ଦିନ ୧୧ଟା – ମୁଖ୍ୟ ଖବର

ଦୁଇ ବର୍ଷରେ ପେଟ୍ରୋଲ ଲିଟର ୩୪ ଟଙ୍କା ଓ ଡିଜେଲ ଟ୨୯.୫୦ ବଢିଲାଣି

୪୪୧ ନୂଆ କରୋନା ସଂକ୍ରମିତ ରାଜ୍ୟରେ ଚିହ୍ନଟ

ସଂଗରୋଧରୁ ୨୫୩ ଓ ସ୍ଥାନୀୟ ସଂକ୍ରମିତ ୧୮୮

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୭୫ ଜଣ

ଅନୁଗୁଳ ଜିଲାରେ ୩, ବାଲେଶ୍ୱର ୬, ବରଗଡ ୫, ଭଦ୍ରକ ୧୩, ବଲାଙ୍ଗିର ୨, ବଉଦ ୪, କଟକରୁ ୩୭ ଜଣ ଚିହ୍ନଟ

ଦେବଗଡରୁ ୩, ଢେଙ୍କାନାଳ ୧, ଗଜପତି ୬, ଜଗତସିଂହପୁର ୧୬, ଯାଜପୁର ୧୩, କନ୍ଧମାଳ ୧, କେନ୍ଦ୍ରାପଡା ୫, କେନ୍ଦୁଝରରୁ ଜଣେ ଚିହ୍ନଟ ହୋଇଛନ୍ତି

ଖୋର୍ଦ୍ଧାରୁ ସର୍ବାଧିକ ୨୦୫, କୋରାପୁଟ ୪, ମାଲକାନଗିରି ୧, ମୟୁରଭଞ୍ଜ ୧୦, ନବରଙ୍ଗପୁର ୧, ନୟାଗଡରୁ ୨ ଜଣଙ୍କୁ ଚିହ୍ନଟ କରାଯାଇଛି

ନୂଆପଡାରୁ ୩, ପୁରୀ ୭, ରାୟଗଡା ୧୦, ସମ୍ବଲପୁର ୧୮, ସୁନ୍ଦରଗଡ ୧୪ ଓ ଷ୍ଟେଟପୁଲରୁ ୫୦ ଜଣ ଚିହ୍ନଟ

prayash

ଦିନକ ମଧ୍ୟରେ ରାଜ୍ୟରେ ୬୦୩ ଜଣ ସୁସ୍ଥ ହୋଇଥିବାବେଳେ ସଂପ୍ରତି ୪୫୮୧ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି

ଦେଶରେ ଆଉ ୧୬,୩୨୬ ନୂଆ ସଂକ୍ରମିତ, ୬୬୬ ମୃତ

ଦିନକ ମଧ୍ୟରେ ୧୭,୬୭୭ ଜଣ ସୁସ୍ଥ ହୋଇଛନ୍ତି

ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୩,୩୫,୩୨,୧୨୬ ଜଣ ସୁସ୍ଥ ହୋଇସାରିଲେଣି

ସଂପ୍ରତି ଦେଶରେ ୧,୭୩,୭୨୮ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦୈନିକ ସଂକ୍ରମଣ ହାର ୧.୨% ଓ ସାପ୍ତାହିକ ହାର ୧.୨୪% ରହିଛି

ଆରୋଗ୍ୟ ହାର ୯୮.୧୬%

ଶୁକ୍ରବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୫୯.୮୪ କୋଟି ନମୁନା ପରୀକ୍ଷା କରାଯିବା ସହିତ ୧୦୧.୩୦ କୋଟି ପାନ ଟିକା ଦିଆଯାଇଛି

୩ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Comments are closed.