କଳାହାଣ୍ଡି : କଳାହାଣ୍ଡି ଜିଲା ଭବାନୀପାଟଣା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଞ୍ଜା ପଞ୍ଚାୟତର ଅଞ୍ଚଳର ଜଣେ ସରପଞ୍ଚଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢାଉ କରିଥିବା ଜଣାପଡ଼ିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ସୂଚନା ଅନୁଯାୟୀ, ଆଜି ଭିଜିଲାନ୍ସର ଏକ ଟିମ ସରପଞ୍ଚଙ୍କ ବାସଭବନରେ ଚଢାଉ କରିଥିଲା। ଚଢାଉ ବେଳେ ସରପଞ୍ଚଙ୍କ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।
Popular Categories



