ଜଗତସିଂହପୁର: ଜଗତସିଂହପୁରରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ପୋଲିଂ କର୍ମଚାରୀ ସୋମବାର ଅସୁସ୍ଥ ହୋଇଛନ୍ତି। ପ୍ରବଳ ଗରମ ଯୋଗୁ କର୍ମଚାରୀମାନେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ପ୍ରବଳ ଖରା କାରଣରୁ ଜଗତସିଂହପୁର ବାଲିକୁଦା ଓଚିଣ୍ଡା ବୁଥରେ ପୋଲିଂରେ ନିୟୋଜିତ ହୋଇଥିବା ଜଣେ କର୍ମଚାରୀ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥ କର୍ମଚାରୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Popular Categories



