www.samajalive.in
Sunday, December 7, 2025
23.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ପୁରୀ : ଦାଦାବଟି ପାଇଁ ଆକ୍ରମଣ ; ୩ ଗୁରୁତର, ମାଟିତୋଟା ଅଞ୍ଚଳର ଘଟଣା

କଟକ : କଟକ –ଭୁବନେଶ୍ୱର ରାସ୍ତା କାଠଯୋଡି ନଦୀକୁ ଡେଇଁ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର

- Advertisement -

ଅମରିନ୍ଦର ଗଢିବେ ନିଜର ରାଜନୈତିକ ଦଳ

ଆଜି ସୁପି୍ରମକୋର୍ଟରେ ହେବ ଲଖିମପୁର ଖେରି ମାମଲାର ଶୁଣାଣି

ଆଜି ବିଶ୍ୱ ପରିସଂଖ୍ୟାନ ଦିବସ; ୨୦୧୦ରୁ ପାଳନ କରାଯାଉଛି ଏହି ଦିବସ

ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା ; ବିଜେପି ପକ୍ଷରୁ ୧୨ ଘଣ୍ଟା କଳାହାଣ୍ଡି ବନ୍ଦ ଡାକରା

ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପିନାଥ ଚାକିରି ଛାଡିବେ

ଭୁବନେଶ୍ୱର : ରାଜ୍ୟରେ ଆଉ ୫୫୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସଙ୍ଗରୋଧରୁ ୩୨୧ ଓ ସ୍ଥାନୀୟ ୨୩୮; ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୭୧ ଆକ୍ରାନ୍ତ ଚିହ୍ନଟ

ଦେଶରେ ୧୪,୬୨୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଦିନକ ମଧ୍ୟରେ ୧୯,୪୪୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୩୪,୭୮,୨୪୭ ଜଣ ସୁସ୍ଥ ହୋଇସାରିଲେଣି

ସଂପ୍ରତି ୧,୭୮,୦୯୮ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି, ଯାହା ୨୨୯ ଦିନ ମଧ୍ୟରେ ସର୍ବନିମ

ଆରୋଗ୍ୟ ହାର ୯୮.୧୫% ରହିଥିବା ଜଣାଯାଇଛି

ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୫୯.୪୪ କୋଟି ନମୁନା ପରୀକ୍ଷା

ସେହି ସମୟ ମଧ୍ୟରେ ମୋଟ ୯୯.୧୨ କୋଟି ପାନ ଟିକା ଦିଆଯାଇଛି

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୬,୫୩୨କୁ ବୃଦ୍ଧି ; ୧୦,୨୩,୩୯୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି
୪,୭୮୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୭୯। ଅନୁଗୁଳରୁ ୨, ବାଲେଶ୍ୱର ୧୨, ବରଗଡ ୨, ଭଦ୍ରକ ୫, ବଲାଙ୍ଗୀର ୩, ବୌଦ୍ଧ ୧୮, କଟକ ୫୪

ଦେଓଗଡ ୨, ଢେଙ୍କାନାଳ ୧୦, ଗଞ୍ଜାମ ୪, ଜଗତସିଂହପୁର ୧୪, ଯାଜପୁର ୧୪, ଝାରସୁଗୁଡା ୨, କନ୍ଧମାଳ ୨, କେନ୍ଦ୍ରାପଡା ୪, କୋରାପୁଟ ୬, ମୟୁରଭଞ୍ଜ ୮

ନୟାଗଡ ୯, ପୁରୀ ୧୪, ରାୟଗଡା ୧, ସମ୍ବଲପୁର ୧୬, ସୁନ୍ଦରଗଡ ୧୦, ଷ୍ଟେଟ ପୁଲରୁ ୬୮ ଆକ୍ରାନ୍ତ ଚିହ୍ନଟ

ନେପାଳରେ ବର୍ଷା ବିତ୍ପାତ ; ୨୧ ମୃତ

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories