ବ୍ରହ୍ମପୁର : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୋଉଞ୍ଜୁର ବି.ପାଳ ହାଇସ୍କୁଲର ସହକାରୀ ଶିକ୍ଷକ ସଦାନନ୍ଦ ପାଢୀ ଗୁରୁବାର ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ଜଣାପଡ଼ିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସଦାନନ୍ଦଙ୍କ ଘର କାର୍ଯ୍ୟାୟଳ ସମେତ ୪ଟି ସ୍ଥାନରେ ଚଢାଉ କରିଛି। ଏହାସହ ଭିଜିଲାନ୍ସ ଟିମ ସଦାନନ୍ଦଙ୍କ ଘରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜ ଜବତ କରିବା ସହ ପଚରାଉଚରା ଜାରି ରଖିଛି।
Popular Categories



