www.samajalive.in
Tuesday, December 9, 2025
17.1 C
Bhubaneswar

ସ୍ମାର୍ଟଫୋନ ଉପହାର ହେଲା କାଳ, ଯୁବକ ପ୍ରେମରେ ପଡି ୫୦ବର୍ଷିୟ ମହିଳା ଫେରାର

ଲକ୍ଷ୍ନୌ : ସାମାଜିକ ଗଣମାଧ୍ୟମ ସହିତ ଲୋକମାନେ ମଧ୍ୟ ଅଧିକ ଆଡଭାନ୍ସ ହୋଇଗଲେଣି। ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ମୋଦିନଗର ଗ୍ରାମରେ। ଯହାକୁ ଶୁଣିଲେ ଆପଣ ଚକିତ ହୋଇଯିବେ। ପୁଅର ସ୍ମାର୍ଟଫୋନ ଉପହାର କାଳ ହୋଇଛି। ୨୦ ବର୍ଷର ଯୁବକ ପ୍ରେମରେ ପଡି ୫୦ ବର୍ଷିୟ ମହିଳା(ମାଆ) ଫେରାର ହୋଇଯାଇ ଥିବା ଜଣାପଡିଛି।

ଖବରଅନୁସାରେ ପୁଅ ମାଆଙ୍କୁ ଏକ ସ୍ମାର୍ଟଫୋନ ଉପହାର ଦେଇଥିଲା ପରେ ମହିଳା ସେହି ଫୋନରେ ନିଜର ହ୍ୱାଟ୍ସଆପ ଏବଂ ଫେସବୁକ ଆଇଡି ଖୋଲିଥିଲେ। ତିନିମାସ ତଳେ ମହିଳାଙ୍କର ଜଣେ ଯୁବକଙ୍କ ସହ ବନ୍ଧୁତ୍ୱ ସମ୍ପର୍କ ଗଢିଉଠିଥଲା ପରେ ଏହି ସମ୍ପର୍କ ପ୍ରେମ ସମ୍ପର୍କରେ ରୁପାନ୍ତରିତ ହୋଇଥିଲା। ପରେ ମହିଳା ସେହି ଯୁବକଙ୍କ ସହ ଘରଛାଡି ଚାଲିଯାଇଥିଲେ। ଯୁବକ ଜଣଙ୍କ ବିବିଏର ଚାତ୍ର ଥିବା ଜଣାପଡିଛି। ମହିଳାଙ୍କୁ ସ୍ମାର୍ଟଫୋନ ଉପହାର ଦେଇଥିବା ପୁଅ ବିବାହିତ। ଏହାକୁ ନେଇ ମହିଳାଙ୍କର ସ୍ୱାମୀ ଥାନାରେ ଏକ ଅଭିଯୋଗ କରିଛନ୍ତି।। ଏନେଇ ପୁଲିସ ଅନୁସନ୍ଧାନ ଜାରି ରଖିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories