କ୍ରୀଡା ଓ ଯୁବ ବ୍ୟାପର ବିଭାଗ ମନ୍ତ୍ରୀଙ୍କ ଗଜଲକ୍ଷ୍ମୀ ପୂଜା ମଣ୍ଡପ ଗସ୍ତ

ନେମାଳ : କଟକ ସଦର ନିର୍ବାଚନ ମଣ୍ଡଳି ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଗଜଲକ୍ଷ୍ମୀ ପୂଜା ମଣ୍ଡପକୁ କ୍ରୀଡା, ଯୁବ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥି…
Read More...

ସତ୍ୟବାଦୀରେ ମଣ୍ଡଳସ୍ତରୀୟ ସୁରଭି ପ୍ରତିଯୋଗିତା

ସୁଆଣ୍ଡୋ : ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଶନିବାର ମଣ୍ଡଳସ୍ତରୀୟ ସୁରଭି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବ୍ଲକର ଚଉଦଟି କ୍ଲଷ୍ଟରରୁ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏଥି…
Read More...

ଚନ୍ଦ୍ରବାବୁ-କେଜରିୱାଲ-ଶରଦ ଆଲୋଚନା

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍. ଚନ୍ଦ୍ରବାବୁ ନାଇଡୁ ଶନିବାର ଏଠାରେ ଆମ୍‍ ଆଦମି ପାର୍ଟି ମୁଖ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀର ଆନ୍ଧ୍ରପ୍ରଦେଶ ଭବନଠାରେ…
Read More...

ଆତଙ୍କବାଦୀଙ୍କ ଗୁଳିରେ ସିଆଇଏସ୍‍ଏଫ୍‍ ଏଏସ୍‍ଆଇ ସହିଦ

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ପୁଣି ଜଣେ ଯବାନ ସହିଦ ହୋଇଛନ୍ତି। ଶୁକ୍ରବାର ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ଶ୍ରୀନଗର ନିକଟ ନୌଗାଓଁର ୱାଗୁରାଠାରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଚାଲିଥିବା…
Read More...

ଆରବରେ ବେନାମୀ ସମ୍ପତ୍ତି ଠୁଳ କରିଛନ୍ତି ଇମ୍ରାନଙ୍କ ଭଉଣୀ

ଇସଲାମାବାଦ : ୟୁନାଇଟେଡ ଆରବ ଏମିରେଟ୍ସରେ ବିପୁଳ ପରିମାଣର ବେନାମୀ ସମ୍ପତ୍ତି ଠୁଳ କରିଥିବା ୪୪ଜଣ ପ୍ରଭାବଶାଳୀ ପାକିସ୍ତାନ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଭଉଣୀ ଅଲିମା…
Read More...

ଛୋଟ ଦଳ ଏକତ୍ର ନହେଲେ ୨୦୧୯ ପରେ ଆଉ ନିର୍ବାଚନ ହେବ ନାହିଁ: ହାର୍ଦିକ ପଟେଲ

ନୂଆଦିଲ୍ଲୀ : ଦେଶର ଛୋଟ ଛୋଟ ରାଜନୈତିକ ଦଳଗୁଡ଼ିକ ଏକତ୍ର ନହେଲେ ୨୦୧୯ ପରେ ଆଉ ସାଧାରଣ ନିର୍ବାଚନ ହେବ ନାହିଁ। ଏଭଳି ମନ୍ତବ୍ୟ ଦେଇଛନ୍ତି ପଟିଦାର ନେତା ହାର୍ଦିକ ପଟେଲ। ସମାଜବାଦୀ ବ୍ରିଗେଡ ମହାରାଷ୍ଟ୍ରର ନବମ…
Read More...

ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଲମପୁର :  କଳାହାଣ୍ଡି ଜିଲା କଲମପୁର ବ୍ଲକ ବିଜମରା ପଞ୍ଚାୟତ ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମର ଜଣେ ଯୁବକଙ୍କୁ ବିଜମରା ଡୁମେରମୁଣ୍ଡା ମୁଖ୍ୟ ରାସ୍ତାର ଏକ ବିଲ ମଧ୍ୟରେ ପଥରରେ ଛେଚି ହତ୍ୟା କରିଥିବା ଜଣାପଡିଛି। …
Read More...

ପ୍ରଧାନମନ୍ତ୍ରୀଙ୍କୁ ‘ଡେଙ୍ଗୁ ମଶା’ କହିଲେ ସୋଲାପୁର ବିଧାୟିକା

ମୁମ୍ବଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ମହାରାଷ୍ଟ୍ରର କଂଗ୍ରେସ ବିଧାୟିକା ପ୍ରଣିତୀ ସିନେ୍ଧ। ଦକ୍ଷିଣ ସୋଲାପୁର ବିଧାୟିକା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…
Read More...

ଦାଉଦର ସାନ ଭାଇକୁ ବିରିଆନି ଖାଇବାକୁ ଦେଇ ୫ ପୁଲିସ୍‍ କର୍ମୀ ନିଲମ୍ବିତ

ଥାଣେ/ମୁମ୍ବଇ : ଅଣ୍ଡରୱାର୍ଲ୍ଡ ଡନ୍‍ ଦାଉଦ ଇବ୍ରାହିମ୍‍ର ସାନ ଭାଇ ଇକବାଲ କାସକରକୁ ହସ୍ପିଟାଲରେ ‘ସ୍ୱତନ୍ତ୍ର ଆତିଥ୍ୟ’ ଦେବା ଅଭିଯୋଗରେ ମୁମ୍ବଇ ପୁଲିସ୍‍ର ୫ ଜଣ କର୍ମୀଙ୍କୁ ଶନିବାର ନିଲମ୍ବନ କରାଯାଇଛି। ବଳ ପୂର୍ବକ…
Read More...

ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଭାସିଯାଇଥିବା ଶିଶୁର ଶବ ଉଦ୍ଧାର

କଲମପୁର : ଗତ ଶୁକ୍ରବାର ସନ୍ଧ୍ୟାରେ ଶୌଚ ପାଇଁ ଯାଇ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ନିଖୋଜ ହୋଇଯାଇଥିବା ବ୍ରାହ୍ମଣକେନ୍ଦୁଗୁଡାର ରାମ ଗୌଡଙ୍କ ୫ ବର୍ଷିୟ ଶିଶୁ ପୁତ୍ର ଭଜ ଗୌଡର ଶବକୁ ଦୀର୍ଘ ୨୪ ଘଣ୍ଟା ପରେ…
Read More...

ମାଓବାଦୀଙ୍କ ଗୁଳି ମାଡ଼ରେ ସିଆରପିଏଫର ୫ ଯବାନ ସହିଦ

ରାୟପୁର : ଛତିଶଗଡ଼ ନିର୍ବାଚନ ପୂର୍ବରୁ ମାଓବାଦୀମାନେ ଶନିବାର ଭାରତୀୟ ସୁରକ୍ଷା କର୍ମୀଙ୍କ ଉପରେ ଏକ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ସିଆରପିଏଫର ୫ ଯବାନ ସହିଦ ହୋଇଛନ୍ତି ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି।…
Read More...

ତିତଲି ବିପନ୍ନଙ୍କୁ ସହାୟତା ଦାବିରେ ବିଜେପିର ବ୍ଳକ ଘେରାଉ

ମୋହନା : ମୋହନା ବ୍ଳକରେ ବିଗତ ଦିନରେ ତିତିଲି ଦ୍ୱାରା ପ୍ରଭାବିତ ହୋଇଥିବା ବିପନ୍ନ ମାନଙ୍କୁ ସହାୟତା ତଥା ଥଇଥାନ ଦାବିରେ ମୋହନା ବ୍ଲକ ବିଜେପି ପକ୍ଷରୁ ଶନିବାର ବ୍ଳକ ଘେରାଉ କରାଯାଇଥିଲା। ବ୍ଳକ ବିଜେପି ମଣ୍ଡଳ…
Read More...

ଭୀମା କୋରେଗାଓଁ ମାମଲା: ସୁଧା ଭରଦ୍ୱାଜ ଗିରଫ

ପୁଣେ : ଭୀମା କୋରେଗାଓଁ ହିଂସାକୁ ନେଇ ପୁଣେ ପୁଲିସ ଫରିଦାବଦାରୁ ସାମାଜିକ କର୍ମୀ ତଥା ବାମପନ୍ଥୀ ବିଚାରକ ସୁଧା ଭରଦ୍ୱାଜଙ୍କୁ ଶନିବାର ଗିରଫ କରିଛି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି…
Read More...

ପଶ୍ଚିମ ଓଡିଶାର ୮ଟି ମନ୍ଦିରରେ ହେବ ଉନ୍ନତିମୂଳକ କାର୍ଯ୍ୟ ପାଇଁ ସର୍ଭେ

ସମ୍ବଲପୁର :ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ଓ ପାଟଣେଶ୍ୱରୀ ମନ୍ଦିର ସହିତ ପଶ୍ଚିମ ଓଡିଶାର ୮ଟି ପ୍ରମୁଖ ପୀଠ ଓ ମନ୍ଦିର ମାନଙ୍କରେ ବିଭିନ୍ନ ଉନ୍ନତିମୁଳକ କାର୍ଯ୍ୟ କରାଯିବ। ଏଥିପାଇଁ ସରକାରୀ ତୈଳ…
Read More...

ପ୍ୟାନ ବିବରଣୀ ଦେଇ ନାହାନ୍ତି ୭ ସାଂସଦ, ୧୯୯ ବିଧାୟକ: ରିପୋର୍ଟ

ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନର ୭ ସାଂସଦ ଏବଂ ୧୯୯ ଜଣ ବିଧାୟକ ନିଜ ପ୍ୟାନକାର୍ଡ ବିବରଣୀ ଘୋଷଣା କରିନାହାନ୍ତି। ନିର୍ବାଚନ ସମୟରେ ନାମାଙ୍କନପତ୍ର ଦାଖଲ ପାଇଁ ସତ୍ୟପାଠରେ ପ୍ୟାନକାର୍ଡ ତଥ୍ୟ ଦେବାକୁ ପଡ଼ିଥାଏ। ହେଲେ…
Read More...

ଜାମିନ ପାଇଁ ଜେଲରେ ଖୋଲିବ କ୍ୟାମ୍ପ କୋର୍ଟ : ହାଇକୋର୍ଟ

କଟକ : ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିବା ଫଳରେ ଜେଲରୁ ମୁକୁଳି ପାରୁ ନାହାନ୍ତି କଏଦୀ। ତେବେ କଏଦୀ ମାନଙ୍କୁ ମୁକୁଳାଇବା ପାଇଁ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରତ୍ୟେକ ଜିଲାରେ ଥିବା ଜେଲ…
Read More...

ଏନ୍‍ଡିଏରେ ଅସନ୍ତୋଷର ବହ୍ନି: ତେଜସ୍ୱୀଙ୍କୁ ଭେଟିଲେ କୁଶୱାହା

ପାଟନା : ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଏବଂ ଜେଡିୟୁ ସମାନ ସମାନ ଆସନରେ ଲଢିବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଏହା ଘୋଷଣା କରିବାର କିଛି କ୍ଷଣ ପରେ ଶନିବାର…
Read More...

ଶାବରୀମାଳାରେ ମହିଳାଙ୍କ ପ୍ରବେଶ ରାୟକୁ ସମର୍ଥନ କରିବାରୁ ବାବାଙ୍କ ଆଶ୍ରମ ପୋଡ଼ି ଦେଲେ ଦୁର୍ବୃତ୍ତ

ଥିରୁଭାନନ୍ତପୁରମ : କେରଳର ପ୍ରସିଦ୍ଧ ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଆରମ୍ଭ ହୋଇଥିବା ବିରୋଧ ଏବେ ଉଗ୍ରରୂପ ନେଇଛି। ପ୍ରଜନନକ୍ଷମ ମହିଳାଙ୍କୁ ଶାବରୀମାଳାରେ ପ୍ରବେଶ ଅନୁମତି ପ୍ରଦାନ ସମ୍ବନ୍ଧୀୟ…
Read More...

ଶାବରୀମାଳା ଭକ୍ତଙ୍କୁ ଶାହାଙ୍କ ଦୃଢ ସମର୍ଥନ

କନ୍ନୁର : ଶାବରୀମାଳାରେ ମହିଳାଙ୍କ ପ୍ରବେଶ ସମ୍ବନ୍ଧୀୟ ରାୟକୁ ବିରୋଧ କରୁଥିବା ଭଗବାନ ଆୟପ୍ପାଙ୍କ ଭକ୍ତଙ୍କୁ ବିଜେପି ଅଧ୍ୟକ୍ଷ ଅମିତ୍‍ ଶାହା ଶନିବାର ଦୃଢ ସମର୍ଥନ କରିଛନ୍ତି। କନ୍ନୁର ବିମାନବନ୍ଦର ଉଦ୍‍ଘାଟନ କରି…
Read More...

କୋଣାର୍କ ଉତ୍ସବ -୨୦୧୮ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ

କୋଣାର୍କ : କୋଣାର୍କ ଯାତ୍ରୀ ନିବାସ ସମ୍ମେଳନ କକ୍ଷ ଠାରେ  ୨୯ତମ କୋଣାର୍କ ଉତ୍ସବ ନିମନ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବଙ୍କ…
Read More...

ପାକିସ୍ତାନକୁ ବିପିନ ରାୱତଙ୍କ ଚେତାବନୀ; ଆତଙ୍କବାଦକୁ ଅସ୍ତ୍ର କରି କାଶ୍ମୀର ଅକ୍ତିଆର ସମ୍ଭବ ନୁହେଁ

ନୂଆଦିଲ୍ଲୀ : ବିଶ୍ୱ ସମୁଦାୟର ବାରମ୍ବାର ତାଗିଦ ସତ୍ତ୍ବେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଆସୁଥିବା ପାକିସ୍ତାନକୁ ଭାରତୀୟ ସେନା ମୁଖ୍ୟ ବିପିନ ରାୱତ୍‍ ଶନିବାର କଡ଼ା ଚେତାବନୀ ଦେଇଛନ୍ତି। ଜାମ୍ମୁ-କାଶ୍ମୀରରେ…
Read More...

ସଞ୍ଜୟ ମିଶ୍ର ଇଡ଼ିର ଅନ୍ତରୀଣ ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ : ଭାରତୀୟ ରାଜସ୍ୱ ସେବା (ଆଇଆର୍‍ଏସ୍‍) ଅଧିକାରୀ ସଞ୍ଜୟ କୁମାର ମିଶ୍ରଙ୍କୁ କେନ୍ଦ୍ର ସରକାର ଶନିବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ଅନ୍ତରୀଣ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି। ଏଥିସହ ତାଙ୍କୁ…
Read More...

ରାଫେଲ କାରବାର: ସୁପ୍ରିମକୋର୍ଟରେ ତଥ୍ୟ ଦାଖଲ କଲା କେନ୍ଦ୍ର

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦେଶର ଅନୁପାଳନ ପୂର୍ବକ କେନ୍ଦ୍ର ସରକାର ଶନିବାର ରାଫେଲ କାରବାର ସମ୍ବନ୍ଧୀୟ ତଥ୍ୟ ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲଙ୍କ ନିକଟରେ ଦାଖଲ କରିଛନ୍ତି। ରାଫେଲ କାରବାରରେ…
Read More...

ଘନେଇଲା ଶ୍ରୀଲଙ୍କା ରାଜନୈତିକ ସଙ୍କଟ: ସଂସଦ ଭଙ୍ଗ

କଲମ୍ବୋ : ଶ୍ରୀଲଙ୍କାର ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ପ୍ରଧାନମନ୍ତ୍ରୀ ପଦରୁ ରାନିଲ ବିକ୍ରମସିଙ୍ଘେଙ୍କୁ ବରଖାସ୍ତ କରିବାର ଦିନକ ପରେ ରାଷ୍ଟ୍ରପତି ମୈତ୍ରୀପାଲ ଶିରିସେନା ଶନିବାର ସଂସଦକୁ ଭଙ୍ଗ କରିଛନ୍ତି।…
Read More...

‘ମାଇକ୍ରୋମାକ୍ସ ସ୍ପାର୍କ ଗୋ’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଭାରତୀୟ ମୋବାଇଲ କମ୍ପାନୀ ‘ମାଇକ୍ରୋମାକ୍ସ ସ୍ପାର୍କ ଗୋ’ ନାମକ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି। ଏହି ଫୋନକୁ ଆଣ୍ଡ୍ରଏଡ ଗୋ ଏଡିସନ ସହିତ ଲଞ୍ଚ କରାଯାଇଛି। ଏହି ଫୋନର ମୂଲ୍ୟ ମାତ୍ର ୩,୯୯୯ ଟଙ୍କା।…
Read More...

୧୯ ବର୍ଷ ପରେ କଂଗ୍ରେସକୁ ଫେରିଲେ ତାରିକ ଅନୱର

ଚେନ୍ନଇ : ଜାତୀୟ କଂଗ୍ରେସ ପାର୍ଟି (ଏନ୍‍ସିପି)ର ପ୍ରତିଷ୍ଠାତା ସଦସ୍ୟ ତଥା ସାଧାରଣ ସମ୍ପାଦକ ତାରିକ ଅନୱାର ଦଳ ତ୍ୟାଗ କରିବାର ଠିକ୍‍ ମାସେ ପରେ ଶନିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଦୀର୍ଘ ୧୯ ବର୍ଷ ପରେ ସେ…
Read More...

ରଜନୀକାନ୍ତ ବିଜେପି ହାତର କାଠ କଣ୍ଢେଇ: ଡିଏମକେ

ଚେନ୍ନଇ : ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ତାରକା ଓ ସୁପରଷ୍ଟାର ଭାବେ ଜଣାଶୁଣା ରଜନୀକାନ୍ତ ଏବେ ବିଜେପି ହାତର କାଠ କଣ୍ଢେଇ ଭଳି କାର୍ଯ୍ୟ କରୁଛନ୍ତି ବୋଲି ଶୁକ୍ରବାର ଦ୍ରାବିଡ ମୁନେତ୍ରା କାଜହଗାମ ( ଡିଏମକେ) ପକ୍ଷରୁ…
Read More...

ଷ୍ଟିଫେନ୍‍ସ ଓ ବର୍ଟନ୍‍ସ ସେମିକୁ ଉନ୍ନୀତ

ସିଙ୍ଗାପୁର : ଆମେରିକାର ସ୍ଲୋଏନ ଷ୍ଟିଫେନ୍‍ସ ଓ ନେଦରଲାଣ୍ଡ୍‍ସର କିକି ବର୍ଟନ୍‍ସ ଏଠାରେ ଚାଲିଥିବା ସିଜିନର ଅନ୍ତିମ ଟେନିସ ଟୁର୍ଣ୍ଣାମେଣ୍ଟ (ମହିଳା) ଡବ୍ଲ୍ୟୁଟିଏ ଫାଇନାଲ୍‍ସରେ ସିଙ୍ଗଲ୍‍ସ ଇଭେଣ୍ଟରେ ସେମିଫାଇନାଲକୁ…
Read More...

ସିଲହଟ୍‍ ସିକ୍ସର୍ସ ପାଇଁ ୱାର୍ଣ୍ଣର ଚୁକ୍ତିବଦ୍ଧ

ଢାକା : ବଲ୍‍ ଟ୍ୟାମ୍ପରିଂ ଅଭିଯୋଗରେ ଏକ ବର୍ଷ ପାଇଁ ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆର ଓପନିଂ ବ୍ୟାଟସମ୍ୟାନ ଡେଭିଡ୍‍ ୱାର୍ଣ୍ଣର ଇତିମଧ୍ୟରେ ବାଂଲାଦେଶ ପ୍ରିମିୟର ଲିଗ୍‍ ଫ୍ରାଞ୍ଚାଇଜି ସିଲହଟ୍‍ ସିକ୍ସର୍ସ ପାଇଁ…
Read More...

ରିଲାଏନ୍ସର ବଡ ନିଷ୍ପତ୍ତି, ଜିଓ ଗ୍ରାହକଙ୍କ ପାଇଁ ଅଶ୍ଲିଳ ଭିଡିଓ ମନା

ନୂଆଦିଲ୍ଲୀ : ରିଲାଏନ୍ସ କମ୍ପାନୀ ଏକ ନୂଆ ନିଷ୍ପତ୍ତି ନେଇଛି। ଏବେ ରିଲାଏନ୍ସ ଜିଓ ଗ୍ରାହକ ମାନେ ତାଙ୍କ ଫୋନରେ ଅଶ୍ଲିଳ ଭିଡିଓ ଦେଖିପାରିବେ ନାହିଁ। କିଛି ଦିନ ତଳେ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟ ଏଭଳି ନିର୍ଦ୍ଦେଶ…
Read More...

ଭୀମା କୋରେଗାଓଁ ମାମଲା: ଅରୁଣ ଫରେରା, ଭର୍ନନ ଗନସାଲଭେସ ଗିରଫ

ପୁଣେ : ଭୀମା କୋରେଗାଓଁ ହିଂସାକୁ ନେଇ ପୁଣେ ପୁଲିସ ସାମାଜିକ କର୍ମୀ ଅରୁଣ ଫରେରା ଓ ଭର୍ନନ ଗନସାଲଭେସଙ୍କୁ ଶୁକ୍ରବାର ଗିରଫ କରିଛି। ଗିରଫ ପରେ ଉଭୟ ଜାମିନ ପାଇଁ ଆବେଦନ କରିଥିବାବେଳେ ପୁଣେ ଦୌରାଜଜ୍‍ କୋର୍ଟ ଏହାକୁ…
Read More...

ବିକ୍ରମସିଙ୍ଘେ ବରଖାସ୍ତ, ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେଲେ ରାଜପକ୍ଷେ

କଲମ୍ବୋ : ଶ୍ରୀଲାଙ୍କ ରାଷ୍ଟ୍ରପତି ମୈତ୍ରୀପାଲ ଶିରିସେନା ଶୁକ୍ରବାର ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେକୁ ବରଖାସ୍ତ କରିଛନ୍ତି। ବିକ୍ରମସିଙ୍ଘେଙ୍କ ସ୍ଥାନରେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କୁ ନୂଆ…
Read More...

ସେନାଧିକାରୀଙ୍କୁ ସମାଲୋଚନା: ମୁଖପାତ୍ରଙ୍କୁ ବାଧ୍ୟତାମୂଳକ ଛୁଟି

ନୂଆଦିଲ୍ଲୀ : ସାମରିକ ବାହିନୀର ଅଧିକାରୀଙ୍କ ଦ୍ୱାରା ସେମାନଙ୍କୁ ମିଳୁଥିବା ସୁବିଧାସୁଯୋଗର ଦୁରୁପଯୋଗ ହେଉଥିବା ସଂକ୍ରାନ୍ତ ମନ୍ତବ୍ୟ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ସ୍ୱର୍ଣ୍ଣଶ୍ରୀ ରାଓ ରାଜଶେଖରଙ୍କୁ…
Read More...

ସୁପ୍ରିମକୋର୍ଟ ଯିବା ନେଇ ବିଦ୍ରୋହୀ ଏଆଇଏଡିଏମକେ ବିଧାୟକଙ୍କ ମଧ୍ୟରେ ଭିନ୍ନମତ

ଚେନ୍ନଇ : ତାମିଲନାଡ଼ୁ ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ୧୮ବିଧାୟକ ମାଡ୍ରାସ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ହାଇକୋର୍ଟ ବାଚସ୍ପତି ପି. ଧନପାଳଙ୍କ…
Read More...

ଦତ୍ତି ମହାରାଜଙ୍କ ସମେତ ୪ ଜଣଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ

ନୂଆଦିଲ୍ଲୀ : ଆତ୍ମଘୋଷିତ ଆଧ୍ୟାତ୍ମ ଗୁରୁ ଦତ୍ତି ମହାରାଜ ଓ ତାଙ୍କର ତିନି ଶିଷ୍ୟଙ୍କ ବିରୋଧରେ ଆସିଥିବା ବଳାତ୍କାର ଓ ଅପ୍ରାକୃତିକ ଯୌନ କାରବାର ଅଭିଯୋଗ ଆଧାରରେ ସିବିଆଇ ମାମଲା ରୁଜୁ କରିଛି। ଦତ୍ତିଙ୍କ ବିରୋଧରେ…
Read More...

କେନାଲକୁ ଶୌଚ ହେବାକୁ ଯାଇ ୫ ବର୍ଷିୟ ବାଳକ ନିଖୋଜ

କଲମପୁର: ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲକୁ ସନ୍ଧ୍ୟାରେ ଶୌଚ ହେବାକୁ ଯାଇ ଜନୈକ ୫ ବର୍ଷିୟ ନାଁ ବାଳକ ନିଖୋଜ ହେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ପ୍ରାପ୍ତ ସୂଚନା ଅନୁସାରେ କଲମପୁର ବ୍ଲକ ଅଧିନସ୍ଥ…
Read More...

ପଥର ମାଡ଼ରେ ଯବାନ ମୃତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଅନ୍ତନାଗଠାରେ ପଥର ମାଡ଼ରେ ଗୁରୁତର ଆହତ ଭାରତୀୟ ସେନା ଯବାନଙ୍କ ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଯବାନଙ୍କ ଘର ଉତ୍ତରାଖଣ୍ଡର ପିରୋରାଗଡ଼ରେ ଓ ତାଙ୍କ ନାମ…
Read More...

ମୋହନାରେ ଗୋପବନ୍ଧୁ ଜ୍ୟୋତିକୁ ବିପୁଳ ସମ୍ବର୍ଦ୍ଧନା

ମୋହନା : ସମଗ୍ର ରାଜ୍ୟ ପରିକ୍ରମାରେ ବାହାରି ଥିବା ଗୋପବନ୍ଧୁ ଜ୍ୟୋତି ରଥକୁ ମୋହନା ସହରରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସ୍ଥାନୀୟ ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ କାର୍ଯ୍ୟାଳୟ ସମ୍ମୁଖରେ ଗୋପବନ୍ଧୁ…
Read More...

କୋକସରାରେ ବିଶାଳ ଚାଷୀ ସମାବେଶ

କୋକସରା : କୋକସରା ବ୍ଳକକୁ ସଂପୂର୍ଣ୍ଣ ମରୁଡି ଘୋଷଣା କରିବା ଦାବୀ ନେଇ କୋକସରା କୃଷକ ସଚେତନ ମଞ୍ଚ ତରଫରୁ କୋକସରା ତହସିଲ ଅଫିସ ନିକଟରେ ଏକ ବିଶାଳ ଚାଷୀ ସମାବେଶ ଆୟୋଜିତ ହୋଇଥିଲା। ବ୍ଳକର ୨୨ଟି ପଞ୍ଚାୟତର ପ୍ରାୟ…
Read More...

ସିବିଆଇ ସଙ୍କଟ ନୂଆ ନୁହେଁ: ପୂର୍ବତନ ନିର୍ଦେଶକ ସିହ୍ନା, ସିଂହଙ୍କ ବିରୋଧରେ ହୋଇଥିଲା ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ : ଦେଶର ପ୍ରମୁଖ ତଦନ୍ତକାରୀ ଦଳ ସିବିଆଇର ପ୍ରମୁଖ ଅଧିକାରୀମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ସଂସ୍ଥାର ପୂର୍ବତନ ନିର୍ଦେଶକ ରଞ୍ଜିତ ସିହ୍ନା ଏବଂ ଏ. ପି.…
Read More...

ନାଗେଶ୍ୱର ରାଓଙ୍କ ବିରୋଧରେ ରହିଛି ଦୁର୍ନୀତି ମାମଲା

ନୂଆଦିଲ୍ଲୀ : ସଙ୍କଟ ସମୟରେ ସିବିଆଇକୁ ପୁନଃ ବ୍ୟବସ୍ଥିତ କରିବା ଲାଗି ଏହାର ଅନ୍ତରୀଣ ନିର୍ଦେଶକ ଭାବେ ନିଯୁକ୍ତ ୧୯୮୬ ବ୍ୟାଚ୍‍ ଆଇପିଏସ୍‍ ଏମ୍‍. ନାଗେଶ୍ୱର ରାଓ ମଧ୍ୟ ଦୁର୍ନୀତି ଅଭିଯୋଗର କଳାଛିଟାରୁ ବର୍ତ୍ତି…
Read More...

ବିହାରରେ ଜେଡିୟୁ-ବିଜେପି ଆସନ ବଣ୍ଟା ଚୂଡ଼ାନ୍ତ, ସମାନ ସଂଖ୍ୟକ ଆସନରେ ଲଢିବେ ନିର୍ବାଚନ

ପାଟନା : ୨୦୧୯ ଲୋକସଭା ନିର୍ବାଚନ ପାଇଁ ଜେଡିୟୁ ଓ ବିଜେପି ମଧ୍ୟରେ ଆସନ ବଣ୍ଟା ନେଇ ବୁଝାମଣା ଚୂଡ଼ାନ୍ତ ହୋଇଛି। ବିହାରରେ ଉଭୟ ସମାନ ସଂଖ୍ୟକ ଆସନରେ ନିର୍ବାଚନ ଲଢିବାକୁ ସହମତ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ…
Read More...

ସୁନାମାଲରେ ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

କୋକସରା : କଳାହାଣ୍ଡି ଜିଲା କୋକସରା ବ୍ଲକ ସୁନାମାଲରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉଜୁଡା ଚାଷ ସାଙ୍ଗକୁ ଋଣ ଭାରରେ ଆକ୍ରାନ୍ତ ହୋଇ ଗତ ଗୁରୁବାର କୋକସରା ବ୍ଳକ ଗମ୍ଭାରୀଗୁଡା ଗାଁର ପରମାନନ୍ଦ…
Read More...

ବାଣ କାରଖାନା ସହ ୭ ଜଣ ଜଳିଗଲେ

ବଦାୟୁଁ : ଉତ୍ତରପ୍ରଦେଶ ବଦାୟୁ ଜିଲା ସିଭିଲ ଲାଇନ୍ସ ଥାନା ଅଧୀନ ରସୁଲପୁର ଗ୍ରାମ ନିକଟରେ ଥିବା ଏକ ବାଣ କାରଖାନାରେ ଶୁକ୍ରବାର ଅପରାହ୍ଣରେ ଅଗ୍ନିକାଣ୍ଡ ଘଟି ୭ ଜଣ ଜୀବନ୍ତ ଜଳି ଯାଇଥିବା ବେଳେ ଅନେକ ଗୁରୁତର ଭାବେ…
Read More...

ମା’ଚିନ୍ତାମଣି ବାଲିଚର କ୍ଲବ ଆନୁକୂଲ୍ୟରେ ୧୪ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବଡ଼ସାହି : ନାଉପାଳ ପଞ୍ଚାୟତ ଅସ୍ତଝରଣ ଗ୍ରାମର ମା’ଚିନ୍ତାମଣି ବାଲିଚର କ୍ଲବ ଆନୁକୂଲ୍ୟରେ ୧୪ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନିଆ ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ।…
Read More...

ନବଜ୍ୟୋତି ଯୁବକସଂଘ ଆନୁକୂଲ୍ୟରେ କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ବଡ଼ସାହି : ନବଜ୍ୟୋତି ଯୁବକସଂଘ ଆନୁକୂଲ୍ୟରେ ଦେଉଳିଆ ଠାରେ ଅନୁଷ୍ଠିତ ୨୦ତମ ଲକ୍ଷ୍ମୀପୂଜା ଓ କୁମାର ଉତ୍ସବ ସମାରୋହ ଗୁରୁବାର ରାତିରେ ଉଦ୍‍ଯାପିତ ହୋଇଯାଇଛି। କୁମାର ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବେ ବଡ଼ସାହି…
Read More...

ଖାତକୁ ବସ୍‍ ଖସି ୪ ମୃତ, ୩୦ ଆହତ

ପାଟନା : ବିହାରର ରାଜଧାନୀ ପାଟନା ନିକଟ ଅଗମକୂଆଠାରେ ଶୁକ୍ରବାର ଅପରାହ୍ଣରେ ଏକ ଯାତ୍ରୀବାହୀ ବସ୍‍ ଭାରସାମ୍ୟ ହରାଇ ଖାତକୁ ଖସିପଡ଼ିବା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ…
Read More...

ଆଖଣ୍ଡଳମଣି ମନ୍ଦିରକୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅଣଦେଖା

ଆରଡି :  ରାଜ୍ୟର ବହୁ ପୁରାତନ ଶୈବପୀଠ ଭାବେ ଖ୍ୟାତି ଲାଭ କରିଥିବା ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଏବେ ଅସୁରକ୍ଷିତ ହୋଇପଡିଛି। ବିଶେଷକରି ମନ୍ଦିର ରକ୍ଷଣାବେକ୍ଷଣା ଦାୟୀତ୍ୱରେ ଥିବା ରାଜ୍ୟ ପ୍ରତ୍ନତତ୍ତ୍ୱ…
Read More...

ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସବିଆଇ) ମାମଲାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଶୁକ୍ରବାର ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ସମେତ ଦେଶର ବିଭିନ୍ନ ରାଜ୍ୟରେ ଥିବା…
Read More...

ହାଫିଜ୍‍ ସୟିଦ ଦ୍ୱାରା ପରିଚାଳିତ ସଂଗଠନ ଉପରୁ ପ୍ରତିବନ୍ଧକ ହଟାଇଲେ ଇମ୍ରାନ

ଇସଲାମାବାଦ : ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‍ ସୟିଦ ଦ୍ୱାରା ପରିଚାଳିତ ସଂଗଠନଗୁଡ଼ିକ ଉପରୁ ପାକିସ୍ତାନ ସରକାର ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ହାଫିଜ୍‍ ସୟିଦ ପରିଚାଳିତ ଜମାତ-ଉଦ୍‍-ଦାବ…
Read More...

କିଙ୍ଗ୍‌ ଖାନ୍‌ଙ୍କ ଧନ୍ୟବାଦ ଜ୍ଞାପନ

୧୯୯୫ ଅକ୍ଟୋବର ୨୦ରେ ଆଦିତ୍ୟ ଚୋପ୍ରା ପ୍ରଯୋଜିତ ‘ଦିଲୱାଲେ ଦୁଲହନିୟା ଲେ ଜାଲଙ୍ଗେ’ ମୁକ୍ତିଲାଭ କରିଥିଲା। ମୁଖ୍ୟ ଭୂମିକାରେ ଶାହରୁଖ ଖାନ୍, କାଜଲ୍, ସ୍ବର୍ଗୀୟ ଅଭିନେତା ଅମରୀଶ ପୁରୀ, ଫରିଦା ଜଲାଲ ଅଭିନୟ କରିଥିଲେ।…
Read More...

ଜନ୍ମଦିନରେ ସଲମାନ୍‌‌ଙ୍କ ଶୁଭାରମ୍ଭ

ମୁମ୍ବଇ : ଡିସେମ୍ବର ୨୭ରେ ଦବଙ୍ଗ ଖାନ୍ ସଲମାନ୍ ୫୩ ବର୍ଷରେ ପଦାର୍ପଣ କରିବେ। ଏଥିପାଇଁ ଯଥେଷ୍ଟ ସମୟ ଥିଲେ ମଧ୍ୟ ତାଙ୍କ ଜନ୍ମଦିନକୁ ନେଇ ବିଭିନ୍ନ ଖବର ଶୁଣିବାକୁ ମିଳୁଛି। ପ୍ରତି ବର୍ଷ ସଲମାନ୍ ନିଜ ଜନ୍ମଦିନରେ…
Read More...

ଦୃଷ୍ଟିହୀନ ଦିନିକିଆ: ଅଜୟ ଓ ଅନୀଲଙ୍କ ଶତକ; ଲିଙ୍ଗରାଜଙ୍କ ଅଲ୍‍ରାଉଣ୍ଡ ସଫଳତା

ଜଗତପୁର : ଗୁରୁବାର ସ୍ଥାନୀୟ ନିମପୁର ସ୍ପୋର୍ଟସ କ୍ଲବ୍‍ ପଡ଼ିଆରେ ଖେଳା ଯାଇଥିବା ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‍ରେ ଆୟୋଜକ ଭାରତ ବିଜୟୀ ହୋଇଛି। ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ଚଳିତ ଦ୍ୱିପାକ୍ଷିକ ଦିନିକିଆ…
Read More...

ବାଇକ ଦୁର୍ଘଟଣାରେ ଜଣେ ମୃତ

ନେମାଳ : ଜନାର୍ଦ୍ଦନପୁର ଶାରଳା ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ ନେମାଳ ଥାନା ଅନ୍ତର୍ଗତ ବନ୍ଧୁପୁର ପଞ୍ଚାୟତ ସାହାଣପୁର ଗ୍ରାମର କାଙ୍ଗାଳୀ ଚରଣ ମଲ୍ଲିକ(୬୨)।…
Read More...

ବାଙ୍କୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

କଳାପଥର(ବାଙ୍କୀ) : ବୁଧବାର ଠାରୁ ଉଦ୍‍ଘାଟିତ ହୋଇଥିବା ବାଙ୍କୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ଗୁରୁବାର ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦ୍ୱିତୀୟ ସନ୍ଧ୍ୟାରେ ପର୍ଯ୍ୟଟନ,…
Read More...

ଫିଡକୋ ଅଫିସ୍‍ ସମ୍ମୁଖରୁ ବାଇକ୍ ଚୋରି ଅଭିଯୋଗ

କଳାପଥର(ବାଙ୍କୀ) : ଧଳାପଥର ଫାଣ୍ଡି ଅନ୍ତର୍ଗତ ଧଳାପଥର ଗ୍ରାମରେ ଥିବା କଳାପଥର ଫିଡକୋ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରୁ ବୁଧବାର ମଧ୍ୟାହ୍ନରେ ଏକ ବାଇକ୍‍ (ନଂ ଓଆର-୨୫-ଏ ୧୪୯୯) ଗାଡି ଚୋରି ହୋଇଛି। ଏଥିନେଇ ନୟାଗଡ…
Read More...

ଦାସାଏଁ ନାଚ ପ୍ରତିଯୋଗିତା ଅନୁଷ୍ଠିତ

ବଡ଼ସାହି : ଡୁକୁରା ମୁକାମ୍‍ ଠାରେ ପ୍ରଥମ ବାର୍ଷିକ ଦାସାଏଁ ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଲୋପ ପାଇ ଯାଉଥିବା ଦାସାଏଁ ନାଚକୁ ଉଜ୍ଜୀବିତ ରଖିବା ଉଦେଶ୍ୟରେ ଭଞ୍ଜଦିଶମ ପାର୍ଗାନ ମହଲ ଡୁକୁରା ଆନୁକୂଲ୍ୟରେ…
Read More...

୨୧ତମ ଆନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବଡ଼ସାହି : ଖାନୁଆ ପଞ୍ଚାୟତ ଧାନଶୁଳା ଗ୍ରାମରେ ଫୁର୍ଗାଲ ତାରାଶ କ୍ଲବ ଆନୁକୂଲ୍ୟରେ ଦୁଇ ଦିନିଆ ୨୧ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସମେତ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ୧୬ଟି ଦଳ ଅଂଶ ଗ୍ରହଣ…
Read More...

ସ୍ମାର୍ଟଫୋନ ଉପହାର ହେଲା କାଳ, ଯୁବକ ପ୍ରେମରେ ପଡି ୫୦ବର୍ଷିୟ ମହିଳା ଫେରାର

ଲକ୍ଷ୍ନୌ : ସାମାଜିକ ଗଣମାଧ୍ୟମ ସହିତ ଲୋକମାନେ ମଧ୍ୟ ଅଧିକ ଆଡଭାନ୍ସ ହୋଇଗଲେଣି। ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ମୋଦିନଗର ଗ୍ରାମରେ। ଯହାକୁ ଶୁଣିଲେ ଆପଣ ଚକିତ ହୋଇଯିବେ। ପୁଅର ସ୍ମାର୍ଟଫୋନ…
Read More...

ଇକୋ ଫ୍ରେଣ୍ଡସ୍‍ ଆନୁକୂଲ୍ୟରେ ମିଳିତ ଜାତିସଂଘର ପ୍ରତିଷ୍ଠା ଦିବସ ପାଳିତ

ବଡ଼ସାହି : ଭୀମଦା ପଞ୍ଚାୟତ, ମଙ୍ଗଳପୁର ବାଳାଶ୍ରମ ପରିସରରେ ଇକୋ ଫ୍ରେଣ୍ଡସ୍‍ ଆନୁକୂଲ୍ୟରେ ମିଳିତ ଜାତିସଂଘ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ ଏପେକ୍ସ ଫରେଷ୍ଟ ପ୍ରଟେକ୍ସନ କମିଟିର…
Read More...

ଦେଉଳିଆରେ ଜୀବନବିନ୍ଦୁ ରକ୍ତଦାନ ଶିବିର

ବଡ଼ସାହି : ଲକ୍ଷ୍ମୀ ପୂଜା ଅବସରରେ ଦେଉଳିଆ ଗ୍ରାମର ନବଜ୍ୟୋତି ଯୁବକସଂଘ ଆନୁକୂଲ୍ୟରେ ଗୁରୁବାର ଏକ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜୀବନବିନ୍ଦୁରେ ମୟୂରଭଞ୍ଜ ଜିଲା ସଂଯୋଜକ ଜିତେନ୍ଦ୍ର ମହାନ୍ତି…
Read More...

ଅନିଦ୍ରା ପଛର କାରଣ

ବର୍ତ୍ତମାନର ଜୀବନଶୈଳୀ କାରଣରୁ ହିଁ ଅଧିକାଂଶ ଅନିଦ୍ରା ରୋଗର ଶିକାର ହେଉଛନ୍ତି। କିଛି ବର୍ଷ ତଳର ସର୍ବେକ୍ଷଣ ଅନୁସାରେ, ଲୋକେ ସାମାନ୍ୟତମ କାମ କରି ମଧ୍ୟ ଖୁବ୍ ଶାନ୍ତିରେ ଶୋଉଥିଲେ। ଏବେ କିନ୍ତୁ ଶୋଇବା ପାଇଁ ଏକ…
Read More...

‘ଠଗ୍ସ’ ଦେଖିବାକୁ ଚୀନ୍‌ରୁ ଆସୁଛନ୍ତି ପ୍ରଶଂସକ

ନଭେମ୍ବର ୮ରେ ଆଦିତ୍ୟ ଚୋପ୍ରା ପ୍ରଯୋଜିତ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ମୁକ୍ତିଲାଭ ହେବ ବୋଲି ଘୋଷଣା କରାଯାଇଛି। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ବିଗ୍ ବି ଅମିତାଭ ବଚ୍ଚନ, ଶ୍ରୀମାନ୍ ପରଫେକ୍ସନିଷ୍ଟ ଅମୀର ଖାନ୍,…
Read More...

ମାଧୁରୀଙ୍କ ଚାଲେଞ୍ଜ

ମୁମ୍ବଇ : ବଲିଉଡର ଧକ୍‌ଧକ୍‌ ଗାର୍ଲ ଭାବେ ଜଣାଯାଉଥିବା ମାଧୁରୀ ଦୀକ୍ଷିତ ଇନଷ୍ଟାଗ୍ରାମ୍ ସୋସିଆଲ୍ ସାଇଟ୍‌ରେ ଖୁବ୍ ସକ୍ରିୟ। ଏଇ ନିକଟରେ ସେ ନିଜର ଏକ ପୁରୁଣା ଚଳଚ୍ଚିତ୍ରର ଫଟୋକୁ ସେଥିରେ ଅପଲୋଡ କରିବା ସହ…
Read More...

ପୋଷାକ ଚିନ୍ତାରେ ପ୍ରିୟଙ୍କା

ଖବର ଅନୁସାରେ, ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ ଡିସେମ୍ବର ୧ରେ ବିବାହ କରିବେ। ତାଙ୍କ ପରିବାର କିମ୍ବା ପ୍ରିୟଙ୍କା ଏ ବାବଦରେ ସମ୍ପୂର୍ଣ୍ଣ ନୀରବ। କିଛିଦିନ ତଳେ ନ୍ୟୁୟର୍କରେ ଏକ ଫେସନ୍‌ କାର୍ଯ୍ୟକ୍ରମରେ…
Read More...

ପାଞ୍ଚ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ : ଦେଶର ୫ଟି ହାଇକୋର୍ଟରେ ବୁଧବାର ନୂଆ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତ ମିଳିଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ୱାଧୀନ କଲେଜିୟମ୍‍ ସୁପାରିସ ଅନୁଯାୟୀ ବମ୍ବେ, କଲକାତା,…
Read More...

ମିଜୋରମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଜାରି

ନୂଆଦିଲ୍ଲୀ : ମିଜୋରମ ବିଧାନସଭା ନିର୍ବାଚନ ପାଇଁ ବୁଧବାର କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। କଂଗ୍ରେସ ସମସ୍ତ ୪୦ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି। ପ୍ରକାଶଯୋଗ୍ୟ ଯେ ନିର୍ବାଚନ ଆୟୋଗ ଅକ୍ଟୋବର…
Read More...

ଛାତ୍ରୀର ଆପତ୍ତିଜନକ ଫଟୋ ଭାଇରାଲ୍‌ ଅଭିଯୋଗରେ ଟ୍ୟୁସନ ଶିକ୍ଷକ ଗିରଫ

ନେମାଳ : ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ କେରିଲୋ ଗ୍ରାମରେ ଛାତ୍ରୀର ଆପତ୍ତିଜନକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ପୁଲିସ ଗିରଫ କରି କୋର୍ଟଚାଲଣ କରିଛି।…
Read More...

କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ରୋକିବାକୁ ଗଠନ ହେଲା ମନ୍ତ୍ରୀ ଗୋଷ୍ଠୀ

ନୂଆଦିଲ୍ଲୀ : କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ରୋକିବାକୁ କେନ୍ଦ୍ର ସରକାର ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଏହି ମନ୍ତ୍ରୀଗୋଷ୍ଠୀର ନେତୃତ୍ୱ…
Read More...

୨୦୧୯ ଜାନୁଆରୀରୁ ଇଗ୍ନୋ ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ନାମଲେଖା

ନୂଆଦିଲ୍ଲୀ : ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଲାଗି ୨୦୧୯ ଜାନୁଆରୀରୁ ନାମଲେଖା ଆରମ୍ଭ ହେବ। ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ସହିତ ମଲଟି ମିଡିଆ ଡିଜାଇନ ପାଇଁ ମଧ୍ୟ…
Read More...

ଖାସୋଗିଙ୍କ ମୃତ୍ୟୁ ପଛରେ ସାଉଦି ରାଜା: ଟ୍ରମ୍ପ

ଇସ୍ତାନବୁଲ୍‍ : ୱାଶିଂଟନ ପୋଷ୍ଟର ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟା ପାଇଁ ସାଉଦି ରାଜା ମହମ୍ମଦ ବିନ ସଲମାନଙ୍କୁ ଦାୟୀ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଖାସୋଗିଙ୍କ ହତ୍ୟା ସମ୍ପର୍କରେ ସଲମାନ…
Read More...

୨୯ରୁ ପରୀକ୍ଷାମୂଳକ ଭାବେ ଚାଲିବ ପ୍ରଥମ ଇଞ୍ଜିନ ବିହୀନ ଟ୍ରେନ୍‍

ଚେନ୍ନଇ : ଦେଶର ପ୍ରଥମ ଇଞ୍ଜିନ ବିହୀନ ଟ୍ରେନର ପରୀକ୍ଷାମୂଳକ ଚଳାଚଳ ଆସନ୍ତା ୨୯ତାରିଖରେ କରାଯିବ। ‘ଟ୍ରେନ୍‍ ୧୮’ ନାମରେ ପରିଚିତ ଏହି ଗାଡ଼ି ସ୍ୱୟଂକ୍ରିୟ ଭାବେ ସ୍ୱତନ୍ତ୍ର ଲୋକୋମୋଟିଭ୍‍ ଇଞ୍ଜିନ ସହାୟତାରେ ଚାଲିବ।…
Read More...

ବାଙ୍କୀ ମହୋତ୍ସବ ୨୦୧୮ ଉଦ୍‍ଘାଟିତ

କଳାପଥର(ବାଙ୍କୀ) :ବାଙ୍କୀର ଗଣପର୍ବ ବାଙ୍କୀ ମହୋତ୍ସବ ସ୍ଥାନୀୟ କଚେରୀ ପଡିଆରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍‍ଘାଟିତ ହୋଇଯାଇଛି। ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଳିକ ଉତ୍ସବକୁ ଉଦ୍‍ଘାଟନ…
Read More...

ନେମାଳରେ ମାଆ ଗଜଲକ୍ଷ୍ମୀଙ୍କ ପୂଜାମହୋତ୍ସବ ପାଳିତ

ନେମାଳ : ନେମାଳ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଧନଦାତ୍ରୀ ମା ଗଜଲକ୍ଷ୍ମୀଙ୍କ ପୂଜାମହୋତ୍ସବ ଯଥାବିଧ ମହା ସମାରୋହରେ ପାଳନ କରାଯାଇଛି। ନଗସପୁର ପଞ୍ଚାୟତ ଚାରିରକବା ଗ୍ରାମଦେବତୀ ମାଆ ବିମଳାୟୀଙ୍କ ପୀଠସ୍ଥଳି…
Read More...

ନେମାଳରେ ମହାନିତ୍ୟରାସ ଉଦଯାପିତ

ନେମାଳ : ଉତ୍କଳ ପ୍ରଦେଶର ଶ୍ରେଷ୍ଠ ଶାଧକ ତଥା ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ଭବିଷ୍ୟତ ମାଳିକାକାର, ମହାନ ସନ୍ଥ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସାଧନାର ପୀଠରେ ବୁଧବାର ମହାନିତ୍ୟରାସର ଉଦଯାପିତ ହୋଇଯାଇଛି। ଉଦ୍‍ଯାପନୀ…
Read More...

ପଞ୍ଚାୟତ ନିର୍ବାଚନରେ ହିଂସା; ୬ ମୃତ

କଚ୍ଛ(ଗୁଜରାଟ) : ଗୁଜରାଟର କଚ୍ଛ ଜିଲାରେ ପଞ୍ଚାୟତ ନିର୍ବାଚନକୁ ନେଇ ହିଂସାକାଣ୍ଡ ଘଟି ୬ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ କହିବା ଅନୁଯାୟୀ କଚ୍ଛ ଜିଲାର ଚାସ୍ରା ପଞ୍ଚାୟତରେ କିଛି ଦିନ ତଳେ ସରପଞ୍ଚ ପଦ ପାଇଁ ନିର୍ବାଚନ…
Read More...

ହିଲାରୀ କ୍ଲିଣ୍ଟନଙ୍କ ଘରୁ ମିଳିଲା ବୋମା

ନ୍ୟୁୟର୍କ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‍ କ୍ଲିଣ୍ଟନଙ୍କ ପତ୍ନୀ ତଥା ପୂର୍ବତନ ବିଦେଶ ମନ୍ତ୍ରୀ ହିଲାରୀ କ୍ଲିଣ୍ଟନଙ୍କ ଘରୁ ବୁଧବାର ଏକ ବୋମା ମିଳିଛି। କୁହାଯାଉଛି ଯେ ତାଙ୍କ ଘରକୁ କୋରିଅର ଯୋଗେ ଏକ…
Read More...

ଶତାୟୁ ମହିଳାଙ୍କୁ ବଳାତ୍କାର, ୨୦ ବର୍ଷିୟ ଯୁବକ ଗିରଫ

କଲକାତା : ପଶ୍ଚିମ ବଙ୍ଗ ନଦିଆ ଜିଲାରେ ଜଣେ ୧୦୦ ବର୍ଷ ବୟସ୍କ ବୃଦ୍ଧାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ୨୦ ବର୍ଷିୟ ଯୁବକଙ୍କୁ ଗିରଫ କରାଯାଇଛି। ଅକ୍ଟୋବର ୨୩ରେ ଏହି ଘଟଣା ଘଟିଥିଲା। ଏନେଇ ନଦିଆ ଜିଲା ଚକଦହ…
Read More...

ବକୁଳବନରେ ବନବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

ସୁଆଣ୍ଡୋ : ସତ୍ୟବାଦୀର ଐତିହାସିକ ବକୁଳବନ ପରିସରରେ ବୁଧବାର ପୁଣ୍ୟତ୍ମା ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ବନବିଦ୍ୟାଳୟର ୧୧୦ ତମ ପ୍ରତିଷ୍ଠା ଦିବସ ବିଭିନ୍ନ ସଙ୍ଗଠନ ପକ୍ଷରୁ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ…
Read More...

ଆରବ ସାଗରରେ ଓଲଟିଲା ମହାରାଷ୍ଟ୍ର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଯାଉଥିବା ଡଙ୍ଗା, ଜଣେ ମୃତ

ମୁମ୍ବଇ : ମହାରାଷ୍ଟ୍ର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମୁମ୍ବଇ ନିକଟସ୍ଥ ଆରବ ସାଗରରେ ଓଲଟି ପଡ଼ିବା ଫଳରେ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ନରିମନ ପଏଣ୍ଟଠାରୁ ୨.୬ କିଲୋମିଟର ଦୂରରେ ଆରବ…
Read More...

ଦେଶର ପ୍ରଥମ ବିଟ୍‍କଏନ୍‍ ଏଟିଏମ୍‍ ଜବତ, ୧.୮ ଲକ୍ଷ ନଗଦ ଟଙ୍କା ସହ ପ୍ରତିଷ୍ଠାତା ଗିରଫ

ବେଙ୍ଗାଲୁରୁ : ସରକାରଙ୍କ ବିନା ଅନୁମତିରେ ବେଙ୍ଗାଲୁରୁଠାରେ ଦେଶର ପ୍ରଥମ ବିଟ୍‍କଏନ୍‍ ଏଟିଏମ୍‍ ଖୋଲିଥିବା ୟୁନୋକଏନ ଟେକ୍ନୋଲୋଜିର ଅନ୍ୟତମ ପ୍ରତିଷ୍ଠାତା ହରିଶ ବିବିଙ୍କୁ ପୁଲିସ୍‍ ବୁଧବାର ଗିରଫ କରିଛି। ଏହାସହ ୧.୮…
Read More...

ଜିଓମୀ ଲଞ୍ଚକଲା ୧୦ ଜିବି ରାମ ଥିବା ବିଶ୍ୱର ପ୍ରଥମ ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ଜିଓମୀ ୧୦ ଜିବି ରାମ ଥିବା ବିଶ୍ୱର ପ୍ରଥମ ସ୍ମାର୍ଟଫୋନ ଲଞ୍ଚ କରିଛି। ଯାହାର ନାମ ‘ଜିଓମୀ ବ୍ଲାକ ସାର୍କ ହେଲୋ’। ଜିଓମୀର ଏହି ଫୋନକୁ ଏବେ ଚୀନ ବଜାରରେ ଲଞ୍ଚ କରାଯାଇଛି।…
Read More...

୨୦୨୦ ଏପ୍ରିଲ ୧ରୁ ବିଏସ୍‍-୪ ଗାଡ଼ି ବିକ୍ରି ଏବଂ ପଞ୍ଜିକରଣ ବନ୍ଦ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ୨୦୨୦ ଏପ୍ରଲ ୧ରୁ ଦେଶରେ ବିଏସ୍‍-୪ (ଭାରତ ଷ୍ଟେଜ୍‍-୪) ଗାଡ଼ିର ବିକ୍ରି ଏବଂ ପଞ୍ଜିକରଣ ହେବନାହିଁ। ସୁପ୍ରିମକୋର୍ଟ ବୁଧବାର ଏହି ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ଗତ ଅଗଷ୍ଟ ୨୭ରେ ଏହି ମାମଲାର ରାୟ…
Read More...

ଇସ୍ରାଏଲଠାରୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା କିଣିବ ଭାରତ, ୫୬୦୦ କୋଟି ଟଙ୍କାର ରାଜିନାମା ସ୍ୱାକ୍ଷର

ତେଲ ଅଭିଭ : ରୁଷ ପରେ ଏବେ ଇସ୍ରାଏଲଠାରୁ ଭାରତ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା (ଏୟାର ମିଶାଇଲ ଡିଫେନ୍ସ ସିଷ୍ଟମ) କିଣିବ। ଏଥିପାଇଁ ଇସ୍ରାଏଲର ଏରୋସ୍ପେସ ଇଣ୍ଟଷ୍ଟ୍ରିଜ୍‍ (ଆଇଏଆଇ)କୁ କଣ୍ଟ୍ରାକ୍ଟ ଦିଆଯାଇଛି।…
Read More...

କୋହଲିଙ୍କ ଆଉ ଏକ ରେକର୍ଡ : ସଚିନଙ୍କ ରେକର୍ଡ ଭାଙ୍ଗି କଲେ ଦ୍ରୁତତମ ୧୦,୦୦୦ରନ

ବିଶାଖାପାଟଣା : ଭାରତ - ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚଟିକିଆ ଏକଦିବସୀୟ ସିରିଜର  ଦ୍ବିତୀୟ ମ୍ୟାଚ ବିଶାଖାପାଟଣାର ଏସିଏ-ବିଡିସିଏ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି…
Read More...

କୁମାର ପୁର୍ଣ୍ଣିମାରେ କୁମାରୀମାନେ ଚଉରା ନିକଟରେ ପୂଜାର୍ଚ୍ଚନା କରୁଛନ୍ତି

କଳାପଥର(ବାଙ୍କୀ) :ବାଙ୍କୀ ଅଞ୍ଚଳରେ କୁଆର ପୁନେଁଇ ଧୁମ୍‍ ଧାମରେ ପୂର୍ବରୁ ପାଳିତ ହେଉଥିବା ବେଳେ ଧିରେ ଧିରେ ଏହି ପରମ୍ପରା ଅପସରିି ଯିବାରେ ଲାଗିଛି । ଆଧୁନିକ ଦୁନିଆରେ ହଜିବାକୁ ବସିଛି କୁଆଁର ପୁନେଇଁ ସଂସ୍କୃତି।…
Read More...

ଗାଈ ଜଗାଳିରୁ ଗଣକବି

ଗୀତିନାଟ୍ୟ ଜଗତରେ ବୈଷ୍ଣବ ପାଣି ମଉଡ଼ମଣି ଥିଲେ। ୧୮୮୨ ମସିହାରେ କୁମାର ପୂର୍ଣ୍ଣିମାରେ କଟକ ଜିଲାସ୍ଥ ମାହାଙ୍ଗା ଥାନାର କୋଠପଦା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ସୁଦର୍ଶନ ପାଣି ଓ ମାତାଙ୍କ…
Read More...

ହସନ୍ତୁ, ହୃଦ୍‌ଘାତରୁ ଦୂରେଇ ରହନ୍ତୁ

ନେଦରଲ୍ୟାଣ୍ଡର ଏକ ଗବେଷକଦଳ ପ୍ରାୟ ୧,୫୦୦ ଲୋକଙ୍କୁ ଗବେଷଣାରେ ସାମିଲ କରି ପ୍ରକାଶ କରିଛନ୍ତି ଯେ ଅଧିକ ହସୁଥିବା ଲୋକଙ୍କୁ ହୃଦ୍‌ଘାତର ଆଶଙ୍କା ଯଥେଷ୍ଟ କମ୍। ଗବେଷକଙ୍କ ମତରେ ହସିଲେ ଆମ ଶରୀରରୁ ଏଣ୍ଡୋର୍ଫିନ୍ ନାମକ…
Read More...

ଦୋଷ ଲଦିଲେ ଅର୍ଜୁନ

ମୁମ୍ବଇ : ଚଳଚ୍ଚିତ୍ର ହିଟ୍ ହେଲେ କଳାକାର ପ୍ରଥମେ ନିଜକୁ ଶ୍ରେୟ ଦିଅନ୍ତି ଯେ ସେମାନେ ଖୁବ୍ ପରିଶ୍ରମ କରିଥିଲେ ଏଥି ନିମନ୍ତେ, ହେଲେ ବକ୍ସ ଅଫିସ୍‌ରେ ଧରାଶାୟୀ ହେଲେ ସମସ୍ତ ଦୋଷ ନିର୍ଦେଶକଙ୍କୁ ହିଁ ଦିଆଯାଏ। ଏହିଭଳି…
Read More...

ରାଜସ୍ଥାନରେ ୩୧ଟି ପାହାଡ଼ ଗାଏବ: ହନୁମାନ ହୋଇ ଲୋକେ କ’ଣ ଟେକି ନେଇଗଲେ ବୋଲି ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ରାଜସ୍ଥାନ ଅରାଭଳି ଅଞ୍ଚଳରୁ ୩୧ଟି ପାହାଡ଼ ଗାଏବ ହୋଇଯିବା ଘଟଣାକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଲୋକେ କ’ଣ ହନୁମାନ ହୋଇ ପାହାଡ଼କୁ ଟେକି ନେଇଗଲେ ବୋଲି ସୁପ୍ରିମକୋର୍ଟ…
Read More...

ଜାମସେଦଙ୍କ ବାସନ୍ଦାଦେଶ କାଏମ

ଲାହୋର : ସ୍ପଟ୍‍ ଫିକ୍ସିଂ ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇ ୧୦ ବର୍ଷ ବାସନ୍ଦ ହୋଇଥିବା ପାକିସ୍ତାନୀ କ୍ରିକେଟର ନାସିର ଜାମସେଦଙ୍କ ଏହି ଦଣ୍ଡାଦେଶକୁ ପାକିସ୍ତାନର କ୍ରିକେଟ ଟ୍ରିବ୍ୟୁନାଲ କାଏମ ରଖିଛନ୍ତି। ଗତବର୍ଷ…
Read More...

ରଣଜୀ: ସହଜ ଗ୍ରୁପ୍‍; ଉତ୍ସାହିତ ଓଡ଼ିଶା ଦଳ

କଟକ : ନଭେମ୍ବର ୧ରୁ ଓଡ଼ିଶାର ସିନିୟର କ୍ରିକେଟ ଦଳ ଦେଶର ପ୍ରମୁଖ ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିରେ ତା’ର ଅଭିଯାନ ଆରମ୍ଭ କରିବ। ଗତବର୍ଷ ପରି ଏଥର ମଧ୍ୟ ଗ୍ରୁପ୍‍ ‘ସି’ରେ ସ୍ଥାନପାଇଛି। ତେବେ ଫରକ ଏହା ଯେ ଗତବର୍ଷ…
Read More...

ବନ୍ଦେ ମାତରମ ଗାନ କରୁଥିବା ଲୋକ ଭାରତ ବିରୋଧୀ : ପ୍ରକାଶ ଆମ୍ବେଦକର

ନୂଆଦିଲ୍ଲୀ : ସମ୍ବିଧାନ ପ୍ରଣେତା ଡ଼. ବିଆର ଆମ୍ବେଦକରଙ୍କ ନାତି, ଭାରତୀୟ ବହୁଜନ ମହାସଂଘର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର ବନ୍ଦେ ମାତରମ ଗୀତକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ବନ୍ଦେ…
Read More...

ଇତିହାସ ଅପେକ୍ଷାରେ କଳିଙ୍ଗ ଷ୍ଟାଡିୟମ୍‍

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମ ନବୀକୃତ ହକି ଗ୍ରାଉଣ୍ଡରେ ଆଉ ମାତ୍ର ୩୪ ଦିନ ପରେ ପୁରୁଷ ହକି ବିଶ୍ୱକପ୍‍ ଖେଳାଯିବ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପ୍ରତିଯୋଗିତା ଲାଗି କଳିଙ୍ଗ…
Read More...

ଆଣବିକ ରାଜିନାମାରୁ ଆମେରିକା ଓହରିବା ବିପଜ୍ଜନକ: ରୁଷ୍‍

ମସ୍କୋ : ଦୀର୍ଘ ତିନି ଦଶନ୍ଧି ପୂର୍ବ ଆଣବିକ ରାଜିନାମାରୁ ଓହରିଯିବା ପାଇଁ ଆମେରିକା ରବିବାର ଧମକ ପରିପ୍ରେକ୍ଷୀରେ ‘ସମଗ୍ର ବିଶ୍ୱ ପାଇଁ ଏହା ଅଧିକ ବିପଜ୍ଜନକ ହେବ’ ବୋଲି ରୁଷ୍‍ ପ୍ରତିକ୍ରିୟା ପ୍ରକାଶ କରିଛି। ଶୀତଳ…
Read More...

୭ଦିନ ପାଇଁ ହାଜତକୁ ଗଲେ ଡିଏସପି ଦେବେନ୍ଦ୍ର

ନୂଆଦିଲ୍ଲୀ : ଲାଞ୍ଚ କାରବାର ଅଭିଯୋଗରେ ଗିରଫ ହୋଇଥିବା ସିବିଆଇ ଡିଏସପି ଦେବେନ୍ଦ୍ର କୁମାରଙ୍କୁ ୭ଦିନ ପାଇଁ ହାଜତକୁ ପଠାଇ ଦିଆଯାଇଛି। ଦେବେନ୍ଦ୍ରଙ୍କୁ ମଙ୍ଗଳବାର ସିବିଆଇ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା।…
Read More...

ଟ୍ୱେଣ୍ଟି୨୦ ଦଳରେ ଆଣ୍ଡରସନ ଓ ଫିଲିପ୍ସ

ଅକଲାଣ୍ଡ : ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଟ୍ୱେଣ୍ଟି୨୦ ସିରିଜ୍‍ ନିମନ୍ତେ ପୂର୍ବରୁ ନ୍ୟୁଜିଲାଣ୍ଡର ୧୩ ଜଣିଆ ଦଳ ଘୋଷଣା କରାଯାଇଥିବାବେଳେ ମଙ୍ଗଳବାର ଅଲରାଉଣ୍ଡର କୋରି ଆଣ୍ଡରସନ୍‍ ଏବଂ ୱିକେଟରକ୍ଷକ…
Read More...

୪୬ ବର୍ଷିୟ ଆଦିତ୍ୟନାଥଙ୍କ ପାଦ ଛୁଇଁଲେ ୬୬ ବର୍ଷିୟ ରମଣ ସିଂହ

ରାଜନନ୍ଦଗାଓଁ : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଡଃ ରମଣ ସିଂହ ନିଜ ବୟସରୁ ୨୦ବର୍ଷ ସାନ ଓ ରାଜନୀତିରେ ମଧ୍ୟ ଯଥେଷ୍ଟ କନିଷ୍ଠ ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁ ପ୍ରଣାମ କରିବା ସହ ନିର୍ବାଚନରେ ବିଜୟ ପାଇଁ ଆଶୀର୍ବାଦ ଭିକ୍ଷା…
Read More...

ସଦ୍ୟଜାତ ସନ୍ତାନ ସହ ଶ୍ମଶାନରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପତ୍ନୀ

ଜାମ୍ମୁ : ରବିବାର ଆତଙ୍କବାଦୀଙ୍କ ଗୁଳିରେ ସହିଦ ଯବାନ ଲାନ୍ସନାଏକ ରଞ୍ଜିତ ସିଂହଙ୍କ ଭାଗ୍ୟରେ ବିଧାତା ଏମିତି କିଛି ଲେଖିଥିଲା; ଯାହା ଆଜି ସମସ୍ତଙ୍କୁ ହତବାକ୍‍ କରିଦେଇଛି। ତାଙ୍କ ମୃତ୍ୟୁ ସହିତ ନିଜ ଗାଁ ରାମ୍ବାନ୍‍…
Read More...

ସାମ୍ବାଦିକ ଖାସୋଗିଙ୍କ ହତ୍ୟାକାଣ୍ଡ ସୁପରିକଳ୍ପିତ ଓ ଯୋଜନାବଦ୍ଧ ଥିଲା: ତୁର୍କୀ ରାଷ୍ଟ୍ରପତି 

ଇସ୍ତାନବୁଲ : ନିଖୋଜ ଆମେରିକା ଖବରକାଗଜ ‘ୱାଶିଂଟନ ପୋଷ୍ଟ’ର ସାମ୍ବାଦିକ ଜମାଲ ଖାସୋଗିଙ୍କ ଶବର ଅଂଶ ମଙ୍ଗଳବାର ତୁର୍କୀର ରାଜଧାନୀ ଇସ୍ତାନବୁଲସ୍ଥିତ ସାଉଦି ଆରବ ରାଷ୍ଟ୍ରଦୂତଙ୍କ ଘର ବଗିଚାରୁ ମିଳିଛି। ଅକ୍ଟୋବର ୨ରେ…
Read More...