ମୁହଁ ପାଇଁ ଲାଭଦାୟକ ଭିଟାମିନ ସିର ବ୍ୟବହାର

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯେପରି ଭିଟାମିନ ସି ଥିବା ଖାଦ୍ୟପଦାର୍ଥ ଯେପରି ଆବଶ୍ୟକ, ସେହିପରି ମୁହଁ ପାଇଁ ଏହା ଖୁବ ଲାଭଦାୟକ। ମୁହଁ ପାଇଁ ଏହାକୁ କିପରି ବ୍ୟବହାର କରିବାକୁ ହେବ ସେ ବିଷୟରେ ଜାଣନ୍ତୁ.... ନିୟମିତ…
Read More...

ନିଜର ସଂସ୍କୃତି ଓ ସଭ୍ୟତା ପାଇଁ ବେଶ ପ୍ରସିଦ୍ଧ ଏହି ପର୍ଯ୍ୟଟନସ୍ଥଳୀ

ଯଦି ଆପଣ ଭ୍ରମଣ ପାଇଁ ଯୋଜନା କରୁଛନ୍ତି  ତେବେ କିଛି ଏପରି ସ୍ଥାନ ବିଷୟରେ ଆସନ୍ତୁ ଜାଣିବା ଯେଉଁ ସ୍ଥାନ ନିଜର ସଂସ୍କୃତି ଓ ସଭ୍ୟତା ପାଇଁ ବେଶ ପ୍ରସିଦ୍ଧ। ଭାରତରରେ ବିଶେଷ ଗାଁ ରହିଛି ଯାହା ସହରର କୋଳାହଳ ଠାରୁ…
Read More...

ସଠିକ ଲିପଷ୍ଟିକର ଚୟନ ସୁନ୍ଦରତାକୁ କରେ ଦୁଇ ଗୁଣିତ

ସୁନ୍ଦରତାକୁ ଦୁଇଗୁଣିତ କରୁଥିବା ଲିପଷ୍ଟିକରେ ଏପରି କିଛି ରହସ୍ୟ ଲୁଚି ରହିଛି, ଯାହାଦ୍ୱାରା ଏହାକୁ ଲଗାଇବା ଦ୍ୱାରା ମୁହଁ ସୁନ୍ଦର ଦେଖାଯାଏ। ମନ ଖୁସି ହୋଇଯାଏ। ମାତ୍ର ଏହି ଲିପଷ୍ଟିକର ସଠିକ ଚୟନ କରିବା ପାଇଁ ଧ୍ୟାନ…
Read More...

ଭୋକ ନହେବା ଆପଣଙ୍କ ପାଇଁ ସମସ୍ୟା ପାଲଟିଛି କି? ଆପଣାନ୍ତୁ ଏହି ଉପାୟ

ଖରାଦିନରେ ପ୍ରାୟତଃ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥାଏ। ଆବଶ୍ୟକତା ଠାରୁ ଅଧିକ ଖାଇବା ହେଉ ମସଲାଯୁକ୍ତ ଓ ଛଣା ଖାଦ୍ୟ ଖାଇବା ଦ୍ୱାରା ପେଟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ବହୁବାର ଏପରି ମଧ୍ୟ ହୋଇଥାଏ ଖରାର…
Read More...

ଗାଜର ପରଟା

ଆବଶ୍ୟକ ସାମଗ୍ରୀ ଅଟା – ୨କପ ଲୁଣ - ଆବଶ୍ୟକ ପରିମାଣରେ ପାଣି – ୧କପ ବଟର - ଆବଶ୍ୟକ ପରିମାଣରେ ତେଲ - ଆବଶ୍ୟକ ପରିମାଣରେ କୋରା ଗାଜର – ୫ଟି କୋରା ଅଦା - ଅଳ୍ପ କଟା ପିଆଜ – ୨ଟି କଟା କଞ୍ଚାଲଙ୍କା – ୨ଟି…
Read More...

କେଦାରନାଥରେ ମୋଦୀ, ବନି ଗୁମ୍ପାରେ କରିବେ ଧ୍ୟାନ

ଉତ୍ତରାଖଣ୍ଡ : ଶନିବାର କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ପହଞ୍ଚିଛନ୍ତି। ସେଠାରେ ସେ କେଦାରନାଥଙ୍କୁ ଦର୍ଶନ କରିବା ସହ ବିଶେଷ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ପ୍ରଧାନମନ୍ତ୍ରୀ…
Read More...

ବସ ଓଲଟି ୧୦ ଆହତ

ବଣାଇ : ସୁନ୍ଦରଗଡ଼ର ବଣାଇ ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ଡ଼ର୍ଜି ନିକଟରେ ଶନିବାର ରାସ୍ତାରେ ଯାତ୍ରୀବାହୀ ବସ ଓଲଟି ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆକ୍ସେଲ ପତି ଭାଙ୍ଗିଯିବାରୁ ବସଟି ଓଲଟିପଡ଼ିଥିବା ଜଣାପଡ଼ିଛି।…
Read More...

ନିଆଁରେ ଜଳିଗଲା ୭ଟି ଗାଡ଼ି

ଭୁବନେଶ୍ୱର : ଭୁବନେଶ୍ୱର ଝାରପଡ଼ା ଜଗନ୍ନାଥନଗରରେ ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗି ୭ଟି ଗାଡ଼ି ଜଳି ଯାଇଛି। ହେରିଟେଜ ବିଲଡ଼ିଂ ତଳେ ପାର୍କିଙ୍ଗ ହୋଇଥିବା ୨ଟି କାର ଓ ୫ଟି ବାଇକ ଜଳି ଯାଇଥିବା ଜଣାପଡ଼ିଛି। ଖବର…
Read More...

ଜନ୍ମବାର ଅନୁଯାୟୀ ଜାଣନ୍ତୁ କିଭଳି ଆପଣଙ୍କ ସ୍ୱଭାବ

ଜ୍ୟୋତିଷ ଶାସ୍ତ୍ରରେ ଜନ୍ମବାରର ବିଶେଷ ମହତ୍ତ୍ୱ ରହିଛି। ଜନ୍ମବାରର ସ୍ୱାମୀ, ଗ୍ରହ ଅନୁଯାୟୀ ବ୍ୟକ୍ତିର ସ୍ୱଭାବ ବିଷୟରେ ବହୁ କିଛି ତଥ୍ୟ ଜଣାଇଥାଆନ୍ତି। ବ୍ୟକ୍ତିର ସ୍ୱଭାବ କିପରି, ତାହା ତା’ର ଜନ୍ମବାର ଉପରେ ନିର୍ଭର…
Read More...

କଦଳୀ ଚୋପାର ଚମତ୍କାରୀ ଗୁଣ

ବିଭିନ୍ନ ପ୍ରକାରର ଫଳ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବା ସହ ମୁହଁକୁ ସୁନ୍ଦର ଓ ଉଜ୍ୱଳ ମଧ୍ୟ କରିଥାଏ। ଫଳ ଖାଇବା ବ୍ୟତୀତ କିଛି ଫଳର ଚୋପା ମଧ୍ୟ ମୁହଁ ପାଇଁ ଆଶୀର୍ବାଦ। ଏହା ହୁଏତ ସଭିଏଁ ଜାଣିନଥିବେ।…
Read More...

ଭୋଜି ଖାଇ ୧୫୦ରୁ ଅଧିକ ଅସୁସ୍ଥ

ବାଲେଶ୍ୱର : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସ୍ଥିତ ରାଣୀବସାଣ ଗ୍ରାମରେ ବିବାହ ଭୋଜି ଖାଇ ଅସୁସ୍ଥଙ୍କ ସଂଖ୍ୟା ନବଦମ୍ପତ୍ତିଙ୍କ ସହ ୧୫୦ରୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଗୁରୁତର ଅସୁସ୍ଥ ଥିବା ୧୭ ଜଣଙ୍କୁ ଜଳେଶ୍ୱରପୁର…
Read More...

ଖରାଦିନେ ପିଅନ୍ତୁ ଆମ୍ବ ପଣା, ମିଳିବ ଅନେକ ଲାଭ

ଖରାଦିନରେ ଆମେ ବିଭିନ୍ନ ପ୍ରକାରର ଥଣ୍ଡା ପାନୀୟ ପିଇଥାଉ। ଏହାକୁ ପିଇବା ଦ୍ୱାରା ଆମକୁ ଶାନ୍ତି ଲାଗିଥାଏ। ବିଭିନ୍ନ ପ୍ରକାରର ପାନୀୟ ଆମକୁ ଶାନ୍ତି ଦେବା ବ୍ୟତୀତ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପକାରୀ ଅଟେ। ଆସନ୍ତୁ…
Read More...

ଜଳଖିଆ ଦୋକାନ ଉପରକୁ ବୋମା ମାଡ଼

ଗଞ୍ଜାମ : ଗଞ୍ଜାମ ଜିଲା ଭଞ୍ଜନଗର ବଡ଼କେଦଣ୍ଡା ଛକରେ ଥିବା ଏକ ଜଳଖିଆ ଦୋକାନ ଉପରକୁ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ ଦୋକାନର କର୍ମଚାରୀ ଆହତ ହୋଇଛନ୍ତି। ତାଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।…
Read More...

ଆମ୍ବୁଲାନ୍ସରେ ପ୍ରସବ କଲେ ମହିଳା

ନୟାଗଡ଼ : ନୟାଗଡ଼ କନଡ଼ି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁକୁ ଆମ୍ବୁଲାନ୍ସ ନଯାଇପାରିବାରୁ ଜଣେ ପ୍ରସୂତିଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସକୁ ଅଣାଯାଇଥିଲା। ଫଳରେ ବିଳମ୍ବ ହେବା କାରଣରୁ ଆମ୍ବୁଲାନ୍ସରେ…
Read More...

ପୋଲ ତଳକୁ ଖସିଲା ଟ୍ରକ

ବଣାଇ : ବଣାଇ ଉପଖଣ୍ଡ ଲହୁଣିପଡ଼ା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥରେ ଶୁକ୍ରବାର ସକାଳ ସମୟରେ ଏକ ଟ୍ରକ ପୋଲ ତଳକୁ ଖସି ପଡ଼ଛି।  କଲେଇପୋଷ ପଟୁ ବାରକୋଟ ଅଭିମୁଖେ ଯାଉଥିବା ଟ୍ରକଟି ଭାରସାମ୍ୟ ହରାଇ ମତୁଆଲ ପୋଲ ବାଡ଼ା…
Read More...

ବଟର ଚିକେନ ବର୍ଗର

ଆବଶ୍ୟକ ସାମଗ୍ରୀ ବର୍ଗର ପାଉଁରୁଟି – ୨ଟି ଚିକେନ - ୨କପ ଚିଜ - ଆବଶ୍ୟକ ପରିମାଣରେ ଗୋଲ ଆକୃତିର କଟା ପିଆଜ – ୧ଟି ମିଓନିଜ – ୧ଚାମଚ ଟମାଟୋ ସସ – ୧ ଚାମଚ ରସୁଣ ବଟା – ୧ଚାମଚ ବଟର – ୧ ଚାମଚ ପିଆଜ ବଟା –…
Read More...

ଭୋଜି ଖାଇ ନବଦମ୍ପତ୍ତି ସହ ୩୦ ଅସୁସ୍ଥ

ବାଲେଶ୍ୱର : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ବିବାହ ଭୋଜି ଖାଇ ବର କନ୍ୟାଙ୍କ ସମେତ ୩୦ ଜଣ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ସମସ୍ତ ଅସୁସ୍ଥ ମାନଙ୍କୁ ଜଳେଶ୍ୱର ମେଡ଼ିକାଲରେ ଭିର୍ତ୍ତି କରାଯାଇଛି। ବିଷାକ୍ତ ଖାଦ୍ୟ…
Read More...

ଜଳିଗଲା ଲିଚି ଓ ବିସ୍କୁଟ ବୋଝେଇ ଗାଡ଼ି

ଭଦ୍ରକ : ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗ ନିକଟରେ ଗୁରୁବାର ଲିଚି ଓ ବିସ୍କୁଟ ବୋଝେଇ ହୋଇଥିବା ଏକ ଟାଟା ଏସି ଗାଡ଼ିରେ ନିଆଁ ଲାଗିଯାଇଛି। ରାସ୍ତାରେ ଯାଉଥିବା ସମୟରେ ହଠାତ ଏହି ଗାଡ଼ି ବ୍ୟାଟେରୀରୁ ନିଆଁ…
Read More...

ପାଳଙ୍ଗ ରାଇତା

ଆବଶ୍ୟକ ସାମଗ୍ରୀ ଦହି – ୪୦୦ ଗ୍ରାମ ପାଳଙ୍ଗ ଶାଗ – ୨୦୦ ଗ୍ରାମ ଜିରା ଗୁଣ୍ଡ – ୧ ଚାମଚ କଟା କଞ୍ଚା ଲଙ୍କା – ୨ଟି ଲୁଣ – ସ୍ୱାଦନୁଯାୟୀ କଳା ଲୁଣ - ଅଳ୍ପ ପ୍ରସ୍ତୁତି ପ୍ରଣାଳୀ - ପାଳଙ୍ଗ ଶାଗକୁ ଭଲ ଭାବେ…
Read More...

ବିବାହର ପ୍ରଥମ ଦେଖା ପାଇଁ ରାଶି ଅନୁଯାୟୀ ଜାଣନ୍ତୁ ବାର ଓ ଏହାର ପ୍ରସ୍ତୁତି

ବିବାହ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଓ ନିଷ୍ପତ୍ତି। ନିଜର ଜୀବନସାଥିକୁ ବାଛିବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଆସନ୍ତୁ ଜାଣିବା ରାଶି ଅନୁଯାୟୀ, ବିବାହ ପାଇଁ ପ୍ରଥମ ଦେଖା କେଉଁ ବାର ଓ…
Read More...

ଫଳ କିଣିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଖରାଦିନରେ ବିଭିନ୍ନ ଫଳ ମଧ୍ୟରେ ଆମ୍ବ ଓ ତରଭୂଜ ପ୍ରଚୁର ପରିମାଣରେ ମିଳିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟକ। ତେଣୁ ଲୋକେ ବହୁ ମାତ୍ରାରେ ଏହି ଦୁଇଟି ଫଳ କିଣିଥାଆନ୍ତି। ମାତ୍ର ସଭିଏଁ ଧ୍ୟାନ ଦେଇନଥାଆନ୍ତି…
Read More...

ମନ ମୋହିଥାଏ ଏଠାକାର ପ୍ରାକୃତିକ ସୁନ୍ଦରତା

ମେ ଓ ଜୁନ ଖରାଦିନିଆ ଛୁଟି ସମୟ ହୋଇଥିବାରୁ ବହୁ ଲୋକେ ଏହି ଦିନରେ ଭ୍ରମଣର ଯୋଜନା କରିଥାଆନ୍ତି। ଖରାଦିନରେ ଭ୍ରମଣ ପାଇଁ କିଛି ସ୍ୱତନ୍ତ୍ର ସ୍ଥାନ ରହିଛି, ଯେଉଁଠାକୁ ବୁଲିବାକୁ ଗଲେ ଆମେ ଖରାର ପ୍ରକୋପ ଠାରୁ ରକ୍ଷା…
Read More...

ଜାଣନ୍ତୁ ବୃହସ୍ପତିଙ୍କ କୁପ୍ରଭାବରେ ସୃଷ୍ଟି ହେଉଥିବା ସମସ୍ୟା ଓ କିପରି କରିବେ ପୂଜାର୍ଚ୍ଚନା

ନବଗ୍ରହଙ୍କ ମଧ୍ୟରେ ବୃହସ୍ପତିଙ୍କୁ ଗୁରୁ ଗ୍ରହ ବୋଲି କୁହାଯାଏ। ହଳଦିଆ ରଙ୍ଗ, ସ୍ୱର୍ଣ୍ଣ, ଆଇନ, ଧର୍ମ, ଜ୍ଞାନ, ମନ୍ତ୍ର, ଶରୀରର ପାଚନ ତନ୍ତ୍ର, ମୋଟାପଣ, ଆୟୁ ଆଦିକୁ ବୃହସ୍ପତି ନିୟନ୍ତ୍ରିତ କରିଥାଆନ୍ତି ବୋଲି…
Read More...

କାଠ ବୋଝେଇ ପିକଅପ ଭ୍ୟାନ ଜବତ

ଗଞ୍ଜାମ : ଗଞ୍ଜାମ ଜିଲା ପୋଲସରା ଥାନା ବେଲଗାଁ ଅଞ୍ଚଳରେ ଗୁରୁବାର ବନ ବିଭାଗ ପକ୍ଷରୁ ବିଭିନ୍ନ ଗାଡ଼ିକୁ ଯାଞ୍ଚ ହେଉଥିବା ସମୟରେ କାଠ ବୋଝେଇ ଏକ ପିକଅପ ଭ୍ୟାନକୁ ଜବତ କରିଛି। ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖାଯାଇଥିବା…
Read More...

ବଳଦ ସହ ଧକ୍କା ହୋଇ ବାଇକ ଆରୋହୀ ଗୁରୁତର

ବୌଦ୍ଧ : ବୌଦ୍ଧ ଜିଲା ବାଉଁଶୁଣି ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ସ୍ଥିତ ସିଙ୍ଗାରି ଢାବା ନିକଟରେ ଏକ ବଳଦ ସହ ପିଟି ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ବୁଧବାର ଅପରାହ୍ନରେ ବ୍ୟକ୍ତି ଜଣକ ବାଇକରେ ବୌଦ୍ଧକୁ…
Read More...

ମୁହଁ ପାଇଁ କିଛି ଆବଶ୍ୟକୀୟ ଟିପ୍ସ

ବହୁ ପ୍ରାକୃତିକ ଉପାୟ ରହିଛି, ଯାହାକୁ ବ୍ୟବହାର କରିବା ଦ୍ୱାରା ଆମ ମୁହଁ ପାଇଁ ଖୁବ ହିତକାରକ ହୋଇଥାଏ। ବ୍ୟସ୍ତ ବହୁଳ ଜୀବନ ଯୋଗୁଁ ଆମେ ନିଜ ମୁହଁର ଠିକ ଭାବେ ଯତ୍ନ ନେଇପାରୁ ନାହିଁ। ଫଳରେ ତ୍ୱଚା ଫିକା ପଡ଼ିଯାଏ। ଏହା…
Read More...

ଷ୍ଟଫଡ଼ କୁକୁମ୍ବର

ଆବଶ୍ୟକ ସାମଗ୍ରୀ କାକୁଡ଼ି – ୪ଟି ପନିର - ଆବଶ୍ୟକ ପରିମାଣରେ ଟମାଟୋ -୨ଟି ତୁଳସୀ ପତ୍ର - ଅଳ୍ପ ଗୋଲମରିଚ ଗୁଣ୍ଡ - ଅଳ୍ପ ଲୁଣ - ଆବଶ୍ୟକ ପରିମାଣରେ ଦହି - ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ -…
Read More...

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲା ରସାଳପୁର ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ଭଉଣୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ, ଦୁଇ ଭଉଣୀ ପୋଖରୀକୁ ଗାଧୋଇବାକୁ ବୁଡ଼ି ଯାଇଥିଲେ।…
Read More...

ପୁରୀରୁ ଯାତାୟତ ସମସ୍ତ ଟ୍ରେନ ଚଳାଚଳ ସ୍ୱଭାବିକ

ପୁରୀ : ପୂର୍ବ ଘୋଷଣା ଅନୁଯାୟୀ ପୁରୀରୁ ଯାତାୟତ ସମସ୍ତ ଟ୍ରେନ ଚଳାଚଳକୁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସ୍ୱଭାବିକ କରାଯାଇଛି। ସମସ୍ତ ଏକ୍ସପ୍ରେସ, ମେମୁ, ପାସେଞ୍ଜର ଟ୍ରେନ ଚଳାଚଳ ସୋମବାର ସ୍ୱଭାବିକ ହୋଇଛି।…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଖୋର୍ଦ୍ଧା : ଖୋର୍ଦ୍ଧାର ବାଣପୁରରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଏକ ଅଟୋ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟମାନେ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଖୋର୍ଦ୍ଧା…
Read More...

ବିଦ୍ୟୁତ ପାଇଁ ରାସ୍ତାରୋକ

ଜଗତସିଂହପୁର : ବାତ୍ୟା ‘ଫନି’କୁ ୧୧ ଦିନ ବିତିଯାଇଥିଲେ ମଧ୍ୟ ଜଗତସିଂହପୁର ଜିଲାର କନ୍ଦରପୁରକୁ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ। ଏହାର ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି।…
Read More...

ବେଆଇନ ଔଷଧ ଜବତ

ସମ୍ବଲପୁର : ସମ୍ବଲପୁର ଓ ସୁନ୍ଦରଗଡ ପୁଲିସର ମିଳିତ ଚଢାଉରେ ବିପୁଳ ପରିମାଣରେ ବେଆଇନ ଔଷଧ ଜବତ ହୋଇଛି। ବେଆଇନ ଔଷଧ କାରବାର ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଚଢଉ ସମୟରେ ସେଠାରୁ ବେଆଇନ ଔଷଧ ସହ ଅନେକ…
Read More...

‘ଫନି’ କ୍ଷୟକ୍ଷତି ଆକଳନ ପାଇଁ ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମର ବୈଠକ

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫନି’ କ୍ଷୟକ୍ଷତିର ଆକଳନ ପାଇଁ ସୋମବାର ଠାରୁ କେନ୍ଦ୍ରୀୟ ଟିମ ସମୀକ୍ଷା ଆରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ୧୧ ଜଣିଆ…
Read More...

ରିଲିଫ ବଣ୍ଟନରେ ଅନିୟମିତତା ଅଭିଯୋଗରେ ରାସ୍ତାରୋକ

କଟକ : କଟକ ଜିଲା ତିଗିରିଆ ବ୍ଲକ ବିନ୍ଧାଣିମା ଗ୍ରାମର ‘ଫନି’ରେ ପ୍ରଭାବିତ ଲୋକଙ୍କୁ ବଣ୍ଟା ଯାଉଥିବା ରିଲିଫରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି।…
Read More...

ଲିଚୁ କୋଳିର ଉପକାରିତା

ବିଭିନ୍ନ ପ୍ରକାରର ଫଳ ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାର ହୋଇଥାଏ। ଫଳରେ ବହୁ ଭିଟାମିନ, ମିନେରାଲ୍ସ ଓ ବହୁ ପୋଷକ ତତ୍ତ୍ୱ ରହିଛି। ଯାହା ଶରୀର ପାଇଁ ଖୁବ ଆବଶ୍ୟକ। ବର୍ତ୍ତମାନ ସମୟରେ ବଜାରରେ ଲିଚୁ କୋଳି…
Read More...

ସଂଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା ଅଭିଯୋଗ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଲୁତୁରପଙ୍କ ବାବୁପାଲିରେ ରବିବାର ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାରୁ…
Read More...

ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା , ୬ଟି ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ବର୍ଷା ଓ ବଜ୍ରପାତ କାରଣରୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରବିବାର ୬ଟି ଜିଲା ପାଇଁ ସତର୍କ ସୂଚନା ଜାରି କରିଛି। ଏହି ଜିଲା ଗୁଡ଼ିକ ହେଉଛି- କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା,…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ରାଉରକେଲା : ରାଉରକେଲା ବନ୍ଧମୁଣ୍ଡାଇ ସେକ୍ଟର-ଇରେ ଥିବା ରେଲୱେ କଲୋନୀରେ ରବିବାର ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ରେଲୱେ କଲୋନୀରେ ରହୁଥିବା ଜଣେ ମହିଳା ସବୁଦିନ ଭଳି…
Read More...

ଅଗ୍ନିକାଣ୍ଡରେ ପାଞ୍ଚ ବଖରା ଭସ୍ମୀଭୂତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଗଞ୍ଜାମ : ଗଞ୍ଜାମ ଜିଲା ଭଞ୍ଜନଗର ଜଗନ୍ନାଥପ୍ରସାଦ ବ୍ଲକ ଗାୟଗଣ୍ଡାରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ତିନୋଟି ପରିବାରର ପ୍ରାୟ ପାଞ୍ଚ ବଖରା ଘର ଭସ୍ମ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ…
Read More...

ସର୍ବସଂହା ଜନନୀ ତୁମକୁ ଧନ୍ୟବାଦ

ବହୁବାର ଆପଣ ଲୋକଙ୍କ କହିଥିବାର ଶୁଣିଥିବେ ଭଗବାନ ଆମର ଯତ୍ନ ନେବା ପାଇଁ ସବୁ ସମୟରେ ଓ ସମସ୍ତ ସ୍ଥାନରେ ପହଞ୍ଚି ପାରିନଥାଆନ୍ତି, ତେଣୁ ସେ ମାଆଙ୍କୁ ସୃଷ୍ଟି କରିଛନ୍ତି। ମାଆଙ୍କ ପ୍ରତି ସମ୍ମାନ ଓ ଭଲପାଇବା ପ୍ରକାଶ…
Read More...

ଦରମା ଦାବିରେ ଆନ୍ଦୋଳନ

ଭଞ୍ଜନଗର : ଭଞ୍ଜନଗର ଓଏସଆରଟିସିର ଠିକା କର୍ମଚାରୀମାନେ ଦରମା ଦାବିରେ କାର୍ଯ୍ୟାଳୟ ସମ୍ମୁଖରେ ରବିବାର ଆନ୍ଦୋଳନ କରିଛନ୍ତି। ୭ମାସର ବକେୟା ଦରମା ନମିଳିବାରୁ ସେମାନେ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ ଡ଼ାକରା ଦେଇଥିବା…
Read More...

ବିଜୁଳି ପାଇଁ ରାସ୍ତାରୋକ

ଭୁବନେଶ୍ୱର / କଟକ : ବାତ୍ୟା ‘ଫନି’କୁ ୧୦ ଦିନ ବିତିଯାଇଥିଲେ ଏପର୍ଯ୍ୟନ୍ତ ରାଜଧାନୀରେ ବିଦ୍ୟୁତ ସମସ୍ୟା ଦୂର ହୋଇନାହିଁ। ଭୁବନେଶ୍ୱରର ସାମନ୍ତରାପୁର ନୂଆଗାଁ ପେଟ୍ରୋଲ ପମ୍ପ ସମ୍ମୁଖରେ ରବିବାର ସ୍ଥାନୀୟ ଲୋକେ…
Read More...

ନିର୍ମାଣଧୀନ ସିଆପିଏଫ କ୍ୟାମ୍ପ ଉଡ଼ାଇଲେ ମାଓବାଦୀ

ଭବାନୀପାଟଣା : ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁରରେ ବିସ୍ଫୋରଣ କରି ରବିବାର ନିର୍ମାଣଧୀନ ସିଆପିଏଫ କ୍ୟାମ୍ପକୁ ମାଓବାଦୀ ମାନେ ଉଡ଼ାଇଦେଇଥିବା ଜଣାପଡ଼ିଛି। ଏଥିରେ ସିଆରପିଏଫ କ୍ୟାମ୍ପ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏଥିରେ…
Read More...

ପୃଥକ ସଡ଼କ ଦୁର୍ଘଟଣାରେ ୩ ମୃତ ଜଣେ ଆହତ

ଖୋର୍ଦ୍ଧା / ବୌଦ୍ଧ : ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ରାମେଶ୍ୱର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ…
Read More...

ବିଦ୍ୟୁତ ପାଇଁ ରାସ୍ତାରୋକ

ଜଗତସିଂହପୁର : ସାମୁଦ୍ରିକ ଛଡ଼ ଫନିର ତାଣ୍ଡବକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ସମସ୍ୟା ଦୂର ନହେବାରୁ ଜଗତସିଂହପୁରର ଜନ୍ଦରପୁର-ମାଛଗାଁ ଡ଼ିହସାହିରେ କାଦୁଅପଡ଼ା ଗ୍ରାମବାସୀ ରାସ୍ତାରୋକ କରିଥିବା ଜଣାପଡ଼ିଛି।…
Read More...

ଗଛ ପାଇଁ ଭାଇକୁ ହତ୍ୟା କଲା ଭାଇ

କେନ୍ଦଝର : କେନ୍ଦୁଝର ଜିଲା ଆନନ୍ଦପୁର ମହୁଲହିଡ଼ା ଗାଁ ମାରାଣ୍ଡି ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ମହୁଲ ଗଛ ପାଇଁ ବଡ଼ଭାଇକୁ ସାନଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ, ମହୁଲ ଗଛ ନେବା ପାଇଁ ବଡ଼ଭାଇ…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

କେନ୍ଦୁଝର : କେନ୍ଦୁଝର ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥ ବରପଦା ଛକ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ଟ୍ରକ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ବୋଲେରୋ…
Read More...

ମକା ଟୋଷ୍ଟ

ଆବଶ୍ୟକ ସାମଗ୍ରୀ ସିଝା ମକା - ଆବଶ୍ୟକ ପରିମାଣରେ ପାଉଁରୁଟି – ୮ଟି କ୍ଷୀର – ୧କପ ଚିଜ – ୧୦୦ ଗ୍ରାମ କଟା ପିଆଜ – ୨ଟି ବଟର – ୧୦୦ ଗ୍ରାମ ଦହି – ୧କପରୁ ସାମାନ୍ୟ କମ କଟା ଅଦା - ଅଳ୍ପ କଟା କଞ୍ଚା ଲଙ୍କା –…
Read More...

ପୂଜାପାଠ ଓ ମନ୍ତ୍ର ଜପ ସମୟରେ ଜାଣନ୍ତୁ କେଉଁ ଆସନର ପ୍ରୟୋଗ କରିବା ଉଚିତ ଓ ଅନୁଚିତ

ଧାର୍ମିକ କାର୍ଯ୍ୟ ପୂଜାପାଠ, ଯଜ୍ଞ, ପ୍ରାର୍ଥନା ଆଦି କରିବା ସମୟରେ ଆସନର ପ୍ରୟୋଗ କରାଯାଇଥାଏ। ପୂଜାପାଠ ମନ୍ଦିରରେ ହେଉ ଅଥବା ଗୃହରେ ବସିବା ଅବସ୍ଥାରେ ପୂଜା କରିବା ସମୟରେ ଆମକୁ ଆସନର ବ୍ୟବହାର କରିବାକୁ ପଡ଼େ।…
Read More...

ଖରାଦିନରେ ମୁହଁକୁ ସୁନ୍ଦର କରିବା ପାଇଁ କିଛି ସହଜ ଉପାୟ

ଖରାଦିନରେ ତ୍ୱଚାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଘରୁ ବାହାରକୁ ଯିବା ପୂର୍ବରୁ ସନକ୍ରିମର ବ୍ୟବହାର କରିବା ନିତ୍ୟାନ୍ତ ଆବଶ୍ୟକ। ବହୁ ଲୋକଙ୍କ ଚର୍ମ ଖୁବ ସମ୍ବେଦନଶୀଳ(ସେନସିଟିଭ)ଥାଏ। ସେମାନଙ୍କ ଉପରେ ସୂର୍ଯ୍ୟଙ୍କ…
Read More...

ଜାଣନ୍ତୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭାତର ଆବଶ୍ୟକତା

ଭାତ ବିଶେଷ କରି ବିଭିନ୍ନ ସ୍ଥାନର ମୁଖ୍ୟ ଖାଦ୍ୟ ଅଟେ। ବହୁ ଲୋକଙ୍କ ଏପରି ଧାରଣା ଯେ ଭାତ ନଖାଇଲେ ପେଟ ଭର୍ତ୍ତି ହୋଇନଥାଏ। ସେହିପରି ବହୁ ଲୋକଙ୍କ ଏପରି ମଧ୍ୟ ଧାରଣା ଯେ, ଭାତ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ପାଇଥାଏ।…
Read More...

ଆଇସକ୍ରିମ ପକୋଡ଼ା

ଆବଶ୍ୟକ ସାମଗ୍ରୀ କଣ୍ଣଫ୍ଲୋର – ୨କପ ତେଲ - ଆବଶ୍ୟକ ଅନୁଯାୟୀ ମଇଦା – ୩ ଚାମଚ ଚେରି - ଅଳ୍ପ ଭାନିଲା ଆଇସକ୍ରିମ – ୨କପ ଚକୋଲେଟ ସିରଫ - ୩ ଚାମଚ ଆଇସକ୍ରିମ ସ୍କୁପ - ଆବଶ୍ୟକ ପରିମାଣରେ ପ୍ରସ୍ତୁତି…
Read More...

ସୁଆଦିଆ ଲସୀ

ଆବଶ୍ୟକ ସାମଗ୍ରୀ ଦହି – ୨କପ ଚିନି – ୧ କପରୁ ସାମାନ୍ୟ କମ ଗୁଜୁରାତି ଗୁଣ୍ଡ – ୧ ଚାମଚରୁ କମ କ୍ରିମ – ୩ ଚାମଚ ବରଫ ଖଣ୍ଡ – ୩ଟି ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଦହି, ଚିନି, କ୍ରିମକୁ ଭଲ ଭାବେ ପେଷି…
Read More...

ମଧୁମେହ ଓ ରକ୍ତଚାପ ରୋଗୀଙ୍କ ପାଇଁ ଖରାଦିନିଆ ଆବଶ୍ୟକୀୟ ଟିପ୍ସ

ଖରାଦିନରେ ସାଧାରଣତଃ ଶରୀରରେ ଜଳୀୟଅଂଶ କମିଯାଏ। ତେଣୁ ଏହି ଦିନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ବିଶେଷ କରି ମଧୁମେହ ଓ ରକ୍ତଚାପ ରୋଗୀଙ୍କୁ ନିଜର ଅଧିକ ଯତ୍ନ ନେବା…
Read More...

ଜାଣନ୍ତୁ, ଧାର୍ମିକ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଶଙ୍ଖ ବଜାଇବାର କାରଣ

ପୂଜାପାଠ, ଉତ୍ସବ, ଯଜ୍ଞ, ବିବାହ ଭଳି ବିଭିନ୍ନ ଶୁଭକାର୍ଯ୍ୟରେ ଶଙ୍ଖ ବଜାଇବା ଅତ୍ୟନ୍ତ ଶୁଭ ଓ ଆବଶ୍ୟକ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। କାରଣ ଏହାକୁ ବିଜୟ, ସମୃଦ୍ଧି, ଯଶ ଓ ଶୁଭତ୍ୱର ପ୍ରତୀକ ବୋଲି କୁହାଯାଏ।…
Read More...

ଆହୁରି ଦୁଇ ଦିନ ହେବ ପ୍ରବଳ ଖରା ସହ ଗୁଳିଗୁଳି

ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହ କାରଣରୁ ପ୍ରବଳ ଖରା ସହ ଗୁଳୁଗୁଳି ଲୋକଙ୍କୁ ଖୁବ ଅସ୍ତବ୍ୟସ୍ତ କରିଦେଉଛି। ଆହୁରି ଦୁଇଦିନ ଏଭଳି ହିଟ ୱେଭ୍‍ ଲାଗି ରହିବା ସହ ପଶ୍ଚିମ ଓଡ଼ିଶାରେ ଖରାର ପ୍ରକୋପ ଅଧିକ ରହିବ ବୋଲି…
Read More...

ଆପଣଙ୍କୁ ଆଇସକ୍ରିମ ପସନ୍ଦ କି? ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ ଏହାର ଉପକାରିତା

ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍ମ  ସଭିଁଙ୍କର ପ୍ରଥମ ପସନ୍ଦ ଆଇସକ୍ରିମ। ମାତ୍ର ଖରାଦିନରେ ଏହାର ଚାହିଦା ଖୁବ ଅଧିକ। କିନ୍ତୁ ଆଇସକ୍ରିମ ଖାଇଲେ ଥଣ୍ଡା ହେବାର ଭୟ ରହିଲେ ମଧ୍ୟ ଏହା ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ…
Read More...

ରାମପୁର ମଟନ କୋରମା

ଆବଶ୍ୟକ ସାମଗ୍ରୀ ମଟନ - ୫୦୦ ଗ୍ରାମ ଗୋଟା ମସଲା - ଲବଙ୍ଗ – ୭ ରୁ ୮ଟି ବଡ଼ ଅଳେଇଚ – ୩ଟି ଛୋଟ ଅଳେଇଚ – ୩ଟି ଜାଇତ୍ରି ଫଳ - ଅଳ୍ପ ଡ଼ାଲଚିନି – ୨ଟି ତେଜପତ୍ର – ୪ଟି ଘିଅ - ୧କପ ଦହି – ୧କପ କାଜୁ – ୫୦…
Read More...

ପାଣି ଓ ବିଦ୍ୟୁତ ଯୋଗାଣରେ ବିଳମ୍ବ ହେବା ପ୍ରତିବାଦରେ ରାସ୍ତାରୋକ

ଭୁବନେଶ୍ୱର : ପାଣି ଓ ବିଦ୍ୟୁତ ଯୋଗାଣରେ ବିଳମ୍ବ ହେବା ପ୍ରତିବାଦରେ ଭୁବନେଶ୍ୱର ଗ୍ୟାରେଜ ଛକରେ ସ୍ଥାନୀୟ ବାସିନ୍ଦା ଶୁକ୍ରବାର ରାସ୍ତାରୋକ କରିଛନ୍ତି। ବାତ୍ୟା ପ୍ରଭାବରେ ଲୋକଙ୍କ ଧନସମ୍ପତ୍ତି ଓ ଘରଦ୍ୱାର ବିପୁଳ…
Read More...

ପରିକ୍ରମାର ମହତ୍ତ୍ୱ ଓ ନିୟମ

ମନ୍ଦିରରେ ହେଉ ଅଥବା ଗୃହରେ ପୂଜାପାଠ କରିବା ସମୟରେ ଭଗବାନଙ୍କୁ ଧ୍ୟାନରେ କରି ପରିକ୍ରମା କରିବା ଉଚିତ। ପରିକ୍ରମା ହେଉଛି ଯେକୌଣସି ଦେବାଦେବୀଙ୍କ ପୂଜାର ଏକ ଗରୁତ୍ୱପୂର୍ଣ୍ଣ ଅଙ୍ଗ। ପରିକ୍ରମା କରିବା ଦ୍ୱାରା ଅକ୍ଷୟ…
Read More...

ଖରାଦିନରେ ପ୍ରସ୍ତୁତ କରନ୍ତୁ ଏହି ପାନୀୟ, ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ

ଖରାଦିନରେ କେବଳ ଥଣ୍ଡା ଜାତୀୟ ପାନୀୟ ପିଇଲେ ଖୁବ ଶାନ୍ତି ଅନୁଭୂତ ହୋଇଥାଏ। ମାତ୍ର ଘରୋଇ ଉପାୟରେ ଏକ ଏପରି ସ୍ୱାଦିଷ୍ଟ ଥଣ୍ଡା ପାନୀୟ ରହିଛି, ଯାହାକୁ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହେବା ସହ ଆପଣ…
Read More...

ଜାଣନ୍ତୁ ଶ୍ରୀଫଳର ଉତ୍ପତ୍ତି ଓ ଏହାର ମହତ୍ତ୍ୱ

ହିନ୍ଦୁଧର୍ମରେ ନଡ଼ିଆର ବହୁ ମହତ୍ତ୍ୱ ରହିଛି। ନଡ଼ିଆ ବିନା କୌଣସି ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହୋଇନଥାଏ। ଶାସ୍ତ୍ରରେ ମଧ୍ୟ ନଡ଼ିଆକୁ ବେଶ ପବିତ୍ର ବୋଲି କୁହାଯାଏ। ଏହାର ଏକ ଅନ୍ୟ ନାମ ଶ୍ରୀ ଫଳ। ନଡ଼ିଆର ଉତ୍ପତ୍ତି…
Read More...

ଏହି ପ୍ରଣାଳୀରେ ଖାଆନ୍ତୁ ଅଣ୍ଡା ମିଳିବ ଅନେକ ଲାଭ

ଉତ୍ତମସ୍ୱାସ୍ଥ୍ୟ ସଭିଁଙ୍କୁ ବେଶ ପସନ୍ଦ। ମାତ୍ର ଉତ୍ତମସ୍ୱାସ୍ଥ୍ୟ ପାଇଁ କେତେକ ଟିପ୍ସ ଆବଶ୍ୟକ। ସୁସ୍ଥ ଶରୀର ପାଇଁ ପୁଷ୍ଟିକର ଖାଦ୍ୟ ନିତ୍ୟାନ୍ତ ଜରୁରୀ। ପୁଷ୍ଟିକର ଖାଦ୍ୟ ପାଇଁ ଆମକୁ ବିଭିନ୍ନ ପ୍ରକାର ଖାଦ୍ୟ…
Read More...

ଆମ୍ବରସ ଆଳୁ

ଆବଶ୍ୟକ ସାମଗ୍ରୀ ଛୋଟ ସିଝା ଆଳୁ – ୫୦୦ ଗ୍ରାମ ଆମ୍ବ ରସ – ୨୫୦ ଗ୍ରାମ ହେଙ୍ଗୁ - ଅଳ୍ପ ରସୁଣ ବଟା – ୨ ଚାମଚ ଲଙ୍କା ଗୁଣ୍ଡ – ୧ ଚାମଚ ଅଦା ବଟା – ୧ ଚାମଚ ଜିରା - ଅଳ୍ପ କଟା ପିଆଜ – ୧ଟି ହଳଦୀ ଗୁଣ୍ଡ -…
Read More...

ପାନୀୟ ଜଳ ଓ ରିଲିଫ ଦାବିରେ ରାସ୍ତାରୋକ

ଜଗତସିଂହପୁର : ବାତ୍ୟା ‘ଫନି’କୁ ୪ ଦିନ ହେବା ପରେ ମଧ୍ୟ ରିଲିଫ ଓ ପିଇବା ପାଣି ନମିଳିବାରୁ ଜଗତସିଂହପୁର ଜିଲ୍ଲା ଧନୀପୁର ଗ୍ରାମର ବାସିନ୍ଦାମାନେ ମଙ୍ଗଳବାର ନିଜର ଦାବି ଜଣାଇ ରାସ୍ତାରୋକ କରିଛନ୍ତି। ସୂଚନା ଯୋଗ୍ୟ,…
Read More...

ଫନି ପ୍ରଭାବ ପାଇଁ ରେଳସେବା ବାଧାପ୍ରାପ୍ତ ; ୭ଟି ଟ୍ରେନ ବାତିଲ

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ଫନି ପାଇଁ ଜନଜୀବନ ଖୁବ ପ୍ରଭାବିତ ହେଉଛି। ବାତ୍ୟା ପ୍ରଭାବରେ ରେଳସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। କ୍ଷୟକ୍ଷତି କାରଣରୁ ପୂର୍ବରୁ ଟ୍ରେନ ବାତିଲ କରାଯାଇଥିବା ବେଳେ ମଙ୍ଗଳବାର ପୁଣି…
Read More...

ସଡ଼କ ଦୁର୍ଘଟଣାରେ ୨ ମୃତ

ସମ୍ବଲପୁର : ଯୁଜୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଅପରାହ୍ନ ସମୟରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ସମ୍ପର୍କରେ ବାପଝିଅ ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ, ବ୍ୟକ୍ତି…
Read More...

ଓଜନ ହ୍ରାସ ପାଇଁ ଖାଆନ୍ତୁ ବେସନ

ବର୍ତ୍ତମାନ ସମୟରେ ବ୍ୟକ୍ତି ନିଜର ବୃଦ୍ଧି ପାଉଥିବା ଓଜନକୁ ନିୟନ୍ତ୍ରିତ କରିବା ପାଇଁ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଦେଉଛନ୍ତି। ବହୁ ସମୟରେ ଏପରି ମଧ୍ୟ ଦେଖାଯାଏ, କେତେକ ଲୋକେ ଓଜନ ହ୍ରାସ ପାଇଁ ସୁସ୍ୱାଦୁ ,…
Read More...

ଅକ୍ଷୟ ତୃତୀୟାରେ ଗୃହକୁ ଆଣନ୍ତୁ ଏହି ଦ୍ରବ୍ୟ ମିଳେ ଶୁଭଫଳ

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନଟି ଖୁବ ଶୁଭ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ଦିନଟିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ଏହି…
Read More...

ପନୀର ଖିରୀ

ଆବଶ୍ୟକ ସାମଗ୍ରୀ ପନରୀ – ୧୦୦ ଗ୍ରାମ ଖିର – ୧ଲିଟର ଚିନି – ୨୦୦ ଗ୍ରାମ କଷ୍ଟଡ଼ ପାଉଡ଼ର – ୧ ଚାମଚ ବାଦାମ – ଆବଶ୍ୟକ ପରିମାଣରେ ପିସ୍ତା - ଅଳ୍ପ କେସର - ଅଳ୍ପ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ପନୀରକୁ କୋରି…
Read More...

‘ଫନି’ ପୀଡ଼ିତଙ୍କ ପାଇଁ ସହାୟତା ରାଶି ପ୍ରଦାନ କଲେ ଦୂତି ଚାନ୍ଦ

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫନି’ ପୀଡ଼ିତଙ୍କ ପାଇଁ ଦୌଡ଼ରାଣୀ ଦୂତି ଚାନ୍ଦ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ଜଣାପଡ଼ିଛି। ଦୂତି ଟଙ୍କା ସହାୟତା କରିବା ପରେ ନିଜ…
Read More...

ଏଟିଏମରୁ ଲୁଟ ଉଦ୍ୟମ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ବଜାରରେ ଥିବା ଏଟିଏମରୁ ସୋମବାର ବିଳମ୍ବିତ ରାତିରେ ଲୁଟ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ, ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ…
Read More...

ଭାରତ-ଫ୍ରାନ୍ସ ମଧ୍ୟରେ ମିଳିତ ନୌ ସମରାଭ୍ୟାସ ଆରମ୍ଭ

ପାଣାଜୀ : ଭାରତ ଓ ଫ୍ରାନ୍ସ ମଧ୍ୟରେ ମିଳିତ ନୌ ସମରାଭ୍ୟାସ  ‘ଭରୁନା’ ଗୋଆ ତଟୀୟ ଆରବସାଗରରେ ଗୁରୁବାର ଆରମ୍ଭ ହୋଇଛି। ଭାରତୀୟ ଓ ଫ୍ରାନ୍ସ ନୌସେନାର ଏହି ମିଳିତ ସମରଭ୍ୟାସ ମେ ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ।…
Read More...

ଜିପ୍‍ ଓଲଟି ୫ ମୃତ, ୫ ଆହତ

ମାଣ୍ଡି : ହିମାଳଚ ପ୍ରଦେଶର ମାଣ୍ଡି ଜିଲାସ୍ଥିତ ପଧାର ଅଞ୍ଚଳରେ ଗୁରୁବାର ସକାଳ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ଜିପ ଓଲଟି ପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର…
Read More...

ଆପଣଙ୍କୁ ମାଛମୁଣ୍ଡ ଖାଇବା ପସନ୍ଦ କି ? ଜାଣନ୍ତୁ ଏହାର ଲାଭ

ବହୁ ଲୋକେ ମାଛ ଖାଇବାକୁ ଖୁବ ପସନ୍ଦ କରିଥାଆନ୍ତି। କିଛି ଲୋକେ ସ୍ୱାଦ ତ କିଛି ଲୋକେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହାକୁ ଖାଇ ଥାଆନ୍ତି। ମାଛ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ମାତ୍ର ମାଛ ମୁଣ୍ଡ ଖାଇଲେ ଏହାର…
Read More...

ଏହି ଉପାୟରେ କରନ୍ତୁ ପିଆଜର ବ୍ୟବହାର ମିଳିଥାଏ ଚତ୍ମକାରୀ ଲାଭ

ପିଆଜକୁ ସାଧାରଣଭାବରେ ଆମେ ବିଭିନ୍ନ ଖାଦ୍ୟରେ ବ୍ୟବହାର କରୁ। ମାତ୍ର ସଭିଏଁ ହୁଏତ ଜାଣିନଥିବେ ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ଆମ ମୁହଁ ଓ ଓଠର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିଥାଏ। ଆସନ୍ତୁ ଜାଣିବା ସୌନ୍ଦର୍ଯ୍ୟ…
Read More...

ବାତ୍ୟା ‘ଫନି’ ପାଇଁ ଭୟଭୀତ ନହେବାକୁ ଟୁଇଟ୍‍ ଯୋଗେ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫନି’ରେ ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‍ କରି କହିଛନ୍ତି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ…
Read More...

ରେଶମୀ ପନୀର

ଆବଶ୍ୟକ ସାମଗ୍ରୀ ପନୀର – ୪୦୦ ଗ୍ରାମ କଟା ପିଆଜ – ୨ଟି କଟା ଟମାଟୋ – ୧ଟି କଟା ସିମଲା ଲଙ୍କା – ୧ଟି ଅଦା ରସୁଣ ବଟା - ଆବଶ୍ୟକ ପରିମାଣରେ ଜିରା - ଅଳ୍ପ ପାଣି - ଆବଶ୍ୟକ ପରିମାଣରେ ଧନିଆ ଗୁଣ୍ଡ - ଅଳ୍ପ…
Read More...

ଶ୍ରୀମନ୍ଦିରରୁ ଉଡ଼ିଗଲା ନୀଳଚକ୍ର ବାନା

ପୁରୀ : ପୁରୀ ଶ୍ରୀମନ୍ଦିର ଉପରୁ ଗୁରୁବାର ୫ ହାତ ଲମ୍ବର ନୀଳଚକ୍ର ବାନା ଉଡ଼ି ଯାଇଥିବା ଜଣାପଡ଼ିଛି। ସାମୁଦ୍ରିକ ଝଡ଼ ‘ଫନି’ରେ ଶ୍ରୀମନ୍ଦିର ନୀଳଚକ୍ର ପ୍ରଭାବିତ ହେବା ଆଶଙ୍କା ଥିବାରୁ ବୁଧବାର ନୀଳଚକ୍ରରେ ୫ ହାତ ଲମ୍ବର…
Read More...

ଏହି ବାସ୍ତୁ ଟିପ୍ସ ଦୂର କରେ ବହୁ ସମସ୍ୟା, ମିଳେ ଶୁଭଫଳ

ଏଭଳି ବହୁବାର ଦେଖାଯାଏ ଯେ, ଗୃହରେ ପରିବାର ସଦସ୍ୟ ଟଙ୍କା ରୋଜଗାର କଲେ ମଧ୍ୟ ଏହା ଅଯଥାରେ ଖର୍ଚ୍ଚ ହେବା ସହ ଆଶାନୁରୂପକ ସଞ୍ଚୟ ହୋଇପାରେ ନାହିଁ। ବହୁ ପରିଶ୍ରମ କରି କାର୍ଯ୍ୟ କଲେ ମଧ୍ୟ ସଫଳତା ମିଳିପାରେ ନାହିଁ। ଯଦି…
Read More...

ରାଜସ୍ଥାନର ରାଜ-କଚୋଡ଼ୀ

ଆବଶ୍ୟକ ସାମଗ୍ରୀ ମଇଦା – ୨୫୦ ଗ୍ରାମ ସିଝା ଆଳୁ – ୨ଟି ସିଝା ବୁଟ – ୩୦୦ ଗ୍ରାମ ବେସନ - ୧୦୦ ଗ୍ରାମ ତେଲ - ଆବଶ୍ୟକ ପରିମାଣରେ ଲୁଣ - ଆବଶ୍ୟକ ଅନୁସାରେ ଗରମ ମସଲା - ଅଳ୍ପ ଦହି – ୫୦୦ ଗ୍ରାମ ତେନ୍ତୁଳି…
Read More...

ମଙ୍ଗଳବାର ବ୍ରତ କରିବାର କାରଣ ଓ ବିଧି

ପ୍ରତ୍ୟେକ ବ୍ୟକ୍ତି ହନୁମାନଙ୍କ ବିଶେଷ କୃପା ପ୍ରାପ୍ତି ପାଇଁ ମଙ୍ଗଳବାର ଓ ଶନିବାରର ବ୍ରତ ରଖିପାରିବେ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ସେହି ବ୍ୟକ୍ତିମାନଙ୍କୁ ମଙ୍ଗଳବାର ବ୍ରତ କରିବା ଉଚିତ, ଯେଉଁମାନଙ୍କ ଜାତକରେ…
Read More...

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆଶୀର୍ବାଦ ଏହି କୋଳି

ଆଲୁବୁଖାରା (ଏକ ପ୍ରକାର କୋଳି) ମଧ୍ୟରେ ସ୍ୱାସ୍ଥ୍ୟ ହିତକାରୀ ଗୁଣ ଭରପୁର ମାତ୍ରାରେ ରହିଛି। ଖରାଦିନରେ ଏହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ବୋଲି କୁହଯାଏ। ଏହା ଶରୀର ପାଇଁ ଯେତେ ଉପକାରୀ ମୁହଁ ପାଇଁ ମଧ୍ୟ…
Read More...

ରାତିରେ ଶୋଇବା ପୂର୍ବରୁ ସ୍ନାନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

ଖରା ଦିନ ଆରମ୍ଭ ହୋଇସାରିଲାଣି। ଏହି ସମୟରେ ସୂର୍ପ୍ୟଙ୍କ କିରଣର ପ୍ରଭାବ ଖୁବ ଅଧିକ ଥାଏ। ଯାହା ଫଳରେ ଆମକୁ ଖୁବ ଗରମ ଅନୁଭବ ହୋଇଥାଏ। ଲୋକେ ସକାଳ ସମୟରେ ସ୍ନାନ କରି ନିଜର କାର୍ଯ୍ୟରେ ବାହାରି ଯାଇଥାଆନ୍ତି। ମାତ୍ର…
Read More...

ପିମ୍ପୁଡ଼ି ସହ ଜଡ଼ିତ କିଛି ଜଣାଅଜଣା କଥା

ବହୁ ସମୟରେ ଆମେ ଘରେ ପିମ୍ପୁଡ଼ି ଦେଖିଥାଉ। ଏହା ପ୍ରତି ମଧ୍ୟ ଆମେ ବିଶେଷ ଧ୍ୟାନ ଦେଇନଥାଉ। ମାତ୍ର ପିମ୍ପୁଡ଼ି ସହ ଜଡ଼ିତ କିଛି କଥା ରହିଛି। ପିମ୍ପୁଡ଼ି କିଛି ସଙ୍କେତ ଦେଇଥାଆନ୍ତି, ଯାହା ଆମେ ଜାଣିନଥାଉ। ଜାଣନ୍ତୁ…
Read More...

ଖଜୁରୀ ମିଲ୍କ ସେକ୍‍

ଆବଶ୍ୟକ ସାମଗ୍ରୀ ଖଜୁରୀ – ୭ ରୁ ୮ଟି ଥଣ୍ଡା ସିଝା ଖୀର – ୧ ଗ୍ଲାସ ଚିନି – ୧ ଚାମଚ ପିସ୍ତା ବାଦାମ – ୩ଟି କାଜୁ – ୨ଟି ଆଇସକ୍ରିମ – ୨ ଚାମଚ ବରଫ ଖଣ୍ଡ – ୨ଟି ପ୍ରସ୍ତୁତି ପ୍ରଣାଳୀ – ଖୀର, ଖଜୁରୀ,…
Read More...

ପ୍ରୋସେସନ ଉପରକୁ ମାଡ଼ିଗଲା ବରଯାତ୍ରୀ ଗାଡ଼ି ; ୨ ମୃତ, ୧ ଆହତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅନ୍ତର୍ଗତ ଲେଖରନପୁର ଗାଁରେ ରବିବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ନାଚ ଗୀତରେ ମସଗୁଲ ଥିବା ବରଯାତ୍ରୀଙ୍କ ଉପରେ ପ୍ରୋସେସନର ଏକ ଗାଡ଼ି  ମାଡ଼ିଯାଇଛି। ଏଥିରେ…
Read More...

ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଦୁଇଜଣ ପୋଲିଂ କର୍ମଚାରୀ ନିଲମ୍ବିତ

ଯାଜପୁର : ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଦୁଇଜଣ ପୋଲିଂ କର୍ମଚାରୀଙ୍କୁ ସୋମବାର ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ଯାଜପୁର ଜିଲା ବିଞ୍ଝାପୁର ୧୯୧ ନମ୍ବର ବୁଥର ପ୍ରିଜାଇଡ଼ିଂ ଅଫିସର ଓ୧୯୬ ନମ୍ବର ବୁଥର ପୋଲିଂ…
Read More...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ,୧ଟା ସୁଦ୍ଧା ୩୫ ପ୍ରତିଶତ ମତଦାନ

ଭୁବନେଶ୍ୱର / ଜଗତସିଂହପୁର / ପୁରୀ : ଚତୁର୍ଥ ତଥା ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ସୋମବାର ଭୋଟ ଗ୍ରହଣ ଚାଲିଛି। ରାଜ୍ୟରେ ୧ଟା ସୁଦ୍ଧା ୩୫ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ…
Read More...

ଇଭିଏମ ଭାଙ୍ଗିଲେ ଗ୍ରାମବାସୀ

ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀରେ ଗ୍ରାମବାସୀମାନେ ସେମାବାର ଇଭିଏମ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ରହଣିଆ ପଞ୍ଚାୟତରେ ୨୭୩ ନମ୍ବର ବୁଥରେ କୌଣସି କାରଣରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ଗ୍ରାମବାସୀ…
Read More...

ଗ୍ରାମବାସୀଙ୍କ ଭୋଟ ବର୍ଜନ

ମୟୂରଭଞ୍ଜ / ଯାଜପୁର : ମୟୂରଭଞ୍ଜ ଜିଲା ବହଳଦା ବ୍ଲକ ଡ଼ୋକଡ଼ିହା ଓ ଯାଜପୁରର ସୁକିନ୍ଦାରେ ମତଦାତା ସୋମବାର ଭୋଟ ବର୍ଜନ କରିଥିବା ଜଣାପଡ଼ିଛି। ମୟୂରଭଞ୍ଜର ବହଳଦା ବ୍ଲକ ଡ଼ୋକଡ଼ିହା ଗ୍ରାମବାସୀଙ୍କୁ ମୌଳିକ ସୁବିଧା ତଥା…
Read More...

ପ୍ରବଳ ଗରମ ଯୋଗୁ ପୋଲିଂ କର୍ମଚାରୀ ଅସୁସ୍ଥ

ଜଗତସିଂହପୁର: ଜଗତସିଂହପୁରରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ପୋଲିଂ କର୍ମଚାରୀ ସୋମବାର ଅସୁସ୍ଥ ହୋଇଛନ୍ତି। ପ୍ରବଳ ଗରମ ଯୋଗୁ କର୍ମଚାରୀମାନେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ପ୍ରବଳ ଖରା କାରଣରୁ…
Read More...

ଇଭିଏମ ଅଚଳ ଯୋଗୁ ମତଦାନ ବିଳମ୍ବ

ଖୁଣ୍ଟା : ଉଦଳାର ୩୧ ନମ୍ବର ନର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପବନ୍ଧୁ ନଗର ବ୍ଲକରେ ସୋମବାର ମତଦାନ ସମୟରେ ଇଭିଏମ ଅଚଳ ହୋଇଥିବା ଜଣାପଡ଼ିଛି। ଏହି କାରଣରୁ ୧୨୨ ନମ୍ବର କୁସୁମିଆରେ ଇଭିଏମ ମେସିନ ବଦଳାଯିବା ସହ ୨ ଘଣ୍ଟା…
Read More...

ଆଳିରେ ବୁଥ ରିଗିଂ; ଜଣେ ବ୍ୟକ୍ତି ଏକାଧିକବାର ଭୋଟ ଦେବାର ଅଭିଯୋଗ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଲୋକସଭା ଅନ୍ତର୍ଗତ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସୋମବାର ବୁଥ ଜବର ଦଖଲର ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଜଣେ ବ୍ୟକ୍ତି ଗୋଟିଏ ନିର୍ଦ୍ଦିଷ୍ଟ ଦଳର ସାଂସଦ ପ୍ରାର୍ଥୀଙ୍କ ପାଇଁ…
Read More...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ୧୧ଟା ସୁଦ୍ଧା ୧୭ ପ୍ରତିଶତ ମତଦାନ

ଭୁବନେଶ୍ୱର / ଭଦ୍ରକ / ପୁରୀ : ଚତୁର୍ଥ ତଥା ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ସୋମବାର ଭୋଟ ଗ୍ରହଣ ଆରମ୍ଭ ହୋଇଛି। ରାଜ୍ୟରେ ସକାଳ ୧୧ଟା ସୁଦ୍ଧା ୧୭ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ…
Read More...

ଇଭିଏମରେ ଯାନ୍ତ୍ରିକ ତ୍ରୁଟି, ବିଭିନ୍ନ ସ୍ଥାନରେ ମତଦାନ ବିଳମ୍ବ

ଦ୍ୱାରଶୁଣି : ଚତୁର୍ଥ ତଥା ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ସୋମବାର ଭୋଟ ଗ୍ରହଣ ଚାଲିଛି। ଶେଷ ପର୍ଯ୍ୟାୟ ମତଦାନ ପାଇଁ ସକାଳୁ ସକାଳୁ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ୬ଟି…
Read More...

‘ଫନି’ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବାତ୍ୟା ଫନି ଘନୀଭୂତ ହୋଇଛି। ଏହା ଚେନ୍ନାଇ ଠାରୁ ପ୍ରାୟ ୧୦୫୦ କିମି ଦୂରରେ ରହିଥିବାର ଜଣାପଡ଼ିଛି। ଫନି ପ୍ରଭାବ ହେତୁ ବିଶେଷ କରି ଦକ୍ଷିଣ ଭାରତର…
Read More...

ଖାତ ଭିତରୁ ମାଆ ଓ ଛୁଆ ହାତୀ ଉଦ୍ଧାର

ସମ୍ବଲପୁର : ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ଯୁଯୁମୁରା ବ୍ଲକର ବସିଆପଡ଼ା ଜଙ୍ଗଲର ଏକ ଖାତରୁ ରବିବାର ଦୁଇ ହାତୀଙ୍କୁ ବନ ବିଭାଗ ଉଦ୍ଧାର କରିଛି। ସୂଚନା ଯୋଗ୍ୟ, ପାଣି ପିଇବାକୁ ଯାଇଥିବା ଛୁଆହାତୀ ପ୍ରଥମେ ଖାତାରେ ଖସି…
Read More...

ସଡ଼କ ଦୁର୍ଘଟଣାରେ ୧୪ ଶ୍ରମିକ ଆହତ

ଗଞ୍ଜାମ : ଭଞ୍ଜନଗର ଥାନା ଅଞ୍ଚଳର ବେଲଗୁଣ୍ଠା ରାସ୍ତାର ଚୋପ୍ରା ଗାଁ ନିକଟରେ ରବିବାର ଏକ ବୋଲେରୋ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ କାମ କରିବାକୁ ଯାଉଥିବା ୧୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର…
Read More...