ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଏହି ଶୀତଦିନିଆ ଖାଦ୍ୟ

ଶୀତଋତୁ ଆସିବା ସହିତ ଲୋକଙ୍କ ଜୀବନଶୈଳୀ ସଂପୂର୍ଣ୍ଣ ବଦଳିଯାଏ । ଶରୀରକୁ ଶୀତରୁ ରକ୍ଷା କରିବା ପାଇଁ ଲୋକମାନେ ପଶମ ପୋଷାକ ବ୍ୟବହାର କରନ୍ତି । ଏହା ସତ୍ତେ୍ୱ ଶୀତଦିନେ ମିଳୁଥିବା କିଛି ବିଶେଷ ଜିନିଷ ଆମକୁ ଶୀତରୁ…
Read More...

ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ତାଲିମ ଶିବିର

ପାଟଣା :  ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବରେଡକ୍ରସ ସ୍ୱେଚ୍ଛାସେବୀଙ୍କର ତିନିଦିନିଆ ଶିକ୍ଷା ଓ ତାଲିମ ଶିବିର ୨୬ ତାରିଖରୁ ଆରମ୍ଭ ହୋଇଛି । ଏହାକୁ ବରିଷ୍ଠ…
Read More...

ଟାଟା ପାଓ୍ବାର ବିଦ୍ୟୁତ ସେବା ଯାନକୁ ଲୋକାର୍ପିତ କଲେ ପାଟଣା ବିଧାୟକ

ପାଟଣା :  ଟାଟା ପାଓ୍ବାର ଉତ୍ତର ଓଡ଼ିଶା ବିତରଣ ସଂସ୍ଥା ତୁରୁମୁଙ୍ଗା ଉପଖଣ୍ଡ ପକ୍ଷରୁ ୫ ଟି ବିଦ୍ୟୁତ ସେବା ପ୍ରଦାନକାରୀ ଭ୍ରାମ୍ୟମାଣ ସେବା ଯାନକୁ ପାଟଣା ବିଧାୟକ ଜଗନ୍ନାଥ ନାଏକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି…
Read More...

ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ବିଧାୟକଙ୍କୁ ଦାବି ଜଣାଇଲେ ମହିଳା

ପାଟଣା :  ପାଟଣା ବ୍ଲକ ତୁରୁମୁଙ୍ଗା ବଜାରର ୪୯ ନଂ ଜାତୀୟ ରାଜପଥରୁ ପଞ୍ଚାୟତ କାର୍ଯ୍ୟାଳୟ ଯାଏଁ ଗ୍ରାମର ମୁଖ୍ୟରାସ୍ତା ଦେଶ ସ୍ଵାଧୀନତାର ୭୫ ବର୍ଷ ମଧ୍ୟରେ କଂକ୍ରିଟ ହୋଇ ନପାରିବା ଘଟଣାରେ ଗ୍ରାମରେ ଅସନ୍ତୋଷ ତୀବ୍ର…
Read More...

ବାବା ବିମଳେଶ୍ଵର ଶିବ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କଲେ ବିଧାୟିକା

ରେଙ୍ଗାଲିକେମ୍ପ  :  ଅତାବିରା ବ୍ଲକ ପଲସାପାଲି ଠାରେ ବାବା ବିମଳେଶ୍ଵର ଶିବ ମନ୍ଦିର ନିର୍ମାଣ ପାଇଁ  ବିଧାୟିକା  ସ୍ନେହାଙ୍ଗିନୀ ଛୁରିଆ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ କୁଳମଣି ପ୍ରଧାନଙ୍କ ସଭାପତିତ୍ବରେ ଏକ…
Read More...

ଅବକାରୀ ବିଭାଗର ଚଢ଼ାଉ : ୬ଶହ କେଜି ପୋଚ ସହ ୪୭ ଲିଟର ମଦ ଜବତ

ପାଟଣା : କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୬ଶହ କେଜି ମହୁଲ ପୋଚ ନଷ୍ଟ କରାଯିବା…
Read More...

ଭାଇକୁ ମାରି ପୋତି ଦେଲା ଭାଇ

ଟିଟିଲାଗଡ଼ : ଟିଟିଲାଗଡ଼ ସହର ଅନ୍ତର୍ଗତ ଗୋରୁବଜାର ପଦାର ଜଣେ ଯୁବକ ନିଜ ବଡ ଭାଇକୁ ହତ୍ୟା କରି ପୋତି ଦେବା ଘଟଣା ଆଜି ପର୍ଦାଫାଶ କରିଛି ଟିଟିଲାଗଡ଼ ପୁଲିସ । ମୃତକ ଗୋରୁବଜାର ପଡାର ସଞ୍ଜୟ ବେହେରା ବୋଲି ଜଣାପଡିଛି।…
Read More...

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ କ୍ଷୁଦ୍ରଗ୍ରହ ଆବିଷ୍କାରକ ବନୀତା

ନବରଙ୍ଗପୁର : ନୂଆଦିଲ୍ଲୀସ୍ଥିତ ବାସ ଭବନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୈାଜନ୍ୟମୂଳକ ସାକ୍ଷାତ କରିଛନ୍ତି ପ୍ରଥମ ଓଡିଆ କ୍ଷୁଦ୍ରଗ୍ରହ ଆବିଷ୍କାରକ ନବରଙ୍ଗପୁରର ଝିଅ ବନୀତା ଦାଶ। ସଂପ୍ରତି…
Read More...

ଅଘୋଷିତ ବିଦ୍ୟୁତ କାଟ ; ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ଆଖଣ୍ଡଳମଣିପୀଠ

ଆରଡି : ଦୀର୍ଘଦିନ ହେବ ଭଦ୍ରକଜିଲା ଅସୁରାଳି ଓ ଶାଆଁଳପୁର ବିଦ୍ୟୁତ ବିଭାଗର ମନମୁଖି କାର୍ୟ୍ୟ ଯୋଗୁ ଘଣ୍ଟାଘଣ୍ଟା ଧରି ଅନ୍ଧାରରେ ରହୁଛି ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣିଙ୍କ ପୀଠ ସହ ଆଖପାଖ ୪୦- ୫୦ ଖଣ୍ଡ ଗାଁ।…
Read More...

ମୋବାଇଲ ଟାୱାର ନିର୍ମାଣ ନେଇ ଗ୍ରାମବାସୀଙ୍କ ଆନ୍ଦୋଳନ

ଜି.ଊଦଯଗିରି: କରଡା଼ ପରେ ପୁଣି ରଣବା ଗ୍ରାମବାସୀ ନେଟୱର୍କ ସମସ୍ୟା ନେଇ ଅଣ୍ଟା ଭିଡ଼ଲେ ଯୁବ ଗୋଷ୍ଠୀ ଓ ମହିଳା । ଆଗାମୀ ପଞ୍ଚାୟତ ନିର୍ବାଚନ ପୁର୍ବରୁ ମୋବାଇଲ ନେଟୱର୍କ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି…
Read More...

କିସରେ ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍ ଉଦ୍‍ଘାଟିତ

ଭୁବନେଶ୍ୱର : ଫିଫା ଓ କିସ୍‍ର ମିଳିତ ସହଯୋଗରେ ବୁଧବାର କିସରେ ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍ କାର୍ଯ୍ୟକ୍ରମକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଉଦ୍‍ଘାଟନ କରିଛନ୍ତି। କରୋନା ନିୟମ ମଧ୍ୟରେ ଅନୁଷ୍ଠିତ…
Read More...

ଜାତୀୟ ରାଜପଥର ହଳଦିଆପଦର ଛକ ଅଞ୍ଚଳ ଅନ୍ଧାରୁଆ

ଗୋପାଳପୁର : ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମନମାନି ଯୋଗୁଁ ସାଧାରଣ ଜନତା ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଥିବା ବେଳେ ଆଗାମୀ ଦିନରେ ଏହାକୁ ନେଇ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଜଣାପଡିଛି।…
Read More...

ଦିନ ୧୧ଟା – ମୁଖ୍ୟ ଖବର

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କର ବୈଠକ ଆଜି; କୋଭିଡ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦିଆଯିବା ସମ୍ଭାବନା କ୍ୟାପଟେନ ଅମରିନ୍ଦର ସିଂ ଆଜି ନୂଆ ରାଜନୈତିକ ଦଳ…
Read More...

କାର୍ତ୍ତିକ ମାସ ; ଜାଣି ରଖନ୍ତୁ ଏହି କଥା

କାର୍ତ୍ତିକ ମାସରେ କୌଣସି ବ୍ୟକ୍ତିଙ୍କ ସହ ଖରାପ ବ୍ୟବହାର କିମ୍ବା କାହାର ଅନିଷ୍ଟ କରିବା ଉଚିତ ନୁହେଁ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସମସ୍ତ ବୃକ୍ଷଲତାରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଏହି ମାସରେ ବୃକ୍ଷ…
Read More...

କେଉଁ ସମୟରେ ଅଧିକ କାମୁଡି ଥାଆନ୍ତି ଡେଙ୍ଗୁ ମଶା ; ଜାଣନ୍ତୁ ଲକ୍ଷଣ

ଦେଶର ଅନେକ ରାଜ୍ୟରେ ଡେଙ୍ଗୁ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷକରି ଦିଲ୍ଲୀ , ନୋଏଡା ଏବଂ ଗୁରୁଗାଓଁରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ…
Read More...

ମମିତା ମେହେର ହତ୍ୟା ଘଟଣା: ବିଜେପି ପକ୍ଷରୁ ୧୨ ଘଣ୍ଟା ସମ୍ବଲପୁର ବନ୍ଦ

ସମ୍ବଲପୁର :  ରାଜ୍ୟର ବହୁଚର୍ଚ୍ଚିତ  ମମିତା ମେହେର ହତ୍ୟାକାଣ୍ଡକୁ ବିରୋଧ କରି ଆଜି ସମ୍ବଲପୁରରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ଜିଲା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦର ପ୍ରଭାବ ସମ୍ବଲପୁର ଜିଲାରେ ବେଶ…
Read More...

ସ୍ୱାସ୍ଥ୍ୟ ପାଇଁ ଉପକାରୀ ସଜନା ଛୁଇଁ

ସଜନା ଛୁଇଁ ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର ଉପଯୋଗ ସ୍ବାସ୍ଥ୍ୟ ପାଇଁ ସର୍ବୋତ୍ତମ।…
Read More...

ମମିତାଙ୍କ ଗାଁରେ ବିଜେପିର ବାଇକ ଶୋଭାଯାତ୍ରା

ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ତୁରକେଲା ଥାନା ଝରନି ଗ୍ରାମର ମମିତା ମେହେରଙ୍କ ହତ୍ୟା ମାମଲାରେ ବିଜେପିର ବାଇକ ଶୋଭାଯାତ୍ରା । ମମିତାଙ୍କୁ ବିଦ୍ୟାଳୟ ମାଲିକ ଗୋବିନ୍ଦ ସାହୁ ଏବଂ ତାହାର ଗାଡି ଚାଳକ…
Read More...

ଦୁର୍ଗମ ଗାଁ କୁଚୁପାଜୁରେ ମୌଳିକ ବିକାଶ ବାଟବଣା

ହରଭଙ୍ଗା : ଦେଶ ସ୍ୱାଧିନ ହେବାର ବହୁବର୍ଷ ବିତିଯାଇଛି। ଆଧୁନିକ ଯୁଗରେ ମଣିଷ ପାଦଥାପିବା ସହିତ ପାଣି ଭିତରେ ଟ୍ରେନ ଚଳାଇବା ଠାରୁ ଆରମ୍ଭ କରି ଚନ୍ଦ୍ରପୃଷ୍ଠରେ ବସବାସ ପାଇଁ ମନକଲାଣି। ଏତେସବୁ ପରେ ମଧ୍ୟ ଦୁର୍ଗମ…
Read More...

ଦେବାଳୟରେ ନାହିଁ ଗହଳି ; ଚଉରା ମୂଳରେ ହବିଷ୍ୟାଳୀଙ୍କ ପୂଜାର୍ଚ୍ଚନା

ସାରନଗରୀ : ବର୍ଷକ ବାର ମାସ ମଧ୍ୟରେ କାର୍ତିକକୁ ସର୍ବଶ୍ରେଷ୍ଠ ମାସ ରୂପେ ବିବେଚନା କରାଯାଏ । ଏହା ଏକ ଧାର୍ମିକ ମାସ । ଏହି ମାସ ମହିଳା ହବିଷ୍ୟାଳି ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଅନୁଭୂତି ଆଣି ଦେଇଥାଏ । ହିନ୍ଦୁ…
Read More...

ବାରହା ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ଯୁବକ ମୃତ

କଲମପୁର : କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ବଡଛତ୍ରଙ୍ଗ ଗ୍ରାମର ଜଣେ ଯୁବକଙ୍କ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ବାରହା ଶିକାର ପାଇଁ ବିଛା ଯାଇଥିବା ବିଜୁଳି…
Read More...

ସମାଜ ପ୍ରଭାବ ; କର୍କଟ ରୋଗୀଙ୍କୁ ମିଳିଲା ଆର୍ଥିକ ସହାୟତା

ରେଙ୍ଗାଲିକେମ୍ପ୍ :  ଅତାବିରା ଏନ୍ ଏ ସି ର ୱାର୍ଡ ନଂ ୧ ରେ ରହୁଥିବା କାର୍ତ୍ତିକ ପଟେଲ (୩୫) ଦୀର୍ଘ ଧରି କର୍କଟ ରୋଗରେ ପିଡିତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡ଼ି ରହିଛନ୍ତି। ଚା ବିକ୍ରି କରି କଷ୍ଟେ ମଷ୍ଟେ ପରିବାର…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଗୋଆ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିଲେ ପୂର୍ବତନ ରାଜ୍ୟପାଳ ତାଲିବାନଙ୍କୁ ଆଉ ଆତଙ୍କି କହିବ ନାହିଁ ରୁଷ ରାଜ୍ୟରେ ନୂଆ ୪୩୩ କରୋନା ଆକ୍ରାନ୍ତ, ୪ ମୃତ ନୂଆ ସଂକ୍ରମିତଙ୍କ ମଧ୍ୟରେ…
Read More...

ଦିଲ୍ଲୀର ପୁରୁଣା ସେମାପୁରୀ ଅଞ୍ଚଳରେ ଅଗ୍ନିକାଣ୍ଡ ; ୪ ମୃତ

ନୂଆଦିଲ୍ଲୀ : ଦିଲ୍ଲୀର ପୁରୁଣା ସେମାପୁରୀ ଅଞ୍ଚଳରେ ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ସକାଳେ ଏକ ତିନି ମହଲା କୋଠାରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ ଖବର…
Read More...

କାର୍ତ୍ତିକ ମାସର ସ୍ୱାଦିଷ୍ଟ ଡାଲମା

ଆବଶ୍ୟକ ସାମଗ୍ରୀ ପରିବା ପାଣି କଖାରୁ – ଫାଳେ ଓଉ – ୧ଟି ସାରୁ – ୩ଟି ଆଳୁ – ୨ଟି କଞ୍ଚା କଦଳୀ – ୨ଟି ମୁଗଡ଼ାଲି – ୧କପ ନଡ଼ିଆ କୋରା – ୧କପ ଗୋଟା ଜିରା – ଅଳ୍ପ ଘିଅ – ଆବଶ୍ୟକ ଅନୁଯାୟୀ ଜିରା, ଲଙ୍କା…
Read More...

ଗୋଷ୍ଠୀ ଶିକ୍ଷା ଅନୁଷ୍ଠିତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଗୋଷ୍ଠି ଶିକ୍ଷା ଆରମ୍ଭ କରାଯାଇଛି । ଶିକ୍ଷା ବିଭାଗ ନିର୍ଦ୍ଦେଶରେ ପ୍ରତ୍ୟେକ ବିଦ୍ୟାଳୟ…
Read More...

୪ଟି ଫୁଲର ମହତ୍ତ୍ୱ

ଶାସ୍ତ୍ରରେ ଉଲ୍ଲେଖ ଥିବା କିଛି ଏପରି ପୁଷ୍ପ ଅଛି ଯାହାକୁ ଭଗବାନ ଶିବଙ୍କୁ ଅର୍ପଣ କଲେ ବହୁ ଶୁଭ ଫଳ ମିଳିଥାଏ। କନିଅର – ଏହି ଫୁଲ ଭଗବାନ ଶିବଙ୍କର ଖୁବ ପ୍ରିୟ ଅଟେ। ଏହାକୁ ନିୟମିତ ଅର୍ପଣ କଲେ ନିଜ ଇଚ୍ଛା…
Read More...

ଘରେ ଶୋଇଥିବା ବେଳେ ସ୍ୱାମୀ-ସ୍ତ୍ରୀ ଜୀବନ୍ତ ଦଗ୍ଧ

କେନ୍ଦୁଝର : ଘରେ ଶୋଇଥିବା ବେଳେ ସ୍ୱାମୀ-ସ୍ତ୍ରୀ ଜୀବନ୍ତ ଦଗ୍ଧ । ଏଭଳି ଏକ ଅଭାବନୀୟ ଘଟଣା ବାମେବାରୀ ଥାନା ବଳଦା ଗାଁରେ ଘଟିଥିବା ନେଇ ଆଜି ଖବର ମିଳିଛି। ସର୍ଟ ସର୍କିଟରୁ ପୋଡି ହୋଇ ଉଭୟଙ୍କ ମୃତ୍ୟୁ ହୋଇଥିବା ନେଇ…
Read More...

ଲାଞ୍ଜିଗଡ଼ ବ୍ଳକ ପଛୁଆବର୍ଗ ସଂଗଠନ ପକ୍ଷରୁ କଳାହାଣ୍ଡି ବନ୍ଦ ପାଳନ

ଲାଞ୍ଜିଗଡ଼ : ଆଜି କଳାହାଣ୍ଡି ସମଗ୍ର ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କୁ ସଂରକ୍ଷଣ ପ୍ରଦାନ କରାଯାଇ ନଥିବା ଯୋଗୁଁ ଏହାର ପ୍ରତିବାଦରେ ଅକ୍ଟୋବର ୨୫ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା…
Read More...

କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଓ ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଓ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଙ୍କ ସୂଚନା ଅନୁଯାୟୀ ଆମେ ବର୍ତ୍ତମାନ ଏଣ୍ଡାମିକ୍‍…
Read More...

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଲା ‘ଦାଦା ସାହେବ ଫାଲକେ’ ପୁରସ୍କାର

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ସୋମବାର ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି।…
Read More...

ଅଟୋନଗର ଠାରେ ଦୁର୍ଘଟଣା ; ବିଜେଡ଼ି ମହିଳା ସଭାନେତ୍ରୀଙ୍କ କାରକୁ ଧକ୍କା ଦେଲା ଟ୍ରକ

ଗୋପାଳପୁର : ଜାତୀୟ ରାଜପଥ ନଂ ୧୬ରେ ହଳଦିଆପଦର ଅଟୋନଗର ସମ୍ମୁଖ ରାସ୍ତାରେ ଗତକାଲି ଏକ ଟ୍ରକ ଆଗରେ ଯାଉଥିବା ଜିଲ୍ଲା ବିଜେଡ଼ି ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇଙ୍କ କାରକୁ ଧକ୍କା ଦେବା ଫଳରେ ଉତ୍ତେଜନା ମୂଳକ…
Read More...

ହାଇୱା ଧକ୍କାରେ ସୁପରଭାଇଜର ମୃତ

ଗୋପାଳପୁର : ଜାତୀୟ ରାଜପଥ-୧୬ ରେ ରବିବାର ଏକ ଦୁର୍ଘଟଣା ଘଟିଛି। ଓଭରବ୍ରିଜ ନିର୍ମାଣ କାର୍ୟ୍ୟରେ ନିୟୋଜିତ ଏକ ସୁପରଭାଇଜରଙ୍କ ହାଇୱା ଟ୍ରକ ଧକ୍କାରେ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ କେଉଁଝର ଜିଲା…
Read More...

ପୁଲିସ – ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ୩ ମାଓବାଦୀ ମୃତ

ମାଲକାନଗିରି : ଛତିଶଗଡ଼ ଓ ତେଲେଙ୍ଗାନା ରାଜ୍ୟ ସୀମାରେ ପୁଲିସ - ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ତିନି ମାଓବାଦୀଙ୍କ ମୃତ୍ୟ  ଘଟିଥିବା ଜଣାପଡ଼ିଛି । ଆଜି ଭୋରରେ ମୁଲୁଗୁ ଜିଲ୍ଲାର ଅତିବେଡି ଜଙ୍ଗଲରେ ମାଓବାଦୀଙ୍କ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ସୀମାନ୍ତରେ ଆକ୍ରମଣର କଡା ଜବାବ ଦେବାକୁ ପିଏଲଏକୁ ପୂର୍ଣ୍ଣ କ୍ଷମତା ଦେଲା ଚୀନ ରାଜ୍ୟରେ ଆଉ ୪୨୫ ନୂଆ ଆକ୍ରାନ୍ତ ଚିହ୍ନଟ; ୩ ମୃତ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୨୪୯ ସ୍ଥାନୀୟ ସଂକ୍ରମିତ ୧୭୬…
Read More...

ହାତୀ ଉପଦ୍ରବରେ ଉଜୁଡିଗଲା ଚାଷ

ଗୁଡଭେଲା : ଚଳିତ ବର୍ଷ ଅଳ୍ପ ବୃଷ୍ଟିପାତ ଯୋଗୁଁ ଗୁଡଭେଲା ବ୍ଳକରେ ମରୁଡି ପରିସ୍ଥିତି ଦେଖାଦେଇଛି। ମରୁଡି ପରିସ୍ଥିତି ସତ୍ତ୍ୱେ ବିଭିନ୍ନ ଜଳ ଉତ୍ସରୁ ପାଣି ଆଣି ଚାଷୀ ଅଳ୍ପ କିଛି ଜମିରେ ଚାଷ କରିଛନ୍ତି । ଏପରି…
Read More...

୬୫ କିଲୋ ଗଞ୍ଜେଇ ସହ କାର ଜବତ ; ୨ ଗିରଫ

ମୋହନା  : ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ବର୍ଷସାରା ଶହ ଶହ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଏଭଳି ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଗଜପତି ଜିଲ୍ଲାର ତିନିଟି ଥାନା ଅଧିକାରୀ ରାତି ଦିନ ଏକ କରିଦେଇଛନ୍ତି…
Read More...

ମମିତା ମେହେର ହତ୍ୟା ମାମଲା; ପରିବାରକୁ ଭେଟିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

କଣ୍ଟାବାଞ୍ଜି : କଳାହାଣ୍ଡି ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମୀନତି ବେହେରା ମମିତାଙ୍କ ଗାଁ ଝରଣୀରେ ପହଞ୍ଚିଛନ୍ତି । ମମିତାଙ୍କ…
Read More...

ଲାଦେର ପାଲି ଭାରତୀୟ ଖାଦ୍ୟ ନିଗମରେ ୩୦ତମ ମା’ ଗଜଲକ୍ଷ୍ମୀଙ୍କ ପୂଜା

ରେଙ୍ଗାଲିକ୍ୟାମ୍ପ  : କୋଭିଡ ନିୟମକୁ ଦୃଷ୍ଟିରେ ରଖି ବିଧିବଦ୍ଧ ଭାବେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲାଦେର ପାଲି ସ୍ଥିତ ଭାରତୀୟ ଖାଦ୍ୟ ନିଗମ ଠାରେ ମା’ ଗଜଲକ୍ଷ୍ମୀଙ୍କ ୩୦ତମ ପୂଜା ପାଳିତ ହେଉଅଛି।…
Read More...

ଦୀର୍ଘାୟୁର ରହସ୍ୟ ଏହି ପରିବା

ଦୀର୍ଘାୟୁ ହେବା ପାଇଁ ଏକ ଭଲ ଖାଦ୍ୟ ଏବଂ ସୁସ୍ଥ ଶରୀର ରହିବା ନିତ୍ୟାନ୍ତ ଆବଶ୍ୟକ ।  ଗବେଷକଙ୍କ ମତାନୁଯାୟୀ, ଯେଉଁମାନେ ଅତି ଯତ୍ନଶୀଳ ଖାଦ୍ୟ ଗ୍ରହଣ କରନ୍ତି ସେମାନଙ୍କ ମଧ୍ୟରେ ମୃତ୍ୟୁହାର ୧୭% ହ୍ରାସ ଘଟିଥାଏ ​​ଏବଂ…
Read More...

ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ବାଲେଶ୍ୱର ଜିଲ୍ଲା ପ୍ରଶାସନିକ ପ୍ରତିନିଧି ଦଳ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ବିକାଶ ମଡେଲକୁ ଶନିବାର ଦିନ ପୁଣି ଏକ ୨୦ଜଣିଆ ବାଲେଶ୍ୱର ଜିଲ୍ଲା ପ୍ରଶାସନିକ ଟିମ ପରିଦର୍ଶନ କରିଛନ୍ତି । ସେହି ଟିମରେ ବାଲେଶ୍ୱର ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ରବୀନ୍ଦ୍ର କୁମାର ସାହୁଙ୍କ…
Read More...

ଶିଶୁ ସୁରକ୍ଷା ଅଧିକାରୀଙ୍କ ମୋହନା ଗସ୍ତ

ମୋହନା : ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଗଜପତି ଜିଲ୍ଲା ମୋହନା ଗସ୍ତ କରିଛନ୍ତି । ବ୍ଲକର ମର୍ଚିମା, ଟିଟିମେରି ଓ ପାଲଡା ଆଦି ଗାଁ ଗସ୍ତ କରି ଗତ କୋଭିଡ ସମୟରେ ପିତ।ମାତା ହରାଇଥିବା ୪ ଅନାଥ…
Read More...

୧୪ ବର୍ଷ ପରେ ବଢିଲା ଦିଆସିଲିର ମୂଲ୍ୟ

ଚେନ୍ନାଇ : ଗୋଗେ ପଟେ ପେଟ୍ରୋଲ-ଡିଜେଲ ,ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ପାଉଥିବା ବେଳେ ଅନ୍ୟ ପଟେ ଦୈନିକ ବ୍ୟବହାର ହେଉଥିବା ସାମଗ୍ରୀ ଦିଆସିଲିର ମୂଲ୍ୟ ଦୀର୍ଘ ୧୪ ବର୍ଷ ପରେ ବଢିଛି। ୧ଟଙ୍କାରେ ମିଳୁଥିବା ଦିଆସିଲି…
Read More...

ଗଞ୍ଜେଇ ଜବତ ; ସ୍ୱାମୀ – ସ୍ତ୍ରୀ ଗିରଫ

ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଏନ ଏଚ ୫୭ର ବହିରା ହାଇସ୍କୁଲ ଛକରୁ ବାଉଁଶୁଣି ପୁଲିସ ୮ କେଜି ୨୦୦ ଗ୍ରାମ ଗଞ୍ଜେଇ ଗୁରୁବାର ରାତିରେ ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଉପେନ୍ଦ୍ର ସଗରିଆ (୩୫)…
Read More...

ବୌଦ୍ଧ ନାଗରିକ କମିଟି ବୈଠକ

ବୌଦ୍ଧ : ବୌଦ୍ଧ ନାଗରିକ କମିଟିର ଏକ ସାଧାରଣ ବୈଠକ ସହରର ମାତେଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ନାଗରିକ କମିଟିର ସଂପାଦକ ବିଶେଶ୍ୱର ପୃଷ୍ଟିଙ୍କ ଆବାହକତ୍ୱରେ ଅନୁଷ୍ଠିତ…
Read More...

ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟରେ ସହିଦ ଦିବସ ପାଳିତ 

ବୌଦ୍ଧ :  ବୌଦ୍ଧ ବ୍ଳକ ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲାର ଦୁଇଜଣ ସହିଦଙ୍କ ସ୍ମୁତି ଉଦେଶ୍ୟରେ ବୌଦ୍ଧ ପୁଲିସପକ୍ଷରୁ ସହିଦ ଦିବସ ପାଳିତ ହୋଇଛି। ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ର ସହିତ ବିଭୁଧେନ୍ଦ୍ର…
Read More...

ମା’ ମାହେଶ୍ୱରୀଙ୍କ ଗମ୍ଭୀରା ବିଜେ

ବୌଦ୍ଧ  : ବୌଦ୍ଧ ଜିଲ୍ଲା ବାଉଁଶୁଣି ଡିମିରିପାଲି କେନ୍ଦ୍ର ଡୁମାଳ ସମାଜ ପକ୍ଷରୁ ପାଳିତ ହେଉଥିବା ମା’ ମାହେଶ୍ୱରୀଙ୍କ ଛତର ଯାତ୍ରା ବୁଧବାର ଉଦଯାପିତ ହୋଇଅଛି। କୋଭିଡ କଟକଣା ପାଳନ ମଧ୍ୟରେ ଆଶ୍ୱିନ ପୂର୍ଣ୍ଣିମା…
Read More...

ଭାରସାମ୍ୟ ହରାଇ କାର ଦୁର୍ଘଟଣାଗ୍ରସ୍ତ ; ଜଣେ ଗୁରୁତର 

ବୌଦ୍ଧ : ବୌଦ୍ଧ ବ୍ଳକ ପଲସପାଟ ଛକ ଠାରେ ଏକ ରାଜ୍ୟ ବାହାର ନମ୍ବର ଥିବା କାର ଭାରସାମ୍ୟ ହରାଇ ଦୁର୍ଘଟଣା ହେବାରୁ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ସୁଚନା ମୁତାବକ ଗୁୁଜରାଟ ରାଜ୍ୟର ତିନି ଜଣ ଯୁବକ ଉକ୍ତ କାରରେ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଦୁଇ ବର୍ଷରେ ପେଟ୍ରୋଲ ଲିଟର ୩୪ ଟଙ୍କା ଓ ଡିଜେଲ ଟ୨୯.୫୦ ବଢିଲାଣି ୪୪୧ ନୂଆ କରୋନା ସଂକ୍ରମିତ ରାଜ୍ୟରେ ଚିହ୍ନଟ ସଂଗରୋଧରୁ ୨୫୩ ଓ ସ୍ଥାନୀୟ ସଂକ୍ରମିତ ୧୮୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର…
Read More...

କାର୍ତ୍ତିକ ମାସରେ ନିଶ୍ଚୟ କରନ୍ତୁ ଏହି ସରଳ ଉପାୟ

ଆରମ୍ଭ ହେଲା କାର୍ତ୍ତିକ ମାସ।  ପାରିବାରିକ ଓ ବୈବାହିକ ଜୀବନରେ ସୁଖ, ଶାନ୍ତି ପାଇଁ କାର୍ତ୍ତିକ ମାସରେ ତୁଳସୀ ଗଛ ପୂଜା କରିବା ସବୁଠୁ ଉତ୍ତମ ବୋଲି ବିଶ୍ବାସ ରହିଛି। ଘରର ବାଡିରେ ବା ଅଗଣାରେ ତୁଳସୀ ଗଛ ଲଗାଇବାର…
Read More...

ରାଜଧାନୀରୁ ଜବତ ହେଲା ୨୫୦ କେଜି ଗଞ୍ଜେଇ

ଭୁବନେଶ୍ୱର : ଭୁବନେଶ୍ୱର ଏନସିବି ଆଜି ରସୁଲଗଡରୁ ପ୍ରାୟ ୨୫୦ କେଜି ଗଞ୍ଜେଇ ଜବତ କରିଛି। ଏକ ତୈଳ ଟ୍ୟାଙ୍କରରୁ ଏହି ଗଞ୍ଜେଇ ଜବତ କରାଯାଇଛି। ଏହାସହ ସମ୍ପୃକ୍ତ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୨ ଜଣ ହେଲେ…
Read More...

୧୩୦ପେଟି ବିଦେଶୀ ନକଲି ମଦ ଜବତ

ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଚଢାଇ କରି ୧୩୦ପେଟି ବିଦେଶୀ ନକଲି ମଦ ଜବତ କରିଛି। ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏସଆଇ ବିଶ୍ୱ ରଞ୍ଜନ ଦାଶଙ୍କ ନେତୃତ୍ୱରେ ଦୁଇ ଜଣ ସବ ଇନ୍ସପେକ୍ଟର ସମେତ ୧୫…
Read More...

ଶରୀର ପାଇଁ ଉପକାରୀ ଏହି ପରିବା

ସବୁଜ ପନିପରିବା ଶରୀରକୁ ପୋଷକ ତତ୍ୱ ଯୋଗାଇଥାଏ। ମାତ୍ର ଏହାଛଡ଼ା କିଛି ଧଳା ରଙ୍ଗର ପରିବା ଅଛି, ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହି ସମସ୍ତ ପନିପରିବାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ପିଆଜ – ପିଆଜରେ…
Read More...

ହାତୀ-କୁମ୍ଭୀର ଲଢେଇ ; ଜିତିଲା କିଏ……

ଆଫ୍ରିକୀୟ ଦେଶ ଜାମ୍ବିଆରୁ ଏକ ହାତୀ ଏବଂ କୁମ୍ଭୀର ମଧ୍ୟରେ ଲଢେଇ ହୋଇଥିବା ଭିଡିଓ ଭାଇରାଲ ହୋଇଛି।  ହାତୀଟି ନିଜ ପିଲାକୁ କୁମ୍ଭୀର ଆକ୍ରମଣରୁ ରକ୍ଷା କରିବା ପାଇଁ କୁମ୍ଭୀର ସହ ଲଢେଇ କରୁଛି।  ଦୁଇଟି ବିଶାଳ ପ୍ରାଣୀ…
Read More...

ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତ ପରିବାରଙ୍କୁ ବ୍ୟାଙ୍କ ମ୍ୟାନେଜରଙ୍କ ସହାୟତାରେ ଶାଢ଼ୀ ବଣ୍ଟନ

ଲାଞ୍ଜିଗଡ଼ : ଗତ ସପ୍ତାହ ତଳେ ବନ୍ଧପାରି ଓ ଲାଞ୍ଜି ପଞ୍ଚାୟତର ଡାହାଣୀପଦର,କାଞ୍ଚନ ମୁଖୀ, ଉପର କାଲସୁର,ବାଲିସରା ଇତ୍ୟାଦି ଗ୍ରାମରେ ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଲୋକଙ୍କ ଘର ଭାଙ୍ଗିବା ସହିତ ଘରେଥିବା ଚାଉଳ,…
Read More...

ଅଳଗୁମ ରାସ୍ତା ନିର୍ମାଣରେ ଅର୍ଥ ହେରଫେର ଅଭିଯୋଗ ଆଣିଲେ ଗ୍ରାମବାସୀ

ସୁଆଣ୍ଡୋ : ପୁରୀ ଜିଲାର ସାକ୍ଷୀଗୋପାଳ - ଅଳଗୁମ ରାସ୍ତା ନିର୍ମାଣରେ ଅର୍ଥ ହେରଫେର ଅଭିଯୋଗ ଆଣିଲେ ଗ୍ରାମବାସୀ। ସାକ୍ଷୀଗୋପାଳ ଠାରୁ ୦୯୦୦ କିମି ୧୦/ ୦୩୯ କିମି ରାସ୍ତାର ଉନ୍ନତି କରଣ ପାଇଁ ସରକାରଙ୍କ ପକ୍ଷରୁ ବହୁ…
Read More...

ମୁମ୍ବଇର ଏକ ସୁଉଚ୍ଚ ଅଟ୍ଟାଳିକାର ୧୯ ମହଲାରେ ଅଗ୍ନିକାଣ୍ଡ

ମୁମ୍ବଇ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇର ଏକ ସୁଉଚ୍ଚ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଛି। ଘଟଣା ବିଷୟରେ ଖବର ପାଇ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁୂ ଆୟତ୍ତ କରିବାକୁ…
Read More...

ଘର ଭୁଷୁଡି ୫ ମୃତ 

ଜୌନପୁର : ଗୁରୁବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାରେ ଏକ ବଡ଼ ଅଘଟଣ ଘଟିଛି।  ଏଠାରେ ଏକ କଚ୍ଚା ଘର ଭୁଷୁଡି ପଡି ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର…
Read More...

ବିଜୁ ପଟ୍ଟନାୟକଙ୍କ ସହିତ ଥିଲା ପ୍ରଦୀପଙ୍କ ପରିବାରର ସମ୍ପର୍କ

ଲକ୍ଷ୍ମୀପୁର : କିଛି ମାସ ଧରି ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସରେ ଲାଗି ରହିଥିବା ଅନ୍ତଃ କନ୍ଦଳ ବାଦାନୁବାଦର ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି। ଶେଷରେ ରାଜ୍ୟ କଂଗ୍ରେସର କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ…
Read More...

+ ୨ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ସାକ୍ଷୀଗୋପାଳ : ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ  + ୨ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀ ମାନଙ୍କୁ କୋଭିଡ କଟକଣା ମଧ୍ୟରେ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।…
Read More...

ବଢିବାରେ ଲାଗିଛି ପନିପରିବା ଦର ; ଚିନ୍ତାରେ କାର୍ତିକ ବ୍ରତଧାରୀ

ସାରନଗରୀ : ଧର୍ମ ମାସ ଭାବେ ପରିଚିତ କାର୍ତିକ ମାସ ଆରମ୍ଭ ହେଉଛି । ଧର୍ମ ମାସରେ ଅନେକ ବ୍ୟକ୍ତି ଆମିଷ ତ୍ୟାଗ କରିଥାନ୍ତି । କାର୍ତିକ ବ୍ରତର ଶୁଭାରମ୍ଭ ହୋଇଥାଏ । ତେବେ ପନିପରିବା ଚଢାଦରକୁ ନେଇ ଚିନ୍ତାରେ ଖାଉଟିଙ୍କ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୮ ମୃତ

ବାହାଦୁରଗଡ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଛନ୍ତି। ହରିୟାଣାର ବାହାଦୁରଗଡର ବାଦଲି-ଗୁରୁଗ୍ରାମ ରାସ୍ତାରେ ଭୋର ୪ଟା ସମୟରେ ଫାରୁଖନଗର ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି।  ଏକ କାର ଓଭରଟେକ କରି…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଚୀନ ଓ ରୁଷ ପରେ ଆମେରିକା ପରୀକ୍ଷା କଲା ହାଇପରସୋନିକ ପ୍ରଯୁକ୍ତି କୋଭିଡ ଟିକାକରଣରେ ଓଡ଼ିଶାର କୀର୍ତ୍ତିମାନ ସ୍ଥାପନ; ୩.୫ କୋଟି ପାନରୁ ଅଧିକ ଟିକାଦାନ ଆଜିଠାରୁ ମହାରାଷ୍ଟ୍ରରେ ଖୋଲୁଛି ସିନେମା ହଲ, ଥିଏଟର…
Read More...

ଫାଟୁଆରୋଗ ଚିକିତ୍ସା ପାଇଁ ଗାଁରେ ପଂହଚିଲା ପ୍ରାଣୀ ଚିକିତ୍ସକ ଦଳ 

ହରଭଙ୍ଗା : ହରଭଙ୍ଗା ବ୍ଲକରେ ବର୍ତମାନ ପ୍ରତି ଗାଁରେ ଗାଈ,ଗୋରୁ,ଛେଳି,ମେଣ୍ଢା,ପୋଢ,ମଇଁଷି ଭଳି ଗୃହପାଳିତ ପଶୁମାନଙ୍କଠାରେ ଫାଟୁଆରୋଗ ଦେଖାଦେଇଛି। ଏହା ଉପରେ ସମାଜରେ ଖବର ପ୍ରକାଶିତ ପରେ ପ୍ରାଣୀଚିକିତ୍ସା ବିଭାଗ…
Read More...

ରଙ୍ଗ , ପୋଷାକ ଓ ଶୁଭଫଳ

ବାସ୍ତୁଶାସ୍ତ୍ରରେ ଯେମିତି ଦିଗ ପ୍ରତି ଅନେକ ମହତ୍ତ୍ୱ ରହିଛି, ସେହିପରି ରଙ୍ଗର ମଧ୍ୟ ନିଜର ମହତ୍ତ୍ୱ ରହିଥାଏ। ଏମିତିରେ ଯଦି ନିର୍ଦ୍ଦିଷ୍ଟ ରଙ୍ଗର ପୋଷାକ ପିନ୍ଧିବା ତେବେ ଭାଗ୍ୟ ବଦଳିବାର ସମ୍ଭାବନା ରହିଥାଏ। ବିଶେଷ…
Read More...

ଆଚାର୍ଯ୍ୟ ହରିହର ଶିଶୁ ଭବନ ପ୍ରତିଷ୍ଠାତାଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ସାକ୍ଷୀଗୋପାଳ :  ଋଷି ପ୍ରତିମ ଆଚାର୍ଯ୍ୟ ହରିହରଙ୍କ ସ୍ମୃତିରେ ସ୍ଥାପିତ ସତ୍ୟଵାଦୀ ଆଚାର୍ଯ୍ୟ ହରିହର ଶିଶୁ ଭବନର ପ୍ରତିଷ୍ଠାତା ଶିକ୍ଷାବିତ ଵାମନ ଚରଣ ଦାସଙ୍କ ୧୪ ତମ ଶ୍ରାଦ୍ଧୋତ୍ସବ ଗୁରୁବାର ପାଳିତ ହୋଇଯାଇଛି। ଶିଶୁ…
Read More...

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର ; ଆତ୍ମହତ୍ୟା ସନ୍ଦେହ

ଲଖନପୁର : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ପିପିଲିମାଲ ଗ୍ରାମରେ ପୁଲିସ ଏକ ଘରୁ ଜଣେ ଯୁବକର ଝୁଲନ୍ତା ଶବକୁ ଉଦ୍ଧାର କରିଛି। ମୃତ ଯୁବକ ଜଣକ ପିପିଲିମାଲ ଗ୍ରାମର ସ୍ବର୍ଗତ ବୁଦ୍ଧଦେବ ପିଙ୍ଗଙ୍କ ସାନ ପୁଅ ଭରତ ପିଙ୍ଗ…
Read More...

୬୨ ତମ ରାଜ୍ୟସ୍ତରୀୟ ପୁଲିସ ଶହୀଦ ଦିବସ ପାଳିତ

କଟକ :  ଆଜି ପୂର୍ବାହ୍ନରେ ପୁଲିସ ମୁଖ୍ୟାଳୟ ପରିସରରେ ଆନୁଷ୍ଠାନିକ ଭାବେ ୬୨ ତମ ରାଜ୍ୟସ୍ତରୀୟ ପୁଲିସ ଶହୀଦ ଦିବସ ପାଳନ କରାଯାଇଅଛି ।  ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ…
Read More...

ଉତ୍ତରାଖଣ୍ଡରେ ବର୍ଷାର ବିତ୍ପାତ ; ମୃତ୍ୟୁ ସଂଖ୍ୟା ୬୨ କୁ ବୃଦ୍ଧି

ଡେରାଡୁନ : ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ସହ ବର୍ଷାର ବିତ୍ପାତରେ ମୃତ୍ୟୁ ସଂଖ୍ୟା ୬୨ କୁ ବୃଦ୍ଧି ପାଇଛି। ଗୁରୁବାର ଦିନ ବାଗେଶ୍ୱର ଜିଲ୍ଲାର ସୁନ୍ଦରଧୁଙ୍ଗା ଉପତ୍ୟକାରେ ୪ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ନେଇ…
Read More...

ମନ୍ନତରେ ଏନସିବି ଟିମ

ମୁମ୍ବଇ : ସୁପରଷ୍ଟାର ଶାହାରୁଖଙ୍କ ମନ୍ନତରେ ଏନସିବି ଟିମ । ପଚରାଉଚରା ପାଇଁ ଶାହାରୁଖଙ୍କ ଘର ମନ୍ନତକୁ ଏନସିବି ଯାଇଛନ୍ତି। ଡ୍ରଗ୍ସ ମାମଲାରେ ଶାହାରୁଖଙ୍କ ପୁଅ ଆର୍ୟନ ଗିରଫ ହୋଇଛନ୍ତି । ଏନସିବି ଟିମ୍ ଶାହାରୁଖ…
Read More...

ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ପ୍ରଶାସନିକ ପ୍ରତିନିଧି ଦଳ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ବିକାଶ ମଡେଲ କୁ ଗୁରୁବାର ଦିନ ପୁଣି ଏକ ୧୯ଜଣିଆ ଢେଙ୍କାନାଳ ଜିଲ୍ଲା ପ୍ରଶାସନି ଟିମ ପରିଦର୍ଶନ କରିଛନ୍ତି । ସେହି ଟିମରେ ଢେଙ୍କାନାଳ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସାଫଲ୍ୟ ମଣ୍ଡିତ…
Read More...

ସତ୍ୟବାଦୀର ଗାଁ ଠାରୁ ବଜାରରେ ମା’ଗଜଲକ୍ଷ୍ମୀଙ୍କ ପୂଜା

ସୁଆଣ୍ଡୋ :  ପୁରୀ ଜିଲା ସତ୍ୟବାଦୀର ଗାଁଗଣ୍ଡା ଠାରୁ ଆରମ୍ଭ କରି ବଜାରରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି । ଏହି ଅବସରରେ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନୀ ଘଣ୍ଟ ଶଙ୍ଖ ନାଦରେ ପୂଜା ମଣ୍ଡପ ପରିସରେ ଏକ ଆଧ୍ୟାତ୍ମିକ…
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଛତ୍ରପୁର :  ଛତ୍ରପୁର ଥାନା ଅଧିନ ହୁମର ସୁନାରି ତୋଟା ନିକଟରେ ଯୁବକଙ୍କ ଝୁଲନ୍ତା  ମୃତଦେହ ପୁଲିସ ଜବତ କରିଛି । ମୃତକ ଜଣକ ହେଲେ ହୀନ ନାୟକ । ସେ ନିଜ ଶଶୁର ଘରେ ବହୁ ବର୍ଷ ହେଲା ରହିଆସୁଥିଲେ । ଗତକାଲି ଠାରୁ ସେ…
Read More...

ଦେଶରେ ନୂଆ ଆକ୍ରାନ୍ତ ୧୮,୪୫୪ ; ଆରୋଗ୍ୟହାର ୯୮.୧୫%

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୧୮,୪୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୪୧,୨୭,୪୫୦କୁ ବୃଦ୍ଧି ପାଇଛି। ଆଉ ୧୬୦ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି…
Read More...

ପୁଣି ବୃଦ୍ଧି ତୈଳ ଦର

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଏବଂ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଛି।  ଗୁରୁବାର ଦିନ, ଉଭୟ ଇନ୍ଧନର ମୂଲ୍ୟ ଲିଟର ପିଛା ୩୫-୩୫ ପଇସା ବୃଦ୍ଧି ପାଇଛି।  ତୈଳ କମ୍ପାନୀଗୁଡିକ ଅକ୍ଟୋବରର ୨୦ ଦିନ ମଧ୍ୟରୁ ୧୬ ଦିନ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଟ୍ରମ୍ପ ଆରମ୍ଭ କରିବେ ନୂଆ ସାମାଜିକ ନେଟୱର୍କ ‘ଟ୍ରୁଥ ସୋସିଆଲ’ ଅରୁଣାଚଳରେ ଭାରତ ମୁତୟନ କଲା ଏଲ୭୦ ବିମାନ ବିଧ୍ୱଂସୀ ତୋପ ଜମ୍ମୁ କାଶ୍ମୀରର ଦେବସରରେ ୨ ଆତଙ୍କି ନିହତ ପୁଅକୁ ଭେଟିବାକୁ ଆର୍ଥର ରୋଡ…
Read More...

ଆଜି ପୂର୍ଣ୍ଣିମା ; ନିଶ୍ଚୟ କରନ୍ତୁ ଏହି ଉପାୟ

ଆଜି ହେଉଛି ପବିତ୍ର ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା)। ଶରତ ଋତୁରେ ଏହା ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣମା ମଧ୍ୟ କୁହାଯାଏ।ଏହିଦିନରେ ମନ୍ଦିରମାନଙ୍କରେ ବିଶେଷ ପୂଜାର୍ଚ୍ଚନା କରାଯାଏ। ମାନ୍ୟତା…
Read More...

ଆଜି କୁମାର ପୂର୍ଣ୍ଣିମା

ଭୁବନେଶ୍ୱର : ଆଜି କୁମାର ପୂର୍ଣ୍ଣିମା । କୁଆଁର ପୂନେଇଁ ଜହ୍ନଟ୍ଟ ଗୋ ଫୁଲ ବଉଳବେଣୀ ସଙ୍ଗୀତ କୁମାରୀଙ୍କ କଣ୍ଠରୁ ଆଜି  ଭାସି ଆସିବ। ପ୍ରତିବର୍ଷ ଅନେକ ଅନୁଷ୍ଠାନ କୁଆଁର ପୂନେଇଁ ମହୋତ୍ସବ ପାଳନ କରୁଥିଲେ। ଚଳିତ ବର୍ଷ…
Read More...

ସାରନଗରୀରେ ମା’ଲକ୍ଷ୍ମୀଙ୍କ ପୂଜା

ସାରନଗରୀ : ସାରନଗରୀରେ ମା’ଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ବରରେ ଆୟୋଜନ କରାଯାଇଥାଏ । ମାତ୍ର ଗତବର୍ଷ ପରି ଚଳିତ ବର୍ଷ କୋଭିଡ଼ କଟକଣା ମଧ୍ୟରେ ସାରନଗରୀ  ଅଂଚଳର ୨୫ରୁ ଉର୍ଦ୍ଧ ପୂଜା ମଣ୍ଡପରେ ମା’ଲକ୍ଷ୍ମୀଙ୍କର ପୂଜା…
Read More...

ଗୋପାଳପୁର ‘ସମାଜ’ ବିକ୍ରେତାଙ୍କ ପରଲୋକ

ଗୋପାଳପୁର : ଗୋପାଳପୁର ବଜାର ବାସିନ୍ଦା ତଥା ଦୈନିକ ଖବରକାଗଜ ସମାଜର ବିକ୍ରେତା (ଏଜେଣ୍ଟ) ଘନଶ୍ୟାମ ସାହୁଙ୍କ ୯୨ ବର୍ଷ ବୟସରେ ନିଜ ବାସଭବନରେ ଗତ ମଙ୍ଗଳବାର ରାତି ସାଢ଼େ ୯ ଟାରେ ପରଲୋକ ଘଟିଛି। ସ୍ବର୍ଗତ ସାହୁ ଦୀର୍ଘ…
Read More...

ବଜ୍ରାଘାତରେ ଜଣେ ମୃତ

ରେଙ୍ଗାଲିକେମ୍ପ   : ଅତାବିରା ବ୍ଲକ ଟାମ୍ପରସରା ପଞ୍ଚାୟତ ଅନ୍ତର୍ଗତ ଗମ୍ଭାରିପାଳି ଗ୍ରାମ ମହାକୁର ପଡ଼ାର ମୁକ୍ତେଶ୍ଵର ପ୍ରଧାନ(୫୫)ଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି। ଘଟଣା ସୂତ୍ରରୁ ଜଣାପଡିଛି ଯେ ଉକ୍ତ ପଡ଼ାର…
Read More...

ଉତ୍ତରାଖଣ୍ଡରେ ଲଗାତାର ୩ ଦିନ ଧରି ବର୍ଷା ବିତ୍ପାତ ; ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି

ଡେରାଡୁନ : ଉତ୍ତରାଖଣ୍ଡରେ ଲଗାତାର ୩ ଦିନ ଧରି ଲାଗି ରହିଥିବା ବର୍ଷା ବିତ୍ପାତରେ ଏଯାଏଁ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ରିପୋର୍ଟରୁ ସୂଚନା ମିଳିଛି।…
Read More...

ଆଜି ବିଜୁଜନତା ଦଳରେ ମିଶିଲେ କୈଳାସ କୁଲେସିକା

ଲକ୍ଷ୍ମୀପୁର : କଂଗ୍ରେସରେ ଥିବା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ପୁର୍ବତ୍ତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା କିଛିଦିନର ବାଦ ବିବାଦ ପରେ ଆଜି ବିଜୁ ଜନତାଦଳରେ ମିଶିଛନ୍ତି। ସୂଚନା…
Read More...

ଦିନ ୧୧ଟା – ମୁଖ୍ୟ ଖବର

ପୁରୀ : ଦାଦାବଟି ପାଇଁ ଆକ୍ରମଣ ; ୩ ଗୁରୁତର, ମାଟିତୋଟା ଅଞ୍ଚଳର ଘଟଣା କଟକ : କଟକ –ଭୁବନେଶ୍ୱର ରାସ୍ତା କାଠଯୋଡି ନଦୀକୁ ଡେଇଁ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ଅମରିନ୍ଦର ଗଢିବେ ନିଜର ରାଜନୈତିକ ଦଳ ଆଜି…
Read More...

ନେପାଳରେ ବର୍ଷା ବିତ୍ପାତ ; ୨୧ ମୃତ

କାଣ୍ଠମାଣ୍ଡୁ : ଭାରତ ପରେ ଏବେ ନେପାଳରେ ମଧ୍ୟ ବର୍ଷାର ବିତ୍ପାତ ଦେଖାଯାଇଛି। ପ୍ରବଳ ବର୍ଷା ଓ ଭୂସ୍ଫଳନ କାରଣରୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଏଯାଏଁ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ନିଖୋଜ…
Read More...

ରାଜ୍ୟରେ ନୂଆ ସଂକ୍ରମିତ ୫୫୯

ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୫୫୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୨୧ ଓ ସ୍ଥାନୀୟ ୨୩୮ ଥିବା ବେଳେ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…
Read More...

ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା ; ବିଜେପି ପକ୍ଷରୁ ୧୨ ଘଣ୍ଟା କଳାହାଣ୍ଡି ବନ୍ଦ ପାଳନ

କଳାହାଣ୍ଡି : ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟା କଳାହାଣ୍ଡି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ କରାଯାଉଛି। କାର୍ଯ୍ୟାନୁଷ୍ଠାନ ସହ…
Read More...

କାଠଯୋଡିରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ : କଟକ –ଭୁବନେଶ୍ୱର ରାସ୍ତା କାଠଯୋଡି ନଦୀକୁ ଡେଇଁ ଥିବା ଯୁବକଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଛି। ଯୁବକ ଜଣଙ୍କ ଖାରବେଳ ନଗର ଅଞ୍ଚଳର ହୋଇଥିବା ବେଳେ ସେ କୋରିଅର ବୟ ଭାବେ କାମ କରନ୍ତି ବୋଲି ପ୍ରାଥମିକ…
Read More...

ସିକୋରେ ବାଦପାଲା

ସିକୋ : ବେଗୁନିଆ ବ୍ଲକ ଅଧିନସ୍ଥ ସିକୋ ମିଲ ଛକ ଠାରେ ପୂର୍ବତନ ପ୍ରଧାନଶିକ୍ଷକ ଗୋବିନ୍ଦଚନ୍ଦ୍ର ମଙ୍ଗରାଜଙ୍କ ନେତୃତ୍ୱରେ ଦଶହରା ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତବର୍ଷ ଗତକାଲିଠାରୁ ବାଦପାଲା ଆରମ୍ଭ ହୋଇଛି । ଏହି…
Read More...

ଆରଡିପୀଠରେ ମା’ ଗଜଲକ୍ଷ୍ମୀ ପୂଜା ଆରମ୍ଭ

ଆରଡି : ପ୍ରସିଦ୍ଧ ଶୈବପୀଠ ଆରଡିଧାମରେ ମା’ ଧନଦା ଗଜଲକ୍ଷ୍ମୀଙ୍କ ପୂଜା କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି। ମଙ୍ଗଳବାର ପବିତ୍ର କୁମାର ଉତ୍ସବ ଅବସରରେ ୨ଟି ପୂଜା ମଣ୍ଡପରେ ରୀତିନିତୀ ଅନୁଯାୟୀ ଭୋର ମଙ୍ଗଳ ଆଳତୀ,…
Read More...

୨ ଟି ବାଲି ବୋଝେଇ ହାଇୱା ଜବତ 

ସିକୋ : ସିକୋ ନିକଟସ୍ଥ ବୋତଳମା ନିକଟରୁ ଆଜି ଦୁଇଟି ବାଲି ବୋଝେଇ ହାଇୱାକୁ ଅତିରିକ୍ତ ତହସିଲଦାର ସନାତନ ଆଚାର୍ୟ୍ୟ ଏବଂ ସୁପରଭାଇଜର କୃଷ୍ଣଚନ୍ଦ୍ର ମହାପାତ୍ର ଜବତ କରି ଆଣି କାର୍ୟ୍ୟାଳୟରେ ରଖିଛନ୍ତି । ଆଜି ସିକୋସ୍ଥିତ…
Read More...

ଯୌତୁକ ଦାବିରେ ନବବଧୂକୁ ହତ୍ୟା ; ସ୍ୱାମୀ ଏବଂ ଶାଶୁ ଗିରଫ 

ବେଗୁନିଆ : ବେଗୁନିଆ ଥାନା ଡିଙ୍ଗର ପଞ୍ଚାୟତ ଅନ୍ତର୍ଗତ ଭୁଆଶୁଣିପାଟଣା ଗ୍ରାମରେ  ଅଧିକ ଯୌତୁକ ଦାବିରେ ଜଣେ ନବବଧୂକୁ ତାର ସ୍ୱାମୀ ଏବଂ ଶାଶୁ ମାରିଦେଇଥିବାର ବେଗୁନିଆ ଥାନାରେ ଝିଅର ମାଆ ଅଭିଯୋଗ କରିଛନ୍ତି ।…
Read More...

ମହଙ୍ଗା ପଡିଲା ଦଶହରା ଚାନ୍ଦା ମାଗିବା : ୪ ଅଗ୍ନିଶମ କର୍ମଚାରୀ ନିଲମ୍ବିତ

ବ୍ରହ୍ମପୁର: ଦଶହରା ଚାନ୍ଦା ମାଗିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ବ୍ରହ୍ମପୁରରେ କାର୍ଯ୍ୟରତ ଅଗ୍ନିଶମ ବିଭାଗର ୪ ଜଣ କର୍ମଚାରୀ । ଏହି କର୍ମଚାରୀମନେ ସହରର ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନକୁ ଦଶହରା ଚାନ୍ଦା…
Read More...

ନବରଙ୍ଗପୁରର ଅସୁରକ୍ଷିତ ଅଙ୍ଗନବାଡୀ କେନ୍ଦ୍ର

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ଅସୁରକ୍ଷିତ କୋଠାଥିବା ଅଙ୍ଗନବାଡୀ କେନ୍ଦ୍ର ଗୁଡିକୁ ତୁରନ୍ତ ବନ୍ଦ କରିବାକୁ ଭାରତୀୟ ମଜଦୂର ସଂଘ ଦ୍ୱାରା ଅନୁବନ୍ଧିତ ଅଲ୍‍ଓଡିଶା ଅଙ୍ଗନବାଡୀ ଲେଡିସ୍‍ ୱାର୍କରସ୍‍ ଆସୋସିଏସନ୍‍…
Read More...

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ ; ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି

ଡେରାଡୁନ : ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ସହ ବର୍ଷାର ବିତ୍ପାତ ଦେଖାଯାଇଛି। ମଙ୍ଗଳବାର ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ଭୃସ୍ଫଖଳକୁ ନଜରରେ ରଖି ଓ ପ୍ରବଳ ବର୍ଷା କାରଣରୁ ଶୈଳ ନିବାସକୁ ଯିବା…
Read More...

ଶୋଚନୀୟ ହୋଇପଡିଛି ସରସରା ଗ୍ରାମ ମୁଖ୍ୟରାସ୍ତା 

ବୌଦ୍ଧ  : ବୌଦ୍ଧଜିଲ୍ଲାର ସବୁଠାରୁ ବଡ ଗ୍ରାମମାନଙ୍କ ମଧ୍ୟରେ ହରଭଙ୍ଗା ବ୍ଲକର ସରସରା ଗ୍ରାମ ଅନ୍ୟତମ । ସରସରା ପଂଚାୟତରେ ୧୪ ଟି ୱାର୍ଡ ରହିଥିବା ବେଳେ ପଂଚାୟତରେ ୮ ହଜାରରୁ ଉର୍ଦ୍ଧ୍ୱ ଜନସଂଖ୍ୟା ଅଛନ୍ତି ।…
Read More...

ପେନସନ ପାଇଁ ଯାଇଥିବା ଲୋକଙ୍କୁ ବିଡ଼ିଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ 

ନବରଙ୍ଗପୁର,ପାପଡାହାଣ୍ଡି : ପେନସନ କାଗଜପତ୍ର ବାବଦରେ ଜାଣିବାକୁ ଯାଇଥିବା ଲୋକଙ୍କୁ ବିଡ଼ିଓ ଦୁର୍ବ୍ୟବହାର କରିଥିବା ନେଇ  ଗ୍ରାମବାସୀ ଅଭିଯୋଗ କରିଥିବା ଜଣାପଡିଛି। ନବରାଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ…
Read More...

ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗୋଟିଏ ପରିବାରର ୨ ମୃତ

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବହୁଦିନ ଧରି ଡେଙ୍ଗୁରେ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳୁଛି । ମାରାତ୍ମକ ଡେଙ୍ଗୁ ରୋଗରେ ଆକ୍ରାନ୍ତ…
Read More...

ଉତ୍ତରାଖଣ୍ଡରେ ବର୍ଷା ; ୫ ମୃତ

ଡେରାଡୁନ : ଉତ୍ତରାଖଣ୍ଡର ପାହାଡିଆ ଅଞ୍ଚଳରେ ବର୍ଷା ବିତ୍ପାତ ଜାରି ରହିଛି। ମଙ୍ଗଳବାର ସକାଳ ସମୟରେ ନୈନିତାଲ ଜିଲାର ଧାରୀ ବ୍ଲକ ଅନ୍ତର୍ଗତ ଚୌଖୁଟା ଗାଁରେ ବର୍ଷା ପ୍ରଭାବରେ ଶ୍ରମିକଙ୍କ ଘର ଉପରେ ରାସ୍ତାକଡରେ ଥିବା…
Read More...