www.samajalive.in
Wednesday, December 10, 2025
23.1 C
Bhubaneswar

ବିଚାରପତି ନିଯୁକ୍ତି ପ୍ରସଙ୍ଗ: ହାଇକୋର୍ଟଙ୍କଠାରୁ ରିପୋର୍ଟ ଲୋଡିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶବ୍ୟାପୀ କୋର୍ଟଗୁଡିକରେ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ମନ୍ଥରତାକୁ ଲକ୍ଷ୍ୟ କରି ସୁପ୍ରମିକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ବିଚାରପତି ନିଯୁକ୍ତି ପ୍ରକିୟା ତ୍ୱରାନ୍ୱିତ କରା ନ ଗଲେ ହାଇକୋର୍ଟରେ କେନ୍ଦ୍ରୀଭୂତ ଥିବା ଏହି ଦାୟିତ୍ୱ ପ୍ରତ୍ୟାହାର କରିନିଆଯିବ ବୋଲି ସର୍ବୋଚ୍ଚ ଅଦାଲତ ତାଗିଦ କରିଛନ୍ତି। ଏଥିସହ ବର୍ତ୍ତମାନ ସୁଦ୍ଧା ତଳକୋର୍ଟଗୁଡିକରେ ବିଚାରପତି ନିଯୁକ୍ତି ପ୍ରକ୍ରିୟା କେତେଦୂର ଆଗେଇଛି ସେ ସମ୍ବନ୍ଧରେ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ହାଇକୋର୍ଟଗୁଡିକଠାରୁ ସୁପ୍ରିମକୋର୍ଟ ରିପୋର୍ଟ ଲୋଡିଛନ୍ତି। ହାଇକୋର୍ଟଗୁଡିକ ଯଦି ତଳକୋର୍ଟଗୁଡିକରେ ବିଚାରପତି ନିଯୁକ୍ତ କରିପାରୁ ନାହାନ୍ତି ତା’ହେଲେ ଏହି ଦାୟିତ୍ୱ ସେଗୁଡିକଠାରୁ ପ୍ରତ୍ୟାହାର କରି ନିଆଯିବ ଏବଂ ସର୍ବୋଚ୍ଚ ଅଦାଲତ ନିଜେ ବିଚାରପତି ନିଯୁକ୍ତ କରିବେ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ପୀଠ କହିଛନ୍ତି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories