ଶ୍ରାବଣର ଶେଷ ସୋମବାର , ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ୱର : ଆଜି ଶ୍ରାବଣର ଶେଷ ସୋମବାର। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବପୀଠରେ ହଜାର ହଜାର ଭକ୍ତ ଓ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। କାଉଡ଼ିଆମାନେ ପ୍ରଭୁ ଶିବଶଙ୍କରଙ୍କ ନିକଟରେ ଜଳଲାଗି କରୁଛନ୍ତି।…
Read More...

ଅବତରଣ କରି ନପାରି ଝାରସୁଗୁଡ଼ାରୁ ଫେରିଲା ବିମାନ

ଭୁବନେଶ୍ୱର : ଆଲାଏନ୍ସ ନାମକ ଏୟାର ବିମାନ ମେଘୁଆ ପାଗ ପାଇଁ ରବିବାର ଝାରସୁଗୁଡ଼ାରେ ଅବତରଣ କରିପାରିନଥିବା ଜଣାପଡ଼ିଛି। ପାଗର ପରିସ୍ଥିତିକୁ ନଜରରେ ରଖି ଭୁବନେଶ୍ୱରରୁ ଉଡ଼ାଣ କରିଥିବା ବିମାନ ପୁଣି ଭୁବନେଶ୍ୱର ବିମାନ…
Read More...

କେନ୍ଦୁଝର ନିକଟରେ ୩୦ ହାତୀଙ୍କ ଉପଦ୍ରବ

କେନ୍ଦୁଝର : କେନ୍ଦୁଝର ଆଖପାଖରେ ରବିବାର ପ୍ରାୟ ୩୦ ହାତୀଙ୍କ ଉପଦ୍ରବ ଦେଖାଦେଇଛି। ସଦର ରେଞ୍ଜ କୁସୁମିତାରେ ୨୦ଟି ଓ ନରଣପୁର ବିଟ୍‍ ଜାଗୁନାଳିଆରେ ୧୦ଟି ହାତୀ ପଶିଥିବା ଜଣାପଡ଼ିଛି। ହାତୀ ପାଇଁ ସ୍ଥାନୀୟ ଲୋକେ ଭୟଭୀତ…
Read More...

ରାଜ୍ୟର କେତେକ ସ୍ଥାନରେ ବର୍ଷା ସହ ବଜ୍ରପାତର ସୂଚନା

ଭୁବନେଶ୍ୱର : ରାଜ୍ୟର କେତେକ ଜିଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହାସହ ରବିବାର୧୨ଟି ଜିଲାକୁ ସତର୍କ ସୂଚନା ଦିଆଯାଇଛି। ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର, ଦେବଗଡ଼, ଢେଙ୍କାନାଳ, ଅନୁଗୁଳ,…
Read More...

ସିକ୍ୟୁରିଟି ଗାର୍ଡ଼ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କଲା ନୀଳଗିରି ପୁଲିସ

ନୀଳଗିରି : ବାଲେଶ୍ୱର ଜିଲା ଅଧିନସ୍ଥ ନୀଳଗିରି ଥାନା ଅଞ୍ଚଳରେ ଜଣେ ସିକ୍ୟୁରିଟି ଗାର୍ଡ଼ଙ୍କୁ ହତ୍ୟା ଘଟଣାରେ ପୁଲିସ ରବିବାର ଜଣେ ହତ୍ୟାକରୀକୁ ଗିରଫ କରିଛି। ଜାମୁଡ଼ିହା ପଞ୍ଚାୟତ ଅଧିନସ୍ଥ କେସୁରା ଗାଁର ଗୌରୀଶଙ୍କର…
Read More...

ଟିକେଟ ନମିଳିବାରୁ କୋଣାର୍କରେ ହଟହଟା ହେଲେ ପର୍ଯ୍ୟଟକ

କୋଣାର୍କ : ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ପାଇଁ ଟିକେଟ ଅଭାବରୁ ଟିକେଟ କାଉଣ୍ଟରରେ ରବିବାର ପର୍ଯ୍ୟଟକଙ୍କୁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଛି। ରବିବାର ହୋଇଥିବାରୁ ସକାଳୁ ହଜାର…
Read More...

ଚଳନ୍ତା ଟ୍ରେନରୁ ଗଞ୍ଜେଇ ବସ୍ତା ଖସି ୩ ଗ୍ୟାଙ୍ଗମ୍ୟାନ ଆହତ

ଢେଙ୍କାନାଳ : ଚଳନ୍ତା ଟ୍ରେନରୁ ଗଞ୍ଜେଇ ବସ୍ତା ଖସି ରବିବାର ୩ ଜଣ ଗ୍ୟାଙ୍ଗମ୍ୟାନ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଢେଙ୍କାନାଳ ଜିଲା ଶ୍ୟାମାଚରଣପୁର-…
Read More...

ଭଡ଼ା ଟଙ୍କା ପାଇଁ ବୃଦ୍ଧ ବାପାକୁ ପୁଅବୋହୂର ମାଡ଼ ଅଭିଯୋଗ

କେନ୍ଦୁଝର : କେନ୍ଦୁଝରର ଆନନ୍ଦପୁରରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ଭଡ଼ାଟଙ୍କା ନଦେବାରୁ ଜଣେ ବୃଦ୍ଧ ବାପାକୁ ପୁଅବୋହୂ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁଅବୋହୂଙ୍କ ମାଡ଼ରେ ବୃଦ୍ଧ ବାପା ଗୁରୁତର ହେବାରୁ…
Read More...

ବସ ଧକ୍କାରେ ଜଣେ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲାର ବାରିପଦାର ବେତନଟୀ ଥାନା ୧୮ ନମ୍ବର ଜାତୀୟ ରାଜପଥରେ ରବିବାର ବସ୍‍ ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଛି। ଫଳରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ୧୮ ନମ୍ବର…
Read More...

୯ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି , ୧୭ ସୁଦ୍ଧା ରିର୍ପୋଟ ଦିଅ

ଭୁବନେଶ୍ୱର : ରାଜ୍ୟରେ ଘଟିଥିବା ବନ୍ୟା କ୍ଷୟକ୍ଷତି ରିର୍ପୋଟ ଦେବାକୁ ଏସଆରସି ବିଷ୍ଣୁପଦ ସେଠୀ ବନ୍ୟା ପ୍ରଭାବିତ ୯ଟି ଜିଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ସେହି ଜିଲା ଗୁଡ଼ିକ ହେଉଛି ବଲାଙ୍ଗୀର, ଗଜପତି,…
Read More...

କଲେଜ ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର , ଆତ୍ମହତ୍ୟା ସନ୍ଦେହ

ଦେବଗଡ଼ : ଦେବଗଡ଼ର ଏକ କଲେଜ ପରିସରରୁ ରବିବାର ଝୁଲନ୍ତା ଅବସ୍ଥାରେ ଜଣେ ବିବାହିତ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ଘର ନିକଟସ୍ଥ ରଙ୍ଗିଅଗୁଡ଼ା ସାହିରେ ଓ ସେ ବିନୋଦ ପଲେଇଙ୍କ ପୁଅ ପୁରୁଷୋତ୍ତମ ପଲେଇ…
Read More...

ବୃଦ୍ଧି ପାଉଛି ହୀରାକୁଦ ଜଳସ୍ତର

ସମ୍ବଲପୁର : ଉପର ମୁଣ୍ଡରେ ବର୍ଷା ଯୋଗୁଁ ଧିରେ ଧିରେ ହୀରକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ରବିବାର ସକାଳ ୬ଟା ସୁଦ୍ଧା ଜଳ ଭଣ୍ଡାରରେ ୬୧୩.୫୨ ଫୁଟ ଯାଏଁ ଜଳସ୍ତର ରହିଛି। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୧…
Read More...

ସୁନ୍ଦରତାକୁ ଦୁଇଗୁଣିତ କରିଥାଏ ଉପଯୁକ୍ତ ଆଇବ୍ରୋ, ଜାଣନ୍ତୁ କେତେକ ଆବଶ୍ୟକ ଟିପ୍ସ

ଉପଯୁକ୍ତ ଆଇବ୍ରୋର ବିଶେଷତ୍ୱ ଆମେ ସମସ୍ତେ ଜାଣୁ। କାରଣ ଏହା ମୁହଁକୁ ସୁନ୍ଦର କରିବା ପାଇଁ ଏକ ବିଶେଷ ଭୂମିକା ଗ୍ରହଣ କରିବା ସହ ଆକର୍ଷଣୀୟ କରିଥାଏ। ଏହାକୁ ଉପଯୁକ୍ତ ଆକାରର କଲେ ହିଁ  ଏହା ଆମ ସୌନ୍ଦର୍ଯ୍ୟକୁ ଦୁଇ…
Read More...

ହସ୍ପିଟାଲରେ ମିଳିଲେନି ଡ଼ାକ୍ତର ଓ କର୍ମଚାରୀ , ହଟହଟା ହେଲେ ପ୍ରସୂତି

ମାଲକାନଗିରି : ରାସ୍ତା ସମସ୍ୟା ଓ ଆମ୍ବୁଲାନ୍ସ ସେବା ନ ମିଳିବାରୁ ବାଲିମେଳା ଜଳଭଣ୍ଡାର ଭିତରେ ଥିବା ଯୋଡ଼ାମ୍ବ ପଞ୍ଚାୟତର ଜନ୍ତୁରାଇ ଗ୍ରାମରେ ଶୁକ୍ରବାର ଜଣେ ପ୍ରସୂତି ହଟହଟା ହେବାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି।…
Read More...

ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ପାଳନ କରନ୍ତୁ ଏହି ନିୟମ

ପ୍ରଭୁ ହନୁମାନଙ୍କୁ ଧ୍ୟାନର ସହ ପୂଜା କରିବା ଦ୍ୱାରା ସେ ଖୁବ ପ୍ରସନ୍ନ ହୋଇଥାଆନ୍ତି। ବଜରଙ୍ଗବଲୀଙ୍କୁ ସଙ୍କୋଟମୋଚନ ମଧ୍ୟ କୁହାଯାଏ, କାରଣ ବିପଦ ସମୟରେ ପ୍ରଭୁଙ୍କର ଜପ କରିବା ଦ୍ୱାରା ସମସ୍ତ ସମସ୍ୟାର ସମାଧାନ…
Read More...

ଦୁଇ କାର୍‍ ମୁହାଁମୁହିଁ ଧକ୍କା , ୯ ଆହତ

ଆଠଗଡ଼ : କଟକର ମଙ୍ଗୁଳି – ଖୁଣ୍ଟୁଣୀ ରାସ୍ତାର ଧବଳେଶ୍ୱର ଆଇଟିଆଇ ନିକଟରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ କାର୍‍ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି ଓ ଏଥିରେ ୯ ଜଣ ଆହତ ହୋଇଛନ୍ତି। ଆହତ ୯…
Read More...

୧୪ରେ ଖୋଲିବ ହୀରାକୁଦ ଗେଟ

ସମ୍ବଲପୁର : ହୀରାକୁଦ ଡ଼୍ୟାମର ପ୍ରଥମ ବନ୍ୟାଜଳ ଆସନ୍ତା ୧୪ ତାରିଖରେ ନିଷ୍କାସନ ହେବ। ଦିନ ୧୧ଟା ପରେ ଯେକୌଣସି ସମୟରେ ବନ୍ୟାଜଳ ଛଡ଼ାଯିବ ବୋଲି ହୀରାକୁଦ ଡ଼୍ୟାମର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକ ଶନିବାର ସୂଚନା…
Read More...

ଖଟାମିଠା ମସଲା ଛତୁ

ଆବଶ୍ୟକ ସାମଗ୍ରୀ ଛତୁ – ୪୦୦ ଗ୍ରାମ ତେଲ – ଆବଶ୍ୟକ ଅନୁଯାୟୀ ହଳଦୀ ଗୁଣ୍ଡ - ଆବଶ୍ୟକ ଅନୁଯାୟୀ ଲଙ୍କା ଗୁଣ୍ଡ - ଆବଶ୍ୟକ ଅନୁଯାୟୀ ଲୁଣ - ଆବଶ୍ୟକ ଅନୁଯାୟୀ କଟା ପିଆଜ – ୨ଟି କଟା ଆଳୁ – ୨ଟି କଟା ଟମାଟୋ –…
Read More...

ସଡ଼କ ଦୁର୍ଘଟଣାରେ ୨ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ ହେମଗିରି ଥାନା ଅନ୍ତର୍ଗତ ଟାଙ୍ଗରଡ଼ିହି ରାସ୍ତାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଟାଙ୍ଗରଡ଼ିହି…
Read More...

ଘରେ ପଶି ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ

ନୀଳଗିରି / ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ସିକ୍ୟୁରିଟି ଗାର୍ଡ଼ଙ୍କୁ ଘରେ ପଶି ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଜାମୁଡ଼ିହା ପଞ୍ଚାୟତ…
Read More...

ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କ ପରଲୋକ

ବରଗଡ଼ : ବରଗଡ଼ ଜିଲା ପାଣିମୋରା ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କ ଶନିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ଏହି ଖବର ଜଣାପଡ଼ିବା ମାତ୍ରେ ସମଗ୍ର ଜିଲାରେ ଶୋକର ଛାୟା…
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଆଇଲି ଗାଁରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।…
Read More...

ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ମୟୂରଭଞ୍ଜ : ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀମାନଙ୍କ ଉପଦ୍ରବ ଲାଗି ରହିଛି। ମୟୂରଭଞ୍ଜ ଜିଲା କରଞ୍ଜିଆରେ ପୁଣି ହାତୀପଲଙ୍କ ଉପଦ୍ରବ ଦେଖାଯାଇଛି। ବଡ଼ଗାଁ ପଞ୍ଚାୟତ ରାଜପୋଷି ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀପଲ…
Read More...

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣାନ୍ତୁ ଏହି ଟିପ୍ସ

ଆମର ନିତିଦିନିଆ ଖାଦ୍ୟପେୟ ଓ କାର୍ଯ୍ୟକ୍ରମ ଆମ ସ୍ୱାସ୍ଥ୍ୟ ଉପରେ ବହୁ ପ୍ରଭାବ ପକାଇଥାଏ। ଏପରି କିଛି ଖାଦ୍ୟ ରହିଛି ଯାହାକୁ ଖାଇବା ନିତ୍ୟାନ୍ତ ଜରୁରୀ ଅଟେ। କାରଣ ସେହି ସମସ୍ତ ଖାଦ୍ୟ ଆମ ଶରୀରକୁ ଉପଯୁକ୍ତ ପୋଷକ…
Read More...

ଗାଜର ଖିରୀ

ଆବଶ୍ୟକ ସାମଗ୍ରୀ ଗାଜର – ୩ଟି ଘିଅ - ୪ ଚାମଚ ଖିର – ୨କପ ମିଲ୍କ ମେଡ଼ – ୩ ଚାମଚ କାଜୁ ଓ କିସମିସ୍‍ - ଅଳ୍ପ ଚିନି - ଆବଶ୍ୟକ ପରିମାଣରେ ଗୁଜୁରାତି ଗୁଣ୍ଡ - ଅଳ୍ପ ପ୍ରସ୍ତୁତି ପ୍ରଣାଳୀ – ଗାଜରକୁ ଭଲ ଭାବେ…
Read More...

ସୌଭାଗ୍ୟ ପ୍ରାପ୍ତି ପାଇଁ ଗୃହରେ ଲଗାନ୍ତୁ ଏହି ଫଟୋ

ଗୃହରେ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ଭୋଜନ କକ୍ଷର ମୁଖ୍ୟ ଦ୍ୱାର ନିକଟରେ ଫୁଲର ଫଟୋ ଲଗାନ୍ତୁ। ଆର୍ଥକ ସମ୍ପନ୍ନତା ପାଇଁ ପୂଜା କକ୍ଷରେ ବସିଥିବା ଢଙ୍ଗୀରେ ମା’ଲକ୍ଷ୍ମୀଙ୍କ ଫଟୋ ଲଗାନ୍ତୁ। ସନ୍ତାନ…
Read More...

ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ସ୍ୱାଦିଷ୍ଟ ପାରମ୍ପରିକ ବ୍ୟଞ୍ଜନର ମଜା ନେବାକୁ ଯାଆନ୍ତୁ କାଶ୍ମୀର

ଦୁନିଆର ବିଭିନ୍ନ ସ୍ଥାନରୁ ବହୁ ପର୍ଯ୍ୟଟକ କାଶ୍ମୀରର ମନମୁଗ୍ଧକର ସୌନ୍ଦର୍ଯ୍ୟର ଆନନ୍ଦ ନେବା ସହ ଓ ନିଜକୁ ପ୍ରକୃତିର ସୁନ୍ଦରତା ମଧ୍ୟରେ ହଜାଇ ଦେଇଥାଆନ୍ତି। ମାତ୍ର କେବଳ ସୁନ୍ଦରତା ପାଇଁ ନୁହେଁ ବରଂ କାଶ୍ମୀର…
Read More...

ଶ୍ରାବଣରେ ମେହେନ୍ଦୀ ଲଗାଇବାର ବୈଜ୍ଞାନିକ ଓ ଧାର୍ମିକ ମହତ୍ତ୍ୱ

ଶ୍ରାବଣ ମାସକୁ ସୌନ୍ଦର୍ଯ୍ୟପୂର୍ଣ୍ଣ ପ୍ରକୃତିର ମାସ ବୋଲି କୁହାଯାଏ। ଶାସ୍ତ୍ରରେ ମହିଳାମାନେ ମଧ୍ୟ ପ୍ରକୃତିର ଏକ ରୂପ ବୋଲି ବର୍ଣ୍ଣନା କରାଯାଇଛି। ଏହି ମାସରେ ବର୍ଷାର ବୁନ୍ଦାର ବୃକ୍ଷଲତା ଓ ସମଗ୍ର ପରିବେଶ…
Read More...

ତେନ୍ତୁଳି  ଚଟପଟା  ଅଣ୍ଡା

ଅଣ୍ଡା – ୬ଟି ତେଲ - ଆବଶ୍ୟକ ପରିମାଣରେ ଲୁଣ - ଆବଶ୍ୟକ ପରିମାଣରେ  ହଳଦୀ ଗୁଣ୍ଡ - ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ - ଆବଶ୍ୟକ ପରିମାଣରେ ଗରମ ମସଲା - ଆବଶ୍ୟକ ପରିମାଣରେ ଅଦା ରସୁଣ ବଟା -…
Read More...

ରେଳ ଧାରଣା ମରାମତି ପରେ ରାୟଗଡ଼ାରେ ରେଳ ଚଳାଚଳ ସ୍ୱଭାବିକ

ରାୟଗଡ଼ା : ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ  ଲଘୁଚାପ ଡ଼ିପ ଡ଼ିପ୍ରେସନରେ ପରିଣତ ହେବା ପରେ ସାରା ରାଜ୍ୟରେ ବର୍ଷା ହୋଇଛି। ବର୍ଷା ପ୍ରଭାବରେ ରାୟଗଡ଼ା ଆମ୍ବଦଳା ଷ୍ଟେସନ ନିକଟରେ ଧୋଇଯାଇଥିବା ରେଳ ଧାରଣା ମରାମତି…
Read More...

ମାଛ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ସମୁଦ୍ର ଢାବା ସମ୍ମୁଖରେ ଏକ ମାଛ ବୋଝେଇ ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ ନୟନଜୋରୀକୁ ଓଲଟି ପଡ଼ିଛି। ଏଥିରେ ଭ୍ୟାନର ଚାଳକ ଓ ହେଲଫର…
Read More...

ଚୋରା କାଠ ଚାଲାଣ ବେଳେ ପିକଅପ ଭ୍ୟାନ ଜବତ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିର ବାଉଁଶବଣିଆରେ ଗୁରୁବାର ବିଳମ୍ବିତ ରାତିରେ ଚୋରା କାଠ ଚାଲାଣ ବେଳେ ପିକଅପ ଭ୍ୟାନ ଜବତ ହୋଇଛି। ସୂଚନା ଅନୁଯାୟୀ, ବାଉଁଶବଣିଆ ପଟ ଦେଇ ଜୟପୁର ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା…
Read More...

ଜାଣନ୍ତୁ କେଉଁ କାର୍ଯ୍ୟ କଲେ କ୍ରୋଧ କରନ୍ତି ମା’ଲକ୍ଷ୍ମୀ 

ପ୍ରତିଦିନ ଗୃହରେ ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି।  ଧନର ବୃଦ୍ଧି ହୋଇଥାଏ। ମାତ୍ର ବେଳେବେଳେ ଦେଖାଯାଏ ଯେ ଆମ ପରିଶ୍ରମ ଅନୁଯାୟୀ ତାହାର ଆଶାନୁରୂପକ ଅର୍ଥ ପ୍ରାପ୍ତି ହୋଇନଥାଏ। ଏଥିରେ…
Read More...

ଚୁଡ଼ି ପିନ୍ଧିବାର ବୈଜ୍ଞାନିକ କାରଣ

ମହିଳାମାନଙ୍କ ଶୃଙ୍ଗାର ମଧ୍ୟରୁ ଚୁଡ଼ି ଏକ ମୁଖ୍ୟ ଶୃଙ୍ଗାର ଦ୍ରବ୍ୟ ଅଟେ। ଚୁଡ଼ି ପିନ୍ଧିଲେ ମହିଳାଙ୍କ ସୌନ୍ଦର୍ଯ୍ୟ ଦୁଇ ଗୁଣିତ ହୋଇଯାଏ। ମାତ୍ର ଏହା କେବଳ ସୌନ୍ଦର୍ଯ୍ୟ ଓ ଶୃଙ୍ଗାର ପାଇଁ ନୁହେଁ ବରଂ ଉତ୍ତମ ସ୍ୱାସ୍ଥ୍ୟ…
Read More...

ଜାଣନ୍ତୁ କେଉଁ ବାରରେ କି ଭୋଗ କଲେ ମିଳେ ଶୁଭଫଳ

ପୂଜାର୍ଚ୍ଚନା କରିବା ସମୟରେ ଭୋଗ ଲଗାଇବା ସ୍ୱତନ୍ତ୍ର ବିଧି । ନିୟମିତ ମିଶ୍ରି ,ଫଳ ଆଦି ଭୋଗ ଭଗବାନଙ୍କ ସମ୍ମୁଖରେ ଅର୍ପଣ କରାଯାଇଥାଏ। ମାତ୍ର ବାର ଅନୁଯାୟୀ ଯଦି ନିର୍ଦ୍ଦିଷ୍ଟ ଭୋଗ ଆମେ ଭଗବାନଙ୍କୁ ଅର୍ପଣ କରୁ, ତେବେ…
Read More...

ଗୃହରେ ଲଗାନ୍ତୁ ଏଭଳି ଫଟୋ ଜୀବନ ହେବ ସୁଖମୟ

ଗୃହର ସୁନ୍ଦରତା ବଢାଇବା ପାଇଁ ଓ ନିଜର ଅଭୁଲା ସ୍ମୃତିକୁ ସତେଜ ରଖିବା ପାଇଁ ଘରେ ବିଭିନ୍ନ ପ୍ରକାରର ଚିତ୍ର ବା ଛବି ଲଗାଯାଏ। ଏହି ଚିତ୍ର ଭିନ୍ନ ଭିନ୍ନ ପ୍ରକାରର ଯେପରି ରଙ୍ଗୀନ, ସାଧାରଣ, ଛୋଟ, ବଡ଼ ଅଟେ। ଏହାର…
Read More...

ଚଣା ପନୀର

ଆବଶ୍ୟକ ସାମଗ୍ରୀ ପନୀର – ୫୦୦ ଗ୍ରାମ ବଡ଼ ଚଣା - ଅଧ କପ ( ୪ ରୁ ୫ ଘଣ୍ଟା ବତୁରା ଯାଇଥିବା ) କଟା ପିଆଜ – ୧ଟି ପିଆଜ ବଟା – ୨ଚାମଚ ଅଦାରସୁଣ ବଟା – ୩ ଚାମଚ ଦହି – ୫୦ ଗ୍ରାମ ଲବଙ୍ଗ – ୪ଟି ଗୁଜୁରାତି – ୩ଟି…
Read More...

କୂଅରେ ଖସିପଡ଼ି ଅଟୋ ଚାଳକ ମୃତ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ସଜନାଗଡ଼ ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କୂଅରେ ଖସିପଡ଼ି ଜଣେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ସଜନାଗଡ଼ ଅଞ୍ଚଳର ଖାଳପାଳିଆଙ୍କ…
Read More...

ଲଗାଣ ବର୍ଷାରେ ବେହାଲ ବ୍ରଜରାଜନଗର

ବ୍ରଜରାଜନଗର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ଧାରଣ କରିବା ପରେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଝାରସୁଗୁଡ଼ା ଜିଲାର ବ୍ରଜରାଜନଗର ଅଞ୍ଚଳରେ ବୁଧବାର ସନ୍ଧ୍ୟାରୁ ଲଗାଣ…
Read More...

ନବଜାତ ଶିଶୁକନ୍ୟା ଉଦ୍ଧାର

ବାଲେଶ୍ୱର / ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ଶାଳବଣି ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଚାଳିଆରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ସୂଚନା…
Read More...

ସୁନ୍ଦର ତ୍ୱଚା ପାଇଁ ଇଚ୍ଛୁକ କି ? ଆପଣାନ୍ତୁ କିଛି ଘରୋଇ ଟିପ୍ସ

ବର୍ଷା ଦିନରେ ତ୍ୱଚାର ବିଶେଷ ଭାବେ ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଏହି ଦିନରେ ସପ୍ତାହକୁ ୨ ରୁ ୩ଥର ଫେସ ପ୍ୟାକର ବ୍ୟବହାର କରିବା ଉଚିତ। ବଜାରରେ ବିଭିନ୍ନ ପ୍ରକାରର ଫେସ ପ୍ୟାକ୍‍ ମିଳିଥାଏ, ମାତ୍ର ସେଥିରେ…
Read More...

ଛଣା ପୁରଲଙ୍କା 

ଆବଶ୍ୟକ ସାମଗ୍ରୀ ସିମଲା ଲଙ୍କା – ୫ଟି ବେସନ - ୧କପ ସିଝା ଆଳୁ – ୨ଟି ଲଙ୍କା ଗୁଣ୍ଡ – ୧ଚାମଚ ଗରମ ମସଲା – ୧ ଚାମଚ ଆମଚୁର ଗୁଣ୍ଡ – ୧ ଚାମଚ ଲୁଣ - ଆବଶ୍ୟକ ପରିମାଣରେ  ତେଲ - ଆବଶ୍ୟକ…
Read More...

ସଠିକ୍‍ ଶୈଳୀରେ ନିଜ ଜୀବନରେ ଜ୍ଞାନକୁ ଉପଯୋଗ କରନ୍ତୁ

ଏକ ଲୋକକଥା ଅନୁଯାୟୀ, ଗୋଟିଏ ଆଶ୍ରମରେ ଦୁଇ ଜଣ ଶିଷ୍ୟ ସହ ଜଣେ ସନ୍ଥ ରହୁଥିଲେ। ସନ୍ଥ ଦୁଇ ଜଣ ଶିଷ୍ୟଙ୍କୁ ଉତ୍ତମ ଶିକ୍ଷା ଦେଇଥିଲେ। ଏକଦା ସନ୍ଥ ଜଣକ ଦୁଇ ଶିଷ୍ୟଙ୍କୁ ଦୁଇଟି ଛୋଟ ଛୋଟ ଡ଼ବାରେ କିଛି ଗହମ ଭର୍ତ୍ତି କରି…
Read More...

ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱରେ ପରିପୂର୍ଣ୍ଣ ତୁଳସୀ ବୃକ୍ଷ

ଶାସ୍ତ୍ର ଅନୁଯାୟୀ ବିଭିନ୍ନ ବୃକ୍ଷଲତାରେ ଦେବାଦେବୀ ବାସ କରିଥାଆନ୍ତି। ସେଭଳି କିଛି ବୃକ୍ଷ ମଧ୍ୟରୁ ତୁଳସୀ ମୁଖ୍ୟ ଅଟେ। ଏହାର ଦୈବିକ ଗୁଣ ସହ ଔଷଧୀୟ ଗୁଣ ସହ ମଧ୍ୟ ରହିଛି। ଜାଣନ୍ତୁ ଏହା ବିଷୟରେ..... ତୁଳସୀ ଗଛର…
Read More...

ଜାଣନ୍ତୁ ବର୍ଷା ଦିନରେ ଦହି  ଖାଇବା ସ୍ୱାସ୍ଥ୍ୟ ପାଇଁ କିପରି ଲାଭଦାୟକ

ବହୁ ସମୟରେ ଲୋକେ ବର୍ଷା ଓ ଥଣ୍ଡା ସମୟରେ ଦହି ଖାଇବା ଉଚିତ କି ନାହିଁ ଏହାକୁ ନେଇ ଦ୍ୱନ୍ଦ୍ୱରେ ରହିଥାଆନ୍ତି। ତେଣୁ ବହୁ ଲୋକେ ବର୍ଷା, ଥଣ୍ଡା ସମୟରେ ଦହି ଖାଇ ନଥାଆନ୍ତି। ଜାଣନ୍ତୁ, ବର୍ଷା ବା ଥଣ୍ଡା ସମୟରେ ଦହି…
Read More...

ଜାତକରେ ଗ୍ରହଙ୍କ ସ୍ଥିତିରୁ ଜାଣନ୍ତୁ ବିବାହ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ପ୍ରତ୍ୟେକଙ୍କର ଜାତକରୁ ତାଙ୍କ ଜୀବନ ସମ୍ବନ୍ଧରେ ବହୁ ସୂଚନା ମିଳିଥାଏ। ସେହିଭଳି ବିବାହର ବିଷୟରେ ବହୁ ତଥ୍ୟ ଜାତକରେ ରହିଥାଏ। କନ୍ୟା ମାନଙ୍କର ଜାତକର ସପ୍ତମ ଭାଗ ଏବଂ ବୃହସ୍ପତି ତାଙ୍କର ଜୀବନସାଥିଙ୍କ ସହ…
Read More...

ସେଣ୍ଟ୍ରାଲ ବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ ଅଭିଯୋଗ

ସୋର : ବାଲେଶ୍ୱର ଜିଲା ସୋର ଅଞ୍ଚଳର ମାଣିପୁର ସେଣ୍ଟ୍ରାଲ ବ୍ୟାଙ୍କ ଏଟିଏମ ଭାଙ୍ଗି ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ ମେସିନ ଭଙ୍ଗାରୁଜା କରିବା ସହ ଟଙ୍କା…
Read More...

ଦିଲ୍ଲୀର ପ୍ରସିଦ୍ଧ ଶୈବପୀଠ ନୀଳକଣ୍ଠ

ସମୁଦ୍ର ମନ୍ଥନ ସମୟରେ  ରତ୍ନ ସହ ବିଷ ମଧ୍ୟ ବାହାରିଥିଲା। ଏହି ବିଷ ହେତୁ ସମସ୍ତ ଦେବଦେବୀ ଓ ପ୍ରାଣୀ ଜଗତ ବ୍ୟାକୁଳ ହୋଇଉଠିଥିଲେ। ଏହି ସମୟରେ ପ୍ରଭୁ ମହାଦେବ ଏହି ବିଷକୁ ପାନ କରି ସଭିଁଙ୍କୁ ଉଦ୍ଧାର କରିଥିଲେ। ସେହି…
Read More...

ପ୍ରବଳ ବର୍ଷାରେ କାଶୀପୁରର ସ୍ଥିତି ସାଙ୍ଘାତିକ, ୪ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ

କାଶୀପୁର : ଲଗାଣ ବର୍ଷା କାରଣରୁ ରାୟଗଡ଼ା ଜିଲାର କାଶୀପୁର ବ୍ଲକର ପରିସ୍ଥିତି ବେହାଲ ହୋଇପଡ଼ିଛି। ସମଗ୍ର ବ୍ଲକ ଜଳମଗ୍ନ ହେବା କାରଣରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ପ୍ରବଳ ବର୍ଷା ଯୋଗୁଁ କାଶୀପୁର ବ୍ଲକର…
Read More...

ସୁଆଦିଆ ବଟର ଚିକେନ

ଚିକେନ - ୫୦୦ ଗ୍ରାମ ତେଲ - ଆବଶ୍ୟକ ଅନୁଯାୟୀ କଟା ପିଆଜ – ୨ଟି ଅଦା, ରସୁଣ – ବଟା ଦହି ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଲୁଣ - ଆବଶ୍ୟକ ଅନୁଯାୟୀ କଟା ଟମାଟୋ – ୨ଟି କାଜୁ – ୪ରୁ ୫ଟି ଜିରା ଗୁଣ୍ଡ ଧନିଆ…
Read More...

ଏହି କାର୍ଯ୍ୟ କଲେ ସୌଭାଗ୍ୟବତୀ ହୁଏ ନାରୀ

ନାରୀଙ୍କୁ ଗୃହର ଲକ୍ଷ୍ମୀ ବୋଲି କୁହାଯାଏ। ନାରୀଟିର ଆଚାର, ବ୍ୟବହାର ଓ ଲକ୍ଷଣ ଉପରେ ନ୍ୟସ୍ତ ରହିଛି,ପରିବାରର ସଦସ୍ୟଙ୍କ ସଫଳତା। ଏପରି କିଛି ସାଧାରଣ କଥା ରହିଛି ଯାହା ପ୍ରତି ଧ୍ୟାନ ଦେଲେ ଗୃହକୁ ମଧ୍ୟ ସ୍ୱର୍ଗ ସଦୃଶ…
Read More...

ମଲେଇ ସାଲାଡ଼୍‍

ଆବଶ୍ୟକ ସାମଗ୍ରୀ କାକୁଡ଼ି – ୩ଟି ଗାଜର – ୧ଟି ମକା ମଞ୍ଜି (ସୁଇଟି କନ୍‍) - ୧ କପ ସିଝା ଆଳୁ – ୧ଟି ମିଓନିଜ୍‍ ସସ୍‍ - ଅଧ କପ ଲୁଣ - ଆବଶ୍ୟକ ଅନୁଯାୟୀ କଟା - ଧନିଆ ପତ୍ର ଗୋଲମରିଚ ଗୁଣ୍ଡ - ଅଳ୍ପ ଲେମ୍ବୁ…
Read More...

ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର, ୧୧ ବଖରା ଭସ୍ମୀଭୂତ

ଢେଙ୍କାନାଳ : ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅନ୍ତର୍ଗତ ବାଙ୍ଗୁରସିଂହ ସବର ସାହିରେ ସୋମବାର ଏକ ଅଭାନୀୟ ଘଟଣା ଘଟିଛି। ସବର ସାହିରେ ହେମ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଗ୍ୟାସ ଟାଙ୍ଗି ଫାଟି ୩ ଜଣ ଗୁରୁତର…
Read More...

ସାଢେ ୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର / ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ସହରର ନିକଟସ୍ଥ ଘାଟଘର ସାହି ଅଞ୍ଚଳରୁ ମୁନା ନାଥଙ୍କ ପାଖରୁ ସୋମବାର ପ୍ରାୟ ୩୨ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି। ଏହାସହ ମୁନାକୁ ଗିରଫ କରାଯାଇଛି। କଟକସ୍ଥିତ…
Read More...

ରାଜ୍ୟର ଅଧିକାଂଶ ଜିଲାରେ ୬ ରୁ ୮ ଯାଏଁ ବର୍ଷା ସମ୍ଭବନା

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ଜିଲାରେ ଆସନ୍ତା ୬ ରୁ ୮ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏହାସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ…
Read More...

ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା କୋଣାର୍କ ଏକ୍ସପ୍ରେସ ବାତିଲ

ଭୁବନେଶ୍ୱର : ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା କୋଣାର୍କ ଏକ୍ସପ୍ରେସ ସୋମବାର ବାତିଲ ହୋଇଥିବା ନେଇ ସୂଚନା ମିଳିଛି। ସକାଳ ସମୟରେ ଭୁବନେଶ୍ୱରରେ ପହଞ୍ଚିବାକୁ ଥିବା ଏହି ଏକ୍ସପ୍ରେସ ୨୨ ଘଣ୍ଟାରୁ ଅଧିକ ବିଳମ୍ବରରେ ଚଳାଚଳ…
Read More...

ଟ୍ରାକ୍ଟର ତଳେ ଚାପି ହୋଇ ଯୁବକ ମୃତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା କକ୍ରୋଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାରିଲୋକ ଗ୍ରାମରେ ସୋମବାର ନିଜ ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସକାଳ ସମୟରେ ଯୁବକ ଜଣକ…
Read More...

ଶ୍ରାବଣର ତୃତୀୟ ସୋମବାର , ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ୱର / ପୁରୀ : ଶ୍ରାବଣ ମାସର ତୃତୀୟ ସୋମବାରରେ ପୁରୀ ଲୋକନାଥ ମନ୍ଦିର ଓ ଅନ୍ୟାନ୍ୟ ସମସ୍ତ ଶୈବ ପୀଠରେ ଭକ୍ତ ଓ କାଉଡ଼ିଆ ମାନଙ୍କ ବେଶ ଭିଡ଼ ଦେଖିବାକୁ ମିଳିଛି। ମହାଦେବଙ୍କ ମସ୍ତକରେ ଜଳଳାଗି ପାଇଁ କାଉଡ଼ିଆମାନେ…
Read More...

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଅନ୍ତର୍ଗତ ଭୂଲୁଦା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ନାଳକୁ ଗାଧୋଇବାକୁ ଯାଇ ପ୍ରିୟବ୍ରତ ନାୟକ (୨୬) ନିଖୋଜ…
Read More...

ପ୍ରଭୁ ଶ୍ରୀରାମ ଚନ୍ଦ୍ର ଓ ସୁଗ୍ରୀବଙ୍କ ଚିରସ୍ମରଣୀୟ ବନ୍ଧୁତ୍ୱର କାହାଣୀ

‘ବନ୍ଧୁ’ ୨ଟି ଅକ୍ଷର ହେଲେ ମଧ୍ୟ ଜୀବନରେ ଏହାର ମହତ୍ତ୍ୱ ଖୁବ ଅଧିକ। ଖାଲି ବର୍ତ୍ତମାନ ସମୟରେ ନୁହେଁ ,ଏହାର ମହତ୍ତ୍ୱ ବହୁ ପ୍ରାଚୀନ କାଳରୁ ରହିଛି। ଏହି ସଂପର୍କରେ କୌଣସି ସ୍ୱାର୍ଥ ନଥାଏ। ତେଣୁ ଜୀବନରେ ସାଙ୍ଗର…
Read More...

ବନ୍ଧୁତ୍ୱର ଅମୂଲ୍ୟ ବାର୍ତ୍ତା, ଦୁଃଖ ଭୁଲି ସୁଖ ମନେ ରଖିବା

ବନ୍ଧୁକୁ ଭଲଭାବେ ବୁଝିବାକୁ ହେଲେ ପ୍ରଥମେ ସଂପର୍କର ପ୍ରକୃତ ଅର୍ଥ ବୁଝିବା ନିତ୍ୟାନ୍ତ ଆବଶ୍ୟକ। କାରଣ ଯେକୌଣସି ସଂପର୍କକୁ ଆରମ୍ଭ କରିବା ଯେତିକି ସହଜ ତାହାକୁ ଭାଙ୍ଗିବା ମଧ୍ୟ ଆହୁରି ସହଜ। ମାତ୍ର ସଂପର୍କକୁ ସବୁଦିନ…
Read More...

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଟମାଟୋ ଜୁସ୍‍

ଟମାଟୋରେ ଜଳ ଓ ଫାଇବରର ମାତ୍ରା ଖୁବ ଅଧିକ। ଏହାକୁ ଜୁସ୍‍ , ସୁପ, ସାଲାଡ଼ ଯେଉଁଭଳି ଖାଇଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ ହିତକାରକ। ଟମାଟୋକୁ ଜୁସ୍‍ କରି ପିଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଲାଭଦାୟକ ଓ…
Read More...

ଶ୍ରାବଣର ତୃତୀୟ ଶନିବାର, କରନ୍ତୁ ଏହି ଉପାୟ ଦୂର ହେବ ଅନେକ ସମସ୍ୟା

ଶ୍ରାବଣର ତୃତୀୟ ଶନିବାର ହରିୟାଲୀ ତିଜ ସହ ଶନିବାର ତୃତୀୟା ତିଥି ଯାହା ବିଶେଷ ମଙ୍ଗଳକାରୀ ଅଟେ। ତୃତୀୟା ତିଥିରେ ଏଥର ପ୍ରଭୁ ଶିବ ,ଶନିଙ୍କ ସହ ମା’ଗୌରୀଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତି ହେବ। ଜାଣନ୍ତୁ ଏ ବିଷୟରେ....…
Read More...

ସ୍ୱାଦିଷ୍ଟ ପାଳଙ୍ଗ ତଡ଼କା

ଆବଶ୍ୟକ ସାମଗ୍ରୀ ପାଳଙ୍ଗ ଶାଗ - ଆବଶ୍ୟକ ପରିମାଣରେ ବଟ ଡ଼ାଲି - ଆବଶ୍ୟକ ପରିମାଣରେ ମୁଗଡ଼ାଲି - ଅଳ୍ପ ପେଷା ଟମାଟୋ – ୧ଟି କଞ୍ଚା ଲଙ୍କା – ୨ଟି ଘିଅ - ଆବଶ୍ୟକ ପରିମାଣରେ ଧନିଆ ପତ୍ର - ଅଳ୍ପ ହେଙ୍ଗୁ -…
Read More...

ଏନଟିପିସିର ଆଉ ଏକ ୟୁନିଟ ବନ୍ଦ, ବିଦ୍ୟୁତ ଉତ୍ପାଦନ ହ୍ରାସ

ଅନୁଗୁଳ : ଅନୁଗୁଳ ଜିଲା କଣିହାଁରେ ଥିବା ଏନଟିପିସି ପ୍ରକଳ୍ପରେ କୋଇଲା ସଙ୍କଟ ଦେଖାଦେଇଛି। ଫଳରେ କମ୍ପାନୀର ଆଉ ଏକ ୟୁନିଟ ଶନିବାର ବନ୍ଦ କରାଯାଇଛି। ଗତ ୪ ଦିନ ତଳେ ୩ଟି ୟୁନିଟ ବନ୍ଦ କରାଯାଇଥିଲା। ବିଦ୍ୟୁତ ଉତ୍ପାଦନ…
Read More...

ରାଜଧାନୀରେ ଏନକାଉଣ୍ଟର

ଭୁବନେଶ୍ୱର : ଭୁବନେଶ୍ୱର ବାଲିଅନ୍ତାର ଭଇଁଚୁଆରେ ଡ଼ବଲ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଅରୁଣ କୁମାର ମଲ୍ଲିକ ଓ ବିବେକ ନାୟକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ…
Read More...

ଢାବାରେ ନାବାଳକ ମୃତ ଘଟଣା, ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡ଼ାକରା

ବାଲେଶ୍ୱର : ବାଲିଆପାଳ ଇଡ଼କୋ ଛକ ସ୍ଥିତ ଢାବାରେ ନାବାଳକ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଶନିବାର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ନାବାଳକ ମୃତ୍ୟୁ ଘଟଣାର ତଦନ୍ତକୁ ଦୃଷ୍ଟି ନଦେଇ ପୁଲିସ ଏକତରଫା…
Read More...

ବିଦ୍ୟୁତ ଆଘାତରେ ଯୁବକ ମୃତ

ପିପିଲି : ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତର ପାଇକପଡ଼ା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ଆଘାତରେ ଅବନୀକାନ୍ତ ପରିଡ଼ାଙ୍କ (୩୦) ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ପାଣି ପଞ୍ଚାୟତର…
Read More...

ବନ୍ଧୁତାର ହୃଦୟସ୍ପର୍ଶୀ କାହାଣୀ

ବନ୍ଧୁତ୍ୱ ବ୍ୟକ୍ତି ପାଇଁ ପ୍ରେମ, ସ୍ନେହ ଓ ସମ୍ମାନର ଭାବନା। ଜୀବନ ବନ୍ଧୁ ବିନା ବ୍ୟର୍ଥ ଭଳି ମନେ ହୁଏ। ବନ୍ଧୁତ୍ୱ ବା ମିତ୍ରତା ଜୀବନର ସବୁଠାରୁ ମୂଲ୍ୟବାନ ଉପହାର ଅଟେ। ଯେଉଁମାନଙ୍କ ନିକଟରେ ପ୍ରକୃତ ବନ୍ଧୁ…
Read More...

ଜାଣନ୍ତୁ ପ୍ରଭୁ ମହେଶ୍ୱରଙ୍କ ବିଭିନ୍ନ ନାମର ମହତ୍ତ୍ୱ

ପ୍ରଭୁ ଶିବଶଙ୍କରଙ୍କର ବହୁ ନାମ ଓ ସ୍ୱରୂପ ରହିଛି। ପ୍ରତ୍ୟେକ ନାମର ନିର୍ଦ୍ଦିଷ୍ଟ ମହିମା ସହ ବିଶେଷ ଶକ୍ତି ମଧ୍ୟ ରହିଛି। ଏହି ଶକ୍ତି ସମସ୍ତ ସମସ୍ୟାକୁ ଦୂର କରି ବ୍ୟକ୍ତି ଜୀବନରେ ସୁଖ ଭରି ଦେଇଥାଏ। ଜାଣନ୍ତୁ…
Read More...

ଜାଣନ୍ତୁ ବନ୍ଧୁତ୍ୱ ଦିବସର ଇତିହାସ ଓ ଏହାର ମହତ୍ତ୍ୱ

ବନ୍ଧୁତ୍ୱ ଦିବସ ( ଫ୍ରେଣ୍ଡସିପ ଡ଼େ) ଆଉ ଅଳ୍ପ ଦିନ ବାକି ରହିଲା। ଅଗଷ୍ଟ ମାସର ପ୍ରଥମ ରବିବାରରେ ପାଳନ କରାଯାଉଥିବା ଏହି ଦିନଟି ବନ୍ଧୁ ମାନଙ୍କ ପାଇଁ ଏକ ବିଶେଷ ଦିନ। ବନ୍ଧୁତ୍ୱ ଏପରି ଏକ ସମ୍ପର୍କ ଯାହା ରକ୍ତ…
Read More...

ଏଭଳି କରନ୍ତୁ ଗୁଜୁରାତିର ବ୍ୟବହାର ମିଳିବ ବହୁ ଶୁଭଫଳ

ଗୁଜୁରାତି ଏକ ଏପରି ଦ୍ରବ୍ୟ ଯାହା ସଭିଁଙ୍କ ଘରେ ସହଜରେ ମିଳିଥାଏ। ବହୁ ସମୟରେ ଏପରି ପରିଲକ୍ଷିତ ହୋଇଥାଏ ଛୋଟ ଦ୍ରବ୍ୟଟିଏ ମଧ୍ୟ ଖୁବ ଶୁଭଫଳ ପ୍ରଦାନ କରିଥାଏ। ଏପରି ଏକ ଦ୍ରବ୍ୟ ହେଉଛି ସବୁଜ ଗୁଜୁରାତି। ଏହାର ପ୍ରୟୋଗ…
Read More...

ସୁଆଦିଆ କଙ୍କଡ଼ା ତରକାରୀ

ଆବଶ୍ୟକ ସାମଗ୍ରୀ କଙ୍କଡ଼ା – ୫୦୦ ଗ୍ରାମ ତେଲ - ଆବଶ୍ୟକ ଅନୁଯାୟୀ କଟା ପିଆଜ – ୨ଟି ଗୋଟା ଧନିଆ – ୧ ଚାମଚ ଗୋଟା ଜିରା – ୧ଚାମଚ ଗୋଲମରିଚ – ୫ ରୁ ୬ଟି ଶୁଖିଲା ଲଙ୍କା – ଆବଶ୍ୟକ ଅନୁଯାୟୀ ଲବଙ୍ଗ –…
Read More...

ମାଲକାନଗିରିରେ ପ୍ରବଳ ବର୍ଷା କାରଣରୁ ପରିସ୍ଥିତି ବେହାଲ

ମାଲକାନଗିରି : ମାଲକାନଗିରିରେ ଲଘୁଚାପ ଜନିତ ବର୍ଷା କାରଣରୁ ଗୁରୁବାର ଠାରୁ ପରିସ୍ଥିତି ବେହାଲ ହୋଇଛି। ପୋଟେରୁ ଓ କୋଲାବ ନଦୀର ତଳି ଅଞ୍ଚଳରେ ଥିବା ବନ୍ୟା ପ୍ରଭାବିତ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର…
Read More...

ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢାଉ

କଳାହାଣ୍ଡି : କଳାହାଣ୍ଡି ଜିଲା ଭବାନୀପାଟଣା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଞ୍ଜା ପଞ୍ଚାୟତର ଅଞ୍ଚଳର ଜଣେ ସରପଞ୍ଚଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢାଉ କରିଥିବା ଜଣାପଡ଼ିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଅନୁଗୁଳ : ତାଳଚେର ଚାଇଁପାଳ ବ୍ରିଜ ଉପରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଯୁବତୀ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଜଣେ ବ୍ୟକ୍ତି ବାଇକରେ ତାଙ୍କ ଝିଆରୀକୁ ନେଇ…
Read More...

ସୁନାଥାଳି ଭାବେ ପରିଚିତ ଏହି ପତ୍ର , ଜାଣନ୍ତୁ ଏହାର ବିଷେଶତ୍ୱ

ପୂଜାପର୍ବ ହେଉ କିମ୍ବା ଅନ୍ୟାନ୍ୟ ବହୁ ସମୟରେ ଆମେ କଦଳୀ ପତ୍ରରେ ଖାଦ୍ୟ ଖାଇଥାଉ। ଏହା ଏକ ପରମ୍ପରା ବୋଲି ମଧ୍ୟ କୁହାଯାଏ। କଦଳୀ ବୃକ୍ଷକୁ ପବିତ୍ର ଓ ପୂଜନୀୟ ବୃକ୍ଷ ବୋଲି କୁହାଯାଏ। ଭଗବାନ ସତ୍ୟନାରାୟଣ କଥାରେ କଦଳୀ…
Read More...

ଅଣ୍ଟା ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଅଣ୍ଟା ବିନ୍ଧା ସଭିଁଙ୍କ ପାଇଁ ଏକ ବିରାଟ ସମସ୍ୟା। ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ ବିଭିନ୍ନ ଔଷଧ ଓ ମଲମର ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର କିଛି ଘରୋଇ ଉପଚାର ଦ୍ୱାରା ଆମେ ଏହି ଅଣ୍ଟା ବିନ୍ଧାରୁ ମୁକ୍ତି…
Read More...

ଏପରି କରନ୍ତୁ ବୁନ୍ଦି ଲଡ଼ୁର ବ୍ୟବହାର ମିଳିଥାଏ ଅନେକ ସମସ୍ୟାରୁ ମୁକ୍ତି

ବୁନ୍ଦି ଲଡ଼ୁ ପୂଜାପାଠରେ ଭୋଗ କରିବା ପାଇଁ ବ୍ୟବହାର କରିବା ସହ ଏହା ଖାଇବାକୁ ମଧ୍ୟ ବହୁ ସ୍ୱାଦିଷ୍ଟ ଲାଗିଥାଏ। ପ୍ରଭୁ ହନୁମାନ, ଗଣେଶଙ୍କ ନିକଟରେ ବୁନ୍ଦି ଲଡ଼ୁକୁ ବିଶେଷ ଭାବେ ଭୋଗ କରାଯାଇଥାଏ। ଏହା ଦ୍ୱାରା ଭଗବାନ…
Read More...

ଚାଇନିଜ୍‍ ଭେଲ୍‍

ଆବଶ୍ୟକ ସାମଗ୍ରୀ ନୁଡ଼ୁଲ୍ସ – ୨କପ କଟା ରସୁଣ – ୪ଟି କଟା ପିଆଜ ଲମ୍ବା ଓ ଓସାର ଭାବେ କଟା ହୋଇଥିବା – ୨ଟି କଟା ସିମଲା ଲଙ୍କା – ୧ଟି କଟା ଗାଜର – ୧ଟି ତେଲ - ଆବଶ୍ୟକ ପରିମାଣରେ ଟମାଟୋ ସସ - ଆବଶ୍ୟକ…
Read More...

ଆଜି ଠାରୁ ଖୋଲିଲା ଭିତର କନିକା 

କେନ୍ଦ୍ରାପଡ଼ା : ପର୍ଯ୍ୟଟଙ୍କ ପାଇଁ କେନ୍ଦ୍ରାପଡ଼ା ଜିଲା ଭିତରକନିକା ଜାତୀୟ ଅଭୟାରଣ୍ୟ ଗୁରୁବାର ଠାରୁ ଖୋଲିଛି। ଦୀର୍ଘ ୩ ମାସ ଅର୍ଥାତ ମେ ୧ ରୁ ଜୁଲାଇ ୩୧ ବନ୍ଦ ରହିବା ପରେ ଆଜି ଠାରୁ ପର୍ଯ୍ୟଟକମାନେ ଅଭୟାରଣ୍ୟ…
Read More...

ଦୁଇଟି ବସ ମୁହାଁମୁହିଁ ଧକ୍କା , ୭ ଆହତ

ସମ୍ବଲପୁର : ସମ୍ବଲପୁର ମାନେଶ୍ୱର ହାଲପାଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବସ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟି ୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି…
Read More...

ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ

ବାସୁଦେବପୁର : ଭଦ୍ରକ ଜିଲା ବାସୁଦେବପୁର ଗ୍ରାମର ବରଣ୍ଡୁଆ ସେବାସମିତି ସଭାପତି ତଥା ପୂର୍ବତନ ସରପଞ୍ଚ ନଗେନ୍ଦ୍ର ବିଶ୍ୱାଳଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଗୁରୁବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବର୍ହିଭୂତ…
Read More...

ଦୁର୍ଘଟଣା ପରେ ମାଲ ବୋଝେଇ ଟ୍ରକ ଜଳିଗଲା

ଖୁଣ୍ଟା  : ମୟୂରଭଞ୍ଜ ଜିଲା ୧୯ ନମ୍ବର ରାଜ୍ୟ ରାଜପଥର ଖୁଣ୍ଟା ନିକଟସ୍ଥ କେନାଲ ଛକରେ ଗୁରୁବାର ଏକ ମାଲ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଟ୍ରକରେ ହଠାତ ନିଆଁ ଲାଗି ଯାଇଥିଲା। ଟ୍ରକର ଚାଳକ ଓ…
Read More...

ଏପରି କରନ୍ତୁ ଆଳୁର ବ୍ୟବହାର କେଶ ହେବ ଘନ ଓ ଲମ୍ବା

ନିୟମିତ ସଭିଁଙ୍କ ଘରେ ଆଳୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ପରିବା ଅଟେ। ଆଳୁ ଖାଇବାକୁ ବହୁ ଲୋକେ ଖୁବ ପସନ୍ଦ କରିଥାଆନ୍ତି। ବହୁ ଲୋକଙ୍କୁ ହୁଏତ ଜଣାନଥିବ ଯେ ଆଳୁ ମୁହଁ ଓ କେଶ ପାଇଁ ଖୁବ ଉପକାରୀ ଅଟେ। ଏହା କେଶକୁ ଘନ ଓ…
Read More...

ଖଟା ମିଠା ମାଛ

ପ୍ରସ୍ତୁତି ପ୍ରଣାଳୀ ମାଛ – ୪୦୦ ଗ୍ରାମ ତେନ୍ତୁଳି ରସ - ଆବଶ୍ୟକ ପରିମାଣରେ ତେଲ - ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ - ଆବଶ୍ୟକ ପରିମାଣରେ ଶୁଖିଲା ଲଙ୍କା – ୨ଟି ରସୁଣ ଛେଚା – ୬ ରୁ ୭ ଟି   ଭୁସଙ୍ଗ…
Read More...

ପୋଖରୀରୁ ଚାଷୀଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର : ବାଲେଶ୍ୱର ଜିଲା ଔପଦା ବ୍ଲକ ବଡ଼ପୋଖରୀ ବାଲିମୁଣ୍ଡୁଳି ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଚାଷୀ ଡ଼ୁବୁଲିଆ ସିଂଙ୍କର ପୋଖରୀରେ ପଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଡ଼ୁବୁଲିଆ ସିଂ ମଙ୍ଗଳବାର ହଳ କରିବାକୁ…
Read More...

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଜେଇ

ବଲାଙ୍ଗୀର : ବଲାଙ୍ଗୀର ଜିଲା ପୁଇଁନ୍ତଳା ବ୍ଲକ କନିଷ୍ଠ ଯନ୍ତ୍ରୀ (ଜେଇ) ସତ୍ୟ ନାରାୟଣ ତ୍ରିପାଠୀ ଲାଞ୍ଚ ନେବା ବେଳେ ବୁଧବାର ଧରାପଡ଼ିଛନ୍ତି। ବ୍ଲକ କାର୍ଯ୍ୟାଳୟରେ ସେ ୧୦ ହଜାରଟଙ୍କା ଲାଞ୍ଚ ନେବା ସୟୟରେ ଧରାପଡ଼ିଥିବା…
Read More...

ଗୋଲ୍ଡ ଲୋନ ସଂସ୍ଥାରୁ ଡ଼କାୟତି ଉଦ୍ୟମ, ୩ କର୍ମଚାରୀଙ୍କୁ ଆକ୍ରମଣ

ବ୍ରହ୍ମପୁର : ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ରୋଡ଼ରେ ଥିବା ଆଇଆଇଏଫଏଲ ଗୋଲ୍ଡ ଲୋନ ସଂସ୍ଥାରୁ ଦୁର୍ବୃତ୍ତମାନେ ବୁଧବାର ଡ଼କାୟତି କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଡ଼କାୟତି ଉଦ୍ୟମ ବିଫଳ ହେବା ପରେ ସଂସ୍ଥାର ୩ ଜଣ…
Read More...

କୋରାପୁଟ ଓ କେନ୍ଦ୍ରାପଡାରେ ଡ଼େଙ୍ଗୁ ଭୟ

କୋରାପୁଟ / କେନ୍ଦ୍ରାପଡ଼ା : ବୁଧବାର କୋରାପୁଟ ବୈପାରିଗୁଡ଼ା ବ୍ଲକ ଡ଼ାଲପତିଗୁଡ଼ା ଗ୍ରାମର ତୁଳାରାମ ନାୟକଙ୍କ ପୁଅ ଡ଼େଙ୍ଗୁରେ ଆକ୍ରାନ୍ତ ଥିବା ରକ୍ତ ପରୀକ୍ଷାରୁ ଜଣାପଡ଼ିଛି। ତୁଳାରାମଙ୍କ ପୁଅକୁ ୧୦ ବର୍ଷ ହୋଇଥିବା ବେଳେ…
Read More...

ମାଲକାନଗିରି ଗସ୍ତରେ ରାଜସ୍ୱ ମନ୍ତ୍ରୀ, ବନ୍ୟା ଜନିତ କ୍ଷୟକ୍ଷତିର କଲେ ସମୀକ୍ଷା

ମାଲକାନଗିରି : ମାଲକାନଗିରି ଗସ୍ତରେ ବୁଧବାର ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଯାଇଛନ୍ତି। ଗତ ୪ ଦିନ ଧରି ଲଗାଣ ବର୍ଷାରେ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁ ପଦ…
Read More...

ଜଣେ ମାଓ ସହଯୋଗୀ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲାର ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶଗଡ଼ାନିକଟସ୍ଥିତ ବରାଖୋଜ ଗ୍ରାମରୁ ଜଣେ ମିଲିଟିଆକୁ ପୁଲିସ ବୁଧବାର ଗିରଫ କରିଛି। ମଙ୍ଗା ମାଝୀ (୨୮) ମାଓବାଦୀ ଦଳକୁ ନିୟମିତ ମାରଣାସ୍ତ୍ର ଓ ଖାଦ୍ୟ…
Read More...

ହୋଟେଲ ମାଲିକଙ୍କ ଠାରୁ ଲୁଟ ଘଟଣା; ରସୁଲଗଡ଼ ଛକରେ ରାସ୍ତାରୋକ

ଭୁବନେଶ୍ୱର : ମଞ୍ଚେଶ୍ୱର ଅଞ୍ଚଳରେ ହୋଟେଲ ମାଲିକଙ୍କ ଠାରୁ ଲୁଟ ଘଟଣାକୁ କେନ୍ଦ୍ର କରି ରସୁଲଗଡ଼ ଛକରେ ବୁଧବାର ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଲୁଟେରାଙ୍କୁ ଗିରଫ ଦାବିରେ ଟାୟାର ଜାଳି ଏହି ରାସ୍ତାରୋକ…
Read More...

ମହିଳାଙ୍କ ମୃତଦେହ ଉଦ୍ଧାର

ନୟାଗଡ଼ : ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ତାଳବଣୀ ଗ୍ରାମର ଏକ ପୋଖରୀରୁ ବୁଧବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କୁ କେହି ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ତାଙ୍କ ପରିବାର ତରଫରୁ…
Read More...

ରାଜଧାନୀରେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ହୋଟେଲ ମାଲିକଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ତାଙ୍କ ଠାରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟ କରିବା ସହ…
Read More...

ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣରେ ଜଣେ ଯବାନ ସହିଦ

ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡ଼ରେ ବୁଧବାର ସକାଳେ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। କୁମ୍ବି ଅପରେସନ ସାରି ଫେରୁଥିବାବେଳେ ଦନ୍ତେୱାଡ଼ା…
Read More...