www.samajalive.in
Saturday, December 6, 2025
26.1 C
Bhubaneswar

ଖଜୁରୀ ମିଲ୍କ ସେକ୍‍

ଆବଶ୍ୟକ ସାମଗ୍ରୀ
ଖଜୁରୀ – ୭ ରୁ ୮ଟି
ଥଣ୍ଡା ସିଝା ଖୀର – ୧ ଗ୍ଲାସ
ଚିନି – ୧ ଚାମଚ
ପିସ୍ତା ବାଦାମ – ୩ଟି
କାଜୁ – ୨ଟି
ଆଇସକ୍ରିମ – ୨ ଚାମଚ
ବରଫ ଖଣ୍ଡ – ୨ଟି
ପ୍ରସ୍ତୁତି ପ୍ରଣାଳୀ – ଖୀର, ଖଜୁରୀ, ଚିନି, ବରଫ ଖଣ୍ଡ, ଆଇସକ୍ରିମ, ପିସ୍ତା ବାଦାମ, କାଜୁକୁ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏହାକୁ ଏକ କାଚ ଗ୍ଲାସକୁ କାଢି ଦିଅନ୍ତୁ। ଗ୍ଲାସକୁ କାଢିବା ପରେ ଏହା ଉପରେ କିଛି ପିସ୍ତା ବାଦାମ, ୨ଟି ଖଜୁରୀ, ଅଳ୍ପ ଆଇସକ୍ରିମ ଏହା ଉପରେ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଖଜୁରୀ ମିଲ୍କ ସେକ୍‍। ଏହାକୁ ଥଣ୍ଡା ଥଣ୍ଡା ପିଅନ୍ତୁ ଓ ମଜା ନିଅନ୍ତୁ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories