ଓକିଲ ପୋଷାକ ପିନ୍ଧି ଅଡ଼ୁଆରେ ଅମିତାଭ

ନୂଆଦିଲ୍ଲୀ : ଚଳଚ୍ଚିତ୍ରରେ ଅଭିନେତା-ଅଭିନେତ୍ରୀମାନେ ଡାକ୍ତର, ଓକିଲ, ପୁଲିସଙ୍କ ପୋଷାକ ପିନ୍ଧିବା କିଛି ନୂଆ କଥା ନୁହେଁ; କିନ୍ତୁ ଏଭଳି ଏକ ମାମଲାରେ ଫସିଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନ। ‘ଏଭରେଷ୍ଟ ମସଲା’ ପାଇଁ…
Read More...

ଓକିଲ ପୋଷାକ ପିନ୍ଧି ଅଡ଼ୁଆରେ ଅମିତାଭ

ନୂଆଦିଲ୍ଲୀ : ଚଳଚ୍ଚିତ୍ରରେ ଅଭିନେତା-ଅଭିନେତ୍ରୀମାନେ ଡାକ୍ତର, ଓକିଲ, ପୁଲିସଙ୍କ ପୋଷାକ ପିନ୍ଧିବା କିଛି ନୂଆ କଥା ନୁହେଁ; କିନ୍ତୁ ଏଭଳି ଏକ ମାମଲାରେ ଫସିଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନ। ‘ଏଭରେଷ୍ଟ ମସଲା’ ପାଇଁ…
Read More...

ବିଦ୍ୟୁତ ଆଘାତରେ ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

ଘସିପୁରା : କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ କୋଡପତା ଗ୍ରାମରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଖବରଅନୁସାରେ…
Read More...

ମହାମେଣ୍ଟ ଗଠନ ସଫଳ ନ ହେଲେ ଏନଡିଏ ଜିତିବ ୩୦୦ ଆସନ : ସି’ ଭୋଟର ସର୍ଭେ

ନୂଆଦିଲ୍ଲୀ : କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳଙ୍କ ମହାମେଣ୍ଟ ଗଠନ ହେଲେ ୨୦୧୯ ଲୋକସଭା ଆସନ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏର ଆସନ ସଂଖ୍ୟା କମିଯିବ। ମହାମେଣ୍ଟ ଗଠନ ସଫଳ ନ ହେଲେ ବିଜେପି ନେତୃତ୍ୱାଧୀନ…
Read More...

ମା’ ସିଦ୍ଧ ଦକ୍ଷୀଣକାଳୀଙ୍କ ପୂଜା ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

ନେମାଳ : ମହାନ ଆଧ୍ୟାତ୍ମିକ ଶକ୍ତିପୀଠ ରୂପେ ପରିଚିତ ନେମାଳ ଥାନା ଅନ୍ତର୍ଗତ ବନ୍ଧକାଟିଆ ପଞ୍ଚାୟତ ହରିରାଜପୁର ସ୍ଥିତ ଆଦୀଶକ୍ତି ମା' ସିଦ୍ଧ ଦକ୍ଷୀଣକାଳୀଙ୍କ ବିଜେସ୍ଥଳୀ ପରିସରରେ ପୂଜା ମହୋତ୍ସବ ପାଇଁ ବ୍ୟାପକ…
Read More...

ଦେଶୀ ମଦ ଜବତ, ଜଣେ ଗିରଫ

ମୋହନା : ମୋହନା ଥାନା ଲିଲିଗଡ ପଞ୍ଚାୟତ ଅନ୍ତର୍ଗତ ହିକିରିକୁପା ଗ୍ରାମ ନିକଟରୁ ୧୦ ଲିଟର ଦେଶୀ ମହୁଲୀ ମଦ ଜବତ ହୋଇଥିବା ଜଣା ପଡିଛି। ଉକ୍ତ ଗ୍ରାମର ଦିଲିପ ନାୟକ(୪୫) ଏକ ବ୍ୟାରେଲରେ ୧୦ ଲିଟର ମହୁଲୀ ମଦ କୌଣସି ଏକ…
Read More...

ବନ୍ୟ ସୁରକ୍ଷା ସମିତିର ବୈଠକ

ବଡ଼ସାହି : ସ୍ଥାନୀୟ ବନପାଳଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁବାର ବଡ଼ସାହି ବ୍ଲକର ସମସ୍ତ ବନ୍ୟ ସୁରକ୍ଷା ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ କମିଟି ମଧ୍ୟରେ ସମନ୍ୱୟ ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା…
Read More...

ଉତ୍ତରପ୍ରଦେଶରେ ୬୮,୫୦୦ ସହାୟକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାର ହେବ ସିବିଆଇ ତଦନ୍ତ

ଲକ୍ଷ୍ନୌ : ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଉତ୍ତରପ୍ରଦେଶରେ ୬୮,୫୦୦ ସହାୟକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। ୬ ମାସ ମଧ୍ୟରେ ତଦନ୍ତ ଶେଷ କରି ରିପୋର୍ଟ…
Read More...

ମୋହନାରେ ବଢୁଛି ଟ୍ରାଫିକ ସମସ୍ୟା

ମୋହନା : ମୋହନା ବଜାରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଯାହା ଲୋକମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି।  ଏଠାରେ ବ୍ଳକ କାର୍ଯ୍ୟାଳୟ, ଶିଳ୍ପାନୁଷ୍ଠାନ, ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଦାଲତ,…
Read More...

୧୨୮ ଜିବି ଷ୍ଟୋରେଜ ସହିତ ‘ଓପୋ ଏଫ-୯ପ୍ରୋ’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଓପୋର ନୂଆ ସ୍ମାର୍ଟଫୋନ ‘ଓପୋ ଏଫ-୯ ପ୍ରୋ’ ୧୨୮ ଜିବି ଷ୍ଟୋରେଜ ସହିତ ବଜାର ପ୍ରବେଶ କରିଛି। ଯାହାର ମୂଲ୍ୟ ୨୫,୯୯୦ ଟଙ୍କା। ଓପୋ ଏଫ-୯ ପ୍ରୋର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୱାଟର ଡ୍ରପ ନଞ୍ଚ ଡିସପ୍ଲେ…
Read More...

ସିବିଆଇ ସଙ୍କଟ: ଆସ୍ଥାନଙ୍କ ଆବେଦନକୁ ସିବିଆଇର ବିରୋଧ

ନୂଆଦିଲ୍ଲୀ : ଦୁର୍ନୀତି ଅଭିଯୋଗରେ ନିଜ ବିରୋଧରେ ରୁଜୁ ଏଫ୍‍ଆଇଆର୍‍ ରଦ୍ଦ ଲାଗି ସିବିଆଇ ସ୍ୱତନ୍ତ୍ର ନିର୍ଦେଶ ରାକେଶ ଆସ୍ଥାନା ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନକୁ ସିବିଆଇ ଗୁରୁବାର ବିରୋଧ କରିଛି। ସଂସ୍ଥା…
Read More...

ଭୀମକୋରେଗାଓଁ ମାମଲା: ନଭେମ୍ବର ୨୧ ପର୍ଯ୍ୟନ୍ତ ଗିରଫ ହେବେନି ୩ ସାମାଜିକ କର୍ମୀ

ମୁମ୍ବଇ : ଭୀମ କୋରୋଗାଓଁ ହିଂସା ସହ ସମ୍ପୃକ୍ତି ତଥା ମାଓବାଦୀଙ୍କ ସହିତ ସମ୍ପର୍କ ଅଭିଯୋଗରେ ରୁଜୁ ମାମଲାରେ ସାମାଜିକ କର୍ମୀ ନବଲଖା, ପ୍ରାଧ୍ୟାପକ ଆନନ୍ଦ ତେଲତୁମ୍ବଦେ ଏବଂ ସତନ ସ୍ୱାମୀଙ୍କୁ ଗୁରୁବାର ବମ୍ବେ…
Read More...

ବିଚାରପତି ନିଯୁକ୍ତି ପ୍ରସଙ୍ଗ: ହାଇକୋର୍ଟଙ୍କଠାରୁ ରିପୋର୍ଟ ଲୋଡିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶବ୍ୟାପୀ କୋର୍ଟଗୁଡିକରେ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ମନ୍ଥରତାକୁ ଲକ୍ଷ୍ୟ କରି ସୁପ୍ରମିକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ବିଚାରପତି ନିଯୁକ୍ତି ପ୍ରକିୟା ତ୍ୱରାନ୍ୱିତ କରା ନ ଗଲେ ହାଇକୋର୍ଟରେ…
Read More...

ବିବିସିର ୧୦୦ ଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର ତାଲିକାରେ ‘ପଥେର ପାଞ୍ଚାଲୀ’

ନୂଆଦିଲ୍ଲୀ : ବିବିସି ପକ୍ଷରୁ ପ୍ରସ୍ତୁତ ବିଶ୍ୱର ୧୦୦ଟି ଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର ତାଲିକାରେ ସ୍ଥାନ ପାଇଛି ‘ପଥେର ପାଞ୍ଚାଲୀ’। ଏହି ଚଳଚ୍ଚିତ୍ର ସତ୍ୟଜିତ ରାୟଙ୍କ ଦ୍ୱାରା ୧୯୫୫ରେ ନିର୍ମିତ। ବିବିସି ସଂସ୍କୃତି…
Read More...

ରାମନଗର ଉପନିର୍ବାଚନ: ଦଳ ଛାଡ଼ିଲେ ବିଜେପି ପ୍ରାର୍ଥୀ, କୁମାରସ୍ୱାମୀ ପତ୍ନୀଙ୍କ ପଥ ପରିଷ୍କାର

ନୂଆଦିଲ୍ଲୀ : କର୍ଣ୍ଣାଟକର ରାମନଗର ଉପନିର୍ବାଚନ ମାତ୍ର ଦୁଇ ଦିନ ବାକିଥିଲାବେଳେ ନାଟକୀୟ ଭାବେ ଏଠାକାର ରାଜନୈତିକ ପାଣିପାଗ ବଦଳିଯାଇଛି। ଏହି ଆସନରେ ମୂଖ୍ୟମନ୍ତ୍ରୀ ଏଚ୍‍.ଡି କୁମାରସ୍ୱାମୀଙ୍କ ପତ୍ନୀ ଅନୀତା…
Read More...

ଏଣିକି ସୁପ୍ରିମକୋର୍ଟ ବୁଲି ଦେଖିପାରିବେ ସାଧାରଣ ଲୋକେ

ନୂଆଦିଲ୍ଲୀ : ସାଧାରଣ ନାଗରିକଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ ଏବଂ ଇତିହାସ ବଦଳାଇବା ପରି ହୋଇଥାଏ। ହେଲେ ସୁପ୍ରିମକୋର୍ଟ ପରିସର ଏବଂ କୋର୍ଟରୁମ୍‍ ବୁଲି ଦେଖିବା ସାଧାରଣ ଲୋକଙ୍କ ପାଇଁ ସମ୍ଭବ ହୋଇନାଥାଏ।…
Read More...

ଏଣିକି ସେନା ପାଇଁ ଅସ୍ତ୍ର ତିଆରି କରିବେ ଘରୋଇ କମ୍ପାନୀ, ନିୟମ ପରିବର୍ତ୍ତନ କଲେ ସରକାର

ନୂଆଦିଲ୍ଲୀ : ଏବେ ସରକାରୀ କମ୍ପାନୀଙ୍କ ସହ ଘରୋଇ କମ୍ପାନୀଙ୍କୁ ବି ସେନା ପାଇଁ ଅସ୍ତ୍ର ତିଆରି କରିବାର ଭାର ମିଳିବ। ପ୍ରତିରକ୍ଷା ମନ୍ତ୍ରାଳୟ ଏନେଇ ନିୟମରେ ବଡ଼ଧରଣର ପରିବର୍ତ୍ତନ କରିଛି। ଫଳରେ ଏଣିକି ବିଦେଶ…
Read More...

ଶିବରାଜଙ୍କ ସରକାରକୁ ବିରୋଧ କରିବା ପଡ଼ିଲା ମହଙ୍ଗା: କମ୍ପ୍ୟୁଟର ବାବା ଦିଗମ୍ବର ଅନି ଆଖଡାରୁ ବହିଷ୍କୃତ

ଭୋପାଳ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟମନ୍ତ୍ରୀ ପଦ ଛାଡ଼ି ସରକାରଙ୍କ ବିରୋଧରେ ଅଭିଯାନ ଚଳାଇବା କମ୍ପ୍ୟୁଟର ବାବାଙ୍କୁ ମହଙ୍ଗା ପଡ଼ିଛି। କମ୍ପ୍ୟୁଟର ବାବାଙ୍କୁ ଦିଗମ୍ବର ଅନି ଆଖଡାରୁ ଗୁରୁବାର…
Read More...

ର‍୍ୟାଲିରେ ସାମିଲ ହେବା ପାଇଁ ଲୋକଙ୍କୁ ଟଙ୍କା ବାଣ୍ଟିଲେ କଂଗ୍ରେସ ଏବଂ ଜେଡିଏସ୍‍ କାର୍ଯ୍ୟକର୍ତ୍ତା

ନୂଆଦିଲ୍ଲୀ : କର୍ଣ୍ଣାଟକ କଂଗ୍ରେସ ଏବଂ ଜନତା ଦଳ (ସିକ୍ୟୁଲାର)ର କାର୍ଯ୍ୟକର୍ତ୍ତା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‍.ଡି ଦେବଗୌଡ଼ାଙ୍କ ର‍୍ୟାଲିରେ ଯୋଗଦେବା ପାଇଁ ବୁଧବାର ଦିନ ଲୋକଙ୍କୁ ନଗଦ ଟଙ୍କା ବାଣ୍ଟିଥିଲେ। କେହି…
Read More...

ବଡ଼ସାହି କେଜିବିଭିରେ ଜାତୀୟ ଏକତା ଦିବସ ପାଳିତ

ବଡ଼ସାହି : ସ୍ଥାନୀୟ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ(କେଜିବିଭି) ଓ ଉପ୍ରା ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ବୁଧବାର ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି। ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ…
Read More...

ଗ୍ରାମବାସୀଙ୍କ ଦ୍ୱାରା ବେଆଇନ ବାଲିବୋଝେଇ ଟ୍ରାକ୍ଟର ଜବତ 

ବଡ଼ସାହି : ବୁଢ଼ାବଳଙ୍ଗ ନଦୀ ସଂଲଗ୍ନ ଗମ୍ଭାରିଆ ଗ୍ରାମବାସୀ ଅଟକ ରଖିଥିବା ଏକ ବାଲି ବୋଝେଇ ଟ୍ରାକ୍ଟରକୁ ସ୍ଥାନୀୟ ଅତିରିକ୍ତ ତହସିଲଦାର ମାଧବ ଚନ୍ଦ୍ର ବିରୁଆ ଜବତ କରିଛନ୍ତି। ବୁଧବାର ‘ପୁଣି ବଡ଼ସାହିରେ ବାଲି ମାଫିଆ…
Read More...

କର୍ତ୍ତବ୍ୟରେ ଅବହେଳା ପାଇଁ ଫରେଷ୍ଟର ନିଲମ୍ବିତ

ବଡ଼ସାହି : କର୍ତ୍ତବ୍ୟରେ ଅବହେଳା ପାଇଁ ବନବିଭାଗ ପକ୍ଷରୁ ବଡ଼ସାହି ଫରେଷ୍ଟର କାଞ୍ଚନମଣି ନାଏକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସୋମବାର ରାତିରେ ଝାଡ଼ଖଣ୍ଡୀ ହାତୀପଲ ମାନଗୋବିନ୍ଦପୁର ଓ ଭୀମଦା ପଞ୍ଚାୟତ ଦେଇ…
Read More...

ମୋବାଇଲ ଦୋକାନରୁ ଚୋରି

ବଡ଼ସାହି : ଭୀମିଦା ପଞ୍ଚାୟତ, ନୂଆହାଟ ବଜାରରେ ଥିବା ରବି ସିଂଙ୍କ ମୋବାଇଲ ଦୋକାନରୁ ମଙ୍ଗଳବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରମାନେ କବାଟ ତାଲା ଭାଙ୍ଗି ଦୋକାନରେ ପଶି ଏକ ଲ୍ୟାପଟପ୍‍, ନୂଆ ପୁରୁଣା…
Read More...

ଆମ ପୁଲିସ୍‍ ସମିତିର ବୈଠକ

ବଡ଼ସାହି : ବୁଧବାର ସ୍ଥାନୀୟ ଥାନାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଛି। ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଦସ୍ୟ, ବରିଷ୍ଠ ନାଗରିକ,…
Read More...

ସହଜରେ ବ୍ୟବସାୟ ତାଲିକା : ୨୩ ଦେଶକୁ ପଛରେ ପକାଇ ୭୭ ନମ୍ବର ସ୍ଥାନରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ : ସହଜରେ ବ୍ୟବସାୟ (ଇଜି ଅଫ ଡୁଇଙ୍ଗ ବିଜନେସ) କ୍ଷେତ୍ରରେ ଭାରତ କ୍ରମାଗତ ଦ୍ୱିତୀୟ ବର୍ଷ ଦୀର୍ଘ ଲମ୍ଫ ମାରିଛି। ବିଶ୍ୱ ବ୍ୟାଙ୍କ ପକ୍ଷରୁ ଜାରି ‘ଇଜି ଅଫ ଡୁଇଙ୍ଗ ବିଜନେସ-୨୦୧୮’ ତାଲିକରେ ଭାରତ ୨୩ଟି…
Read More...

ମୁଜରାଫରପୁର ଆଶ୍ରୟସ୍ଥଳ ମାମଲା: ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମା ନିଖୋଜ

ନୂଆଦିଲ୍ଲୀ : ମୁଜାଫରପୁର ଆଶ୍ରୟସ୍ଥଳରେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ସହ ସ୍ୱାମୀଙ୍କ ସମ୍ପର୍କକୁ ନେଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ମଞ୍ଜୁ ଶର୍ମା ନିଖୋଜ ଅଛନ୍ତି ବୋଲି…
Read More...

ଶାବରୀମାଳାରେ ମହିଳାଙ୍କ ପ୍ରବେଶ ମାମଲା: ସମୀକ୍ଷା ଆବେଦନର ତ୍ୱରିତ ଶୁଣାଣି ହେବ ନାହିଁ

ନୂଆଦିଲ୍ଲୀ : କେରଳର ପ୍ରସିଦ୍ଧ ଶାବରୀମାଳା ମନ୍ଦିରରେ ସବୁ ବୟସର ମହିଳାଙ୍କୁ ପ୍ରବେଶ ଅନୁମତି ସମ୍ବନ୍ଧୀୟ ରାୟର ସମୀକ୍ଷା ଲାଗି ହୋଇଥିବା ଆବେଦନ ଉପରେ ତ୍ୱରିତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ବୁଧବାର ମନା…
Read More...

ଦିଲ୍ଲୀରେ ପରିବେଶ ଉପଯୋଗୀ ବାଣ ବିକ୍ରି ପାଇଁ ସୁପ୍ରିମକୋର୍ଟଙ୍କ ତାଗିଦ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣମାତ୍ରା ଅହେତୁକ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଠାରେ ଦୀପାବଳି ଉପଲକ୍ଷେ କେବଳ ପରିବେଶ ଉପଯୋଗୀ ଏବଂ କମ୍‍ ଧୁଆଁ ସୃଷ୍ଟିକାରୀ (ସବୁଜ) ବାଣ ବିକ୍ରି କରିବା ନିମନ୍ତେ…
Read More...

ପ୍ରଶାସନର କଟକଣା ପରେ ମଧ୍ୟ କମୁନି ପଲିଥିନି ବ୍ୟବହାର

ମୋହନା : ଗଜପତି ଜିଲା ମୋହନା ସହରରେ ପଲିଥିନ ବ୍ୟବହାର ଯୋଗୁଁ ପରିବେଶ ନଷ୍ଟ ହେବାରେ ଲାଗିଛି। ଏନେଇ ପ୍ରଶାସନ ପକ୍ଷରୁ ସଚେତନତା ଓ ଚଢଉ କରାଯାଉ ନାହିଁ କି ବ୍ୟବସାୟୀ କିମ୍ବା ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟି…
Read More...

ସାକ୍ଷୀଗୋପାଳ ମେଡିକାଲ ଭିତରେ ପୁଣି ଟ୍ରାଫିକ୍ ଜାମ

ସୁଆଣ୍ଡୋ : ପୁରୀ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରବେଶ ପଥକୁ ପୁଣି ବାଇକ ସାଇକେଲ ରଖି ଟ୍ରାଫିକ ସମସ୍ୟା ସୃଷ୍ଟି କରାଯାଇଛି । ଏ ସମସ୍ୟା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ…
Read More...

ଆର୍ତତ୍ରାଣ କାର୍ତ୍ତିକେଶ୍ଵର ଵିଦ୍ୟାପୀଠର ପ୍ରତିଷ୍ଠା ଦିଵସ

କୋଣାର୍କ : କୋଣାର୍କ ନିକଟସ୍ଥ ସିମିଳି ଗ୍ରାମ ପଞ୍ଚାୟତର ନୂଆଗାଁ ସ୍ଥିତ ଆର୍ତତ୍ରାଣ କାର୍ତ୍ତିକେଶ୍ଵର ବିଦ୍ୟାପୀଠର ୨୨ତମ ପ୍ରତିଷ୍ଠା ଦିବସ ମହାସମାରୋହରେ  ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରୁର୍ଦାଣୀ ଉଚ୍ଚ…
Read More...

ପ୍ରଧାନ ଶିକ୍ଷକ ବଳରାମ ସାହୁଙ୍କ ଅବସର କାଳିନ ସମ୍ବର୍ଦ୍ଧନା ସଭା

କଳାପଥର(ବାଙ୍କୀ) : ବାଙ୍କୀ ବ୍ଳକ ଅନ୍ତର୍ଗତ କଳାପଥର-ଧଳାପଥର ଉଚ୍ଚ ବିଦ୍ୟାଳୟ ତିନୋଟି ଜିଲାର ତ୍ରୀକୁଟରେ ଅବସ୍ଥିତ ଏକ ପୁରାତନ ଓ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ। ଏହି ଉଚ୍ଚ ବିଦ୍ୟାଳୟର ଦ୍ୱାବିଂଶ ତମ ପ୍ରଧାନ ଶିକ୍ଷକ…
Read More...

ସିବିଆଇ ସଙ୍କଟ: ଆସ୍ଥାନାଙ୍କ ବିରୋଧରେ ଆଉ ଏକ ମାମଲା

ଦେବେନ୍ଦ୍ର କୁମାରଙ୍କ ଜାମିନ ଆବେଦନର ରାୟ ସଂରକ୍ଷିତ ନୂଆଦିଲ୍ଲୀ : ଲାଞ୍ଚ କାରବାର ମାମଲାରେ ସିବିଆଇ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନା ବଛାବଛା ନିର୍ଦ୍ଦିଷ୍ଟ ତଥ୍ୟ ଉପସ୍ଥାପନ ପୂର୍ବକ ତଦନ୍ତକୁ ଦିଗହରା…
Read More...

ଜଉମୁଦ ଲଫାପାରେ ରାଫେଲର ମୂଲ୍ୟର ତଥ୍ୟ ଦେବାକୁ କେନ୍ଦ୍ରକୁ ନିର୍ଦେଶ

ନୂଆଦିଲ୍ଲୀ : ଫ୍ରାନ୍ସଠାରୁ କ୍ରୟ କରାଯାଉଥିବା ୩୬ଟି ରାଫେଲ ଯୁଦ୍ଧ ବିମାନର ମୂଲ୍ୟ ସମ୍ବନ୍ଧୀୟ ସବିଶେଷ ତଥ୍ୟ ସମ୍ବଳିତ ଜଉମୁଦ ରିପୋର୍ଟ ଆସନ୍ତା ୧୦ ଦିନ ମଧ୍ୟରେ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ…
Read More...

ତଦନ୍ତରେ ସାହଯ୍ୟ କରୁନାହାନ୍ତି ଚିଦମ୍ବରମ, ହେପାଜତକୁ ନେଇ ଜେରା ଆବଶ୍ୟକ: ଇଡି

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବୁଧବାର ଏୟାରସେଲ-ମ୍ୟାକ୍ସିସ୍‍ ବେଆଇନ ଅର୍ଥ କାରବାର ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ଅଗ୍ରୀମ ଜାମିନ୍‍ ଆବେଦନ୍‍ର ବିରୋଧ କରିଛି। ଏହାସହ…
Read More...

ପର୍ଦ୍ଦାଫାସ ହେଲା କୈଳାଶର ହତ୍ୟା ରହସ୍ୟ

କଲମପୁର : କଲମପୁର ବ୍ଲକ ବିଜମରା ପଞ୍ଚାୟତ ଡୁମେରମୁଣ୍ଡା ଗାଁର ବହୁ ଚର୍ଚ୍ଚିତ କୈଳାଶ ହତ୍ୟା ଘଟଣାର ୫ଦିନ ପରେ ପୁଲିସ ପର୍ଦ୍ଦାଫାସ କରିଛି। ଏଥିରେ ସଂଶ୍ଳିଷ୍ଟ ଦୁଇ ଭାଇଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।…
Read More...

ଦୀପାବଳୀ ପୂର୍ବରୁ ସୁନା ଦର ବଢିଲା, ୬ ବର୍ଷର ସର୍ବୋଚ୍ଚସ୍ତରରେ ପହଞ୍ଚିଲା

ନୂଆଦିଲ୍ଲୀ : ପାର୍ବଣ ରୁତୁରେ ଦ୍ୱିତୀୟ ଥର ସୁନା ଦରରେ ବୃଦ୍ଧି ଘଟିଛି। ପାର୍ବଣ ରୁତୁ ଯୋଗୁଁ ଆଞ୍ଚଳିକ ଗହଣା ବଜାରରେ ଚାହିଦା ବୃଦ୍ଧିର ପ୍ରଭାବ ସୁନା ଦର ଉପରେ ପଡ଼ିଥିବା କୁହାଯାଉଛି। ଏହି କ୍ରମରେ ସୁନା ଦର ବୁଧବାର…
Read More...

‘ମୋଦୀ ଜ୍ୟାକେଟ’ ପିନ୍ଧିଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‍ ଜେ’ଙ୍କ ନିକଟକୁ ଉପହାର ସ୍ୱରୁପ ‘ମୋଦୀ ଜ୍ୟାକେଟ’ ପଠାଇଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‍ ଜେ ବୁଧବାର ଟ୍ୱିଟ୍‍ କରି…
Read More...

ଖୁବଶୀଘ୍ର ବଜାରକୁ ଆସିବ ‘ଆପଲ ମ୍ୟାକ୍‍ ମିନି ୨୦୧୮’

ନୂଆଦିଲ୍ଲୀ : ଆପଲର ନ୍ୟୁୟର୍କରେ ଆୟୋଜିତ ହୋଇଥିବା ଏକ ଇଭେଣ୍ଟରେ ‘ଆଇପ୍ୟାଡ ପ୍ରୋ ୨୦୧୮’ ସହିତ ଏକ ନୂଆ ମ୍ୟାକ୍‍ ମିନି ଲଞ୍ଚ କରିଛି। ୨୦୧୪ ମସିହା ପରେ ପ୍ରଥମଥର ପାଇଁ ମ୍ୟାକ ମିନିର ଡିଜାଇନ୍‍ରେ କମ୍ପାନୀ ତରଫରୁ…
Read More...

ମିରଟ୍‍ ହତ୍ୟାକାଣ୍ଡ: ୧୬ ପୂର୍ବତନ ପୁଲିସ୍‍ କର୍ମୀଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ବୁଧବାର ୩୧ ବର୍ଷ ତଳର ବହୁ ଚର୍ଚ୍ଚିତ ମିରଟ୍‍ ହତ୍ୟାକାଣ୍ଡ ମାମଲାରେ ୧୬ ଜଣ ପୂର୍ବତନ ପୁଲିସ୍‍ କର୍ମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଉତ୍ତରପ୍ରଦେଶ ମିରଟ୍‍ର…
Read More...

ଚାରି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିଶ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ କଲେଜିୟମ ବୁଧବାର ୪ଟି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବା ପାଇଁ ସୁପାରିଶ କରିଛି। ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‍…
Read More...

ଡିସେମ୍ବର ସାରାଙ୍କର !

ମୁମ୍ବଇ : ଶୁଟିଂ ଆରମ୍ଭରୁ ବିବାଦ ଭିତରେ ରହିରହି ଶେଷରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହୋଇଛି ସୁଶାନ୍ତ ସିଂ ରାଜପୁତ ଓ ସାରା ଅଲି ଖାନ୍‌ ଅଭିନୀତ ‘କେଦାରନାଥ’। ଏହି ସ୍ଥାନରେ ଘଟିଥିବା ପ୍ରକୃତିର ତାଣ୍ଡବ ଏବଂ ତା’…
Read More...

ବିସାଦ ଯୋଗୁଁ ୧୦୦ରୋଗୀ ହତ୍ୟା କରିଛନ୍ତି ନର୍ସ

ଓଲ୍‍ଡେନ୍‍ବର୍ଗ : ମାନସିକ ବିସାଦ କାରଣରୁ ଜଣେ ପୁରୁଷ ନର୍ସ ୧୦୦ ରୋଗୀଙ୍କୁ ହତ୍ୟା କରିଛନ୍ତି। ଏ ସମ୍ପର୍କରେ ସେ ମଙ୍ଗଳବାର ଖୋଲାଖୋଲି ସ୍ୱୀକାର ମଧ୍ୟ କରିଛନ୍ତି। ସମସ୍ତଙ୍କୁ ସମାନ ଉପାୟରେ ହୃଦ୍‍ଘାତ ସୃଷ୍ଟିକାରୀ…
Read More...

ବିଶ୍ୱକପର ଓଡ଼ିଆ ଗୀତ ଗାଇଲେ ମିକା ଓ ଲିପ୍‍ସା

ଭୁବନେଶ୍ୱର : ଆସ କରିବା ଏତେ ବୋବାଲ ...ଓଡ଼ିଶା ନାଁ ହେବ ଗ୍ଲୋବାଲ। ଏଭଳି ଓଡ଼ିଆ ସଙ୍ଗୀତରେ କମ୍ପିବ ହକି ବିଶ୍ୱକପ। କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପୁରୁଷ…
Read More...

ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ସମର୍ଥନ କରିବେ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହ୍ଲାଦ

କଲକାତା : ଆଗାମୀ ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱ ତୃଣମୂଳ କଂଗ୍ରେସକୁ ସମର୍ଥନ କରିବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାନ ଭାଇ ପ୍ରହ୍ଲାଦ ମୋଦୀ। ପ୍ରହ୍ଲାଦ ଫେୟାର…
Read More...

ଆମେରିକାରେ ଦେଶାଟନକାରୀଙ୍କ ସନ୍ତାନକୁ ଆଉ ମିଳିବନି ଜନ୍ମଗତ ନାଗରିକତା ଅଧିକାର

ୱାଶିଂଟନ : ଆମେରିକାରେ ଜନ୍ମ ହେଉଥିବା ଅଣଆମେରିକୀୟ ଦମ୍ପତିଙ୍କ ସନ୍ତାନ ଏପରି କି ବେଆଇନ ଦେଶାଟନକାରୀଙ୍କ ସନ୍ତାନଙ୍କୁ ଜନ୍ମଗତ ଅଧିକାରୀ ହିସାବରେ ଆମେରିକାର ନାଗରିକତା ମିଳିଥାଏ। ଆମେରିକା ସମ୍ବିଧାନର ନିୟମ ଅନୁଯାୟୀ…
Read More...

ଖଣି କମ୍ପାନୀ ଦେଉଥିବା ଜରିମାନା ଅର୍ଥର ବିନିଯୋଗ ତଦାରଖ କରିବେ ଜଷ୍ଟିସ ଅନଙ୍ଗ ପଟ୍ଟନାୟକ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକଙ୍କୁ ଅନ୍ୟ ଏକ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ସୁପ୍ରିମକୋର୍ଟ ସମ୍ପ୍ରତି ସିବିଆଇ କଳିର ତଦନ୍ତ ତଦାରଖ କରିବା ଦାୟିତ୍ୱ ଜଷ୍ଟିସ…
Read More...

ପିସିବିକୁ ନଜମ୍‍ଙ୍କ ନୋଟିସ୍‍

ଇସଲାମାବାଦ୍‍ : ପାକିସ୍ତାନ କ୍ରିକେଟ୍‍ ବୋର୍ଡ (ପିସିବି)କୁ ଲିଗାଲ୍‍ ନୋଟିସ୍‍ ପ୍ରଦାନ ପଠାଇଛନ୍ତି ପୂର୍ବତନ ଅଧ୍ୟକ୍ଷ ନଜମ୍‍ ସେଠି। ପିସିବି ତରଫରୁ କରାଯାଇଥିବା ଅଡିଟ୍‍ ଅନୁଯାୟୀ ନଜମ ଅଧ୍ୟକ୍ଷ ଥିବା ବେଳେ ତାଙ୍କ…
Read More...

କଦଳୀ, ସଂରକ୍ଷିତ ରେଳବଗି ବନ୍ଦୋବସ୍ତ କରିବାକୁ ଭାରତୀୟ କ୍ରିକେଟରଙ୍କ ଦାବି

ନୂଆଦିଲ୍ଲୀ : ଆସନ୍ତାବର୍ଷ ୩୦ ମେ’ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଇଂଲଣ୍ଡରେ ଆଇସିସି ବିଶ୍ୱକପ କ୍ରିକେଟ ପ୍ରତିଯୋଗିତା ଆୟୋଜିତ ହେବ। ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ ସମୟରେ ଭାରତୀୟ ଦଳକୁ ପର୍ଯ୍ୟାପ୍ତ ପରିମାଣର…
Read More...

ମଧ୍ୟକ୍ରମ ମୁଣ୍ଡବିନ୍ଧା ଦୂର କରି ପାରିଛନ୍ତି ରାୟୁଡୁ?

ପୁଣେ : ସୋମବାର ଖେଳା ଯାଇଥିବା ୪ର୍ଥ ଦିନିକିଆରେ ଭାରତୀୟ ଇନିଂସରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ରୋହିତ ଶର୍ମା। ଅମ୍ବତି ରାୟୁଡୁ ଶତକ ହାସଲ କରିଥିଲେ ହେଁ ରୋହିତ ହିଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲେ।…
Read More...

ବ୍ଲକ୍‍ ଘେରିଲେ ବିଜେପି କାର୍ଯ୍ୟକର୍ତ୍ତା

କଳାପଥର : ବାଙ୍କୀ ବିଜେପି ଶାଖା ପକ୍ଷରୁ ବାଙ୍କୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହିତ ବ୍ଲକ୍‍ର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ…
Read More...

ସେଲଫି ଦୁର୍ଘଟଣାରୁ ବଞ୍ଚାଇବ ଏହି ଆପ

ନୂଆଦିଲ୍ଲୀ : ସେଲଫି ନେବା ସମୟରେ ଅଧିକାଂଶ ବ୍ୟକ୍ତି ମୃତ୍ୟୁ ବରଣ କରୁଥିବା କିମ୍ବା ଦୁର୍ଘଟଣାର ଶିକାର ହେଉଥିବା ଦେଖାଯାଉଛି। କିନ୍ତୁ ଏବେ ଏମିତି ଏକ ଆପ ଆସିଛି ଯାହା ସାହାର୍ଯ୍ୟରେ ଆପଣ ସେଲଫି ନେବା ସମୟରେ ହେବାକୁ…
Read More...

ଦିଲ୍ଲୀରେ ଲୋକେ ‘ଅଣନିଶ୍ୱାସୀ’: ଧୂପ ଏବଂ ମହମବତୀ ନ ଜାଳିବାକୁ ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣସ୍ତର ଉଦ୍‍ବେଗଜନକ ସ୍ଥିତିରେ ପହଞ୍ଚିଛି। ଦିଲ୍ଲୀ ଏବଂ ଏନ୍‍ସିଆର ବାୟୁମଣ୍ଡଳ ବିଷାକ୍ତ ହୋଇଯାଇଛି। ସେଠାରେ ଲୋକେ ଅଣନିଶ୍ୱାସୀ ହୋଇପଡୁଛନ୍ତି। ବାୟୁ ଗୁଣାବତ୍ତା…
Read More...

ସୁରକ୍ଷା ବାହିନୀ ଗୁଳିରେ ଦୁଇ ଜେଇଏମ୍‍ ଆତଙ୍କବାଦୀ ମୃତ

ଶ୍ରୀନଗର : ଜାମ୍ମୁ କାଶ୍ମୀର ପୁଲୱାମା ଜିଲା ତ୍ରାଲଠାରେ ମଙ୍ଗଳବାର ସୁରକ୍ଷା ବାହିନୀଙ୍କ ଗୁଳିରେ ଜୈଶ ଇ ମହମ୍ମଦ (ଜେଇଏମ୍‍)ର ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଉଚ୍ଚପ୍ରଶିକ୍ଷିତ…
Read More...

ଝାଡା ବାନ୍ତି ନେଲା ମାଁ ଓ ଝିଅଙ୍କ ଜୀବନ

କଲମପୁର : ଥୁଆମୁଳ ରାମପୁର ଅଞ୍ଚଳରେ ଝାଡା ବାନ୍ତି ରୋଗ କମିବାର ନାଁ ନେଉ ନାହିଁ। ଚଳିତ ବର୍ଷ ଗତ ଦୁଇ ମାସ ମଧ୍ୟରେ ଝାଡା ବାନ୍ତିରେ ପ୍ରାୟ ୭ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ୨୨ ଓ ୨୪ ତାରିଖ ଦିନ…
Read More...

ବ୍ଲକସ୍ତରୀୟ ଶାରଦୀୟ କ୍ରୀଡା ଉତ୍ସବ ଉଦ୍‍ଯାପିତ

କଲମପୁର : କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଆନୁକୂଲ୍ୟରେ କଲମପୁର ମିନିଷ୍ଟାଡିୟମ ଠାରେ ବ୍ଲକସ୍ତରୀୟ ଶାରଦୀୟ କ୍ରୀଡା ଉତ୍ସବ ଆୟୋଜିତ ହେଇଯାଇଛି। ବି.ଡି.ଓ ହେମସାଗର ଭୋଇ କ୍ରୀଡା ପତାକା ଉତ୍ତୋଳନ କରି କ୍ରୀଡାର…
Read More...

ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା କଲେ ଶିବରାଜଙ୍କ ପୁଅ

ଭୋପାଳ : ପାନାମା ପେପର ଦୁର୍ନୀତିରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାଣଙ୍କ ପୁଅ କାର୍ତ୍ତିକେୟ ସିଂହ ଚୌହାଣଙ୍କ ନାମ ସଂଲଗ୍ନ କରି ଅଡୁଆରେ ପଡିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ମିଥ୍ୟା ଅଭିଯୋଗ…
Read More...

୮୦୦ ଫୁଟ ତଳକୁ ଖସି ଭାରତୀୟ ଦମ୍ପତିଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କାଲିଫର୍ଣ୍ଣିଆର ପ୍ରସିଦ୍ଧ ଯୋସେମିଟ୍‍ ଜାତୀୟ ଉଦ୍ୟାନରେ ଥିବା ଏକ ସୁଉଚ୍ଚ ସ୍ଥାନରୁ ୮୦୦ ଫୁଟ୍‍ ତଳକୁ ଖସିପଡି ଏକ ଭାରତୀୟ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଉଦ୍ୟାନ ଅଧିକାରୀ ପ୍ରକାଶ କରିଛନ୍ତି। ମୃତ…
Read More...

ମୁଜାଫରପୁର ଆଶ୍ରୟଗୃହ ଯୌନ ନିର୍ଯାତନା ମାମଲା: ବ୍ରଜେଶ୍‍ ଠାକୁର ପଟିଆଲା ଜେଲ୍‍କୁ ସ୍ଥାନାନ୍ତର

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମଙ୍ଗଳବାର ମୁଜାଫରପୁର ଆଶ୍ରୟଗୃହ ନାବାଳିକା ଯୌନ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ୍‍ ଠାକୁରଙ୍କୁ ପଞ୍ଜାବର ପଟିଆଲାଠାରେ କଡ଼ା ସୁରକ୍ଷା ବଳୟରେ ଥିବା କାରାଗାରକୁ ସ୍ଥାନାନ୍ତର…
Read More...

ଲୋକସଭା ନିର୍ବାଚନ: ପଞ୍ଜାବ ପାଇଁ ଆପର ପ୍ରାର୍ଥୀ ତାଲିକା ପ୍ରକାଶିତ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି (ଆପ) ପଞ୍ଜାବ ପକ୍ଷରୁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୫ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏନେଇ ମଙ୍ଗଳବାର ଆୟୋଜିତ କୋର କମିଟି ବୈଠକରେ ଲୋକସଭା…
Read More...

ଭାରତର ସାମରିକ ଶକ୍ତି ବୃଦ୍ଧିରେ ପାକିସ୍ତାନ ଭୟଭୀତ, ଜାତିସଂଘରେ କଲା ଅଭିଯୋଗ

ନୂଆଦିଲ୍ଲୀ : ଭାରତର ସାମରିକ ଶକ୍ତି ବୃଦ୍ଧିକୁ ନେଇ ପାକିସ୍ତାନ ଭୟଭୀତ ହୋଇଯାଇଛି। ଫଳରେ ପାକିସ୍ତାନ ଏନେଇ ମିଳିତ ଜାତିସଂଘରେ ଅଭିଯୋଗ କରିଛି। ଭାରତର ସାମରିକ ଶକ୍ତି ବୃଦ୍ଧି ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପ୍ରତି…
Read More...

ତେଇସିପୁରରେ ‘ଗୋପବନ୍ଧୁ ଜ୍ୟୋତି’କୁ ସମ୍ବର୍ଦ୍ଧନା

ପିପିଲି : ଓଡିଶାରେ ଜନ୍ମ ନେଇଥିବା ମହାପୁରୁଷମାନଙ୍କ ମଧ୍ୟରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସର୍ବାଗ୍ରେ ପୂଜିତ। ସେ ଥିଲେ ଏକାଧାରରେ ସମାଜସେବୀ, ସଂସ୍କାରକ, ବିଶିଷ୍ଟ ଶିକ୍ଷାବିତ୍‍, ଓକିଲ, ବ୍ୟବସ୍ଥାପକ ସଭ୍ୟ,…
Read More...

୧୦ ବର୍ଷର ଗବେଷଣା ସଫଳ: ଏସିଡ୍‍ ଆକ୍ରମଣରୁ ବଞ୍ଚାଇବ ମେକ୍‍ଅପ୍‍

ଲଣ୍ଡନ : ବ୍ରିଟେନ୍‍ ୟୋର୍କଶିରେର ଜଣେ ମହିଳା ଡାକ୍ତର ଏସିଡ୍‍ ନିରୋଧୀ ମେକଅପ୍‍ (ରାସାୟନିକ ଦ୍ରବ୍ୟ) ପ୍ରସ୍ତୁତ କରିଛନ୍ତି। ମହିଳାଙ୍କୁ ଏସିଡ୍‍ ଆକ୍ରମଣରୁ ବଞ୍ଚାଇବା ପାଇଁ ୩୨ ବର୍ଷିୟା ଡାକ୍ତର ଆଲମସ ଅହମଦ ୧୦ ବର୍ଷ…
Read More...

ପିପିଲିରେ ‘ଗୋପବନ୍ଧୁ ଜ୍ୟୋତି’କୁ ସମ୍ବର୍ଦ୍ଧନା

ପିପିଲି : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସୁଆଣ୍ଡୋ ସ୍ଥିତ ବାସଗୃହକୁ ଜାତୀୟ ସ୍ମାରକୀର ମାନ୍ୟତା ପ୍ରଦାନ କରାଯିବା ନିମନ୍ତେ ଦାବି ହୋଇଛି। ‘ସମାଜ’ ଅନୁଷ୍ଠାନ ପକ୍ଷରୁ ରାଜ୍ୟବ୍ୟାପି ପରିକ୍ରମା କରୁଥିବା…
Read More...

ପରିବାର ଲୋକେ ୧୪ ବର୍ଷ ହେବ ଝିଅ ଭାବି ପାଳୁଥିଲେ, ପରୀକ୍ଷାରୁ ଜଣାପଡ଼ିଲା ପୁଅ

ପାଟନା : ବିହାରରେ ଏକ ଅଜବ ଘଟଣା ସାମ୍ନାକୁ ଆସୁଛି। ଏଠାରେ ଗୋଟିଏ ପରିବାର ଲୋକେ ନିଜ ପୁଅକୁ ୧୪ ବର୍ଷ ହେଲା ଝିଅ ଭାବି ପାଳୁଥିଲେ। ପରେ ଡାକ୍ତର ପରୀକ୍ଷାରୁ ପ୍ରକୃତରେ ଝିଅ ନୁହେଁ ସେ ପୁଅ ବୋଲି ଜଣାପଡ଼ିଥିଲା। ପରିବାର…
Read More...

ଶ୍ରମିକଙ୍କ ମଜୁୁରୀ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ମଙ୍ଗଳବାର ରାଜ୍ୟ ସରକାର ଶ୍ରମିକଙ୍କ ଦୈନିକ ମଜୁରୀରେ ବୃଦ୍ଧି କରିଛନ୍ତି। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରାଯାଇଛି। ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୨୦୦ ରୁ…
Read More...

ଏନ୍‍ଡିଏରେ ଫାଟ: ମଧ୍ୟପ୍ରଦେଶରେ ୬୬ ପ୍ରାର୍ଥୀ ଦେଲା ଆର୍‍ଏଲ୍‍ଏସ୍‍ପି

ନୂଆଦିଲ୍ଲୀ/ଭୋପାଳ : ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‍ଡିଏ)ରେ ଫାଟ ସୃଷ୍ଟି ହୋଇଛି। କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‍ଏଲ୍‍ଏସ୍‍ପି) ଅଧ୍ୟକ୍ଷ ଉପନ୍ଦ୍ରେ କୁଶୱାହା…
Read More...

କେଉଁ କଡ଼ ମାଡ଼ି ଶୋଇବେ

ରାତିସାରା ସୁଖନିଦ୍ରାରେ ଶୋଇଲେ ସକାଳୁ ଦେହ ଓ ମନ ଫୁର୍ତ୍ତି ଲାଗେ ତଥା ବିଭିନ୍ନ ରୋଗ ଆକ୍ରମଣରୁ ସୁରକ୍ଷା ମିଳେ। ଭଲ ନିଦ ହୋଇନଥିଲେ ଅସୁସ୍ଥତାର ଆଶଙ୍କା ରହିବା ସହିତ ଦିନସାରା ବ୍ୟତିବ୍ୟସ୍ତ ଲାଗେ। ଗାଢ ତଥା…
Read More...

ବିଶ୍ୱକପର ସଫଳତା କାମନା କଲେ ରାହାଣେ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ସଫଳତା ନେଇ ବଲିଉଡ୍‍ରୁ ଆରମ୍ଭକରି ହକି ଖେଳାଳି ଓ କ୍ରିକେଟରଙ୍କ…
Read More...

ରୋହିତ, ରାୟୁଡୁଙ୍କ ଶତକ; ଭାରତର ବିପୁଳ ବିଜୟ

ମୁମ୍ବଇ : ଚଳିତ ଦିନିକିଆ ସିରିଜ୍‍ର ପ୍ରଥମ ୩ଟି ମ୍ୟାଚ୍‍ ସଂଘର୍ଷପୂର୍ଣ୍ଣ ହେବା ପରେ ସୋମବାର ୪ର୍ଥ ଦିନିକିଆକୁ ଏକତରଫା ଭାବେ ଭାରତ ଜିତିନେଇଛି। ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ବ୍ୟାଟିଂ ଓ ବୋଲିଂରେ ପ୍ରାଧାନ୍ୟ…
Read More...

ପ୍ରସିଦ୍ଧ ଉର୍ଦ୍ଧୁ ଲେଖକ ପଦ୍ମଶ୍ରୀ କାଜି ଅବଦୁଲ ସତ୍ତାରଙ୍କ ପରଲୋକ

ଲକ୍ଷ୍ନୌ : ପ୍ରସିଦ୍ଧ ଉର୍ଦ୍ଧୁ ଲେଖକ ପଦ୍ମଶ୍ରୀ କାଜି ଅବଦୁଲ ସତ୍ତାରଙ୍କ ରବିବାର ବିଳମ୍ବିତ ରାତିରେ ଦିଲ୍ଲୀର ଗଙ୍ଗାରମ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ତାଙ୍କ ପାର୍ଥିବ…
Read More...

ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉଦଯାପିତ 

ବଡ଼ସାହି : ସୋମବାର ସ୍ଥାନୀୟ ମଇସ୍କୁଲ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ। ବଣମଲ୍ଲୀ ଭାବେ…
Read More...

ବଡ଼ସାହି ବିଜେପି ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ଘେରାଉ

ବଡ଼ସାହି : ସୋମବାର ବିଜେପି ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ଘେରାଉ କରାଯାଇଛି। ରାଜ୍ୟ ସରକାରଙ୍କ ପିସି କାରବାର, ଦୁର୍ନୀତି, ଭ୍ରଷ୍ଟାଚାର ଓ ପ୍ରିୟାପ୍ରୀତି ତୋଷଣ ବିରୋଧରେ ବିଜେପିର ସାନକେରକୋ ମଣ୍ଡଳ ସଭାପତି…
Read More...

ପୁଣି ବିବାଦରେ ସିଡିପିଓ

ବଡ଼ସାହି : ସ୍ଥାନୀୟ ସିଡିପିଓ କୁନ୍ତିମଣି ପାତ୍ର ପୁଣି ବିବାଦକୁ ଆସିଛନ୍ତି। କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ସୋମବାର ତାଙ୍କ ନାମରେ ବଡ଼ସାହି ଥାନାରେ ଏତଲା ଦେଇଛନ୍ତି। ନିକଟରେ ସମ୍ପନ୍ନ ‘ଆମ ଗାଁ ଆମ ବିକାଶ’…
Read More...

୩୧ରୁ ଲାଗୁ ହେବ ଏସ୍‍ବିଆଇ ଏଟିଏମ୍‍ରୁ ଟଙ୍କା ଉଠାଣ ସୀମା

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ (ଏସ୍‍ବିଆଇ) ଖାତାଧାରୀ ଏବଂ ଏଟିଏମ୍‍ ଧାରୀଙ୍କ ପାଇଁ ବ୍ୟାଙ୍କ ପକ୍ଷରୁ ଏକ ନୂଆ ଘୋଷଣା କରାଯାଇଛି। ଏସ୍‍ବିଆଇ ଅକ୍ଟୋବର ୩୧ରୁ ଏଟିଏମ୍‍ରୁ ଟଙ୍କା ଉଠାଣ ସୀମା ଲାଗୁ କରିବା…
Read More...

ନେମାଳ : ଶ୍ରୀ ଅଚ୍ୟୁତ ବ୍ୟବସାୟୀ ସଂଘ ପକ୍ଷରୁ ଭସାଣୀ ଉତ୍ସବ

ନେମାଳ : ଶ୍ରୀ ଅଚ୍ୟୁତ ବ୍ୟବସାୟୀ ସଂଘ ନେମାଳ ବଜାର ଆନୁକୂଲ୍ୟରେ ଚଳିତ ବର୍ଷ ରାତ୍ରରେ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବଜାରର ୨ଟି ପୂଜା ମଣ୍ଡପରେ ମାଆ ଲକ୍ଷ୍ମୀ ଓ ବରାହ ନୃଶିଘ ଠାକୁରଙ୍କ ମୃଣ୍ମୟମୂର୍ତ୍ତୀ…
Read More...

ଅସ୍ତ୍ରବିରତି ଉଲ୍ଲଙ୍ଘନର କଡ଼ା ଜବାବ ଦେଲା ଭାରତ, ପାକିସ୍ତାନର ସେନାର ପ୍ରଶାସନିକ ମୁଖ୍ୟକାର୍ଯ୍ୟାଳୟ ଧ୍ୱଂସ

ନୂଆଦିଲ୍ଲୀ : ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନର କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନାର ଆକ୍ରମଣରେ ନିୟନ୍ତ୍ରଣ ରେଖା ନିକଟରେ ଅବସ୍ଥିତ ପାକିସ୍ତାନ ସେନାର ଏକ ପ୍ରଶାସନିକ ମୁଖ୍ୟକାର୍ଯ୍ୟାଳୟ…
Read More...

ଶ୍ରୀଲଙ୍କାର ବିତାଡିତ ମନ୍ତ୍ରୀ ଅର୍ଜୁନ ରଣତୁଙ୍ଗା ଗିରଫ

କଲମ୍ବୋ : ଶ୍ରୀଲଙ୍କାର ବିତାଡିତ ପେଟ୍ରୋଲିମ୍‍ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଅର୍ଜୁନ ରଣତୁଙ୍ଗାଙ୍କୁ ସୋମବାର ଗିରଫ କରାଯାଇଛି। ଶ୍ରୀଲଙ୍କାରେ ଦେଖାଯାଇଥିବା ରାଜନୈତିକ ସଙ୍କଟକ୍ରମେ ରବିବାର ରଣତୁଙ୍ଗାଙ୍କ…
Read More...

ଦୁର୍ଘଟଣାରେ ଗୁରୁତରଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ନେମାଳ : ଗତ ୧ ତାରିଖ ଦିନ ନେମାଳ ପଞ୍ଚାୟତ ସ୍ଥିତ ମୂଳୁସୁଆଙ୍ଗଠାରେ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ଚିକିସତ୍ସିତ ହେଉଥିଲେ। ମାତ୍ର ଗତ…
Read More...

ବିଜୁ ଯୁବ ବାହିନୀ ତରଫରୁ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ

ନେମାଳ : ନେମାଳ ଥାନା ଅନ୍ତର୍ଗତ ଝାଡେଶ୍ୱରପୁର ପଞ୍ଚାୟତର ବିଜୁ ଯୁବ ବାହିନୀ ପକ୍ଷରୁ ଏକ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତେ ପ୍ଲାଷ୍ଟିକକୁ ଦୂରେଇ ସୁସ୍ଥ ସୁନ୍ଦର ନିର୍ମଳ…
Read More...

ପଦ୍ମବନ ପୀଠରେ ହରିବଂଶ ସପ୍ତାହ ପାଳିତ

ନେମାଳ : ମହାନ ଆଧ୍ୟାତ୍ମିକ ଧର୍ମପୀଠ ରୂପେ ପରିଚିତ ଉତ୍କଳ ପ୍ରଦେଶର ଶ୍ରେଷ୍ଠ ସାଧକ ତଥା ପଞ୍ଚ ସଖାଙ୍କ ମଧ୍ୟରୁ ଅନ୍ୟତମ ଭବିଷ୍ୟତ ମାଳିକାକାର ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ପବିତ୍ର ପଦ୍ମବନ ପୀଠ…
Read More...

ଦିଲ୍ଲୀରେ ୧୫ ବର୍ଷ ପୁରୁଣା ପେଟ୍ରୋଲ ଏବଂ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ି ଚଳାଚଳ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ଏନ୍‍ସିଆରରେ ପ୍ରଦୂଷଣ ଚିନ୍ତା ଜନକ ପରିସ୍ଥିତିରେ ପହଞ୍ଚିବା ପରେ ସୁପ୍ରିମକୋର୍ଟ ସୋମବାର ସେଠାରେ ୧୫ ବର୍ଷ ପୁରୁଣା ପେଟ୍ରୋଲ ଏବଂ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ି ଚଳାଚଳ ଉପରେ ପ୍ରତିବନ୍ଧକ…
Read More...

ଟ୍ରେନ୍‍ରୁ ବ୍ୟାଟେରୀ ଚୋରି ମାମଲା

ପିପିଲି : ଏକ ଟ୍ରେନ୍‍ ବ୍ୟାଟେରୀ ଚୋରି ମାମଲାରେ ଆର୍‍ପିଏଫ୍‍ ପକ୍ଷରୁ ପିପିଲି ଥାନା ଅନ୍ତର୍ଗତ ବଧି ଗ୍ରାମରେ ଚଢାଉ କରାଯାଇ କେତେକ ବ୍ୟାଟେରୀ ଜବତ କରାଯାଇଛି। ସୂଚନା ଅନୁଯାୟୀ, ବୀରପୁରୁଷୋତ୍ତମପୁର ଷ୍ଟେସନ ଠାରେ…
Read More...

ଏସ୍‍ଏସ୍‍ସି ପରୀକ୍ଷା ରଦ୍ଦ ପାଇଁ କେନ୍ଦ୍ରର ମତାମତ ଲୋଡିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଷ୍ଟାଫ୍‍ ସିଲେକ୍‍ସନ୍‍ କମିସନ୍‍ (ଏସ୍‍ଏସ୍‍ସି) ପକ୍ଷରୁ ୨୦୧୭ରେ ଅନୁଷ୍ଠିତ ସ୍ନାତକ ସ୍ତରୀୟ ପରୀକ୍ଷା ରଦ୍ଦ କରିବା ନିମନ୍ତେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କ ମତାମତ ଲୋଡିଛନ୍ତି। ପରୀକ୍ଷାରେ…
Read More...

ସିବିଆଇ ସଙ୍କଟ: ମୋଇନ୍ କୁରେସୀ ମାମଲାର ତଦନ୍ତ କରିବେ ଦାଗର

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ସୋମବାର ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ସିବିଆଇ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି ନଭେମ୍ବର ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଯଦ୍ଦ୍ୱାରା ଏହି ସମୟ…
Read More...

ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କୁ ୭ ବର୍ଷ ଜେଲଦଣ୍ଡ

ଢାକା : ବାଂଲାଦେଶର ଏକ କୋର୍ଟ ଆଉ ଏକ ଦୁର୍ନୀତି ମାମଲାରେ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରମୁଖ ବିରାଧୀ ଦଳ ନେତ୍ରୀ ଖାଲେଦା ଜିଆଙ୍କୁ ୭ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ନିଜ ଟ୍ରଷ୍ଟକୁ ଅଜ୍ଞାତ…
Read More...

ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ; ୧୮୯ ମୃତ !

ଜାକାର୍ତ୍ତା : ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାଠରୁ ପାଙ୍କଲ ପିନାଙ୍ଗ ସହର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବିମାନ ‘ଜେଟି-୬୧୦’ ସୋମବାର ସକାଳେ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ୧୮୯ ଯାତ୍ରୀଙ୍କ ମୃତ୍ୟୁ…
Read More...

ଭାରତ-ଜାପାନ ୬ ରାଜିନାମା ସ୍ୱାକ୍ଷର

ଟୋକିଓ : ଜାପାନର ରାଜଧାନୀ ଟୋକିଓଠାରେ ଦ୍ୱିପାକ୍ଷିକ କଥାବାର୍ତ୍ତା ଅବସରରେ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ରେଳ ଓ ନୌସେନା ସହଯୋଗ ସମେତ ୬ଟି ରାଜିନାମା…
Read More...

ଭଦ୍ରକ ଜିଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଆଖଣ୍ଡଳମଣି ପୀଠରେ ବନ୍ଦ ପାଳିତ

ଆରଡି : ଭଦ୍ରକ ଜିଲାରେ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ଦୀର୍ଘ ୨ମାସ ହେବ ସଂଗ୍ରାମ ସେନା ଓ ବିଭିନ୍ନ କ୍ରିୟାନୁଷ୍ଠାନ ପକ୍ଷରୁ ସାରା ଜିଲାରେ ଦାବି ଜୋର ଧରିଥିଲା। ସରକାର କର୍ଣ୍ଣପାତ ନ କରିବା ଫଳରେ ଜିଲା ବନ୍ଦ ପାଇଁ…
Read More...

ରାଜସ୍ଥାନରେ ଜାଠ୍ ନେତାଙ୍କ ରୋଡ଼ ଶୋ, ବିଜେପି ବିରୋଧରେ ଖୋଲିବେ ମୋର୍ଚ୍ଚା

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ଭଳି ଜାତୀୟ ଦଳକୁ ଟକ୍କର ଦେବା ପାଇଁ ରାଜ୍ୟର ପ୍ରମୁଖ ଜାଠ୍ ନେତା ତଥା ପୂର୍ବତନ ସ୍ୱାଧୀନ ବିଧାୟକ ହନୁମାନ ବେନିୱାଲ ଏକ ନୂଆ ରାଜନୈତିକ ଦଳ ଗଢିବାକୁ…
Read More...

ହିଂସା ରୂପ ନେଲା ଶ୍ରୀଲଙ୍କା ରାଜନୈତିକ ସଂକଟ: ଜଣେ ମୃତ, ୨ ଆହତ

କଲମ୍ବୋ : ଶ୍ରୀଲଙ୍କାର ରାଜନୈତିକ ସଙ୍କଟ ରବିବାର ହିଂସାକାଣ୍ଡର ରୂପ ନେଇଛି। ପ୍ରଧାନମନ୍ତ୍ରୀ ପଦରୁ ରାନିଲ ବିକ୍ରମସିଙ୍ଘେଙ୍କୁ ବରଖାସ୍ତ କରିବା ପାଇଁ ରାଷ୍ଟ୍ରପତି ମୈତ୍ରୀପାଲ ଶିରିସେନାଙ୍କ ନିଷ୍ପତ୍ତି ପରେ ଏହି ବଡ଼…
Read More...

ସିଆଇଡି ଏସ୍‍ଆଇଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର : ଜାମ୍ମୁ କାଶ୍ମୀର ପୁଲୱାମା ଜିଲାରେ ରବିବାର ଆତଙ୍କବାଦୀମାନେ ଜଣେ ସିଆଇଡି ଏସ୍‍ଆଇଙ୍କୁ ହତ୍ୟା କରିଛନ୍ତି। ଜାମ୍ମୁ କାଶ୍ମୀର ପୁଲିସ୍‍ ପୁଲୱାମାର ୱାହିବାଗ ଅଞ୍ଚଳରୁ ସିଆଇଡି ଏସ୍‍ଆଇ ଇମ୍‍ତିୟାଜ ଅହମଦଙ୍କ…
Read More...

କାଶ୍ମୀରରେ ପାକିସ୍ତାନର ୪ ସ୍ନାଇପର ସକ୍ରିୟ, ସତର୍କତା ଜାରି

ଶ୍ରୀନଗର : କାଶ୍ମୀର ଘାଟିରେ ଏବେ ପାକିସ୍ତାନର ଉଚ୍ଚପ୍ରଶିକ୍ଷିତ ୪ ଜଣ ସ୍ନାଇପର (ସଠିକ ଲକ୍ଷ୍ୟ ଭେଦ କରୁଥିବା ବନ୍ଧୁକଧାରୀ) ସକ୍ରିୟ ଅଛନ୍ତି। ଏହି ସ୍ନାଇପରମାନେ ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି…
Read More...

ଜାମ୍ମୁ କାଶ୍ମୀରରେ ମାସକରେ ୩୪ ଆତଙ୍କବାଦୀ ନିପାତ, ୮ ସୁରକ୍ଷା କର୍ମୀ ସହିଦ୍‍

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଭାରତୀୟ ସୁରକ୍ଷା ବାହିନୀଙ୍କୁ ଆତଙ୍କବାଦୀ ନିିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି। ମାସକ ମଧ୍ୟରେ ସୁରକ୍ଷା ବାହିନୀଙ୍କ ଗୁଳିରେ ୩୪ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ତେବେ…
Read More...

‘ମୋଦୀ ଶିବଲିଙ୍ଗରେ ବସିଥିବା ବିଛା ଭଳି, ତାଙ୍କୁ ହାତରେ ବାହାର କରିହେବନି କି ଚପଲରେ ପିଟି ହେବନି’

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ଥିରୁଭାନନ୍ତପୁରମ ସାଂସଦ ଶଶି ଥରୁର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ଥରୁର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ପାକିସ୍ତାନର ପୂର୍ବତନ ଜଜଙ୍କ ନାମରେ ୨୨୦୦ କାର ପଞ୍ଜିକୃତ

ଇସଲାମାବାଦ : ପାକିସ୍ତାନର ଜଣେ ପୂର୍ବତନ ଜଜ୍‍ଙ୍କ ନାମରେ ୨୨୦୦ କାର ପଞ୍ଜିକୃତ ଥିବା ଜଣାପଡ଼ିଛି। କିଛି ଦିନ ମଧ୍ୟରେ ପାକିସ୍ତାନରେ ବ୍ୟାପକ ବେନାମୀ ସମ୍ପତ୍ତି ପଦାକୁ ଆସିଛି। ଫଳରେ ଏହି ନୂଆ ଘଟଣା ପାକିସ୍ତାନ…
Read More...

କୋହଲିଙ୍କ ଶତକ ସତ୍ତ୍ବେ ଭାରତ ପରାସ୍ତ

ପୁଣେ : ୱେଷ୍ଟଇଣ୍ଡିଜ୍‍ ବିପକ୍ଷ ଦିନିକିଆ ସିରିଜ୍‍କୁ ଏକତରଫା ଭାବେ ଘରୋଇ ଭାରତ ଜିତିବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା; ତାହା ଭୁଲ୍‍ ପ୍ରମାଣିତ ହୋଇଛି। ଅଧିନାୟକ ବିରାଟ କୋହଲି କ୍ରମାଗତ ୩ୟ ମ୍ୟାଚ୍‍ରେ ଶତକ ଅର୍ଜନ…
Read More...

ଜାତୀୟ ମାର୍ଷ୍ଟସ ଅକ୍ୱାଟିକା ଚମ୍ପିୟାନସିପରେ ଓଡିଶା ଦଳ

ସମ୍ବଲପୁର : ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୁଲ ଠାରେ ଆୟୋଜିତ ହେଉଥିବା ୫ମ ଜାତୀୟ ମାର୍ଷ୍ଟସ ଅକ୍ୱାଟିକା ଚାମ୍ପିୟନସିପରେ ଭାଗ ନେଉଛନ୍ତି ଓଡିଶା ଦଳ। ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ଆୟୋଜିତ ଏହି ଜାତୀୟ ଚାମ୍ପିୟନସିପରେ…
Read More...

ବାଙ୍କୀ ମହୋତ୍ସବ ଚତୁର୍ଥ ସନ୍ଧ୍ୟା

କଳାପଥର(ବାଙ୍କୀ) : କୁମାର ପୂର୍ଣ୍ଣିମା ଦିନଠାରୁ ଆରମ୍ଭ ହୋଇଥିବା ବାଙ୍କୀ ମହୋତ୍ସବର ଚତୁର୍ଥ ସନ୍ଧ୍ୟା ସ୍ଥାନୀୟ କଚେରୀ ପଡ଼ିଆଠାରେ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱାଗତ…
Read More...