳ୍ପ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ କ୍ଷୀରକୁ ଗରମ…
Read More...

ତମ୍ବା ବାସରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ସୃଷ୍ଟି ହୋଇଥାଏ ଅନେକ ସମସ୍ୟା  

ବହୁ ଲୋକେ ନିଜ ଘରେ ତମ୍ବା ବାସନର ବ୍ୟବହାର କରିଥାଆନ୍ତି। ମାତ୍ର ଏହାକୁ ବ୍ୟବହାର କରିବାରେ କିଛି ନିୟମ ରହିଛି। ସେହି ନିୟମକୁ ମାନି ଏହାର ବ୍ୟବହାର ନକଲେ ଏଥିରେ ଥିବା କେମିକାଲ ଶରୀର ପାଇଁ କ୍ଷତିକାରକ ଅଟେ। ମୁଖ୍ୟତଃ…
Read More...

ଭାଦ୍ରବ ମାସର ବିଶେଷତ୍ୱ ଓ ଗ୍ରହର କୁପ୍ରଭାବ ଦୂର କରିବାର ଉପାୟ

ଭାଦ୍ରବ ମାସର ଆରମ୍ଭ ହୋଇଛି। ଏହି ମାସରେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ। ଏପରି କରିବା ଦ୍ୱାରା ମନ ଓ ଶରୀରକୁ ସୁସ୍ଥ ରହିଥାଏ। ଭାଦ୍ରବ ର ଅର୍ଥ କଲ୍ୟାଣ ପ୍ରଦାନ କରିବା। ଏହି ମାସରେ ବ୍ରତ, ଉପବାସ,…
Read More...

ଜାଣନ୍ତୁ ରାଶି ଅନୁଯାୟୀ କେଉଁ ଖାଦ୍ୟ ଖାଇ କରିବେ ନୂଆ କାର୍ଯ୍ୟର ଆରମ୍ଭ

ନୂଆ କାର୍ଯ୍ୟର ଆରମ୍ଭ କେଉଁ ବାରରେ ଓ କିପରି ଭାବେ ଆରମ୍ଭ କରିବେ ସେଥିପ୍ରତି କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ। ଏପରି କରିବା ଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହୋଇନଥାଏ। ଏହା ସହ ସହଜରେ କାମ ହୋଇଯାଏ। ନୂଆ…
Read More...

ଚାଷୀ ମୃତ୍ୟୁରୁ ଉତ୍ତେଜନା, ବିଦ୍ୟୁତ କାର୍ଯ୍ୟାଳୟରେ ଭଙ୍ଗାରୁଜା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ବଣାଇ ଥାନା ଅନ୍ତର୍ଗତ ସାନ ଗୋଗୁଆ ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ଶ୍ୟାମଘନଙ୍କ ମୃତ୍ୟୁ ହୋଇଛି। ଚାଷୀଙ୍କ ମୃତ୍ୟୁ ପରେ ସ୍ଥାନୀୟ…
Read More...

ଆଜି ଠାରୁ +୩ର ସ୍ପଟ ଆଡ଼ମିଶନ

ଭୁବନେଶ୍ୱର : ଶୁକ୍ରବାର ଠାରୁ +୩ର ସ୍ପଟ ଆଡ଼ମିଶନ (ନାମଲେଖା) ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଆଜି ଓ ଆସନ୍ତାକାଲି ନାମ ଲେଖାଇବା ପାଇଁ ପଞ୍ଜୀକରଣ କରିପାରିବେ। ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଚୟନ…
Read More...

ଲେମ୍ବୁ ମାଛ ଚଟପଟା

ମାଛ – ୫୦୦ ଗ୍ରାମ କଟା ରସୁଣ – ୨ଟି କଟା ଅଦା - ଆବଶ୍ୟକ ପରିମାଣରେ କଟା ଟମାଟୋ – ୧ଟି ଜିରା - ଅଳ୍ପ କଟା କଞ୍ଚା ଲଙ୍କା – ୩ଟି କଟା ପିଆଜ – ୧ଟି ତେଲ - ଆବଶ୍ୟକ ପରିମାଣରେ ଲୁଣ - ଆବଶ୍ୟକ ପରିମାଣରେ…
Read More...

ଅଧିକ ଚା’ ଓ କଫି ପିଉଛନ୍ତି କି ? ସାବଧାନ….

ଚା’ ଓ କଫି ପିଇବା ବହୁ ଲୋକଙ୍କ ଅଭ୍ୟାସ ଅଟେ। ଏପରି ମଧ୍ୟ ଲୋକମାନେ କହିଥାଆନ୍ତି ଯେ ଚାହା ନ ପିଇଲେ ମୁଣ୍ଡ ବ୍ୟଥା ହୋଇଥାଏ। ପାଠ ପଢିବା ସମୟରେ ନିଦ ନ ଲାଗିବା ପାଇଁ ମଧ୍ୟ ଆମେ ଚା’ ପିଇଥାଉ।୨ଥରରୁ ଅଧିକ ଚା’ ପିଇବା…
Read More...

ଆପଣାନ୍ତୁ ଏହି ସହଜ ଉପାୟ, ମୁହଁର ସୌନ୍ଦର୍ଯ୍ୟ ହେବ ଦୁଇ ଗୁଣିତ

ମୁହଁର ସୁନ୍ଦରତା ପାଇଁ ଆମେ ବିଭିନ୍ନ କ୍ରିମର ବ୍ୟବହାର କରିଥାଉ। ବଜାରରୁ ଆଣୁଥିବା କ୍ରିମରେ ବହୁ କେମିକାଲ ମିଶିଥାଏ। ମାତ୍ର ଘରେ କିଛି ଦ୍ରବ୍ୟକୁ ବ୍ୟବହାର କରି ଆମେ ମୁହଁକୁ ସୁନ୍ଦର କରିବା ସହ ଦାଗକୁ ଦୂର କରି…
Read More...

ବାସ୍ତୁ ଦୋଷ ଦୂର ପାଇଁ କରନ୍ତୁ ପ୍ରଭୁ ଗଣେଶଙ୍କୁ ପୂଜାର୍ଚ୍ଚନା

ପ୍ରଭୁ ବିଘ୍ନକର୍ତ୍ତା ଗଣେଶ ଭିନ୍ନ ଭିନ୍ନ ସ୍ୱରୁପରେ ସମସ୍ତ ଦିଗର ବାସ୍ତୁ ଦୋଷ ଦୂର କରିଥାଆନ୍ତି। ବାସ୍ତୁ ଦେବତାଙ୍କ ଶାନ୍ତି ନିମନ୍ତେ ଗଣେଶଙ୍କ ପୂଜାର୍ଚ୍ଚନା କରିବା ନିତ୍ୟାନ୍ତ ଆବଶ୍ୟକ । ନିୟମିତ ଗଣେଶଙ୍କୁ…
Read More...

ପଞ୍ଜାବୀ ଚିକେନ

ଆବଶ୍ୟକ ସାମଗ୍ରୀ ଚିକେନ - ୫୦୦ ଗ୍ରାମ ତେଲ - ଆବଶ୍ୟକ ଅନୁଯାୟୀ ଅଦା ରସୁଣ ବଟା - ଆବଶ୍ୟକ ଅନୁଯାୟୀ କଟା ପିଆଜ – ୨ଟି ହଳଦୀ ଗୁଣ୍ଡ - ଆବଶ୍ୟକ ଅନୁଯାୟୀ ଲଙ୍କା ଗୁଣ୍ଡ - ଆବଶ୍ୟକ ଅନୁଯାୟୀ ଲୁଣ - ଆବଶ୍ୟକ…
Read More...

ରାଶି ଅନୁଯାୟୀ ଆପଣାନ୍ତୁ ଏହି ଉପାୟ, ମିିଳିବ ଶୁଭଫଳ

ଭଲ ଓ ଖରାପ ସମୟ ଆମ ଜୀବନର ଅଂଶ ଅଟନ୍ତି। କିନ୍ତୁ ବହୁବାର ଏପରି ଦେଖାଯାଏ ଯେ, ଆମ ଜୀବନରୁ ଖରାପ ସମୟ ଶେଷ ହୋଇନଥାଏ। ତେଣୁ ଏପରି ଅନୁଭବ ହୋଇଥାଏ ଯେ, ଅନେକ ଚେଷ୍ଟା କରିବା ସର୍ତ୍ତେ ମଧ୍ୟ କାର୍ଯ୍ୟରେ ସଫଳତା…
Read More...

ଆସନ୍ତା ୩ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଆଉ ଏକ ଲଘୁଚାପ  ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଲଘୁଚାପ ପ୍ରଭାବରେ ଆସନ୍ତା ୩ ଦିନ ଯାଏଁ ରାଜ୍ୟର ବହୁ ଜିଲାରେ ବର୍ଷା ଲାଗି ରହିବାର…
Read More...

ଠିକାଦାରଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ

ଝାରସୁଗୁଡ଼ା : ଝାରସୁଗୁଡ଼ା ସ୍ଥିତ ଏକାତାଲିରେ ମାଫିଜୁଲ ରହେମାନ (୩୨) ନାମକ ଜଣେ ଠିକରାଦାରଙ୍କୁ ପଥରରେ ଛେଚି  ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ଖବର ପାଇ ବିଟିଏମ ଫାଣ୍ଡି ପୁଲିସ ଓ ସାଇଣ୍ଟିଫିକ ଟିମ…
Read More...

ମଝି ନଦୀରେ ଡ଼ଙ୍ଗା ଅଚଳ, ଅଳ୍ପକେ ବର୍ତ୍ତିଲେ କାଉଡ଼ିଆ

ଆରଡ଼ି : ଭଦ୍ରକ ଜିଲାର ଆରଡ଼ିରେ ପ୍ରଭୁ ଆଖଣ୍ଡଳମଣୀଙ୍କୁ ଜଳଲାଗି କରି ଫେରୁଥିବା ସମୟରେ ସୋମବାର ଏକ ଅଘଟଣରୁ କାଉଡ଼ିଆମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାଉଡ଼ିଆମାନେ ଡ଼ଙ୍ଗାରେ ନିକଟସ୍ଥ ବୈତରଣୀ ନଦୀର ମୁଆଁ ମୁହାଣରେ…
Read More...

ଲଗାଣ ବର୍ଷା ଯୋଗୁଁ ପୁଣି ଧୋଇଗଲା ଅସ୍ଥାୟୀ କଲଭର୍ଟ

ବାଲିଗୁଡ଼ା : ବଙ୍ଗୋପସାଗରରେ ସୃଷ୍ଟ ଆଉ ଏକ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଫଳରେ ପୁଣି କନ୍ଧମାଳ ବାଲିଗୁଡ଼ା ନିକଟରେ ଅସ୍ଥାୟୀ କଲଭର୍ଟ ଧୋଇ ଯାଇଥିବା ଜଣାପଡ଼ିଛି। ୫୯…
Read More...

ନନ୍ଦନକାନନରେ ବାଘୁଣୀ ମୃତ

ଭୁବନେଶ୍ୱର : ଭୁବନେଶ୍ୱର ବାରଙ୍ଗରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସୋମବାର ଏକ ବାଘୁଣୀର ମୃତ୍ୟୁ ହୋଇଛି। ମୃତ ବାଘୁଣୀ ହେଉଛି ପ୍ରିୟଙ୍କା ଓ ତା’ର ବୟସ ୧୯ ବର୍ଷ ୫ ମାସ । ବୟସାଧିକ ଯୋଗୁଁ ବାଘୁଣୀର ପ୍ରିୟଙ୍କାର…
Read More...

ହୀରାକୁଦରେ ବୃଦ୍ଧି ପାଉଛି ଜଳସ୍ତର

ସମ୍ବଲପୁର : ବଙ୍ଗୋପସାଗରରେ ସୃଷ୍ଟ ଆଉ ଏକ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା କାରଣରୁ ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି।…
Read More...

ହନୁମାନଙ୍କ ମନ୍ଦିରରୁ ଚୋରି ଅଭିଯୋଗ

ବାଲେଶ୍ୱର / ନୀଳଗିରି : ବାଲେଶ୍ୱର ଜିଲାର ନୀଳଗିରି ଥାନା ଅନ୍ତର୍ଗତ କଣ୍ଟିଆକାଟି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ହନୁମାନଙ୍କ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ତାଲା ଭାଙ୍ଗି ସୁନା…
Read More...

ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧିକୁ ଓଡ଼ିଶା ଅଭିଭାବକ ମହାସଂଘର ବିରୋଧ

ଭୁବନେଶ୍ୱର : ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧି ପରେ ଏହାକୁ ସୋମବାର ଓଡ଼ିଶା ଅଭିଭାବକ ମହାସଂଘ ବିରୋଧ କରିଛି। ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପକୁ ଅଭିଭାବକ ମହାସଂଘ ଲୋଡ଼ଥିବା ଜଣାପଡ଼ିଛି। ମାନବ…
Read More...

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ରାସ୍ତାରେ ଶିଶୁ କନ୍ୟାଙ୍କୁ ଜନ୍ମ ଦେଲେ ମହିଳା

କନ୍ଧମାଳ : ରାଜ୍ୟରେ ବାରମ୍ବାର ଜନନୀ ଯନ୍ତ୍ରଣା ଦେଖିବାକୁ ମିଳୁଛି। ରାସ୍ତା କଡରେ ଜଣେ ପ୍ରସୂତି ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ସୂଚନାଯୋଗ୍ୟ, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ଡ଼ୁବୁରି…
Read More...