ବାଲେଶ୍ୱର : ଲଗାଣ ବର୍ଷା ଫଳରେ ସୋମବାର ଉତ୍ତର ଓଡ଼ିଶାର ବାଲେଶ୍ୱର ମଥାନି ନିକଟରେ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଥିବା ଜଣାପଡ଼ିଛି। ଜଳକାର ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଏବେ ଜଳ ପତ୍ତନ ୬.୪୦ ମିଟରରେ ପହଞ୍ଚିଛି। ନଦୀରେ ବନ୍ୟା ଆସିବା ଦ୍ୱାରା ବସ୍ତା ଆଦି ବ୍ଲକରେ ଏକାଧିକ ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି।
Popular Categories



