www.samajalive.in
Monday, December 15, 2025
16.1 C
Bhubaneswar

ଶରୀର ପାଇଁ ବେଶ ଲାଭଦାୟକ ଏହି ବ୍ୟାୟାମ 

ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ମାତ୍ର ଏହା ଜାଣି ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ନିୟମିତ ବ୍ୟାୟାମ କରିନଥାଆନ୍ତି। ବ୍ୟାୟାମ ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥିବାରୁ ଡ଼ାକ୍ତର ମଧ୍ୟ ପ୍ରତିଦିନ ବ୍ୟାୟାମ କରିବା ପାଇଁ ପରାର୍ମଶ ଦେଇଥାଆନ୍ତି। ବ୍ୟାୟାମ ବିଭିନ୍ନ ପ୍ରକାରର ଥାଏ। ଗବେଷକମାନେ ବ୍ୟାୟାମ ଉପରେ ଏକ ନୂତନ ଅଧ୍ୟୟନ କରି ଜଣାଇଛନ୍ତି ଯେ, ପିଲା ଠାରୁ ଆରମ୍ଭ କରି ବୟସ୍କମାନେ ପ୍ରତିଦିନ  କିଛି ସମୟ ବ୍ୟାୟାମ କରିବା ଦ୍ୱାରା ସେମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ମାତ୍ର ଏକ ସରଳ ବ୍ୟାୟାମ ଅଛି। ଯାହାକୁ ନିୟମିତ କରିବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।

ପ୍ରତିଦିନ ୧୫ ରୁ ୨୦ ମିନିଟ ଚାଲିବା, ସାଇକେଲିଙ୍ଗ କରିବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। 

- Advertisement -

ମସ୍ତିଷ୍କ ସକ୍ରିୟ ହୋଇଥାଏ।

କାର୍ଯ୍ୟ କରିବାକୁ ଆଗ୍ରହ ହେବା ପାଠ ମଧ୍ୟ ଭଲ ଭାବେ ମନେ ରହିଥାଏ। 

ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ।

ଶରୀରରେ ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୋଇଥାଏ। 

ହାଲିଆ ଲାଗିନଥାଏ। ସତେଜ ଅନୁଭୂତ ହୋଇଥାଏ। 

ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।  

 

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories