ଆଠଗଡ ପଞ୍ଚାୟତ ସମିତିର ପ୍ରଥମ ବୈଠକ

ଆଠଗଡ :  ପଞ୍ଚାୟତ ନିର୍ବାଚନ ପରେ ଆଠଗଡ ପଞ୍ଚାୟତ ସମିତିର ପ୍ରଥମ ପୂର୍ଣ୍ଣାଙ୍ଗ ବୈଠକ ନବ ନିର୍ବାଚିତ ଅଧ୍ୟକ୍ଷା ମୀନତି ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ କାର୍ଯ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଠଗଡ…
Read More...

ଢଁସରରେ ‘ଫସଲବୀମା ପାଠଶାଳା’

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକର ସମସ୍ତ ୧୭ଗୋଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାକୁ କାର୍ଯ୍ୟକାରୀ କରିବାରେ ଚାଷୀ ମାନଙ୍କୁ ସଚେତନ କରିବାର ପ୍ରୟାସ ତ୍ୱରାନ୍ୱିତ କରାଯାଇଛି । ଚଳିତ ବର୍ଷ ଖରିଫ୍‌ ଫସଲ…
Read More...

ଡମପଡା ବ୍ଲକରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନରେ ଥିବା ସମସ୍ତ ୧୭ଗୋଟି ପଞ୍ଚାୟତ ଏବଂ ବାଙ୍କୀ ଏନ.ଏ.ସିର ୧୭ଗୋଟି ଓାର୍ଡରେ ଶିକ୍ଷା ସଚେତନତା ରଥ ପରିକ୍ରମାର  ଶୁଭାରମ୍ଭ ହୋଇଛି। ବାଙ୍କୀ-ଡମପଡା…
Read More...

ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବଢ଼ିଲା ପିଏମ ସ୍ବନିଧି ଯୋଜନା

ନୂଆଦିଲ୍ଲୀ : ପିଏମ-ସ୍ବନିଧି ଯୋଜନାର ଅବଧି ୨୦୨୪ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ସମିତି ବୈଠକରେ ଏହି…
Read More...

ମାଓ ପ୍ରଭାବିତ ଅଞ୍ଚଳରେ ଖୁବଶୀଘ୍ର ୪-ଜି ମୋବାଇଲ ଓ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ : ଦେଶର ମାଓ ପ୍ରଭାବିତ ଅଞ୍ଚଳରେ ଖୁବଶୀଘ୍ର ୪-ଜି ମୋବାଇଲ ଓ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି  ପ୍ରସ୍ତାବକୁ…
Read More...

କିଛି ଲୁଚାଇବାକୁ ଚାହୁଁଛନ୍ତି ସରକାର: ଅପରାଜିତା

ଭୁବନେଶ୍ୱର: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ବହୁ ଘାତ ପ୍ରତିଘାତ ଓ ଅବରୋଧ ପରେ ମହାପ୍ରଭୁଙ୍କ ଦର୍ଶନ କରିଛୁ ।…
Read More...

ତୈଳ ଉପରୁ ଭାଟ୍‌ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟ​‌ରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ କଥା ହେବା…
Read More...

ଚୀନରେ ତିଆରି ଭାରତରେ ବିକ୍ରି: ଦିଆଯିବନି ପ୍ରଶୟ

ନୂଆଦିଲ୍ଲୀ: ଚର୍ଚ୍ଚାରେ ରହିଛନ୍ତି ଏଲନ୍‌ ମସ୍କ । ଟ୍ୱିଟର କିଣିବା ପରେ ସବୁଠି ଏଲନ୍‌ ମସ୍କକୁ ନେଇ କିଛିନା କିଛି ଚର୍ଚ୍ଚ ହେଉଥିବା ନଜର ଆସୁଛି । ହେଲେ ବର୍ତ୍ତମାନ ଏଲନ ମସ୍କଙ୍କ ଇ-କାର୍‌ କମ୍ପାନୀ ଟେସଲାରକୁ ନେଇ…
Read More...

କନଷ୍ଟେବଳଙ୍କୁ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ମାଫିଆ

ସୋର: କେନ୍ଦ୍ରାଞ୍ଚଳ ଅବକାରୀ ସ୍ୱାଡ୍‌ର କନଷ୍ଟେବଳଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଖଇରା ଥାନା ଅଧିନସ୍ଥ ତୁରିଗଡ଼ିଆରେ ଚଢ଼ାଉ କରି ଫେରୁଥିବା ବେଳେ ମାଫିଆ ମାନେ କନଷ୍ଟେବଳ ବସନ୍ତ ମଲ୍ଲିକଙ୍କୁ ଆକ୍ରମଣ…
Read More...

ଚାଲିଚାଲି ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବି: ଅପରାଜିିତା

ପୁରୀ: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପୁରୀ ଗସ୍ତ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ସାଂସଦ ପୁରୀ ଗସ୍ତ କରିଥିବା ବେଳେ ଚନ୍ଦନପୁର କାଠପୋଲ ନିକଟରେ ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା…
Read More...

ଗୁଳିମାଡ଼ରେ ଦୋକାନୀ ଗୁରୁତର

ଆନନ୍ଦପୁର: ଖଳଡ଼ିଆଳି ଛକରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଜଣେ ଦୋକାନୀ ଗୁରୁତର ହେବା ସହ ତାଙ୍କୁ କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ​‌ କେଉଁ କାରଣରୁ ଏହି ଗୁଳିମାଡ଼ ହୋଇଛି ତାହା…
Read More...

ନାବାଳକକୁ ଅପହରଣ ପରେ ହତ୍ୟା

ଟିଟିଲାଗଡ଼:  ଟିଟିଲାଗଡ଼ ସହର ସିରଭଟା ସ୍ଥିତ ରେଳବାଇ କର୍ମଚାରୀ ଦିଲୀପ କୁମାରଙ୍କ ଏକମାତ୍ର ୧୩ ବର୍ଷର ପୁଅଙ୍କ ଆଜି ମୃତଦେହ ଜବତ କରିଛି ଟିଟିଲାଗଡ଼ ପୁଲିସ । ଗତ ଶନିବାର ଦିନ ଘରୁ ଝାଙ୍କର ପଡାକୁ ଟ୍ୟୁସନ ପାଇଁ…
Read More...

ରାଜ୍ୟରେ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତିନି ହେଲା ଦୈନିକ କରୋନା ସଂକ୍ରମିତ ସଂଖ୍ୟା ସ୍ଥିର ରହିଥିବା ବେଳେ ଆଜି ସାମାନ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।  ଗତ ୨୩, ୨୪ ଓ ୨୫ ତାରିଖରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯…
Read More...

ଦେଶରେ ବଢ଼ୁଛି ଦୈନିକ ସଂକ୍ରମଣ; ଆଉ ୨ହଜାର ୯୨୭ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଲଗାତର କିଛି ଦିନ ହେବ ଦେଶରେ ଧୀରେଧୀରେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।  ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ୨ହଜାର ୯୨୭ କରୋନା ଆକ୍ରାନ୍ତ ଚିହ୍ନଟ…
Read More...

ରଥ ଟାଣିବା ବେଳେ ଅଘଟଣ; ୨ ଶିଶୁଙ୍କ ସହ ମୋଟ୍‌ ୧୦ ଜଣଙ୍କ ମୃତ୍ୟୁ

ଚେନ୍ନାଇ: ତାମିଲନାଡ଼ୁର ତାଞ୍ଜାବୁର ସ୍ଥିତ ଏକ ମନ୍ଦିରରେ ଉତ୍ସବ ଚାଲିଥିବା ବେଳେ ବଡ଼ ଧରଣର ଅଘଟଣ ଘଟିଛି । ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବା ଫଳରେ ୨ଜଣ ଶିଶୁଙ୍କ ସମେତ ୧୦ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ…
Read More...

ଆଜି ପୁରୀ ଯିବେ ଅପରାଜିତା

ଭୁବନେଶ୍ୱର: ଆଜି ପୁରୀ ଯିବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଶ୍ରୀ ମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ । ଏନେଇ ଅପରାଜିତା ଟ୍ୱିଟ୍‌ କରିଥିବା ଦେଖିବାକୁ ମିଳିଛି । ଟ୍ୱିଟ୍‌ରେ ସାଂସଦ…
Read More...

କେଭିରେ ମାଗଣା ପଢ଼ିବେ ଅନାଥ ପିଲା

ନୂଆଦିଲ୍ଲୀ: ଅନାଥ ପିଲାଙ୍କ ପାଠପଢ଼ା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି କୋଭିଡ ଅନାଥ ପିଲା ମାନେ କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପାଠ ପଢ଼ିପାରିବେ । ସାଂସଦ କୋଟା ଉଚ୍ଛେଦ ପରେ ଏପରି ଏକ ନୂତନ…
Read More...

ମେ’ ୨ ଯାଏ କଲେଜ ଓ ୟୁନିଭର୍ସିଟିରେ କ୍ଲାସ ବନ୍ଦ

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଲେଜ ଓ ୟୁନିଭର୍ସିଟିର ସମସ୍ତ କ୍ଲାସ ବନ୍ଦ କରାଯାଇଛି । ଆସନ୍ତାକାଲିଠାରୁ ମେ’ ୨ ତାରଖ ଯାଏ ସମସ୍ତ କ୍ଲାସ ବନ୍ଦ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ…
Read More...

କରୋନା ଟିକା ନେବେ କୁନି ପିଲା; ଡିସିଜିଆଇ ଦେଲା ଅନୁମତି

ନୂଆଦିଲ୍ଲୀ: ଏଣିକି କରୋନା ଟିକା ନେଇପାରିବେ ୬ରୁ ୧୨ ବର୍ଷର ପିଲା । କୋଭାକ୍ସିନ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ବା (ଡିସିଜିଆଇ) ଅନୁମତି ଦେଇଛି । 'କୋଭାକ୍ସିନ'…
Read More...

ପଲସରରେ ଆସି ଲୁଟି ନେଲେ ୩ କେଜି ସୁନା

ଗୁଣପୁର: ଗୁଣପୁରର ହଳଦିଆ ନାଳ ନିକଟସ୍ଥ ଏକ ଗହଣା ଦୋକାନ ସାମ୍ନାରୁ ବଡ଼ ଧରଣର ଲୁଟ୍‌ ହୋଇଛି । ଲୁଟେରା ମାନେ ପଲସରରେ ଆସି ଗହଣା ଦୋକାନ ସାମ୍ନାରୁ ୩ କେଜି ସୁନା ସହ ୨ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ କରିଛନ୍ତି…
Read More...

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା; ନିରଞ୍ଜନଙ୍କ ଜାମିନ ଖାରଜ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ହତ୍ୟା ମାମଲାରେ ଗିରଫ ହୋଇ ଭଦ୍ରକ ଜେଲରେ ଥିବା ପୂର୍ବତନ ସୂଚନା ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନକୁ ଭଦ୍ରକ ଜିଲ୍ଲା ଜଜ ଖାରଜ କରିଛନ୍ତି…
Read More...

ଟ୍ୱିଟର ପାଇଲା ନୂଆ ମାଲିକ; ସିଇଓ ରହିବେ ପରାଗ !

ନ୍ୟୁୟର୍କ: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କଙ୍କ ହାତକୁ ଯାଇଛି ଟ୍ୱିଟର । ୪୪ ବିଲିୟନ ଡଲାର ବିନିମୟରେ ଟ୍ୱିଟରକୁ କିଣିଛନ୍ତି ଏଲନ୍‌ । ଇ-କାର୍‌ କମ୍ପାନୀ ଟେସଲାର ମାଲିକ ଏଲନ୍‌ ମସ୍କ ଟ୍ୱିଟରର ନୂଆ ମାଲିକ…
Read More...

ଖାଦ୍ୟ ସୁରକ୍ଷାରୁ ବଞ୍ଚିତଙ୍କ ହିସାବ ଦିଅ: ହାଇକୋର୍ଟ

କଟକ: ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପ୍ରସଙ୍ଗକୁ ନେଇ ଦାୟର ମାମଲାରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି…
Read More...

କୋଇଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ

ସୁନ୍ଦରଗଡ଼:  ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ନିଖିଲପବନ କଲ୍ୟାଣଙ୍କ ଉପସ୍ଥିତିରେ ସୋମବାର ଦିନ ଏକ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଲୋକମାନଙ୍କ ବ୍ୟକ୍ତିଗତ ଓ…
Read More...

ଜମୁଛି ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା

ବୌଦ୍ଧ : ବୌଦ୍ଧଗଡଜାତର ଗଣପର୍ବ ରାମଲୀଳା ଯାତ୍ରା ଅବସରରେ ବୌଦ୍ଧ କଚେରୀ ପଡିଆ ଠାରେ ବୌଦ୍ଧଜିଲ୍ଲା ପ୍ରଶାସନ, ଓରମାସ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବୌଦ୍ଧ ପଲ୍ଲିଶ୍ରୀ ମେଳା ଓ ପୁସ୍ତକ ମେଳା ଆରମ୍ଭ ହୋଇଛି ।…
Read More...

ରାଜ୍ୟରେ ସ୍ଥିର ରହୁଛି ଦୈନିକ ସଂକ୍ରମଣ; ଆଜି ପୁଣି ୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ତିନି ହେଲା ଦୈନିକ କରୋନା ସଂକ୍ରମିତ ସଂଖ୍ୟା ସ୍ଥିର ରହିଛି । ଗତ ୨୪ ଓ ୨୫ ତାରିଖରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ରହିଥିବା ବେଳେ ଆଜି ବି ମଧ୍ୟ ରାଜ୍ୟରେ ୯ଜଣ ନୂଆ କରୋନା ଆକ୍ରାନ୍ତ…
Read More...

ଦେଶରେ ଆଉ ୨ହଜାର ୪୮୩ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଲଗାତର କିଛି ଦିନ ହେବ ଦେଶରେ ଧୀରେଧୀରେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।  ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ୨ହଜାର ୪୮୩ କରୋନା ଆକ୍ରାନ୍ତ ଚିହ୍ନଟ…
Read More...

ଜଗତସିଂହପୁରରେ ୫-ଟି ସଚିବ

ଜଗତସିଂହପୁର: ମଙ୍ଗଳବାର ସକାଳ ପ୍ରାୟ ୭ଟା ସମୟରେ ୫-ଟି ସଚିବ ଭି. କେ. ପାଣ୍ଡିଆନ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ଶାରଳାଙ୍କ ମନ୍ଦିରରେ ପହଞ୍ଚି ମାଙ୍କ ଦର୍ଶନ କରିଛନ୍ତି । ତାଙ୍କ ଗ୍ରସ୍ତ ସମୟରେ…
Read More...

ଆଜି ପୁଟିନଙ୍କୁ ଭେଟିବେ ମିଳିତ ଜାତିସଂଘ ମହାସଚିବ

କିଭ୍‌: କେବେ ସରିବ ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ ? ଏନେଇ ଆଜି ମସ୍କୋରେ ପୁଟିନଙ୍କୁ ଭେଟିବେ ମିଳିତ ଜାତିସଂଘ ମହାସଚିବ । ଯୁଦ୍ଧ ରୋକିବାକୁ ନେଇ ଉଭୟ ଦେଶଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଆଜି ପୁଟିନଙ୍କ…
Read More...

ଜଳ କର ଦେବା ପରେ ବି ମିଳୁନି ପାଣି       

ସମ୍ବଲପୁର: ଅଜବ ଗଜବ ନିତିରେ ସମ୍ବଲପୁରର ପ୍ରଶାସନିକ ବ୍ୟବସ୍ଥା ଚାଲୁଥିବାର ଦେଖିବାକୁ ମିଳିଛି । ଲୋକେ ପ୍ରବଳ ରୌଦ୍ରତାପରେ ପାଣି ଟିକିଏ ପାଇଁ ଡହଳ ବିକଳ ହେଉଥିବା ବେଳେ ଅନେକ ଅଞ୍ଚଳରେ ଲୋକେ ପ୍ରତି ମାସ ଜଳ କର ଦେବା…
Read More...

ପୁଲିସ ଚେକିଂ ବେଳେ ୯୨ ଜଣ ମଦ୍ୟପ ଗିରଫ

ସମ୍ବଲପୁର: ଓଡିଶା ପୁଲିସ ପକ୍ଷରୁ ରବିବାର ରାତ୍ରି ୮ଟାରୁ ସାରା ରାଜ୍ୟରେ ମଦୁଆ ବିରୋଧି ଅଭିଯାନ କରାଯାଇଥିଲା । ଏହି କ୍ରମରେ ସମ୍ବଲପୁର ଜିଲ୍ଲାରେ ମଧ୍ୟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ମଦୁଆ ବିରୋଧୀ ଅଭିଯାନ କରାଯାଇଥିଲା…
Read More...

ଦେବାଶିଷ: ଗଣିତ ପ୍ରତିଭାରେ ରାଜ୍ୟରେ ପ୍ରଥମ

ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅଧ୍ୟୟନରତ ତୃତୀୟ ଶ୍ରେଣୀର ଛାତ୍ର ଦେବାଶିଷ ଦାଶ ଶିକ୍ଷାବିକାଶ ସମିତି ଓଡିଶା ପରିଚାଳିତ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସମଗ୍ର…
Read More...

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଫୁଲବାଣୀ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. କଲ୍ୟାଣୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଚଳିତବର୍ଷ ସର୍ବୋଚ୍ଚ ନ୍ୟାୟାଳୟରୁ ଅବସର ନେବେ ସର୍ବାଧିକ ବିଚାରପତି

ନୂଆଦିଲ୍ଲୀ : ଭାରତର ପ୍ରଧାନ ବିଚାରପତି ଏନ୍‌.ଭି ରମଣା ଚଳିତ ବର୍ଷ ଅଗଷ୍ଟର ୨୬ରେ ଅବସର ନେବେ। ତାଙ୍କ ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଦୁଇ ଜଣ ପ୍ରଧାନ ବିଚାରପତି ସ୍ବଳ୍ପକାଳ ଦାୟିତ୍ବ ବହନ କରିବେ ବୋଲି ଜଣାପଡ଼ିଛି।…
Read More...

ଚୋରି ଅଳଙ୍କାର ଜବତ; ୪ ଚୋର ଗିରଫ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୦ ନମ୍ବର ୱାର୍ଡ ଅନ୍ତର୍ଗତ ବାଟବୁଢ଼ୀ କଲୋନୀରୁ ଚୋରି ଘଟଣାରେ ଚୌଦ୍ୱାର ପୁଲିସ ୪ଜଣ କୁଖ୍ୟାତ ଚୋରଙ୍କୁ ଧରିବାରେ ସଫଳ ହୋଇଛି । ତାହାସହ ସେମାନଙ୍କ ନିକଟରୁ ବହୁ ପରିମାଣର ଚୋରି ସୁନା ଓ…
Read More...

ମହାତ୍ମା ସାଧୁ ସୁନ୍ଦର ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଚୌଦ୍ୱାର:  କୁଜୀବରସ୍ଥିତ ମହାପୁରୁଷ ସାଧୁସୁନ୍ଦର ଦାସଙ୍କ ସିଦ୍ଧପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି  । ଏହି ଉପଲକ୍ଷେ ପ୍ରଭାତରୁ ସୂର୍ଯ୍ୟପୂଜା, ଗୋ ପୂଜନ, କଳସ ଶୋଭାଯାତ୍ରା, ଯଜ୍ଞକୁଣ୍ଡରେ ପବିତ୍ର…
Read More...

ଆଜିଠୁ ସିବିଏସ୍‌ଇ ଟର୍ମ-୨ ପରୀକ୍ଷା

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପରିଚାଳିତ ୧୦ମ ଓ ୧୨ଶ ଶ୍ରେଣୀର ଟର୍ମ-୨ ପରୀକ୍ଷା ୨୦୨୨ ଆଜି (ମଙ୍ଗଳବାର)ଠାରୁ ଆରମ୍ଭ ହେଉଛି । ସମ୍ପୂର୍ଣ୍ଣ କରୋନା କଟକଣା ମଧ୍ୟରେ ଏହି ପରୀକ୍ଷା…
Read More...

ନୂଆପଡ଼ା, କଳାହାଣ୍ଡି ସବୁଠୁ ଗରିବ ଜିଲା

ଭବାନୀପାଟଣା :  ନୂଆପଡ଼ା ସବୁଠୁ ଗରିବ ଜିଲା। ତା ପଛକୁ କଳାହାଣ୍ଡି। ବଲାଙ୍ଗିର ଓ ବୌଦ୍ଧ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ଗରିବ ଜିଲା। ଏହା କହିଛନ୍ତି ଅନଗ୍ରସର ପଶ୍ଚିମାଞ୍ଚଳର ବିକାଶ ଦାୟିତ୍ବ ନେଇଥିବା ପଶ୍ଚିମ ଓଡ଼ିଶା…
Read More...

‘ସ୍ବାଭିମାନ’ର ଅଭିମାନ; ଅନ୍ଧାରରେ ୧୫୦ଗାଁ

ମାଲକାନଗିରି : ତତ୍ପରତା ଦେଖାଇଲେ ରାଜ୍ୟ ସରକାର। ମାଓପ୍ରବଣ ମାଲକାନାଗିରିର ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ ହେଲା ଗୁରୁପ୍ରିୟା ସେତୁ। ଦୁର୍ଗମ ଇଲାକାର ଅନେକ ପଞ୍ଚାୟତ ବାହ୍ୟଜଗତ ସହ ସଂଯୁକ୍ତ ହେଲେ। ଅଞ୍ଚଳବାସୀଙ୍କୁ ବି…
Read More...

୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଅଙ୍ଗନବାଡ଼ି

ଭୁବନେଶ୍ବର :  ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ୫ ଦିନ ପର୍ଯ୍ୟନ୍ତ ସମସ୍ତ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ। ଏନେଇ ରାଜ୍ୟ ସରକାର ସୋମବାର ସନ୍ଧ୍ୟାରେ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ମହିଳା…
Read More...

ପୁନର୍ବିବାହ ପର୍ଯ୍ୟନ୍ତ ମୁସଲମାନ ମହିଳା ଭରଣପୋଷଣ ପାଇବେ

ଲକ୍ଷ୍ନୌ : ଛାଡ଼ପତ୍ର ପାଇଥିବା ମୁସଲମାନ ମହିଳା ପୁନର୍ବିବାହ ପର୍ଯ୍ୟନ୍ତ ସ୍ବାମୀଙ୍କଠାରୁ ଭରଣପୋଷଣ ପାଇବାକୁ ହକ୍‌ଦାର ଏବଂ ସେ ଏହା ଦାବି କରିପାରିବେ। ଏଭଳି ରାୟ ଶୁଣାଇଛନ୍ତି ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟର…
Read More...

ଆମେରିକାର ଆକଳନ : ଯୁଦ୍ଧ ଜିତିବ ୟୁକ୍ରେନ

ୱାଶିଂଟନ/କିଭ୍‌ : ରୁଷ୍ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଇତି ମଧ୍ୟରେ ୨ମାସ ପୂରଣ ହୋଇଛି। ଫେବୃଆରୀ ୨୪ରେ ରୁଷ୍ ପ୍ରଥମେ ୟୁକ୍ରେନ ବିରୋଧରେ ସାମରିକ ଅଭିଯାନ ନାମରେ ଯୁଦ୍ଧ ଆରମ୍ଭ କରିଥିଲା। ଯୁଦ୍ଧ ଆରମ୍ଭ…
Read More...

ଶ୍ରୀ ରଘୁନାଥ ଜୀଉଙ୍କ ରାମଲୀଳା ଉଦ୍‍ଯାପିତ

ଆଠଗଡ :  ଆଠଗଡର ୭୫ବର୍ଷ ପୁରାତନ ଶ୍ରୀ ଶ୍ରୀ ରଘୁନାଥ ଜୀଉ ରାମଲୀଳା ନାଟ୍ୟସଂଘ ପକ୍ଷରୁ ଚାଲିଥିବା ରାମଲୀଳା ସୋମବାର ରାଜ୍ୟ ଅଭିଷେକ ସହିତ ଉଦ୍‍ଯାପନ ହୋଇଯାଇଛି । ରାମନବମୀଠାରୁ ୧୩ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି…
Read More...

ନ୍ୟାୟ ଦାବିରେ ଆତ୍ମହତ୍ୟା

ଛତ୍ରପୁର : ସରିଥିଲା ଲଗ୍ନ ସ୍ଥିର। ଖୁବ୍‌ଶୀଘ୍ର ହୋଇଥାନ୍ତା ବାହାଘର। ମାତ୍ର ପୂର୍ବ ଶତ୍ରୁତା କାରଣରୁ ଭାବୀ ସ୍ବାମୀଙ୍କୁ ପ୍ରଥମେ ଆକ୍ରମଣ ଓ ପରେ ପିଟିପିଟି ହତ୍ୟା କରିବା ଘଟଣାରେ ନ୍ୟାୟ ପାଇଁ ମ୍ରିୟମାଣ ଭାବୀପତ୍ନୀ…
Read More...

ଜଳିଗଲା ରୁଷ୍‌ର ତୈଳ ଭଣ୍ଡାର

 ୟୁକ୍ରେନର ସୀମା ନିକଟରେ ଥିବା ରୁଷ୍‌ର ଏକ ତୈଳ ଭଣ୍ଡାରରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ରୁଷ୍‌ ଜରୁରୀକାଳୀନ ସେବା କର୍ତ୍ତୁପକ୍ଷଙ୍କ କହିବା ଅନୁଯାୟୀ ସୀମାନ୍ତ ସହ ବ୍ରିୟାନ୍ସରେ ଥିବା ତୈଳ ଭଣ୍ଡାରଟି ସୋମବାର…
Read More...

କରୋନା ସଂକ୍ରମଣ ବୃଦ୍ଧି : ବେଜିଂରେ ହାଇଆଲର୍ଟ

ବେଜିଂ :  କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ନେଇ ବେଜିଂରେ ହାଇଆଲର୍ଟ ଜାରି କରାଯାଇଛି। ଜାତୀୟ ସ୍ବାସ୍ଥ୍ୟ ଆୟୋଗଙ୍କ କହିବା ଅନୁଯାୟୀ ସୋମବାର ଚୀନରେ ୨୬୬୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫୧ ଜଣଙ୍କର ମୃତ୍ୟୁ…
Read More...

ମଙ୍ଗଳବାର ରାଶିଫଳ (୨୬/୦୪/୨୦୨୨)

ମେଷ :  କାର୍ଯ୍ୟ ଫଳପ୍ରସୂ ହେବ। ସୁସ୍ଥ ରହିବେ। ଆଭା, ପ୍ରଭା, ପ୍ରତିଭା ସମ୍ପନ୍ନ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବୃଷ :…
Read More...

ଧାୱନଙ୍କ ୮୮* ; କିଙ୍ଗ୍‌ସଙ୍କ ଲଢ଼େଇରେ ପଞ୍ଜାବ ବିଜୟୀ

ମୁମ୍ବଇ : ଚଳିତ ଆଇପିଏଲ୍‌ରେ ଗତବର୍ଷର ଚମ୍ପିଆନ୍‌ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ୮ମ ମ୍ୟାଚ୍‌ରେ ୬ଷ୍ଠ ପରାଜୟ ଭୋଗିଛି। ଫଳରେ ସିଏସ୍‌କେର ପ୍ଲେଅଫ୍ ଖେଳିବା ଆଶା ସଙ୍କଟରେ ପଡ଼ିଯାଇଛି। ସୋମବାର ପଞ୍ଜାବ…
Read More...

ଗ୍ୟାସ୍ ଚୁଲିରେ ପୋଡ଼ି ହୋଇ ଯୁବକ ଗୁରୁତର

ଆଠଗଡ଼ : ଆଠଗଡ ପୁରୁଣା ବସଷ୍ଟାଣ୍ଡ ନିବାସୀ ବାଳକୃଷ୍ଣ ବେହେରାଙ୍କ ପୁଅ ଦୀପକ ବେହେରା ନିଆଁରେ ପୋଡ଼ି ଗୁରୁତର ଆହତ ହୋଇ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ସୋମବାର ବାଳକୃଷ୍ଣ…
Read More...

ଯାଁଳାରେ ଗହଣା ଦୋକାନୀକୁ ଗୁଳି ମାଡ଼ ଘଟଣା ; ଘଟଣା ସ୍ଥଳ ଯାଞ୍ଚ କରୁଛି ପୁଲିସ ଓ ବୈଜ୍ଞାନିକ ଦଳ

ଖଣ୍ଡଗିରି :  ରବିବାର ରାତି ୯.୩୦ମିନିଟ ସମୟରେ ଦୁବୃର୍ତ୍ତ ମାନେ ଗହଣା ଦୋକାନୀ ପୁଅକୁ ଗୁଳିକରି ଫେରାର ହୋଇଗଲେ। ଗହଣା ଦୋକାନୀ ପୁଅ ଦେହରେ ଦୁଇ ରାଉଣ୍ଡ ଗୁଳି ବାଜିଥିବା ବେଳେ ଲୋକଙ୍କୁ ଭୟଭୀତ କରିବା ପାଇଁ ୬ରାଉଣ୍ଡ…
Read More...

କଳିଙ୍ଗ ନଗରରେ ପ୍ରତିଷ୍ଠା ହେବ ୩୫ ଶିଳ୍ପାନୁଷ୍ଠାନ 

କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ୩୫ଟି ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବ । ସେଥିପାଇଁ ବିସ୍ଥାପିତ ହେବାକୁ ଥିବା ୨୯ଟି ପରିବାରକୁ ଉପଯୁକ୍ତ ଭାବେ ଥଇଥାନ କରାଯିବ। ପ୍ରତି ପରିବାରର ଯୋଗ୍ୟ ବ୍ୟକ୍ତିଙ୍କୁ…
Read More...

ଗାଡି ଚୋରି ସମୟର ସିସିଟିଭି ଦୃଶ୍ୟ, ବନ୍ଧା ହେଲା ଗାଡ଼ି ଚୋର

କୁଅଁପାଳ : କିଭଳି ଜଣେ ଗାଡି ଚୋର ଗାଡି ଚୋରି କରୁଛି ତାହାର ଦୃଶ୍ୟ ସିସିଟିଭି ରେ କଏଦ ହୋଇଛି । ପ୍ରଥମେ ଚୋର ଜଣକ ଭଦ୍ରଲୋକ ଭଳି ହାତରେ ମୋବାଇଲ ଦେଖି ଦେଖି ଏଣେ ତେଣେ ଚାହିଁ ନଜର କରୁଛି, ପୁଣି ଗାଡି ପାଖକୁ ଯାଇ…
Read More...

ଭାରତ ବିରୋଧୀ ପ୍ରଚାର : ଆଉ ୧୬ଟି ୟୁଟ୍ୟୁବ ଚ୍ୟାନେଲ ବନ୍ଦ

ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀନ ବ୍ୟବସ୍ଥା ବିଗାଡ଼ିବାକୁ କରୁଥିଲେ ଅପପ୍ରଚାର ଆଇଟି ନିୟମାବଳୀ, ୨୦୨୧ ଅଧୀନରେ ବନ୍ଦ କରାଗଲା ୧୦ଟି ଭାରତୀୟ ଏବଂ ୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ…
Read More...

ପାଣି ପାଇଁ ବ୍ୟାପୁଛି କିଡନୀରୋଗ; ଏବେ ବି ଗାଁରେ ପୀଡ଼ିତ ଅଛନ୍ତି ୧୮ ଜଣ

ନର୍ଲା: ଜଳ ନେଇଛି ଜୀବନ । ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ରୁପ୍ରା ପଞ୍ଚାୟତ ଶହଶହ ଲୋକେ । ବିଶୁଦ୍ଧ ପାଣି ଟିକିଏ ନମିଳିବା କାରଣରୁ କିଡିନୀ ରୋଗ ପରି ମାରାତ୍ମକ ରୋଗ ସହ ଲଢ଼ୁଛନ୍ତି ଗ୍ରାମବାସୀ । ଏ ହେଉଛି…
Read More...

ଘୋଡ଼ାକୁ ନେଇ ପଞ୍ଜାବରେ ଅଜବ ଠକେଇ; ଚଳୁ କରିଦେଲେ ୨୩ ଲକ୍ଷ

ନୂଆଦିଲ୍ଳୀ: ବର୍ତ୍ତମାନର ସମୟରେ ଠକେଇ ଏକ ସାଧାରଣ କଥା ହୋଇଗଲାଣି । ଦେଶର ପ୍ରାୟ ସମସ୍ତ ସ୍ଥାନରେ ପ୍ରତ୍ୟେକ ଦିନ କିଛି ନା କିଛି ଠକେଇ ହେଉଥିବା ଖବର ସାମ୍ନାକୁ ଆସୁଛି । ବ୍ୟାଙ୍କ ଠକେଇ, ସାଇବର ଠକେଇ, ଜମିବାଡ଼ି…
Read More...

ରାଜ୍ୟରେ କରନି ବିଦ୍ୟୁତ୍‌ କାଟ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ ନକରିବାକୁ ସମସ୍ତ ବିଦ୍ୟୁତ୍‌ ଯୋଗାଣ କମ୍ପାନୀ ଗୁଡ଼ିକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ଯେପରି ବିଦ୍ୟୁତ୍‌ ଯୋଗାଣ ନିବଚ୍ଛିନ୍ନ…
Read More...

୧୦ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ମାଟ୍ରିକ ମନ୍ତ୍ର

ଗୁରୁଡିଝାଟିଆ: କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ୧୦ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ମାଟ୍ରିକ ମନ୍ତ୍ର ଦୀକ୍ଷା ପ୍ରଦାନ ପାଇଁ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶେଷଜ୍ଞ ଶିକ୍ଷକ ଅକ୍ଷୟ କୁମାର ମିଶ୍ର…
Read More...

ଆଠଗଡକୁ ଶ୍ରୀହୀନ କରିବାର ଚକ୍ରାନ୍ତକୁ ବିରୋଧ

ଆଠଗଡ: ଆଠଗଡର ବିଭିନ୍ନ ପଞ୍ଚାୟତ ଅଧିନ ୭୧ଟି ରାଜସ୍ୱ ଗ୍ରାମକୁ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଅଞ୍ଚଳରେ ମିଶ୍ରଣ କରି ଆଠଗଡକୁ ଶ୍ରୀହୀନ କରିବାର ଚକ୍ରାନ୍ତକୁ ଏଠାରେ ଦୃଢ ବିରୋଧ କରାଯାଇଛି । ସିଡିଏରେ ୭୧ଟି…
Read More...

ଓଡିଆ ଭାଷା ଓ ସାହିତ୍ୟର ପ୍ରଚାର ପାଇଁ ପଦକ୍ଷେପ

ଆଠଗଡ: ଆଠଗଡ ବିଜୁ ଛାତ୍ରଜନତା ଦଳ ଓ ଫୋରମ ଅଫ ଏକାଡେମିକ୍ସ ପକ୍ଷରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରୋତ୍ସାହନରେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଓଡିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର…
Read More...

୧୦ ଦଫା ଦାବି ନେଇ ପୁଣି ଚାଷୀ ଆନ୍ଦୋଳନ ଡାକରା

ପାଟଣା: ଅଲ ଇଣ୍ଡିଆ କିଷାନ କ୍ଷେତ ମଜ଼ଦୂର ସଂଗଠନର ଦ୍ୱିତୀୟ କେନ୍ଦୁଝର ଜିଲ୍ଲା ସମ୍ମିଳନୀ ପାଟଣା ବ୍ଲକ ଅନ୍ତର୍ଗତ କୋଡ଼ଖମଣ ଗାଁରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଚାଷୀ ନେତା ଘନଶ୍ୟାମ ମହାନ୍ତଙ୍କ ଅଧ୍ୟକ୍ଷତାରେ…
Read More...

ପାଟଣାରେ ୨୦ଟି ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ

ପାଟଣା: ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପାଟଣା ବ୍ଲକର ୨୦ଟି ଯାକ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ନିଜନିଜ ପଞ୍ଚାୟତର ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ଅଞ୍ଚଳର…
Read More...

ଭାରତୀୟ ମଜଦୁର ସଂଘର ଜିଲା ସମ୍ମିଳନୀ ଓ ନୂତନ କମିଟି ଘୋଷଣା

ନବରଙ୍ଗପୁର: ଭାରତୀୟ ମଜଦୁର ସଂଘ (ବିଏମ୍‍ଏସ)ର ନବରଙ୍ଗପୁର ଜିଲାସମ୍ମିଳନୀ ଦାରୁବନ୍ଧସାହି ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସଂଘର ସଭାପତି ବାଙ୍କ ବିହାରୀ ବିଷୋୟୀ ଅଧ୍ୟକ୍ଷତା କରି…
Read More...

ବୌଦ୍ଧ ରାମଲୀଳା ଯାତ୍ରାରେ ମଞ୍ଚସ୍ଥ ହେଲା ନାଟକ ମହୀରାବଣ ବଧ

ବୌଦ୍ଧ: ବୌଦ୍ଧଗଡଜାତର ଗଣପର୍ବ ପ୍ରସିଦ୍ଧ ରାମଲୀଳା ଯାତ୍ରାରେ ମଞ୍ଚସ୍ଥ ହୋଇଛି ନାଟକ ମହୀରାବଣ ବଧ । ହନୁମାନ ଦ୍ୱାରା ଗନ୍ଧମାର୍ଦ୍ଦନ ପର୍ବତରୁ ସଂଜିବନୀ ଆଣିବା ପରେ ଏକଘ୍ନି ଶକ୍ତିରୁ ବଞ୍ଚିଯାଇଛନ୍ତି ଲକ୍ଷ୍ମଣ ।…
Read More...

ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଡ. ପ୍ରବିଣ ତୋଗାଡିଆଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ: ସମୃଦ୍ଧ, ସୁରକ୍ଷିତ ଓ ସମ୍ମାନଯୁକ୍ତ ହିନ୍ଦୁ ଆମର ଲକ୍ଷ୍ୟର ବାର୍ତ୍ତା ନେଇ ସମଗ୍ର ଭାରତ ବର୍ଷର ବିଭିନ୍ନ ସ୍ଥାନକୁ ସଚେତନତାର ବାର୍ତ୍ତା ନେଇ ଯାଉଥିବା ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଡା. ପ୍ରବୀଣ…
Read More...

ଭିଜିଲାନ୍ସ ଜାଲରେ ଜିଆରଏସ, ଚାଲିଛି ୬ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କଳାରାହଙ୍ଗ ଗ୍ରାମପଞ୍ଚାୟତର ଜିଆରଏସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ଵର କଳାରାହଙ୍ଗ ଗ୍ରାମପଞ୍ଚାୟତର ଜିଆରଏସଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍‌ । ଏକକାଳୀନ…
Read More...

ଭକ୍ତଙ୍କ ପାଇଁ ଜଗା ଦର୍ଶନ ବନ୍ଦ

ପୁରୀ: ଶ୍ରଦ୍ଧାଳୁଙ୍କ ପାଇଁ ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର । ଅପରାହ୍ଣ ୪ଟାରୁ ରାତି ୮ଟା ଯାଏ ଶ୍ରୀମନ୍ଦିର ବନ୍ଦ ରହିବା ନେଇ ସୂଚନା ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଲୋକସମ୍ପର୍କ ଅଧିକାରୀ ଏନେଇ…
Read More...

ମାତିଲେ ମାଓବାଦୀ; ଜାଳିଦେଲେ ଯାତ୍ରୀବାହୀ ବସ୍‌

ମାଲଗାନଗିରି: ପୁଣି ମାତିଲେ ଲାଲ ବାହିନୀ । ଦୀର୍ଘ ଦିନର ନୀରବତା ପରେ ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ନବରଙ୍ଗପୁର ଜିଲା ଉମରକୋଟ ଠାରୁ ମାଲକାନଗିରି ଦେଇ ହାଇଦ୍ରାବାଦ ଯାଉଥିବା ଗୁପ୍ତା ନାମକ ଏକ ଘରେଇ …
Read More...

ଦର୍ଲିପାଲି ଏନଟିପିସି ପାୱାର ଷ୍ଟେସନରୁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ

ସୁନ୍ଦରଗଡ଼ :  ସୁନ୍ଦରଗଡ଼ର ଦର୍ଲିପାଲି ସ୍ଥିତ ଏନଟିପିସି ପାୱାର ଷ୍ଟେସନରେ ହଠାତ୍ ସମସ୍ୟା ଦେଖାଦେଇଛି। ଫଳରେ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ତେବେ ଏଥି ପାଇଁ ଲୋଡ୍ ରେଗୁଲେସନକୁ ଏଡାଇ ହେବନାହିଁ ।…
Read More...

ବଞ୍ଚିବାର ରାହା ଦେଖାଇଛି ଝରଣା ପାଣି ; ଜବାଗାଁରେ ପାନୀୟ ଜଳ ସମସ୍ୟା

ଲାଞ୍ଜିଗଡ :  ରାଜ୍ୟ ସରକାର ପାନୀୟ ଜଳକୁ ମୌଳିକ ଅଧିକାରର ପରିସରଭୁକ୍ତ କରିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ପାନୀୟ ଜଳ ଏଯାଏଁ ସ୍ୱପ୍ନ ହୋଇ ରହିଯାଇଛି । ଗ୍ରୀଷ୍ମତାପ ଯେତେ ବଢିଚାଲିଛି…
Read More...

ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ, ତାପମାତ୍ରା ୩୯ଡିଗ୍ରୀ  

କଲ୍ୟାଣସିଂହପୁର : ଗତ କିଛି ଦିନ ଧରି ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତାତିରୁ ମୁକୁଳିବା ପାଇଁ ଲୋକେ ଏବେ ତ୍ରାହି ତ୍ରାହି ଡାକ ଦେଉଥିବା ଶୁଣିବାକୁ ମିଳୁଛି । ସକାଳ ୮ଟା…
Read More...

ପଞ୍ଚାୟତିରାଜ ଅନୁଷ୍ଠାନକୁ ଶକ୍ତିଶାଳୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତିରାଜ ଦିବସରେ ପଞ୍ଚାୟତିରାଜ ଅନୁଷ୍ଠାନକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଛନ୍ତି । ଟ୍ୱିଟ କରି ସେ କହିଛନ୍ତି ଯେ, ତୃଣମୂଳସ୍ତରରୁ ଗଣତନ୍ତ୍ରକୁ ସୁଦୃଢ କରିବା…
Read More...

ହନୁମାନ ଚାଳିଶା ବିବାଦ: ଜେଲ ଗଲେ ରାଣା ଦମ୍ପତି

ନୂଆଦିଲ୍ଲୀ: ମୁମ୍ବାଇରେ ହନୁମାନ ଚାଳିଶା ପାଠକୁ ନେଇ ବିବାଦ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନର ଖବର ଅନୁସାରେ ଅମରାବତୀର ସାଂସଦ ନବନୀତ ରାଣା ଓ ବିଧାୟକ ସ୍ୱାମୀ ରବିରାଣା ଜେଲ ଯାଇଛନ୍ତି । ୧୪ ଦିନିଆ…
Read More...

କଲବଲ ହେଉଛନ୍ତି ପାକିସ୍ତାନବାସୀ; ଦିନକୁ ୮ରୁ ୧୨ ଘଣ୍ଟା ହେଉଛି ବିଦ୍ୟୁତ୍‌ କାଟ୍‌

ନୂଆଦିଲ୍ଲୀ: ଘୋର ବିଜୁଳି ସଙ୍କଟ ଭିତରେ ଗତି କରୁଛନ୍ତି ପାକିସ୍ତାନବାସୀ । ପ୍ରତ୍ୟେକ ଦିନ ୮ରୁ ୧୨ ଘଣ୍ଟା ପାକିସ୍ତାନରେ ବିଜୁଳି କାଟ ହେଉଥିବା ଜଣାପଡ଼ିଛି । ବିଦ୍ୟୁତ ଯୋଗାଣ ବ୍ୟାହତ କାରଣରୁ ପାକିସ୍ତାନବାସୀ…
Read More...

ଜାମ୍ମୁ କାଶ୍ମୀରରେ ବିକାଶର ନୂତନ ଯୁଗ ଆରମ୍ଭ ହୋଇଛି : ମୋଦୀ

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଜାମ୍ମୁରେ ପ୍ରଥମ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ଶମ୍ବା ଜିଲ୍ଲାର ପାଲୀରେ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଆୟାଜିତ…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ଜମ୍ମୁକାଶ୍ମୀର: କୁଲଗାମ ଜିଲ୍ଲାର ମିରହମା ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ତେବେ ମୃତ ଦୁଇ ଆତଙ୍କବାଦୀ…
Read More...

ଦେଶରେ ବୃଦ୍ଧି ପାଉଛି ଡିଜିଟାଲ କାରବାର ସଂସ୍କୃତି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ ଡିଜିଟାଲ କାରବାରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଭାରତରେ ଡିଜିଟାଲ କାରବାର ସଂସ୍କୃତି ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି । ଆକାଶବାଣୀର  ‘ମନ କୀ ବାତ’…
Read More...

ଫାଶୀଦଣ୍ଡ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ: ଫାଶୀଦଣ୍ଡକୁ ନେଇ ଖୁବଶୀଘ୍ର ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯିବା ନେଇ ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ କହିବା ଅନୁସାରେ ଆସିବାକୁ ଥିବା ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ କେଉଁ ଦୋଷୀକୁ…
Read More...

ଜାମ୍ମୁରେ ପହଞ୍ଚିଲେ ମୋଦୀ, ବିମାନବନ୍ଦରରେ ଭବ୍ୟ ସ୍ବାଗତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁରେ ପହଞ୍ଚିଛନ୍ତି ।  ଜାମ୍ମୁ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜାମ୍ମୁ କାଶ୍ମୀର ବିଜେପିର ବରିଷ୍ଠ ନେତାମାନେ ସ୍ୱାଗତ କରିଛନ୍ତି । ଧାରା ୩୭୦ ପ୍ରତ୍ୟାହାର…
Read More...

ତତଲା ତାୱାରେ ରାଜଧାନୀ; ଦିନ ୧୧ଟା ସୁଦ୍ଧା ୪୦.୨ଡିଗ୍ରୀ ତାପମାତ୍ରା

ଭୁବନେଶ୍ୱର: ତତଲା ତାୱାରେ ଛଟପଟ ହେଉଛି ରାଜଧାନୀ । ଆଜିବି ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ତାତି ଅନୁଭୂତ ହେଉଛି । ପ୍ରବଳ ଗରମ ଓ ଗୁଳୁଗୁଳିରେ ରାଜଧାନୀବାସୀ ହନ୍ତସନ୍ତ ହେଉଛନ୍ତି । ଦିନ ୧୧ଟା ସୁଦ୍ଧା ଭୁବନେଶ୍ୱରରେ…
Read More...

ସ୍ୱାଭିମାନ ଅଞ୍ଚଳରେ ପୁଣି ଲାଗିଲା ମାଓ ବିରୋଧୀ ପୋଷ୍ଟର

ମାଲକାନଗିରି: ସ୍ୱାଭିମାନ ଅଂଚଳରେ ପୁଣି ଲାଗିଲା ମାଓ ବିରୋଧୀ ପୋଷ୍ଟର । ବିଚ୍ଛିନ୍ନାଞ୍ଚଳ ଉନ୍ନୟନ ସଂଘ ମାଲକାନଗିରି ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକର ରାଳେଗେଦ, ସାରୁକୁବନ୍ଦ, ପାପରମେଟାଲ ଆଦି ଅଂଚଳରେ ତେଲୁଗୁ ଓ ଓଡ଼ିଆ…
Read More...

ଦିନକରେ ୨୫୯୩ ନୂଆ ସଂକ୍ରମିତ : ସକ୍ରିୟ ଆକ୍ରାନ୍ତ ହାର ୦.୦୪ %

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦିନକରେ ଆଉ ୨,୫୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୫୭,୫୪୫କୁ ବୃଦ୍ଧି ପାଇଛି । ସେହିପରି…
Read More...

ଛୁଟିଦିନରେ ସରକାରୀ ଗାଡ଼ିରେ ବୁଲୁଛନ୍ତି ଅଧିକାରୀଙ୍କ ପରିବାର !

କୁଆଁପାଳ: କଥାରେ ଅଛି ସରକାରକା ମାଲ ଦରିଆମେ ଡାଲ । ଏହି ନୀତିରେ ଏବେ ଚାଲିଛି ସରକାରୀ ବାବୁମାନଙ୍କ କାର୍ଯ୍ୟକଳାପ । ରାଜ୍ୟ ସରକାର ଜନସାଧାରଣଙ୍କ ନିକଟରେ ସମସ୍ତ କାର୍ଯ୍ୟକୁ ପହଞ୍ଚାଇବା ଓ ସେବା ଯୋଗାଇବା ପାଇଁ…
Read More...

ଜିଲ୍ଲା ଶିକ୍ଷାଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ; ପରୀକ୍ଷା ବର୍ଜନ କଲେ ୧୮୭ ପରୀକ୍ଷାର୍ଥୀ

ଧାମରା: ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିଷ୍ପତ୍ତିଙ୍କୁ ଅଭିଭାବକଙ୍କ ବିରୋଧ ।  ନିଜ ମନମାନୀରେ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ସ୍ଥାପନା କରିବାକୁ ନେଇ ହୋଇଥିବା ଚିଠିକୁ ଧାମରା ଅଂଚଳର ୧୮୭ ଅଭିଭାବକ ବିରୋଧ…
Read More...

୯ କରୋନା ପଜିଟିଭ ଚିହ୍ନଟ,୨୬ ଜିଲ୍ଲା କରୋନା ମୁକ୍ତ

ଭୁବନେଶ୍ବର :  ରାଜ୍ୟରେ ଦିନକରେ ଆଉ ୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୪ ଜିଲ୍ଲା ଓ ଷ୍ଟେଟ ପୁଲରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬ ଓ ସ୍ଥାନୀୟ ଅଞ୍ଚଳରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ…
Read More...

ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବଧୀ ପାର୍କ, ଆଲୋକିକରଣ ପାଇଁ ଦାବି

ଚୌଦ୍ୱାର: ଭାରତ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥାଦ୍ୱାରା ସଂରକ୍ଷିତ ଐତିହାସିକ ପର୍ଯ୍ୟଟନସ୍ଥଳ ଭାବେ ଘୋଷଣା କରାଯାଇଥିବା ତଥା ଚୌଦ୍ୱାରର ଐତିହ୍ୟର ସ୍ମାରକୀ ବହନ କରୁଥିବା ବଧୀ କୁଦ ଏବଂ ଏଥି ସଂଲଗ୍ନ ପାର୍କ ଏବେ…
Read More...

ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସଯାତ୍ରା

ଲାଞ୍ଜିଗଡ଼: ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍‌ ଷ୍ଟାଫ କଲୋନୀ ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ନବନିର୍ମିତ ଶ୍ରୀରାମ ମନ୍ଦିରରେ ରତ୍ନମୁଦ ସହିତ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଇ ଅବସରରେ ଗତକାଲି…
Read More...

ଚାରିଦିନ ହେଲା ପୁଅ ନିଖୋଜ; ଫାଣ୍ଡିରେ ଏତଲା ଦେଲେ ବାପା ମା’  

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ମୈଦଲପୁର ପୁଲିସ ଫାଣ୍ଡି ଅଧିନରେ ଥିବା ସାନବାର୍ଲି ଗ୍ରାମର ଜଣେ ନାବାଳକ ଚାରିଦିନ ହେବ ନିଖୋଜ ଥିବା ଅଭିଯୋଗ ହୋଇଛି । ଏନେଇ ମୈଦଲପୁର ଫାଣ୍ଡିରେ ନାବାଳକର  ବାପା ପରମାନନ୍ଦ ଏତଲା…
Read More...

ଓଲଟିଲା ବସ୍‌, ୨୫ ଯାତ୍ରୀ ଆହତ

ଛତ୍ରପୁର: ତାମିଲନାଡୁର ଏକ ତୀର୍ଥଯାତ୍ରୀ ବସ  ଟିଏନ ୬୩ ଏଏସ୍‌ ୦୫୦୨ ଗତକାଲି ବିଳମ୍ବିତ ରାତ୍ରରେ ରମ୍ଭା ଜାତୀୟ ରାଜପଥ ରାଜୁ ଢ଼ାବା ନିକଟରେ ଭାରଶ୍ୟାମ ହରାଇ ଓଲଟି ପଡ଼ିଥିଲା । ଫଳରେ ୨୫ରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ…
Read More...

ଭୁବନେଶ୍ୱରରେ ପୁଣି ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଚନ୍ଦ୍ରଶେଖରପୁର ହାଉସିଂବୋର୍ଡରୁ ୨ ମୃତଦେହ ଉଦ୍ଧାର କରିଛି ପୁଲିସ । ସରକାରୀ ଡାକ୍ତରଖାନା ନିକଟସ୍ଥ ଏକ ଘର ଭିତରୁ ସ୍ତ୍ରୀ ଓ ତାଙ୍କ…
Read More...

ଦିଗପହଣ୍ଡିରେ ଏକାସଙ୍ଗେ ଦୁଇଜଣଙ୍କୁ ହତ୍ୟା !

ବ୍ରହ୍ମପୁର: ଦିଗପହଣ୍ଡି ଥାନା ଚଷାନିମଖାଣ୍ଡି ଗାଁ ନିକଟରୁ ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଦୁଇ ଜଣଙ୍କୁ ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି ।…
Read More...

ଆଠଗଡ ରୋଟାରୀ କ୍ଲବର ଅଧିଷ୍ଠାନ ଉତ୍ସବ

ଆଠଗଡ : ନବ ଗଠିତ ଆଠଗଡ ରୋଟାରୀ କ୍ଲବର ପ୍ରଥମ ଅଧିଷ୍ଠାନ ଉତ୍ସବ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଆନ୍ତର୍ଜାତିକ ରୋଟାରୀ ଜିଲ୍ଲା ୩୨୬୬୮ର ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି ଯୋଗଦେଇ…
Read More...

ଆଠଗଡରେ ପ୍ରବଳ ଗ୍ରୀଷ୍ମପ୍ରବାହ, ଜନଜୀବନ ଦୁର୍ବିସହ

ଆଠଗଡ :  ଆଠଗଡରେ ଗତ ୭ଦିନ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଶନିବାର ତାପମାତ୍ରା ସର୍ବାଧିକ ୪୨ଂ ସେଲସିୟସ ରେକର୍ଡ ହୋଇଥିବା ଜଣାପଡିଛି । ପ୍ରଚଣ୍ଡ ଖରା ଓ ଗରମ ଯୋଗୁଁ ସକାଳ ୯ଟା ପରଠାରୁ ସାଧାରଣ…
Read More...

ଆସନ୍ତାକାଲି ମୋଦୀଙ୍କୁ ପ୍ରଦାନ କରାଯିବ ପ୍ରଥମ ଲତା-ଦୀନାନାଥ ମଙ୍ଗେସକର ପୁରସ୍କାର

ମୁମ୍ବଇ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆସନ୍ତାକାଲି (ରବିବାର) ପ୍ରଥମ ଲତା-ଦୀନାନାଥ ମଙ୍ଗେସକର ପୁରସ୍କାର ପ୍ରଦାନ କରାଯିବ। ପ୍ରଖ୍ୟାତ ଗାୟିକା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ସ୍ମୃତିରେ ଏହି ପୁରସ୍କାର…
Read More...

ଭାରତୀୟ ଛାତ୍ରଛାତ୍ରୀଙ୍କୁ ପାକିସ୍ତାନରେ ଉଚ୍ଚଶିକ୍ଷା ମନା

ନୂଆଦିଲ୍ଲୀ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓ ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ, ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଦୁଇ ସଂସ୍ଥା ଦ୍ୱାରା…
Read More...

ଯଶିପୁର ମୁଖ୍ୟ ବଜାର ଛକରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତିଲେ ଲୋକ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଯଶିପୁର ମୁଖ୍ୟ ବଜାର ଛକ ନିକଟରେ ଏକ ସିରିଜ୍ ଦୁର୍ଘଟଣା ଘଟିଛି । ଏକ ୧୨  ଚକିଆ ଟ୍ରକକୁ  ଟ୍ରଲର ଧକ୍କା ହେବା ସହ ଅନ୍ୟ ୪ଟି ଯାତ୍ରାବାହୀ ଅଟୋକୁ ଧକ୍କା ଦେବା ଫଳରେ ସଡ଼କ ଦୁର୍ଘଟଣା…
Read More...

୨୦୨୪ ସୁଦ୍ଧା ଜନଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରକୁ ବୃଦ୍ଧି କରିବା ଲକ୍ଷ୍ୟ

ନୂଆଦିଲ୍ଲୀ :  ଦେଶର ସାଧାରଣ ନାଗରିକ, ବିଶେଷ କରି ଗରିବ ଲୋକମାନଙ୍କ ନିମନ୍ତେ ଶସ୍ତା ଦରରେ ଗୁଣବତାପୂର୍ଣ୍ଣ ଔଷଧ ଉପଲବ୍ଧ କରାଇବା ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ସରକାର ମାର୍ଚ୍ଚ ୨୦୨୪ ସୁଦ୍ଧା ପ୍ରଧାନମନ୍ତ୍ରୀ ଭାରତୀୟ…
Read More...

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଜମ୍ମୁ-କାଶ୍ମୀ​ର ଗସ୍ତ : ଜାତୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମ ଯୋଗଦେବେ

ନୂଆଦିଲ୍ଲୀ : ଆସନ୍ତାକାଲି (ରବିବାର) ଜାତୀୟ ପଞ୍ଚାୟତିରାଜ ଦିବସ।  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ଅଂଶ ଗ୍ରହଣ କରିବା ନିମନ୍ତେ ରବିବାର (ଆସନ୍ତାକାଲି) ଜମ୍ମୁ ଓ କଶ୍ମୀର…
Read More...

ଚାଞ୍ଚଲ୍ୟକର ଶୀର୍ଷକ ବ୍ୟବହାର ନକରିବାକୁ ସତର୍କ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଘରୋଇ ଟିଭି ସମାଚାର ଚ୍ୟାନେଲଗୁଡ଼ିକରେ ମିଛ ଦାବି ଏବଂ ଚାଞ୍ଚଲ୍ୟକର ଶୀର୍ଷକ (ହେଡଲାଇନ୍ସ) ବ୍ୟବହାର କରାଯାଉଥିବାରୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଗମ୍ଭୀର ଚିନ୍ତା ପ୍ରକଟ କରିଛି। ଏ…
Read More...

ଯନ୍ତ୍ରଣାରେ ଛଟପଟ ହେଉଛି ଅସହାୟ ସ୍ନେହା : ଅନ୍ଧ ସାଜିଛି ଜିଲା ପ୍ରଶାସନ

ଦେବଗଡ଼ : ସାତ ମାସ ନପୁରୁଣୁ ସାପ କାମୁଡାରେ ପରକରି ଆର ପାରିକୁ ଚାଲିଗଲେ ମା’ ଲିପି ନାୟକ । ଏହାର ୨ ବର୍ଷ ନଯାଉଣୁ ନିଷ୍ଠୁର ପିତା ଗୋବିନ୍ଦ ନାୟକ ଏକା ଛାଡି ଜଣେ ଯୁବତୀଙ୍କ ସହ କେଉଁ ଆଡେ ଚାଲିଗଲେ ଯେ, ଆଉ ପଛକୁ ଫେରି…
Read More...

ରାଣୀପୁର ଝରିଆଲ ସୋମେଶ୍ଵର ମନ୍ଦିରର ଦାନ ବାକ୍ସ ଭାଙ୍ଗି ଚୋରି, ସିସିଟିଭି ଭଙ୍ଗାରୁଜା 

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକର ବହୁ ପୁରାତନ ଐତିହାସିକ ଚଉଷଠି ଯୋଗିନୀ ପୀଠ ରାଣୀପୁର ଝରିଆଲ ସ୍ଥିତ  ସୋମେଶ୍ଵର ମହାଦେବ ମନ୍ଦିରରୁ ଚୋରି ହୋଇଛି । ଶୁକ୍ରବାର ବିଳମ୍ବିତ ରାତ୍ରିରେ କେହି…
Read More...