www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କର ବୈଠକ ଆଜି; କୋଭିଡ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦିଆଯିବା ସମ୍ଭାବନା

କ୍ୟାପଟେନ ଅମରିନ୍ଦର ସିଂ ଆଜି ନୂଆ ରାଜନୈତିକ ଦଳ ସମ୍ପର୍କରେ ଘୋଷଣା କରିପାରନ୍ତି

- Advertisement -

ଭାରତ-ପ୍ରଶାନ୍ତ ମହାସାଗରୀୟ ଆଞ୍ଚଳିକ ସହଯୋଗ ଆଲୋଚନା ଆଜିଠାରୁ ଆରମ୍ଭ

ପୁନଃ ବୃଦ୍ଧି ପାଇବା ପରେ ପେଟ୍ରୋଲ, ଡିଜେଲ ଦର ରେକର୍ଡ ସ୍ତରରେ

ହିନ୍ଦୁଙ୍କ ସମ୍ମୁଖରେ ନମାଜ ପାଠ ମନ୍ତବ୍ୟକୁ ନେଇ କ୍ଷମା ମାଗିଲେ ୱାକର ୟୁନିସ

ରାଜ୍ୟରେ ୫୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୨ ମୃତ

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୩୧୮ ଏବଂ ସ୍ଥାନୀୟ ସଂକ୍ରମିତ ୨୩୧ ଜଣ ରହିଛନ୍ତି

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସ ବର୍ଗର ୭୦ ଜଣ

ଅନୁଗୁଳ ଜିଲାରୁ ୨, ବାଲେଶ୍ୱର ୧୨, ବରଗଡ ୨, ଭଦ୍ରକ ୪ ଓ ବଲାଙ୍ଗିରରୁ ଜଣେ ଚିହ୍ନଟ

କଟକ ଜିଲାରୁ ୫୦, ଦେବଗଡ ୮, ଢେଙ୍କାନାଳ ୬, ଜଗତସିଂହପୁର ୯, ଯାଜପୁର ୧୩, ଝାରସୁଗୁଡା ୨, କଳାହାଣ୍ଡି ୪,

କେନ୍ଦ୍ରାପଡା ୭, ଖୋର୍ଦ୍ଧାରୁ ୨୯୬ ଜଣଙ୍କୁ ଚିହ୍ନଟ କରାଯାଇଛି

କୋରାପୁଟରେ ୩, ମୟୁରଭଞ୍ଜ ୧୩, ନୟାଗଡ ୧୦, ନୂଆପଡା ୬, ପୁରୀ ୯, ରାୟଗଡା ୧ ଓ ସମ୍ବଲପୁରରେ ୧୬ ଜଣ ଚିହ୍ନଟ

ସୋନପୁର ୧, ସୁନ୍ଦରଗଡ ୭ ଏବଂ ଷ୍ଟେଟପୁଲରୁ ୬୭ ଜଣଙ୍କୁ ଚିହ୍ନଟ କରାଯାଇଛି

ଦିନକ ମଧ୍ୟରେ ୪୯୭ ଜଣ ସୁସ୍ଥ ହୋଇଛନ୍ତି

କେନ୍ଦୁଝର ଓ ଅନୁଗୁଳ ଜିଲାରେ ଜଣେ ଲେଖାଏଁ କରୋନା ରୋଗୀଙ୍କର ପ୍ରାଣହାନି ଘଟିଛି

ଦେଶରେ ଚିହ୍ନଟ ହେଲେ ୧୩,୪୫୧ ନୂଆ କରୋନା ଆକ୍ରାନ୍ତ, ୫୮୫ ମୃତ

ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୫୫,୬୫୩କୁ ବୃଦ୍ଧି

ଦିନକ ମଧ୍ୟରେ ୧୪,୦୨୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଦେଶରେ ଦୈନିକ ସଂକ୍ରମଣ ହାର ୧.୦୩% ଏବଂ ସାପ୍ତାହିକ ହାର ୧.୨୨% ରହିଛି

ଏପର୍ଯ୍ୟନ୍ତ ଦେଶରେ ମୋଟ ୩,୩୫,୯୭,୩୩୯ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି

ମଙ୍ଗଳବାର ସଂଧ୍ୟା ସୁଦ୍ଧା ୧୦୩.୫୩ କୋଟି ପାନ ଟିକା ଦିଆଯାଇସାରିଛି

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories