ବଣାଇ : ସୁନ୍ଦରଗଡ଼ର ବଣାଇ ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ଡ଼ର୍ଜି ନିକଟରେ ଶନିବାର ରାସ୍ତାରେ ଯାତ୍ରୀବାହୀ ବସ ଓଲଟି ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆକ୍ସେଲ ପତି ଭାଙ୍ଗିଯିବାରୁ ବସଟି ଓଲଟିପଡ଼ିଥିବା ଜଣାପଡ଼ିଛି। ସୌଭାଗ୍ୟବଶତଃ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି।
Popular Categories



