www.samajalive.in
Saturday, December 6, 2025
14.1 C
Bhubaneswar

ରିଲାଏନ୍ସର ବଡ ନିଷ୍ପତ୍ତି, ଜିଓ ଗ୍ରାହକଙ୍କ ପାଇଁ ଅଶ୍ଲିଳ ଭିଡିଓ ମନା

ନୂଆଦିଲ୍ଲୀ : ରିଲାଏନ୍ସ କମ୍ପାନୀ ଏକ ନୂଆ ନିଷ୍ପତ୍ତି ନେଇଛି। ଏବେ ରିଲାଏନ୍ସ ଜିଓ ଗ୍ରାହକ ମାନେ ତାଙ୍କ ଫୋନରେ ଅଶ୍ଲିଳ ଭିଡିଓ ଦେଖିପାରିବେ ନାହିଁ। କିଛି ଦିନ ତଳେ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟ ଏଭଳି ନିର୍ଦ୍ଦେଶ ଦେଇଥିଲେ। ଦୂରସଂଚାର ବିଭାଗ, ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟର ଏହି ନିର୍ଦ୍ଦେଶ ପରେ ସମସ୍ତ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡରଙ୍କୁ ନିଜ ନେଟୱର୍କରେ ଅଶ୍ଲିିଳ ଭିଡିଓ ନ ଦେଖାଇବାପାଇଁ ଆଦେଶ ଦେଇଥିଲେ। କୋର୍ଟ ଏହାମଧ୍ୟ କହିଥିଲେ କି ଆଦେଶର ପାଳନ ନ କଲେ ଟେଲିକମ କମ୍ପାନୀର ଲାଇସେନ୍ସକୁ ରଦ୍ଦ କରାଯିବ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଓ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି।
ପୂର୍ବରୁ ୨୦୧୫ ମସିହାରେ ଦୂରସଂଚାର ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଏହିଭଳି ଏକ ନିଷ୍ପତ୍ତି ନେଇ ୮୫୭ଟି ଅଶ୍ଲିଳ ସାଇଟ୍ସକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories