www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ ରାଶି ଅନୁଯାୟୀ କେଉଁ ଖାଦ୍ୟ ଖାଇ କରିବେ ନୂଆ କାର୍ଯ୍ୟର ଆରମ୍ଭ

ନୂଆ କାର୍ଯ୍ୟର ଆରମ୍ଭ କେଉଁ ବାରରେ ଓ କିପରି ଭାବେ ଆରମ୍ଭ କରିବେ ସେଥିପ୍ରତି କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ। ଏପରି କରିବା ଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହୋଇନଥାଏ। ଏହା ସହ ସହଜରେ କାମ ହୋଇଯାଏ। ନୂଆ କାର୍ଯ୍ୟ ସହ ଜଡ଼ିତ କିଛି ମହତ୍ତ୍ୱପୂର୍ଣ୍ଣ କଥା ରହିଛି। ଜାଣନ୍ତୁ ରାଶି ଅନୁଯାୟୀ କେଉଁ ବାରରେ କେଉଁ ଖାଦ୍ୟ ଖାଇ କାମର ଶୁଭାରମ୍ଭ କରିବେ….
ମେଷ – ଗୁରୁବାର, ସୋରିଷ ପଡ଼ିଥିବା ଖାଦ୍ୟ ଖାଆନ୍ତୁ।
ବୃଷ – ଶନିବାର , ଘିଅ ଖାଆନ୍ତୁ।
ମିଥୁନ – ଶୁକ୍ରବାର , ଦହି ଖାଆନ୍ତୁ।
କର୍କଟ – ମଙ୍ଗଳବାର, ଗୁଡ଼ ଖାଆନ୍ତୁ।
ସିଂହ – ରବିବାର, ପାନ ଖାଆନ୍ତୁ।
କନ୍ୟା – ବୁଧବାର, ଧନିଆ ଖାଆନ୍ତୁ।
ତୁଳା – ଶୁକ୍ରବାର , ଦହି ଖାଆନ୍ତୁ।
ବିଛା – ରବିବାର, ପାନ ଖାଆନ୍ତୁ।
ଧନୁ – ଗୁରୁବାର, ହଳଦିଆ ରଙ୍ଗର ମିଠା ଖାଆନ୍ତୁ।
ମକର – ସୋମବାର, ଦହି ଓ ଚିନି ଖାଆନ୍ତୁ।
କୁମ୍ଭ – ଶନିବାର, ଘିଅ ଖାଆନ୍ତୁ।
ମୀନ – ବୁଧବାର, ଧନିଆ ଖାଆନ୍ତୁ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories