www.samajalive.in
Sunday, December 7, 2025
26.1 C
Bhubaneswar

ସଫଳତା ପାଇଁ ଏଭଳି କରନ୍ତୁ ଗଣେଶଙ୍କୁ ପୂଜାର୍ଚ୍ଚନା

ଯେକୌଣସି କାର୍ଯ୍ୟର ପ୍ରାରମ୍ଭରେ ଆମେ ପ୍ରଥମେ ଗଣେଶଙ୍କୁ ସ୍ମରଣ କରିଥାଉ।ଏହା ଦ୍ୱାରା କାର୍ଯ୍ୟ ସହଜରେ ସମାପନ ହେବା ସହ ସମସ୍ତ ବାଧା ବିଘ୍ନ ଦୂରେଇଯାଇଥାଏ। ପ୍ରଭୁ ଗଣେଶଙ୍କ କୃପା ରହିଲେ ଗୃହରୁ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ।
ବୁଧବାରରେ ଗଣେଶଙ୍କ ପ୍ରତିମା ନିକଟରେ ଗୁଆ ଚଢାଇବା ଦ୍ୱାରା କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ।
ଲଡ଼ୁ ହେଉ ଅଥବା ମୋଦକ ହେଉ ଏହାକୁ ଘରେ ପ୍ରସ୍ତୁତ କରି ପ୍ରଭୁଙ୍କ ନିକଟରେ ଭୋଗ ଲଗାଇଲେ ,ଗୃହରେ ସୁଖଶାନ୍ତିର ବାତାବରଣ ରହିବା ସହ ପରିବାରର ସଦସ୍ୟଙ୍କ ମଧ୍ୟରେ ଭଲ ସଂପର୍କ ରହିଥାଏ।
ଶିବଙ୍କୁ ପ୍ରତି ସୋମବାରରେ ବେଲପତ୍ର ଚଢାଇଲେ ମଧ୍ୟ ଗଣେଶଙ୍କ ବିଶେଷ କୃପା ରହିଥାଏ।
ଗୃହରେ ରଖିଥିବା ଗଣେଶଙ୍କର ମୁଖ ଦକ୍ଷିଣ ଆଡ଼କୁ ରଖିବା ଉଚିତ ନୁହେଁ।
ଗୃହରେ ସର୍ବଦା ବସିଥିବା ଗଣେଶଙ୍କ ମୂର୍ତ୍ତି ରହିବା ଆବଶ୍ୟକ। ଏହା ଦ୍ୱାରା ସମସ୍ତ ସଫଳତା ମିଳିବା ସହ,ଗୃହରେ ଆନନ୍ଦର ପରିବେଶ ଓ ଧନ ବୃଦ୍ଧି ହୋଇଥାଏ।
ସିନ୍ଦୁର ରଙ୍ଗର ଗଣେଶଙ୍କ ମୂର୍ତ୍ତିକୁ ଗୃହରେ ପୂଜା କଲେ ଖୁବ ମଙ୍ଗଳ ହୋଇଥାଏ। ଶିକ୍ଷା କ୍ଷେତ୍ରରେ ଅ୍‍ଧିକ ଉନ୍ନତି ହୋଇଥାଏ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories