www.samajalive.in
Saturday, December 6, 2025
23.1 C
Bhubaneswar

ଭୋକ ନହେବା ଆପଣଙ୍କ ପାଇଁ ସମସ୍ୟା ପାଲଟିଛି କି? ଆପଣାନ୍ତୁ ଏହି ଉପାୟ

ଖରାଦିନରେ ପ୍ରାୟତଃ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥାଏ। ଆବଶ୍ୟକତା ଠାରୁ ଅଧିକ ଖାଇବା ହେଉ ମସଲାଯୁକ୍ତ ଓ ଛଣା ଖାଦ୍ୟ ଖାଇବା ଦ୍ୱାରା ପେଟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ବହୁବାର ଏପରି ମଧ୍ୟ ହୋଇଥାଏ ଖରାର ପ୍ରଭାବରେ ହେଉଥିବା ଉଷ୍ଣତା କାରଣରୁ ଭୋକ ମଧ୍ୟ ଲାଗିନଥାଏ। ମାତ୍ର ଭୋକରେ ରହିବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଭୋକ ଠିକ ଭାବେ ନହେଉଥିଲେ କିଛି ସହଜ ଉପାୟ ଅବଲମ୍ବନ କରନ୍ତୁ। ଜାଣନ୍ତୁ ଏହା ବିଷୟରେ ….
ଯଦି ଆପଣଙ୍କୁ ଭୋକ ହେଉନଥାଏ ତେବେ ବାଧ୍ୟରେ ବିଲକୁଲ ଖାଦ୍ୟ ଖାଆନ୍ତୁ ନାହିଁ।
ନିୟମିତ ଦହି ପିଅନ୍ତୁ। ଏହାଦ୍ୱାରା ପେଟ ଥଣ୍ଡା ରହେ। ସଠିକ ଭାବେ ଭୋକ ମଧ୍ୟ ହୋଇଥାଏ।
ନିୟମିତ ଫଳ ସାଲଡ଼ କିମ୍ବା ଫଳ ଚାର୍ଟ ଖାଆନ୍ତୁ।
ପଇଡ଼ ପାଣି, ଲସୀ, ଆମ୍ବ ପଣା, ଲେମ୍ବୁ ପାଣି ସରବତ ଆଦିକୁ ନିଜ ପସନ୍ଦ ମୁତାବକ ନିଶ୍ଚୟ ପିଅନ୍ତୁ।
ଆପଣ ଛତୁଆର ସବବତ ମଧ୍ୟ ପିଇପାରିବେ। ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ।
ଜଳଖିଆରେ ଓଟ୍ସ, ବେସନରେ ପ୍ରସ୍ତୁତ ଚକୁଳି, ଉପମା ଖାଆନ୍ତୁ।
ରାତି ସମୟରେ କମ ପରିମାଣରେ ଖାଦ୍ୟ ଖାଆନ୍ତୁ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories