www.samajalive.in
Saturday, December 6, 2025
23.1 C
Bhubaneswar

ସୁନ୍ଦରତାକୁ ଦୁଇଗୁଣିତ କରିଥାଏ ଉପଯୁକ୍ତ ଆଇବ୍ରୋ, ଜାଣନ୍ତୁ କେତେକ ଆବଶ୍ୟକ ଟିପ୍ସ

ଉପଯୁକ୍ତ ଆଇବ୍ରୋର ବିଶେଷତ୍ୱ ଆମେ ସମସ୍ତେ ଜାଣୁ। କାରଣ ଏହା ମୁହଁକୁ ସୁନ୍ଦର କରିବା ପାଇଁ ଏକ ବିଶେଷ ଭୂମିକା ଗ୍ରହଣ କରିବା ସହ ଆକର୍ଷଣୀୟ କରିଥାଏ। ଏହାକୁ ଉପଯୁକ୍ତ ଆକାରର କଲେ ହିଁ  ଏହା ଆମ ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଦେଇଥାଏ। ଏହାର ଯତ୍ନ କିପରି ନେବେ ସେ ବିଷୟରେ ଜାଣନ୍ତୁ….

ଆପଣଙ୍କୁ ସୁନ୍ଦର ଲୁକ ପାଇବାକୁ ହେଲେ ଆପଣ ସଠିକ ଆଇବ୍ରୋ ପେନସିଲର ବ୍ୟବହାର କରନ୍ତୁ। ଯେଉଁମାନଙ୍କ ଆଇବ୍ରୋ ଅପେକ୍ଷାକୃତ କମ ସେମାନେ ସାମାନ୍ୟ ଅଧିକ ଆଇବ୍ରୋ ପେନସିଲ ଲଗାନ୍ତୁ। ମାତ୍ର ଯେଉଁମାନଙ୍କର ଘନ ସେମାନେ ହାଲକାରେ ଲଗାଇବା ଉଚିତ। 

- Advertisement -

ଏକ ମାସରେ ଥରେ ନିଶ୍ଚିତ ଥରେ ଆଇବ୍ରୋ କରନ୍ତୁ। ଘରେ ଏହାକୁ ଭୁଲରେ ମଧ୍ୟ ନିଜେ ବ୍ଲେଡ଼ ବ୍ୟବହାର କରି କରନ୍ତୁ ନାହିଁ। 

ଯଦି ଆପଣଙ୍କ ଆଇବ୍ରୋ ଆପେକ୍ଷାକୃତ କମ ତେବେ ସପ୍ତାହକୁ ଦୁଇ ରୁ ତିନି ଥର ଆଇବ୍ରୋରେ ନଡ଼ିଆ ତେଲ ବ୍ୟବହାର କରନ୍ତୁ। 

ଆଇବ୍ରୋକୁ ସର୍ବଦା ମଧ୍ୟ ଭାଗରୁ ସାମାନ୍ୟ ଉଚ୍ଚା ଓ ଶେଷ ଭାଗରେ ଅଧିକ ପତାଳା କରନ୍ତୁ ନାହିଁ। ଏପରି କଲେ ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ। 

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories