www.samajalive.in
Sunday, December 7, 2025
18.1 C
Bhubaneswar

ସ୍ୱାଦିଷ୍ଟ ପନିର ଇଟିଲି

ଆବଶ୍ୟକ ସାମଗ୍ରୀ
ସୁଜି – ୨କପ
ବେସନ – ୧କପ
ଦହି – ୧କପ
ଲୁଣ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଅଳ୍ପ
ପନିର – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
କଟା କ୍ୟାପସିକମ – ୧ଟି
କଟା ଗାଜର – ୧ଟି
କଞ୍ଚା ଲଙ୍କା – ୨ଟି
ଧନିଆ ପତ୍ର – ଅଳ୍ପ
ବେକିଙ୍ଗ ସୋଡ଼ା – ଅଳ୍ପ
କଟା ଅଦା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ବଡ଼ ପାତ୍ରରେ ସୁଜି, ବେସନ, ଦହି, ଲୁଣ, କଟା ଅଦା, ଗାଜର, କ୍ୟାପସିକମ, କଞ୍ଚା ଲଙ୍କା, ଅଳ୍ପ ଲଙ୍କା ଗୁଣ୍ଡ , ବେକିଙ୍ଗ ସୋଡ଼ା, ପନିରକୁ ସରୁ ସରୁ କାଟି ପକାଇବେ। ଏହା ପରେ ଏଥିରେ ଧନିଆ ପତ୍ର, ୩ ରୁ ୪ ଚାମଚ ପାଣି ଦେଇ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହା ପରେ ଇଟିଲି ଛାଞ୍ଚରେ ତେଲ ଲଗାଇ ଏହି ମିଶ୍ରଣକୁ ଭରନ୍ତୁ। ଏବେ ଗ୍ୟାସ ଲଗାଇ ଇଟିଲି ଛାଞ୍ଚକୁ ୨୦ରୁ ୨୫ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ପନିର ଇଟିଲି। ଏକ ପାତ୍ରକୁ କାଢନ୍ତୁ ଓ ଚଟଣି ସହ ଗରମାଗରମ ଖାଆନ୍ତୁ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories