ରାଜ୍ୟରେ ନୂଆ ସଂକ୍ରମିତ ୫୫୯
ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୫୫୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୨୧ ଓ ସ୍ଥାନୀୟ ୨୩୮ ଥିବା ବେଳେ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୬,୫୩୨କୁ ବୃଦ୍ଧି ପାଇଛି। ୧୦,୨୩,୩୯୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪,୭୮୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 19th October
New Positive Cases: 559
Of which 0-18 years: 71
In quarantine: 321
Local contacts: 238(Details of local contacts will be shared by concerned Dist Administration)
1. Angul: 2
2. Balasore: 12
3. Bargarh: 2
4. Bhadrak: 5
5. Balangir: 3— I & PR Department, Odisha (@IPR_Odisha) October 20, 2021
23. Sundargarh: 10
24. State Pool: 68New recoveries: 618
Cumulative tested: 21246062
Positive: 1036532
Recovered: 1023398
Active cases: 4785— I & PR Department, Odisha (@IPR_Odisha) October 20, 2021
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୭୯। ଅନୁଗୁଳରୁ ୨, ବାଲେଶ୍ୱର ୧୨, ବରଗଡ ୨, ଭଦ୍ରକ ୫, ବଲାଙ୍ଗୀର ୩, ବୌଦ୍ଧ ୧୮, କଟକ ୫୪, ଦେଓଗଡ ୨, ଢେଙ୍କାନାଳ ୧୦, ଗଞ୍ଜାମ ୪, ଜଗତସିଂହପୁର ୧୪, ଯାଜପୁର ୧୪, ଝାରସୁଗୁଡା ୨, କନ୍ଧମାଳ ୨, କେନ୍ଦ୍ରାପଡା ୪, କୋରାପୁଟ ୬, ମୟୁରଭଞ୍ଜ ୮, ନୟାଗଡ ୯, ପୁରୀ ୧୪, ରାୟଗଡା ୧, ସମ୍ବଲପୁର ୧୬, ସୁନ୍ଦରଗଡ ୧୦, ଷ୍ଟେଟ ପୁଲରୁ ୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.