କଳାହାଣ୍ଡି : କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ମାଣିଙ୍ଗପଦର ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଦେଖାଦେଇଛି। ଗାଁ ନିକଟ ରାସ୍ତା କଡ଼ରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ଜଣେ ମହିଳା ଶୌଚ ହେବାକୁ ଯାଉଥିବାବେଳେ ଶିଶୁ କନ୍ୟାଟିକୁ ଦେଖିଥିଲେ। ଶିଶୁଟିକୁ କିଏ ଓ କାହିଁକି ରାସ୍ତାରେ ଛାଡ଼ି ଦେଇଛି, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



