www.samajalive.in
Sunday, December 7, 2025
14.1 C
Bhubaneswar

ପାଣି ପିଇବାର ସଠିକ ନିୟମ

ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ନିତ୍ୟାନ୍ତ ଆବଶ୍ୟକ। ସଠିକ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀରର ଅଦକାରୀ ପଦାର୍ଥ ନିଷ୍କାସିତ ହୋଇଥାଏ। ଶରୀରକୁ ସୁସ୍ଥ ଓ ଫିଟ୍‍ ରଖିବା ପାଇଁ ପାଣିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମାତ୍ର ପାଣି ପିଇବା ସମୟରେ କିଛି ନିୟମ ମାନିବାକୁ ପଡ଼ିଥାଏ। ସେହି ନିୟମ ମାନିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ସେ ବିଷୟରେ….
ସର୍ବଦା ଧିରେ ଧିରେ ପାଣି ପିଇବା ଉଚିତ।
ଜଲଦି ଜଲଦି ଅଳ୍ପ ସମୟ ମଧ୍ୟରେ ଏକ ଗ୍ଲାସ ପାଣି ପିଇବା ଉଚିତ ନୁହେଁ।
ସର୍ବଦା ବସିବା ଅବସ୍ଥାରେ ପାଣି ପିଅନ୍ତୁ।
ଠିଆ ହୋଇ ପାଣି ପିଇବା ଦ୍ୱାରା ଶରୀର ବିଭିନ୍ନ ସମସ୍ୟା ସୃଷ୍ଟି ହେବା ସହ ଆଣ୍ଠୁଗଣ୍ଠି ଉପରେ କୁପ୍ରଭାବ ପକାଇଥାଏ। ପାଣିର ଲାଭଦାୟକ ଗୁଣ ଶରୀରକୁ ମିଳିପାରି ନଥାଏ।
ଖାଦ୍ୟ ଖାଇବା ମଝିରେ ଓ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତ ନୁହେଁ। ସାମାନ୍ୟ ପାଣି ପିଇପାରିବେ।
ମୁହଁ ଉପରକୁ ଉଠାଇ ବୋତଲରୁ ସିଧାସଳଖ ପାଣି ପିଇବା ଉଚିତ ନୁହେଁ। ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇବା ସହ ଖାଦ୍ୟ ଭଲ ଭାବେ ହଜମ ହୋଇନଥାଏ।
ଫ୍ରିଜରୁ ପାଣି ବାହାର କରି ତୁରନ୍ତ ପିଅନ୍ତୁ ନାହିଁ, ସର୍ବଦା ସାଧାରଣ ଓ ମାଠିଆ ପାଣି ସ୍ୱାସ୍ଥ୍ୟ ପାଇଁ ଉପକାରୀ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories