ନବରଙ୍ଗପୁର : ନବରଙ୍ଗପୁର ଜିଲାସ୍ଥିତ ପାପଡ଼ାହାଣ୍ଡି ଥାନା ବଡ଼ଦେଇ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁରେ ବିଲକୁ ବୁଲିବାକୁ ଯାଇଥିବା ଦୁଇ ଜଣ ଯୁବକ ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି। ସୂଚନାଯୋଗ୍ୟ, ବଡ଼ଦେଇ ଗାଁରେ ସକାଳ ସମୟରେ ବର୍ଷା ହୋଇଥିଲା। ବର୍ଷା ଛାଡ଼ିବା ପରେ ଦୁଇ ଯୁବକ ବିଲକୁ ବୁଲିବାକୁ ଯାଇଥିବା ସମୟରେ ବଜ୍ରପାତ ହେବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
Popular Categories



