ନଦୀରେ ଡ଼ଙ୍ଗା ବୁଡ଼ି ଜଣେ ମୃତ ୨ ନିଖୋଜ

ମାଲକାନଗିରି : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କୁରୁମାନୁର ପଞ୍ଚାୟତ ସିଲେରୁ ନଦୀରେ ଡ଼ଙ୍ଗାବୁଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ରହିଛନ୍ତି। ନିଖୋଜମାନେ ହେଲେ ବୁଲମା ଓ କ୍ରିଷ୍ଣା…
Read More...

ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ

ଜଗତସିଂହପୁର : ଜଗତସିଂହପୁରସ୍ଥିତ ମୁଖ୍ୟ ବଜାରରେ ଥିବା ଏକ ଏଟିଏମରୁ ସୋମବାର ଲୁଟ ଉଦ୍ୟମ ହୋଇଛି। ରଶ୍ମି ସିନେମା ହଲ ନିକଟରେ ଥିବା ୟୁନାଇଟେଡ଼ ବ୍ୟାଙ୍କର ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ ହୋଇଛି। ସୂଚନାଯୋଗ୍ୟ, ରବିବାର…
Read More...

ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା, ମନ୍ଦିରମାନଙ୍କରେ ସ୍ୱାମୀଙ୍କ ମଙ୍ଗଳ କାମନା କରୁଛନ୍ତି ସଧବା ନାରୀ

ଭୁବନେଶ୍ୱର : ସୋମବାର ଅର୍ଥାତ ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା। ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ବିବାହିତା ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି। ସକାଳୁ ମନ୍ଦିର ଗୁଡ଼ିକରେ ମହିଳାଙ୍କ…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୦ ଗୋରୁ ମୃତ

ନୀଳଗିରି : ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସୋମବାର ୧୦ ଗୋରୁଙ୍କ ମୃତ୍ୟୁ ହୋଇଛି। ନୀଳଗିରି ଅନ୍ତର୍ଗତ ଓଲଡ଼ଙ୍ଗା ଗାଁ ନିକଟ ଚାଷ ଜମିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଚାଷ ଜମିରେ ୧୧ କେଭରି ବିଦ୍ୟୁତ ତାର…
Read More...

ବସ ଓଲଟି ୨୦ ଯାତ୍ରୀ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲା ରାଜାମୁଣ୍ଡାଠାରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ଜୟପାଟଣା…
Read More...

ଟ୍ରାକ୍ଟରକୁ ଧକ୍କା ଦେଇ ବାଇକ ଆରୋହୀ ମୃତ

ଦ୍ୱାରଶୁଣି : ମୟୂରଭଞ୍ଜ ଜିଲାର ଝାରପୋଖରିଆ ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥର ଧାଙ୍ଗିଡ଼ିଶୋଳ ସତସଙ୍ଗ ବିହାର ନିକଟରେ ରବିବାର ଏକ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ…
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ଦମ୍ପତି ମୃତ

ପୁରୀ : ପୁରୀ ଜିଲା ଡ଼େଲାଙ୍ଗ ବ୍ଲକ ଅନ୍ତର୍ଗତ କଣାସରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଫୁଲ ତୋଳିବାକୁ ଯାଇ ବିଦ୍ୟୁତ ଆଘାତରେ ଏକ ଦମ୍ପତି ପ୍ରାଣ ହରାଇଥିବା ଜଣାପଡ଼ିଛି। ପୁଲିସ ଉଭୟଙ୍କ ମୃତଦେହକୁ ଉଦ୍ଧାର କରି…
Read More...

ରେଳ ଧାରଣାରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ବ୍ରହ୍ମପୁର : ବ୍ରହ୍ମପୁର ରେଳ ଷ୍ଟେସନ ଠାରୁ ଅଳ୍ପ ଦୂରରେ ଥିବା ଡ଼ିଏଭି ସ୍କୁଲ ନିକଟସ୍ଥ ରେଳ ଧାରଣାରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଶନିବାର ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।…
Read More...

ବେଆଇନ ମାଟି ଚାଲାଣ ଅଭିଯୋଗ; ୬ ଗାଡ଼ି ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ଗୁଡ଼ୁଦା ପଞ୍ଚାୟତ ଶିଳସୁଆଁ ଗାଁରୁ ରବିବାର ବେଆଇନ ଭାବେ ମାଟି ଚାଲାଣ ଅଭିଯୋଗରେ ୬ଟି ଗାଡ଼ି ଜବତ ହୋଇଛି। ୬ଟି ଗାଡ଼ି ମଧ୍ୟରେ ୫ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ ହୋଇଥିବା…
Read More...

ଗାଧୋଇବା ସମୟରେ ଯୁବକଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ମଣ୍ଡପଡ଼ା ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇଥିବା ଜଣେ ଯୁବକକୁ କୁମ୍ଭୀର ଟାଣି ନେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,…
Read More...

ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ଭୁବନେଶ୍ୱର : ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅନ୍ତର୍ଗତ ହର୍ଟିକଲଚର କାର୍ଯ୍ୟାଳୟ ନିକଟରୁ ରବିବାର କାର୍ଟୁନ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ସହ…
Read More...

ଚଢେଇ ଧରିବାକୁ ଯାଇ ଟ୍ରାନ୍ସଫର୍ମରରେ ଚଢି ବାଳକ ମୃତ

ମାଲକାନଗିରି : ମାଲକାନଗିରି ଜିଲା ଖଇରପୁଟ ବ୍ଲକ ପାକନାଗୁଡ଼ା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଜଣେ ବାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଜି ସକାଳ…
Read More...

ପହଞ୍ଚିଲା କଳ୍ପନା ଦାଶଙ୍କ ମରଶରୀର

ଭୁବନେଶ୍ୱର : ପର୍ବତାରୋହିଣୀ କଳ୍ପନା ଦାଶଙ୍କ ମରଶରୀର ରବିବାର ଭୁବନେଶ୍ୱରରେ ପହଞ୍ଚିଛି। ଦିଲ୍ଲୀରୁ ବିମାନ ଯୋଗେ କଳ୍ପନାଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଳିଙ୍ଗ ଷ୍ଟାଡିୟମକୁ…
Read More...

କେଶ ଓ ତ୍ୱଚାକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ

ନିଜର ତ୍ୱଚା ଓ କେଶକୁ ପ୍ରଦୂଷଣରୁ ସୁରକ୍ଷିତ ରଖିବା ନିତ୍ୟାନ୍ତ ଆବଶ୍ୟକ। ଖରା, ବର୍ଷା, ଶୀତ ଆଦି ସବୁ ସମୟରେ କେଶ ଓ ତ୍ୱଚାର ବିଶେଷ ଭାବେ ଯତ୍ନ ନେବା ଉଚିତ। ଘରେ ରୁହନ୍ତୁ ଅଥବା ବାହାରକୁ ଯାଆନ୍ତୁ , କେଶ ଓ ମୁହଁର…
Read More...

ବାନାନା ମିଲ୍କ ସ୍ମୃଦି

ଆବଶ୍ୟକ ସାମଗ୍ରୀ କଟା ସେଓ – ୨ଟି କଦଳୀ – ୨ଟି ଓଟସ – ୧ ଚାମଚ ଅଖରୋଟ – ୩ଟି କ୍ଷୀର – ୨କପ ଡ଼ାଲଚିନି ଗୁଣ୍ଡ - ଅଳ୍ପ ଚିନି - ଅଳ୍ପ ବରଫ ଖଣ୍ଡ – ୨ଟି ପ୍ରସ୍ତୁତୀ ପ୍ରଣାଳୀ - ପ୍ରଥମେ ଅଖରୋଟକୁ ଭାଙ୍ଗି ଛୋଟ…
Read More...

ଜାଣନ୍ତୁ ପ୍ରଭୁ ବିଷ୍ଣୁଙ୍କୁ ହରି ଓ ନାରାୟଣ ନାମରେ ସ୍ମରଣ କରିବାର କାରଣ

ଶାସ୍ତ୍ରରେ ଭଗବାନଙ୍କର ବିଭିନ୍ନ ରୂପ ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବାନ ବିଷ୍ଣୁଙ୍କୁ ଆମେ ନାରାୟଣ ଓ ହରି ଏହି ନାମରେ ସମ୍ବୋଧନ କରିଥାଉ। ତେବେ ଆମେ ଏହି ନାମରେ ତାଙ୍କୁ ସ୍ମରଣ ଓ ପ୍ରାର୍ଥନା କରିବାର କାରଣ…
Read More...

ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ କିଛି ଟିପ୍ସ

ଯେକୌଣସି ପରିବାରର ଉନ୍ନତି ଓ ଖୁସି ନିମନ୍ତେ ଦମ୍ପତିଙ୍କ ମଧ୍ୟରେ ଭଲ ପାଇବା, ବିଚାରଶକ୍ତି ,ବିଶ୍ୱାସ ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ମାତ୍ର ଯଦି କୋଣସି କାରଣରୁ ପତି-ପତ୍ନୀଙ୍କ ମଧ୍ୟ କଳହ ହେଉଥାଏ ଅଥବା ସର୍ବଦା…
Read More...

ଫ୍ରିଜରେ କଟା ପିଆଜ ରଖୁଛନ୍ତି କି ! ସାବଧାନ

ପିଆଜ ଖାଇବା ଦ୍ୱାରା ଆମର ବହୁ ଉପକାର ହୋଇଥାଏ। ପିଆଜକୁ ନିୟମିତ ତରକାରୀ ହେଉ ଅଥବା ବିଭିନ୍ନ ଖାଦ୍ୟ ସାମଗ୍ରୀରେ ବ୍ୟବହାର କରାଯାଇଥାଏ। ତରକାରୀ ଠାରୁ ଆରମ୍ଭ କରି ସାଲାଡ଼ ପର୍ଯ୍ୟନ୍ତ ପିଆଜ ସବୁଥିରେ ଆବଶ୍ୟକ ଅଟେ।…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ

ବଲାଙ୍ଗୀର : ବଲାଙ୍ଗୀର-ଟିଟିଲାଗଡ଼ ରାସ୍ତାର ରତନପୁର ଅଞ୍ଚଳରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ଟ୍ରକ ଦୁଇଟି ଆମ୍ବୁଲାନ୍ସକୁ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।…
Read More...

ଡ଼ିଜେ ଗାଡ଼ି ଓଲଟି ୧ ମୃତ , ୪ ଗୁରୁତର

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଭୀମକୁଣ୍ଡ ରାସ୍ତାର ଏରେଣ୍ଡେଇ ନିକଟରେ ଏକ ଡ଼ିଜେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ…
Read More...

ପୁଲିସ ଏନକାଉଣ୍ଟରରେ ୨ ଅପରାଧୀ ଆହତ

ବ୍ରହ୍ମପୁର : ବହୁଚର୍ଚ୍ଚିତ ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନାଙ୍କ ହତ୍ୟା ଘଟଣାରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରି…
Read More...

ମେଥି ପନିର

ଆବଶ୍ୟକ ସାମଗ୍ରୀ ପନିର – ୪୦୦ ଗ୍ରାମ ମେଥି ଶାଗ - ଆବଶ୍ୟକ ପରିମାଣରେ ଗରମ ମସଲା - ଅଳ୍ପ ଅଦା , ରସୁଣ , ପିଆଜ ବଟା - ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ - ଆବଶ୍ୟକ ପରିମାଣରେ ଗୁଜୁରାତି - ଆବଶ୍ୟକ ପରିମାଣରେ…
Read More...

ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ଶୁକ୍ରଗ୍ରହ ଓ ଚନ୍ଦ୍ରମାଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ମାତ୍ର ଆମ ଅଜାଣତରେ କରୁଥିବା କିଛି କାର୍ଯ୍ୟ କାରଣରୁ ମା’ଙ୍କ କୋପର…
Read More...

ଆଳୁ ଏଗ୍‍ ବଲ୍ସ

ଆବଶ୍ୟକ ସାମଗ୍ରୀ ଆଳୁ – ୫ଟି ଅଣ୍ଡା – ୨ଟି କଟା କଞ୍ଚାଲଙ୍କା – ୨ଟି ମଇଦା – ୨ଚାମଚ ପାଉଁରୁଟିର ମାଟିଆ ଅଂଶ – ୫ ଚାମଚ ଲୁଣ - ଆବଶ୍ୟକ ପରିମାଣରେ ତେଲ - ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ…
Read More...

ଶୁକ୍ରବାର କରନ୍ତୁ ଏହି ଉପାୟ ଦୂର ହେବ ବହୁ ସମସ୍ୟା

ଜାତକରେ ରହିଥିବା ଦୋଷରୁ ମୁକ୍ତି ପାଇଁ ଶୁକ୍ରବାର ଦିନ କିଛି ଉପାୟ ଅବଲମ୍ବନ କରିବା ଦ୍ୱାରା ଏହା ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି। ଜାତକରେ ଶୁକ୍ରଙ୍କ ସ୍ଥିତି ଭଲ ନଥିଲେ ବୈବାହିକ ଜୀବନରେ ବହୁ ସମସ୍ୟା ସୃଷ୍ଟି…
Read More...

ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶାନ୍ତ ପରିବେଶ ପାଇଁ ପ୍ରସିଦ୍ଧ ‘ବିନସର’

ବହୁ ଲୋକଙ୍କୁ ଶାନ୍ତ ପରିବେଶ ଥିବା ସ୍ଥାନକୁ ଭ୍ରମଣ ପାଇଁ ଯିବାକୁ ବେଶ ପସନ୍ଦ କରିଥାଆନ୍ତି। ସେଭଳି ଏକ ସ୍ଥାନ ହେଉଛି ଉତ୍ତରାଖଣ୍ଡର ବିନସର। ଏହି ସ୍ଥାନ ନିଜର ଅଦ୍ଭୁତ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶାନ୍ତ ପରିବେଶ ପାଇଁ…
Read More...

ଚକ୍ଷୁର ଯତ୍ନ ପାଇଁ ଆପଣାନ୍ତୁ କିଛି ସହଜ ଟିପ୍ସ

ଚକ୍ଷୁ ଆମ ମୁହଁର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଏହାର ସୌନ୍ଦର୍ଯ୍ୟ ଆମ ମୁହଁର ସୁନ୍ଦରତାକୁ ଦୁଇ ଗୁଣିତ କରିଥାଏ। ମାତ୍ର କିଛି କାରଣରୁ ଆମେ ଏହାର ଠିକ ଭାବରେ ଯତ୍ନ ନେଇପାରୁ ନାହୁଁ। ଦୈନନ୍ଦିନ ଜୀବନର କେତେକ କାରଣ…
Read More...

ନନ୍ଦନକାନନରେ ନୀଳଗିରି ମାଙ୍କଡ଼ ମୃତ

ଭୁବନେଶ୍ୱର : ବାରଙ୍ଗରେ ଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଶୁକ୍ରବାର ସକାଳ ସମୟରେ ଏକ ଅସୁସ୍ଥ ଥିବା ନୀଳଗିରି ମାଙ୍କଡ଼ର ମୃତ୍ୟୁ ହୋଇଛି। କିଛି ଦିନ ପୂର୍ବରୁ ଏହି ମାଙ୍କଡଟି଼ କୌଣସି କାରଣରୁ ଝାଡ଼ାବାନ୍ତି ଓ ଜ୍ୱରରେ…
Read More...

କାର ଧକ୍କାରେ ୨ ବାଇକ ଆରୋହୀ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଅନ୍ତର୍ଗତ ଜଳେଶ୍ୱରରେ ୬୦ ନମ୍ବର ଜାତୀୟ ରାଜପଥ ରୁପ୍‍ସାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କାର ଧକ୍କାରେ ୨ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଜିଲା…
Read More...

ଜାଣନ୍ତୁ ଖାଦ୍ୟରେ ଆଇରନର ଅଭାବରୁ କେଉଁ ସମସ୍ୟା ସୃଷ୍ଟି ହୁଏ

ଖାଦ୍ୟରେ ଉପଯୁକ୍ତ ପୋଷକ ତତ୍ତ୍ୱର ଅଭାବ ହେବା ଦ୍ୱାରା ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ସଠିକ ପରିମାଣରେ ପୋଷକ ଯୁକ୍ତ ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ। ବିଶେଷ କରି ଆଇରନର ସେବନ କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ।…
Read More...

ଚିକେନ ଲଲିପପ୍‍

ଆବଶ୍ୟକ ସାମଗ୍ରୀ ଲେଗ୍‍ ପିସ୍‍ ଚିକେନ - ୪୦୦ ଗ୍ରାମ ତେଲ - ଆବଶ୍ୟକ ପରିମାଣରେ ଅଦା ରସୁଣ ବଟା – ୩ ଚାମଚ ଲଙ୍କା ଗୁଣ୍ଡ - ଆବଶ୍ୟକ ଅନୁଯାୟୀ ଲୁଣ - ଆବଶ୍ୟକ ଅନୁଯାୟୀ ଗୋଲମରିଚ ଗୁଣ୍ଡ – ୧ଚାମଚ ସୋୟା ସସ –…
Read More...

ଗୃହରେ ସକରାତ୍ମକ ଶକ୍ତି ପାଇଁ ଆପଣାନ୍ତୁ ସରଳ ବାସ୍ତୁ ଟିପ୍ସ

ଗୃହକୁ ନକରାତ୍ମକ ଶକ୍ତିର ପ୍ରଭାବରୁ ରକ୍ଷା କରିବା ପାଇଁ ବାସ୍ତୁ ଅନୁଯାୟୀ କେତେକ ଉପାୟ ରହିଛି। ବାସ୍ତୁରେ ବର୍ଣ୍ଣିତ ହୋଇଥିବା ଉପାୟ ଗୁଡ଼ିକୁ ଅବଲମ୍ବନ କରିବା ଦ୍ୱାରା ଗୃହରେ ସକରାତ୍ମକ ଶକ୍ତି ଆସିଥାଏ। ଜାଣନ୍ତୁ…
Read More...

ବାରମ୍ବାର ଖାଦ୍ୟ ଖାଇବାର ଅଭ୍ୟାସ ଅଛି କି? ଜାଣନ୍ତୁ କେଉଁ ଖାଦ୍ୟ……

ଅଧିକାଂଶ ଲୋକେ ବୁଲିବା ହେଉ କାର୍ଯ୍ୟାଳୟରେ ଓ ଅନ୍ୟାନ୍ୟ କାର୍ଯ୍ୟ ସମୟରେ କିଛି ନା କିଛି ଖାଦ୍ୟ ଖାଇଥାଆନ୍ତି। ଯେପରି ବିସ୍କୁଟ, ମିକ୍ସଚର, ଚଣା, ଚିପ୍ସ ଖାଇଥାଆନ୍ତି। ମାତ୍ର ଏପରି ଖାଦ୍ୟ ଖାଇବା କାରଣରୁ ମୋଟାପଣ…
Read More...

ପୌରାଣିକ, ଐତିହାସିକ ମହତ୍ତ୍ୱରେ ପରିପୂର୍ଣ୍ଣ ଏହି ସ୍ଥାନ

ଯଦି ଆପଣ ଭ୍ରମଣ ପ୍ରେମୀ, ତେବେ ନିଶ୍ଚୟ ବାରାଣସୀ ଯାଆନ୍ତୁ। ଦେଶର ସବୁଠାରୁ ପ୍ରାଚୀନ ନଗରୀ ରୂପରେ ବିଖ୍ୟାତ ବାରାଣସୀ ପର୍ଯ୍ୟଟକଙ୍କୁ ସର୍ବଦା ସ୍ମରଣୀୟ ଅନୁଭୂତି ଦେଇଥାଏ। ବାରାଣସୀ ଗଲେ ଆପଣ କେଉଁ କେଉଁ ସ୍ଥାନକୁ…
Read More...

ସ୍ୱାସ୍ଥ୍ୟ ପାଇଁ ଆଶୀର୍ବାଦ ରୋଷେଇ ଘରର ଏହି ମସଲା

ଆପଣଙ୍କ ରୋଷେଇ ଘରେ ଥିବା ଗୋଲମରିଚ କେବଳ ଯେ ମସଲା ତାହା ନୁହେଁ ବରଂ ଏହାର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ଯଦି ଆପଣ ଖାଲି ପେଟରେ ପାଣିରେ ଗୋଲମରିଚ ମିଶାଇ ସେବନ କରନ୍ତି ତେବେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ।…
Read More...

ବାର ଅନୁଯାୟୀ ଅନ୍ୟ ଠାରୁ ଗ୍ରହଣ କରନ୍ତୁ ନାହିଁ ଏହି ଦ୍ରବ୍ୟ ; ଆସେ ଦୁର୍ଭାଗ୍ୟ

ଭିନ୍ନ ଭିନ୍ନ ଦ୍ରବ୍ୟ ଦାନ ଦେବା ଓ ଗ୍ରହଣ କରିବା ସମାଜରେ ଏହା ସର୍ବଦା ଦେଖାଯାଇଥାଏ। ମାତ୍ର ଏହା ଉପରେ ମଧ୍ୟ କେତେକ ନିୟମ ରହିଛି। ଏପରି ବହୁ ଦ୍ରବ୍ୟ ଅଛି ଯାହାକୁ ବାର ଅନୁଯାୟୀ ଗ୍ରହଣ କରିବା ଉଚିତ ନୁହେଁ। ଏହା…
Read More...

ଦହି ପୋଟଳ

ଆବଶ୍ୟକ ସାମଗ୍ରୀ ପୋଟଳ – ୫୦୦ ଗ୍ରାମ ବଟା ହୋଇଥିବା (ପିଆଜ,ଅଦା,ରସୁଣ ) ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ଗରମ ମସଲା ଲୁଣ - ଆବଶ୍ୟକ ଅନୁଯାୟୀ ଦହି – ୧କପ କଟା ଧନିଆ ପତ୍ର ପ୍ରସ୍ତୁତ…
Read More...

ଜାଣନ୍ତୁ ,ଦାନ୍ତର ହଳଦିଆପଣକୁ ଦୂର କରିବାର ସହଜ ଉପାୟ

ଦାନ୍ତର ରଙ୍ଗ ହଳଦିଆ ହେତୁ ଆମକୁ ବହୁ ସମୟରେ ଲଜ୍ଜିତ ହେବାକୁ ପଡ଼ିଥାଏ। ଏହି କାରଣରୁ ସମସ୍ତଙ୍କ ସମ୍ମୁଖରେ ଭଲ ଭାବେ କଥା ହେବାରେ ମଧ୍ୟ ସମସ୍ୟା ହୋଇଥାଏ। ଦାନ୍ତ ହଳଦିଆ ହେବାର ବହୁ କାରଣ ରହିଛି ; ଯେପରି ଚା’, କଫି,…
Read More...

ମ୍ୟାଙ୍ଗୋ ପୁଡ଼ିଂ

ଆବଶ୍ୟକ ସାମଗ୍ରୀ ଫୁଟା କ୍ଷୀର - ଆବଶ୍ୟକ ପରିମାଣରେ ଆମ୍ବ ରସ – ୧କପ ଆମ୍ବ ଖଣ୍ଡ - ଅଳ୍ପ ବତୁରାଇଥିବା ଚାଉଳ - ଅଳ୍ପ ଚିନି - ଆବଶ୍ୟକ ପରିମାଣରେ ଗୁଜୁରାତି ଗୁଣ୍ଡ - ଅଳ୍ପ କାଜୁ, ବାଦାମ - ଆବଶ୍ୟକ ପରିମାଣରେ…
Read More...

ଖାଦ୍ୟ ପାଇଁ କିଛି ଉପଯୁକ୍ତ ନିୟମ

ଖାଦ୍ୟ ପ୍ରସ୍ତୁତ ହେବାର  ୨ ଘଣ୍ଟା ମଧ୍ୟରେ ଖାଦ୍ୟ ଖାଇବା ଉଚିତ। ଖରାଦିନରେ ଅଧିକ ସମୟ ଖାଦ୍ୟ ବାହାରେ ରହିବା ଦ୍ୱାରା ଏଥିରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଆନ୍ତି। ଯାହା ଖାଦ୍ୟକୁ ନଷ୍ଟ କରିଦେଇଥାଆନ୍ତି। ଖାଦ୍ୟ…
Read More...

ପ୍ରକୃତିର ପ୍ରକୃତ ପରିଚୟ ଦେଇଥାଏ ଏହି ସ୍ଥାନ

କର୍ମବ୍ୟସ୍ତତା ଜୀବନ ମଧ୍ୟରେ ଲୋକେ ସର୍ବଦା ଭ୍ରମଣ ପାଇଁ କିଛି ସମୟ ବାହାର କରିଥାଆନ୍ତି। ବିଭିନ୍ନ ସ୍ଥାନ ବୁଲିବା ଦ୍ୱାରା ଆନନ୍ଦ, ଉଲ୍ଲାସ ସହ ମାନସିକ ଚିନ୍ତା ମଧ୍ୟ ବହୁ ପରିମାଣରେ ଦୂର ହୋଇଥାଏ। ଆସନ୍ତୁ ଦକ୍ଷିଣ…
Read More...

ଏହି ସହଜ ଟିପ୍ସ ଜୀବନକୁ କରିଥାଏ ସୁଖମୟ

ଆମେ ସଭିଏଁ ଇଚ୍ଛା କରିଥାଉ ଯେ, ଗୃହରେ ସର୍ବଦା ଶାନ୍ତିପୂର୍ଣ୍ଣ ବାତାବରଣ ରହୁ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହୁ। ଆର୍ଥିକ ସମସ୍ୟା ଦୂର ହେଉ। ମାତ୍ର ବହୁ ସମୟରେ ସଭିଁଙ୍କ ଘରେ ବହୁ ସମସ୍ୟା ଦେଖାଯାଇଥାଏ,…
Read More...

ଭଗବାନଙ୍କୁ ପ୍ରାର୍ଥନା କରିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ହିନ୍ଦୁଧର୍ମରେ ଭଗବାନଙ୍କୁ ପ୍ରାର୍ଥନା କରିବାର ବିଶେଷ ମହତ୍ୱ ରହିଛି। ଶାସ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତିକୁ ନିୟମିତ ପ୍ରାର୍ଥନା କରିବାକୁ କୁହାଯାଇଥାଏ। ସାଧାରଣ ଭାବେ ଦେବାଦେବୀଙ୍କ ମୂର୍ତ୍ତି ସମ୍ମୁଖରେ ହାତ ଯୋଡ଼ି…
Read More...

ଗୁଜୁରାତିର ଏପରି ବ୍ୟବହାର ଦୂର କରେ ବହୁ ସମସ୍ୟା

ବହୁ ସମୟରେ ଏପରି ପରିଲକ୍ଷିତ ହୋଇଥାଏ ଯେ, ଛୋଟ ଦ୍ରବ୍ୟଟିଏ ମଧ୍ୟ ଖୁବ ଶୁଭଫଳ ପ୍ରଦାନ କରିଥାଏ। ଏପରି ଏକ ଦ୍ରବ୍ୟ ହେଉଛି ସବୁଜ ଗୁଜୁରାତି। ଏହାର ପ୍ରୟୋଗ କେବଳ ଖାଦ୍ୟରେ ସୁଗନ୍ଧ ଓ ସ୍ୱାଦ ପାଇଁ ନୁହେଁ ବରଂ ଏହାକୁ…
Read More...

ଅନିଦ୍ରା ଦୂର କରେ ଗୋଲାପ ଫୁଲ

ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟପେୟ ତଥା ବିଭିନ୍ନ କାରଣରୁ ନିଦ ଭଲ ଭାବେ ହୋଇନଥାଏ। ଭଲ ନିଦ ନ ହେବା ଫଳରେ ବିଭିନ୍ନ ରୋଗ ହୋଇଥାଏ। କାର୍ଯ୍ୟ କରିବାକୁ ଆଗ୍ରହ ହୋଇନଥାଏ। ଚିଡ଼ଚିଡ଼ା ଭାବ ଆସିଥାଏ। ଏହି ସମସ୍ୟାରୁ ମୁକ୍ତି…
Read More...

କଞ୍ଚାଲଙ୍କା ମଟନ

ମଟନ - ୫୦୦ ଗ୍ରାମ କଞ୍ଚାଲଙ୍କା - ଆବଶ୍ୟକ ଅନୁଯାୟୀ ହଳଦୀ ଗୁଣ୍ଡ - ଆବଶ୍ୟକ ଅନୁଯାୟୀ ଲଙ୍କା ଗୁଣ୍ଡ - ଆବଶ୍ୟକ ଅନୁଯାୟୀ କଟା ଟମାଟୋ - ଆବଶ୍ୟକ ଅନୁଯାୟୀ କସ୍ତୁରୀ ମେଥି - ଆବଶ୍ୟକ ଅନୁଯାୟୀ ଗରମ ମସଲା -…
Read More...

କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ରାଜ୍ୟର ୮ଟି ଜିଲାରେ ସୋମବାର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦୁଝର, ଢେଙ୍କାନାଳ, ଦେବଗଡ଼,…
Read More...

ଘରେ ପଶି କାରରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା କକ୍ସ କାଲେନୀ ନିକଟ ବବୁଆ ବଗିଚା ଦେବୀ ନିବାସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ କାର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଜୀବନହାନି ହୋଇନଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,ରବିବାର…
Read More...

ଫନିକୁ ବିତିଲା ୨୫ ଦିନ, ବିଜୁଳି ସମସ୍ୟା ଦୂର ନହେବାରୁ ଗ୍ରାମବାସୀଙ୍କ ରାସ୍ତାରୋକ

ଜଗତସିଂହପୁର : ସାମୁଦ୍ରିକ ଝଡ଼ ‘ଫନି’କୁ ୨୫ ଦିନ ବିତିଯାଇଥିଲେ ମଧ୍ୟ ବିଜୁଳି ସମସ୍ୟା ଦୂର ନହେବାରୁ ସୋମବାର ବିରିଡ଼ି ବ୍ଲକ ତଳପାଟକ ଅଞ୍ଚଳବାସୀ ରାସ୍ତାରୋକ କରିଛନ୍ତି। କନ୍ଦରପୁର-ମାଛଗାଁ ରାସ୍ତାର ପଣ୍ଡିଆ ଛକରେ…
Read More...

ମୁମ୍ବାଇ-ହାଓଡ଼ା ଲୋକମାନ୍ୟ ତିଲକ୍‍ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଉରକେଲା : ଝାଡ଼ଖଣ୍ଡର ଲୋଟାପାହାଡ଼-ଚକ୍ରଧରପୁର ଷ୍ଟେସନ ମଝିରେ ସୋମବାର ମୁମ୍ବାଇ-ହାଓଡ଼ା ଲୋକମାନ୍ୟ ତିଲକ୍‍ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗିଯିବା ପରେ ଜୀବନ ବଞ୍ଚାଇବାକୁ ଯାଇ…
Read More...

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ ଜଣେ ଗୁରୁତର

ଭୁବନେଶ୍ୱର : ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଓଭରବ୍ରିଜ ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ଏକ ବାଇକରେ ବାପା ଓ ପୁଅ ଓଭରବ୍ରିଜରେ…
Read More...

ସୁରଟରେ ଅଗ୍ନିକାଣ୍ଡ ପରେ କଟକ, ଭୁବନେଶ୍ୱର କୋଚିଂ ସେଣ୍ଟରରେ ଯାଞ୍ଚ ଆରମ୍ଭ

ଭୁବନେଶ୍ୱର : ଗୁଜୁରାଟର ସୁରଟସ୍ଥିତ ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡରେ ୨୨ ଛାତ୍ରଙ୍କ ମୃତ୍ୟୁ ପରେ ଓଡ଼ିଶାରେ ଏଭଳି ଅଘଟଣ ନ ଘଟିବା ପାଇଁ ସୋମବାର ଅଗ୍ନିଶମ ବିଭାଗର ତତ୍ପରତା ଦେଖିବାକୁ ମିଳିଛି। କଟକ, ଭୁବନେଶ୍ୱରରେ…
Read More...

ରାସ୍ତା କାର୍ଯ୍ୟ ଅସମ୍ପୂର୍ଣ୍ଣ; ପ୍ରତିବାଦରେ ରାସ୍ତାରୋକ

ନୂଆପଡ଼ା: ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ କାଞ୍ଜିବାହାଲ ନିକଟରେ ୩୫୩ ନମ୍ବର ଜାତୀୟ ରାଜପଥର କାମ ଶେଷ ହେଉନଥିବାରୁ ସୋମବାର ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଦେଖାଦେଇଛି। ଆନ୍ଦୋଳନ ଫଳରେ ରାୟପୁର-ଗୋପାଳପୁର…
Read More...

ଅଙ୍ଗନୱାଡ଼ି କେନ୍ଦ୍ରରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୧୨ ଶିଶୁ

ବାସୁଦେବପୁର : ଭଦ୍ରକ ଜିଲାର ବାସୁଦେବପୁର ବିଦେଇପୁର ମହାଲିକ ସାହିରେ ଥିବା ଏକ ଅଙ୍ଗନୱାଡ଼ି କେନ୍ଦ୍ରରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ବହୁ ଆସବାବ ପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଲାଗିବା ପରେ ସୌଭାଗ୍ୟବଶତଃ…
Read More...

ବାଇକ-କାର ମୁହାଁମୁହିଁ ଧକ୍କା, ଜଣେ ମୃତ

ବିନିକା : ସୁବର୍ଣ୍ଣପୁର ଜିଲା ଡ଼ୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଙ୍ଗନଦୀ ବ୍ରିଜ ଉପରେ ସୋମବାର ସକାଳ ସମୟରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର…
Read More...

ବାଦାମ ଗୁଲକନ୍ଦ କୁଲ୍‍ଫି

ଆବଶ୍ୟକ ସାମଗ୍ରୀ ବାଦାମ – ୨୦୦ ଗ୍ରାମ ଗୋଲାପ ଫୁଲ ପାଖୁଡ଼ା – ୪୦ ଗ୍ରାମ କ୍ଷୀର – ୧ଲିଟର ଖୁଆ – ୮୦ ଗ୍ରାମ ଚିନି – ୫୦ ଗ୍ରାମ କେସର - ଅଳ୍ପ ପାଣି – ୩କପ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଗ୍ୟାସରେ ଏକ ପାତ୍ର…
Read More...

ସ୍ୱାସ୍ଥ୍ୟ ଉପକାରୀ ତେନ୍ତୁଳି

ତେନ୍ତୁଳି ଖାଇବାକୁ ବହୁ ଲୋକଙ୍କୁ ପସନ୍ଦ। ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରିବା ଦ୍ୱାରା ତାହା ସ୍ୱାଦିଷ୍ଟ ହୋଇଥାଏ। ଏହା ଖାଦ୍ୟକୁ ଯେତେ ସ୍ୱାଦିଷ୍ଟ କରେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଖୁବ ଉପକାରୀ।…
Read More...

ଜାଣନ୍ତୁ କେଉଁ ସମୟରେ ଏକୁଟିଆପଣ ଲାଭଦାୟକ

କିଛି ଲୋକଙ୍କୁ ଏକୁଟିଆ ରହିବାକୁ କଷ୍ଟ ଲାଗିଲେ ଅନ୍ୟ କେତେକ ଲୋକେ ଏକୁଟିଆ ରହିବାକୁ ଭଲ ପାଆନ୍ତି। ବହୁ ଲୋକେ ଏକୁଟିଆପଣରୁ ରକ୍ଷା ପାଇବା ପାଇଁ ଗହଳି ପୂର୍ଣ୍ଣ ସ୍ଥାନରେ ରହିଥାଆନ୍ତି। ମାତ୍ର କେଉଁ ସମୟରେ ଏକୁଟିଆ…
Read More...

ଭେଜିଟେବଲ ରାଇତା

ଆବଶ୍ୟକ ସାମଗ୍ରୀ ଦହି – ୧କପ ଜିରା ଗୁଣ୍ଡ - ଅଳ୍ପ କଳା ଲୁଣ - ଆବଶ୍ୟକ ପରିମାଣରେ ଗୋଲମରିଚ ଗୁଣ୍ଡ - ଅଳ୍ପ ଲଙ୍କା ଗୁଣ୍ଡ - ଅଳ୍ପ କଟା ପିଆଜ – ୧ଟି କଟା ଟମାଟୋ – ୧ଟି ସିମଲା ଲଙ୍କା – ୧ଟି କଟା କାକୁଡ଼ି –…
Read More...

ଜାଣନ୍ତୁ ରାଶି ଅନୁଯାୟୀ ଆପଣଙ୍କ ପାଇଁ କେଉଁ ଅକ୍ଷର ଶୁଭ

ଶବ୍ଦର ଆମ ଜୀବନରେ ଖୁବ ମହତ୍ତ୍ୱ ରହିଛି। ଏହି ଶବ୍ଦମାନଙ୍କର ଆଧାର ହେଉଛି ଅକ୍ଷର। ଜ୍ୟୋତିଷ ଶାସ୍ତ୍ରରେ ଆମ ନାମ ସହ ଜଡ଼ିତ ଅକ୍ଷର ପଛରେ କିଛି କାରଣ ରହିଛି, ଯାହାର ପ୍ରଭାବ ଆମ ଜୀବନ ଉପରେ ମଧ୍ୟ ପଡ଼ିଥାଏ। ମେଷ ରାଶି -…
Read More...

ଜାଣନ୍ତୁ ଗ୍ରହ ଅନୁଯାୟୀ କିଭଳି କରିବେ ଅଶ୍ୱତ୍ଥ ବୃକ୍ଷଙ୍କୁ ପୂଜା

ଅଶ୍ୱତ୍ଥ ବୃକ୍ଷ ସାଧାରଣ ବୃକ୍ଷ ନୁହେଁ। ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହି ବୃକ୍ଷକୁ ଖୁବ ପବିତ୍ର ବୋଲି କୁହାଯାଇଛି। ଶାସ୍ତ୍ର ଅନୁଯାୟୀ, ଅଶ୍ୱତ୍ଥ ବୃକ୍ଷରେ ଅଦ୍ଭୁତ ଶକ୍ତି ଥାଏ। ଗ୍ରହ ଅନୁଯାୟୀ କିଭଳି ଏହି ବୃକ୍ଷକୁ…
Read More...

ଛେନା ମିଲ୍କ ସେକ୍‍

ଆବଶ୍ୟକ ସାମଗ୍ରୀ କୋରା ପନୀର – ୨କପ ବାଦାମ - ଅଳ୍ପ କ୍ଷୀର – ୪କପ କେସର - ଅଳ୍ପ ଗୁଜୁରାତି ଗୁଣ୍ଡ - ଅଳ୍ପ ଚିନି - ଅଳ୍ପ ପ୍ରସ୍ତୁତି ପ୍ରଣାଳୀ –ରାତିରେ ପାଣିରେ ବାଦାମକୁ ଭିଜାଇ ରଖି ଦିଅନ୍ତୁ। ସକାଳେ ଏହାର…
Read More...

ସଫଳତା ଓ ସୁଖଶାନ୍ତି ପାଇଁ କିଛି ବାସ୍ତୁ ଟିପ୍ସ

ବାସ୍ତୁଶାସ୍ତ୍ରରେ ଜୀବନରେ ସଫଳତା ଓ ସୁଖଶାନ୍ତି ପାଇବା ପାଇଁ କେତେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହା ପାଳନ କରିବା ଦ୍ୱାରା ଆପଣଙ୍କ ଘରେ ,ଜୀବନରେ, କର୍ମକ୍ଷେତ୍ରରେ ସକରାତ୍ମକ ଶକ୍ତି ଆସିଥାଏ ଓ ନକରାତ୍ମକ…
Read More...

ପ୍ରାକୃତିକ ସୁନ୍ଦରତା ଓ ଶାନ୍ତ ପରିବେଶ ପାଇଁ ପ୍ରସିଦ୍ଧ ଏହି ପର୍ଯ୍ୟଟନସ୍ଥଳୀ

ପ୍ରତ୍ୟେକ ବ୍ୟକ୍ତି କିଛି ଦିନର ଛୁଟି ନେଇ ଭ୍ରମଣର ଯୋଜନା କରି ଶାନ୍ତ ପରିବେଶକୁ ବୁଲିବା ପାଇଁ ଯିବାକୁ ଇଚ୍ଚା କରିଥାଆନ୍ତି। ତେଣୁ ଆସନ୍ତୁ ସେଭଳି କିଛି ଶାନ୍ତ ପରିବେଶ ଥିବା ସ୍ଥାନ ବିଷୟରେ ଜାଣିବା, ଯେଉଁଠାକୁ…
Read More...

ଜାଣନ୍ତୁ ପୂଜାର୍ଚ୍ଚନା କରିବା ସମୟରେ କେଉଁ କାରଣରୁ ଭଗବାନଙ୍କୁ ଚାଉଳ ଅର୍ପଣ କରାଯାଏ

ସମସ୍ତ ଦେବାଦେବୀଙ୍କ ନିକଟରେ ପୂଜାର୍ଚ୍ଚନାରେ ଚାଉଳର ବିଶେଷ ଭାବେ ବ୍ୟବହାର କରାଯାଇଥାଏ। ଚାଉଳର ବ୍ୟବହାର ବିନା ପୂଜା ସମ୍ପନ୍ନ ହୋଇନଥାଏ। ଚାଉଳକୁ ଅକ୍ଷତ ବୋଲି କୁହାଯାଏ। ଅକ୍ଷତର ଅର୍ଥ ହେଉଛି ଯାହା ଭଗ୍ନ ନୁହେଁ।…
Read More...

ମହୁ ସହ ଜଡ଼ିତ ବାସ୍ତୁ ଟିପ୍ସ

ମହୁ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ସଭିଏଁ ଜାଣନ୍ତି। ମାତ୍ର ଆପଣ ହୁଏତ ଜାଣିନଥିବେ ବାସ୍ତୁ ଅନୁଯାୟୀ ମଧ୍ୟ ମହୁର ଅନେକ ବିଶେଷତ୍ୱ ରହିଛି। ଗୃହରେ ମହୁ ରଖିବା ଦ୍ୱାରା ବହୁ ଲାଭ ମିଳିଥାଏ। ଜାଣନ୍ତୁ ଏହା…
Read More...

ଜାଣନ୍ତୁ ପଣସ ଖାଇବା ପରେ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ

ପଣସକୁ ଉଭୟ ତରକାରୀ ଓ ଫଳ ଭାବେ ଖିଆଯାଏ। କଞ୍ଚା ଥିବା ଅବସ୍ଥାରେ ପଣସକୁ ତରକାରୀ ଭାବେ ପ୍ରସ୍ତୁତ କରାଯାଏ। ପାଚିବା ପରେ ତାହାକୁ ଫଳ ଭାବେ ଖିଆଯାଏ। ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ଏ, ସି, ପୋଟାସିୟମ, କ୍ୟାଲସିୟମ…
Read More...

ବାସନ୍ତୀ ପୁଲାଉ

ଆବଶ୍ୟକ ସାମଗ୍ରୀ ବାସୁମତୀ ଚାଉଳ - ୧କପ ଘିଅ - ଆବଶ୍ୟକ ପରିମାଣରେ କିସମିସ - ୧୨ଟି କାଜୁ - ୧୨ଟି ଗୁଜୁରାତି - ୩ଟି ଲବଙ୍ଗ - ୪ ରୁ ୫ଟି ଡ଼ାଲଚିନି - ଛୋଟ ଖଣ୍ଡ ତେଜପତ୍ର - ୧ଟି ପାଣି - ୨କପ ଚିନି - ୩…
Read More...

ସୁଆଦିଆ ଥଣ୍ଡା ସରବତ

ଆବଶ୍ୟକ ସାମଗ୍ରୀ ଫୁଟା କ୍ଷୀର – ୧ ଗ୍ଲାସ କଟା ବାଦାମ - ୪ରୁ ୫ଟି କଟା କିସମିସ – ୪ଟି ଗୁଜୁରାତି ଗୁଣ୍ଡ - ଅଳ୍ପ ବରଫ ଖଣ୍ଡ – ୨ଟି ଖୁଆ - ଅଳ୍ପ ଚିନି - ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ -ଫୁଟା…
Read More...

ଉଜ୍ୱଳ ତ୍ୱଚା ପାଇଁ ଖାଆନ୍ତୁ ଏହି ଖାଦ୍ୟ

ଖରାଦିନରେ ଚର୍ମ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ସମସ୍ତ ପ୍ରକାରର ସବୁଜ ପନିପରିବା ଓ ଫଳ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ। ଆମ ଖାଦ୍ୟରୁ ମିଳୁଥିବା ବିଭିନ୍ନ ପୋଷକ ତତ୍ତ୍ୱ ଆମ…
Read More...

ପାଦକୁ ଭିନ୍ନ ଲୁକ ଦେଇଥାଏ ଏହି ପ୍ରକାରର ସ୍ୟାଣ୍ଡଲ

ସାଧାରଣତଃ ଝିଅମାନେ ନିଜ ମୁହଁକୁ ସୁନ୍ଦର କରିବା ପାଇଁ ମେକଅପର ବିଭିନ୍ନ ଦ୍ରବ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର ମୁହଁ ସହ ନିଜ ପୋଷାକ ଓ ଜୋତା ଚପଲ ଉପରେ ମଧ୍ୟରେ ଧ୍ୟାନ ଦେବା ଦ୍ୱାରା ଆପଣ ଅଧିକ ସୁନ୍ଦର ଓ ଷ୍ଟାଇଲିସ…
Read More...

ଉତ୍ତମ ନିଦ୍ରା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଉତ୍ତମ ନିଦ ନହେବା ବହୁ ଲୋକଙ୍କର ଏକ ବିରାଟ ସମାସ୍ୟା। ମାତ୍ର ନିଜର କେତେକ ଅଭ୍ୟାସ କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ଯେଉଁ କଥା ପ୍ରତି ଆମେ ବିଶେଷ ଧ୍ୟାନ ଦେଇନଥାଉ। ଅନିଦ୍ରା ଯଦି ଆପଣଙ୍କ ପାଇଁ ଏକ ସମସ୍ୟା…
Read More...

ତରଭୂଜ ତରକାରୀ

ଆବଶ୍ୟକ ସାମଗ୍ରୀ କଟା ତରଭୂଜ – ୨କପ କଟା ଗାଜର – ୧ଟି ପେଷା ଟମାଟୋ – ୧କପ ଜୁଆଣୀ – ୧ ଚାମଚ ହଳଦୀ ଗୁଣ୍ଡ - ଅଳ୍ପ ଜିରା ଗୁଣ୍ଡ - ଅଳ୍ପ ଲଙ୍କା ଗୁଣ୍ଡ - ଅଳ୍ପ ଶୁଖିଲା ଲଙ୍କା - ଅଳ୍ପ ସିମଲା ଲଙ୍କା - ଅଳ୍ପ…
Read More...

ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଭୋଟ ଗଣନା ଆରମ୍ଭ

ଟିଟିଲାଗଡ଼ : ଟିଟିଲାଗଡ଼ ଡ଼ିଏଭି କଲେଜ ପରିସରରେ ଗୁରୁବାର ଭୋଟ ଗଣନା ଆରମ୍ଭ ହୋଇଛି। ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥାକୁ…
Read More...

ଖରା ଦିନେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ ଏହି ୫ଟି ଚା’

ଆପଣଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗି ପାରେ କି ଚା’ ପିଇବା ଦ୍ୱାରା ମଧ୍ୟ ଆପଣ ଖରାରେ ମଧ୍ୟ ଥଣ୍ଡା ଅନୁଭବ କରିପାରିବେ। ମାତ୍ର ଏଥିପାଇଁ ଆପଣଙ୍କୁ ନିଜ ଚା’ରେ ପରିବର୍ତ୍ତନ କରିବାକୁ ପଡ଼ିବ। ଅଧିକାଂଶ ଲୋକେ ନିଜ ଦିନର…
Read More...

ଓଟସ ଏଗ କଷ୍ଟଡ

ଆବଶ୍ୟକ ସାମଗ୍ରୀ ୧ଟି ଅଣ୍ଡାର ହଳଦିଆ ଅଂଶ କୋରା ହୋଇଥିବା କଦଳୀ – ୧ଟି କ୍ଷୀର – ୧କପ ଓଟସ – ୧କପ ବାଦାମ ଗୁଣ୍ଡ – ୧ଚାମଚ କଷ୍ଟଡ଼ ପାଉଡ଼ର – ୧ ଚାମଚ ସେଓ - ଅଳ୍ପ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଏକ…
Read More...

ଜାଣନ୍ତୁ ଜ୍ୟେଷ୍ଠ ମାସରେ କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ

ଶାସ୍ତ୍ରରେ ଜ୍ୟେଷ୍ଠମାସକୁ ଖୁବ ଶୁଭ ମାସ ବୋଲି କୁହାଯାଏ। ଏହି ମାସରେ ସୂର୍ଯ୍ୟଦେବତା ଖୁବ ଶକ୍ତିଶାଳୀ ଥିବାରୁ ଅଧିକ ଖରା ଓ ଗରମ ଅନୁଭୂତ ହୋଇଥାଏ। ତେଣୁ ଏହି ମାସରେ ଅଧିକ ପାଣି ପିଇବା ପାଇଁ ଓ ଜଳ ଦେବତାଙ୍କୁ ପୂଜା…
Read More...

ନିଜ ପସନ୍ଦର ଜୀବନସାଥି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ନିଜ ପସନ୍ଦ ଅନୁଯାୟୀ ନିଜର ଜୀବନସାଥି ମିଳୁ ବୋଲି ସଭିଏଁ ଇଚ୍ଛା କରିଥାଆନ୍ତି। ଏହି ଇଚ୍ଛାକୁ ପୂରଣ କରିବା ପାଇଁ ଆପଣ ପେଙ୍ଗସୁଇର କିଛି ଟିପ୍ସ ଆପଣେଇ ପାରିବେ। ଏହି ଟିପ୍ସ ଆପଣେଇବା ଦ୍ୱାରା ଆପଣ ଭିତରେ ସକରାତ୍ମକ…
Read More...

ଭ୍ରମଣ ମଜା, ହସଖୁସିର ବାତାବରଣ ପାଇଁ ଯାଆନ୍ତୁ ଏହି ସ୍ଥାନକୁ

ଖରାଦିନର ଛୁଟି ଆରମ୍ଭ ହୋଇସାରଲାଣି। ନିଜର କର୍ମବ୍ୟସ୍ତତା ଠାରୁ ଦୂରେଇ ପରିବାର ସହ ଯଦି ଭ୍ରମଣ ପାଇଁ ଯୋଜନା କରୁଛନ୍ତି, ତେବେ କିଛି ଏପରି ଭ୍ରମଣ ସ୍ଥାନ ବିଷୟରେ ଜାଣନ୍ତୁ ଯେଉଁଠାରେ ଆପଣ ଭ୍ରମଣ ସହ ଅନେକ ଅଭୁଲା…
Read More...

ଘରୋଇ ଉପାୟରେ ଦୂର କରନ୍ତୁ ହାଡ଼ ଜନିତ ବହୁ ସମସ୍ୟା

ହାଡ଼ ସହ ଜଡ଼ିତ ବିଭିନ୍ନ ସମସ୍ୟା ବହୁ ଲୋକଙ୍କ ଚିନ୍ତାର ଏକ କାରଣ। ଜୀବନଶୈଳୀରେ ହେଉଥିବା ପରିବର୍ତ୍ତନ ହାଡ଼ ଜନିତ ବହୁ ସମସ୍ୟା ସୃଷ୍ଟି କରେ। ନିତିଦିନିଆ କାର୍ଯ୍ୟ ଯୋଗୁ ଆମେ ନିଜର ଖାଦ୍ୟପେୟ, ସ୍ୱାସ୍ଥ୍ୟର ସଠିକ ଭାବେ…
Read More...

ଗୃହରେ ସକରାତ୍ମକ ଶକ୍ତି ପାଇଁ କରନ୍ତୁ ଏହି ଉପାୟ

ସଂସାରରେ ଥିବା ଅନେକ ବସ୍ତୁରେ ସକରାତ୍ମକ ଓ ନକରାତ୍ମକ ଶକ୍ତି ଥାଏ। ସକରାତ୍ମକ ଶକ୍ତି ଶୁଭଫଳ ପ୍ରଦାନ କରିଥାଏ। ମାତ୍ର ନକରାତ୍ମକ ଶକ୍ତି ଅଶୁଭ ଫଳ ଦେଇଥାଏ। ବାସ୍ତୁ ଅନୁଯାୟୀ, କିଛି ସହଜ ଉପାୟ ଦ୍ୱାରା ଆମେ ସକରାତ୍ମକ…
Read More...

ମସଲା ଆମଲେଟ ସ୍ୟାଣ୍ଡୱିଚ

ଆବଶ୍ୟକ ସାମଗ୍ରୀ ଅଣ୍ଡା – ୪ଟି କଟା କଞ୍ଚାଲଙ୍କା – ୨ଟି କଟା ଟମାଟୋ – ୨ଟି କଟା ପିଆଜ – ୧ଟି ଗୋଲମରିଚ ଗୁଣ୍ଡ - ଅଳ୍ପ ଗରମ ମସଲା - ଅଳ୍ପ ଲୁଣ - ଆବଶ୍ୟକ ପରିମାଣରେ ତେଲ - ଆବଶ୍ୟକ ପରିମାଣରେ ପାଉଁରୁଟି –…
Read More...

କେରଳ ପାହାଡ଼ରେ ଥିବା ଏହି ସୁନ୍ଦର ପ୍ରାକୃତିକ ଉଦ୍ୟାନ ଦେଇଥାଏ ଅଭୁଲା ଅନୁଭୂତି

ଭ୍ରମଣ ପାଇଁ କେରଳରେ ବହୁ ସୁନ୍ଦର ସ୍ଥାନ ରହିଛି। ଏତଦ ବ୍ୟତୀତ ଏହି ସ୍ଥାନ ବିଶ୍ୱର ସର୍ବବୃହତ୍ତ ମୂତ୍ତି ଥିବା ସ୍ଥାନ ଭାବେ ବେଶ ପରିଚିତ। ଏହା ହେଉଛି କେରଳର କୋଲ୍ଲମ। ଯେଉଁଠାକୁ ଭ୍ରମଣ ପାଇଁ ଗଲେ ଆପଣ ପ୍ରକୃତ ମଜା…
Read More...

ଭିନଟେଜ ଲେମୋନେଡ଼

ଆବଶ୍ୟକ ସାମଗ୍ରୀ ଲେମ୍ବୁ – ୫ଟି ଚିନି – ୨ କପ ରୁ କମ ପାଣି - ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଲେମ୍ବୁକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହି ଲେମ୍ବୁ ଖଣ୍ଡକୁ ଏକ ଖୋଲା ପାତ୍ରରେ ବିଛାଇ…
Read More...

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ ଷ୍ଟ୍ରବେରୀ ଫେସ ପ୍ୟାକ

ଫଳର ରାଣୀ ଭାବେ ପରିଚିତ ଷ୍ଟ୍ରବେରୀ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହେବା ସହ ମୁହଁର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ଏହାକୁ ସ୍ୱାଦିଷ୍ଟ କରିବା ସହ ମୁହଁକୁ…
Read More...

ଜାଣନ୍ତୁ, ବାର ଅନୁଯାୟୀ କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ

ଆମ ଜୀବନରେ ଶୁଭ ଓ ଅଶୁଭର ଖୁବ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମରେ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ଶୁଭ ସମୟ ଓ ଶୁଭ ବାର ଦେଖାଯାଏ। ଏହି ପରମ୍ପରା ବହୁ ପୁରାତନ କାଳରୁ ଆରମ୍ଭ ହୋଇଛି। ଜାଣନ୍ତୁ କେଉଁ ବାରରେ…
Read More...

ପରୀକ୍ଷାର୍ଥୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରୁଛି; ମୁଖ୍ୟମନ୍ତ୍ରୀ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳତି ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱୁଟ୍‍ କରି ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦଶମ…
Read More...

ଝିଅ ମାନଙ୍କ ଖାଦ୍ୟ ପସନ୍ଦରୁ ଜାଣନ୍ତୁ ନିଜ ଜୀବନସାଥି ପ୍ରତି ସେମାନଙ୍କର ସ୍ୱଭାବ

ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ସଭିଁଙ୍କୁ ବେଶ ପସନ୍ଦ। କିଛି ଲୋକଙ୍କୁ ଖଟା-ମିଠା, ତ କିଛି ଲୋକଙ୍କୁ ଚଟପଟା ଖାଇବାକୁ ପସନ୍ଦ କରିଥାଆନ୍ତି। ମାତ୍ର ସଭିଏଁ ହୁଏତ ଜାଣିନଥିବେ ଯେ, କୌଣସି ବ୍ୟକ୍ତିଙ୍କର ଖାଦ୍ୟର…
Read More...

ପନୀର ଟିକ୍କା ପାସ୍ତା

ଆବଶ୍ୟକ ସାମଗ୍ରୀ ପାସ୍ତା – ୧କପ ପାଣି – ୩କପ କଟା ସିମଲା ଲଙ୍କା – ୧ଟି ପେଷା ଟମାଟୋ – ୧ଟି ଅଦା ରସୁଣ ବଟା – ୧ ଚାମଚ ଚିଲି ସସ - ଅଳ୍ପ ଚିଜ - ଆବଶ୍ୟକ ପରିମାଣରେ ଲୁଣ - ଆବଶ୍ୟକ ପରିମାଣରେ ଗରମ ମସଲା -…
Read More...

ବଜ୍ରପାତରେ ୧୪ ଗାଈ ମୃତ

ରାୟଗଡ଼ା : ରାୟଗଡ଼ା ଜିଲାର ବିଷମକଟକ ବ୍ଲକ ଅନ୍ତର୍ଗତ ଚାଞ୍ଚରାଗୁଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। କାଳବୈଶାଖୀ ପ୍ରଭାବରେ ଚାଞ୍ଚରାଗୁଡ଼ା ଗାଁ ନିକଟ ପଡ଼ିଆରେ ବଜ୍ରପାତ କାରଣରୁ ୧୪ଟି ଗାଈଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ…
Read More...

୨୨ ଯାଏଁ ତାତିରୁ ନାହିଁ ନିସ୍ତାର, ପଶ୍ଚିମ ଓଡ଼ିଶାରେ ବଢିବ ତାପମାତ୍ରା

ଭୁବନେଶ୍ୱର : ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ଜାରି ରଖିଛି। ପ୍ରବଳ ଖରା ସହ ଅସହ୍ୟ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ଏହି ଗ୍ରୀଷ୍ମ ପ୍ରବାହ ଆସନ୍ତା ୨୨ ଯାଏଁ ରହିବ ବୋଲି ଏସଆରସି ସୋମବାର ସୂଚନା…
Read More...

୨ଟି ଅଫୁଟା ବୋମା ଜବତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ୟୁନିଟ ୯ ଅଞ୍ଚଳରୁ ସୋମବାର ଦୁଇଟି ଅଫୁଟା ସୁତୁଲି ବୋମା ଜବତ ହୋଇଛି। ଖବର ପାଇ ପୁଲିସ ବମ ସ୍କ୍ୱାର୍ଡ଼ ପହଞ୍ଚି ବୋମା ଦୁଇଟିକୁ ନିଷ୍କ୍ରିୟ କରିଥିବା ସୂଚନା ମିଳିଛି। ମାତ୍ର ବୋମା…
Read More...

ଚୋରି ଅଭିଯୋଗରେ ନାବାଳକକୁ ନିସ୍ତୁକ ମାଡ଼ ଅଭିଯୋଗ

ସୋର : ବାଲେଶ୍ୱର ଜିଲାର ସୋର ଥାନା ଅନ୍ତର୍ଗତ ଶିଙ୍ଗାଖୁଣ୍ଟା ଗ୍ରାମରେ ଚୋରି ଅଭିଯୋଗରେ ସୋମବାର ଜଣେ ନାବାଳକକୁ ନିସ୍ତୁକ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଚୋରି କରିଥିବା ନାବାଳକ ଭଦ୍ରକ ଜିଲାର ହୋଇଥିବା ବେଳେ ସେ…
Read More...

ହଷ୍ଟେଲ ବାରଣ୍ଡାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ଏନଆଇଟିର ଏମ . ସ୍ୱାମୀନାଥନ ହଷ୍ଟେଲ ବାରଣ୍ଡାରୁ ସୋମବାର ଜଣେ ଏନଆଇଟି ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ଘରେ ଭୁବନେଶ୍ୱର ବୋଲି ଜଣାପଡ଼ିଛି। ସେ ଏନଆଇଟିରେ ଦ୍ୱିତୀୟ ବର୍ଷ ଛାତ୍ର ଥିଲେ।…
Read More...

ଲୋକଙ୍କ ମାଡ଼ରେ ବାରହା ମୃତ

ନୂଆପଡ଼ା : ନୂଆପଡ଼ା ଜିଲା ସିନାପାଳି ରେଞ୍ଜ ସ୍ଥିତ କେନ୍ଦୁମୁଣ୍ଡା ଗାଁକୁ ସେମାବାର ସକାଳ ସମୟରେ ଏକ ବାରହା ଗାଁ ଭିତରକୁ ପଶିଆସିଥିବା ବେଳେ ଗାଁ ଲୋକେ ତାକୁ ପିଟିପିଟି ମାରି ଦେଇଥିବା ଜଣାପଡ଼ିଛି। ଏହାସହ ବାରହା…
Read More...

ଦୁର୍ଘଟଣାରେ ବାପା ମୃତ , ମା’ ଓ ୨ ପୁଅ ଗୁରୁତର

ଆସିକା : ଗଞ୍ଜାମ ଜିଲାର ଦିଗପହଣ୍ଡି-ଆସିକା ରାସ୍ତାର ଜଗନ୍ନାଥପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ…
Read More...

ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲେ ପରିବାର

ରାୟଗଡ଼ା : ରାୟଗଡ଼ା ଜିଲା ମୁନିଗୁଡ଼ା ବଂଶଧାରା ପୋଲ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଏକ ବିଦ୍ୟାଳୟର ଶିକ୍ଷକ ବୋଲି ଜଣାପଡ଼ିଛି। ମୃତଦେହ ନିକଟରେ ତାଙ୍କ ବାଇକ ପଡ଼ିଥିବା ଦେଖାଯାଇଛି।…
Read More...

ନବଜାତ ଶିଶୁ କନ୍ୟା ଉଦ୍ଧାର

କଳାହାଣ୍ଡି : କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ମାଣିଙ୍ଗପଦର ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଦେଖାଦେଇଛି। ଗାଁ ନିକଟ ରାସ୍ତା କଡ଼ରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ଜଣେ ମହିଳା…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଗଞ୍ଜାମ : ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ ରବିବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏକ ବାଲି ବୋଝେଇ ଟ୍ରାକ୍ଟର ସୋରଡ଼ାର ଗାଜଲବାଡ଼ି-ରାମନାବାଡ଼ି ରାସ୍ତା ଦେଇ ଯାଉଥିବା ସମୟରେ ଟ୍ରାକ୍ଟର ଚାଳକକଙ୍କ…
Read More...

ନବଜାତ ଶିଶୁ ପୁତ୍ର ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ପ୍ୟାଲେସ ଲାଇନ ଅଞ୍ଚଳରୁ ରବିବାର ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକମାନେ ଶିଶୁକୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମେଡ଼ିକାଲରେ ଶିଶୁଟିର…
Read More...