ଶ୍ରାବଣ ମାସରେ ପ୍ରଭୁ ମହେଶ୍ୱରଙ୍କ ପୂଜାରେ ଏହି ଦ୍ରବ୍ୟର ବ୍ୟବହାର କରନ୍ତୁ ନାହିଁ

ପ୍ରଭୁ ଭୋଳାଶଙ୍କରଙ୍କର ପ୍ରିୟ ମାସ ଶ୍ରାବଣ ମାସ ଆରମ୍ଭ ହୋଇସାରିଲାଣି। ଏହି ମାସରେ ମହେଶ୍ୱରଙ୍କୁ ପୂଜା କଲେ ବହୁ କୃପା ଓ ପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ମାତ୍ର ଜାଣନ୍ତୁ ଶ୍ରାବଣ ମାସରେ ପ୍ରଭୁ ଶଙ୍କରଙ୍କୁ କେଉଁ ଦ୍ରବ୍ୟ ଅର୍ପଣ କରିବା ଉଚିତ ନୁହେଁ….
ଭଗବାନ ଶିବଙ୍କ ପୂଜାରେ ତୁଳସୀ ପତ୍ରର ବ୍ୟବହାର କରନ୍ତୁ ନାହିଁ।
ପ୍ରଭୁଙ୍କ ପୂଜାରେ କୁଙ୍କୁମର ବ୍ୟବହାର କରନ୍ତୁ ନାହିଁ।
ପ୍ରଭୁଙ୍କୁ ହଳଦୀ ଅର୍ପଣ କରନ୍ତୁ ନାହିଁ, ମାତ୍ର ଚନ୍ଦନ ଅର୍ପଣ କରିପାରିବେ।
ପୂଜାରେ କେତକୀ ଫୁଲର ବ୍ୟବହାର କରନ୍ତୁ ନାହିଁ।
ଚାଉଳର ବ୍ୟବହାର କରନ୍ତୁ ନାହିଁ।
ଶିବଙ୍କ ନିକଟରେ ସମ୍ପୂର୍ଣ୍ଣ ପରିକ୍ରମା ନକରି ଅଧା ପରିକ୍ରମା କରିବା ଉଚିତ।

Comments are closed.