ସୁନ୍ଦରଗଡ଼ : ଲେଫ୍ରିପଡ଼ା ଇଚ୍ଛା ନଦୀରେ ଜଳସ୍ତର ବୃଦ୍ଧି ପାଇ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଫଳରେ ସୁରୁଗୁଡ଼ା ଗାଁ ପାଣି ପଶି ଯାଇଛି। ପାଣି ପଶିଯିବା କାରଣରୁ ଗ୍ରାମବାସୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବା ସହ ହନ୍ତସନ୍ତ ହେଉଛନ୍ତି। ଏନେଇ ଅଧିକ ସୂଚନା ହସ୍ତଗତ ହୋଇପାରି ନାହିଁ।
Popular Categories



