ବାସୁଦେବପୁର : ଭଦ୍ରକର ବାସୁଦେବପୁର କଶିଆ ସାମୁଦ୍ରିିକ ଥାନା ଅନ୍ତର୍ଗତ ପାରାପେଖରୀ ଗାଁରେ ସୋମବାର ଚୋରା ମଦ ପିଇ ଜଣେ ଯୁବକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯୁବକ ଜଣଙ୍କ ହେଉଛନ୍ତି ନାରାୟଣ ନାୟକ ( ୪୦)। ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତ୍ୟଜନା ସୃଷ୍ଟି ହେବା ସହ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ଧାମରା ରାସ୍ତାର ପାରାପୋଖରୀ ପୋଲ ନିକଟରେ ରାସ୍ତାରୋକ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରୁ ମଦ ଜବତ କରିଛି।
Popular Categories



