www.samajalive.in
Sunday, December 7, 2025
26.1 C
Bhubaneswar

ଭ୍ରମଣ ପାଇଁ ଯାଆନ୍ତୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ‘ଉଦୟପୁର’

ଯଦି ଆପଣ ଭ୍ରମଣ ପାଇଁ ଯୋଜନା କରୁଛନ୍ତି ତେବେ ଏହି ଝରଣା ନାମରେ ପ୍ରସିଦ୍ଧି ଲାଭ କରିଥିବା ସହରକୁ ବୁଲିବାକୁ ଯାଇପାରିବେ। ଏଠାରେ ଆପଣଙ୍କୁ ଏପରି ବହୁ ସ୍ଥାନ ମିଳିବ ,ଯେଉଁଠାରେ ଆପଣ କମ ସମୟରେ ଅଧିକ ମଜାମସ୍ତି କରିପାରିବେ। ଏଠାରେ ଆପଣଙ୍କୁ ଖୁସି ମିଳିବା ସହ ସହ ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତି ହୋଇଥାଏ। ଝରଣାମାନଙ୍କ ସହର ହେଉଛି ଉଦୟପୁର। ଭ୍ରମଣ ପାଇଁ ଏଠାରେ ବିଭିନ୍ନ ସ୍ଥାନ ରହିଛି। ଏଠାରେ ଐତିହାସିକତା ମଧ୍ୟ ଭରି ରହିଛି। ତେଣୁ ଉଦୟପୁର ରାଜସ୍ଥାନର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭାବେ ବେଶ ପରିଚିତ।
ଉଦୟପୁରରେ ଥିବା ରୟାଲ ହୋଟେଲ ସାରା ଦୁନିଆରେ ବେଶ ପ୍ରସିଦ୍ଧ। ଏଠାକାର ଲେକ୍‍ ପ୍ଲେସର ଦୃଶ୍ୟ ମନରେ ରୋମାଞ୍ଚ ସୃଷ୍ଟି କରିଥାଏ। ଏହି ଲେକ ପ୍ଲେସ ଜଗ ନିବାସ ନାମରେ ମଧ୍ୟ ଜଣାଶୁଣା।
ଲେକ ପ୍ଲେସ ଏବେ ମହଲରୁ ସାହି ହୋଟେଲରେ ପରିବର୍ତ୍ତିତ ହୋଇସାରିଲାଣି। ଏହାର ନିର୍ମାଣ ଶୈଳୀ ଖୁବ ଉଚ୍ଚକୋଟରୀର ଅଟେ। ଛାତ ଓ ଅଗଣା ବେଶ ବିରାଟକାୟ ଅଟେ। ଜଟିଳ ଶିଳ୍ପ କଳାର ଏହା ଏକ ସୁନ୍ଦର ସ୍ଥାନ ଅଟେ। ନିକଟରେ ଥିବା ବଗିଚା ଓ ଆଖପାଖର ପରିବେଶ ବେଶ ଆକର୍ଷଣୀୟ ଅଟେ। ଦେଶବିଦେଶରୁ ବହୁ ପର୍ଯ୍ୟଟକ ଏଠାକୁ ସର୍ବଦା ଭ୍ରମଣ ପାଇଁ ଆସିଥାଆନ୍ତି। ଉଦୟପୁର ସିଟି ପ୍ଲେସ ପିଛୋଲା ଝରଣା ନିକଟରେ ରହିଛି। ଏହା ବିଶ୍ୱର ଏକ ଲୋକପ୍ରିୟ ସ୍ଥାନ ଅଟେ।
ଗମନାଗମନ ଦୃଷ୍ଟିରୁ ଆପଣ ରାଜସ୍ଥାନକୁ ରେଳରେ ଯାଇ ସେଠାରୁ ଘରୋଇଯାନରେ ଉଦୟପୁର ଯାଇପାରିବେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories