www.samajalive.in
Saturday, December 6, 2025
16.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଗୋଆ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିଲେ ପୂର୍ବତନ ରାଜ୍ୟପାଳ

ତାଲିବାନଙ୍କୁ ଆଉ ଆତଙ୍କି କହିବ ନାହିଁ ରୁଷ

- Advertisement -

ରାଜ୍ୟରେ ନୂଆ ୪୩୩ କରୋନା ଆକ୍ରାନ୍ତ, ୪ ମୃତ

ନୂଆ ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୨୫୨ ଓ ସ୍ଥାନୀୟ ସଂକ୍ରମିତ ୧୮୧

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୬୪ ଜଣ ରହିଥିବା ଜଣାଯାଇଛି

ଅନୁଗୁଳ ଜିଲାରୁ ୪, ବାଲେଶ୍ୱର ୮, ବରଗଡ ୬, ଭଦ୍ରକ ୭, ବଲାଙ୍ଗିର ୧ ଓ କଟକରୁ ୩୬ ଜଣ ଚିହ୍ନଟ

ଦେବଗଡରୁ ୮, ଢେଙ୍କାନାଳ ୧, ଗଞ୍ଜାମ ୨, ଜଗତସିଂହପୁର ୧୪, ଯାଜପୁର ୮, ଝାରସୁଗୁଡା ୧, କଳାହାଣ୍ଡି ୨ ଓ କେନ୍ଦ୍ରାପଡାରୁ ୧୧ ଚିହ୍ନଟ ହୋଇଛନ୍ତି

ଖୋର୍ଦ୍ଧାରୁ ୨୦୭, ମୟୁରଭଞ୍ଜ ୧୫, ନୟାଗଡ ୪, ନୂଆପଡା ୯, ପୁରୀ ୮, ରାୟଗଡା ୨, ସମ୍ବଲପୁର ୧୭, ସୋନପୁର ୧, ସୁନ୍ଦରଗଡ ୧୨ ଓ ଷ୍ଟେଟପୁଲରୁ ୪୯ ଜଣଙ୍କୁ ଚିହ୍ନଟ କରାଯାଇଛି

ଦିନକ ମଧ୍ୟରେ ୩୬୦ ଜଣ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୪୬୨୩ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା, ଜଗତସିଂହପୁରରେ ଜଣେ ଲେଖାଏଁ ଏବଂ ମୟୁରଭଞ୍ଜରେ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି

ଦେଶରେ ୧୨,୪୨୮ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩୫୬ ମୃତ

କେରଳରେ କେବଳ ୬୬୬୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୫୩ ଜଣଙ୍କର ପ୍ରାଣହାନି ଘଟିଛି

ଦିନକ ମଧ୍ୟରେ ୧୫,୯୫୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଦୈନିକ ସଂକ୍ରମଣ ହାର ୧.୧% ଏବଂ ସାପ୍ତାହିକ ହାର ୧.୨୪%

କରୋନାରୁ ଆରୋଗ୍ୟ ହାର ୯୮.୧୯% ରହିଛି, ଯାହା ୨୦୨୦ ମାର୍ଚ୍ଚ ପରବର୍ତ୍ତୀ ସମୟରେ ସର୍ବାଧିକ

ଦେଶରେ ଏପର୍ଯ୍ୟନ୍ତ କରୋନାରୁ ମୋଟ ୩,୩୫,୮୩,୩୧୮ ଜଣ ସୁସ୍ଥ ହୋଇସାରିଲେଣି

ଏହାବାଦ ସଂପ୍ରତି ୧,୬୩,୮୧୬ ସକ୍ରିୟ କରୋନା ରୋଗୀ ରହିଛନ୍ତି

ସୋମବାର ସଂଧ୍ୟା ସୁଦ୍ଧା ମୋଟ ୧୦୨.୯୪ କୋଟି ପାନ ଟିକା ଦିଆଯାଇଛି

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories