+୩ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ସୋମବାର ଅର୍ଥାତ ଆଜି ଠାରୁ ରାଜ୍ୟର ବିଭିନ୍ନ ଡ଼ିଗ୍ରୀ କଲେଜରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଦିନ ୧୧ଟା ପରେ ଅନଲାଇନରେ ଆବେଦନ କରିପାରିବେ। ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ…
Read More...

ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଟିଟିଲାଗଡ଼ : ଟିଟିଲାଗଡ଼ ଥାନା ଘଣ୍ଟାବାହାଳି ଗାଁର ରାଜିନ୍ଦ୍ର ଛତରକଙ୍କ ହତ୍ୟା ଘଟଣାରେ ସୋମବାର ମୁଖ୍ୟ ଅଭିଯୁକ୍ତ ଉଜ୍ଜ୍ୱଳମଣି ବାଗକୁ ଗିରଫ କରାଯାଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।…
Read More...

ସ୍ନାନ ମଣ୍ଡପରେ ବିଧାୟକଙ୍କୁ ଦର୍ଶନ କରାଇବା ଘଟଣା; ୨ ସେବାୟତ ନିଲମ୍ବିତ

ପୁରୀ : ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ପୁରୀ ବିଧାୟକଙ୍କୁ ସ୍ନାନ ମଣ୍ଡପରେ ନେଇ ଦର୍ଶନ କରାଇବା ଘଟଣାରେ ସୋମବାର ୨ ଜଣ ସେବାୟତ ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଲମ୍ବନ…
Read More...

ଟ୍ରାକ୍ଟର ଚଢି ଜଣେ ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ମହିମା ପଞ୍ଚାୟତ ଘଣ୍ଟିଗୁଡ଼ା ଠାରେ ସୋମବାର ଏକ ଅଘଟଣ ଘଟିଛି। ଘଣ୍ଟିଗୁଡ଼ା ଠାରେ ଏକ ଟ୍ରାକ୍ଟର ଚକ ଚଢି  ଜଣେ ଶ୍ରମିକ ମହେଶ୍ୱର ପଟେଲଙ୍କ ମୃତ୍ୟୁ ହୋଇଛି।…
Read More...

ପୁଅକୁ ହତ୍ୟା କଲା ବାପା

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲା ଅନ୍ତର୍ଗତ ରାଉରକେଲା ବନ୍ଧମୁଣ୍ଡା ଥାନା ଆରଏସ କଲୋନୀରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବାପା ନିଜ ପାଞ୍ଚ ବର୍ଷର ପୁଅକୁ ଛୁରୀ ଭୁଷି ହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣା…
Read More...

ଘରର କାନ୍ଥ ପଡ଼ି ୨ ମୃତ

ଯାଜପୁର : ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ବାଲିପାଟଣା ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ପୁରୁଣା ଘର ମାଟି କାନ୍ଥ ପଡ଼ି ଜଣେ ଶ୍ରମିକ ସମେତ ଘର ମାଲିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକଙ୍କ…
Read More...

ରକ୍ତ ପରୀକ୍ଷାରେ ଭୁଲ ରିପୋର୍ଟ; କୋମାରେ ଅବସରପ୍ରାପ୍ତ ଶିକ୍ଷକ

ସୋନପୁର : ସୁବର୍ଣ୍ଣପୁର ସହରର ଏକ ବେସରକାରୀ ରକ୍ତ ପରୀକ୍ଷା କେନ୍ଦ୍ର ରକ୍ତ ପରୀକ୍ଷାର ଭୁଲ ରିର୍ପୋଟ ଦେବା ଫଳରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ଦୀର୍ଘ ୩ ମାସ ହେବ କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏଭଳି…
Read More...

ଦୋକାନ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ଲୁଟ ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲାସ୍ଥିତ ସୋର ବ୍ଲକ ଗୋପାଳପୁର ବଜାରରେ ଶନିବାର ବିଳମ୍ବିତ ରାତିରେ ସିରିଜ ଚୋରି ହୋଇଥିବା ଅଭିଯୋଗ ହୋଇଛି। ରାତିରେ ପ୍ରାୟ ୪ଟି ଦୋକାନର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ଲୁଟ ହୋଇଥିବା ସୂଚନା…
Read More...

ମାନସିକ ବିକୃତ ଯୁବକଙ୍କ ଉନ୍ମତ୍ତ କାଣ୍ଡ; ଜରୁରୀ ଅବତରଣ କଲା ବିମାନ

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ରବିବାର ଏକ ମାନସିକ ବିକୃତ ଯାତ୍ରୀଙ୍କ ଉତ୍ପାତ ଯୋଗୁଁ ହାଇଦ୍ରାବାଦ-ଗୌହାଟୀ ବିମାନର ଜରୁରୀ ଅବତରଣ କରାଯାଇଛି। ସୂଚନାଅନୁଯାୟୀ, ଆଜି ହାଇଦ୍ରାବାଦରୁ ଗୌହାଟି ଯାଉଥିବା ଏକ…
Read More...

ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ

ବାଲେଶ୍ୱର : ବାଲେଶ୍ୱର ଜିଲାସ୍ଥିତ ବାହାନଗା ରେଳ ଷ୍ଟେସନରେ ଥିବା ଏକ ମାଲବାହୀ ଟ୍ରେନରେ ରବିବାର ଅଗ୍ନିକାଣ୍ଡ ହୋଇଛି। ଖବର ପାଇ ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି।…
Read More...

ଅନ୍ଧବିଶ୍ୱାସରେ କବଳିତ ପରିବାର ଲୋକେ! ମେଡ଼ିକାଲରେ ଝଡ଼ାଫୁଙ୍କା

ବରଗଡ଼: ବରଗଡ଼ ଜିଲାସ୍ଥିତ ପଦ୍ମପୁର ପାଲପାଲି ପଞ୍ଚାୟତ ଚଙ୍ଗରିଆ ଗାଁରେ ଏବେ ମଧ୍ୟ ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି। ସାପ କାମୁଡ଼ାରେ ମୃତ ନାବାଳିକାକୁ ବଞ୍ଚାଇବାକୁ ପରିବାର ଲୋକେ ଗୁଣିଆର ସାହାଯ୍ୟ ନେଇଥିବା ଜଣାପଡ଼ିଛି।…
Read More...

ସଡ଼କ ଦୁର୍ଘଟଣାରେ ୨ ମୃତ , ୪ ଆହତ

ଢେଙ୍କାନାଳ : ଢେଙ୍କନାଳ ଜିଲାସ୍ଥିତ ଜରିପାଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଦମ୍ପତି ପ୍ରାଣ ହରାଇବା ସହ ୪ ଜଣ ଆହତ ମଧ୍ୟ ହୋଇଛନ୍ତି। ଜରିପାଲ ନିକଟରେ…
Read More...

ଟ୍ରକ ଭିତରୁ ଗଳିତ ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲାସ୍ଥିତ ରାଜଗାଙ୍ଗପୁରରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଟ୍ରକ ଭିତରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମାତ୍ର ମୃତକଙ୍କ ପରିଚୟ ମିଳିପାରିନଥିବା ଜଣାପଡ଼ିଛି।…
Read More...

ଶାଶୁ ଘରୁ ନବବଧୂର ଝୁଲନ୍ତା ମୃତଦେହ ଉଦ୍ଧାର

ଭବାନୀପାଟଣା : କଳାହାଣ୍ଡି ଜିଲାସ୍ଥିତ ଭବାନୀପାଟଣାର ଥୁଆମୂଳ-ରାମପୁର ଥାନା ଭତାଗୁଡ଼ା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ନବବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ…
Read More...

ଅଭିନବ ଉପାୟରେ ସୁନା ଦୋକାନରୁ ଲୁଟ ଅଭିଯୋଗ

କଳାବାଡ଼ିଆ : ମୟୂରଭଞ୍ଜ ଜିଲା କୁଳିଅଣା ବଜାରରେ ଶନିବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। କୁଳିଅଣା ବଜାରରେ ଥିବା ଏକ ସୁନା ଦୋକାନରୁ ୫ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି।…
Read More...

ପ୍ରଭୁ ଶିବ-ପାର୍ବତୀଙ୍କ ବିବାହ ସ୍ଥାନ

ଉତ୍ତରାଖଣ୍ଡର ରୁଦ୍ରପ୍ରୟୋଗ ଠାରେ ଅବସ୍ଥିତ ‘ତ୍ରିୟୁଗୀ ନାରାୟଣ’ ଏକ ପବିତ୍ର ଧାର୍ମିକ ସ୍ଥଳୀ ଅଟେ। ଶାସ୍ତ୍ରରେ କୁହାଯାଇଛି ଯେ, ସତ୍ୟଯୁଗରେ ଭଗବାନ ଶିବ ମା’ପାର୍ବତୀଙ୍କୁ ଏଠାରେ ବିବାହ କରିଥିଲେ। ଦର୍ଶନ ନିମନ୍ତେ…
Read More...

ଯୋଗ ସହ ଜୀବନର ସକରାତ୍ମକ ପରିବର୍ତ୍ତନ ଜଡ଼ିତ

ଯୋଗ ଦିବସ ଦିନ ଦେଶର ବିଭିନ୍ନ ସ୍ଥାନରେ ବୃହତ ଓ କ୍ଷୁଦ୍ର ଯୋଗ ଶିବିରର ଆୟୋଜନ କରାଯାଏ। ଏହି ପବିତ୍ର କଳାକୁ ଅଭ୍ୟାସ କରିବା ପାଇଁ ବହୁ ସଂଖ୍ୟାରେ ଲୋକେ ଶିବିରମାନଙ୍କରେ ଭାଗ ନେଇଥାଆନ୍ତି। କେବଳ ଭାରତରେ ନୁହେଁ ବରଂ…
Read More...

କାହିଁକି ଜୁନ ୨୧କୁ ଯୋଗ ଦିବସ ରୂପେ ପାଳନ କରାଯାଏ

ଯୋଗ, ମନ ଶରୀର ଓ ଆତ୍ମାର ଏକାଗ୍ରତାକୁ ବୃଦ୍ଧି କରିଥାଏ। ଯୋଗର ବିଭିନ୍ନ ରୂପ ଆମର ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଭିନ୍ନ ଭିନ୍ନ ପ୍ରକାରେ ଲାଭଦାୟକ। ଅର୍ନ୍ତଜାତୀୟ ଯୋଗ ଦିବସକୁ ଏକ ଭିନ୍ନ ପ୍ରକାରେ ପାଳନ କରି…
Read More...

ଗୃହ କାନ୍ଥର ରଙ୍ଗରୁ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ୱ ଓ ଚିନ୍ତାଧାରା

ଘରର ସାଜସଜ୍ଜା ପାଇଁ ବିଭିନ୍ନ ପ୍ରକାରର ଲାଇଟ ଓ କାନ୍ଥର ରଙ୍ଗ ଗୁଡ଼ିକର ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନିଜ ପସନ୍ଦ ଅନୁଯାୟୀ ଘରକୁ ସଜାଇବା ପାଇଁ ସଭିଁଙ୍କୁ ବେଶ ପସନ୍ଦ। କାନ୍ଥର ରଙ୍ଗ ଆପଣଙ୍କ ବିଷୟରେ ବହୁ…
Read More...

ଏହି ସମସ୍ତ ଫଳକୁ ଫ୍ରିଜରେ ରଖୁଛନ୍ତି କି ? ସାବଧାନ

ବହୁ ଲୋକଙ୍କୁ ଏପରି ଅନୁଭବ ହୋଇଥାଏ ଯେ, ପନିପରିବା ଭଳି ଫଳକୁ ମଧ୍ୟ ଫ୍ରିଜରେ ରଖିବା ଦ୍ୱାରା ତାହା ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରହିଥାଏ। ମାତ୍ର ଏହା ଆଦୌ ସଠିକ ନୁହେଁ। ଫଳ ଗୁଡ଼ିକୁ ଫ୍ରିଜରେ ରଖିବା ଦ୍ୱାରା ଏହାର…
Read More...

ଯୋଗ ଦିବସ ପାଳନ କରିବାର ତାତ୍ପର୍ଯ୍ୟ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଆମର ଖାଦ୍ୟପେୟ,ଜୀବନଶୈଳୀ ଏପରି ହୋଇଯାଇଛି ଯେ ଆମେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଭାବେ ଧ୍ୟାନ ଦେଇପାରି ନଥାଉ। ଫଳରେ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ରହିଥାଏ। ଏପରି…
Read More...

ଟ୍ରେନ ଧକ୍କାରେ ମାଈହାତୀ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲାସ୍ଥିତ ସଦର ରେଞ୍ଜ ଅନ୍ତର୍ଗତ କଇଥ ପୋଲିଆ ନିକଟରେ ଗୁରୁବାର ସକାଳ ସମୟରେ ମାଲବାହୀ ଟ୍ରେନ ଧକ୍କା ଦେବାରୁ ଏକ ମାଈହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଅନ୍ୟ କିଛି…
Read More...

ପୃଥକ ସଡ଼କ ଦୁର୍ଘଟଣାରେ ୩ ମୃତ

ପୁରୀ / ସୋନପୁର : ପୁରୀ ଅନ୍ତର୍ଗତ ମାଳତୀପାଟପୁର ଓଭରବ୍ରିଜରେ ବୁଧବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ…
Read More...

ଧୂଳିଝଡ଼ ସହ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଗୁରୁବାର ସକାଳ ସମୟରୁୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିବା ସହ ବର୍ଷା ଆରମ୍ଭ ହୋଇଛି। ୧୧ଟି ଜିଲାରେ ଧୂଳିଝଡ଼, ଘଡ଼ଘଡ଼ି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ…
Read More...

ଯୁବକଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ଼ : ଟିଟିଲାଗଡ଼ ଥାନା ଅନ୍ତର୍ଗତ ଘଣ୍ଟାବାହାଳି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଘଣ୍ଟାବାହାଳି ଗ୍ରାମର ଜଣେ ଯୁବକ ଗଜିନ୍ଦ୍ର ଛତର (୧୯)ଙ୍କ ମୃତଦେହ ଚାଷ ଜମିରୁ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା…
Read More...

ଷ୍ଟିମ୍‍ ମିଠା

ଆବଶ୍ୟକ ସାମଗ୍ରୀ କ୍ଷୀର –୧ ଲିଟର ଛେନା ପେଷା ଚିନି – ୩ ଚାମଚ ଘିଅ - ଆବଶ୍ୟକ ପରିମାଣରେ ଗୁଜୁରାତି ଗୁଣ୍ଡ – ୧ ଚାମଚ ଗୋଲାପ ଜଳ – ୧ ଚାମଚ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର…
Read More...

ଘରକୁ ସ୍ୱଚ୍ଛ କରିବା ପାଇଁ ଲେମ୍ବୁର ବ୍ୟବହାର

ଲେମ୍ବୁର ବହୁ ଉପକାରୀ ଗୁଣ ରହିଛି। ଲେମ୍ବୁକୁ ଆମେ ସରବତ କରି ପିଇବା ପରେ ଏହାର ଚୋପାକୁ ଫୋପାଡ଼ି ଦେଇଥାଉ। ମାତ୍ର ଘରକୁ ସଫା କରିବାରେ ଏହାର ଚୋପା ଓ ରସ ବହୁ ଲାଭ ଦାୟକ ଅଟେ। ଲେମ୍ବୁର ଚୋପାରେ ଯେକୌଣସି ଦ୍ରବ୍ୟକୁ ସଫା…
Read More...

ବଜ୍ରାଘାତରେ ୨ମୃତ

ନବରଙ୍ଗପୁର : ନବରଙ୍ଗପୁର ଜିଲାସ୍ଥିତ ପାପଡ଼ାହାଣ୍ଡି ଥାନା ବଡ଼ଦେଇ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁରେ ବିଲକୁ ବୁଲିବାକୁ ଯାଇଥିବା ଦୁଇ ଜଣ ଯୁବକ ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି। ସୂଚନାଯୋଗ୍ୟ, ବଡ଼ଦେଇ…
Read More...

ହାତୀ ଆକ୍ରମଣରେ ଜଣେ ମୃତ

ବାରିପଦା : ମୟୂରଭଞ୍ଜ ଜିଲାସ୍ଥିତ ବାରିପଦାର ହଳଦୀପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ାଙ୍ଗରବିଲା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଡ଼ାଙ୍ଗରବିଲା ଅଞ୍ଚଳର ଅଞ୍ଚଳର ଜଣେ ବ୍ୟକ୍ତି ସୋମବାର ହାତୀ ଆକ୍ରମଣରେ ମୃତ୍ୟୁବରଣ…
Read More...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ବଲାଙ୍ଗୀର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସୋମବାର ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡ଼ାକରା ଦିଆଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ…
Read More...

ନଦୀରେ ବୁଡ଼ି ଯୁବକ ମୃତ

କାମାକ୍ଷାନଗର : ଢେଙ୍କନାଳସ୍ଥିତ କାମାକ୍ଷାନଗର ଥାନା ବାଲିଗୋରଡ଼ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଖ ରାମିଆଳ ନଦୀରେ ବୁଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ, ଯୁବକ ଜଣକ ନିଜର କିଛି ସାଙ୍ଗ…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମୃତ

ଅନୁଗୁଳ : ଅନୁଗୁଳ ଜିଲା ତାଳଚେରର ହରିହାରପୁରରେ ଥିବା ପାଉଁଶ ଇଟାଭାଟିରେ ସୋମବାର ଏକ ଅଘଟଣ ଘଟିଛି। ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ଭାଟି ମାଲିକ ଓ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପାଉଁଶ…
Read More...

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦିନ ୧୨ଟା ମଧ୍ୟରେ ରାଜ୍ୟର ୫ଟି ଜିଲାକୁ ବର୍ଷା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସତର୍କ ସୂଚନା ଦିଆଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲାରେ ଧୂଳିଝଡ଼, ବଜ୍ରପାତ…
Read More...

ରକ୍ତାକ୍ତ ଅବସ୍ଥାରେ ଦୁଇ ମହିଳାଙ୍କ ମୃତଦେହ ଉଦ୍ଧାର

ବାରିପଦା : ବାରିପଦାସ୍ଥିତ ମୋରଡ଼ା ଥାନା ଅନ୍ତର୍ଗତ ଖୁଣ୍ଟାପାଳ ଗାଁରେ ସୋମବାର ଡ଼ର୍ବଲ ମର୍ଡ଼ର ହୋଇଥିବା ଜଣାପଡ଼ିଛି। ଘର ଭିତରେ ଦୁଇ ମହିଳାଙ୍କର ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି…
Read More...

ଜଙ୍ଗଲରେ ଦେଶୀ ବନ୍ଧୁକ କାରଖାନା ଠାବ

ବାଲିଗୁଡ଼ା : କନ୍ଧମାଳ ଜିଲାସ୍ଥିତ ଦାରିଙ୍ଗିବାଡ଼ି ଥାନା ଅନ୍ତର୍ଗତ ଦଣ୍ଡିମା ଗାଁ ପାଖ ଜଙ୍ଗଲ ଭିତରେ ପୁଲିସ ଶନିବାର ଦେଶୀ ବନ୍ଧୁକ କାରଖାନା ଠାବ କରିଛି। ଏହାସହ ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।…
Read More...

ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀବିହାର ଅଞ୍ଚଳର ଏକ ଭଡ଼ା ଘରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଜଣକ ନିଆଳି ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ଆତ୍ମହତ୍ୟା କରିଥିବା…
Read More...

ଅଟୋକୁ ଧକ୍କା ଦେଲା ଅଟୋ, ୮ ରୁ ଅଧିକ ଯାତ୍ରୀ ଗୁରୁତର

ବଣାଇ : ବଣାଇ ଉପଖଣ୍ଡର ଦେଓଗାଁ ଝୁମୁରି ବନ୍ଧ ନିକଟରେ ଶନିବାର ଛିଡ଼ା ହୋଇଥିବା ଏକ ଅଟୋକୁ ପଛରୁ ଅନ୍ୟ ଅଟୋ ଧକ୍କା ଦେବାରୁ ଉଭୟ ଅଟୋର ପ୍ରାୟ ୮ ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଯାତ୍ରୀଙ୍କୁ…
Read More...

ପାଣିରେ ବୁଡ଼ି ଯୁବକ ମୃତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବେଲପାହାଡ଼ ପିପିଲିମାଲ କଦେଲପିଟା ନୁଆଁବନ୍ଧରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଶନିବାର ଜଣେ ଯୁବକର ମୃତ୍ୟୁ ହୋଇଛି। ମୃତକ ହେଲେ ମହମ୍ମଦ ରସିଦ (୨୩)। ସୂଚନାଯୋଗ୍ୟ, ମହମ୍ମଦ ବେଲପାହାଡ଼…
Read More...

ଚାନ୍ଦା ଆଦାୟକୁ ନେଇ ବଚସା; ଭୁଜାଲି ମାଡ଼ରେ ଜଣେ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲାସ୍ଥିତ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ କଣ୍ଟାବଣିଆ ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗାଁରେ ରଜ ଭୋଜି ପାଇଁ ୫୦୦ ଟଙ୍କା ଚାନ୍ଦା ଆଦାୟକୁ ନେଇ ବଚସା ସୃଷ୍ଟି…
Read More...

ସରପଞ୍ଚଙ୍କୁ ଆକ୍ରମଣ ସମୟରେ ଅପରାଧି ହାତରେ ଫୁଟିଲା ବୋମା

ବ୍ରହ୍ମପୁର : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲିର ସରପଞ୍ଚଙ୍କୁ ଶୁକ୍ରବାର ରାତିରେ ଆକ୍ରମଣ ସମୟରେ ଅପରାଧି ହାତରେ ବୋମା ଫୁଟିଥିବା ଜଣାପଡ଼ଛି। ଅପରାଧି ଜଣକ ହେଲା ଚେରୁ ଗୌଡ଼। ଆହତ ଅପରାଧି ଚେରୁକୁ…
Read More...

ରଜ ସଂକ୍ରାନ୍ତିରେ ଉତ୍ସବ ମୁଖର ସାରା ଓଡ଼ିଶା

ଭୁବନେଶ୍ୱର : ଶନିବାର ଅର୍ଥାତ ଆଜି ହେଉଛି ପବିତ୍ର ରଜ ସଂକ୍ରାନ୍ତି। ସାରା ରାଜ୍ୟରେ ପହିଲି ରଜର ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତିକୁ ମଧ୍ୟ ସଭିଏଁ ବେଶ ଧୂମଧାମରେ ପାଳନ କରୁଛନ୍ତି। ପୁରପଲ୍ଲୀରେ ଘରେ ଘରେ ବିଭିନ୍ନ…
Read More...

ହାତୀ ଆକ୍ରମଣରେ ଯୁବକ ମୃତ

ଆଠଗଡ଼: କଟକ ଜିଲା ଆଠଗଡ଼ ବନଖଣ୍ଡର ତିଗିରିଆ ରେଞ୍ଜ ହରିଡ଼ାପାଣି ଗାଁରେ ଶନିବାର ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ସକାଳ ସମୟରେ ଯୁବକ ଜଣକ ଶୌଚ ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣର ଶିକାର…
Read More...

ଗଞ୍ଜେଇ ବୋଝେଇ ଟ୍ରକ ଜବତ; ୩ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁରର ଗୋଇଲୁଣ୍ଡି ଛକ ଦେଇ ଯାଉଥିବା ଏକ ଟ୍ରକରୁ ପ୍ରାୟ ୨୦ ବସ୍ତା (୫୦୦)କେଜି ଗଞ୍ଜେଇ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଦ୍ୱାରା ବୁଧବାର ଜବତ ହୋଇଛି। ଏହି ମାମଲାରେ ୩ ଜଣଙ୍କୁ ଗିରଫ…
Read More...

କୋଚିଙ୍ଗ ସେଣ୍ଟରରେ ଅଗ୍ନିଶମ ବିଭାଗର ଚଢାଉ

କଳାହାଣ୍ଡି : କଳାହାଣ୍ଡି ଜିଲାର ଭବାନୀପାଟଣାରେ ବୁଧବାର ଓଡ଼ିଶା ଅଗ୍ନିଶମ ବିଭାଗ କୋଚିଙ୍ଗ ସେଣ୍ଟରରେ ଚଢାଉ କରିଛି। ପ୍ରାୟ ୧୦ଟି କୋଚିଙ୍ଗ ସେଣ୍ଟରରେ ଅଗ୍ନିଶମ ବିଭାଗ ଚଢାଉ କରି ଅଗ୍ନି ନିରୋଧ ଓ ଅଗ୍ନିନିରାପତ୍ତା…
Read More...

ଚିନ୍ତା ଆପଣଙ୍କ ପାଇଁ ଏକ ସମସ୍ୟା ପାଲଟିଛି କି ? ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଶୈଳୀ ଯୋଗୁ ମାନସିକ ଶାନ୍ତି ମିଳିବା କଷ୍ଟକର ହୋଇପଡ଼ୁଛି। ମାନସିକ ଦୁଶ୍ଚିତା କାରଣରୁ ଚିଡ଼ଚିଡ଼ା ଭାବ, କାର୍ଯ୍ୟରେ ଅନାଗ୍ରହ, ଅନିଦ୍ରା ଆଦି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।…
Read More...

ସଫଳତା ପାଇଁ ଏଭଳି କରନ୍ତୁ ଗଣେଶଙ୍କୁ ପୂଜାର୍ଚ୍ଚନା

ଯେକୌଣସି କାର୍ଯ୍ୟର ପ୍ରାରମ୍ଭରେ ଆମେ ପ୍ରଥମେ ଗଣେଶଙ୍କୁ ସ୍ମରଣ କରିଥାଉ।ଏହା ଦ୍ୱାରା କାର୍ଯ୍ୟ ସହଜରେ ସମାପନ ହେବା ସହ ସମସ୍ତ ବାଧା ବିଘ୍ନ ଦୂରେଇଯାଇଥାଏ। ପ୍ରଭୁ ଗଣେଶଙ୍କ କୃପା ରହିଲେ ଗୃହରୁ ସମସ୍ତ ବାସ୍ତୁ ଦୋଷ…
Read More...

ହସଖୁସିର ବାତାବରଣ ସହ ବର୍ଷକ ପରେ ଆସୁଛି ରଜ

ଭିନ୍ନ ଭିନ୍ନ ଫୁଲକୁ ବ୍ୟବହାର କରି ମାଳଟିଏ ପ୍ରସ୍ତୁତ କଲେ ମାଳାଟି ସୁନ୍ଦର ଦେଖାଯାଏ। ଠିକ ସେହିଭଳି ବିଭିନ୍ନ ପର୍ବପର୍ବାଣୀ ଆମ ମାନଙ୍କୁ ଆନନ୍ଦ ଉଲ୍ଲାସ ପ୍ରଦାନ କରିବା ସହ ହସଖୁସିର ବାତାବରଣ ସୃଷ୍ଟି କରିଥାଏ। ଓଡ଼ିଆ…
Read More...

ରଜ ପାଇଁ ସୁଆଦିଆ କ୍ଷୀର ବରା

ବରା ଖାଇବାକୁ ସଭିଁଙ୍କୁ ବେଶ ପସନ୍ଦ। ମାତ୍ର ଆଉ ଅଳ୍ପ ଦିନ ବାକି ରହିଲା ରଜ। ଏହି ରଜରେ ଏକ ସ୍ୱାଦିଷ୍ଟ ଓ ଭିନ୍ନ ଉପାୟରେ ପ୍ରସ୍ତୁତ ବରା ଖାଇ ରଜକୁ ଉପଭୋଗ କରିବାକୁ ଏହାର ପ୍ରସ୍ତୁତି ପ୍ରଣାଳି ବିଷୟରେ ଜାଣନ୍ତୁ।…
Read More...

କ୍ଷୀର ଗଇଁଠା ପିଠା ରଜର ମଜାକୁ ଦୁଇଗୁଣ କରେ

ଆବଶ୍ୟକ ସାମଗ୍ରୀ କ୍ଷୀର – ୧ଲିଟର ଚାଉଳ ଚୁନା – ୨କପ ଚିନି – ୧କପ ଗୁଜୁରାତି ଗୁଣ୍ଡ – ୧ଚାମଚ ଲୁଣ – ସାମାନ୍ୟ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଗ୍ୟାସ ଲଗାଇ ଏକ କଡ଼େଇ ବସାନ୍ତୁ। କଡ଼େଇ ଗରମ ହୋଇଗଲେ ୨କପ କ୍ଷୀର…
Read More...

ରଜରେ କରନ୍ତୁ ବିରି ଚାଉଳ ପୋଡ଼ ପିଠା

ଭିନ୍ନ ଭିନ୍ନ ପିଠାପଣା ପର୍ବପର୍ବାଣୀର ମହତ୍ତ୍ୱକୁ ଦୁଇ ଗୁଣିତ କରିଦେଇଥାଏ। ଆଉ ଅଳ୍ପ ଦିନ ବାକି ରହିଲା ରଜ। ଘରେ ଘରେ ଏହାର ପୂର୍ବପ୍ରସ୍ତୁତ ଆରମ୍ଭ ହୋଇଗଲାଣି। ବର୍ଷକୁ ଥରେ ପୁଣି ଆସିଛି ରଜ। ଜାଣନ୍ତୁ କିଭଳି ସହଜ…
Read More...

ମାଲପୁଆ

ଆବଶ୍ୟକ ସାମଗ୍ରୀ ଅଟା - ଆବଶ୍ୟକ ପରିମାଣରେ କଦଳୀ – ୨ଟି ଚିନି - ଆବଶ୍ୟକ ପରିମାଣରେ ଗୁଜୁରାତି ଗୁଣ୍ଡ – ୧ଚାମଚ ତେଲ - ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ଅଟା ,ପାଣି , କଦଳୀ, ଚିନି,…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ସମ୍ବଲପୁର : ସମ୍ବଲପୁର ଯୁଯୁମୁରା ଥାନା ଅନ୍ତର୍ଗତ ସମ୍ବଲପୁର-କଟକ ଜାତୀୟ ରାଜପଥରେ ବୁଧବାର ସକାଳ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରୁ ବାରିପଦା ଅଭିମୁଖେ ଆସୁଥିବା ଏକ ପିଆଜ ଓ ରସୁଣ…
Read More...

ନୀଳଗିରି ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ

ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ବୁଧବାର ଝାଡ଼ଖଣ୍ଡି ହାତୀଙ୍କ ଉପଦ୍ରବ ଦେଖାଦେଇଛି। ଏକ ଝାଡ଼ଖଣ୍ଡି ହାତୀପଲରେ ପ୍ରାୟ ୪୦ଟି ହାତୀ ସକାଳ ସମୟରେ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ବୁଲୁଥିବାର ଜଣାପଡ଼ିଛି।…
Read More...

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ଼ : ବରଗଡ଼ ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ସହକାରୀ ଯନ୍ତ୍ରୀ ଟଙ୍କଧର ମେହେରଙ୍କର ବାସଭବନ ଓ କାର୍ଯ୍ୟାଳୟ ସମେତ ଅନ୍ୟ…
Read More...

ହୋଟେଲ ସମ୍ମୁଖରୁ ଯୁବକଙ୍କୁ ଅପହରଣ ଅଭିଯୋଗ

ବ୍ରହ୍ମପୁର : ବ୍ରହ୍ମପୁର ସହରର ଟାଟା ବେଞ୍ଜ ଛକ ନିକଟସ୍ଥ କାମାସଇନ ହୋଟେଲ ସମ୍ମୁଖରୁ ସୋମବାର ମଧ୍ୟାହ୍ନରେ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ୧୦ ରୁ ଅଧିକ ଯୁବକ ୩ଟି ମୋଟର ସାଇକେଲ ଓ…
Read More...

ନଦୀରେ ବୁଡ଼ି ଜଣେ ମୃତ ଜଣେ ଉଦ୍ଧାର

ଯାଜପୁର : ଯାଜପୁର ବାଇଶିମୌଜା ନିକଟ ବଡ଼ଡ଼େଙ୍ଗୁଟିରେ ନଦୀରେ ସୋମବାର ଗାଧୋଉଥିବା ବେଳେ ବୁଡ଼ି ଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ବାଇଶିମୌଜା ସେତୁ ନିକଟରେ ଥିବା…
Read More...

ତହସିଲ ସମ୍ମୁଖରେ ଚକଜଗନ୍ନାଥପୁର ଗ୍ରାମବାସୀଙ୍କ ଧାରଣା; ପ୍ରତିଶ୍ରୁତି ପରେ ଅନଶନରୁ ଉଠିଲେ ଆନ୍ଦେଳନକାରୀ

ବାହାନଗା : ବାଲେଶ୍ୱର ଜିଲା ବାହାନଗା ତହସିଲ ଅନ୍ତର୍ଗତ ଚକଜଗନ୍ନାଥପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତାର ଉନ୍ନତି କାର୍ଯ୍ୟ ଜାରି ରହିଛି। ମାତ୍ର ଚକଜଗନ୍ନାଥପୁର ପଞ୍ଚାୟତର କେତେକ ଲୋକେ…
Read More...

ସହପାଠୀଙ୍କ ଦ୍ୱାରା ଆକ୍ରମଣ ହୋଇଥିବା ଛାତ୍ରୀଙ୍କ ମୃତ୍ୟୁ

କୋରାପୁଟ : କୋରାପୁଟ ଜିଲା ସେମିଳିଗୁଡ଼ାରେ ସହପାଠୀଙ୍କ ଦ୍ୱାରା ଆକ୍ରମଣ ହୋଇ ମୃତ୍ୟୁ ସହ ଲଢେଇ କରୁଥିବା କଲେଜ ଛାତ୍ରୀ ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି।ଛାତ୍ରୀ ଜଣକ ସେମିଳିଗୁଡ଼ାର…
Read More...

ଶୌଚାଳୟରୁ ମୃତ ନବଜାତ ଉଦ୍ଧାର

ଜଗତସିଂହପୁର : ଜଗତସିଂହପୁର ମୁଖ୍ୟ ଜିଲା ଚିକିତ୍ସାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗର ଶୌଚାଳୟ ଭିତରେ ଏକ ନବଜାତ ଶିଶୁ ପଡ଼ିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ…
Read More...

ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ରାଜ୍ୟର ୫ଟି ଜିଲାରେ ସୋମବାର କାଳବୈଶାଖୀ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନ ୧ଟା ଯାଏଁ…
Read More...

ଛୁରାମାଡ଼ରେ ଆହତ ହୋଇଥିବା ଯୁବକ ମୃତ

କଟକ : କଟକସ୍ଥିତ ଯୋବ୍ରାରେ ଛୁରାମାଡ଼ରେ ଆହତ ହୋଇଥିବା ମାଟିଆ ମଙ୍ଗଳା ସାହିର ଜଣେ ଯୁବକଙ୍କ ସୋମବାର ମୃତ୍ୟୁ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ରବିବାର…
Read More...

ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ

ବାଲେଶ୍ୱର : ବାଲେଶ୍ୱର ଜିଲାସ୍ଥିତ ସୋର ରେଲୱେ ଷ୍ଟେସନରେ ଥିବା ଏକ ମାଲବାହୀ ଟ୍ରେନରେ ସୋମବାର ଅଗ୍ନିକାଣ୍ଡ ହୋଇଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି। ଟ୍ରେନଟି ଷ୍ଟେସନରେ…
Read More...

ଶୋଇଥିବା ଅବସ୍ଥାରେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ

ବରଗଡ଼ : ବରଗଡ଼ ନିକଟରେ ଥିବା ଜମୁର୍ଡ଼ା ଗ୍ରାମର ଏକ ଛତୁଆ ୟୁନିଟ ନିକଟରେ ରବିବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଲେ ବସନ୍ତ ପ୍ରଧାନ (୫୦)। ସେ ସମ୍ବଲପୁର…
Read More...

ବର୍ଷୀୟାନ ଅଭିନେତା ଗିରୀଶ କନ୍ନଡ଼ଙ୍କ ପରଲୋକ

ବେଙ୍ଗାଲୁର : ପ୍ରଖ୍ୟାତ ଲେଖକ, ନିର୍ଦ୍ଦେଶକ ତଥା ଅଭିନେତା ଗିରୀଶ କନ୍ନଡ଼ଙ୍କ ସୋମବାର ପରଲୋକ ହୋଇଛି। ବେଙ୍ଗାଲୁରରେ ୮୧ ବୟସରେ ତାଙ୍କର ପରଲୋକ ହୋଇଛି। ଦୀର୍ଘଦିନ ଧରି ବର୍ଷୀୟାନ ଅଭିନେତା ଗିରୀଶ ଅସୁସ୍ଥ ଥିଲେ। ବହୁ…
Read More...

ଗୁଳିକାଣ୍ଡରେ ଯୁବକ ଗୁରୁତର

ବ୍ରଜରାଜନଗର : ବ୍ରଜରାଜନଗରସ୍ଥିତ କାଳୀନଗର ଏମସିଏଲ କଲୋନୀରେ ସୋମବାର ସକାଳ ସମୟରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଜଣାପଡ଼ିଛି। ଯୁବକ ଜଣକ ହେଲେ ସଞ୍ଜୟ କୁମାର ଗୁପ୍ତା। ଗୁରୁତର ଭାବେ ସଞ୍ଜୟଙ୍କୁ…
Read More...

ସୁଇଟ୍‍ ଫ୍ରେଞ୍ଚ ଟୋଷ୍ଟ

ଆବଶ୍ୟକ ସାମଗ୍ରୀ ପାଉଁରୁଟି – ୪ଟି ଅଣ୍ଡା – ୩ଟି ଭ୍ୟାନିଲାଏସେନ୍ସ - ଅଳ୍ପ ଡ଼ାଲଚିନି ଗୁଣ୍ଡ - ଅଳ୍ପ ଫୁଟା କ୍ଷୀର – ୩କପ ଚିନି – ୩ ଚାମଚ ସାମାନ୍ୟ ଲୁଣ ତେଲ - ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ -…
Read More...

ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୨ ଗିରଫ

ଯାଜପୁର : ଯାଜପୁର ଅନ୍ତର୍ଗତ ଟମ୍‍କା ଥାନା ଜହ୍ନିଦାପାଳ ବ୍ୟବସାୟୀ (ଡ଼ମ୍ପର ମାଲିକ)ଙ୍କୁ ହତ୍ୟା ଘଟଣାରେ ରବିବାର ପୁଲିସ ମୁଖ୍ୟ ଅଭିଯୁକ୍ତ ସହ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ସହ ଗିରଫ ହୋଇଥିବା ଅନ୍ୟ ଦୁଇ ଜଣ…
Read More...

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ସମର୍ପଣ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ପାଟକୁରା ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପାଟକୁରା ଅଞ୍ଚଳର ଜଣେ ବ୍ୟକ୍ତି ଓ…
Read More...

ସ୍ତ୍ରୀକୁ ବିଷ ପିଆଇ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ

ସୋର :ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ କୁମାରପୁର ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, କୁମାରପୁର ଗ୍ରାମର…
Read More...

ପାଟିକୁ ସୁଆଦିଆ; ତ୍ୱଚା ପାଇଁ କ୍ଷତିକାରକ ଏହି ଖାଦ୍ୟ

ଆମେ ଏପରି ବହୁ ଖାଦ୍ୟ ଖାଇଥାଉ ଯାହା ଆମ ତ୍ୱଚାକୁ ପାଇଁ ହିତକାରକ ହେବା ବଦଳରେ କ୍ଷତିକାରକ ହୋଇଥାଏ। ଜାଣତରେ ହେଉ ଅବା ଅଜାଣରେ ପାଟିକୁ ସୁଆଦିଆ ଲାଗୁଥିବା ଖାଦ୍ୟ ଆମ ଖାଇବାକୁ ପସନ୍ଦ କରୁ । ତେବେ ଆସନ୍ତୁ ଜାଣିବା…
Read More...

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଡ଼ାକ୍ତରଙ୍କ ନାଁରେ ମାମଲା ରୁଜୁ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ରବିବାର ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହେବା ସହ ଡ଼ାକ୍ତର ଓ ୨ଷ୍ଟାଫ୍‍ ନର୍ସଙ୍କ ବିରୋଧରେ ମାମଲା ରୁଜୁ…
Read More...

ସୁଆଦିଆ ଜିରା ଚିକେନ

ଆବଶ୍ୟକ ସାମଗ୍ରୀ ଚିକେନ - ୫୦୦ ଗ୍ରାମ ଘିଅ - ୪ ଚାମଚ କଟା ପିଆଜ – ୨ଟି ଅଦା ରସୁଣ ବଟା - ଆବଶ୍ୟକ ପରିମାଣରେ ଗୋଟା ଜିରା – ୩ ଚାମଚ ଜିରା ଗୁଣ୍ଡ – ୧ ଚାମଚ ଗରମ ମସଲା – ୧ ଚାମଚ ହଳଦୀ ଗଣ୍ଡ - ଆବଶ୍ୟକ…
Read More...

ପାନର ଧାର୍ମିକ ମହତ୍ତ୍ୱ , ସ୍ୱୟଂ ଭଗବାନ ଏଥିରେ କରିଥାଆନ୍ତି ବାସ

ହିନ୍ଦୁଧର୍ମରେ ପାନକୁ ଶୁଦ୍ଧତା ଓ ସମ୍ପନତାର ପ୍ରତୀକ ବୋଲି କୁହାଯାଏ। ବିଭିନ୍ନ ପୂଜାରେ ଏହାର ବ୍ୟବହାର ହେଉଥିବାରୁ ପାନ ପତ୍ର ପ୍ରତି ଲୋକଙ୍କ ଭକ୍ତି ଭାବ ମଧ୍ୟ ରହେ। ଯେଉଁ କୌଣସି କାର୍ଯ୍ୟର ଶୁଭାରମ୍ଭ କରିବା…
Read More...

ଚକୋଲେଟ ମଗ୍‍ ମିଲ୍କସେକ୍‍

ଆବଶ୍ୟକ ସାମଗ୍ରୀ ଚକୋଲେଟ ଆଇସକ୍ରିମ – ୪କପ ଫୁଟା କ୍ଷୀର – ୨କପ ଚିନି - ଆବଶ୍ୟକ ପରିମାଣରେ ମାଟିଆ ଚିନି - ଅଳ୍ପ ଡ଼ାଲଚିନି ଗୁଣ୍ଡ – ୧ ଚାମଚରୁ କମ ପ୍ରସ୍ତୁତି ପ୍ରଣାଳୀ – ଚକୋଲେଟ ଆଇସକ୍ରିମ, ଫୁଟା କ୍ଷୀର,…
Read More...

ଏହି ମନ୍ଦିରରେ ପ୍ରଭୁ ମହେଶ୍ୱର ନନ୍ଦିଙ୍କ ବିନା ବିରାଜିତ

ମହାରାଷ୍ଟ୍ରର ନାସିକ ସହର କୁମ୍ଭ ମେଳା ପାଇଁ ଖୁବ ପ୍ରସିଦ୍ଧ ମାତ୍ର ଏହା ବ୍ୟତୀତ ଏହା ଅନ୍ୟ ଏକ କାରଣରୁ ମଧ୍ୟ ପ୍ରସିଦ୍ଧ ଅଟେ। ନାସିକ ସହରର ଗୋଦାବରୀ ନଦୀ ତଟରେ ଏପରି ଏକ ଶିବ ମନ୍ଦିର ରହିଛି ଯେଉଁଠାରେ ତାଙ୍କର ପରମ…
Read More...

ସୁନ୍ଦର ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଘରୋଇ ଫେସ ପ୍ୟାକ୍‍

ଫେସ ପ୍ୟାକ୍‍ ଲଗାଇବା ଦ୍ୱାରା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ମୁହଁର ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଖରା ସମୟରେ ବାହାରକୁ ଗଲେ ସୂର୍ଯ୍ୟ କିରଣ କାରଣରୁ ହେଉ ଅଥବା ବାହାର ପ୍ରଦୂଷଣ କାରଣରୁ ହେଉ ତ୍ୱଚା…
Read More...

ଶୁକ୍ରବାର କରନ୍ତୁ ଏହି ଉପାୟ ପ୍ରାପ୍ତି ହେବ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ଓ ଆଶୀର୍ବାଦ

ମା’ଲକ୍ଷ୍ମୀଙ୍କୁ ଧନସମ୍ପତ୍ତି, ଐଶ୍ୱର୍ଯ୍ୟ ଓ ବୈଭବର ଦେବୀ ବୋଲି କୁହାଯାଏ। ପୌରାଣିକ ମାନ୍ୟତା ଅନୁଯାୟୀ, ଶୁକ୍ରବାର ଦିନ ସଠିକ ବିଧିବିଧାନ ସହ ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଙ୍କ ଆଶୀର୍ବାଦ ଓ ବିଶେଷ କୃପା…
Read More...

ଜାଣନ୍ତୁ ରାଶି ଅନୁଯାୟୀ ଧଳା ରଙ୍ଗର ପ୍ରୟୋଗ ଓ ଏହାର ଫଳ

ଧବଳ ରଙ୍ଗକୁ ଶାନ୍ତିର ପ୍ରତୀକ ବୋଲି କୁହାଯାଇଥାଏ। ଏହି ରଙ୍ଗର ପ୍ରୟୋଗ ଫଳରେ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପଡ଼ିଥାଏ।  ଜାଣନ୍ତୁ ରାଶି ଅନୁଯାୟୀ, ଧଳା ରଙ୍ଗର କ’ଣ ପ୍ରଭାବ ରହିଛି .... ମେଷ…
Read More...

ରାଜ୍ୟରେ ବର୍ଷା ସମ୍ଭାବନା; ଆସନ୍ତା ୩ ଦିନ କୋହଲା ପାଗ

ଭୁବନେଶ୍ୱର : ରାଜ୍ୟର ୬ଟି ଜିଲାରେ ବର୍ଷା ସହ ବଜ୍ରପାତ ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ସତର୍କ ସୂଚନା ଦିଆଯାଇଛି। ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ ଓ…
Read More...

ଜାଣନ୍ତୁ , ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଖାଇବାର ସଠିକ୍‍ ସମୟ

ସଠିକ୍‍ ସମୟରେ ଖାଦ୍ୟ ଖାଇବା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ। କାରଣ ଆମ ଖାଦ୍ୟପେୟ ସ୍ୱାସ୍ଥ୍ୟ ଉପରେ ବହୁ ପ୍ରଭାବ ପକାଇଥାଏ। ଭିନ୍ନ ଭିନ୍ନ ଖାଦ୍ୟର ପ୍ରକାର ଭେଦ ଶରୀର ପାଇଁ ଲାଭଦାୟକ ହେବା ସହ ଶରୀର ଉପରେ ଏହାର…
Read More...

ସ୍ୱାଦିଷ୍ଟ ଚିଙ୍ଗୁଡ଼ି କଷା

ଆବଶ୍ୟକ ସାମଗ୍ରୀ ଚିଙ୍ଗୁଡ଼ି – ୫୦୦ ଗ୍ରାମ ତେଲ - ଆବଶ୍ୟକ ପରିମାଣରେ କଟା ପିଆଜ – ୨ଟି ଅଦା ରସୁଣ ବଟା - ଆବଶ୍ୟକ ପରିମାଣରେ କଟା ଟମାଟୋ – ୧ଟି ହଳଦୀ ଗୁଣ୍ଡ - ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ -…
Read More...

ବ୍ରୋକୋଲି ସୁପ

ଆବଶ୍ୟକ ସାମଗ୍ରୀ କଟା ବ୍ରୋକୋଲି – ୧କପ କଟା ଆଳୁ – ୨ଟି ରସୁଣ – ୩ଟି ଲୁଣ - ଆବଶ୍ୟକ ପରିମାଣରେ ଗୋଲମରିଚ ଗୁଣ୍ଡ - ଅଳ୍ପ ବଟର -ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଗ୍ୟାସରେ କଡ଼େଇ ବସାଇ ଏଥିରେ…
Read More...

କାଜଲ ଲଗାଇବା ସମୟରେ ଆପଣାନ୍ତୁ ଏହି ଟିପ୍ସ

କାଜଲ ଆଖିର ସୁନ୍ଦରତାକୁ ଦୁଇଗୁଣିତ କରିଥାଏ। ମାତ୍ର ଏହାକୁ ସଠିକ ଶୈଳୀରେ ଲଗାଇବା ଆବଶ୍ୟକ। ଭୁଲ ଶୈଳୀରେ ଲଗାଇବା ଦ୍ୱାରା ଆଖିର ସୁନ୍ଦରତାକୁ ଏହା ନଷ୍ଟ କରିଥାଏ। ଚକ୍ଷୁରେ ଅଧିକ ସମୟ ପାଇଁ କାଜଲ ଲଗାଇ ରଖିବାକୁ…
Read More...

ନିଜର ସ୍ୱତନ୍ତ୍ରତା ପାଇଁ ପ୍ରସିଦ୍ଧ ଭାରତର ଏହି ମୁଖ୍ୟ ଐତିହ୍ୟ

ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲାରେ ସ୍ଥିତ ଅଜନ୍ତା ଏଲୋରା ଗୁମ୍ଫା ଭାରତର ମୁଖ୍ୟ ଐତିହ୍ୟ ଅଟେ। ଏହି ଗୁମ୍ଫା ପରସ୍ପର ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ରହିଲେ ମଧ୍ୟ ନିଜର ସ୍ୱତନ୍ତ୍ରତା କାରଣରୁ ଏହି ଦୁଇଟି ଗୁମ୍ଫାର…
Read More...

ପିଲାଙ୍କୁ ଖାଦ୍ୟ ଖୁଆଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଶିଶୁଙ୍କ ଉପଯୁକ୍ତ ଯତ୍ନ ପାଇଁ ବିଶେଷ ଭାବେ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ପିଲାମାନଙ୍କୁ ଖାଦ୍ୟ ଖୁଆଇବା ସମୟରେ କେତେକ ଦିଗ ପ୍ରତି ମଧ୍ୟ ସଚେନନ ହେବା ଉଚିତ। ବହୁ ସମୟରେ ଏପରି ଦେଖାଯାଏ ଯେ ଖାଦ୍ୟ ଗରମଥିଲେ…
Read More...

ସଡ଼କ ଦୁର୍ଘଟଣାରେ ୨ ମୃତ

ଖୋର୍ଦ୍ଧା : ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ସୁନାଖଳା ଛକରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଓ ଜଣେ ଆହତ ହୋଇଛନ୍ତି। ଆହତକୁ…
Read More...

ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ କେଶ ପାଇଁ କଣ୍ଡିସନର

ସୁସ୍ଥ, ଘନ ଓ ଲମ୍ବା କେଶ ସଭିଁଙ୍କୁ ବେଶ ପସନ୍ଦ। ଏହି କାରଣରୁ ବଜାରରେ ମିଳୁଥିବା କେଶ ପାଇଁ ବହୁ ଦ୍ରବ୍ୟ ଝିଅମାନେ ବ୍ୟବହାର କରିଥାଆନ୍ତି। ମାତ୍ର ବଜାରରେ ମିଳୁଥିବା ବିଭିନ୍ନ ଦ୍ରବ୍ୟ କେମିକାଲ ଯୁକ୍ତ ହୋଇଥିବାରୁ…
Read More...

ରାଶି ଅନୁଯାୟୀ ଆପଣାନ୍ତୁ ଏହି ଉପାୟ, ମିିଳିବ ଶୁଭଫଳ

ଭଲ ଓ ଖରାପ ସମୟ ଆମ ଜୀବନର ଅଂଶ ଅଟନ୍ତି। କିନ୍ତୁ ବହୁବାର ଏପରି ଦେଖାଯାଏ ଯେ, ଆମ ଜୀବନରୁ ଖରାପ ସମୟ ଶେଷ ହୋଇନଥାଏ। ତେଣୁ ଏପରି ଅନୁଭବ ହୋଇଥାଏ ଯେ, ଅନେକ ଚେଷ୍ଟା କରିବା ସର୍ତ୍ତେ ମଧ୍ୟ କାର୍ଯ୍ୟରେ ସଫଳତା…
Read More...

ହରିଆଲୀ ଆଳୁ ଟିକ୍କୀ

ଆବଶ୍ୟକ ସାମଗ୍ରୀ ସିଝା ଆଳୁ – ୪ଟି କଟା ପିଆଜ – ୧ଟି କଟା ସିମଲା ଲଙ୍କା – ୧ଟି ଚଟଣି ପାଇଁ - ଧନିଆ ପତ୍ର – ୧କପ ପୁଦିନା ପତ୍ର – ୧କପ ରୁ କମ ରସୁଣ – ୨ରୁ ୩ଟି କଞ୍ଚା ଲଙ୍କା – ୩ଟି କଟା ଅଦା - ଅଳ୍ପ…
Read More...

ବ୍ରେଡ଼୍‍ ରସମଲାଇ

ଆବଶ୍ୟକ ସାମଗ୍ରୀ – ବ୍ରେଡ଼୍‍ (ପାଉଁରୁଟି) କ୍ଷୀର – ୧ ଲିଟର ପେଷା ହୋଇଥିବା ଚିନି – ୧କପ କାଜୁ ୪ରୁ ୫ଟି ପେସ୍ତା ବାଦାମ – ୪ରୁ ୫ଟି କିସ୍‍ମିସ୍‍ - ୪ରୁ ୫ଟି ଗୁଜୁରାତି ଗୁଣ୍ଡ – ୧ଚାମଚ ପ୍ରସ୍ତୁତି ପ୍ରଣାଳୀ…
Read More...

ଏଠାରେ ବର୍ଷଯାକ ପ୍ରଭୁଙ୍କୁ ଅର୍ପଣ ହୋଇଥାଏ ଗୋଲାପି ରଙ୍ଗ

କୋହ୍ଲାପୁରର ଉତ୍ତର ଦିଗରେ ପାହାଡ଼ ମଧ୍ୟରେ ରହିଛି ଜ୍ୟୋତିବା ମନ୍ଦିର। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁଯାୟୀ ଏହି ମନ୍ଦିର ଜ୍ୟୋର୍ତିଲିଙ୍ଗ ସହ ସମାନ ଓ ଏହାକୁ ଲୋକେ କେଦାରଲିଙ୍ଗମ କୁହନ୍ତି। ଏଠାରେ ଦର୍ଶନ କଲେ…
Read More...

ମୁହଁକୁ ସୁନ୍ଦର ଓ ଉଜ୍ଜଳ କରିବାର ଘରୋଇ ଉପାୟ

ମୁହଁର ସୁନ୍ଦରତା ପାଇଁ ଆମେ ବିଭିନ୍ନ କ୍ରିମ ବ୍ୟବହାର କରିଥାଉ। ବଜାରରୁ ଆଣୁଥିବା କ୍ରିମରେ ବହୁ କେମିକାଲ ମିଶିଥାଏ। ମାତ୍ର ଘରେ କିଛି ଦ୍ରବ୍ୟକୁ ବ୍ୟବହାର କରି ଆମେ ମୁହଁକୁ ସୁନ୍ଦର,ଏହାର ଦାଗକୁ ଦୂର କରିବା ସହ…
Read More...

ପୂଜା କରିବାର କିଛି ସଠିକ ନିୟମ

ଗୃହରେ ନିୟମିତ ପୂଜାର୍ଚ୍ଚନା ହୋଇଥାଏ। ସକାଳ ଓ ସନ୍ଧ୍ୟାରେ ପୂଜା କରାଯାଇଥାଏ। ମାତ୍ର ପୂଜା କରିବାର କିଛି ସ୍ୱତନ୍ତ୍ର ନିୟମ ରହିଛି। ଜାଣନ୍ତୁ ସେହି ନିୟମ ଗୁଡ଼ିକ ସବୁ କ’ଣ............... ପୂଜା କରିବା ସମୟରେ ନିଜ…
Read More...

ସ୍ମରଣ ଶକ୍ତି ବଢାଇବା ସହ ଶରୀର ପାଇଁ ଲାଭଦାୟକ ଏହି ବ୍ୟାୟାମ

ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ମାତ୍ର ଏହା ଜାଣିଲେ ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ନିୟମିତ ବ୍ୟାୟାମ କରିନଥାଆନ୍ତି। ବ୍ୟାୟାମ ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥିବାରୁ ଡ଼ାକ୍ତରମାନେ ମଧ୍ୟ ପ୍ରତିଦିନ…
Read More...

ରୋଜ ପନୀର ରୋଲ

ଆବଶ୍ୟକ ସାମଗ୍ରୀ ମଇଦା – ୨କପ ଘିଅ - ୧କପ ରୁ କମ କୋରା ପନୀର – ୧କପ ଲଙ୍କା ଗୁଣ୍ଡ - ଅଳ୍ପ ଅଦା ରସୁଣ ବଟା – ୨ଚାମଚ ଗରମ ମସଲା – ୧ଚାମଚ ଲୁଣ - ଆବଶ୍ୟକ ସାମଗ୍ରୀ ତେଲ - ଆବଶ୍ୟକ ପରିମାଣରେ ପ୍ରସ୍ତୁତି…
Read More...

ସାବିତ୍ରୀ ବ୍ରତ ପାଳିଲେ କିନ୍ନର

ଭୁବନେଶ୍ୱର : ଜ୍ୟେଷ୍ଠମାସ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ଏହି ଦିନରେ ପ୍ରତ୍ୟେକ ସଧବା ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ବ୍ରତର ପାଳନ କରିଥାନ୍ତି। ଏହି ପରମ୍ପରାରୁ…
Read More...

ରାଜ୍ୟରେ ବର୍ଷା ସମ୍ଭାବନା; ଏହି ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ରାଜ୍ୟର କେତେକ ଜିଲାରେ ସୋମବାର ଅପରାହ୍ନ ୩ଟା୧୫ ଯାଏଁ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ମାଲାକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି ଏବଂ ଗଞ୍ଜାମ ଜିଲା ଗୁଡ଼ିକୁ…
Read More...

ମାଲବାହୀ ଟ୍ରେନ ଲାଇନଚ୍ୟୁତ

କୋରାପୁଟ : କୋରାପୁଟ ଜୟପୁର-ଛତ୍ରିପୁଟ ମଧ୍ୟରେ ସୋମବାର ମାଲବାହୀ ଟ୍ରେନର ଗୋଟିଏ ବଗି ଲାଇନ ଚ୍ୟୁତ ହୋଇଛି। ଫଳରେ ଏହି ରୁଟର ହିରାଖଣ୍ଡ ଓ ରାଉରକେଲା-କୋରାପୁଟ ଦୁଇଟି ଏକ୍ସପ୍ରେସ ଅଟକି ରହିଛି। ଏହି କାରଣରୁ…
Read More...

ଅଜଣା ଗାଡ଼ି ଧକ୍କାରେ ୨ ମହିଳା ମୃତ

କେନ୍ଦୁଝର : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଇସୁଆଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ପ୍ରାତଃ ଭ୍ରମଣ କରୁଥିବା ସମୟରେ ଗାଡ଼ି ଧକ୍କାରେ ଦୁଇଜଣ ମହିଳା ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ, ପ୍ରତ୍ୟେକ ଦିନ ଭଳି ଆଜି…
Read More...

କୁମ୍ଭୀର ଟାଣି ନେଇଥିବା ଯୁବକର ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଅନ୍ତର୍ଗତ ପଟ୍ଟାମୁଣ୍ଡାଇର ମଣ୍ଡପଡ଼ାର ଜଣେ ଯୁବକକୁ ଗାଧୋଇବା ସମୟରେ ରବିବାର ଏକ କୁମ୍ଭୀର ପାଣି ଭିତରକୁ ଟାଣି ନେଇଥିଲା। ସୋମବାର ସକାଳ ସମୟରେ ଉକ୍ତ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ…
Read More...