www.samajalive.in
Tuesday, December 9, 2025
16.1 C
Bhubaneswar

ଜାଣନ୍ତୁ ବର୍ଷା ଦିନରେ ଦହି  ଖାଇବା ସ୍ୱାସ୍ଥ୍ୟ ପାଇଁ କିପରି ଲାଭଦାୟକ

ବହୁ ସମୟରେ ଲୋକେ ବର୍ଷା ଓ ଥଣ୍ଡା ସମୟରେ ଦହି ଖାଇବା ଉଚିତ କି ନାହିଁ ଏହାକୁ ନେଇ ଦ୍ୱନ୍ଦ୍ୱରେ ରହିଥାଆନ୍ତି। ତେଣୁ ବହୁ ଲୋକେ ବର୍ଷା, ଥଣ୍ଡା ସମୟରେ ଦହି ଖାଇ ନଥାଆନ୍ତି। ଜାଣନ୍ତୁ, ବର୍ଷା ବା ଥଣ୍ଡା ସମୟରେ ଦହି ଖାଇବା ସ୍ୱାସ୍ଥ୍ୟ ନିମନ୍ତେ କେତେ ଲାଭଦାୟକ….

ବର୍ଷା ହେଉ  କିମ୍ବା ଥଣ୍ଡା ଏହି ଦିନ ମାନଙ୍କରେ ଆମର ପାଚନ ଶକ୍ତି ବା ହଜମ ଶକ୍ତି ବହୁ ଦୁର୍ବଳ ହୋଇଯାଏ। ଯାହା ଫଳରେ ଆମ ଖାଦ୍ୟ ସହଜରେ ହଜମ ହୋଇନଥାଏ। ତେଣୁ ଆମକୁ ଅଧିକ ତେଲ କି ବଜାରର ଖାଦ୍ୟ ଖାଇବା ନିମନ୍ତେ ବାରଣ କରାଯାଏ।

- Advertisement -

ତେଣୁ ବର୍ଷା ସମୟରେ ଦହି ଖାଇବା ଆମ ପାଇଁ ଖୁବ ଉପକାରୀ ଅଟେ। 

ଦହି ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ।

ଦହିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ।

ପେଟକୁ ଥଣ୍ଡା ରଖେ। ପେଟ ଜନିତ ସମସ୍ୟା ଦୂର କରେ ।

ଠିକ୍‍ ସମୟରେ ଭୋକ ହୋଇଥାଏ। ଏସିଡ଼ିଟି ଦୂର କରିଥାଏ।

ମୁହଁକୁ ମଧ୍ୟ ଉଜ୍ଜଳ କରିଥାଏ। କେଶରେ ରୂପିର ମାତ୍ରା କମ କରିଥାଏ। 

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories