ନୂଆଦିଲ୍ଲୀ : ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଲାଗି ୨୦୧୯ ଜାନୁଆରୀରୁ ନାମଲେଖା ଆରମ୍ଭ ହେବ। ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ସହିତ ମଲଟି ମିଡିଆ ଡିଜାଇନ ପାଇଁ ମଧ୍ୟ ନାମଲେଖା ହେବ। ଏମବିଏ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଡିସେମ୍ବର ୧୬ରେ ପ୍ରବେଶିକା ପରୀକ୍ଷା ହେବ। ଇଚ୍ଛୁକ ପ୍ରାର୍ଥୀ ବିଶ୍ୱବିଦ୍ୟାଳୟ ୱେବସାଇଟ୍ ମାଧ୍ୟମରେ ନଭେମ୍ବର ୧୫ ସୁଦ୍ଧା ଅନଲାଇନ ଆବେଦନ କରିପାରିବେ।
Popular Categories



