www.samajalive.in
Saturday, December 6, 2025
16.1 C
Bhubaneswar

ଦର୍ଲିପାଲି ଏନଟିପିସି ପାୱାର ଷ୍ଟେସନରୁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ

ସୁନ୍ଦରଗଡ଼ :  ସୁନ୍ଦରଗଡ଼ର ଦର୍ଲିପାଲି ସ୍ଥିତ ଏନଟିପିସି ପାୱାର ଷ୍ଟେସନରେ ହଠାତ୍ ସମସ୍ୟା ଦେଖାଦେଇଛି। ଫଳରେ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ତେବେ ଏଥି ପାଇଁ ଲୋଡ୍ ରେଗୁଲେସନକୁ ଏଡାଇ ହେବନାହିଁ । ଅନ୍ୟପକ୍ଷରେ ପାୱାର ଷ୍ଟେସନରେ ଆବଶ୍ୟକ ପରିମାଣର ବିଦ୍ୟୁତ ଶକ୍ତି ଉପଲବ୍ଧ ନାହିଁ । ଯାହାକୁ ନେଇ ଏବେ ଶକ୍ତି ସଂକଟ ଦେଖିବାକୁ ମିଳିଛି ।  ଉଲ୍ଲେଖଯୋଗ୍ୟ, ଏନଟିପିସି ଦର୍ଲିପାଲି ପାୱାର ଷ୍ଟେସନରେ ପ୍ରତ୍ୟେହ ୮୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଥାଏ । ଏଥିରୁ ଓଡ଼ିଶାକୁ ୪୦୦ ମେଗାୱାଟ ମିଳିଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories