www.samajalive.in
Saturday, December 6, 2025
19.1 C
Bhubaneswar

ଜାଣନ୍ତୁ କେଉଁ କାରଣରୁ ପାଦରେ କଳାରଙ୍ଗ ସୂତା ପରିଧାନ କରାଯାଏ

ବହୁ ସମୟରେ ଆମେ ନିଜ ଆଖପାଖରେ ଏପରି କେତେକ ଲୋକଙ୍କୁ ଦେଖିଥାଉ ଯେ କି ପାଦରେ କଳା ସୂତା ପିନ୍ଧିଥାଆନ୍ତି। ଏହି କଳାସୂତାକୁ ପିନ୍ଧିବାକୁ କିଛି ଲୋକଙ୍କୁ ପସନ୍ଦ ହେଉଥିବାରୁ ସେମାନେ ଏହାକୁ ପିନ୍ଧିଥାଆନ୍ତି ବୋଲି ମଧ୍ୟ କହିଥାଆନ୍ତି। ଏତଦ ବ୍ୟତୀତ କିଛି ଏହାକୁ ଆବଶ୍ୟକତା ଦୃଷ୍ଟିରୁ ପିନ୍ଧି ଥାଆନ୍ତି। ଏହି କଳାସୂତାର ଖୁବ ମହତ୍ତ୍ୱ ଆମ ଜୀବନରେ ରହିଛି। ମାତ୍ର ଏହି ମହତ୍ତ୍ୱ ବିଷୟରେ ସଭିଏଁ ହୁଏତ ଜାଣି ନଥିବେ।
ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଯଦି କୌଣସି ବ୍ୟକ୍ତି ନିଜ ଡ଼ାହାଣ ପାଦରେ କଳାସୂତା ପରିଧାନ କରେ, ତେବେ ଗୃହରେ ମା’ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ମା’ଙ୍କ କୃପା ସର୍ବଦା ତା’ଉପରେ ରହିଥାଏ।
ଯଦି ଆପଣଙ୍କ ଘରେ ଧନସମ୍ପତ୍ତି ଜନିତ ସମସ୍ୟା ଲାଗି ରହୁଥାଏ, ତେବେ ମଙ୍ଗଳବାର ଦିନ ନିଜ ଡ଼ାହାଣ ପାଦରେ କଳାରଙ୍ଗର ସୂତା ପିନ୍ଧନ୍ତୁ।
କିଛି ଲୋକଙ୍କର ପେଟ ଜନିତ ଯନ୍ତ୍ରଣା ଲାଗି ରହିଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ନିଜ ପାଦର ବୁଢା ଆଙ୍ଗୁଠିରେ କଳାରଙ୍ଗ ସୂତା ପିନ୍ଧନ୍ତୁ। ଏହି ସମସ୍ୟା ନିଶ୍ଚୟ ଦୂର ହେବ।
କଳାରଙ୍ଗର ସୂତା ପିନ୍ଧିବା ଦ୍ୱାରା ଏହା ଆପଣଙ୍କୁ ସର୍ବଦା କୁଦୃଷ୍ଟିରୁ ରକ୍ଷା କରିଥାଏ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories