କୋରାପୁଟ / ଗଞ୍ଜାମ : କୋରାପୁଟର ଜିଲା ପରିଷଦ ସଭାପତି ଭାବେ ମଙ୍ଗଳବାର ତୁଳସୀ କ୍ରିସାନୀ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ଜିଲା ପରିଷଦ ସଭାପତି ଥିବା ପ୍ରଭୁ ଜାନି ଲକ୍ଷ୍ମୀପୁର ବିଧାୟକ ଭାବେ ନିର୍ବାଚିତ ହେବା ପରେ ଏହି ପଦବୀ ଖାଲି ରହିଥିଲା। ତୁଳସୀ କ୍ରିସାନୀଙ୍କୁ ଜିଲା ପରିଷଦର ନୂତନ ସଭାପତି ଭାବେ ନିର୍ବାଚିତ କରାଯାଇଛି। ସେହିପରି ଗଞ୍ଜାମ ଜିଲା ପରିଷଦର ସଭାପତି ଭାବେ ସୋନମ ପଲେଇ ମଙ୍ଗଳବାର ନିର୍ବାଚିତ ହୋଇଛନ୍ତି।
ତୁଳସୀ କିସ୍ରାନୀ କୋରାପୁଟ ଓ ସୋନମ ପଲେଇ ଗଞ୍ଜାମ ଜିଲା ପରିଷଦ ସଭାପତି ନିର୍ବାଚିତ
Popular Categories



