ରାଉରକେଲା : ଏନଆଇଟିର ଏମ . ସ୍ୱାମୀନାଥନ ହଷ୍ଟେଲ ବାରଣ୍ଡାରୁ ସୋମବାର ଜଣେ ଏନଆଇଟି ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ଘରେ ଭୁବନେଶ୍ୱର ବୋଲି ଜଣାପଡ଼ିଛି। ସେ ଏନଆଇଟିରେ ଦ୍ୱିତୀୟ ବର୍ଷ ଛାତ୍ର ଥିଲେ। ସୂଚନା ଯୋଗ୍ୟ, ଛାତ୍ରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



